କନକ ବ୍ୟୁରୋ: ରାଜ୍ୟରେ ମାତିଛନ୍ତି ଏଟିଏମ୍ ଲୁଟେରା । ଗ୍ରାମାଂଚଳ କଥା ଛାଡନ୍ତୁ ଖୋଦ୍ ରାଜଧାନୀର ଜନଗହଳିପୂର୍ଣ୍ଣ ଅଂଚଳରେ ଥିବା ଏଟିଏମ ବି ସୁରକ୍ଷିତ ନୁହେଁ । ଗତକାଲି ରାତିରେ ଲିଙ୍ଗରାଜ ମନ୍ଦିର ପାଖରେ ଥିବା ଏସବିଆଇ ଏଟିଏମକୁ ତାଡି ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି ଲୁଟେରା । ସବୁଠାରୁ ବଡ କଥା ହେଲା, ଖୋଦ୍ ଏସବିଆଇ ଏଟିଏମରେ ସୁରକ୍ଷା କର୍ମୀ ମୁତୟନ ନଥିଲେ । ଆଉ ଏହାର ଫାଇଦା ଉଠାଇ ମାତିଛନ୍ତି ଲୁଟେରା ।Continue reading “ଲୁଟେରାଙ୍କ ଭୂସ୍ୱର୍ଗ ଭୁବନେଶ୍ୱର: ରାତି ଅଧରେ ଏଟିଏମ ତାଡିଲେ, ଟଙ୍କା ଲୁଟିଲେ”
Tag Archives: News
୧୦ ହଜାର ଯୁବକଙ୍କୁ ଦିଆଯିବ ନିଯୁକ୍ତି: ଫୋକସରେ ଗ୍ରାମାଞ୍ଚଳ ଯୁବକ
କନକ ବ୍ୟୁରୋ: ସରକାରଙ୍କ ଫୋକସରେ ଗ୍ରାମାଂଚଳ ଯୁବକ । ଖୁବଶୀଘ୍ର ଗାଁ ଗହଳିର ୧୦ ହଜାର ଯୁବକଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଦେବ ରାଜ୍ୟ ପଂଚାୟତରାଜ ବିଭାଗ । ପାଣି ପାଇପ କାମ, ପମ୍ପ ଅପରେଟର, ସୌର ପାନୀୟ ଜଳ ଯୋଗାଣ ଏବଂ ବିଦ୍ୟୁତ ମରାମତି କାର୍ଯ୍ୟରେ ନିୟୋଜିତ କରିବା ନେଇ ଜିଲ୍ଲାପାଳ, ବିଡିଓ, ସର୍ବୋଚ୍ଚ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି । ସେପଟେ ୨୦୨୪ ନିର୍ବାଚନକୁ ନଜରରେ ଏଭଳି ନିଯୁକ୍ତିContinue reading “୧୦ ହଜାର ଯୁବକଙ୍କୁ ଦିଆଯିବ ନିଯୁକ୍ତି: ଫୋକସରେ ଗ୍ରାମାଞ୍ଚଳ ଯୁବକ”
ଅପରାଜିତା ବନାମ ବିଜେଡି: ଚର୍ଚ୍ଚାରେ ଭୁବନେଶ୍ୱର ସାଂସଦଙ୍କ ପୋଷ୍ଟ
କନକ ବ୍ୟୁରୋ: ଚର୍ଚ୍ଚା ବଢାଇଲା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସୋସିଆଲ ମିଡିଆ ପୋଷ୍ଟ । ସୋସିଆଲ ମିଡିଆ ଏକ୍ସରେ ସେ ଅଭିଯୋଗ, ରାଜଧାନୀ କାଂଥରେ ଆଉଥରେ ଅପରାଜିତା ଲେଖାକୁ ବିଏମସି ଲିଭାଇ ଦେଉଛି । ହେଲେ କାହିଁକି ବିଜେଡିର ପ୍ରଚାର ଲେଖାକୁ ଲିଭାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଏହାର ଜବାବ ରଖି ବିଜେଡି କହିଛି, ଏପରି ହୀନ ରାଜନୀତି କରେ ନାହିଁ ଦଳ । ରାଜଧାନୀ କାନ୍ଥରେ କାହା ନାଁ ରହିବ, କାହା ନାଁContinue reading “ଅପରାଜିତା ବନାମ ବିଜେଡି: ଚର୍ଚ୍ଚାରେ ଭୁବନେଶ୍ୱର ସାଂସଦଙ୍କ ପୋଷ୍ଟ”
ଇତିହାସ ପାଲଟିିଲା ଧାରା ୩୭୦ । ମୋଦୀ ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଲେ ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ପାଇଁ ପରାମର୍ଶ
କନକ ବ୍ୟୁରୋ: ଇତିହାସ ପାଲଟିଲା ଧାରା ୩୭୦ । ଜମ୍ମୁ-କାଶ୍ମୀରରୁ ଉଚ୍ଛେଦ ହୋଇଥିବା ଧାରା ବାବଦରେ ସୁପ୍ରିମ୍ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀରରୁ ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାର ନେଇଥିବା ନିଷ୍ପତିକୁ କାଏମ ରଖିଛନ୍ତି କୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ୫ ଜଣିଆ ଖଣ୍ଡପୀଠ ଶୁଣାଇଥିବା ରାୟକୁ ଐତିହାସିକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ବର୍ଷ ବର୍ଷ ଧରି ଧାରା ୩୭୦’ର ଜଞ୍ଜାଳରେ ଛନ୍ଦି ହୋଇଥିବା ଭୂସ୍ୱର୍ଗ ଜମ୍ମୁ-କାଶ୍ମୀର ଏବେ ମୁକ୍ତ ।Continue reading “ଇତିହାସ ପାଲଟିିଲା ଧାରା ୩୭୦ । ମୋଦୀ ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଲେ ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ପାଇଁ ପରାମର୍ଶ”
ଧୀରଜ ସାହୁଙ୍କ କଳାଧନକୁ ନେଇ ତେଜୁଛି ରାଜନୀତି । ଦେଶବ୍ୟାପୀ ବିଜେପିର ପ୍ରତିବାଦ । ମଦ ସାମ୍ରାଜ୍ୟର ଗୁମର ଖୋଲିବାକୁ ସିବିଆଇ ତଦନ୍ତ ଦାବି
କନକ ବ୍ୟୁରୋ: ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କଳାଧନକୁ ନେଇ ତେଜୁଛି ରାଜନୀତି । ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଦଳର କେନ୍ଦ୍ରୀୟ ନେତୃତ୍ୱ କଂଗ୍ରେସ ଉପରେ ବର୍ଷୁଥିବା ବେଳେ ରାଜ୍ୟ ନେତୃତ୍ୱ ବିଜେଡି ଲିଙ୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେପଟେ ବିଜେପି ଅଭିଯୋଗର ପାଲଟା ଜବାବରେ ବିଜେଡି କହିଛି, କଂଗ୍ରେସକୁ ସୁରକ୍ଷା ଦେଉଛି ରାଜ୍ୟ ବିଜେପି । ଦେଶବ୍ୟାପୀ ବିଜେପିର ପ୍ରତିବାଦ ମଦ ସାମ୍ରାଜ୍ୟର ଗୁମର ଖୋଲିବାକୁContinue reading “ଧୀରଜ ସାହୁଙ୍କ କଳାଧନକୁ ନେଇ ତେଜୁଛି ରାଜନୀତି । ଦେଶବ୍ୟାପୀ ବିଜେପିର ପ୍ରତିବାଦ । ମଦ ସାମ୍ରାଜ୍ୟର ଗୁମର ଖୋଲିବାକୁ ସିବିଆଇ ତଦନ୍ତ ଦାବି”
ସରିଲା ଟଙ୍କା ଗଣତି: ଏବେ ସମ୍ପତ୍ତିକୁ ନେଇ ଖୋଳତାଡ, ଆସିବେ କି ଇଡି- ସିବିଆଇ?
କନକ ବ୍ୟୁରୋ: ମଦବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଜବତ ହୋଇଥିବା ପାହାଡ ଭଳି ଟଙ୍କାର ଗଣତି ଶେଷ ହେବା ପରେ, ଆଗକୁ ଆଉ କଣ ବାହାରିବ? ତାହା ଜାଣିବାକୁ ସମସ୍ତଙ୍କ ଭିତରେ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । ଅନ୍ୟପଟେ ଆୟକର ବିଭାଗର ରେଡ୍ ପରେ ଅନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆସୁଥିବା ଶୁଣି ଅନେକ ଛାନିଆ ହୋଇପଡିଥିବା ଚର୍ଚ୍ଚା ହେଉଛି । ପାଂଚ ଦିନର ଗଣତି ପରେ ଶେଷ ହୋଇଛି ଟଙ୍କା ଗଣତି । ରବିବାର ସନ୍ଧ୍ୟା ସୁଦ୍ଧାContinue reading “ସରିଲା ଟଙ୍କା ଗଣତି: ଏବେ ସମ୍ପତ୍ତିକୁ ନେଇ ଖୋଳତାଡ, ଆସିବେ କି ଇଡି- ସିବିଆଇ?”
ପୁରୀ ଗିରଳ ଜଙ୍ଗଲରେ ପୋଲିସର ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ଆହତ
କନକ ବ୍ୟୁରୋ: ପୁରୀ ଗିରଳ ଜଙ୍ଗଲରେ ପୋଲିସର ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଗୁଳିମାଡରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ସନ୍ତୁକୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । କିଛିଦିନ ତଳେ ମହିଳାଙ୍କୁ ଗୁଳି କରି ଫେରାର ଥିଲା ସନ୍ତୁ । ସନ୍ତୁ ନାଁରେ ବିଭିନ୍ନ ଥାନାରେ ଅକାଧିକ ମାମଲା ରହିଛି । The post ପୁରୀ ଗିରଳ ଜଙ୍ଗଲରେ ପୋଲିସର ଏନକାଉଣ୍ଟର: ଦୁର୍ଦ୍ଦାନ୍ତContinue reading “ପୁରୀ ଗିରଳ ଜଙ୍ଗଲରେ ପୋଲିସର ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ଆହତ”
ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ କଲେଜ ଛାତ୍ରୀ: ଗଂଜାମ ଆସିକାରେ ଅଭାବନୀୟ ଘଟଣା
କନକ ବ୍ୟୁରୋ: ପେଟ୍ରୋଲ ଢାଳି ଛାତ୍ରୀଙ୍କ ଆତ୍ମହତ୍ୟା । ଗଂଜାମ ଜିଲ୍ଲା ଆସିକା, କୋଟିନଡା ଥାନା ଭେଟନଇ ଗାଁରେ ଅଘଟଣ । ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ପୂଜା ଗୌଉଡ, ଘର ଭିତରେ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ବାଲିପଦର କଲେଜରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ତେବେ କେଉଁ କାରଣ ପାଇଁ ପୂଜା ଆତ୍ମହତ୍ୟା କରିଛନ୍ତି ଏହାର କାରଣ ଅସ୍ପଷ୍ଟ ରହିଛିContinue reading “ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ କଲେଜ ଛାତ୍ରୀ: ଗଂଜାମ ଆସିକାରେ ଅଭାବନୀୟ ଘଟଣା “
୨ ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଯାଦବ । ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ତୁଲାଇବେ ବାଚସ୍ପତି ଦାୟିତ୍ୱ ।
କନକ ବ୍ୟୁରୋ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବଙ୍କ ନାଁରେ ମୋହର ମାରିଛି ବିଜେପି । ମୁଖ୍ୟମନ୍ତ୍ରୀ ରେସରେ ଅନେକ ନାଁ ସାମ୍ନାକୁ ଆସୁଥିଲେ ମଧ୍ୟ ସମସ୍ତଙ୍କୁ ଚକିତ କରି ମୋହନ ଯାଦବ ଏଥିରେ ବାଜି ମାରିଛନ୍ତି । ବିଜେପିର ବିଧାୟକ ଦଳ ବୈଠକରେ ମୋହନ ଯାଦବଙ୍କୁ ସର୍ବସମ୍ମତି କ୍ରମେ ନେତା ଭାବେ ଘୋଷଣା କରାଯାଇଛି । ଏହାସହ ମଧ୍ୟପ୍ରଦେଶରେ ପୁଣିଥରେ ଶିବରାଜ ମୁଖ୍ୟମନ୍ତ୍ରୀ ହେବାContinue reading “୨ ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଯାଦବ । ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ତୁଲାଇବେ ବାଚସ୍ପତି ଦାୟିତ୍ୱ ।”
ୟୁଏଇରେ ଭାରତୀୟ ସଫେଇ କର୍ମଚାରୀଙ୍କୁ ମିଳିଲା ୨୨ ଲକ୍ଷ ଟଙ୍କା ପୁରସ୍କାର । ଏହାର କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ
କେରଳର ବାସିନ୍ଦା ପାମିଲା କୃଷ୍ଣନ ଗତ ୧୩ ବର୍ଷ ଧରି ୟୁଏଇର ଏକ କମ୍ପାନୀରେ କ୍ଲିନର୍ ଭାବରେ କାର୍ଯ୍ୟ କରିଆସୁଛନ୍ତି । ଏମିରେଟ୍ସ ଲେବର ମାର୍କେଟ ପୁରସ୍କାର ବିତରଣ ଉତ୍ସବରେ ପାମେଲାଙ୍କୁ ଅନ୍ୟ ବୃତ୍ତିଗତ ବର୍ଗରେ ବିଶିଷ୍ଟ କାର୍ଯ୍ୟ ପାଇଁ ୨୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । କେରଳର ପାଲକ୍କଡ ଜିଲ୍ଲାର ବାସିନ୍ଦା ପାମିଲା ଗତ ୧୩ ବର୍ଷ ଧରି ଏକ କମ୍ପାନୀରେ କ୍ଲିନର୍ ଭାବରେ କାର୍ଯ୍ୟ କରିଆସୁଛନ୍ତି । ତାଙ୍କର ବିଶିଷ୍ଟ ସେବାପାଇଁ ତାଙ୍କୁContinue reading “ୟୁଏଇରେ ଭାରତୀୟ ସଫେଇ କର୍ମଚାରୀଙ୍କୁ ମିଳିଲା ୨୨ ଲକ୍ଷ ଟଙ୍କା ପୁରସ୍କାର । ଏହାର କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ”