ଯେତେବେଳେ ଯାଏଁ ଚାଲି ପାରୁଥିବି, ସେତେବେଳେ ଯାଏଁ ଆଇପିଏଲ ଖେଳିବି । ବିଶ୍ୱକପ ହିରୋ ଦେଲେ ବଡ ବୟାନ । 

କନକ ବ୍ୟୁରୋ : ଆସନ୍ତା ଡିସେମ୍ବର ୧୯ ତାରିଖରେ ଦୁବାଇରେ ଆଇପିଏଲ ନିଲାମୀ ହୋଇପାରେ । ନିଲାମୀ ପୂର୍ବରୁ ଅନେକ ଖେଳାଳୀଙ୍କୁ ଫ୍ରାଞ୍ଚାଇଜ ରିଲିଜ କରିଥିବା ବେଳେ ଭରସାଯୋଗ୍ୟ ଖେଳାଳୀଙ୍କୁ ରିଟେନ କରି ରଖିଛନ୍ତି । ଆସନ୍ତାବର୍ଷ ଆଇପିଏଲ ଖେଳାଯିବାକୁ ଥିବା ବେଳେ ଏହାପୂର୍ବରୁ ବିଶ୍ୱକପରେ ସଭିଙ୍କ ମନ ଜିଣିଥିବା ଅଷ୍ଟ୍ରେଲୀୟ କ୍ରିକେଟର ଗ୍ଲେନ ମ୍ୟାକ୍ସୱେଲ ବଡ ବୟାନ ଦେଇଛନ୍ତି । ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଥିବା ମ୍ୟାକ୍ସୱେଲ କହିଛନ୍ତି, ଯେତେବେଳେ ଯାଏଁ ଚାଲି ପାରୁଥିବି,Continue reading “ଯେତେବେଳେ ଯାଏଁ ଚାଲି ପାରୁଥିବି, ସେତେବେଳେ ଯାଏଁ ଆଇପିଏଲ ଖେଳିବି । ବିଶ୍ୱକପ ହିରୋ ଦେଲେ ବଡ ବୟାନ । “

ପୁଅ, ଝିଅ ଓ ପତ୍ନୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ଡାକ୍ତର । କାରଣ ଖୋଜୁଛି ପୋଲିସ ।

କନକ ବ୍ୟୁରୋ: ପ୍ରଥମେ ପୁଅ ଝିଅ ଓ ସ୍ତ୍ରୀଙ୍କୁ ହତ୍ୟା କଲେପରେ ନିଜେ ଆତ୍ମହତ୍ୟା କଲେ ଡାକ୍ତର । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ରାଏବରେଲୀ ଅଞ୍ଚଳରେ । ଏଭଳି ଘଟଣା ଘଟାଇଥିବା ବ୍ୟକ୍ତି ହେଉଛନ୍ତି ଡାକ୍ତର ଅରୁଣ ସିଂ । ପୋଲିସ ପହଞ୍ଚି ସମସ୍ତ ମୃତଦେହଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବାବେଳେ ଏହାର କାରଣ ଖୋଜୁଛି । ରାଏବରେଲି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଆଲୋକ ପ୍ରିୟଦର୍ଶୀ କହିଛନ୍ତି, ପ୍ରାପ୍ତ ସୂଚନା ଅନୁସାରେ ଆତ୍ମହତ୍ୟା କରିଥିବା ଡାକ୍ତରଜଣକ ଥିଲେContinue reading “ପୁଅ, ଝିଅ ଓ ପତ୍ନୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ଡାକ୍ତର । କାରଣ ଖୋଜୁଛି ପୋଲିସ ।”

ବିଜେପିର ୧୦ ଜଣ ସାଂସଦଙ୍କ ଇସ୍ତଫା :  ଲୋକସଭା ବାଚସ୍ପତିଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଛନ୍ତି

ବିଧାନସଭା ନିର୍ବାଚନରେ ​​ଜିତିବା ପରେ ଭାରତୀୟ ଜନତା ପାର୍ଟିର ୧୦ ଜଣ ସାଂସଦ ବୁଧବାର ଇସ୍ତଫା ଦେଇଛନ୍ତି । ଏହି ସମସ୍ତ ସାଂସଦ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ସେମାନଙ୍କର ଇସ୍ତଫାପତ୍ର ପଠାଇଛନ୍ତି । ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ଜିତିବା ପରେ ଭାରତୀୟ ଜନତା ପାର୍ଟି ସାଂସଦ କିରୋଡ଼ି ଲାଲ ମୀନା, ରାଜବର୍ଦ୍ଧନ ସିଂ ରାଠୋର, ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ, ରାକେଶ ସିଂ, ଉଦୟ ପ୍ରତାପ,Continue reading “ବିଜେପିର ୧୦ ଜଣ ସାଂସଦଙ୍କ ଇସ୍ତଫା :  ଲୋକସଭା ବାଚସ୍ପତିଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଛନ୍ତି”

ଭିଜିଲାନ୍ସ ରେଡରେ ପ୍ରଥମ ସ୍ଥାନରେ ଓଡିଶା । ଏନସିଆରବି ରିପୋର୍ଟରେ ପ୍ରକାଶ ।

କନକ ବ୍ୟୁରୋ: ଆୟବହିର୍ଭୁତ ସମ୍ପତ୍ତି ଠୂଳ ମାମଲାରେ ଓଡିଶା ପ୍ରଥମ । ଜାତୀୟ ଅପରାଧ ନଥି ସଂସ୍ଥାନ ଏନସିଆରବି ତଥ୍ୟରୁ ଏଭଳି ରିପୋର୍ଟ ସାମ୍ନାକୁ ଆସିଛି । ଭିଜିଲାନ୍ସ ରେଡ୍ରେ ଦେଶରେ ପ୍ରଥମ ସ୍ଥାନରେ ରହିଛି ଓଡିଶା । ତଥ୍ୟ ଅନୁସାରେ ୨୦୨୨ ମସିହାରେ ଦେଶରେ ମୋଟ ୩୭୨ଟି ଆୟବର୍ହିଭୂତ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରଥମ ସ୍ଥାନରେ ଓଡିଶା ରହିଛି । ରାଜ୍ୟରେ ୮୫ଟି ଆୟବର୍ହିଭୂତ ସମ୍ପତି ମାମଲାରେ ଚଢଉ କରାଯାଇ କୋଟି କୋଟିContinue reading “ଭିଜିଲାନ୍ସ ରେଡରେ ପ୍ରଥମ ସ୍ଥାନରେ ଓଡିଶା । ଏନସିଆରବି ରିପୋର୍ଟରେ ପ୍ରକାଶ ।”

ବୌଦ୍ଧରେ ଆୟକର ବିଭାଗର ବଡ଼ ଚଢ଼ଉ । ହରାଭଙ୍ଗାରେ ଥିବା ଡିଷ୍ଟିଲାରି କାରଖାନା ଓ ପୁରୁଣା କଟକରେ ରାଣୀଶକ୍ତି ରାଇସ୍ ମିଲରେ ରେଡ୍ ।

କନକ ବ୍ୟୁରୋ: ବୌଦ୍ଧ ଜିଲ୍ଲାରେ ଦୁଇଟି କାରଖାନା ଉପରେ ଆୟକର ବିଭାଗର ଚଢଉ । ହରଭଙ୍ଗା ବ୍ଲକ୍ ତିତିରିକଟା ସ୍ଥିତ ବିଡିପିଏଲ ଓ ପୁରୁଣା କଟକ ସ୍ଥିତ ରାଣୀଶକ୍ତି ରାଇସ୍ ମିଲ ଉପରେ ଚାଲିଛି ରେଡ୍ । ବୌଦ୍ଧ ଡିଷ୍ଟିଲାରି ପ୍ରାଇଭେଟ୍ ଲିମିଡେଟ୍ ଉପରେ ଆଜି ଭୋରରୁ ଆୟକର ବିଭାଗ ଚଢାଉ କରିଛି । ୧୨ ଜଣିଆ ଟିମ୍ ଓ ୪ଜଣ ସିଆଇଏସଏଫ ଯବାନ ଏହି ରେଡରେ ସାମିଲ ହୋଇଛନ୍ତି । ସେହିପରି ରାଣୀଶକ୍ତି ରାଇସ୍ ମିଲରେContinue reading “ବୌଦ୍ଧରେ ଆୟକର ବିଭାଗର ବଡ଼ ଚଢ଼ଉ । ହରାଭଙ୍ଗାରେ ଥିବା ଡିଷ୍ଟିଲାରି କାରଖାନା ଓ ପୁରୁଣା କଟକରେ ରାଣୀଶକ୍ତି ରାଇସ୍ ମିଲରେ ରେଡ୍ ।”

ବିଶ୍ୱ ଶକ୍ତିଶାଳୀ ମହିଳା ତାଲିକାରେ ଚମକିଲେ ୪ ଭାରତୀୟ । ନିର୍ମଳା ସୀତାରମଣଙ୍କ ସମେତ ଏହି ତିନି ମହିଳା ସାମିଲ

କନକ ବ୍ୟୁରୋ : ଫୋବର୍ସ ତରଫରୁ ବିଶ୍ୱର ଶକ୍ତିଶାଳୀ ମହିଳାଙ୍କ ତାଲିକା ଜାରି କରାଯାଇଛି । ଏହି ତାଲିକାରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାମ ମଧ୍ୟ ସାମିଲ ହୋଇଛି । ଏହାସହ ଅନ୍ୟ ୩ ଜଣ ଭାରତୀୟ ମହିଳାଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି । ଯେଉଁମାନେ ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି । ଫୋବର୍ସ ତାଲିକାରେ ସ୍ଥାନ ପାଇଥିବା ବିଶ୍ୱର ୧୦୦ ଜଣ ମହିଳାଙ୍କ ମଧ୍ୟରୁ ନିର୍ମଳା ସୀତାରମଣଙ୍କ ସ୍ଥାନ ୩୨Continue reading “ବିଶ୍ୱ ଶକ୍ତିଶାଳୀ ମହିଳା ତାଲିକାରେ ଚମକିଲେ ୪ ଭାରତୀୟ । ନିର୍ମଳା ସୀତାରମଣଙ୍କ ସମେତ ଏହି ତିନି ମହିଳା ସାମିଲ”

ସଂସଦ ଉପରେ ଆକ୍ରମଣ ପାଇଁ ଧମକ । ଭିଡିଓ ଜାରି କରି ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପନ୍ଥ ସିଂ ପନ୍ନୁର ଧମକ । ସତର୍କ ଦିଲ୍ଲୀ ପୁଲିସ ।

କନକ ବ୍ୟୁରୋ: ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ, ସଂସଦ ଉପରେ ଆକ୍ରମଣ ପାଇଁ ଖଲିସ୍ଥାନୀ ଆତଙ୍କବାଦୀଙ୍କ ଧମକ । ଆମେରିକାରେ ରହୁଥିବା ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ ଭିଡିଓ ଜାରି କରି ସଂସଦ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି । ୨୦୦୧ରେ ସଂସଦରେ ହୋଇଥିବା ଆକ୍ରମଣ ତାରିଖ ଡିସେମ୍ବର ୧୩ପୂର୍ବରୁ ପୁଣି ଥରେ ଆକ୍ରମଣ କରିବାକୁ ଧମକ ଦେଇଛି ଗୁରୁପନ୍ଥ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗୁରୁପନ୍ଥ ରିଲିଜ କରିଥିବା ଭିଡିଓ ପୋଷ୍ଟରରେ ଆତଙ୍କବାଦୀ ଅଫଜଲContinue reading “ସଂସଦ ଉପରେ ଆକ୍ରମଣ ପାଇଁ ଧମକ । ଭିଡିଓ ଜାରି କରି ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପନ୍ଥ ସିଂ ପନ୍ନୁର ଧମକ । ସତର୍କ ଦିଲ୍ଲୀ ପୁଲିସ ।”

ହମାସକୁ ଖତମ କରିବାକୁ ଇସ୍ରାଏଲର ନୂଆ ପ୍ଲାନ । ପାଣିରେ ବୁଡେଇ ମାରିବେ ଆତଙ୍କବାଦୀଙ୍କୁ  

ଆଜ୍ଞା ହଁ , ଠିକ ଶୁଣିଛନ୍ତି । ହମାସ ଆତଙ୍କବାଦୀମାନଙ୍କୁ ପାଣିରେ ବୁଡେଇ ବୁଡେଇ ମାରିବାର ପ୍ଲାନ ତିଆରି କରୁଛି ଇସ୍ରାଏଲ । ଏଥିପାଇଁ ପ୍ରସ୍ତୁତି ବି ଆରମ୍ଭ ହେଇଗଲାଣି । ବଡ଼ ବଡ଼ ପାଣି ପମ୍ପ ସବୁ ଗାଜା ପାଖରେ ଗଦେଇ ଚାଲିଛି ଇସ୍ରାଏଲ ସେନା । ହମାସକୁ ଶେଷ କରିବା ପାଇଁ ଇସ୍ରାଏଲ୍ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛି । ଯାହା ଅନୁଯାୟୀ ଇସ୍ରାଏଲ୍ ସେନା ଗାଜାରେ ଥିବା  ଟନେଲଗୁଡିକୁ ପାଣିରେ ଭର୍ତ୍ତିContinue reading “ହମାସକୁ ଖତମ କରିବାକୁ ଇସ୍ରାଏଲର ନୂଆ ପ୍ଲାନ । ପାଣିରେ ବୁଡେଇ ମାରିବେ ଆତଙ୍କବାଦୀଙ୍କୁ  “

ଗରିବଙ୍କ ଘର ଭାଙ୍ଗିଲେ ଗାଁଲୋକେ । ଖୋଲା ଆକାଶ ତଳେ ଏକାଧିକ ପରିବାର ।

କନକ ବ୍ୟୁରୋ: ଗରିବଙ୍କ ଘର ଭାଙ୍ଗିଲେ ଗାଁଲୋକେ । ବଲାଙ୍ଗିର ପୁଇଁତଳା ବ୍ଲକ ବହଲପଦର ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଗାଁରେ କିଛି ଗରିବ ଲୋକ ୧୯୮୮ ମସିହାରୁ ସରକାରୀ ଜାଗାରେ ଘର କରି ରହି ଆସୁଥିଲେ । ହେଲେ ହଠାତ୍ ଗତ ମାସ ୧୮ ତାରିଖରେ ସରପଂଚଙ୍କ ନିର୍ଦ୍ଦେଶକ୍ରମେ ଗାଁର କିଛି ଲୋକ ପରିବାର ଲୋକଙ୍କୁ ଧମକ ଚମକ ଦେବା ସହ ଜୋରଜବରଦସ୍ତ ଏକ କାଗଜରେ ଦସ୍ତଖତ କରାଇ ନେଇଥିଲେ । ଏହାContinue reading “ଗରିବଙ୍କ ଘର ଭାଙ୍ଗିଲେ ଗାଁଲୋକେ । ଖୋଲା ଆକାଶ ତଳେ ଏକାଧିକ ପରିବାର ।”

ବିଜେଡି ଯୁବ ନେତାଙ୍କ ନାଁରେ ଏତଲା ଦେଲେ ଉପଜିଲ୍ଲାପାଳ । । ସରକାରୀ କ୍ୟାମ୍ପସରେ ଜନ୍ମଦିନ ପାଳନକୁ ନେଇ ବିବାଦ ।

କନକ ବ୍ୟୁରୋ: ସରକାରୀ ଜମିରେ ଜନ୍ମଦିନ ପାଳି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ତଥା ବିଜେଡି ଯୁବ ନେତା ଅଶିତ ପଟ୍ଟନାୟକ । ପୁଣି ବିଜେଡ଼ି ନେତାଙ୍କ ବିରୋଧରେ ଏତଲା ଦେଲେ ଖୋଦ ଭଦ୍ରକ ଉପଜିଲ୍ଲାପାଳ । ସରକାରୀ କ୍ୟାମ୍ପସରେ ହଜାର ହଜାର ସମର୍ଥକ ଙ୍କୁ ନେଇ ଜନ୍ମଦିନ ପାଳନ କରିବା ସହ ଶକ୍ତି ପ୍ରଦର୍ଶନ କରିବା ଘଟଣା ଏବେ ବିବାଦୀୟ ହୋଇଛି । ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ୍Continue reading “ବିଜେଡି ଯୁବ ନେତାଙ୍କ ନାଁରେ ଏତଲା ଦେଲେ ଉପଜିଲ୍ଲାପାଳ । । ସରକାରୀ କ୍ୟାମ୍ପସରେ ଜନ୍ମଦିନ ପାଳନକୁ ନେଇ ବିବାଦ ।”

Design a site like this with WordPress.com
Get started