ଛତିଶଗଡ଼ ବିଧାନସଭାକୁ ଏକମାତ୍ର ଓଡିଆ ଭାବେ ନିର୍ବାଚିତ ପୁରନ୍ଦର ମିଶ୍ର: ରାୟପୁର ନଗର ଉତର ଆସନରୁ ହୋଇଛନ୍ତି ନିର୍ବାଚିତ

କନକ ବ୍ୟୁରୋ: ଛତିଶଗଡ଼ରେ ନିର୍ବାଚନ ଜିତିଲେ ଓଡ଼ିଆ ପ୍ରୁଅ ପୁରନ୍ଦର । ଛତିଶଗଡ଼ର ବୃହତ ଓଡ଼ିଆ ସମାଜର ସଭାପତି ପୁରନ୍ଦର ମିଶ୍ର ରାୟପୁର ନଗର ଉତର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେପିରୁ ପ୍ରାର୍ଥୀ ହୋଇଥିବା ପୁରନ୍ଦର ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦୀ କୁଳଦୀପ ସିଂହଙ୍କୁ ହରାଇଛନ୍ତି । ଛତିଶଗଡ଼ ନବନିର୍ବାଚିତ ବିଧାନସଭାରେ ପୁରନ୍ଦର ଏକମାତ୍ର ଓଡ଼ିଆ ବିଧାୟକ ହେବେ ବୋଲି ଜଣାପଡ଼ିଛି । ରାୟପୁରର ଗାୟତ୍ରୀ ନଗରଠାରେ ସେ ଛତିଶଗଡ଼ର ସବୁଠାରୁ ବଡ଼ ଜଗନ୍ନାଥContinue reading “ଛତିଶଗଡ଼ ବିଧାନସଭାକୁ ଏକମାତ୍ର ଓଡିଆ ଭାବେ ନିର୍ବାଚିତ ପୁରନ୍ଦର ମିଶ୍ର: ରାୟପୁର ନଗର ଉତର ଆସନରୁ ହୋଇଛନ୍ତି ନିର୍ବାଚିତ”

୩ ରାଜ୍ୟର ଫଳାଫଳକୁ ନେଇ ରାଜ୍ୟ ବିଜେପି ଉତ୍ସାହିତ । ମନମୋହନ କହିଲେ, ମୋଦୀଙ୍କ ଗ୍ୟାରେଣ୍ଟିକୁ ଲୋକେ କଲେଣି ବିଶ୍ୱାସ, ୨୦୨୪ରେ ବିଜେପିକୁ ଦେବେ ଭୋଟ୍ ।

କନକ ବ୍ୟୁରୋ : ୩ ରାଜ୍ୟରେ ବିଜେପି ବିଜୟୀ ହେବା ପରେ ଉତ୍ସାହିତ ରାଜ୍ୟ ବିଜେପି । ୩ ରାଜ୍ୟରେ ଯେପରି ବିଜେପି ବିଜୟୀ ହେଲା ସେହିପରି ଭାବେ ଓଡିଶାରେ ବିଜୟୀ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଅଧିକ ରହିଛି । ଏଥିସହ ଲୋକଙ୍କ ଆଶୀର୍ବାଦ ମଧ୍ୟ ରହିଛି । ତେଣୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ବେଳେ ଓଡିଶାବାସୀContinue reading “୩ ରାଜ୍ୟର ଫଳାଫଳକୁ ନେଇ ରାଜ୍ୟ ବିଜେପି ଉତ୍ସାହିତ । ମନମୋହନ କହିଲେ, ମୋଦୀଙ୍କ ଗ୍ୟାରେଣ୍ଟିକୁ ଲୋକେ କଲେଣି ବିଶ୍ୱାସ, ୨୦୨୪ରେ ବିଜେପିକୁ ଦେବେ ଭୋଟ୍ ।”

ଖୋର୍ଦ୍ଧା ଟାଙ୍ଗୀରେ ଅଭାବନୀୟ ଘଟଣା: ବାତ୍ୟା ଆଶଙ୍କାରେ ବିଲକୁ ଯାଇଥିବା ବେଳେ ଦୁଇ ଚାଷୀଙ୍କୁ ଦଳିଦେଲା ହାତୀ

କନକ ବ୍ୟୁରୋ: ବାତ୍ୟା ଆଶଙ୍କାରେ ବିଲକୁ ଯାଇଥିଲେ ଚାଷୀ । ହେଲେ ଦନ୍ତା ହାତୀ ହାବୁଡରେ ପଡିଯିବାରୁ ୨ ଚାଷୀଙ୍କ ଜୀବନ ଯାଇଛି । ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପାରିଓରଡ ପଂଚାୟତ ଜରିଟାପୁ ଗାଁର କୃଷ୍ଣ ପ୍ରଧାନ ଏବଂ ଲଖ୍ମୀଧର ବେହେରା । ସିଦେ୍ଧଶ୍ୱର ମନ୍ଦିର ନିକଟ ବିଲରେ ହାତୀ ଦଳିଦେଇଥିବା ଜଣାପଡିଛି । ଏବେ ଶବ ଦୁଇଟି ପଡି ରହିଛି । ସ୍ଥାନୀୟ ଲୋକେ ଏବେ ଟାଙ୍ଗି ବନ ବିଭାଗ ନିକଟରେContinue reading “ଖୋର୍ଦ୍ଧା ଟାଙ୍ଗୀରେ ଅଭାବନୀୟ ଘଟଣା: ବାତ୍ୟା ଆଶଙ୍କାରେ ବିଲକୁ ଯାଇଥିବା ବେଳେ ଦୁଇ ଚାଷୀଙ୍କୁ ଦଳିଦେଲା ହାତୀ”

୩ ରାଜ୍ୟରେ ବିଜେପିର ବିଜୟ ଉପରେ ସେୟାର ବଜାରରେ ପ୍ରବଳ ଉତ୍ସାହ: କାରବାର ଆରମ୍ଭରୁ ବିଏସଇ ସୂଚକାଙ୍କରେ ହଜାରେ ପଏଂଟ ବୃଦ୍ଧି

କନକ ବ୍ୟୁରୋ: ତିନି ରାଜ୍ୟରେ ବିଜେପିର ବିଜୟ ଉପରେ ସେୟାର ବଜାରରେ ପ୍ରବଳ ଉତ୍ସାହ । ସପ୍ତାହର ପ୍ରଥମ ଦିନରେ ଷ୍ଟକ୍ ମାର୍କେଟ୍ ରେକର୍ଡ ଉଚ୍ଚା ରହିଛି । ବଜାର ଖୋଲିବା ସହିତ ସେନସେକ୍ସ ଏବଂ ନିଫ୍ଟି ସେମାନଙ୍କର ସର୍ବକାଳୀନ ରେକର୍ଡ ଉଚ୍ଚରେ ଖୋଲିଛି । ବିଏସଏ ସେନସେକ୍ସ ୧,୦୪୯.୩୧ କିମ୍ବା ୧.୫୫ ପ୍ରତିଶତ ଲାଭ ସହିତ ୬୮,୫୩୦.୫୦ ପଏଂଟରେ ଏବଂ ନିଫ୍ଟି ୩୧୬.୭୦ ପଏଂଟ କିମ୍ବା ୧.୫୬ ପ୍ରତିଶତ ବୃଦ୍ଧି ସହିତ ୨୦,୫୮୪.୬୦ ପଏଂଟରେ ଖୋଲିଛିContinue reading “୩ ରାଜ୍ୟରେ ବିଜେପିର ବିଜୟ ଉପରେ ସେୟାର ବଜାରରେ ପ୍ରବଳ ଉତ୍ସାହ: କାରବାର ଆରମ୍ଭରୁ ବିଏସଇ ସୂଚକାଙ୍କରେ ହଜାରେ ପଏଂଟ ବୃଦ୍ଧି”

ବାତ୍ୟା ‘ମିଗଜୋମ’ ପ୍ରଭାବରେ ଚେନ୍ନାଇରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା: ଘରେ ପଶିଲା ପାଣି, ବୁଡିଗଲା ବଡ ବଡ ଗାଡି

କନକ ବ୍ୟୁରୋ: ବାତ୍ୟା ମିଗଜୋମ୍ ପ୍ରଭାବରେ ଚେନ୍ନାଇର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି । ଘର ଭିତରେ ପଶି ଗଲାଣି ବର୍ଷା ପାଣି । ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଚାଲୁଛି । ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ରାସ୍ତାରେ ଉପରେ ଅନେକ ଗାଡି ଅଟକି ରହିଛି । ବଡ଼ ବଡ଼ ଗାଡି ସହContinue reading “ବାତ୍ୟା ‘ମିଗଜୋମ’ ପ୍ରଭାବରେ ଚେନ୍ନାଇରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା: ଘରେ ପଶିଲା ପାଣି, ବୁଡିଗଲା ବଡ ବଡ ଗାଡି”

ନିଆଳିରୁ ଶ୍ରୀମନ୍ଦିର ଅଭିମୁଖେ ପୋଢୁଆଁ ଭାର: ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜା ପାଇଁ ଗଲା ନବବସ୍ତ୍ର ଓ ଅଷ୍ଟମୀଭାର

କନକ ବ୍ୟୁରୋ: ନିଆଳିରୁ ଶ୍ରୀମନ୍ଦିରକୁ ଯିବ ପୋଢୁଅଁ ଭାର । ନିଆଳିର ମାଧବାନନ୍ଦ ଜୀଉ ମନ୍ଦିରରୁ ଭଣଜା ପାଇଁ ଯିବ ନବବସ୍ତ୍ର ଓ ଅଷ୍ଟମୀଭାର । ଏବେ ପୂଜାର୍ଚ୍ଚନା ଚାଲିଛି । ଅଳ୍ପ ସମୟ ମଧ୍ୟରେ ପୋଢୁଅଁ ଭାର ଶ୍ରୀମନ୍ଦର ଅଭିମୁଖେ ବାହାରିବେ । ନିଆଳି ସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ଜଗନ୍ନାଥ ଠାକୁରଙ୍କ ମାମୁଁଘର । ସେଥô୍ପାଇଁ କଟକ ଜିଲ୍ଲା ନିଆଳି ମାଧବାନନ୍ଦଜୀଉ ମନ୍ଦିର ଚଳଚଚଂଳ । ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥô୍ରେ କାଳିଆ ଦିଅଁContinue reading “ନିଆଳିରୁ ଶ୍ରୀମନ୍ଦିର ଅଭିମୁଖେ ପୋଢୁଆଁ ଭାର: ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜା ପାଇଁ ଗଲା ନବବସ୍ତ୍ର ଓ ଅଷ୍ଟମୀଭାର”

ମିଜୋରାମରେ ଭୋଟ ଗଣତି ଆରମ୍ଭ: ୪୦ଟି ବିଧାନସଭା ଆସନରେ ଚାଲିଛି ଭୋଟ ଗଣତି

କନକ ବ୍ୟୁରୋ: ଆରମ୍ଭ ହୋଇଛି ମିଜୋରାମ ନିର୍ବାଚନର ଭୋଟ୍ ଗଣତି । ୪୦ ବିଧାନସଭା ଆସନ ବିଶିଷ୍ଟ ମିଜୋରାମରେ କିଏ ସରକାର ଗଢିବ ତା ଉପରେ ନଜର ରହିଛି । ମିଜୋରାମରେ ଏବେ ସରକାରରେ ଅଛି ଏମ୍ଏନ୍ଏଫ ବା ମିଜୋ ନେସନାଲ ଫ୍ରଂଟ । ହେଲେ ଏଗଜିଟ୍ ପୋଲ ଅନୁସାରେ ଜୋରାମ୍ ପିପୁଲ୍ସ ଫ୍ରଂଟକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ୧୮ ମହିଳାଙ୍କ ସମେତ ୧୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ମିଜୋରାମ୍ରେContinue reading “ମିଜୋରାମରେ ଭୋଟ ଗଣତି ଆରମ୍ଭ: ୪୦ଟି ବିଧାନସଭା ଆସନରେ ଚାଲିଛି ଭୋଟ ଗଣତି”

ନିର୍ବାଚନ ଫଳାଫଳ ପରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ । ଜାଣନ୍ତୁ କେଉଁଠ କାହାକୁ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: ରାଜସ୍ଥାନରେ ବିଜେପିର ବିଜୟ ପରେ କିଏ ହେବ ମୁଖ୍ୟମନ୍ତ୍ରୀ, ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଦୌଡରେ ୪ ଜଣ ପ୍ରମୁଖ ନେତା ଆଗରେ ଅଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ । ବସୁନ୍ଧରା ରାଜେ ଦୁଇ ଦୁଇଥରର ମୁଖ୍ୟମନ୍ତ୍ରୀ ରହିଥିଲେ । ସେ ଝାଲରପତ୍ତନ ବିଧାନସଭା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ରାଜସ୍ଥାନର ବିଜୟ ପାଇଁ ସେ ମୋଦିଙ୍କୁ ଶ୍ରେୟ ଦେଇଛନ୍ତିContinue reading “ନିର୍ବାଚନ ଫଳାଫଳ ପରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ । ଜାଣନ୍ତୁ କେଉଁଠ କାହାକୁ ନେଇ ଚର୍ଚ୍ଚା ।”

ପୁଣି ବୋଲର ଦେଲେ ଜବରଦସ୍ତ ବିଜୟ । ଶେଷ ଟ୍ୱି-ଟ୍ୱେଂଟି ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଲା ଟିମ୍ ଇଣ୍ଡିଆ । ୪-୧ରେ ସିରିଜ କବଜା ।

କନକ ବ୍ୟୁରୋ: ପୁଣି ବାଜି ପଲଟାଇଲେ ବୋଲର । ଶେଷ ଟି-୨୦ ମ୍ୟାଚ୍ ଜିତିଲା ଭାରତ । ବେଙ୍ଗାଲୁରୁରେ ଖେଳାଯାଇଥିବା ପଂଚମ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ବିଜୟ ସହ ପ୍ରଥମଥର ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ପାଂଚ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୪-୧ରେ ଜିତି ନେଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ କରିଥିଲା ୧୬୦Continue reading “ପୁଣି ବୋଲର ଦେଲେ ଜବରଦସ୍ତ ବିଜୟ । ଶେଷ ଟ୍ୱି-ଟ୍ୱେଂଟି ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଲା ଟିମ୍ ଇଣ୍ଡିଆ । ୪-୧ରେ ସିରିଜ କବଜା ।”

ଚିଲିକାରେ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ନିଆରା ପଦକ୍ଷେପ । ଡ୍ରୋନ କ୍ୟାମେରା ଉଡାଇ ରଖୁଛି ନଜର ।

କନକ ବ୍ୟୁରୋ: ଚିଲିକାରେ ବିଦେଶୀ ପ କ୍ଷୀଙ୍କୁ ଜଗିବ ଡ୍ରୋନ କ୍ୟାମେରା । ପ୍ରଥମ ଥର ପାଇଁ ବନ ବିଭାଗ ପକ୍ଷରୁ ଚିଲିକାରେ ପକ୍ଷୀଙ୍କ ପାଇଁ ନିଆରା ପଦକ୍ଷେପ ହାତକୁ ନେଇଛି । ସମଗ୍ର ଚିଲିକା ଉପରେ ପଇଁତରା ମାରୁଛି ବନ ବିଭାଗର ଡ୍ରୋନ କ୍ୟାମେରା । ବିଦେଶୀରୁ ଆସିଥିବା ଅତିଥୀ ପକ୍ଷୀଙ୍କ ସୁରକ୍ଷା ପାଇଁ ଖୋଦ ଚିଲିକା ବାଲୁଗାଁ ଡିଏଫଓ ଅଣ୍ଟା ଭିଡିଛନ୍ତି । ପ୍ରତ୍ୟେକ ଦିନ ନିଜେ ଚିଲିକାକୁ ଯାଇ ଡ୍ରୋନ କ୍ୟାମେରା ଉଡାଉଛନ୍ତିContinue reading “ଚିଲିକାରେ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ନିଆରା ପଦକ୍ଷେପ । ଡ୍ରୋନ କ୍ୟାମେରା ଉଡାଇ ରଖୁଛି ନଜର ।”

Design a site like this with WordPress.com
Get started