କନକ ବ୍ୟୁରୋ : ୫ ଦିନର ଟେଷ୍ଟ ମ୍ୟାଚ୍ । ସରିଗଲା ଦେଢ ଦିନରେ । ମ୍ୟାଚ୍ ଖେଳାଗଲା ମାତ୍ର ୧୪୦ ଓଭର ୨ ଟି ବଲ୍ । ଏପରି ଖେଳ ପରେ କ୍ରିକେଟ୍ ପିଚକୁ ନେଇ ପ୍ରଶ୍ନ ଉଠିବା ତ ସ୍ୱଭାବିକ କଥା । ତେବେ ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମର ନବନିର୍ମିତ ପିଚ୍ ର ଏପରି ପ୍ରଦର୍ଶନ, ଠିଆ କରୁଛି ଅନେକ ପ୍ରଶ୍ନ । ଇଂଲଣ୍ଡକୁ ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଯେତେବେଳେ ଭାରତContinue reading “୫ ଦିନର ଟେଷ୍ଟ ମ୍ୟାଚ୍, ସରିଗଲା ଦେଢ ଦିନରେ । ମୋଦି ଷ୍ଟାଡିୟମର ପିଚକୁ ନେଇ ଉଠିଲା ପ୍ରଶ୍ନ ।”
Tag Archives: News
ସାଉଦି ଆରବ ରାଜକୁମାର ଦେଇଥିଲେ ସାମ୍ବାଦିକ ଜମାଲ ଖସୋଗୀ ହତ୍ୟା ପାଇଁ ଅନୁମତି । ଆମେରିକା ଗୁଇନ୍ଦା ଦେଲା ରିପୋର୍ଟ ।
କନକ ବ୍ୟୁରୋ: ସାଉଦି ଆରବ ରାଜକୁମାର ଦେଇଥିଲେ ସାମ୍ବାଦିକ ଜମାଲ ଖସୋଗୀ ହତ୍ୟା ପାଇଁ ଅନୁମତି । ଏପରି ସୂଚନା ଦେଇଛି ଆମେରିକା ଗୁଇନ୍ଦା । ତୁର୍କୀ ଇସ୍ତାନବୁଲ ସ୍ଥିତ ସାଉଦି ଆରବ ଦୂତାବାସରେ ହୋଇଥିଲା ସାମ୍ବାଦିକ ଜମାଲ ଖସୋଗିଙ୍କ ହତ୍ୟା କରାଯାଇଥିଲା । ତୁର୍କୀ ଇସ୍ତାନବୁଲ ସ୍ଥିତ ସାଉଦି ଆରବ ଦୂତାବାସରେ ସାମ୍ବାଦିକ ଜମାଲ ଖସୋଗିଙ୍କ ହତ୍ୟାକାଣ୍ଡକୁ ନେଇ ଆମେରିକା ଏହି ସାଂଘାତିକ ତଥ୍ୟ ଦେଇଛି । ସାମ୍ବାଦିକ ଜମାଲ ଖସୋଗିଙ୍କ ହତ୍ୟାରେ ସାଉଦି ଆରବରContinue reading “ସାଉଦି ଆରବ ରାଜକୁମାର ଦେଇଥିଲେ ସାମ୍ବାଦିକ ଜମାଲ ଖସୋଗୀ ହତ୍ୟା ପାଇଁ ଅନୁମତି । ଆମେରିକା ଗୁଇନ୍ଦା ଦେଲା ରିପୋର୍ଟ ।”
ଆସନ୍ତା ନିର୍ବାଚନ ପାଇଁ ସରଗରମ ରାଜନୀତି । ବିଜେପି ଫୋକସରେ ପୂର୍ବାଞ୍ଚଳ । ଆସାମ ଓ ପଶ୍ଚିମବଙ୍ଗ ଦଖଲ ପାଇଁ ଦଳ କରୁଛି ପ୍ରସ୍ତୁତି ।
କନକ ବ୍ୟୁରୋ: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ପାଇଁ ତାରିଖ ଘୋଷଣା ହେବା ପରେ ଏବେ ସରଗରମ ରାଜନୀତି । ଏବେ ବିଜେପିର ଫୋକସରେ ରହିଛି ପୂର୍ବାଂଚଳ । ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟ ଭିତରୁ କେବଳ ଆସାମରେ ବିଜେପିର ସରକାର ଅଛି । ତେଣୁ ଏହି ନିର୍ବାଚନ ବିଜେପି ପାଇଁ ଯେତିକି ସମ୍ମାନର ପ୍ରଶ୍ନ ନୁହେଁ, ସେତିକି ଗଡ ଜିିତିବାର ଆହ୍ୱାନ । ସେପଟେ ଦିଦିଙ୍କ ଗଡରେ ଧସେଇ ପଶିବାକୁContinue reading “ଆସନ୍ତା ନିର୍ବାଚନ ପାଇଁ ସରଗରମ ରାଜନୀତି । ବିଜେପି ଫୋକସରେ ପୂର୍ବାଞ୍ଚଳ । ଆସାମ ଓ ପଶ୍ଚିମବଙ୍ଗ ଦଖଲ ପାଇଁ ଦଳ କରୁଛି ପ୍ରସ୍ତୁତି ।”
ନିର୍ବାଚନ ତାରିଖ ଘୋଷଣା ହେବା ପରେ ପଶ୍ଚିମବଙ୍ଗରେ ରାଜନୀତିର ରକ୍ତ ଚରିତ୍ର । ରାଜ୍ୟରେ ବଢୁଛି ହିଂସା । ମୁହାଁମୁହିଁ ବିଜେପି ଓ ଟିଏମସି ।
କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ଆରମ୍ଭ ହୋଇଯାଇଛି ରାଜନୀତିର ରକ୍ତ ଚରିତ୍ର । ରାଜ୍ୟରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ତୃଣମୂଳ କଂଗ୍ରେସ । ମମତାଙ୍କ ଗଡରେ ଧସେଇ ପଶିବାକୁ ସବୁ ପ୍ରକାର ପ୍ରୟାସ ଚଳାଇଛି ବିଜେପି । ସେପଟେ ନିଜ ଗଡ ବଂଚାଇବାକୁ ସବୁ ବଳ ଲଗାଇଦେଇଛି ମମତାଙ୍କ ଦଳ । ନିର୍ବାଚନ ତାରିଖ ପାଖେଇ ଆସିବା ସହ ପଶ୍ଚିମବଙ୍ଗରେ ହିଂସା ବୃଦ୍ଧି ପାଇବାରେ ଲାଗିଛି । ପ୍ରଚାର ପାଇଁContinue reading “ନିର୍ବାଚନ ତାରିଖ ଘୋଷଣା ହେବା ପରେ ପଶ୍ଚିମବଙ୍ଗରେ ରାଜନୀତିର ରକ୍ତ ଚରିତ୍ର । ରାଜ୍ୟରେ ବଢୁଛି ହିଂସା । ମୁହାଁମୁହିଁ ବିଜେପି ଓ ଟିଏମସି ।”
ଆନ୍ଧ୍ର ବିଶାଖାପାଟଣାରେ ଫସିଥିବା ନାବାଳିକା ଉଦ୍ଧାର । ଦଲାଲ କବଳରୁ ଉଦ୍ଧାର କରି ଘରକୁ ଆଣିଲେ କନକ ନ୍ୟୁଜ ସାମ୍ବାଦିକ ।
କନକ ବ୍ୟୁରୋ: ଆନ୍ଧ୍ର ପ୍ରଦେଶରେ ଅଟକ ଥିବା ଓଡ଼ିଆ ଝିଅ ଉଦ୍ଧାର । ବାଙ୍କୀ ଥାନା ଅନ୍ତର୍ଗତ ମାଳ ବିହାରପୁର ଗାଁର ୧୪ ବର୍ଷର ନାବାଳିକାକୁ ଆନ୍ଧ୍ରପ୍ରଦେଶର ଜଣେ ଦଲାଲ ଅଟକ ରଖି ତାର ପରିବାରକୁ ୫୦ ହଜାର ଦାବି କରିଥିଲା । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବାଙ୍କୀ ପୋଲିସର ଏକ ଟିମ୍ ସେଠାକୁ ଯାଇ ଦଲାଲ ପାଖରୁ ନାବାଳିକାକୁ ଉଦ୍ଧାର କରିଥିଲା । ଦଲାଲ କିଭଳି ସେଠାରେ ଏହି ନାବାଳିକାକୁ ନିର୍ଯ୍ୟାତନାContinue reading “ଆନ୍ଧ୍ର ବିଶାଖାପାଟଣାରେ ଫସିଥିବା ନାବାଳିକା ଉଦ୍ଧାର । ଦଲାଲ କବଳରୁ ଉଦ୍ଧାର କରି ଘରକୁ ଆଣିଲେ କନକ ନ୍ୟୁଜ ସାମ୍ବାଦିକ ।”
ଯାଜପୁର ଜିଲ୍ଲା ଯୋଡିକୁଅ ଛକରେ ଚଳନ୍ତା ବାଇକ୍ ଉପରେ ପଡିଲା ଗଛ । ଜଣେ ୫ ବର୍ଷର ନାବାଳକର ମୃତ୍ୟୁ ।
କନକ ବ୍ୟୁରୋ: ମାଆ ବିରଜାଙ୍କ ଦର୍ଶନ କରିବାକୁ ବେଶ ହସଖୁସିରେ ଯାଇଥିଲେ ବାପା, ମାଆ ଓ ପୁଅଝିଅ । ହେଲେ ଏହି ଖୁସି ବେଶୀ ସମୟ ରହିନଥିଲା । ଦର୍ଶନ ସାରି ବାଇକରେ ଫେରୁଥିଲେ ପୁରା ପରିବାର । ହେଲେ, ବାଟରେ ଜଗିଥିଲା ଯମ । ବାଇକ୍ ଉପରେ ଭାଙ୍ଗି ପଡିଲା ଗଛ ଆଉ ଘଟଣାସ୍ଥଳରେ ଆଖି ବୁଝିଦେଲା ୫ ବର୍ଷର ପୁଅ ଏବଂ ଏହି ଘଟଣାରେ ଆହତ ହେଲେ ବାପା-ମାଆ ଓ ଝିଅ । ଯାଜପୁରContinue reading “ଯାଜପୁର ଜିଲ୍ଲା ଯୋଡିକୁଅ ଛକରେ ଚଳନ୍ତା ବାଇକ୍ ଉପରେ ପଡିଲା ଗଛ । ଜଣେ ୫ ବର୍ଷର ନାବାଳକର ମୃତ୍ୟୁ ।”
ଜମ୍ମୁରେ ଏକାଠି ହେଲେ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ । ଦଳୀୟ ନେତୃତ୍ୱକୁ ନେଇ ଉଠାଇଲେ ପ୍ରଶ୍ନ । କହିଲେ, ଏକ ଦଶକ ଭିତରେ ଦୁର୍ବଳ ହୋଇଛି ଦଳ
କନକ ବ୍ୟୁରୋ: ଜମ୍ମୁରେ ଏକାଠି ହେଲେ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ । ଦଳୀୟ ନେତୃତ୍ୱକୁ ନେଇ ଉଠାଇଲେ ପ୍ରଶ୍ନ । କହିଲେ, ଏକ ଦଶକ ଭିତରେ ଦୁର୍ବଳ ହୋଇଛି ଦଳ । ସର୍ବପୁରାତନ ଦଳକୁ ଦୁର୍ବଳ ହେଉଥିବାର ଦେଖିବାକୁ ଚାହୁଁନାହୁଁ । ଦେଶର ସର୍ବପୁରାତନ ଦଳ କଂଗ୍ରେସର ଭିତରି କନ୍ଦଳ ପୁଣି ପଦାରେ ପଡିଛି । ଦିଲ୍ଲୀ ହାଇକମାଣ୍ଡଙ୍କୁ ବାର୍ତା ଦେବାକୁ ଯାଇ ଅସନ୍ତୁଷ୍ଟ ୨୩ କଂଗ୍ରେସ ନେତା ଜମ୍ମୁରେ ଏକାଠି ହୋଇଛନ୍ତି । ଏକାକୀ ବୈଠକContinue reading “ଜମ୍ମୁରେ ଏକାଠି ହେଲେ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ । ଦଳୀୟ ନେତୃତ୍ୱକୁ ନେଇ ଉଠାଇଲେ ପ୍ରଶ୍ନ । କହିଲେ, ଏକ ଦଶକ ଭିତରେ ଦୁର୍ବଳ ହୋଇଛି ଦଳ”
ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଓଡିଆ ଜାତିର ବଡ ପରିଚୟ ହେଉଛନ୍ତି ଜଗନ୍ନାଥ ।
କନକ ବ୍ୟୁରୋ: ଶ୍ରୀମନ୍ଦିର ଐତିହ୍ୟ କରିଡର ଯୋଜନାକୁ ସଫଳ କରିବା ପାଇଁ ବିଧାନସଭାରେ ସଂକଳ୍ପ । ବାଇ-ଲ ବିବାଦ ଓ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ ବିକାଶ ଶୈଳୀକୁ ନେଇ ବିଜେପି ପ୍ରଶ୍ନ ଉଠାଉଥିବାବେଳେ ବିଧାନସଭାରେ ଏହି ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ କିଭଳି ବିନା ବାଧାରେ ଶେଷ ହେବ ସେଥିପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିକ୍ରମା ଯୋଜନା ସଫଳ ପାଇଁ ସଂକଳ୍ପ – ଯୋଜନାକୁ ସମ୍ପୂର୍ଣ୍ଣContinue reading “ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଓଡିଆ ଜାତିର ବଡ ପରିଚୟ ହେଉଛନ୍ତି ଜଗନ୍ନାଥ ।”
ଓଡିଶାରେ ବଢୁଛି ଦୈନିକ ସଂକ୍ରମଣ । ୫ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର । ବିମାନବନ୍ଦର, ରେଳ ଷ୍ଟେସନରେ ଯାଂଚ କଡାକଡି ।
କନକ ବ୍ୟୁରୋ: ଓଡ଼ିଶାରେ ଦୈନିକ ସଂକ୍ରମଣ ୧୦୦ ତଳକୁ ରହିଥିଲେ ବି ଦିନକୁ ଦିନ ସଂଖ୍ୟା ବଢ଼ିବାରେ ଲାଗିଛି । ୫ ଦିନ ପୂର୍ବରୁ ରାଜ୍ୟରେ ଦୈନିକ ସଂକ୍ରମଣ ୬୦ରୁ ୭୦ ମଧ୍ୟରେ ରହୁଥିଲା । ଏବେ କିନ୍ତୁ ଏହି ସଂଖ୍ୟା ୮୦-୯୦ ଟପିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ନଜର ପକାନ୍ତୁ ଓଡିଶାର କରୋନା ମିଟର ଉପରେ… ଫେବ୍ରୁଆରୀ ୨୨ –Continue reading “ଓଡିଶାରେ ବଢୁଛି ଦୈନିକ ସଂକ୍ରମଣ । ୫ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର । ବିମାନବନ୍ଦର, ରେଳ ଷ୍ଟେସନରେ ଯାଂଚ କଡାକଡି ।”
କରୋନା ଟିକା ପାଇଁ ଏବେ ବି ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ । ଡିଏମଇଟି ରଖିଲେ ସାଧାରଣ ଲୋକଙ୍କ ପ୍ରଶ୍ନ ଉତ୍ତର ।
କନକ ବ୍ୟୁରୋ: ମାର୍ଚ୍ଚ ପହିଲାରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । କିନ୍ତୁ ଟିକାକରଣ ପୂର୍ବର ଅନେକ ପ୍ରଶ୍ନ ଆପଣଙ୍କ ସାମ୍ନାକୁ ଆସୁଥାଇପାରେ । ଯଦି ଆଂଟିବଡି ରହିଛି ତାହା ହେଲେ ଟିକା ନେବା ଆବଶ୍ୟକ କି? ପାଶ୍ୱର୍ ପ୍ରତିକ୍ରିୟା ଦେଖାଗଲେ କଣ କରିବେ ? ବର୍ତମାନ ଦେଶରେ କୋଭାସିଲ୍ଡ ଓ କୋଭାକ୍ସିନ ଟିକା ମିଳୁଛି । ତେଣୁ କେଉଁ ଟିକା ନେବା ଦରକାର ? ଟିକାContinue reading “କରୋନା ଟିକା ପାଇଁ ଏବେ ବି ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ । ଡିଏମଇଟି ରଖିଲେ ସାଧାରଣ ଲୋକଙ୍କ ପ୍ରଶ୍ନ ଉତ୍ତର ।”