କନକ ବ୍ୟୁରୋ: ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ପରେ ବୟସ୍କ ବ୍ୟକ୍ତି ଓ ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଏହି ଟିକା ଦିଆଯିବ । ତେବେ ନଜର ପକାନ୍ତୁ, କେଉଁମାନଙ୍କୁ ଟିକା ଦିଆଯିବ ଏବଂ କେମିତି ଟିକା ପାଇଁ ପଂଜିକରଣ କରିବେ ଲୋକ… ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସର ବ୍ୟକ୍ତି ଟିକା ନେବେ ତାଙ୍କ ସହ ୪୫ରୁ ୫୯ ବର୍ଷContinue reading “ମାର୍ଚ୍ଚ ପହିଲାରୁ ବୟସ୍କ ଲୋକଙ୍କୁ ଟିକା: ୬୦ ବର୍ଷରୁ ଅଧିକ ବୟସ୍କ ; ୪୫ ବର୍ଷରୁ ଅଧିକ ବୟସ୍କ ଗୁରୁତର ରୋଗୀଙ୍କୁ ବି ଦିଆଯିବ ଭାକ୍ସିନ ।”
Tag Archives: News
କରୋନା ଟିକାର ଦାମ ନେଇ ସୂଚନା ଦେଲେ କେନ୍ଦ୍ର ସରକାର । ଘରୋଇ ହସ୍ପିଟାଲରେ ୨୫୦ଟଙ୍କାରେ ମିଳିବ ଟିକାର ଗୋଟିଏ ଡୋଜ ।
କନକ ବ୍ୟୁରୋ : ଦେଶରେ କରୋନା ମହାମାରୀ ବିରୋଧରେ ଜାନୁଆରୀ ୧୬ ତାରିଖରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏହାର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନାଯୋଦ୍ଧାଙ୍କୁ ଏହି ଟିକା ପ୍ରଦାନ କରାଯାଉଛି । ମାର୍ଚ୍ଚ ୧ ତାରିଖରୁ ଦେଶରେ କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଏହାରି ମଧ୍ୟରେ ଖବର ଆସିଛି କି ଘରୋଇ ହସ୍ପିଟାଲ ମାଧ୍ୟମରେ ବି ଲୋକ ମାନେ ଟିକା ନେଇପାରିବେ । ହେଲେ ଘରୋଇContinue reading “କରୋନା ଟିକାର ଦାମ ନେଇ ସୂଚନା ଦେଲେ କେନ୍ଦ୍ର ସରକାର । ଘରୋଇ ହସ୍ପିଟାଲରେ ୨୫୦ଟଙ୍କାରେ ମିଳିବ ଟିକାର ଗୋଟିଏ ଡୋଜ ।”
ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍ ଆଣିଲେ ରାଜ୍ୟ ସରକାର । ଅନଲାଇନରେ ନବମ, ଏକାଦଶ ଶ୍ରେଣୀର ପରୀକ୍ଷା କରିବାକୁ ପରାମର୍ଶ ।
କନକ ବ୍ୟୁରୋ: ପଡୋଶୀ ରାଜ୍ୟମାନଙ୍କରେ କୋଭିଡ୍ ସ୍ଥିତି ବଦଳୁଥିବା ଭିତରେ ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ ରାଜ୍ୟ ସରକାର ସ୍କୁଲ ପାଇଁ ଅନେକ ନିୟମ ଆଣିଛନ୍ତି । ବର୍ତ୍ତମାନ ନବମରୁ ଦ୍ୱାଦଶ ଶ୍ରେଣୀର କ୍ଲାସ୍ ଆରମ୍ଭ ହୋଇଛି । ହେଲେ ବର୍ତ୍ତମାନ ସ୍ଥିତିକୁ ଦେଖି ନବମ ଓ ଏକାଦଶ ଶ୍ରେଣୀର ପରୀକ୍ଷା ଅନଲାଇନ୍ ମାଧ୍ୟମରେ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ଏନେଇ ଛାତ୍ରଛାତ୍ରୀଙ୍କ ପିତାମାତା ଓContinue reading “ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍ ଆଣିଲେ ରାଜ୍ୟ ସରକାର । ଅନଲାଇନରେ ନବମ, ଏକାଦଶ ଶ୍ରେଣୀର ପରୀକ୍ଷା କରିବାକୁ ପରାମର୍ଶ ।”
ବିବାହ ଉତ୍ସବରେ ମାସ୍କ ଦେବେ ଆୟୋଜକ । ବିବାହ ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୫ ଶହ ଲୋକଙ୍କୁ ଅନୁମତି ।
କନକ ବ୍ୟୁରୋ : ମାର୍ଚ୍ଚ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ବିବାହ ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୫ଶହ ଲୋକଙ୍କୁ ମିଳିଲା ଅନୁମତି । ସେପଟେ ବିବାହ ଓ ଅନ୍ତିମ ସଂସ୍କାର ବେଳେ ମାସ୍କ ଦେବେ ଆୟୋଜକ । ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି । ବାହାଘର ଓ ଅନ୍ତିମ ସଂସ୍କାରରେ ଗାଇଡଲାଇନ ଯାଞ୍ଚ କରିବେ ଆୟୋଜକ । ଯେଉଁମାନେ ମାସ୍କ ପିନ୍ଧିନଥିବେ ସେମାନଙ୍କୁ ମାସ୍କContinue reading “ବିବାହ ଉତ୍ସବରେ ମାସ୍କ ଦେବେ ଆୟୋଜକ । ବିବାହ ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୫ ଶହ ଲୋକଙ୍କୁ ଅନୁମତି ।”
ମାର୍ଚ୍ଚ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଯାତ୍ରାକୁ ନେଇ କୋହଳ କଲେ ନିୟମ, ୨ ହଜାର ଲୋକଙ୍କୁ ନେଇ କରିପାରିବେ ଯାତ୍ରା
କନକ ବ୍ୟୁରୋ : ମାର୍ଚ୍ଚ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ସେପଟେ ଯାତ୍ରା, ମକ୍ତାକାଶ ଥିଏଟର ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ । ସର୍ବାଧିକ ୨ ହଜାର ଲୋକଙ୍କୁ ନେଇ କରିପାରିବ ଯାତ୍ରା । କରୋନା କଟକଣା ଉପରେ ଧ୍ୟାନ ରଖି ଅନୁମତି ମିଳିପାରିବ । ଯାତ୍ରା ସମୟରେ ସାମାଜିକ ଦୂରତା, ମାସ୍କ ଓ ଥର୍ମାଲContinue reading “ମାର୍ଚ୍ଚ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଯାତ୍ରାକୁ ନେଇ କୋହଳ କଲେ ନିୟମ, ୨ ହଜାର ଲୋକଙ୍କୁ ନେଇ କରିପାରିବେ ଯାତ୍ରା “
କୃଷକ ଆନ୍ଦୋଳନକୁ ନେଇ ମୁହିଁ ଖୋଲିଲେ ବାବା ରାମଦେବ୍ । କହିଲେ ଆନ୍ଦୋଳନ ରୋକିବାକୁ ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରା ନଯାଉ କୃଷି ଆଇନ୍
କନକ ବ୍ୟୁରୋ : ନୂତନ କୃଷି ଆଇନ୍କୁ ବିରୋଧ କରି କୃଷକମାନେ ଚଳାଇଥିବା ଆନ୍ଦୋଳନକୁ ଇତି ମଧ୍ୟରେ ଅନେକ ଦିନ ହୋଇଗଲାଣି। ଏହାକୁ ଦୃଷ୍ଟିରେ ରଖି ଶନିବାର ଯୋଗ ଗୁରୁ ବାବା ରାମଦେବ କେନ୍ଦ୍ର ସରକାରଙ୍କୁ ଏକ ନିବେଦନ କରିଛନ୍ତି। ଦେଶର ଶାନ୍ତି ପାଇଁ ଏହି ନୂତନ କୃଷି ଆଇନ୍କୁ ମାତ୍ର ୩ ବର୍ଷ ପାଇଁ ସ୍ଥଗିତ ରଖିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ବାବା ରାମଦେବ। ହରିଆଣାରେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ସମୟରେ ରାମଦେବContinue reading “କୃଷକ ଆନ୍ଦୋଳନକୁ ନେଇ ମୁହିଁ ଖୋଲିଲେ ବାବା ରାମଦେବ୍ । କହିଲେ ଆନ୍ଦୋଳନ ରୋକିବାକୁ ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରା ନଯାଉ କୃଷି ଆଇନ୍”
ପୁରୀ ଜିଲ୍ଲା ବାଲିକନ୍ଦଳ ଦଳିତ ସାହିରେ ଅପପୁଷ୍ଟି ରୋଗର ଶିକାର ହେଉଛନ୍ତି ଶିଶୁ । ଏବେ ବି ପଡିନି ପ୍ରଶାସନର ନଜର ।
କନକ ବ୍ୟୁରୋ: ଓଡିଶାର ଆଉ ଏକ ନଗଡା । ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି ଲୋକେ । ବଣ ଜଙ୍ଗଲ ଘେରା ପାହାଡି ଅଂଚଳ କି ଆଦିବାସୀ ଅଧୁଷିତ ଜିଲ୍ଲା କଥା ଆମେ କହୁନାହୁଁ, ଆମେ କହୁଛୁ ଉପକୂଳ ଓଡିଶାର କଥା । ରାଜଧାନୀ ଭୁବନେଶ୍ୱର ଠାରୁ ମାତ୍ର ୪୫ କିଲୋମିଟର ଦୂରରେ ଥିବା ପୁରୀ ଜିଲ୍ଲା ବାଲିକନ୍ଦଳ ଦଳିତ ସାହିର କଥା । ଅପପୁଷ୍ଟି ଜନିତ ଶିଶୁ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିଲା ଯାଜପୁରContinue reading “ପୁରୀ ଜିଲ୍ଲା ବାଲିକନ୍ଦଳ ଦଳିତ ସାହିରେ ଅପପୁଷ୍ଟି ରୋଗର ଶିକାର ହେଉଛନ୍ତି ଶିଶୁ । ଏବେ ବି ପଡିନି ପ୍ରଶାସନର ନଜର । “
ଅସ୍ୱାଭାବିକ ଭାବେ ବଢୁଛି ଝିଅର ମୁଣ୍ଡ,ବଙ୍କା ହେଇଯାଉଛି ଶରୀର । ବାଲେଶ୍ୱରରୁ ଆସିଲା କୁନି ଝିଅ ଗାୟତ୍ରୀର ଦୁଃଖଭରା କାହାଣୀ ।
କନକ ବ୍ୟୁରୋ: ଯେଉଁ ବୟସରେ ବ୍ୟାଗ୍ ଧରି ସ୍କୁଲ ଯାଇଥାନ୍ତା ଓ ସାଙ୍ଗସାଥି ମେଳରେ ଖେଳିଥାଆନ୍ତା ସେଇ ବୟସରେ ଠିକ ସେ ଚାଲିବାକୁ କି ନିଜ ହାତରେ ଖାଇବାକୁ ଅସମର୍ଥ ୭ ବର୍ଷର କୁନି ଝିଅ ଗାୟତ୍ରୀ। ଅସ୍ବାଭାବିକଭାବେ ମୁଣ୍ଡ ବଢୁଛି, ଶୋଇଲେ ବି ଆଖିର ପଲକ ପଡୁନି । ଶରୀର କ୍ଷୀଣ ହେଇଯାଉଛି । ଚିକିତ୍ସା ପାଇଲେ ପୁଣି କୁନି ଝିଅଟି ହସିବ ହେଲେ ଅର୍ଥ ଅଭାବ ଚିକିତ୍ସାରେ ସାଜିଛି ବାଧକ। ଜୀବନ ଯନ୍ତ୍ରଣାର ଦୋ-ଛକିରେContinue reading “ଅସ୍ୱାଭାବିକ ଭାବେ ବଢୁଛି ଝିଅର ମୁଣ୍ଡ,ବଙ୍କା ହେଇଯାଉଛି ଶରୀର । ବାଲେଶ୍ୱରରୁ ଆସିଲା କୁନି ଝିଅ ଗାୟତ୍ରୀର ଦୁଃଖଭରା କାହାଣୀ ।”
ସୀମାନ୍ତ ଅଞ୍ଚଳର ଲୋକେ ଏବେ ଆନ୍ଧ୍ର ମୁହାଁ। ଗାଁ’ରେ ମୌଳିକ ସୁବିଧା ନଥିବାରୁ ଆନ୍ଧ୍ରକୁ ପସନ୍ଦ କରୁଛନ୍ତି ଲୋକ।
କନକ ବ୍ୟୁରୋ: ରାୟଗଡା ଜିଲ୍ଳାର ଆନ୍ଧ୍ର-ଓଡିଶା ସୀମାନ୍ତ ଗ୍ରାମ ଗୁଡିକରେ ଏବେ ଆନ୍ଧ୍ରର ରାଜୁତି ଚାଲୁଛି । ସୀମାନ୍ତ ଗ୍ରାମ ଗୁଡିକରେ ଓଡିଶା ସରକାରଙ୍କ ଲୋକଙ୍କୁ ଅଣଦେଖା କରିବା ସାଙ୍ଗକୁ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ମିଳୁନଥିବାରୁ ଲୋକେ ଏବେ ଆନ୍ଧ୍ର ମୁହାଁ ହେବାରେ ଲାଗିଛନ୍ତି। ଅନ୍ୟପଟେ ଆନ୍ଧ୍ର ଓଡିଶା ସୀମାରେ ବିଭିନ୍ନ ସ୍ଥାନରେ ଜବର ଦଖଲ କରିବା ଉଦ୍ୟମ ଚଳାଇଛି। ଯାହାକୁ ଦେଖିଶୁଣି ମଧ୍ୟ ପ୍ରଶାସନ ଚୁପ୍ ବସିଛି । ରାୟଗଡା ଜିଲ୍ଳାର ସୀମାନ୍ତ ଗ୍ରାମବାସୀContinue reading “ସୀମାନ୍ତ ଅଞ୍ଚଳର ଲୋକେ ଏବେ ଆନ୍ଧ୍ର ମୁହାଁ। ଗାଁ’ରେ ମୌଳିକ ସୁବିଧା ନଥିବାରୁ ଆନ୍ଧ୍ରକୁ ପସନ୍ଦ କରୁଛନ୍ତି ଲୋକ।”
ସର୍ବହରା କରିଦେଲା ଇନ୍ଦ୍ରାବତୀ ପ୍ରକଳ୍ପ । ୧୭୫ ଏକର ଜମି ମାଲିକ ଏବେ ମୁଲିଆ ସାଜି କରୁଛନ୍ତି କାମ।
କନକ ବ୍ୟୁରୋ: ସର୍ବହରା କରିଦେଲା ଇନ୍ଦ୍ରାବତୀ ପ୍ରକଳ୍ପ । ୧୭୫ ଏକରରୁ ଅଧିକ ଜମିର ମାଲିକ ଏବେ ମୂଲିଆ। ଦିନେ ଯାହା ଘରେ ଶହ ଶହ ଶ୍ରମିକ କାମ କରୁଥିଲେ ବର୍ତ୍ତମାନ ସେ ନିଜେ ଅନ୍ୟ ଘରେ ମୂଲିଆ । ଏ ହେଉଛି ନବରଙ୍ଗପୁର ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତଙ୍କ ଦୁଃଖ । ଏଭଳି ଜଣେ ବିସ୍ଥାପିତ ହେଉଛନ୍ତି ନବରଙ୍ଗପୁର ଇନ୍ଦ୍ରାବତୀ ସହର ଫଟାଗୁଡାର ଗ୍ରାମର ବ୍ରଜ ସୁନ୍ଦର ବିଷୋୟୀ । ଇନ୍ଦ୍ରାବତୀ ପ୍ରକଳ୍ପ ନିର୍ମାଣ ସମୟରେ ୧୭୫Continue reading “ସର୍ବହରା କରିଦେଲା ଇନ୍ଦ୍ରାବତୀ ପ୍ରକଳ୍ପ । ୧୭୫ ଏକର ଜମି ମାଲିକ ଏବେ ମୁଲିଆ ସାଜି କରୁଛନ୍ତି କାମ।”