ଗାନ୍ଧୀ ଗ୍ଲୋବାଲ ଫ୍ୟାମିଲି ବୈଠକରେ କପିଲ ଶିବଲଙ୍କ ବୟାନ ‘ଦେଶରେ ଦୁର୍ବଳ ହୋଇଯାଇଛି କଂଗ୍ରେସ’

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ତଥା ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦଙ୍କ ଅଧ୍ୟକ୍ଷତାରେ ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଗାନ୍ଧୀ ଗ୍ଲୋବାଲ ଫ୍ୟାମିଲି ବୈଠକ କୁହାଯାଉଥିବା ବେଳେ ଏହି ବୈଠକରେ କଂଗ୍ରେସର ଆଗଧାଡିର ଅସନ୍ତୁଷ୍ଟ ନେତା ମାନେ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ଥିଲେ କପିଲ୍ ଶିବଲ, ଆନନ୍ଦ ଶର୍ମା, ଭୁପେନ୍ଦ୍ରସିଂ ହୁଡ୍ଡା, ମନୀଷ ତିୱାରୀ ଓ ରାଜବାବର୍ । କିଛିଦିନContinue reading “ଗାନ୍ଧୀ ଗ୍ଲୋବାଲ ଫ୍ୟାମିଲି ବୈଠକରେ କପିଲ ଶିବଲଙ୍କ ବୟାନ ‘ଦେଶରେ ଦୁର୍ବଳ ହୋଇଯାଇଛି କଂଗ୍ରେସ’”

ପୁରୀ, ଲିଙ୍ଗରାଜ ଭଳି ବିରଜା ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ । ପ୍ରାଥମିକ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୬ କୋଟି ୫୦ ଲକ୍ଷ ଟଙ୍କା।

କନକ ବ୍ୟୁରୋ: ପୁରୀ ଓ ଲିଙ୍ଗରାଜ ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପୀଠର ହେବ ଉନ୍ନତିକରଣ । ମନ୍ଦିର ପରିସରର ନବକଳେବର ହେବା ସହିତ ଏହାର ରୂପରେଖ ବଦଳିଯିବ । ଦୋଳ ମଣ୍ଡପ, ମୁକ୍ତି ମଣ୍ଡପ, ଭୋଗ ଦୋକାନ, ପ୍ରଶାସନିକ ଦପ୍ତର, ୫୪ ଓ ୪୨ ମହାଦେବଙ୍କ ମନ୍ଦିର ନିର୍ମାଣ ସହ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହେବ ଆନନ୍ଦ ବଜାର । ମନ୍ଦିର ଭିତରେ ଥିବା ମ୍ୟୁଜିୟମ ବାହାରକୁ ସ୍ଥାନାନ୍ତରିତ ହେବ । ମାଆContinue reading “ପୁରୀ, ଲିଙ୍ଗରାଜ ଭଳି ବିରଜା ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ । ପ୍ରାଥମିକ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୬ କୋଟି ୫୦ ଲକ୍ଷ ଟଙ୍କା।”

ଆଜି ବି ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରି ସେଲସିୟସ୍ ରେକର୍ଡ ।

ଭୁବନେଶ୍ୱର: ଆଜି ବି ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପରିଗଣିତ ହୋଇଛି। ଆଜି ଏଠାକାର ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଅପରପକ୍ଷରେ ଫୁଲବାଣୀରେ ତାପମାତ୍ରା ସବୁଠାରୁ କମ୍ ରହିଛି। ଏଠାରେ ତାପମାତ୍ରା ୧୩ ଡିଗ୍ରି ସେଲସିୟସ୍ ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ମାର୍ଚ୍ଚ ପହିଲାରୁ ରାଜ୍ୟର ତାପମାତ୍ରା ୪୦ ଡିଗ୍ରି ଛୁଇଁବ ବୋଲି କେନ୍ଦ୍ର ଆକଳନ କରିଥିଲା। କିନ୍ତୁ ନିର୍ଧାରିତ ସମୟରContinue reading “ଆଜି ବି ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରି ସେଲସିୟସ୍ ରେକର୍ଡ ।”

କାଶ୍ମୀରରୁ କନ୍ୟାକୁମାରୀ । ଆନ୍ଦୋଳନକାରୀ କୃଷକ କରିବେ ସାଇକେଲ ରାଲି । ମାର୍ଚ୍ଚ ୧୨ ରୁ ହେବ ଆରମ୍ଭ

କନକ ବ୍ୟୁରୋ : ଗାଁରେ ଗାଁରେ କୃଷକ ମାନଙ୍କୁ ଆନ୍ଦୋଳନ ବାବଦରେ ସଚେତନ କରାଇବା ଓ ୩ କୃଷି ଆଇନରେ ଥିବା କୃଷକ ମାରଣନୀତିକୁ ବୁଝାଇବାକୁ ଅଭିନବ ପ୍ରୟାସ ଆରମ୍ଭ କରିବେ ଆନ୍ଦୋଳନକାରୀ କୃଷକ । ଏନେଇ ମାର୍ଚ୍ଚ ୧୨ ତାରିଖରୁ ସାଇକେଲ ରାଲି କରିବାକୁ ନିଷ୍ପତ୍ତି ନିଆଯାଇଥିବା କଥା କହିଛନ୍ତି କୃଷକ ନେତା । ସୂଚନା ମୁତାବକ ଏବେ ଆନ୍ଦୋଳନକୁ ତୃଣମୂଳ ସ୍ତରରେ ପହଂଚାଇବାକୁ କୃଷକ ସଂଗଠନ ମାନେ ଅଭିନବ ଉପାୟ ଆପଣାଇଛନ୍ତି । ଏନେଇContinue reading “କାଶ୍ମୀରରୁ କନ୍ୟାକୁମାରୀ । ଆନ୍ଦୋଳନକାରୀ କୃଷକ କରିବେ ସାଇକେଲ ରାଲି । ମାର୍ଚ୍ଚ ୧୨ ରୁ ହେବ ଆରମ୍ଭ”

ଏକ ନିଆରା ବିବାହ: ଏଚଆଇଭି ସଂକ୍ରମିତଙ୍କ ହାତ ଧରିଲେ ଆଉ ଜଣେ ସଂକ୍ରମିତ । ଭିଡିଓ କନ‌ଫରେନ୍ସିଂ ଆଶୀର୍ବାଦ ଦେଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ଥିବା ଶ୍ରଦ୍ଧା ସଞ୍ଜିବନୀ ନାମକ ଶିଶୁ ଗୃହରେ ଶନିବାର ଏକ ନିଆରା ବିବାହ ଆୟୋଜିତ ‌ହୋଇଯାଇଛି। ଆଜି ଏହି ଶିଶୁ ଗୃହ ପରିସରରେ ଦୁଇ ଏଚ୍‌ଆଇଭି ସଂକ୍ରମିତ ଯୁବକ-ଯୁବତୀଙ୍କ ବିବାହ ଅନୁଷ୍ଠିତ ହୋଇଛି। ଏଭଳି ଏକ ବିରଳ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ବିଜୟ ଅମୃତା କୁ‌ଲାଙ୍ଗେ କନ୍ୟା ପିତା ସାଜି କନ୍ୟାଦାନ କରିଛନ୍ତି। କେବଳ ସେତିକି ନୁହେଁ, ଏହି ବିବାହ ଉତ୍ସବରେ ମୁଖ୍ୟମନ୍ତ୍ରୀContinue reading “ଏକ ନିଆରା ବିବାହ: ଏଚଆଇଭି ସଂକ୍ରମିତଙ୍କ ହାତ ଧରିଲେ ଆଉ ଜଣେ ସଂକ୍ରମିତ । ଭିଡିଓ କନ‌ଫରେନ୍ସିଂ ଆଶୀର୍ବାଦ ଦେଲେ ମୁଖ୍ୟମନ୍ତ୍ରୀ ।”

ପଶ୍ଚିମବଙ୍ଗ ନିଜର ଝିଅ ଚାହୁଁଛି, ପିଉସୀ ନୁହେଁ; ବିଜେପିିର ଏଭଳି ପୋଷ୍ଟର ପରେ ଜବାବ ରଖିଲା ଟିଏମସି

କନକ ବ୍ୟୁରୋ: ଖରାର ଉତ୍ତାପ ବଢ଼ିବା ସହ ପଶ୍ଚିମବଙ୍ଗରେ ବଢ଼ିବାରେ ଲାଗିଛି ନିର୍ବାଚନ ତାତି। କ୍ଷମତାକୁ ଆସିବା ପାଇଁ ରାଜନୈତିକ ଦଳମାନେ ଆରମ୍ଭ କଲେଣି ନିର୍ବାଚନ ପ୍ରଚାର। ଏ ମଧ୍ୟରେ ବିଜେପି ଓ ଟିଏମସି ମଧ୍ୟରେ ଦେଖିବାକୁ ମିଳିଛି କଡ଼ା ଟକ୍କର। ଗତ କିଛି ଦିନ ହେଲାଣି ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ଏହି ଦୁଇଟି ଦଳ। ଗୁରୁବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବ୍ୟାଟେରି ଚାଳିତ ସ୍କୁଟରରେ ବସି ତୈଳଦର ବୃଦ୍ଧି ନେଇ ପ୍ରତିବାଦ କରିବାContinue reading “ପଶ୍ଚିମବଙ୍ଗ ନିଜର ଝିଅ ଚାହୁଁଛି, ପିଉସୀ ନୁହେଁ; ବିଜେପିିର ଏଭଳି ପୋଷ୍ଟର ପରେ ଜବାବ ରଖିଲା ଟିଏମସି”

ଆସନ୍ତା କାଲି ଉପଗ୍ରହ ଆମାଜୋନିଆ-୧ ର କରାଯିବ ଉତକ୍ଷେପଣ । ଶ୍ରୀହରିକୋଟାସ୍ଥିତ ସତୀଶ୍ ଧାୱନ ମହାକାଶ କେନ୍ଦ୍ରରେ ପ୍ରସ୍ତୁତି ଆରମ୍ଭ । ୧୮ ଟି ଉପଗ୍ରହକୁ ଲଞ୍ଚପ୍ୟାଡରୁ କରାଯିବ ଉତକ୍ଷେପଣ

କନକ ବ୍ୟୁରୋ :  ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ଶ୍ରୀହରିକୋଟା ସ୍ଥିତ ସତୀଶ୍ ଧାୱନ ମହାକାଶ କେନ୍ଦ୍ରରୁ ଉପଗ୍ରହ ଆମାଜୋନିଆ-୧ ସହ ୧୮ ଟି ଉପଗ୍ରହକୁ ଉତକ୍ଷେପଣ କରାଯିବା ନେଇ ସୂଚନା ମିଳିଛି । ଏହା ରବିବାର ୧୦.୨୪ ରେ ଉତକ୍ଷେପଣ ହେବାକୁ ଥିବା ବେଳେ ଏନେଇ ଶନିବାର ୮.୪୫ ରୁ ସାଢେ ୨୫ ଘଂଟିଆ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ମିଳିଥିବା ସୂଚନା ମୁତାବକ ପିଏସଏଲଭି-ସି-୧୫ ରକେଟ୍ ସହାୟତାରେ ବ୍ରାଜିଲର ଏହି ଅପ୍ଟିକାଲ ଅବଜରଭେଶନ ସାଟେଲାଇଟକୁContinue reading “ଆସନ୍ତା କାଲି ଉପଗ୍ରହ ଆମାଜୋନିଆ-୧ ର କରାଯିବ ଉତକ୍ଷେପଣ । ଶ୍ରୀହରିକୋଟାସ୍ଥିତ ସତୀଶ୍ ଧାୱନ ମହାକାଶ କେନ୍ଦ୍ରରେ ପ୍ରସ୍ତୁତି ଆରମ୍ଭ । ୧୮ ଟି ଉପଗ୍ରହକୁ ଲଞ୍ଚପ୍ୟାଡରୁ କରାଯିବ ଉତକ୍ଷେପଣ”

ଭାରତ-ଇଂଲଣ୍ଡ ଚୁତର୍ଥ ଟେଷ୍ଟ ଖେଳିବେନି ଦ୍ରୁତ ବୋଲର ଜଶପ୍ରୀତ ବୁମରା । ବ୍ୟକ୍ତିଗତ କାରଣ ଦର୍ଶାଇ ବିସିସିଆଇକୁ ଲେଖିଲେ ଚିଠି ।

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଭିତରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟରେ ଖେଳିବେନି ଦ୍ରୁତ ବୋଲର ଜଶପ୍ରୀତ ବୁମରା । ବ୍ୟକ୍ତିଗତ କାରଣ ଦର୍ଶାଇ ବୁମରା ନିଜଆଡୁ ଏହି ମ୍ୟାଚ ଖେଳିବେନି ବୋଲି ବିସିସିଆଇକୁ ଚିଠି ଲେଖିଛନ୍ତି । ବିସିସିଆଇ ମଧ୍ୟ ବୁମରାଙ୍କ ଏହି ଚିଠିକୁ ମଞ୍ଜୁର କରିବା ସହିତ ତାଙ୍କୁ ଚତୁର୍ଥ ଟେଷ୍ଟର ଚୂଡାନ୍ତ ଏକାଦଶରୁ ବାହାର କରିଛି । ତେବେ ସେ କେଉଁ କାରଣରୁ ଚତୁର୍ଥ ଟେଷ୍ଟରୁ ଓହରିଲେ ସେନେଇ କୌଣସି ସୂୂଚନା ମିଳିପାରିନାହିଁ ।Continue reading “ଭାରତ-ଇଂଲଣ୍ଡ ଚୁତର୍ଥ ଟେଷ୍ଟ ଖେଳିବେନି ଦ୍ରୁତ ବୋଲର ଜଶପ୍ରୀତ ବୁମରା । ବ୍ୟକ୍ତିଗତ କାରଣ ଦର୍ଶାଇ ବିସିସିଆଇକୁ ଲେଖିଲେ ଚିଠି ।”

ବିଧାନସଭାରେ ଉପସ୍ଥାପିତ ହେଲା ଶ୍ରୀମନ୍ଦିର ପରିକ୍ରମା ଯୋଜନା । ମୁଖ୍ୟମନ୍ତ୍ରୀ କହିଲେ, ଏହି ଯୋଜନା ସାଢେ ୪ କୋଟି ଓଡ଼ିଆଙ୍କ ନିଜ ଯୋଜନା, ତ୍ୟାଗ ପାଇଁ ପୁରୀବାସୀଙ୍କୁ ଜଣାଇଲେ ଧନ୍ୟବାଦ । 

କନକ ବ୍ୟୁରୋ : ବିଧାନସଭାରେ ଉପସ୍ଥାପିତ ହେଲା ଶ୍ରୀମନ୍ଦିର ପରିକ୍ରମା ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହାସିକ ଯୋଜନାକୁ ଗୃହରେ ଉପସ୍ଥାପିତ କରିଛନ୍ତି । ଏହାସହ ନବୀନ କହିଛନ୍ତି, ଓଡ଼ିଶା ଜାତିର ସବୁଠୁ ବଡ ପରିଚୟ ମହାପ୍ରଭୁ ଜଗନ୍ନାଥ  । ମହାପ୍ରଭୁଙ୍କୁ ଟିକିଏ ଦର୍ଶନ କରିବା ଲକ୍ଷ ଲକ୍ଷ ଭକ୍ତଙ୍କ ଇଚ୍ଛା । ଶାନ୍ତ, ସୁନ୍ଦର ଓ ଆଧ୍ୟାତ୍ମିକ ପରିବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସମସ୍ତଙ୍କର ଇଚ୍ଛା ରହିଛି । ଯେଉଁଥିପାଇଁ ଶ୍ରୀମନ୍ଦିର ପରିକ୍ରମାContinue reading “ବିଧାନସଭାରେ ଉପସ୍ଥାପିତ ହେଲା ଶ୍ରୀମନ୍ଦିର ପରିକ୍ରମା ଯୋଜନା । ମୁଖ୍ୟମନ୍ତ୍ରୀ କହିଲେ, ଏହି ଯୋଜନା ସାଢେ ୪ କୋଟି ଓଡ଼ିଆଙ୍କ ନିଜ ଯୋଜନା, ତ୍ୟାଗ ପାଇଁ ପୁରୀବାସୀଙ୍କୁ ଜଣାଇଲେ ଧନ୍ୟବାଦ । “

କଟକ ଚୌଦ୍ୱାର ଚାରବାଟିଆ ଏଆରସିରେ ଅଗ୍ନିକାଣ୍ଡ : ଆଖପାଖ ଅଂଚଳ ଧୂଆଁ ଧୂଆଁ; କେମିତି ଲାଗିଲା ନିଆଁ, କାରଣ ଅସ୍ପଷ୍ଟ 

କନକ ବ୍ୟୁରୋ : ପୁଣି ଲାଗିଲା ନିଆଁ । କଟକ ଚୌଦ୍ୱାର ଚାରବାଟିଆ ଏଆରସିରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ କରିବାକୁ କଟକ ଚୌଦ୍ୱାର ଓ ଏଆରସିର ଦମକଳ ନିୟୋଜିତ ହୋଇଛନ୍ତି । ଦୀର୍ଘ ସମୟରୁ ନିଆଁ ଲାଗିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏପର୍ଯ୍ୟନ୍ତ ଲାଗି ଥିବା ନିଆଁକୁ ଆୟତ କରାଯାଇ ନାହିଁ । ପାଖାପାଖି ୬ଟା ଦମକଳ ନିଆଁ ଲଭା କାର୍ଯ୍ୟରେ ଲାଗିଥିବା ବେଳେ ନିଆଁ କେମିତି ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛିContinue reading “କଟକ ଚୌଦ୍ୱାର ଚାରବାଟିଆ ଏଆରସିରେ ଅଗ୍ନିକାଣ୍ଡ : ଆଖପାଖ ଅଂଚଳ ଧୂଆଁ ଧୂଆଁ; କେମିତି ଲାଗିଲା ନିଆଁ, କାରଣ ଅସ୍ପଷ୍ଟ “

Design a site like this with WordPress.com
Get started