କନକ ବ୍ୟୁରୋ : ଇ-କମର୍ସ ବଜାରରେ ନିଜର ଉପସ୍ଥିତି ଜାହିର କରିବାକୁ ପ୍ରୟାସ ଆରମ୍ଭକରିଛି ଦେଶର ସବୁଠାରୁ ବଡ ଉଦ୍ୟୋଗ ଟାଟା ଗ୍ରୁପ । ଏନେଇ ଖୁବ୍ ଶୀଘ୍ର ‘ସୁପର ଆପ୍’ ନାମରେ ଏକ ଆପ୍ ଲଂଚ କରିବା ଦିଗରେ କମ୍ପାନୀ ତରଫରୁ କାମ ଆରମ୍ଭ ହୋଇଛି । ଏହି ଆପ୍ ଜରିଆରେ କୋଟି କୋଟି ଗ୍ରାହକ ସହଜରେ ନିଜର ମନପସନ୍ଦର ସାମଗ୍ରୀ ଚୟନ କରିବା ସହ ତାହାକୁ କିଣି ପାରିବେ । ଏନେଇ ଟାଟା ଗ୍ରୁପContinue reading “ଇ-କମର୍ସ ବଜାରରେ ପ୍ରବେଶ କରିବାକୁ ଟାଟା ଗ୍ରୁପର ପ୍ରୟାସ । ଶୀଘ୍ର ଲଂଚ ହେବ ‘ସୁପର ଆପ୍’ । ଲୁଣ ଠାରୁ ବିମାନ ଟିକେଟ୍ ପର୍ଯ୍ୟନ୍ତ ହେବ ଉପଲବ୍ଧ ।”
Tag Archives: News
ମାଲକାନଗିରିରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଜିଲ୍ଲାକୁ ଯାଇ ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍ ।
କନକ ବ୍ୟୁରୋ: ମାଲକାନଗିରିରୁ ଉଡିବ ଏୟାର ହେଲଥ ସର୍ଭିସ । ଆରମ୍ଭ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । ଗୁରୁତର ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତର କରିବା ସହ ଡାକ୍ତର ମଧ୍ୟ ଏୟାର ଆମ୍ବୁଲାନ୍ସରେ ଯାଇ ରୋଗୀ ଚିକିତ୍ସା କରିବେ ବୋଲି ଜଣାପଡିଛି । ଏନେଇ ମାଲକାନଗିରି ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଏକ ଉଚ୍ଚ ସ୍ତରୀୟ ଟିମ । ଟ୍ରମା ସେଂଟର, ଅତ୍ୟାଧୁନିକ ଓଟି ସହ ଆବଶ୍ୟକୀୟ ଭିତ୍ତିଭୂମି ଅନୁଧ୍ୟାନContinue reading “ମାଲକାନଗିରିରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଜିଲ୍ଲାକୁ ଯାଇ ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍ ।”
ବଜେଟ୍ ପୂର୍ବରୁ ଆସିଲା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ । ଜାତୀୟ ଆର୍ଥିକ ସଂକୋଚନଠାରୁ ଓଡିଶାର ସଂକୋଚନ କମ ।
କନକ ବ୍ୟୁରୋ: ରାଜ୍ୟ ବଜେଟ୍ ପୂର୍ବରୁ ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଯେଉଁଥିରେ ଜାତୀୟ ଆର୍ଥିକ ସଂକୋଚନଠାରୁ ଓଡିଶାର ସଂକୋଚନ ହାର କମ ରହିଥିବା ଆକଳନ କରାଯାଇଛି । ୨୦୨୦-୨୧ରେ ଜିଡିପି ଅଭିବୃଦ୍ଧି ହାର ମାଇନସ ୪.୯୨ ବୋଲି ଆକଳନ କରାଯାଇଛି । ଜାତୀୟ ଅଭିବୃଦ୍ଧି ହାର ମାଇନସ ୭.୭ ରହିଛି । ରାଜ୍ୟରେ ମୁଣ୍ଡପିଛା ଆୟ ୨.୩୦ ପ୍ରତିଶତ କମିବ ବୋଲି ସର୍ଭେରେ ରିପୋର୍ଟ ପ୍ରକାଶ ପାଇଛି । ୨୦୨୦-୨୧ରେ ରାଜ୍ୟର ହାରାହାରି ମୁଣ୍ଡପିଛାContinue reading “ବଜେଟ୍ ପୂର୍ବରୁ ଆସିଲା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ । ଜାତୀୟ ଆର୍ଥିକ ସଂକୋଚନଠାରୁ ଓଡିଶାର ସଂକୋଚନ କମ ।”
ବଡ ଭଉଣୀର ବାହା ବେଦୀରେ ବିବାହ କରିବାକୁ ଯାଉଥିଲା ସାନ ଭଉଣୀ । ନାବାଳିକା ଥିବାରୁ ବିବାହ ଅଟକାଇଲା ଚାଇଲଡ ଲାଇନ ।
କନକ ବ୍ୟୁରୋ: ବଡ ଭଉଣୀର ବାହା ବେଦୀରେ ବିବାହ କରିବାକୁ ଯାଉଥିଲା ସାନ ଭଉଣୀ । ବିବାହ ପାଇଁ ମଣ୍ଡପ ପ୍ରସ୍ତୁତ ଥିଲା, ବେଦୀ ବନ୍ଧା, ସାଜସଜ୍ଜା ସହ ଭୋଜିଭାତର ଆୟୋଜନ ବି ଚାଲିଥିଲା । ହେଲେ ବର ଆସିବା ଆଗରୁ ନାବାଳିକାକୁ ପରିବାର ଲୋକେ ବିବାହ କରାଉଥିବା ଖବର ପାଇ ଗାଁରେ ପହଂଚି ବିବାହ ବନ୍ଦ କଲେ ଚାଇଲଡ ଲାଇନ ସଦସ୍ୟ । ବାଲେଶ୍ୱର ଜିଲ୍ଲା ସୋର ପୈାର ପରିଷଦରେ ଘଟିଛି ଏହି ସମ୍ବେଦନଶୀଳ ଘଟଣାContinue reading “ବଡ ଭଉଣୀର ବାହା ବେଦୀରେ ବିବାହ କରିବାକୁ ଯାଉଥିଲା ସାନ ଭଉଣୀ । ନାବାଳିକା ଥିବାରୁ ବିବାହ ଅଟକାଇଲା ଚାଇଲଡ ଲାଇନ ।”
ପୁଣି ଲେଉଟିବ କି ଲକଡାଉନ୍? ଦେଶରେ ପୁଣି ଉପରମୁହାଁ କରୋନା ସଂକ୍ରମଣ । ଡିଏମଇଟି କହିଲେ, ଆବଶ୍ୟକ ପଡିଲେ ହୋଇପାରେ ଲକଡାଉନ୍ ।
କନକ ବ୍ୟୁରୋ: ପୁଣି ଦେଶରେ ଉପରମୁହାଁ ହୋଇଛି କରୋନା ସଂକ୍ରମଣ । ଗତ ୨୭ ଦିନ ପରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ପାଖାପାଖି ୧୪ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ଦେଶରେ ୧୩ ହଜାର ୯୯୩ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଥିବା ବେଳେ ୧୦୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସେହିପରି ୨୪ ଘଂଟା ଭିତରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୦ ହଜାର ୩୦୭ଜଣContinue reading “ପୁଣି ଲେଉଟିବ କି ଲକଡାଉନ୍? ଦେଶରେ ପୁଣି ଉପରମୁହାଁ କରୋନା ସଂକ୍ରମଣ । ଡିଏମଇଟି କହିଲେ, ଆବଶ୍ୟକ ପଡିଲେ ହୋଇପାରେ ଲକଡାଉନ୍ ।”
ଓଡିଶାରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସୁପ୍ରିମକୋର୍ଟଙ୍କ ନିୟମ ମାନିବାକୁ କଲେ ଆହ୍ୱାନ ।
କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗକୁ ନେଇ ବିବାଦ ଥମି ନଥିବା ବେଳେ ଏହାକୁ ନେଇ ଏବେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ତୁରନ୍ତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏ ଘଟଣାକୁ ଅନୁଧ୍ୟାନ କରିବା ସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ବିରୋଧୀ ଦଳର ନେତା ଚିଠିରେ ଉଲ୍ଲେଖ କରିଛନ୍ତି । ପ୍ରଦୀପ୍ତ ନାଏକ ଚିଠିରେ ଲେଖିଛନ୍ତି , ଆନ୍ଧ୍ର ବେଆଇନ୍ ଭାବେ ଓଡିଶାର କିଛି ଅଞ୍ଚଳରେ ନିର୍ବାଚନ କରିଛି ।Continue reading “ଓଡିଶାରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସୁପ୍ରିମକୋର୍ଟଙ୍କ ନିୟମ ମାନିବାକୁ କଲେ ଆହ୍ୱାନ ।”
ମଣ୍ଡିରେ ଅବ୍ୟବସ୍ଥା ନେଇ ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ । ମନ୍ତ୍ରୀଙ୍କ ବିବୃତିରେ ଅସନ୍ତୁଷ୍ଟ ବିରୋଧୀ । ବିଜେପି କହିଲା, ବଳକା ଧାନର ନାହିଁ ହିସାବ ।
କନକ ବ୍ୟୁରୋ: ବିଧାନସଭାରେ ବିରୋଧୀଙ୍କ ହୋହାଲ୍ଲା ସତ୍ୱେ ଗୃହରେ ଧାନ ସଂଗ୍ରହକୁ ନେଇ ଉତ୍ତର ରଖିଛନ୍ତି ସମବାୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଏଯାଏ ୨୧ ପ୍ରତିଶ୍ରତ ଅଧିକ ଧାନ ସଂଗ୍ରହ ହୋଇଛି । ଚଳିତ ବର୍ଷ ଗତ ୧୯ ତାରିଖ ସୁଦ୍ଧା ୫୫ ଲକ୍ଷ ୩ହଜାର ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ଗତବର୍ଷ ୪୫ ଲକ୍ଷ ୬୧ ହଜାର ମେଟ୍ରିକ ଟନ ଧାନContinue reading “ମଣ୍ଡିରେ ଅବ୍ୟବସ୍ଥା ନେଇ ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ । ମନ୍ତ୍ରୀଙ୍କ ବିବୃତିରେ ଅସନ୍ତୁଷ୍ଟ ବିରୋଧୀ । ବିଜେପି କହିଲା, ବଳକା ଧାନର ନାହିଁ ହିସାବ ।”
ମଣ୍ଡିରୁ ଆସିଲା ଅଚଳାବସ୍ଥାର ଚିତ୍ର : ଉଠୁନି ଧାନ, ସରିବାକୁ ବସିଲାଣି ଟୋକନ ଅବଧି । ଢେଙ୍କାନାଳ ଓ ବାଲେଶ୍ୱରରେ ଚାଷୀଙ୍କ ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ ।
କନକ ବ୍ୟୁରୋ: ରାଜରାସ୍ତାରେ ଧାନ ବସ୍ତା ପକାଇ ଚାଷୀଙ୍କ ବିରୋଧ ପ୍ରଦର୍ଶନ । ମଣ୍ଡିରୁ ଧାନ ଉଠାଇବା ଦାବିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷନଗର କଇଁବିଲ ଛକ ନିକଟରେ ଧନା ବସ୍ତା ରଖି ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଚାଷୀ । ଫଳରେ ଯାଜପୁର-କାମାକ୍ଷନଗର- ଅନୁଗୁଳକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । କାମାକ୍ଷନଗର ବ୍ଲକ କାଦୁଆ ସେବା ସମବାୟ ସମିତି ଅନ୍ତର୍ଗତ ୧୦ଟି ଗାଁର ଚାଷୀଙ୍କ ଧାନ ମଣ୍ଡିରେ ପଡି ରହିଛି । ଟୋକନ ଅବଧିContinue reading “ମଣ୍ଡିରୁ ଆସିଲା ଅଚଳାବସ୍ଥାର ଚିତ୍ର : ଉଠୁନି ଧାନ, ସରିବାକୁ ବସିଲାଣି ଟୋକନ ଅବଧି । ଢେଙ୍କାନାଳ ଓ ବାଲେଶ୍ୱରରେ ଚାଷୀଙ୍କ ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ ।”
ତୈଳ ଦରବୃଦ୍ଧି ନେଇ ମୁହଁ ଖୋଲିଲେ ଅର୍ଥମନ୍ତ୍ରୀ ନିର୍ମଳା ନିର୍ମଳା ସିତାରମଣ । କେମିତି କମିବ ଦର ଦେଲେ ଉପଦେଶ
କନକ ବ୍ୟୁରୋ : ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଥିବା ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦରକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ଏଭଳି ଭାବେ ତୈଳଦର ବୃଦ୍ଧି ହେବା ଦେଶ ପାଇଁ ଏକ ଚିନ୍ତାଜନକ ବିଷୟ । ଏହି ସମସ୍ୟାର ସମାଧାନ ପାଇଁ କେବଳ ଦର ହ୍ରାସ କରିବା ବ୍ୟତିତ ଅନ୍ୟ କିଛି କରି ଲୋକମାନଙ୍କୁ ସନ୍ତୁଷ୍ଟ କରାଯାଇ ପାରିବ ନାହିଁ । ଉଭୟ ରାଜ୍ୟ ଓ କେନ୍ଦ୍ରContinue reading “ତୈଳ ଦରବୃଦ୍ଧି ନେଇ ମୁହଁ ଖୋଲିଲେ ଅର୍ଥମନ୍ତ୍ରୀ ନିର୍ମଳା ନିର୍ମଳା ସିତାରମଣ । କେମିତି କମିବ ଦର ଦେଲେ ଉପଦେଶ”
ଆମେରିକାରେ ଜଳ ସଂକଟକୁ ସାମ୍ନା କରୁଛନ୍ତି ଦେଢ କୋଟି ଲୋକ । ବରଫ ତରଳାଇ ବ୍ୟବହାର କରୁଛନ୍ତି ଜଳ
କନକ ବ୍ୟୁରୋ : ଦିନେ ନା ଦିନେ ବିଶ୍ୱରେ ଜଳ ସଂକଟ ଦେଖା ଦେବ । ହେଲେ ତାହା ପୂର୍ବରୁ ଆମେରିକା ଭଳି ଦେଶରେ ଲୋକମାନେ ଯେ ଜଳ ଅଭାବରୁ ବରଫକୁ ତରଳାଇ ବ୍ୟବହାର କରିବେ ତାହା ଭାବିବା ଅସମ୍ଭବ ଥିଲା । ହେଲେ ଏବେ ସେହି ପରିସ୍ଥିତି ଦେଖା ଦେଇଛି । ଆମେରିକାର ଦେଢ କୋଟି ଲୋକ ଜଳ ଅଭାବରୁ ବରଫ ତରଳାଇ ତାହାକୁ ବ୍ୟବହାର କରୂୁଛନ୍ତି । ଆମେରିକାର ଟେକ୍ସାସରେ ଚଳିତ ମାସ ଫେବୃଆରୀContinue reading “ଆମେରିକାରେ ଜଳ ସଂକଟକୁ ସାମ୍ନା କରୁଛନ୍ତି ଦେଢ କୋଟି ଲୋକ । ବରଫ ତରଳାଇ ବ୍ୟବହାର କରୁଛନ୍ତି ଜଳ”