କନକ ବ୍ୟୁରୋ : ଦୀର୍ଘ ୮୭ ଦିନ ହେବ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଏବେ ନୂଆ ରୂପ ନେବାକୁ ଯାଉଛି । ଏହି ଆନ୍ଦୋଳନକୁ ଆରମ୍ଭରୁ ସମର୍ଥନ କରୁଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତା କାଲି (ରବିବାର) ଚାଷୀ ନେତାମାନଙ୍କ ସହିତ ବୈଠକ କରିବେ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ଆସନ୍ତାକାଲି ଏନେଇ ଚାଷୀ ନେତା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ବିଧାନସଭା ପରିସରରେ ଏକ ବୈଠକ କରିବେContinue reading “ଚାଷୀ ନେତାଙ୍କୁ ଭେଟିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭା ପରିସରରେ ବସିବ ବୈଠକ । ସାମିଲ ହେବେ ଚାଷୀ ନେତା । ବିଧାନସଭାରେ ହେବ ମଧ୍ୟାହ୍ନ ଭୋଜନ ।”
Tag Archives: News
ସାମ୍ନାକୁ ଆସିଲା ଗଲୱାନ ସଂଘର୍ଷର ନୂଆ ଭିଡ଼ିଓ । ଚୀନ ଗଣମାଧ୍ୟମରେ ସଇତାନ୍ ଷଡ଼ଯନ୍ତ୍ରର ସତ ।
କନକ ବ୍ୟୁରୋ: ଭାରତ ଓ ଚୀନ ସେନା ମଧ୍ୟରେ ଗଲୱାନ୍ ସଂଘର୍ଷକୁ ପ୍ରାୟ ୮ମାସ ବିତିଗଲାଣି । ପରସ୍ପରର ସହମତି ଭିତିରେ ପୂର୍ବ ଲଦାଖର ଏଲଏସି ନିକଟରୁ ଦୁଇ ଦେଶର ସେନା ପଛକୁ ହଟୁଛନ୍ତି । ଚୀନ ସେନା ଗଲୱାନ ଛାଡ଼ି ଚାଲିଯାଇଥିବା ବେଳେ ପେଙ୍ଗଙ୍ଗ ହ୍ରଦର ଫିଙ୍ଗର-୮ ପଛକୁ ହଟିଯାଇଛି । ଆଉ ଏହାରି ଭିତରେ ଗଲୱାନ ଗଣ୍ଡଗୋଳର ନୂଆ ଭିଡ଼ିଓ ଜାରି କରି ପୁଣି ପ୍ରୋପାଗଣ୍ଡା ଆରମ୍ଭ କରିଦେଇଛି ଚୀନ । ଏହି ଭିଡିଓରେContinue reading “ସାମ୍ନାକୁ ଆସିଲା ଗଲୱାନ ସଂଘର୍ଷର ନୂଆ ଭିଡ଼ିଓ । ଚୀନ ଗଣମାଧ୍ୟମରେ ସଇତାନ୍ ଷଡ଼ଯନ୍ତ୍ରର ସତ ।”
ଧାନ କିଣା ବିକା ଆଇନ ବହିକୁ ପୋଡିଲେ ଚାଷୀ । ପଦ୍ମପୁର ସହରର ଭେଉରିଆ ଛକରୁ ଆସିଲା ଅଭାବନୀୟ ଦୃଶ୍ୟ, ଧାନ କିଣାରେ ଅବ୍ୟବସ୍ଥା ଏବଂ ଚାଷୀଙ୍କ ଟୋକନ ଲ୍ୟାପ୍ସ ହେବା ପ୍ରତିବାଦରେ ବହି ପୋଡିବା ସହ ଚାଷୀଙ୍କ ନାରାବାଜି
କନକ ବ୍ୟୁରୋ : ଧାନ କିଣା ବିକା ଆଇନ ବହିକୁ ପୋଡିଲେ ଚାଷୀ । ପଦ୍ମପୁର ସହରର ଭେଉରିଆ ଛକରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ବହି ପୋଡିବା ସହ ନାରାବାଜି କରିଛନ୍ତି, ପ୍ରତିବାଦକାରୀ ଚାଷୀ । ଧାନ କିଣାରେ ଅବ୍ୟବସ୍ଥା ଏବଂ ଚାଷୀଙ୍କ ଟୋକନ ଲ୍ୟାପ୍ସ ହେବା ପ୍ରତିବାଦରେ ଏଭଳି ଆନ୍ଦୋଳନ କରିଛନ୍ତି ଚାଷୀ । ଦିନକୁ ଦିନ ବଢିଚାଲିଛି ଚାଷୀଙ୍କ ସମସ୍ୟା । କୃଷି ଆଇନକୁ ନେଇ ଦେଶରେ ଆନ୍ଦୋଳନ ଜାରି ରହିଥିବାContinue reading “ଧାନ କିଣା ବିକା ଆଇନ ବହିକୁ ପୋଡିଲେ ଚାଷୀ । ପଦ୍ମପୁର ସହରର ଭେଉରିଆ ଛକରୁ ଆସିଲା ଅଭାବନୀୟ ଦୃଶ୍ୟ, ଧାନ କିଣାରେ ଅବ୍ୟବସ୍ଥା ଏବଂ ଚାଷୀଙ୍କ ଟୋକନ ଲ୍ୟାପ୍ସ ହେବା ପ୍ରତିବାଦରେ ବହି ପୋଡିବା ସହ ଚାଷୀଙ୍କ ନାରାବାଜି “
ଦେଶର ସର୍ବପୁରାତନ ଦଳକୁ ଘାରିଛି ପାଣ୍ଠି ଚିନ୍ତା । ନିଜ ଜାହାଜ ନିଜେ ବଞ୍ଚାଇବାକୁ ରାଜ୍ୟ ସଂଗଠନକୁ ସନ୍ଦେଶ ଦେଲା କଂଗ୍ରେସ
କନକ ବ୍ୟୁରୋ : କଂଗ୍ରେସକୁ ଘାରିଛି ପାଣ୍ଠି ଚିନ୍ତା । ୨୦୧୪ରେ କଂଗ୍ରେସ କ୍ଷମତାରୁ ଯିବା ପରଠାରୁ ଖାଲି ହେବାରେ ଲାଗିଛି ଏହାର ଦଳୀୟ ପାଣ୍ଠି । ସେଥିପାଇଁ ରାଜ୍ୟ ସଂଗଠନ ଗୁଡିକୁ ପାଣ୍ଠି ସଂଗ୍ରହ ପାଇଁ ସନ୍ଦେଶ ଦେଇଛି ଏଆଇସିସି । କୁହାଯାଉଛି, ସର୍ବ ଭାରତୀୟ କଂଗ୍ରେସ କମିଟିର ବୈଠକରେ ସଂଗଠନ ସଂପର୍କରେ ଚର୍ଚ୍ଚା ହେବା ସହ ପାଣ୍ଠି ଯୋଗାଡ଼ ନେଇ ଆଲୋଚନା କରାଯାଇଥିଲା । ମହାରାଷ୍ଟ୍ର, ଝାରଖଣ୍ଡ ଓ ପଂଜାବ ନେତାମାନଙ୍କୁ ଅଲଗା ଭାବେContinue reading “ଦେଶର ସର୍ବପୁରାତନ ଦଳକୁ ଘାରିଛି ପାଣ୍ଠି ଚିନ୍ତା । ନିଜ ଜାହାଜ ନିଜେ ବଞ୍ଚାଇବାକୁ ରାଜ୍ୟ ସଂଗଠନକୁ ସନ୍ଦେଶ ଦେଲା କଂଗ୍ରେସ “
୧୩୫ କୋଠରି ବିଶିଷ୍ଟ ରାଜମହଲକୁ ମାତ୍ର ୮୭ ଟଙ୍କାରେ ବିକିଦେଲେ ରାଜକୁମାର । ଘର ନାହିଁ ହୋଟେଲରେ ରହୁଛନ୍ତି ରାଜା
କନକ ବ୍ୟୁରୋ : ଆଜିକା ଦିନରେ ନିଜର ଘରଖଣ୍ଡେ ବନାଇବା କେତେ ଯେ କଷ୍ଟ । ଘର ନଥିବାରୁ ଅନେକ ଲୋକ ଶୀତ କାକରରେ ରାସ୍ତା କଡରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି । ଏପରି ସ୍ଥଳେ ଘର ନୁହେଁ ଏକ ୧୩୫ କୋଠରି ବିଶିଷ୍ଟ ରାଜମହଲକୁ ଜଣେ ରାଜକୁମାର ମାତ୍ର ଭାରତୀୟ ମୁଦ୍ରା ୮୭ ଟଙ୍କାରେ ବିକିଦେବା ଖବର ଆପଣଙ୍କୁ ଚକିତ କରିପାରେ । କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ । ବର୍ଲିିନର ଜଣେ ରାଜକୁମାରContinue reading “୧୩୫ କୋଠରି ବିଶିଷ୍ଟ ରାଜମହଲକୁ ମାତ୍ର ୮୭ ଟଙ୍କାରେ ବିକିଦେଲେ ରାଜକୁମାର । ଘର ନାହିଁ ହୋଟେଲରେ ରହୁଛନ୍ତି ରାଜା”
ମଣ୍ଡିରେ ଅବ୍ୟବସ୍ଥା ନେଇ ଗୃହରେ ଉତର ରଖିଲେ ଯୋଗାଣ ମନ୍ତ୍ରୀ । ମନ୍ତ୍ରୀଙ୍କ ବିବୃତିରେ ଅସନ୍ତୁଷ୍ଟ ବିରୋଧୀ, ବିଜେପି କହିଲା, ବଳକା ଧାନର ନାହିଁ ହିସାବ
କନକ ବ୍ୟୁରୋ : ବିଧାନସଭାରେ ମଣ୍ଡି ତାତି । ଗୃହରେ ମଣ୍ଡିରୁ ଧାନ ସଂଗ୍ରହ ନେଇ ଯୋଗାଣ ମନ୍ତ୍ରୀଙ୍କ ବିବୃତି ପରେ ମଧ୍ୟ ଖୁସି ନାହାନ୍ତି ବିରୋଧୀ । ଗୃହ ବାହାରେ ବିଜେପି ବିଧାୟକ ଗାଉନ ପିନ୍ଧି ପ୍ରତିବାଦ କରିଛନ୍ତି । ବିଜେପି ବିଧାୟକ ମାନେ କହିଛନ୍ତି, ଅଧିକ ଧାନ ଅମଳ ହୋଇଥିବାରୁ ଅଧିକ ଧାନ ସଂଗ୍ରହ ହୋଇଛି । ହେଲେ ଏବେ ବି ପଶ୍ଚିମଓଡିଶାରେ ମଣ୍ଡିରେ ଧାନ ପଡିରହିଛି । ବଳକା ଧାନ ଉଠାଣ ନେଇContinue reading “ମଣ୍ଡିରେ ଅବ୍ୟବସ୍ଥା ନେଇ ଗୃହରେ ଉତର ରଖିଲେ ଯୋଗାଣ ମନ୍ତ୍ରୀ । ମନ୍ତ୍ରୀଙ୍କ ବିବୃତିରେ ଅସନ୍ତୁଷ୍ଟ ବିରୋଧୀ, ବିଜେପି କହିଲା, ବଳକା ଧାନର ନାହିଁ ହିସାବ “
ଦିଶାରବି ଟୁଲକିଟ୍ ମାମଲା; ଦିଶାଙ୍କ ସମର୍ଥନରେ ବାହାରିଲେ ଆଉଜଣେ ବିଦେଶୀ ପରିବେଶବିତ୍ । କହିଲେ ବ୍ୟବସ୍ଥା ଚାପରେ ରହିବୁ ନାର୍ହି ଚୁପ୍ ।
କନକ ବ୍ୟୁରୋ : ଟୁଲକିଟ୍ ମାମଲାରେ ଜଳବାୟୁ ଆକ୍ଟିଭିଷ୍ଟ ଦିଶାରବିଙ୍କ ସମର୍ଥନରେ ସାରା ବିଶ୍ୱରୁ ଆବାଜ ଉଠୁଛି । ବିଦେଶୀ ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କ ପରେ ଆମେରିକାର ପରିବେଶ ଆକ୍ଟିଭିଷ୍ଟ ଆଲେକଜାଣ୍ଡ୍ରିଆ ବିଲାସେନୋର ବି ଦିଶାଙ୍କ ସମର୍ଥନରେ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି କି ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରିବା ମାନବିକ ଅଧିକାର । ହେଲେ ଏଭଳି ଭାବେ ଗିରଫ୍ କରି କାହାରିକୁ ଚୁପ୍ କରାଯାଇ ପାରିବ ନାହିଁ । ସେ ତାଙ୍କContinue reading “ଦିଶାରବି ଟୁଲକିଟ୍ ମାମଲା; ଦିଶାଙ୍କ ସମର୍ଥନରେ ବାହାରିଲେ ଆଉଜଣେ ବିଦେଶୀ ପରିବେଶବିତ୍ । କହିଲେ ବ୍ୟବସ୍ଥା ଚାପରେ ରହିବୁ ନାର୍ହି ଚୁପ୍ ।”
ମୁମ୍ବାଇ ରାସ୍ତାରେ ପତ୍ନୀଙ୍କ ସହ ବାଇକରେ ଏମିତି ବୁଲୁଥିଲେ ଅଭିନେତା ବିବେକ ଓବ୍ରାଇ । ଭିଡିଓ ହେଲା ଭାଇରାଲ, ପୋଲିସ କାଟିଲା ଚାଲାଣ
କନକ ବ୍ୟୁରୋ : ବିବେକ ଓବ୍ରାଇଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ତାଙ୍କର ପତ୍ନୀଙ୍କୁ ଏକ ଦାମି ବାଇକରେ ବସାଇ ମୁମ୍ବାଇ ରାସ୍ତାରେ ଯାଉଛନ୍ତି । କହିରଖୁ କି ବିବେକଙ୍କର ଏହି ଭିଡିଓ ଏଥିପାଇଁ ଭାଇରାଲ ହେବାରେ ଲାଗିଛି କି ଗାଡି ଚଳାଉଥିବା ବେଳେ ନା ବିବେକଙ୍କ ମୁଣ୍ଡରେ ରହିଛି ହେଲମେଟ୍ ନା ମୁହଁରେ ମାସ୍କ । ଏହି ଭିଡିଓ ଭାଇରାଲ ହେବାପରେ ସାମାଜିକContinue reading “ମୁମ୍ବାଇ ରାସ୍ତାରେ ପତ୍ନୀଙ୍କ ସହ ବାଇକରେ ଏମିତି ବୁଲୁଥିଲେ ଅଭିନେତା ବିବେକ ଓବ୍ରାଇ । ଭିଡିଓ ହେଲା ଭାଇରାଲ, ପୋଲିସ କାଟିଲା ଚାଲାଣ”
ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଅଧବାଟରେ ଚାଲିଗଲା ଜୀବନ । ଟାଙ୍ଗୀ ବାଇଚୁଆଁ ନିକଟରେ କଂଟେନରକୁ ଧକ୍କା ଦେଲା ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସ । ୩ ମୃତ
କନକ ବ୍ୟୁରୋ : ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଅଧବାଟରେ ଚାଲିଗଲା ଜୀବନ । ବାଇଚୁଆଁ ନିକଟ ରାସ୍ତାରୁ ଆସିଲା ଅଭାବନୀୟ ଘଟଣା । ୧୬ ନମ୍ବର ଜାତୀୟ ରାଜପଥ ଉପରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । କଂଟେନର ପଛରେ ପିଟି ହେଲା ଆମ୍ବୁଲାନ୍ସ । ଏହି ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟContinue reading “ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଅଧବାଟରେ ଚାଲିଗଲା ଜୀବନ । ଟାଙ୍ଗୀ ବାଇଚୁଆଁ ନିକଟରେ କଂଟେନରକୁ ଧକ୍କା ଦେଲା ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସ । ୩ ମୃତ”
ଡିଏମଇଟି କହିଲେ ସଚେତନ ହେଲେ ବଢ଼ିବ ନାହିଁ ସଂକ୍ରମଣ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଭଳି ଉପାୟ ଗ୍ରହଣ କଲେ ଲାଗୁ ହେବନି ଲକଡାଉନ
କନକ ବ୍ୟୁରୋ : ପୁଣି ଚିନ୍ତା ବଢାଉଛି କରୋନା । ମହାରାଷ୍ଟ୍ରରେ କରୋନା ସ୍ଥିତି ଭୟଙ୍କର ହେବା ପରେ ବର୍ତମାନର କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ଡ଼ିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି, ବର୍ତମାନ ସ୍ଥିତିରେ ଦୈନିକ ସଂକ୍ରମଣ ନେଇ ଲକଡ଼ାଉନ୍ କଥା ନାହିଁ । ହେଲେ ଲକଡାଉନ ସମ୍ଭାବନାକୁ ଏଡ଼ାଇ ହେବ ନାହିଁ । ମହାରାଷ୍ଟ୍ର ଓ କେରଳରେ ଲକଡ଼ାଉନ୍ ଓ କିଛି ସ୍ଥାନରେ ନାଇଟ କର୍ଫ୍ୟୁ ହୋଇଛି । ହେଲେ ବ୍ରିଟେନContinue reading “ଡିଏମଇଟି କହିଲେ ସଚେତନ ହେଲେ ବଢ଼ିବ ନାହିଁ ସଂକ୍ରମଣ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଭଳି ଉପାୟ ଗ୍ରହଣ କଲେ ଲାଗୁ ହେବନି ଲକଡାଉନ”