କନକ ବ୍ୟୁରୋ : ପୁଣି ନିରାଶ ହୋଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ଦୁମକା କୋଷାଗାର ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ପୂର୍ବରୁ ଜାମିନ ମିଳିସାରିଛି କିନ୍ତୁ ଦୁମକା କୋଷାଗାର ମାମଲାରେ ତାଙ୍କ ଜାମିନ ଅଟକି ରହିଛି । ଖରାପ ସ୍ବାସ୍ଥ୍ୟ ଓ ଅଧାରୁ ଅଧିକ ସମୟ ଜେଲଦଣ୍ଡ କାଟିସାରିଥିବା ଦର୍ଶାଇ ତାଙ୍କContinue reading “ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପୁଣି ନିରାଶ । ଦୁମକା କୋଷାଗାର ଦୁର୍ନୀତି ମାମଲାରେ ମିଳିଲାନି ଜାମିନ୍।”
Tag Archives: News
କେନ୍ଦ୍ରମନ୍ତ୍ରୀ ଏବେ ଭାବୁଛନ୍ତି, ରାଜ୍ୟ ସ୍ୱଚ୍ଛତାର ସହ ଧାନ କିଣି ଚାଲିଛି । କେନ୍ଦ୍ରକୁ ବଡ ବାର୍ତ୍ତା ଦେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
କନକ ବ୍ୟୁରୋ: ଚାଷୀ ଉତ୍ପାଦକୁ ସଠିକ ଆଉ ସ୍ୱଛ ବ୍ୟବସ୍ଥାରେ କିଣିବାକୁ ରାଜ୍ୟଗୁଡିକ ଚାଷୀଙ୍କ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା ଲାଗୁ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ । ଫଳରେ ମଧ୍ୟସ୍ଥିଙ୍କର ଯେଉଁ ଭାଗିଦାରୀ ରହୁଥିଲା ତାକୁ ଦୁର କରାଯାଇପାରିବ । କେନ୍ଦ୍ରମନ୍ତ୍ରୀଙ୍କ ଏହି ପରାମର୍ଶକୁ ନେଇ ପ୍ରକାଶ ପାଇଥିବା ଖବର ଉପରେ ମତ ରଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଟ୍ୱିଟ କରି ଲେଖିଛନ୍ତି, ଦେଶରେ ଓଡିଶାContinue reading “କେନ୍ଦ୍ରମନ୍ତ୍ରୀ ଏବେ ଭାବୁଛନ୍ତି, ରାଜ୍ୟ ସ୍ୱଚ୍ଛତାର ସହ ଧାନ କିଣି ଚାଲିଛି । କେନ୍ଦ୍ରକୁ ବଡ ବାର୍ତ୍ତା ଦେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।”
ବିଧାନସଭାରେ ବିରୋଧୀଙ୍କ ଜୋରଦାର ହଙ୍ଗାମା । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଲେ ବିଧାୟକ । ଆସନ୍ତାକାଲି ଯାଏଁ ଗୃହ ମୁଲତବି ।
କନକ ବ୍ୟୁରୋ: ବିଧାନସଭାରେ ବିରୋଧୀଙ୍କ ଜୋରଦାର ହଙ୍ଗାମା ଓ ହଟ୍ଟଗୋଳ ପରେ ଗୃହ ମୁଲତବି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆସନ୍ତାକାଲି ୧୦ଟା ୩୦ ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି । ଶୁକ୍ରବାର ଚାଷୀ ଓ ମଣ୍ଡି ପ୍ରସଙ୍ଗକୁ ନେଇ ବିଧାନସଭା କମ୍ପିଥିଲା । ବିରୋଧୀମାନେ ଏହାକୁ ନେଇ ପ୍ରବଳ ହଟ୍ଟଗୋଳ କରିବା ସହିତ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଯାଇଥିଲେ । ଏପରିକି ବିରୋଧୀମାନେ ବାଚସ୍ପତିଙ୍କ ପୋଡିୟମ କାଚକୁ ମଧ୍ୟ ଖସାଇ ଦେଇଥିଲେ ।Continue reading “ବିଧାନସଭାରେ ବିରୋଧୀଙ୍କ ଜୋରଦାର ହଙ୍ଗାମା । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଲେ ବିଧାୟକ । ଆସନ୍ତାକାଲି ଯାଏଁ ଗୃହ ମୁଲତବି ।”
ଧାନକିଣା ପ୍ରସଙ୍ଗ : ଆସନ୍ତାକାଲି ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ । ନିର୍ଦ୍ଦେଶ ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
କନକ ବ୍ୟୁରୋ: ଧାନକିଣା ସମ୍ପର୍କରେ ଆସନ୍ତାକାଲି ବିଧାନସଭାରେ ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ । ଏନେଇ ବିଭାଗୀୟ ମନ୍ତ୍ରୀଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଗୃହରେ ଉତ୍ତର ରଖିବା ସହିତ ଆସନ୍ତା ୭ ଦିନ ପରେ ଧାନକିଣାରେ ଅଗ୍ରଗତି ନେଇ ପୁଣିଥରେ ବିଭାଗୀୟ ମନ୍ତ୍ରୀ ଗୃହକୁ ଅବଗତ କରିବେ । ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ଗୃହ ଅଚଳ ହୋଇଥିଲା । ଚାଷୀ ଓ ମଣ୍ଡି ପ୍ରସଙ୍ଗକୁContinue reading “ଧାନକିଣା ପ୍ରସଙ୍ଗ : ଆସନ୍ତାକାଲି ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ । ନିର୍ଦ୍ଦେଶ ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।”
ମାଓବାଦୀଙ୍କ ବିରୋଧରେ ଏକାଠି ହେଲା ୪ ରାଜ୍ୟର ସାମ୍ବାଦିକ । ଗଣମାଧ୍ୟମକୁ ମାଓ ଧମକର କଲେ ପ୍ରତିବାଦ ।
କନକ ବ୍ୟୁରୋ: ମାଓବାଦୀଙ୍କ ବିରୋଧରେ ଏକାଠି ହେଲେ ୪ ରାଜ୍ୟର ସାମ୍ବାଦିକ । ଛତିଶଗଡ ବସ୍ତର ଜିଲ୍ଲାର ଜଗଦଲପୁର ଠାରେ ପ୍ରାୟ ୨୦୦ରୁ ଅଧିକ ସାମ୍ବାଦିକ ଏକାଠି ହୋଇ ମାଓବାଦୀଙ୍କ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଧମକ ଚମକ ଘଟଣାକୁ ବିରୋଧ କରିଛନ୍ତି । କିଛି ଦିନ ତଳେ ମାଲକାନଗିରି ସୀମାନ୍ତ ସକୁମା ଓ ବିଜାପୁର ଜିଲ୍ଲାରେ ଦୁଇ ସାମ୍ବାଦିକଙ୍କୁ ବିଭିନ୍ନ ଅଭିଯୋଗ ନେଇ ହତ୍ୟା ଧମକ ଦେଇଥିଲେ ମାଓବାଦୀ । ଏହାର ପ୍ରତିବାଦରେ ଛତିଶଗଡ, ଓଡିଶା, ଆନ୍ଧ୍ର ଓContinue reading “ମାଓବାଦୀଙ୍କ ବିରୋଧରେ ଏକାଠି ହେଲା ୪ ରାଜ୍ୟର ସାମ୍ବାଦିକ । ଗଣମାଧ୍ୟମକୁ ମାଓ ଧମକର କଲେ ପ୍ରତିବାଦ ।”
ଅସ୍ତରଙ୍ଗ ଅଭୟାରଣ୍ୟ ଅଂଚଳରେ ଚିତ୍ରା ହରିଣଙ୍କ ଉତ୍ପାତ । ଦଳ ଦଳ ହୋଇ କ୍ଷେତରେ ପଶି ଉଜାଡି ଦେଉଛନ୍ତି ରବି ଫସଲ ।
କନକ ବ୍ୟୁରୋ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଭୟାରଣ୍ୟ ନିକଟ ଗାଁ ଗୁଡିକରେ ଚିତ୍ରା ହରିଣଙ୍କ ଉତ୍ପାତ ଦେଖିବାକୁ ମିଳିଛି । ହରିଣ ପଲ କ୍ଷେତରେ ପଶି ରବି ଫସଲ ଉଜାଡି ନଷ୍ଟ କରିଦେଉଛନ୍ତି । ଚିତ୍ରା ହରିଣଙ୍କ କବଳରୁ ଫସଲକୁ ରକ୍ଷା କରିବା ପାଇଁ ରାତିରେ ଅନିଦ୍ରା ରହି ଚାଷୀମାନେ ହରିଣ ଘଉଡାଉଛନ୍ତି । ଆଉ ଚାଷୀଙ୍କ ସହ ହରିଣ ଘଉଡାଇବା ଅଭିଯାନରେ ସାମିଲ ହୋଇଥିଲା କନକ ନ୍ୟୁଜ ଟିମ୍ । ଅସ୍ତରଙ୍ଗ ବ୍ଳକର ଗୁଣ୍ଡଳବା, ବଳଭଦ୍ରପୁର,Continue reading “ଅସ୍ତରଙ୍ଗ ଅଭୟାରଣ୍ୟ ଅଂଚଳରେ ଚିତ୍ରା ହରିଣଙ୍କ ଉତ୍ପାତ । ଦଳ ଦଳ ହୋଇ କ୍ଷେତରେ ପଶି ଉଜାଡି ଦେଉଛନ୍ତି ରବି ଫସଲ ।”
ଓଡିଶା ସୀମାରେ ପଶି ନିର୍ମାଣ କାମ ଚଳାଇଛି ଆନ୍ଧ୍ର । ରାୟଗଡା ସାନଲୁକୁଟି ଗାଁରେ ରାସ୍ତା ଓ ବ୍ରିଜ ନିର୍ମାଣ କରୁଛି ଆନ୍ଧ୍ର ପ୍ରଶାସନ ।
କନକ ବ୍ୟୁରୋ: କୋଟିଆ ପରେ ଏବେ ଆନ୍ଧ୍ରର ନଜର ପଡ଼ିଛି ରାୟଗଡ଼ା ଜିଲ୍ଲା ସୀମାନ୍ତରେ ଥିବା ସାନ ଲୁକୁଟି ଗାଁ ଉପରେ । ଓଡ଼ିଶାର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ପୁଣି ଆନ୍ଧ୍ର ସରକାର ଆରମ୍ଭ କରିଛି ଗୋଟିଚାଳନା । ଏବେ ଓଡ଼ିଶାର ବିନା ଅନୁମତିରେ ଆନ୍ଧ୍ର ସରକାର ଓଡ଼ିଶାର ସୀମାରେ ଖୁଲାମ ଖୁଲା ଆରମ୍ଭ କରିଦେଇଛି ବ୍ରିଜ ଏବଂ ରାସ୍ତା ନିର୍ମାଣ କାମ । ଏଭଳି ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ସଦର ବ୍ଲକ ଅନ୍ତର୍ଗତContinue reading “ଓଡିଶା ସୀମାରେ ପଶି ନିର୍ମାଣ କାମ ଚଳାଇଛି ଆନ୍ଧ୍ର । ରାୟଗଡା ସାନଲୁକୁଟି ଗାଁରେ ରାସ୍ତା ଓ ବ୍ରିଜ ନିର୍ମାଣ କରୁଛି ଆନ୍ଧ୍ର ପ୍ରଶାସନ । “
ରାଜସ୍ଥାନରେ ହେଲା ହେଲିନା ମିସାଇଲର ସଫଳ ପରୀକ୍ଷଣ । ଗୋଟିଏ ମିନଟ୍ ରେ କରିବ ଶତୃ ସଂହାର
କନକ ବ୍ୟୁରୋ : ଆତ୍ମନିର୍ଭର ଭାରତ ଅଭିଯାନରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ । ହେଲିକପ୍ଟରରୁ ଶତୃଙ୍କୁ ଟାର୍ଗେଟ୍ କରିବାକୁ ଅତ୍ୟାଧୁନିକ ଏଣ୍ଟ-ଟ୍ୟାଙ୍କ ଗାଇଡେଡ୍ ମିସାଇଲ ହେଲିନାକୁ ରାଜସ୍ଥାନ ଠାରେ ସଫଳ ପରୀକ୍ଷଣ କରାଯାଇଛି । ରାଜସ୍ଥାନର ପୋଖରାନ ଠାରେ ହୋଇଥିବା ଏହି ପରୀକ୍ଷଣରେ ହେଲିନା ମିଶାଇଲ ନିର୍ଦ୍ଧାରିତ ଲକ୍ଷ୍ୟକୁ ଭେଦ କରିବାରେ ଶତ ପ୍ରତିଶତ ସଫଳ ହୋଇଛି । ଏହି ମିଶାଇଲ କୌଣସି ସମୟରେ ବି ଟାର୍ଗେଟ୍ କୁ ଭେଦ କରିପାରିବ ବୋଲି କୁହାଯାଇଛିContinue reading “ରାଜସ୍ଥାନରେ ହେଲା ହେଲିନା ମିସାଇଲର ସଫଳ ପରୀକ୍ଷଣ । ଗୋଟିଏ ମିନଟ୍ ରେ କରିବ ଶତୃ ସଂହାର”
କୋଟିଆକୁ ନେଇ ସତର୍କ କରାଇଲେ କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା । କହିଲେ, କୋଟିଆ ପାଇଁ ଏକ ବଡ ଡିଲ ହୋଇଛି ।
କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗକୁ ନେଇ ଓଡିଶାକୁ ସତର୍କ କରାଇ ଦେଇଛନ୍ତି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା । ସେ କହିଛନ୍ତି, ନିଜ ଲୋକଙ୍କ ସୁବିଧା ପାଇଁ କାମ ନକରି ଆନ୍ଧ୍ର କାହିଁକି ଓଡିଶା ଲୋକଙ୍କ ପାଇଁ କାମ କରିବାକୁ ଆଗଭର ହେଉଛି । ଶୁଣିବାକୁ ମିଳୁଛି କୋଟିଆ ପାଇଁ ଏକ ବଡ ଡିଲ ହୋଇଛି । କେତେକ କମ୍ପାନୀ ମିଳିତ ଭାବେ କୋଟିଆରେ ଖଣି ଖନନ ଚାହୁଁଛନ୍ତି । ତେଣୁ ସେମାନେ ଫଣ୍ଡିଂ କରିContinue reading “କୋଟିଆକୁ ନେଇ ସତର୍କ କରାଇଲେ କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା । କହିଲେ, କୋଟିଆ ପାଇଁ ଏକ ବଡ ଡିଲ ହୋଇଛି ।”
ଲସ୍କର ଆତଙ୍କବାଦୀଙ୍କ ଗୁଳିରେ ୨ ପୋଲିସକର୍ମୀ ଶହୀଦ୍ । ସିସିଟିଭିରେ କଏଦ ହେଲା ଆଖିବୁଜା ଗୁଳିଚାଳନାର ଦୃଶ୍ୟ
କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ଶ୍ରୀନଗର ଠାରେ ଦିନ ଦ୍ୱିପ୍ରହରରେ ଆତଙ୍କବାଦୀ ମାନେ ଗୁଳିକରି ଦୁଇଜଣ ପୋଲିସ କର୍ମୀଙ୍କୁ ହତ୍ୟା କରିଛନ୍ତି । ସୂଚନା ମୁତାବକ ଶ୍ରୀନଗରର ଉଚ୍ଚ ସୁରକ୍ଷା ଅଞ୍ଚଳ ହାୱାଇଆଡ୍ଡା ମାର୍ଗର ବଦ୍ଧତ ଅଞ୍ଚଳରେ ଶୁକ୍ରବାର ଲସ୍କର ଆତଙ୍କବାଦୀ ମାନେ ହମଲା କରିଛନ୍ତି । ଏଥିରେ ୨ ଜଣ ପୋଲିସ କର୍ମୀ ଶହୀଦ ହୋଇଥିବା ଖବର ମିଳିଛି । ପୋଲିସ ବିଭାଗର ଜଣେ ଅଧିକାରୀଙ୍କ କହିବା ମୁତାବକ ଆତଙ୍କବାଦୀ ମାନେ ପୋଲିସକର୍ମୀଙ୍କ ଉପରକୁ ଅତିContinue reading “ଲସ୍କର ଆତଙ୍କବାଦୀଙ୍କ ଗୁଳିରେ ୨ ପୋଲିସକର୍ମୀ ଶହୀଦ୍ । ସିସିଟିଭିରେ କଏଦ ହେଲା ଆଖିବୁଜା ଗୁଳିଚାଳନାର ଦୃଶ୍ୟ”