କନକ ବ୍ୟୁରୋ : ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳରେ ଦୀର୍ଘ ୮ ମାସ ଧରି ଭାରତ ଓ ଚୀନ୍ ସେନା ମଧ୍ୟରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିର ଅବସାନ ଘଟିଛି। ପୂର୍ବ ଲଦାଖ୍ ସ୍ଥିତ ପେଙ୍ଗୋଙ୍ଗ୍ ହ୍ରଦର ଉଭୟ ଉତ୍ତର ଏବଂ ଦକ୍ଷିଣ ପାଶ୍ୱର୍କୁ ଚୀନ୍ ସୈନିକ ଖାଲି କରିଦେଇଛନ୍ତି। ସମସ୍ତ ଚୀନ୍ ସୈନିକ ସେଠାରୁ ଫେରିଥିବା ବେଳେ ଭାରୀ ଯୁଦ୍ଧାସ୍ତ୍ର ମଧ୍ୟ ହଟାଇ ଦିଆଯାଇଛି । ଚୀନ୍ ସୈନିକଙ୍କ ସ୍ଥାୟୀ ଶିବିରଗୁଡ଼ିକୁ ମଧ୍ୟContinue reading “ଜିଦରେ ଅଟଳ ରହିଲା ଭାରତ, ପଛକୁ ଘୁଞ୍ଚିଲା ଚୀନ୍ । ପେଙ୍ଗୋଙ୍ଗ୍ ଅଞ୍ଚଳ ଖାଲି କଲା ଡ୍ରାଗନବାହିନୀ, ଆଜି ଶୀର୍ଷ କମାଣ୍ଡରସ୍ତରୀୟ ଆଲୋଚନା ।”
Tag Archives: News
ବଦଳିଲା ଟ୍ରମ୍ପଙ୍କ ନିଷ୍ପତ୍ତି । ପ୍ୟାରିସ ଆକର୍ଡକୁ ଫେରିଲା ଆମେରିକା, ବିଶ୍ୱ ଜଳବାୟୁ ପରିବର୍ତନ ଚୁକ୍ତିରେ ସାମିଲ ଅଛନ୍ତି ବିଶ୍ୱର ୧୯୫ ଦେଶ ।
କନକ ବ୍ୟୁରୋ : ପ୍ୟାରିସ କ୍ଲାଇମେଟ୍ ଆକର୍ଡ ବା ପ୍ୟାରିସ ଜଳବାୟୁ ଚୁକ୍ତିକୁ ଫେରିଲା ଆମେରିକା । ଏହି ଚୁକ୍ତିରୁ ଟ୍ରମ୍ପ ପ୍ରଶାସନ ଓହରି ଯାଇଥିବା ବେଳେ ଏହି ନିଷ୍ପତିକୁ ବଦଳାଇଛନ୍ତି ବାଇଡେନ୍ ପ୍ରଶାସନ । ବିଶ୍ୱ ଜଳବାୟୁ ସଂକଟରେ ପଡିଥିବା ବେଳେ ଏହାର ସୁରକ୍ଷା ପାଇଁ ୨୦୧୫ରେ ପ୍ୟାରିସ ଜଳବାୟୁ ଚୁକ୍ତିି ହୋଇଥିଲା । ୧୯୫ଟି ଦେଶ ଏଥିରେ ଯୋଗ ଦେଇଥିଲେ । ବ୍ୟାପକ ଶିଳ୍ପକରଣ ଯୋଗୁଁ ଜଳବାୟୁ ସଂକଟକୁ ମିଳିତ ଭାବେ ମୁକାବିଲା କରିବାContinue reading “ବଦଳିଲା ଟ୍ରମ୍ପଙ୍କ ନିଷ୍ପତ୍ତି । ପ୍ୟାରିସ ଆକର୍ଡକୁ ଫେରିଲା ଆମେରିକା, ବିଶ୍ୱ ଜଳବାୟୁ ପରିବର୍ତନ ଚୁକ୍ତିରେ ସାମିଲ ଅଛନ୍ତି ବିଶ୍ୱର ୧୯୫ ଦେଶ ।”
ଟୁଲକିଟ୍ ମାମଲାରେ ଗିରଫ ହୋଇଥିବା ଦିଶା ରବି ଜେଲ ଗଲେ । ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ପଟିଆଲା ହାଉସ୍ କୋର୍ଟ ଜେଲକୁ ପଠାଇ ଦିଆଯାଇଛି ।
କନକ ବ୍ୟୁରୋ: ଟୁଲ୍ କିଟ୍ ମାମଲାରେ ଗିରଫ ହୋଇଥିବା ଦିଶା ରବି ଜେଲକୁ ଯାଇଛନ୍ତି । ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ଜେଲକୁ ନିଆଯାଇଛି । ଆସନ୍ତା ସପ୍ତାହରେ ତାଙ୍କୁ ପୁଣି ପଚରାଉଚରା ପାଇଁ ଆବେଦନ କରିବ ପୋଲିସ । ସେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁନଥିବା ନେଇ ଦିଲ୍ଲୀ ପୋଲିସ କୋର୍ଟକୁ ଜଣାଇଛି । ଟୁଲ କିଟ ମାମଲାରେ ଛନ୍ଦି ହୋଇଥିବା କ୍ଲାଇମେଟ ଚେଂଜ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ପଟିଆଲା ହାଉସ କୋର୍ଟ ଜେଲକୁContinue reading “ଟୁଲକିଟ୍ ମାମଲାରେ ଗିରଫ ହୋଇଥିବା ଦିଶା ରବି ଜେଲ ଗଲେ । ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ପଟିଆଲା ହାଉସ୍ କୋର୍ଟ ଜେଲକୁ ପଠାଇ ଦିଆଯାଇଛି ।”
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭବ୍ୟ ହୋଟେଲ ମାଟିରେ ମିଶିଲା । ଅସୁରକ୍ଷିତ ଥିବାରୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ସହରର ମେୟର ।
କନକ ବ୍ୟୁରୋ: ମାଟିରେ ମିଶିଲା ଟ୍ରମ୍ଫ ପ୍ଲାଜା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ଫଙ୍କ ଏକ ଭବ୍ୟ ହୋଟେଲକୁ ପ୍ରାୟ ୩ହଜାର ଡ଼ିନାମାଇଟ୍ ଲଗାଇ ଭଙ୍ଗାଯାଇଛି । ଆମେରିକାର ଆଂଟଲାଂଟିକ ସହରରେ ଥିବା ଟ୍ରମ୍ଫ ପ୍ଲାଜା ହୋଟେଲ କସିନୋ ବେଶ ଜଣାଶୁଣା ଥିଲା । ଟ୍ରମ୍ଫ ପ୍ଲାଜା ୧୯୮୪ ମସିହାରେ ନିର୍ମାଣ କରାଯାଇଥିଲା ଏବଂ ୨୦୧୪ରେ ଏହାକୁ ବନ୍ଦ କରିଦିଆଯାଇଥିଲା । ଘୂର୍ଣ୍ଣିବାତ୍ୟାରେ କ୍ଷତିଗ୍ରସ୍ତ ହୋଇ ଟ୍ରମ୍ଫ ପ୍ଲାଜା ଅଟାଳିକା ଅସୁରକ୍ଷିତ ହୋଇପଡ଼ିଥିଲା । ତେଣୁContinue reading “ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭବ୍ୟ ହୋଟେଲ ମାଟିରେ ମିଶିଲା । ଅସୁରକ୍ଷିତ ଥିବାରୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ସହରର ମେୟର ।”
ମୁମ୍ବାଇ ଇଣ୍ଡିଆନ୍ସରେ ଅର୍ଜୁନ ତେନ୍ଦୁଲକର ସାମିଲ ହେବା ପରେ ଚର୍ଚ୍ଚା । ସେପଟେ କୋଟି କୋଟି ଟଙ୍କାରେ ନିଲାମ ହେଲେ ଅନକ୍ୟାପ୍ପ ଖେଳାଳି ।
କନକ ବ୍ୟୁରୋ: ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରକୁ ଆଇପିଏଲ ନିଲାମୀରେ ୨୦ଲକ୍ଷ ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ କିଣିବା ପରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଗୁରୁବାର ଚେନ୍ନାଇରେ ହୋଇଥିବା ଅକ୍ସନରେ ୨୧ବର୍ଷୀୟ ଅର୍ଜୁନ ପ୍ରଥମ ଥର ଲାଗି ସାମିଲ ହୋଇଥିବା ବେଳେ ତାଙ୍କୁ ୨୦ ଲକ୍ଷ ବେସ୍ ପ୍ରାଇସରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ଅର୍ଜୁନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାମ୍ପରେ ସାମିଲ ହୋଇସାରିଛନ୍ତି । ଆଇପିଏଲରେ ସାମିଲ ହେବା ପରେContinue reading “ମୁମ୍ବାଇ ଇଣ୍ଡିଆନ୍ସରେ ଅର୍ଜୁନ ତେନ୍ଦୁଲକର ସାମିଲ ହେବା ପରେ ଚର୍ଚ୍ଚା । ସେପଟେ କୋଟି କୋଟି ଟଙ୍କାରେ ନିଲାମ ହେଲେ ଅନକ୍ୟାପ୍ପ ଖେଳାଳି ।”
ଜଜଙ୍କ ଜାଲି ଦସ୍ତଖତ ପଡିଲା ମହଙ୍ଗା । ଗିରଫ ହେଲେ ସମ୍ପୃକ୍ତ ଏଏସଆଇ
କନକ ବ୍ୟୁରୋ: ଏଏସଆଇଙ୍କୁ ମହଙ୍ଗା ପଡିଲା ଜଜଙ୍କ ଜାଲି ଦସ୍ତଖତ । ଜଜଙ୍କ ଜାଲି ଦସ୍ତଖତ କରି ଆସାମୀକୁ ବେଲ୍ ଦେବା ଘଟଣାରେ ଗିରଫ ହୋଇଛନ୍ତି ସମ୍ପୃକ୍ତ ଏଏସଆଇ । ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳରେ ଜଣେ ଏଏସଆଇ ଜଜଙ୍କର ଜାଲି ଦସ୍ତଖତ କରି ବାବୁଲି ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଜାମିନ ଦେଇଥିଲେ । ତାଙ୍କ ବିରୋଧରେ ତାଙ୍କ ପୁତୁରାକୁ ହତ୍ୟା କରିବା ଭଳି ସଙ୍ଗୀନ ଅଭିଯୋଗ ରହିଥିଲା । ଗିରଫ ହେବାର ୧୨ ଦିନContinue reading “ଜଜଙ୍କ ଜାଲି ଦସ୍ତଖତ ପଡିଲା ମହଙ୍ଗା । ଗିରଫ ହେଲେ ସମ୍ପୃକ୍ତ ଏଏସଆଇ”
ଉତ୍ତରାଖଣ୍ଡର କୃତ୍ରିମ ହ୍ରଦ ପାଖରେ ପହଞ୍ଚିଲା ଆଇଟିବିପି ଓ ଡିଆରଡିଓ ଟିମ୍ । ସ୍ଥିତିର ସମୀକ୍ଷା ପାଇଁ ରହିବ ୫ ଜଣିଆ ଟିମ୍ । ନିର୍ମାଣ ହେବ ଅସ୍ଥାୟୀ ହେଲିପ୍ୟାଡ୍
କନକ ବ୍ୟୁରୋ: ଉତ୍ତରାଖଣ୍ଡ ଚମୋଲୀରେ ହିମସ୍ଖଳନ ପରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ରୈନି ଗାଁ ନିକଟରେ ସୃଷ୍ଟି ହୋଇଥିବା ହ୍ରଦକୁ ନେଇ ଚିନ୍ତା ବଢିବାରେ ଲାଗିଥିବା ବେଳେ ଆଇଟିବିପି ଓ ଡିଆରଡିଓର ଟିମ ହ୍ରଦ ନିକଟରେ ପହଂଚିଛନ୍ତି । ଚମୋଲି ଠାରୁ ଉପରେ ଥିବା ମୁରେଣ୍ଡା ଠାରେ ଏହି କୃତ୍ରିମ ହ୍ରଦ ଉପରେ ନଜର ରଖିଛି ଆଇଟିବିପି ଓ ଡିଆରଡିଓ ଟିମ । ଏହାସହ ୫ଜଣଙ୍କୁ ନେଇ ଗଠିତ ଟିମ ଏଠାରେ ରହିବContinue reading “ଉତ୍ତରାଖଣ୍ଡର କୃତ୍ରିମ ହ୍ରଦ ପାଖରେ ପହଞ୍ଚିଲା ଆଇଟିବିପି ଓ ଡିଆରଡିଓ ଟିମ୍ । ସ୍ଥିତିର ସମୀକ୍ଷା ପାଇଁ ରହିବ ୫ ଜଣିଆ ଟିମ୍ । ନିର୍ମାଣ ହେବ ଅସ୍ଥାୟୀ ହେଲିପ୍ୟାଡ୍”
ଆଇପିଏଲର ଦାମୀ ଖେଳାଳି । ନିଲାମୀରେ ହିରୋ ସାଜିଲେ ମୋରିସ, କିନ୍ତୁ ଏବେ ବି ଅଧିକ ଟଙ୍କା ପାଉଛନ୍ତି କ୍ୟାପଟେନ କୋହଲି ।
କନକ ବ୍ୟୁରୋ : ସରିଛି ଆଇପିଏଲ ନିଲାମୀ । ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲରାଉଣ୍ଡର କ୍ରିସ୍ ମୋରିସ ଚଳିତ ନିଲାମୀରେ ସର୍ବାଧିକ ଟଙ୍କାରେ ବିକ୍ରି ହୋଇ ନୂଆ ରେକର୍ଡ କରିଛନ୍ତି । ଏପରିକି ଆଇପିଏଲ ଇତିହାସରେ ମୋରିସ ସର୍ବାଧିକ ଟଙ୍କାରେ ବିକ୍ରି ହେବାର ରେକର୍ଡ ନିଜ ନାଁରେ କରିଛନ୍ତି । ମୋରିସଙ୍କୁ ୧୬.୨୫ କୋଟିରେ ରାଜସ୍ଥାନ ରୟାଲ୍ସ କିଣିଛି । ଏହାସତ୍ତେ୍ୱ ମଧ୍ୟ ଏପର୍ଯ୍ୟନ୍ତ ଆଇପିଏଲରେ ସର୍ବାଧିକ ଦରମା ନେଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟContinue reading “ଆଇପିଏଲର ଦାମୀ ଖେଳାଳି । ନିଲାମୀରେ ହିରୋ ସାଜିଲେ ମୋରିସ, କିନ୍ତୁ ଏବେ ବି ଅଧିକ ଟଙ୍କା ପାଉଛନ୍ତି କ୍ୟାପଟେନ କୋହଲି ।”
ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ଦୋଷୀ ଶବନମଙ୍କ ପାଇଁ କ୍ଷମା ଆବେଦନ କଲେ ପୁଅ । ରାଷ୍ଟ୍ରପତିଙ୍କୁ ଆବେଦନ କରି ଦୋଷ କ୍ଷମା ପାଇଁ କଲେ ନିବେଦନ ।
କନକ ବ୍ୟୁରୋ: ୨୦୦୮ ମସିହାର ଉତରପ୍ରଦେଶର ବହୁଚର୍ଚ୍ଚିତ ବାମନଖେଡା ହତ୍ୟାକାଣ୍ଡ ଘଟଣାର ଦୋଷୀ ଶବନମଙ୍କୁ ହେବ ଫାଶୀ । ଯେକୌଣସି ମୁହୁର୍ତରେ ତାଙ୍କ ଡେଥ ୱାରେଂଟ ବାହାରିପାରେ । ଏପରି ସମୟରେ ଶବନମଙ୍କୁ ରାଜକ୍ଷମା ଦେବା ପାଇଁ ଆବେଦନ କରିଛନ୍ତି ତାଙ୍କ ୧୨ବର୍ଷୀୟ ପୁଅ । ଫାଶୀ ଆଶଙ୍କା ଭିତରେ ଶବନମଙ୍କ ଦୋଷ ପାଇଁ ତାଙ୍କୁ ରାଜକ୍ଷମା ଦେବା ପାଇଁ ଆବେଦନ କରିଛନ୍ତି ତାଙ୍କ ପୁଅ । ଏହାସହ ସେ ତାଙ୍କ ମାଙ୍କୁ ସାକ୍ଷାତ କରିବା ପାଇଁContinue reading “ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ଦୋଷୀ ଶବନମଙ୍କ ପାଇଁ କ୍ଷମା ଆବେଦନ କଲେ ପୁଅ । ରାଷ୍ଟ୍ରପତିଙ୍କୁ ଆବେଦନ କରି ଦୋଷ କ୍ଷମା ପାଇଁ କଲେ ନିବେଦନ ।”
ସତ ମାନିଲା ସଇତାନ୍ ଚୀନ । ଗଲୱାନ ଘାଟି ସଂଘର୍ଷରେ ୪ ମୃତ ସୈନିକଙ୍କୁ ମରଣୋତ୍ତର ସମ୍ମାନ ପରେ ପଦାକୁ ଆସିଲା ସତ ।
କନକ ବ୍ୟୁରୋ: ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ ଚୀନ୍ ବିବାଦର ସମାଧାନର ବାଟ ଫିଟିଛି । ଉଭୟ ଦେଶର ବୁଝାମଣା ପରେ ଏବେ ପୂର୍ବ ଲଦାଖର ପେଙ୍ଗଙ୍ଗ ହ୍ରଦ ନିକଟରେ ସେନା ପ୍ରତ୍ୟାହାର ଶେଷ ହୋଇଥିବା ସୂତ୍ରରୁ ସୂଚନା ମିଳିଛି । ଜାନୁଆରୀ ୧୪ରେ ଉଭୟ ରାଷ୍ଟ୍ର ମଧ୍ୟରେ ହୋଇଥିବା ବୁଝାମଣା ପରେ ଉଭୟ ଦେଶ ସେନା ପ୍ରତ୍ୟାହାର କରିଛନ୍ତି । ତେବେ ଖୁବ ଶୀଘ୍ର ଗତ ବର୍ଷ ଏପ୍ରିଲ ପୂର୍ବ ସ୍ଥିତି ଫେରିଆସିବା ନେଇ ଆଶାContinue reading “ସତ ମାନିଲା ସଇତାନ୍ ଚୀନ । ଗଲୱାନ ଘାଟି ସଂଘର୍ଷରେ ୪ ମୃତ ସୈନିକଙ୍କୁ ମରଣୋତ୍ତର ସମ୍ମାନ ପରେ ପଦାକୁ ଆସିଲା ସତ ।”