କନକ ବ୍ୟୁରୋ: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି (ଗୁରୁବାର) ପଶ୍ଚିମବଙ୍ଗରେ ପରିବର୍ତ୍ତନ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ଆରମ୍ଭ କରଛନ୍ତି। ଏହି ଅବସରରେ ଦକ୍ଷିଣ ୨୪ ପରଗାନା ଜିଲ୍ଲାରେ ଦଳ ପକ୍ଷରୁ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ଯେ, ଯଦି ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେପି ବିଜୟ ହାସଲ କରେ ତେବେ ରାଜ୍ୟରେContinue reading “ପଶ୍ଚିମବଙ୍ଗକୁ ‘ସୋନାର ବଙ୍ଗଳା’ କରିବାକୁ ପ୍ରତିଶ୍ରୁତି ଦେଲେ ଅମିତ ଶାହା । ମହିଳାଙ୍କୁ ସଂରକ୍ଷଣ ଓ ସପ୍ତମ ବେତନ କମିଶନ ଲାଗୁ କରିବାକୁ କଲେ ଘୋଷଣା ।”
Tag Archives: News
ନିଲାମ ହୋଇପାରିଲେନି ଭଜି । ଚଳିତ ଆଇପିଏଲ ଅକ୍ସନରେ ହରଭଜନ ସିଂହଙ୍କୁ କିଣିଲେନି କୌଣସି ବି ଦଳ ।
କନକ ବ୍ୟୁରୋ : ଆଇପିଏଲ୍ ଅକ୍ସନରେ ଅଲୋଡା ପଡିଗଲେ ହରଭଜନ ସିଂହ । ଚଳିତ ଆଇପିଏଲ୍ ଅକ୍ସନରେ ନିଲାମ ହୋଇପାରିନାହାନ୍ତି ଭଜି । ହରଭଜନଙ୍କୁ କିଣିନାହାନ୍ତି କୌଣସି ବି ଦଳ । ଦିନେ ନିଜ ବୋଲିଂରେ ଜଲୱା ଦେଖାଉଥିବା ହରଭଜନ ଚଳିତ ଆଇପିଏଲ୍ ଅକ୍ସନରେ କିନ୍ତୁ ଫିକା ପଡିଛନ୍ତି । ହରଭଜନ ସିଂହଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିବା ବେଳେ ନିଲାମୀ ବେଳେ ତାଙ୍କୁ କୌଣସି ଦଳ କିଣିନାହାନ୍ତି । from Kanak NewsContinue reading “ନିଲାମ ହୋଇପାରିଲେନି ଭଜି । ଚଳିତ ଆଇପିଏଲ ଅକ୍ସନରେ ହରଭଜନ ସିଂହଙ୍କୁ କିଣିଲେନି କୌଣସି ବି ଦଳ । “
ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗ: ସତ୍ୟପାଠ ଦାଖଲ କରି ଜବାବ ଦେଲା ଆନ୍ଧ୍ର । ଆସନ୍ତାକାଲି ରହିଛି ଶୁଣାଣି ।
କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଜବାବ ଦିଆଯାଇଛି । ଓଡିଶା ପକ୍ଷରୁ ଦାଏର ହୋଇଥିବା ଆବେଦନର ଜବାବ ଦାଖଲ କରିବାକୁ ଯାଇ ଆନ୍ଧ୍ର ତଥ୍ୟ ରଖିଛି ଯେ, ୨୦୦୬ ଏବଂ ୨୦୧୩ରେ ଆନ୍ଧ୍ର ପ୍ରଦେଶର ପଂଚାୟତ ନିର୍ବାଚନର ଭୋଟ୍ ହୋଇଥିଲା । ଆଉ ଏହି ସବୁ ଗାଁ ସେଥିରେ ଭୋଟ୍ ଦେଇଥିଲେ ବୋଲି ବିଜୟନଗରମ ଜିଲ୍ଲାପାଳ ସତ୍ୟପାଠ ଦାଖଲ କରିଛନ୍ତି । ସତ୍ୟପାଠରେ କୁହାଯାଇଛି, ଓଡିଶା ଦାବିContinue reading “ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗ: ସତ୍ୟପାଠ ଦାଖଲ କରି ଜବାବ ଦେଲା ଆନ୍ଧ୍ର । ଆସନ୍ତାକାଲି ରହିଛି ଶୁଣାଣି ।”
ଶାହାଙ୍କ ଫୋକସରେ ପଶ୍ଚିମବଙ୍ଗ । ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଗୃହମନ୍ତ୍ରୀ । ଭୋଟରଙ୍କୁ ନିର୍ବାଚନୀ ଥୋପ
କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଯେତିକି ହିଂସା ବଢୁଛି ସେହିପରିମାଣରେ ବିଜେପି ତାର ପ୍ରଭାବ ବିସ୍ତାର କରିଚାଲିଛି । ଏହି କ୍ରମରେ ପ୍ରତି ମାସ ବିଜେପିର କେହି ନା କେହି ବରିଷ୍ଠ ନେତା ପଶ୍ଚିମବଙ୍ଗ ଗସ୍ତ କରି ଦଳକୁ ତୃରମୂଳ ସ୍ଥରରୁ ମଜଭୂତ କରିବାକୁ ଚେଷ୍ଟା ଚଳାଇଛନ୍ତି । ଗୁରୁବାର ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ପହଂଚିଛନ୍ତି ବିଜେପିର ଚାଣକ୍ୟ କୁହାଯାଉଥିବା ଗୃହମନ୍ତ୍ରୀ ଅମିତ ଶାହା । ସେ ପଶ୍ଚିମବଙ୍ଗରେ ପହଂଚିବାContinue reading “ଶାହାଙ୍କ ଫୋକସରେ ପଶ୍ଚିମବଙ୍ଗ । ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଗୃହମନ୍ତ୍ରୀ । ଭୋଟରଙ୍କୁ ନିର୍ବାଚନୀ ଥୋପ”
ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ଖେଳାଳୀ ଭାବେ ବିକ୍ରି ହେଲେ କ୍ରିସ୍ ମୋରିସ୍ । ୧୬.୨୫ କୋଟି ଟଙ୍କାରେ କିଣିଲା ରାଜସ୍ଥାନ ରୟାଲ୍ସ ।
କନକ ବ୍ୟୁରୋ : ଆଇପିଏଲ୍ ଇତିହାସର ସବୁଠୁ ଦାମୀ ଖେଳାଳୀ ଭାବେ ବିକ୍ରି ହୋଇଛନ୍ତି ଦକ୍ଷିଣଆଫ୍ରିକାର ଷ୍ଟାର ପ୍ଲେୟାର କ୍ରିସ୍ ମୋରିସ୍ । ଯୁବରାଜ ସିଂହଙ୍କୁ ପଛରେ ପକାଇ ଆଇପିଏଲ ଇତିହାସରେ ସବୁଠୁ ଦାମୀ ଖେଳାଳୀ ବନିଛନ୍ତି ମୋରିସ୍ । ୧୬.୨୫ କୋଟି ଟଙ୍କାରେ ମୋରିସଙ୍କୁ କିଣିଛି ରାଜସ୍ଥାନ ରୟାଲ୍ସ । ତେବେ ଗତ ଆଇପିଏଲରେ କ୍ରିସ୍ ମୋରିସ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଥିଲେ । ଦମଦାର ପ୍ରଦର୍ଶନ କରିଥିବାରୁ ଏଥର ଦାମୀ ଖେଳାଳୀ ଭାବେContinue reading “ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ଖେଳାଳୀ ଭାବେ ବିକ୍ରି ହେଲେ କ୍ରିସ୍ ମୋରିସ୍ । ୧୬.୨୫ କୋଟି ଟଙ୍କାରେ କିଣିଲା ରାଜସ୍ଥାନ ରୟାଲ୍ସ ।”
ଆରସିବିକୁ ଆସିଲେ ଗ୍ଲେନ୍ ମ୍ୟାକ୍ସୱେଲ । ୧୪.୨୫କୋଟିରେ କିଣିଲା ବାଙ୍ଗାଲୋର ।
କନକ ବ୍ୟୁରୋ : ଏଥର ଆରସିବି ଟିମରେ ଜଲୱା ଦେଖାଇବେ ଅଷ୍ଟ୍ରେଲିଆର ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ । ମ୍ୟାକ୍ସୱେଲଙ୍କୁ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ୧୪.୨୫ କୋଟି ଟଙ୍କାରେ ବିକ୍ରି ହେଲେ ମ୍ୟାକ୍ସୱେଲ୍ । ତେବେ ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ଆଇପିଏଲ ଅକ୍ସନର ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଦାମୀ ଖେଳାଳୀ ଭାବେ ମ୍ୟାକ୍ସୱେଲଙ୍କର ନିଲାମୀ ହୋଇଛି । ତେବେ ପୂର୍ବରୁContinue reading “ଆରସିବିକୁ ଆସିଲେ ଗ୍ଲେନ୍ ମ୍ୟାକ୍ସୱେଲ । ୧୪.୨୫କୋଟିରେ କିଣିଲା ବାଙ୍ଗାଲୋର ।”
ମହିଳା ହିଂସାର ପେଣ୍ଠସ୍ଥଳୀ ପାଲଟିଛି ଉନାଓ । ବିଲରୁ ଅଚେତ ଅବସ୍ଥାରେ ଉଦ୍ଧାର ହେଲେ ୩ ଭଉଣୀ । ୨ ଜଣ ମୃତ, ଜଣେ ଗୁରୁତର ।
କନକ ବ୍ୟୁରୋ : ବହୁଚର୍ଚ୍ଚିତ ଉନାଓ ଗଣଦୁଷ୍କର୍ମ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଉତ୍ତରପ୍ରଦେଶର ଉନାଓସ୍ଥିତ ଆଶୋହା ପୁଲିସ୍ ଷ୍ଟେସନ୍ ଅଧୀନରେ ଦେଖିବାକୁ ମିଳିଛି ଆଉ ଏକ ଅଭାବନୀୟ ଘଟଣା। ୩ ଜଣ ଯୁବତୀ ନିଜ ବିଲକୁ କାମ କରିବାକୁ ଯାଇଥିବା ବେଳେ ସେମାନଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ଜିଲ୍ଲା ହସ୍ପିଟାଲ୍ରେContinue reading “ମହିଳା ହିଂସାର ପେଣ୍ଠସ୍ଥଳୀ ପାଲଟିଛି ଉନାଓ । ବିଲରୁ ଅଚେତ ଅବସ୍ଥାରେ ଉଦ୍ଧାର ହେଲେ ୩ ଭଉଣୀ । ୨ ଜଣ ମୃତ, ଜଣେ ଗୁରୁତର ।”
ପାଣି ମାଗିବା ବାହାନାରେ ଘରେ ବୁଲାଇଲେ କଳାକନା । ସମ୍ବଲପୁର ତୁମ୍ବେସିଙ୍ଗା ଅଞ୍ଚଳରୁ ଆସିଲା ଲୁଟର ନୂଆ ତରିକା ।
କନକ ବ୍ୟୁରୋ: ସମ୍ବଲପୁରରେ ମାତିଛନ୍ତି ଚୋର । ଏବେ ଚୋରି କରିବାର ନୂଆ ତରିକା ବାହାର କରିଛନ୍ତି ଏହି ଚୋରମାନେ । ପାଣି ମାଗିବା ବାହାନାରେ ଘରେ ପଶି ଚୋର ବୁଲାଉଛନ୍ତି କଳାକନା । ସମ୍ବଲପୁରରେ ଫିଲ୍ମ ଷ୍ଟାଇଲରେ ପାଣି ପିଇବାକୁ ମାଗି ଘରେ ପଶିଲେ କିଛି ଲୋକ । ଆଉ ବାହାରିବା ସମୟରେ ଲୁଟି ନେଇଗଲେ ଟଙ୍କା, ମୋବାଇଲ୍ , ସୁନା ଗହଣା । ଚାଲାକ ଚୋରଙ୍କର ଏସବୁ କାରନାମା କଏଦ ହୋଇଯାଇଛି ସିସିଟିଭିରେ ।Continue reading “ପାଣି ମାଗିବା ବାହାନାରେ ଘରେ ବୁଲାଇଲେ କଳାକନା । ସମ୍ବଲପୁର ତୁମ୍ବେସିଙ୍ଗା ଅଞ୍ଚଳରୁ ଆସିଲା ଲୁଟର ନୂଆ ତରିକା । “
କୃଷକଙ୍କ ରେଳ ରୋକ୍ । ରେଳ ଧାରଣାରେ ଶୋଇ ରେଳ ଅଟକାଇଲେ ଚାଷୀ । ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ପଡିଲା ପ୍ରଭାବ
କନକ ବ୍ୟୁରୋ : ଟ୍ରାକ୍ଟର ରାଲି, ଚକା ଜାମ୍ ଓ ଏବେ ରେଳ ରୋକ୍ । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି ନୂତନ କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ କୃଷକ ମାନେ ରେଳ ରୋକ କରିଛନ୍ତି । ଗୁରୁବାର କୃଷକ ସଂଗଠନ ମାନଙ୍କ ପକ୍ଷରୁ ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୪ ଟା ଯାଏ ଏହି ରେଳ ରୋକ୍ ଚାଲିଛି । ଏହି ରେଳ ରୋକରେ ଦେଶର ସମସ୍ତ ପ୍ରାନ୍ତରରୁContinue reading “କୃଷକଙ୍କ ରେଳ ରୋକ୍ । ରେଳ ଧାରଣାରେ ଶୋଇ ରେଳ ଅଟକାଇଲେ ଚାଷୀ । ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ପଡିଲା ପ୍ରଭାବ”
ବଜେଟ୍ ଅଧିବେଶନରେ ଉଠିଲା କୋଟିଆ କଳି । ବିରୋଧୀ କହିଲେ ରାଜ୍ୟର ସୀମାକୁ ନେଇ ସଚେତନ ନୁହଁନ୍ତି ସରକାର ।
କନକ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନରେ ଉଠିଲା କୋଟିଆ କଳି । ପ୍ରଥମ ଦିନରୁ ବିରୋଧୀ କୋଟିଆ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି । ଆଜି ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରିଛନ୍ତି ବିଜେପି ଓ କଂଗ୍ରେସ ଏବଂ ଗୃହ ବାହାରକୁ ଆସି ବିରୋଧୀ କହିଛନ୍ତି ରାଜ୍ୟର ସୀମାର ସୁରକ୍ଷା ପାଇଁ ସଚେତନ ନୁହଁନ୍ତି ସରକାର । ସେପଟେ ରାଜସ୍ୱ ମନ୍ତ୍ରୀ ଏହାକୁ ନେଇ ଉତ୍ତର ରଖିଛନ୍ତି । କୋଟିଆ ଓଡିଶାର ଥିଲା, ଅଛି ଓContinue reading “ବଜେଟ୍ ଅଧିବେଶନରେ ଉଠିଲା କୋଟିଆ କଳି । ବିରୋଧୀ କହିଲେ ରାଜ୍ୟର ସୀମାକୁ ନେଇ ସଚେତନ ନୁହଁନ୍ତି ସରକାର ।”