କନକ ବ୍ୟୁରୋ : ସକାଳୁ ଏକୁଟିଆ ମର୍ଣ୍ଣିଂୱାକ କରୁଥିଲେ ହୋଇଯାଆନ୍ତୁ ସାବଧାନ । ରାଜଧାନୀରେ ମାତିଛନ୍ତି ଲୁଟେରା । ଆଜି ସକାଳୁ ଜଣେ ମହିଳା ଏହିଭଳି ଲୁଟର ଶିକାର ହୋଇଛନ୍ତି । ଲକ୍ଷ୍ମୀସାଗର ଥାନା ସାମା ଆପାର୍ଟମେଂଟ ଗଳିରେ ମହିଳାଙ୍କଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି ୩ ଲୁଟେରା । ଭୁବନେଶ୍ୱର ଶାନ୍ତିନଗରରେ ରହୁଥିବା ମନୋରମା ସାହୁ ନାମକ ଏହି ମହିଳା ସାକଳ ପ୍ରାୟ ୭ଟା ବେଳେ ମର୍ଣ୍ଣିଂ ସାରି ଫେରୁଥିଲେ । ଏତିକିବେଳେ ସାମା ଆପାର୍ଟମେଂଟContinue reading “ସକାଳୁ ଏକୁଟିଆ ମର୍ଣ୍ଣିଂୱାକ କରୁଥିଲେ ସାବଧାନ : ରାଜଧାନୀରେ ମାତିଛନ୍ତି ଲୁଟେରା; ଲୁଟି ନେଉଛନ୍ତି ଅଳଙ୍କାର”
Tag Archives: News
ଲାଲକିଲ୍ଲା ହିଂସାରେ ସାମିଲ ଥିବା ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ : ଦୀପ ସିଦ୍ଧୁଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍
କନକ ବ୍ୟୁରୋ : ଲାଲକିଲ୍ଲା ହିଂସାରେ ସାମିଲ ଥିବା ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ । ଦୀପ ସିଦ୍ଧୁଙ୍କୁଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଗିରଫ କରିଛି । ଜାନୁଆରୀ ୨୬ ହିଂସା ପରଠାରୁ ସେ ଫେରାର ଥିଲେ । ଜାନୁଆରୀ ୨୬ ହିଂସା ପରଠାରୁ ଫେରାର ଥିଲେ । ଏବେ ଘଟଣାରେ ସିସିଟିଭି ଫୁଟେଜ ଯାଂଚ କରିବା ପରେ ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ । ଘଟଣାରେ ଚାଷୀଙ୍କୁ ଉସୁକାଇବା ଅଭିଯୋଗରେ ଲଭ ସିଦ୍ଧୁଙ୍କ ସମେତ ଅନ୍ୟContinue reading “ଲାଲକିଲ୍ଲା ହିଂସାରେ ସାମିଲ ଥିବା ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ : ଦୀପ ସିଦ୍ଧୁଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍”
ଚୋର ଧରିବାକୁ ଯାଇ ନାକେଦମ୍ ହେଲା ପୋଲିସ : ପିଲା ଚୋର ସନ୍ଦେହରେ ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଲେ ଗାଁ ଲୋକ
କନକ ବ୍ୟୁରୋ : ଚୋର ଧରିବାକୁ ପୁଲିସ ନାକେଦମ୍ ହୋଇଛି । ସାଦା ପୋଷାକରେ ଯାଇଥିବା ବଅଁରପାଳ ଥାନାର କିଛି ଅଧିକାରୀ ଓ କର୍ମଚାରୀଙ୍କ ଉପରେ ହୋଇଛି ନିସ୍ତୁକ ମାଡ଼ । ପିଲା ଚୋର ସନ୍ଦେହରେ ଆମନା ଓ ସଂଜପଡା ଗ୍ରାମବାସୀ ସୋମବାର ସନ୍ଧ୍ୟାରେ ପୁଲିସ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଲୋକଙ୍କ ପଥର ଓ କାଚ ବୋତଲ ମାଡରେ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଏପଟେ ପୁଲିସ ଲୋକଙ୍କୁ ବୁଝାସୁଝାContinue reading “ଚୋର ଧରିବାକୁ ଯାଇ ନାକେଦମ୍ ହେଲା ପୋଲିସ : ପିଲା ଚୋର ସନ୍ଦେହରେ ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଲେ ଗାଁ ଲୋକ”
ଉତ୍ତରାଖଣ୍ଡ ଚମୋଲିରେ ଉଦ୍ଧାରକାର୍ଯ୍ୟ ଜାରି : ହିମସ୍ଖଳନ ଘଟିବାରୁ ବର୍ତ୍ତମାନ ସୁଦ୍ଧା ୨୬ମୃତଦେହ ଉଦ୍ଧାର; ଏବେ ବି ୧୭୧ ଜଣ ଲୋକ ନିଖୋଜ
କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚମୋଲିରେ ପ୍ରଳୟ ରଚିଛି ହିମସ୍ଖଳନ । ଗ୍ଲାସିୟର ଫାଟି ଆସିଥିବା ବିପର୍ଯ୍ୟୟରେ ଅନେକ ଅଂଚଳ ଛାରଖାର ହୋଇଯାଇଛି । ଏବେ ସୁଦ୍ଧା ୨୬ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବାବେଳେ ୨ଶହରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଆଜି ବି ଫଶିରହିଥିବା ଲୋକଙ୍କୁ ବାହାର କରିବା ପାଇଁ ତପୋବନରେ ଥିବା ଦ୍ୱିତୀୟ ସୁଢ଼ଙ୍ଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିନ୍ତୁ କାଦୁଅ, ମାଟିରେ ଭର୍ତି ହୋଇଥିବାରୁ ସୁଢ଼ଙ୍ଗର ମାତ୍ରContinue reading “ଉତ୍ତରାଖଣ୍ଡ ଚମୋଲିରେ ଉଦ୍ଧାରକାର୍ଯ୍ୟ ଜାରି : ହିମସ୍ଖଳନ ଘଟିବାରୁ ବର୍ତ୍ତମାନ ସୁଦ୍ଧା ୨୬ମୃତଦେହ ଉଦ୍ଧାର; ଏବେ ବି ୧୭୧ ଜଣ ଲୋକ ନିଖୋଜ”
ଉହାନରୁ ବ୍ୟାପିଥିଲା କି କରୋନା ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହାତରେ ବଡ଼ ପ୍ରମାଣ : ସି ଫୁଡ ମାର୍କେଟରୁ ଭାଇରସ ବ୍ୟାପିଥିବା କହିଲେ ଡବ୍ଲୁଏଚଓ ଟିମର ସଦସ୍ୟ
କନକ ବ୍ୟୁରୋ : ବିଶ୍ୱ ମହାମାରୀ କରୋନା ଭୂତାଣୁ, ଚୀନର ଉହାନରୁ ବ୍ୟାପିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହାତରେ ପ୍ରମାଣ ଲାଗିଛି । ଚୀନରେ ଥିବା ଡବ୍ଲୁଏଚଓର ୧୪ ଜଣିଆ ଯାଂଚକାରୀ ଦଳ ଏସଂପର୍କିତ ଗୁରୁତ୍ୱପୂର୍ଣ୍ଣ ସୁରାକ ପାଇଥିବା ଜଣାପଡିଛି । ଉହାନରେ ଥିବା ସି-ଫୁଡ ମାର୍କେଟରୁ ଏହି ମାରାତ୍ମକ ଭୂତାଣୁ ବ୍ୟାପିଛି ବୋଲି ଯାଂଚକାରୀ ଟିମର ନେତୃତ୍ୱ ନେଉଥିବା ଜୀବବିଜ୍ଞାନୀ ପିଟର ଦସଜ୍ୟାକ୍ ସୂଚନା ଦେଇଛନ୍ତି । ଏବେ ଡବ୍ଲୁଏଚଓର ୧୪ ଜଣିଆ ତଦନ୍ତକାରୀContinue reading “ଉହାନରୁ ବ୍ୟାପିଥିଲା କି କରୋନା ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହାତରେ ବଡ଼ ପ୍ରମାଣ : ସି ଫୁଡ ମାର୍କେଟରୁ ଭାଇରସ ବ୍ୟାପିଥିବା କହିଲେ ଡବ୍ଲୁଏଚଓ ଟିମର ସଦସ୍ୟ”
ଜେଲରୁ ମୁକୁଳିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାନ୍ଧବୀ ଶଶୀକଳା । କହିଲେ, ‘ମୁଁ ଫେରୁଛି… ଦେଖ କ’ଣ ହଉଛି’?…
ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଜେଲରୁ ମୁକ୍ତ ହୋଇ ପଦାକୁ ବାହାରି ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାନ୍ଧବୀ ତଥା ଘନିଷ୍ଠ ସହଯୋଗୀ ଶଶୀକଳା ଖୁବ୍ ଶୀଘ୍ର ‘ପୂର୍ଣ୍ଣକାଳୀନ’ ରାଜନୀତିକୁ ଫେରିବେ ବୋଲି ଆଜି ଘୋଷଣା କରିଛନ୍ତି। ସୋମବାର ଦିନ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ଆଲୋଚନା କାଳରେ ଶଶୀକଳା କହିଛନ୍ତି, ମୁଁ ଖୁବ୍ ଶୀଘ୍ର ପୂର୍ଣ୍ଣକାଳୀନ ରାଜନୀତିରେ ପ୍ରବେଶ କରି ଆପଣମାନଙ୍କୁ ଭେଟିବି; ସବୁ ପ୍ରଶ୍ନର ଉତ୍ତର ରଖିବି। ଶଶୀକଳାଙ୍କ ଏହି ଘୋଷଣା ଏବେ ଏଆଇଏଡିଏମ୍କେ ରାଜନୀତିରେContinue reading “ଜେଲରୁ ମୁକୁଳିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାନ୍ଧବୀ ଶଶୀକଳା । କହିଲେ, ‘ମୁଁ ଫେରୁଛି… ଦେଖ କ’ଣ ହଉଛି’?…”
ଆଜିଠୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ସାହାଣ ମେଲା ଦର୍ଶନ : ଗର୍ଭଗୃହକୁ ଯାଇ ଶ୍ରୀଜିଉଙ୍କୁ ଜଳ, କ୍ଷୀର ଓ ବେଲପତ୍ର ଲାଗି କରିପାରିବେ ଶ୍ରଦ୍ଧାଳୁ
କନକ ବ୍ୟୁରୋ : ଆଜିଠାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଛି । ଅର୍ଥାତ ମନ୍ଦିର ଗର୍ଭଗୃହ ଭିତରକୁ ଯାଇ ଠାକୁରଙ୍କୁ ଜଳ, ଖିର ଓ ବେଲପତ୍ର ଆଦି ଲାଗି କରିପାରିବେ । ଦୀର୍ଘ ଦିନର କଟକଣା ପରେ ମହାପ୍ରଭୁଙ୍କ ଶକ୍ତି ନିକଟକୁ ଯାଇ ପୂଜାର୍ଚ୍ଚନା କରିପାରିବେ । ଗତ ୨ ତାରିଖରେ ବିଏମସି କମିଶନରଙ୍କ ସହ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଥିଲା । ତେବେ କରୋନା ସଂକ୍ରମଣକୁContinue reading “ଆଜିଠୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ସାହାଣ ମେଲା ଦର୍ଶନ : ଗର୍ଭଗୃହକୁ ଯାଇ ଶ୍ରୀଜିଉଙ୍କୁ ଜଳ, କ୍ଷୀର ଓ ବେଲପତ୍ର ଲାଗି କରିପାରିବେ ଶ୍ରଦ୍ଧାଳୁ”
ଉତ୍ତରାଖଣ୍ତ ହିମସ୍ଖଳନରେ ଓଡ଼ିଆ ଯୁବକ ନିଖୋଜ : ନିଖୋଜ ଯୁବକ ଭଦ୍ରକ ଜିଲ୍ଲାର; ରବି ଦାସଙ୍କ ପୁଅ ନାଗାର୍ଜୁନ ଦାସ
କନକ ବ୍ୟୁରୋ : ଉତ୍ତରାଖଣ୍ଡ ହିମସ୍ଖଳନରେ ଭଦ୍ରକ ଜିଲ୍ଲା ଧାମରା ଅଂଚଳର ଜଣେ ଯୁବକ ନିଖୋଜ ହୋଇଛନ୍ତି । ବାଂଶଡା ଥାନା ଯଶିପୁର ପଂଚାୟତ କୁଦରକାନ୍ଥି ଗାଁର ରବି ଦାସଙ୍କ ପୁଅ ନାଗାର୍ଜୁନ ଦାସଙ୍କ ପତା ମିଳୁନି । ଉତ୍ତରାଖଣ୍ଡ ଋଷିଗଙ୍ଗା ଶକ୍ତି ପ୍ରକଳ୍ପ ଅନ୍ତର୍ଗତ ତପୋବନର ରେଣୀ ବ୍ୟାରେଜରେ ନାଗାର୍ଜୁନ ୨୦୨୦ ନଭେମ୍ବର ୫ ତାରିଖଠାରୁ ଇଲେକ୍ଟ୍ରିସିଆନ୍ ଭାବେ କାମ କରୁଥିଲେ । ରବିବାର ହୋଇଥିବା ଭୟଙ୍କର ହିମସ୍ଖଳନରେ ଶତାଧିକ ଶ୍ରମିକ ନିଖୋଜ ହୋଇଯାଇଥିବା ବେଳେContinue reading “ଉତ୍ତରାଖଣ୍ତ ହିମସ୍ଖଳନରେ ଓଡ଼ିଆ ଯୁବକ ନିଖୋଜ : ନିଖୋଜ ଯୁବକ ଭଦ୍ରକ ଜିଲ୍ଲାର; ରବି ଦାସଙ୍କ ପୁଅ ନାଗାର୍ଜୁନ ଦାସ”
ସ୍କୁଟି ଚାଳକଙ୍କୁ ୨୬ହଜାର ଫାଇନ୍ : ନାବାଳକଙ୍କୁ ବାଇକ୍ ଚଳାଇବା ଉପରେ କଟକଣା ରହିଥିବାରୁ କଟିଲା ଚାଲାଣ
କନକ ବ୍ୟୁରୋ : ସ୍କୁଟି ଚଳାଉଥିବା ନାବାଳକଙ୍କ ଉପରେ ମୋଟର ଆଇନ ଉଲଂଘନ ଅଭିଯୋଗରେ ୨୬ ହଜାର ଟଙ୍କା ଜରିମାନା ଚାଲଣ କଟାଯାଇଛି । ସମ୍ବଲପୁର ଜିଲ୍ଲା ସମଲେଶ୍ୱରୀ ମନ୍ଦିର ଛକଠାରେ ଜଣେ ନାବାଳକ ସ୍କୁଟି ଚଳାଇ ଯାଉଥିବା ବେଳେ ଏମଭିଆଇ ଚେକିଂରେ ଧରାପଡିଛନ୍ତି । ଦୁଇ ଜଣ ନାବାଳକ ସ୍କୁଟି ନେଇ କଲେଜକୁ ଆସୁଥିଲେ । ଉଭୟ ଚାଳକ ଓ ପଛରେ ବସିଥିବା ନାବାଳକ କେହି ହେଲମେଟ ପିନ୍ଧିନଥିଲେ । ଚେକିଂରେ ଧରାପଡ଼ିବା ପରେ ୨୬Continue reading “ସ୍କୁଟି ଚାଳକଙ୍କୁ ୨୬ହଜାର ଫାଇନ୍ : ନାବାଳକଙ୍କୁ ବାଇକ୍ ଚଳାଇବା ଉପରେ କଟକଣା ରହିଥିବାରୁ କଟିଲା ଚାଲାଣ”
ଯାଜପୁର ପୋଲିସକୁ ବଡ ସଫଳତା : ୫ଲୁଟେରାଙ୍କୁ ଗିରଫ କଲା ପୋଲିସ; ବିପୁଳ ପରିମାଣର ଲୁଟ ସାମଗ୍ରୀ ଜବତ
କନକ ବ୍ୟୁରୋ : ଯାଜପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ୧୧ଟି ମୋବାଇଲ ଫୋନ, ୨ଟି ଲାପଟପ୍, ୩ଟି ଏଲଇଡି ଟିଭି, କ୍ୟାମେରା, ଜେରକ୍ସ ମେସିନ୍, ମ୍ୟୁଜିକ୍ ସିଷ୍ଟମ, ଇନଭଟର୍ ମେସିନ୍ ଓ ବ୍ୟାଟେରୀ ଏବଂ ୪ଟ ।Continue reading “ଯାଜପୁର ପୋଲିସକୁ ବଡ ସଫଳତା : ୫ଲୁଟେରାଙ୍କୁ ଗିରଫ କଲା ପୋଲିସ; ବିପୁଳ ପରିମାଣର ଲୁଟ ସାମଗ୍ରୀ ଜବତ”