ଡକାୟତ ଗ୍ୟାଙ୍ଗରେ ସାଂସଦଙ୍କ ପ୍ରତିନିଧି ! ଅପରାଜିତାଙ୍କ ସହ ଅଭିଯୁକ୍ତର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ।

କନକ ବ୍ୟୁରୋ  : ଡକାୟତ ଗ୍ୟାଙ୍ଗରେ ସାଂସଦଙ୍କ ପ୍ରତିନିଧି! ଏଭଳି ଏକ ସାଂଘାତିକ ଘଟଣା ଏବେ ସାମ୍ନାକୁ ଆସିଛି । ଗତ ୭ ତାରିଖରେ ସହିଦନଗର ପୋଲିସ ଗିରଫ କରିଥିବା ଏକ ଡକାୟତ ଗ୍ୟାଙ୍ଗରେ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଥିବା କୁହାଯାଉଛି । ଏପରିକି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହ ଗିରଫ ହୋଇଥିବା ଅଭିଯୁକ୍ତର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ମିଳିଥିବା ସୂଚନା ମୁତାବକ, ଗତ ୭ ତାରିଖ ରାତିରେ ରାଜଧାନୀରେ ଏକContinue reading “ଡକାୟତ ଗ୍ୟାଙ୍ଗରେ ସାଂସଦଙ୍କ ପ୍ରତିନିଧି ! ଅପରାଜିତାଙ୍କ ସହ ଅଭିଯୁକ୍ତର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ।”

ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ରାଜୀବ କପୁରଙ୍କ ପରଲୋକ : ବଲିଉଡ ଜଗତରେ ଶୋକର ଛାୟା

କନକ ବ୍ୟୁରୋ : ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ରାଜୀବ କପୁରଙ୍କ ୫୮ ବର୍ଷ ବୟସରେ ପରଲୋକ। ସେ ଋଷି କପୁର ଓ ରଣଧୀର କପୁରଙ୍କ ସାନ ଭାଇ । ‘ରାମ ତୈରୀ ଗଙ୍ଗା ମୈଲୀ’ର ଏହି କଳାକାରଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି । ତାଙ୍କର ଅକାଳ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ ପ୍ରଖ୍ୟାତ ଚଳଚ୍ଚିତ୍ର ସମୀକ୍ଷକ ତଥା ବାଣିଜ୍ୟ ବିଶ୍ଳେଷକ କୋମଲ ନହଟା ଟ୍ୱିଟରରେ ଶୋକ ପ୍ରକାଶContinue reading “ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ରାଜୀବ କପୁରଙ୍କ ପରଲୋକ : ବଲିଉଡ ଜଗତରେ ଶୋକର ଛାୟା”

ମଣ୍ଡିରେ ପଡିରହିଛି ବସ୍ତା ବସ୍ତା ଧାନ : ଧାନ ଉଠୁନଥିବାରୁ ନିଆଳି ବ୍ଲକ ଧାନ ମଣ୍ଡିରେ ଶୀତ କାକରରେ ପଡିରହିଛନ୍ତି ଚାଷୀ

କନକ ବ୍ୟୁରୋ : ମଣ୍ଡିରେ ଧାନ ନ ଉଠିବାରୁ ମଣ୍ଡିରେ ଚାଷୀ ଶୀତ କାକରରେ ପଡିରହିଛନ୍ତି । ଥଣ୍ଡାରୁ ରକ୍ଷା ପାଇବା ପାଇଁ ଚାଷୀମାନେ ପଲିଥିନ ତଳେ ରହୁଛନ୍ତି । ଏହା ହେଉଛି କଟକ ଜିଲ୍ଲା ନିଆଳି ବ୍ଲକ ତାମ୍ପଦାର ଧାନମଣ୍ଡିର ଦୃଶ୍ୟ । ମଣ୍ଡି ଖୋଲୁ ନଥିବା ଯୋଗୁଁ ୮ ଦିନ ହେଲା ଖୋଲା ଆକାଶ ତଳେ ଶୀତ କାକର ଧାନକୁ ଜଗି ବସିଛି ଚାଷୀ । ମାଧବ ସେବା ସମବାୟ ସମିତି ଅଧୀନରେ ଥିବାContinue reading “ମଣ୍ଡିରେ ପଡିରହିଛି ବସ୍ତା ବସ୍ତା ଧାନ : ଧାନ ଉଠୁନଥିବାରୁ ନିଆଳି ବ୍ଲକ ଧାନ ମଣ୍ଡିରେ ଶୀତ କାକରରେ ପଡିରହିଛନ୍ତି ଚାଷୀ”

କୋଟିଆ ଅଭିମୁଖେ ରାଜ୍ୟ ବିଜେପିର ଟିମ : ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସହ ଗଲେ ୧୦ ଜଣିଆ ଟିମ

କନକ ବ୍ୟୁରୋ : କୋଟିଆ ଅଭିମୁଖେ ରାଜ୍ୟ ବିଜେପିର ଟିମ । ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସହ ୧୦ ଜଣିଆ ଟିମ କୋଟିଆ ଅଭିମୁଖେ ଯାଇଛନ୍ତି । କୋଟିଆରେ ଆନ୍ଧ୍ର ନିର୍ବାଚନ ଷଡଯନ୍ତ୍ର କରୁଥିବା ବେଳେ ବିଜେପି ଟିମ ପହଚିଂ ସ୍ଥିତି ଅନୁଧ୍ୟାନ କରିବ । ପୂର୍ବରୁ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଆସୁଛି ବିଜେପି । ଦଳର ନେତା କହିଛନ୍ତି, ସେଠାରେ କେତୋଟି ଗାଁ ରହିଛିContinue reading “କୋଟିଆ ଅଭିମୁଖେ ରାଜ୍ୟ ବିଜେପିର ଟିମ : ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସହ ଗଲେ ୧୦ ଜଣିଆ ଟିମ”

ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ କେଳେଙ୍କାରୀ ଘଟଣା : କିରାଣୀ ଗିରଫ ପରେ ଅଧିକାରୀ ଛାନିଆ; କାହାଠାରୁ ସାହାସ ପାଇ ସଂସ୍ଥାରେ ଯୌନ କେଳେଙ୍କାରୀ ଚଲାଇଥିଲା ସୁରେଶ

କନକ ବ୍ୟୁରୋ : ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ କେଳେଙ୍କାରୀ ପଦାକୁ ଆସିବା ପରେ ଏବେ ରାଜ୍ୟବ୍ୟାପି ହଇଚଇ ସୃଷ୍ଟି ହୋଇଛି । ଅନୁଷ୍ଠାନର ପୂର୍ବତନ ସଂପାଦକ ସୁରେଶ ବେହେରା ଓ ଖୋର୍ଦ୍ଧା ଜିଲ୍ଲା ସାମାଜିକ ନିରାପତା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀଙ୍କୁ ମିଶାଇ ମାମଲାରେ ୬ଜଣଙ୍କୁ ଗିରଫ କରାଯାଇଛି । ହେଲେ ସରକାରୀ ଅନୁଦାନକୁ ଆତ୍ମସାତ କରିବାରେ ସହଯୋଗ କରୁଥିବା କିରାଣି ବନ୍ଧା ହେବା ପରେ ଏବେ ଅଧିକାରମାନଙ୍କ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି । ଜଣେContinue reading “ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ କେଳେଙ୍କାରୀ ଘଟଣା : କିରାଣୀ ଗିରଫ ପରେ ଅଧିକାରୀ ଛାନିଆ; କାହାଠାରୁ ସାହାସ ପାଇ ସଂସ୍ଥାରେ ଯୌନ କେଳେଙ୍କାରୀ ଚଲାଇଥିଲା ସୁରେଶ”

ଚେନ୍ନାଇ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ । ୨୨୭ ରନରେ ଜିତିଲା ଇଂଲଣ୍ଡ । ୪ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ ଇଣ୍ଡିଆ

କନକ ବ୍ୟୁରୋ : ଚେନ୍ନାଇରେ ହୋଇଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ହୋଇଛି । ଏହି ମ୍ୟାଚରେ ଭାରତଠାରୁ ଇଂଲଣ୍ଡ ୨୨୭ ରନରେ ବିଜୟଲାଭ କରିଛି । ଫଳରେ ଦୀର୍ଘ ୪ ବର୍ଷ ପରେ ଭାରତ ଘରୋଇ ମାଟିରେ ଟେଷ୍ଟ ମ୍ୟାଚ ହାରିଛି । ଏହା ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୭ରେ ଟେଷ୍ଟ ମ୍ୟାଚରେ ପରାଜିତ ହୋଇଥିଲା । ଏହି ମ୍ୟାଚରେ ଭାରତକୁ ୪୨୦ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲାContinue reading “ଚେନ୍ନାଇ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ । ୨୨୭ ରନରେ ଜିତିଲା ଇଂଲଣ୍ଡ । ୪ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ ଇଣ୍ଡିଆ”

ନକଲି ଘିଅ ପରେ ନଷ୍ଟ ହେଲା ନକଲି ମସଲା : ଜଗତପୁରରେ ବସ୍ତା ବସ୍ତା ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡାକୁ ପଡିଆରେ ଫୋପାଡିଲା ପୁଲିସ

କନକ ବ୍ୟୁରୋ : ଦିନକ ତଳେ ନକଲି ସୁବାଷ ଘିଅକୁ ପୋତିଥିଲା ପୁଲିସ । ଆଉ ଆଜି ନକଲି ମସଲାକୁ ନଷ୍ଟ କରାଯାଉଛି ।  କିଛି ମାସ ମଧ୍ୟରେ କଟକରେ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ନକଲି ମସଲା ଜବତ କରାଯାଇଥିଲା । ଏହି ନକଲି ମସଲାକୁ ବଜାରକୁ ଛାଡିବାକୁ ବସିଥିଲେ ଅପମିଶ୍ରଣକାରୀ । ଏବେ ପୁଲିସ ଏହି ସବୁ ମସଲାକୁ ଏକ ପଡିଆରେ ନେଇ ନଷ୍ଟ  କରିଛି । from Kanak NewsContinue reading “ନକଲି ଘିଅ ପରେ ନଷ୍ଟ ହେଲା ନକଲି ମସଲା : ଜଗତପୁରରେ ବସ୍ତା ବସ୍ତା ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡାକୁ ପଡିଆରେ ଫୋପାଡିଲା ପୁଲିସ”

ସୋସିଆଲ ମିଡିଆରେ ବିଜେପିକୁ ମାତ ଦେବା ପାଇଁ କଂଗ୍ରେସର ରଣନୀତି : ଆରମ୍ଭ ହେଲା ‘ଜଏନ କଂଗ୍ରେସ ସୋସିଆଲ ମିଡିଆ’ କ୍ୟାମ୍ପେନ

କନକ ବ୍ୟୁରୋ : ସୋସିଆଲ ମିଡିଆରେ ବିଜେପିକୁ ମାତ ଦେବା ପାଇଁ କଂଗ୍ରେସର ରଣନୀତି । ଆରମ୍ଭ ହେଲା ଜଏନ କଂଗ୍ରେସ ସୋସିଆଲ ମିଡିଆ କ୍ୟାମ୍ପେନ । ସାରା ଦେଶରେ ସୋସିଆଲ ମିଡିଆ ଯୋଦ୍ଧା ପ୍ରସ୍ତୁତ କରିବ କଂଗ୍ରେସ । ସୋସିଆଲ ମିଡିଆରେ ଲୋକଙ୍କ ମତାମତ ଓ ସୋସିଆଲ ମିଡିଆରେ ଲୋକପ୍ରିୟତା ଦେଖି ଏହି ଜଏନ କଂଗ୍ରେସ ସୋସିଆଲ ମିଡିଆ କ୍ୟାମ୍ପେନ ଆରମ୍ଭ କରାଯାଇଛି । ଶୁଭାରମ୍ଭ କଲେ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ୨୧ଟିContinue reading “ସୋସିଆଲ ମିଡିଆରେ ବିଜେପିକୁ ମାତ ଦେବା ପାଇଁ କଂଗ୍ରେସର ରଣନୀତି : ଆରମ୍ଭ ହେଲା ‘ଜଏନ କଂଗ୍ରେସ ସୋସିଆଲ ମିଡିଆ’ କ୍ୟାମ୍ପେନ”

ରାଜ୍ୟସଭାରେ କୋଷ୍ଟାଲ ହାଇୱେ ନେଇ ଗଡକରୀଙ୍କ ବୟାନ ପ୍ରସଙ୍ଗ : ଉଦବେଗ ପ୍ରକାଶ କଲେ ସଞ୍ଜୟ ଦାସବର୍ମା; କହିଲେ, କୋଷ୍ଟାଲ ହାଇୱେ ଓଡିଶାର ଭାଗ୍ୟ ଭବିଷ୍ୟତ

କନକ ବ୍ୟୁରୋ : କୋଷ୍ଟାଲ ହାଇୱେ ନେଇ ରାଜ୍ୟସଭାରେ ଅଣ ତାରକାଙ୍କ ପ୍ରଶ୍ନରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଏହି ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା । କହିଛନ୍ତି, ସେ ପ୍ରଥମରୁ ଯେଉଁ ସନେଦହ କରିଥିଲେ ତାହା ସ୍ପଷ୍ଟ ହୋଇଛି । ୪୩୫ କିଲୋମିଟରର ଉପକୂଳ ହାଇୱେ ଗୋପାଳପୁରରୁ ଦୀଘା ଯିବା କଥା ସେଥିରୁ ୫୦ କିଲୋମିଟର ହ୍ରାସ ପାଇ ୩୮୨ କିଲୋମିଟର ହୋଇଛିContinue reading “ରାଜ୍ୟସଭାରେ କୋଷ୍ଟାଲ ହାଇୱେ ନେଇ ଗଡକରୀଙ୍କ ବୟାନ ପ୍ରସଙ୍ଗ : ଉଦବେଗ ପ୍ରକାଶ କଲେ ସଞ୍ଜୟ ଦାସବର୍ମା; କହିଲେ, କୋଷ୍ଟାଲ ହାଇୱେ ଓଡିଶାର ଭାଗ୍ୟ ଭବିଷ୍ୟତ”

ରାଜ୍ୟସଭାରେ କାନ୍ଦିଲେ ନରେନ୍ଦ୍ର ମୋଦି : ଗୁଲାମ ନବୀଙ୍କ ସଂପର୍କରେ କହିବା ବେଳେ ବାସ୍ପରୁଦ୍ଧ ହୋଇଗଲା କଣ୍ଠ

କନକ ବ୍ୟୁରୋ : ରାଜ୍ୟସଭାରେ କାନ୍ଦିଲେ ମୋଦି । ଏମିତି ଦୃଶ୍ୟ ଦେଶବାସୀ କେବେ ଦେଖିନଥିଲେ । ଦେଶର ଉନ୍ନତି ପାଇଁ କଠୋରରୁ କଠୋର ନିଷ୍ପତି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଖି ଏଭଳି ଛଳ ଛଳ ହୋଇଯିବ କେହି କେବେ କଳ୍ପନା କରିନଥିବେ । କଥା କହିପାରୁନଥିଲେ । ପଦିଏ କହି ଢୋକେ ପାଣିପିଉଥିଲେ । କଣ୍ଠ ବାସ୍ପରୁଦ୍ଧ ହୋଇପହୁଥିଲା । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଦେଶର ପ୍ରଧାନମନ୍ତ୍ରୀଙ୍କ ଏହି ଭାବବିହ୍ୱଳତା ଥିଲା ବିରୋଧୀ ଦଳରContinue reading “ରାଜ୍ୟସଭାରେ କାନ୍ଦିଲେ ନରେନ୍ଦ୍ର ମୋଦି : ଗୁଲାମ ନବୀଙ୍କ ସଂପର୍କରେ କହିବା ବେଳେ ବାସ୍ପରୁଦ୍ଧ ହୋଇଗଲା କଣ୍ଠ”

Design a site like this with WordPress.com
Get started