କନକ ବ୍ୟୁରୋ : ଗାଁରୁ ଆରମ୍ଭ ହୋଇଥିବା ଜୀବନ ଗାଁରେ ହିଁ ଶେଷ ହେବ । ଶେଷ ନିଶ୍ୱାସ ଥିବା ଯାଏଁ ଗାଁ ପାଇଁ କାମ କରିବେ । କନ୍ଧ ରାଜ୍ୟରୁ ଅନ୍ଧ ବିଶ୍ୱାସ ଦୂର କରିବା ଲକ୍ଷ୍ୟ ନେଇ ଚାକିରିରୁ ଅବସର ପରେ ଗାଁରେ ରହୁଛନ୍ତି ଆଇଏଏସ୍ ଶଙ୍କର ନାରାୟଣ ପାଣିଗ୍ରାହୀ । ନିପଟ ମଫସଲରୁ ଦିଲ୍ଲୀରେ ଚାକିରି ଜୀବନ ଶେଷ କରିବା ପରେ ଗାଁକୁ ଫେରି ଅତିନିରାଡମ୍ବର ଜୀବନ ଜିଉଁଛନ୍ତି ଶଙ୍କର ନାରାୟଣ ।Continue reading “ଭଞ୍ଜନଗରର ନିଆରା ବ୍ୟକ୍ତିତ୍ୱ ଅବସର ପ୍ରାପ୍ତ ଆଇଏଏସ ଅଫିସର ଶଙ୍କର ନାରାୟଣ । ୩୨ ବର୍ଷର ଚାକିରି ସରିବା ପରେ ଗାଁକୁ ଫେରିଲେ । ଅନ୍ଧ ବିଶ୍ୱାସକୁ ଦୂର କରିବା ଉଦେଶ୍ୟରେ ଜାରି ରଖିଛନ୍ତି ପ୍ରୟାସ ।”
Tag Archives: News
ରମାଦେବୀରେ ୪ଟି ବିଲ୍ଡିଂର ଲୋକାର୍ପଣ । ୩୩ କୋଟି ଟଙ୍କାରେ ୪ଟି ବିଲ୍ଡିଂ ନିର୍ମାଣ କରାଯାଇଛି । ଏହାସହ ୧୮ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୪ଟି ବିଲ୍ଡିଂର ଲୋକାର୍ପଣ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩ କୋଟି ଟଙ୍କାରେ ଏହି ୪ଟି ବିଲ୍ଡିଂ ନିର୍ମାଣ କରାଯାଇଛି । ଏକାଡେମିକ ବ୍ଲକ ୨ ଓ ୩ ଏବଂ ଅନ୍ୱେଷା ଛାତ୍ରୀ ନିବାସ ଲୋକାର୍ପିତ ହୋଇଛି । କୁନ୍ତଳା କୁମାରୀ ଗ୍ରନ୍ଥାଗାର ମଧ୍ୟ ଲୋକାର୍ପିତ ହୋଇଛି । ଏହାସହ ମୁଖ୍ୟମନ୍ତ୍ରୀ ରମାଦେବୀରେ ୧୮ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ଘୋଷଣା କରିଛନ୍ତି ।Continue reading “ରମାଦେବୀରେ ୪ଟି ବିଲ୍ଡିଂର ଲୋକାର୍ପଣ । ୩୩ କୋଟି ଟଙ୍କାରେ ୪ଟି ବିଲ୍ଡିଂ ନିର୍ମାଣ କରାଯାଇଛି । ଏହାସହ ୧୮ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ”
ରାସ୍ତାରେ ନୀଳାଚଳ ଇସ୍ପାତ କାରଖାନାର ଶ୍ରମିକ । ବାର ଘଂଣ୍ଟିଆ ରାସ୍ତାରୋକ ଯୋଗୁଁ ଯାଜପୁର ଶିଳ୍ପାଞ୍ଚଳରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଠପ୍ ।
କନକ ବ୍ୟୁରୋ : ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଂଚଳରେ ଥିବା ରାଷ୍ଟ୍ରାୟତ ଉଦ୍ୟୋଗ ପରିଚାଳିତ ନୀଳାଚଳ ଇସ୍ପାତ କାରଖାନାର ଶ୍ରମିକମାନେ ବାର ଘଂଟିଆ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି । ଦଶ ମାସର ବକେୟା ଦରମା ପ୍ରଦାନ ଏବଂ ଗଚ୍ଛିତ ହୋଇ ରହିଥିବା ଉତ୍ପାଦିତ ମାଲକୁ ଅନ୍ୟତ୍ର ବିକ୍ରି ପାଇଁ ହେଉଥିବା ମସୁଧାକୁ ବିରୋଧ କରି ଆନ୍ଦୋଳନ ଡାକରା ଦିଆଯାଇଛି । ଫଳରେ ଡୁବୁରୀ ଯାଜପୁର ରୋଡ ମୁଖ୍ୟରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଘଟଣାସ୍ଥଳରେContinue reading “ରାସ୍ତାରେ ନୀଳାଚଳ ଇସ୍ପାତ କାରଖାନାର ଶ୍ରମିକ । ବାର ଘଂଣ୍ଟିଆ ରାସ୍ତାରୋକ ଯୋଗୁଁ ଯାଜପୁର ଶିଳ୍ପାଞ୍ଚଳରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଠପ୍ ।”
କେମିତି ଥିଲା ଜଳପ୍ରଳୟର ବିକଟାଳ ରୂପ ? ଚମୋଲି ଗାଁ ଲୋକେ ବଖାଣିଲେ ଲୋମଟାଙ୍କୁରା ଅନୁଭୂତି ।
କନକ ବ୍ୟୁରୋ: ଋଷିଗଙ୍ଗା ନଦୀର ଉପରମୁଣ୍ଡରେ ରହିଥିବା ଚାମୋଲି ଜିଲ୍ଲାର ତପୋବନ ଅଞ୍ଚଳରେ ନନ୍ଦା ଦେବୀ ଗ୍ଲାସିୟରର ଗୋଟିଏ ଅଂଶ ଭୁଶୁଡ଼ି ପଡ଼ିବାରୁ (ହିମସ୍ଖଳନ) ୧୭୦ରୁ ଅଧିକ ଲୋକ ଭାସି ଯାଇଥିବାର ଆଶଙ୍କା କରାଯାଉଛି। ବର୍ତମାନ ସୁଦ୍ଧା ୧୪ ଜଣଙ୍କର ଶବ ଉଦ୍ଧାର କରାଯାଇଥିବା ବେଳେ ଋଷିଗଙ୍ଗା ନଦୀରେ ନିର୍ମାଣାଧୀନ ଏକ ବିଦ୍ୟୁତ୍ ପ୍ରକଳ୍ପ ଭାସିଯାଇଥିବାରୁ ଏଥିରେ ୨୦୨ଜଣ ଶ୍ରମିକ ମଧ୍ୟ ଭାସିଯାଇଥିବା ଅନୁମାନ କରାଯାଇଛି। ତେବେ ଚମୋଲିର ତପୋବନ ନିକଟ ଏକ ଟନେଲରେ ଫସି ରହିଥିବାContinue reading “କେମିତି ଥିଲା ଜଳପ୍ରଳୟର ବିକଟାଳ ରୂପ ? ଚମୋଲି ଗାଁ ଲୋକେ ବଖାଣିଲେ ଲୋମଟାଙ୍କୁରା ଅନୁଭୂତି ।”
ଲୋକସଭା ବୈଠକ ପୂର୍ବରୁ କଂଗ୍ରେସର ବରିଷ୍ଠ ସଂସଦୀୟ ନେତା ଓ କିଛି ବିିରୋଧୀ ଦଳର ନେତାଙ୍କ ସହିତ ବୈଠକ କଲେ ରାହୁଲ ଗାନ୍ଧୀ । ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଲା ମାଷ୍ଟର ପ୍ଲାନ୍
କନକ ବ୍ୟୁରୋ: ଲୋକସଭା ବୈଠକ ପୂର୍ବରୁ ସୋମବାର ଦିନ ରାହୁଲ ଗାନ୍ଧୀ, କଂଗ୍ରେସର ବରିଷ୍ଠ ସଂସଦୀୟ ନେତା ଓ କିଛି ବିରୋଧୀଦଳ ନେତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଂଗ୍ରେସ ସମେତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ଡିଏମକେ ଓ ଅନ୍ୟ କିଛି ଦଳର ନେତା ମାନେ ସାମିଲ ହୋଇଥିଲେ । କୁହାଯାଉଛି କି ଲୋକସଭାରେ ସରକାରଙ୍କ ଘେରିବାକୁ ଏହି ବୈଠକରେ ଯୋଜନା ପ୍ରସ୍ତୁତ ହୋଇଛି । ଆଗାମୀ ଲୋକସଭା ବୈଠକରେ ବିରୋଧୀContinue reading “ଲୋକସଭା ବୈଠକ ପୂର୍ବରୁ କଂଗ୍ରେସର ବରିଷ୍ଠ ସଂସଦୀୟ ନେତା ଓ କିଛି ବିିରୋଧୀ ଦଳର ନେତାଙ୍କ ସହିତ ବୈଠକ କଲେ ରାହୁଲ ଗାନ୍ଧୀ । ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଲା ମାଷ୍ଟର ପ୍ଲାନ୍”
ଉତ୍ତରାଖଣ୍ଡ ଚମୋଲିର ଚିତ୍କାର ଦେଖି ମନେପଡିଗଲା ୮ ବର୍ଷ ତଳର କେଦାରନାଥ କଥା । ପ୍ରକୃତିର ପ୍ରଳୟଙ୍କାରୀ ତାଣ୍ଡବ ରୂପ ଦେଖିଥିଲା ଦେଶ ।
କନକ ବ୍ୟୁରୋ : ପ୍ରକୃତିର କରାଳ ରୂପ । ଉତରାଖଣ୍ଡରେ ଜଳପ୍ରଳୟ । ଚାରିଆଡେ କେବଳ ସୁ ସୁ ଗର୍ଜନ ଆଉ ମାଟି ପାଣି ଏକାକାର । ଏହି ଚିତ୍ରରୁ ହିଁ ଆପଣ ବୁଝିପାରୁଥିବେ ଏହା କେତେ ଭୟାନକ ହୋଇଥିବ । ଆଉ କେତେ ଲୋକ ଏଥିରେ ଜୀବନ ହାରିଥିବେ । ପାହାଡ ଉପରୁ ପବନ ବେଗରେ ମାଡି ଆସୁଛି ପାଣି । ଆଉ ଛାରଖାର ହେଇଯାଉଛି ଜନଜୀବନ । ଘର, ବାଡି ସବୁକିଛି ତା ଗର୍ଭରେContinue reading “ଉତ୍ତରାଖଣ୍ଡ ଚମୋଲିର ଚିତ୍କାର ଦେଖି ମନେପଡିଗଲା ୮ ବର୍ଷ ତଳର କେଦାରନାଥ କଥା । ପ୍ରକୃତିର ପ୍ରଳୟଙ୍କାରୀ ତାଣ୍ଡବ ରୂପ ଦେଖିଥିଲା ଦେଶ ।”
ଭିସା ନେଇ ପାକିସ୍ତାନ ଯାଇଥିବା ୧୦୦ ଯୁବକ ନିଖୋଜ । ଆତଙ୍କୀ ସଂଗଠନରେ ଯୋଗ ଦେଇଥିବା ନେଇ ଆଶଙ୍କା । ଆହୁରି ଏମିତି ବି କରାଯାଉଛି ଅନେକ ସନ୍ଦେହ
କନକ ବ୍ୟୁରୋ : ପୂର୍ବ ୩ ବର୍ଷ ମଧ୍ୟରେ ଭାରତରୁ ବୈଧ ଭିସା ନେଇ ଅଳ୍ପଦିନ ପାଇଁ ପାକିସ୍ତାନ ଯାଇଥିବା କାଶ୍ମୀରର ୧୦୦ ଯୁବକଙ୍କର ପତ୍ତା ମଳିପାରୁ ନାହିଁ । ଏହାକୁ ନେଇ ସୁରକ୍ଷା ଏଜେନ୍ସି ସତର୍କତା ଅବଲମ୍ବନ କରିଛି । ସୁରକ୍ଷା ଏଜେନ୍ସି ଆଶଙ୍କା କରିଛି କି ଏହି ଯୁବକ ମାନେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ସହିତ ସାମିଲ ହୋଇଯାଇଛନ୍ତି ଅଥବା ଆତଙ୍କବାଦୀ ସମୁହ ପାଇଁ ସ୍ଲିପର ସେଲ ପାଲଟି ଯାଇଛନ୍ତି । ସୁରକ୍ଷା ବିଭାଗରContinue reading “ଭିସା ନେଇ ପାକିସ୍ତାନ ଯାଇଥିବା ୧୦୦ ଯୁବକ ନିଖୋଜ । ଆତଙ୍କୀ ସଂଗଠନରେ ଯୋଗ ଦେଇଥିବା ନେଇ ଆଶଙ୍କା । ଆହୁରି ଏମିତି ବି କରାଯାଉଛି ଅନେକ ସନ୍ଦେହ”
ଧାନ ବିକିଲେ ଝିଅର ବାହାଘର ହେବ । କିନ୍ତୁ ୨୦ଦିନ ହେଲାଣି ଧାନ କିଣୁନାହାନ୍ତି ମଣ୍ଡି କର୍ତ୍ତୃପକ୍ଷ, ସାରା ରାତି ଧାନ ଜଗି ରହୁଛନ୍ତି ଚାଷୀ ।
କନକ ବ୍ୟୁରୋ : କୋକସରାରେ ଚାଷୀଙ୍କୁ ଟୋକନ ମିଳିଛି, ଚାଷୀ ଧାନ ଆଣି ମଣ୍ଡିରେ ରଖିଛି । କିନ୍ତୁ ୨୦ ଦିନ ହେଲା ଧାନ କିଣୁନାହାନ୍ତି ମଣ୍ଡି କର୍ତ୍ତୃପକ୍ଷ । ତେଣୁ ଶୀତ କାକରରେ ଧାନ ଜଗି ରହିଛନ୍ତି ଚାଷୀ । ଡାଲଗୁମା ମଣ୍ଡିରେ ଟାର୍ଗେଟ ଅଭାବରୁ ଧାନ ବିକ୍ରି କରିପାରୁନାହାନ୍ତି ୩୩ଜଣ ଚାଷୀ । ୨୦ ଦିନ ହେବ ମଣ୍ଡିରେ ପଡିରହିଛି ଧାନ । କୋକସରା ବ୍ଲକ ଡାଲଗୁମା ମଣ୍ଡିରେ ଧାନ ବିକିବା ପାଇଁ ଟୋକନContinue reading “ଧାନ ବିକିଲେ ଝିଅର ବାହାଘର ହେବ । କିନ୍ତୁ ୨୦ଦିନ ହେଲାଣି ଧାନ କିଣୁନାହାନ୍ତି ମଣ୍ଡି କର୍ତ୍ତୃପକ୍ଷ, ସାରା ରାତି ଧାନ ଜଗି ରହୁଛନ୍ତି ଚାଷୀ ।”
ରବିଚନ୍ଦ୍ରନ ଅଶ୍ୱିନୀଙ୍କ ଘାତକ ବୋଲିଂ । ଦ୍ୱିତୀୟ ଇଂନିସରେ ୧୭୮ ରନରେ ଅଲଆଉଟ ହେଲା ଇଂଲଣ୍ଡ ଦଳ ।
କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଚମତ୍କାର ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ । ଅଶ୍ୱିନୀଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଛି ଇଂଲଣ୍ଡ ଦଳ । ଫଳରେ ଇଂଲଣ୍ଡ ୪୬ ଓଭର ଖେଳି ୧୭୮ ରନ କରିବାରେ ସକ୍ଷମ ହୋଇଛି । ଭାରତ ପକ୍ଷରୁ ଅଶ୍ୱିନୀ ୬ଟି ୱିକେଟ ହାସଲ କରିଛନ୍ତି । ଏହାସହ ଏବେ ଭାରତକୁ ୪୨୦ ରନର ଟାର୍ଗେଟ ଦେଇଛି ଇଂଲଣ୍ଡ । ଏହି ମ୍ୟାଚର ପ୍ରଥମ ଇଂନିସରେ ଇଂଲଣ୍ଡContinue reading “ରବିଚନ୍ଦ୍ରନ ଅଶ୍ୱିନୀଙ୍କ ଘାତକ ବୋଲିଂ । ଦ୍ୱିତୀୟ ଇଂନିସରେ ୧୭୮ ରନରେ ଅଲଆଉଟ ହେଲା ଇଂଲଣ୍ଡ ଦଳ ।”
ବୟସ ହୋଇଗଲା ବୋଲି ବୁଢାବାପାକୁ ରାସ୍ତାରେ ଛାଡିଗଲେ ପୁଅବୋହୂ । ଯାତ୍ରା ଦେଖାଇବାକୁ କହି କେନ୍ଦ୍ରାପଡାରୁ ଆଣି କଟକରେ ଛାଡିଗଲେ…
କନକ ବ୍ୟୁରୋ: ବାପା ! ଦୁଇଟି ଅକ୍ଷରରେ ସାରା ବିଶ୍ୱ । ବାପା ଗୋଟେ ବିଶ୍ୱାସ ଡାକ, ନିଶ୍ୱାର ନାଁ । ବାପା ଆମ ଜୀବନରେ ବଡ ସେତୁବନ୍ଧ । ଯାହା ଉପରେ ଚାଲି ଆମେ ବଡ ହେଉ, ବଞ୍ଚିବା ଶିଖୁ । ପିଲାବେଳେ ବାପାଙ୍କ ଆଙ୍ଗୁଠି ଧରି ଯେଉଁପିଲା ବାଟଚଲା ଶିଖେ ସେହି ପୁଅ ବଡ ହେଲା ପରେ ବାପାଙ୍କ ହାତ ଛାଡିଦିଏ । ଆଜିର ଏ ସ୍ୱାର୍ଥପର ଦୁନିଆରେ ବାପାଙ୍କୁ ବାଡେଇବା, ବାପାଙ୍କୁ ବିଦାContinue reading “ବୟସ ହୋଇଗଲା ବୋଲି ବୁଢାବାପାକୁ ରାସ୍ତାରେ ଛାଡିଗଲେ ପୁଅବୋହୂ । ଯାତ୍ରା ଦେଖାଇବାକୁ କହି କେନ୍ଦ୍ରାପଡାରୁ ଆଣି କଟକରେ ଛାଡିଗଲେ…”