ଗ୍ଲେସିୟର ଫାଟିବା ପରେ ତପୋବନର ଉପର ଭାଗରେ ସୃଷ୍ଟି ହୋଇଛି ହ୍ରଦ : ଧିରେ ଧିରେ ବଢୁଛି ଜଳସ୍ତର, ନଦୀ କୂଳିଆ ଲୋକଙ୍କୁ ସତର୍କ କଲା ପ୍ରଶାସନ

କନକ ବ୍ୟୁରୋ : ଗ୍ଲେସିୟର ଫାଟିବା ପରେ ତପୋବନର ଉପର ଭାଗରେ ଏକ ହ୍ରଦ ସୃଷ୍ଟି ହୋଇଛି । ଏହି ହ୍ରଦର ଜଳସ୍ତର ଧିରେ ଧିରେ ବଢ଼ିବାରେ ଲାଗିଛି । ତେବେ ଏହାର ତଳ ମୁଣ୍ଡରୁ ନିର୍ମାଣ ହୋଇଥିବା ବନ୍ଧ ବାଟ ଦେଇ ପାଣିକୁ ନିୟନ୍ତ୍ରିତ ଭାବେ ଛଡାଯାଉଛି । ଏପରି କରାଯିବାର କାରଣ ଯଦି ଅଚାନକ ହ୍ରଦର ପାଣି ଏକାଥର ଅଧିକ ହୋଇଯିବ ଓ ବନ୍ଧରେ ଥିବା ପାଣିରେ ମିଶିଯିବ ତେବେ ତାକୁ ସମ୍ଭାଳିବା କଷ୍ଟକରContinue reading “ଗ୍ଲେସିୟର ଫାଟିବା ପରେ ତପୋବନର ଉପର ଭାଗରେ ସୃଷ୍ଟି ହୋଇଛି ହ୍ରଦ : ଧିରେ ଧିରେ ବଢୁଛି ଜଳସ୍ତର, ନଦୀ କୂଳିଆ ଲୋକଙ୍କୁ ସତର୍କ କଲା ପ୍ରଶାସନ”

ନନ୍ଦନକାନନକୁ ଆସିଲେ ୧୮ ନୂଆ ଅତିଥି । ପର୍ଯ୍ୟଟଙ୍କ ମନ ମୋହୁଛି ଏସୀୟ ମାଟିଆ କଇଁଚ

ମିଜୋରାମର ଆଇଜଲ୍‌ ଚିଡ଼ିଆଖାନାରୁ ୫ ପ୍ରଜାତିର ୧୮ ଜୀବ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ୨ଟି ହିମାଳୟ କଳା ଭାଲୁ(ଗୋଟିଏ ଅଣ୍ଡିରା ଓ ମାଈ), ୬ଟି ଏସୀୟ ମାଟିଆ କଇଁଚ (୩ ଅଣ୍ଡିରା ଓ ୩ ମାଈ), ୨ ଆସାମୀ ମାଙ୍କଡ଼ (ଗୋଟିଏ ଅଣ୍ଡିରା ଓ ମାଈ), ୬ଟି ଷ୍ଟମ୍ପଟେଲ ମାଙ୍କଡ଼ (୩ ଅଣ୍ଡିରା ଓ ୩ ମାଈ) ଓ ୨ଟି ବଳିଆ କୁକୁର (ଗୋଟିଏ ଅଣ୍ଡିରା ଓ ମାଈ) ଅଛନ୍ତି। ନନ୍ଦନକାନନ ପ୍ରାଣୀContinue reading “ନନ୍ଦନକାନନକୁ ଆସିଲେ ୧୮ ନୂଆ ଅତିଥି । ପର୍ଯ୍ୟଟଙ୍କ ମନ ମୋହୁଛି ଏସୀୟ ମାଟିଆ କଇଁଚ”

ଉତ୍ତରାଖଣ୍ଡରେ ହିମସ୍ଖଳନ ପରେ ସହାୟତା ପାଇଁ ଆଗକୁ ଆସିଲେ କ୍ରିକେଟର : ରିଷଭ ପନ୍ତ କହିଲେ, ଦାନ କରିବେ ପୁରା ମ୍ୟାଚ୍ ଫିସ୍

କନକ ବ୍ୟୁରୋ : ଉତ୍ତରାଖଣ୍ଡ ହିମସ୍ଖଳନରେ ଘଟିଛି ବ୍ୟାପକ କ୍ଷୟକ୍ଷତି । ଏପରି ସମୟରେ ପାହାଡି ରାଜ୍ୟ ପାଇଁ ବିପଦ ବେଳେ ସହାୟତାର ହାତ ବଢାଇଛନ୍ତି ଟିମଇଣ୍ଡିଆ କ୍ରିକେଟର ଋିସଭ୍ ପନ୍ତ । ଚେନ୍ନାଇ ଟେଷ୍ଟର ତୃତୀୟ ଦିନରେ ପନ୍ତ ଟୁଇଟ କରି ସୂଚନା ଦେଇଛନ୍ତି , ଉତ୍ତରାଖଣ୍ଡ ହିମସ୍ଖଳନରେ ମୃତକଙ୍କ ପାଇଁ ଗଭୀର ଦୁଃଖୀତ । Deeply pained by the loss of life in Uttarakhand. Would like to donate myContinue reading “ଉତ୍ତରାଖଣ୍ଡରେ ହିମସ୍ଖଳନ ପରେ ସହାୟତା ପାଇଁ ଆଗକୁ ଆସିଲେ କ୍ରିକେଟର : ରିଷଭ ପନ୍ତ କହିଲେ, ଦାନ କରିବେ ପୁରା ମ୍ୟାଚ୍ ଫିସ୍”

ହୀମସ୍ଖଳନ କେମିତି ସୃଷ୍ଟି ହୁଏ? କେମିତି ତରଳେ ଗ୍ଲାସିୟର? ମାଧ୍ୟାକର୍ଷଣ ଶକ୍ତିର କଣ ରହିଛି ଭୂମୀକା, ଜାଣନ୍ତୁ…

ଉତ୍ତରାଖଣ୍ଡର ଚମେଲିରେ ୭ ବର୍ଷ ପରେ ପୁଣି ଥରେ ପ୍ରକୃତିର ଭୟାନକ ରୂପ ଦେଖିବାକୁ ମିଳିଛି। ଚମୋଲିର ରାଇନି ଗ୍ରାମ ନିକଟରେ ଗ୍ଲାସିୟର ଫାଟି ଅଚାନକ ବଡ଼ ବନ୍ୟା ଆସିବାରୁ ଅନେକ ବସତି ଛାରଖାର ହୋଇଯାଇଛି ଏବଂ କେତେକ ପୋଲ୍‌ ମଧ୍ୟ ଭାଙ୍ଗି ଯାଇଛି। ଗ୍ଲାସିୟର ପାହାଡ଼ ଶିଖରରେ ବର୍ଷ ତମାମ ଗୋଟିଏ ସ୍ଥାନରେ ବରଫପାତ ଯୋଗୁଁ ସୃଷ୍ଟି ହୋଇଥାଏ। ଗ୍ଲାସିୟର ୨ ପ୍ରକାର ଥାଏ ଏବଂ ତାହା ହେଲା ଅଲ୍‌ପାଇନ୍‌ ଏବଂ ଆଇସ୍‌ ସିଟ୍‌ସ (ବରଫContinue reading “ହୀମସ୍ଖଳନ କେମିତି ସୃଷ୍ଟି ହୁଏ? କେମିତି ତରଳେ ଗ୍ଲାସିୟର? ମାଧ୍ୟାକର୍ଷଣ ଶକ୍ତିର କଣ ରହିଛି ଭୂମୀକା, ଜାଣନ୍ତୁ…”

ଘନେଇଲା ଫଲୋଅନ୍ ବିପଦ : ପୂଜାରା, ପନ୍ତଙ୍କ ପ୍ରତିଆକ୍ରମଣ ସତ୍ୱେ ଦୃଢ଼ ସ୍ଥିତିରେ ଇଂଲଣ୍ଡ ଦଳ

କନକ ବ୍ୟୁରୋ : ୫୭୮ ରନର ପିଛା କରୁଥିବା ଭାରତୀୟ ଦଳ ପାଇଁ ଫଲୋଅନ୍ ବିପଦ ଘନେଇଛି । ଚେତେଶ୍ୱର ପୂଜାର ଓ ଋଷଭ ପନ୍ଥ ମଧ୍ୟ ପନ୍ତଙ୍କ ପ୍ରତିଆକ୍ରମଣ ଏଥିରୁ ସୁରକ୍ଷା ଦେଇପାରିନାହିଁ । ହାତରେ ମାତ୍ର ୪ୱିକେଟ ଥିବାବେଳେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୬ ୱିକେଟ ବିନିମୟରେ ମାତ୍ର ୨୫୭ ରନ୍ କରିବାକୁ ସକ୍ଷମ ହୋଇଛି । ଅର୍ଥାତ ଏବେବି ଘରୋଇ ଦଳ ଇଂଲଣ୍ଡର ପ୍ରଥମ ପାଳି ଆଧାରରେContinue reading “ଘନେଇଲା ଫଲୋଅନ୍ ବିପଦ : ପୂଜାରା, ପନ୍ତଙ୍କ ପ୍ରତିଆକ୍ରମଣ ସତ୍ୱେ ଦୃଢ଼ ସ୍ଥିତିରେ ଇଂଲଣ୍ଡ ଦଳ”

କୋଟିଆରେ ଆନ୍ଧ୍ରର ପଂଚାୟତ ନିର୍ବାଚନ ଘୋଷଣା : ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ସରକାର; ରଣନୀତି ସ୍ଥିର କରିବାକୁ ଆଜି ବସିବ ବୈଠକ

କନକ ବ୍ୟୁରୋ : କୋଟିଆରେ ଆନ୍ଧ୍ରର ପଂଚାୟତ ନିର୍ବାଚନ ଘୋଷଣାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ଓଡିଶା । ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ରଣନୀତି ସ୍ଥିର କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ ବୋଲି ଜଣାପଡିଛି । ଏହାପରେ ଓଡିଶା ସରକାର ଆନ୍ଧ୍ରର ଅନୁପ୍ରବେଶ ଉପରେ ରୋକ୍ ଲଗାଇବାକୁ ଆବେଦନ କରିବେ । ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ପରାମର୍ଶରେ ସରକାର ସୁପ୍ରିମକୋର୍ଟ ଯିବାକୁ ରଣନୀତି ସ୍ଥିର କରିଛନ୍ତି ।Continue reading “କୋଟିଆରେ ଆନ୍ଧ୍ରର ପଂଚାୟତ ନିର୍ବାଚନ ଘୋଷଣା : ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ସରକାର; ରଣନୀତି ସ୍ଥିର କରିବାକୁ ଆଜି ବସିବ ବୈଠକ”

ଉତ୍ତରାଖଣ୍ଡ ଚମୋଲିରେ ହିମସ୍ଖଳନ ଘଟଣା : କେମିତି ଥିଲା ମୃତ୍ୟୁ ସହ ସଂଗ୍ରାମର ସେହି ମୁହୂର୍ତ୍ତ? ଉଦ୍ଧାର ପରେ ଶ୍ରମିକ କହିଲେ ଦୁର୍ଦ୍ଦଶା ବେଳର କରୁଣ କାହାଣୀ

କନକ ବ୍ୟୁରୋ : ଆଜି ଉତ୍ତରାଖଣ୍ଡ ଚାମୋଲିରେ ଦ୍ୱିତୀୟ ଦିନ ପାଇଁ ଚାଲିଛି ଉଦ୍ଧାରକାମ । ଗତକାଲି ପ୍ରକୃତି ଯେଉଁ ତାଣ୍ଡବ ରଚିଛି ସେଥିରେ ଏବେ ବି ଶତାଧିକ ଲୋକ ନିଖୋଜ ଅଛନ୍ତି । ନିଖୋଜ ଥିବା ଲୋକଙ୍କୁ ଖୋଜିବା ପାଇଁ ପ୍ରଳୟ ପରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଆଇଟିବିପି ଯବାନ, ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ଉଦ୍ଧାରକାମରେ ହାତ ମିଳାଇଛନ୍ତି । କେମିତି ଥିଲା ମୃତ୍ୟୁ ସହ ସଂଗ୍ରାମର ସେହି ମୁହୂର୍ତ୍ତ ? ମୃତ୍ୟୁContinue reading “ଉତ୍ତରାଖଣ୍ଡ ଚମୋଲିରେ ହିମସ୍ଖଳନ ଘଟଣା : କେମିତି ଥିଲା ମୃତ୍ୟୁ ସହ ସଂଗ୍ରାମର ସେହି ମୁହୂର୍ତ୍ତ? ଉଦ୍ଧାର ପରେ ଶ୍ରମିକ କହିଲେ ଦୁର୍ଦ୍ଦଶା ବେଳର କରୁଣ କାହାଣୀ”

ଉତ୍ତରାଖଣ୍ଡକୁ ଦୋହଲାଇ ଦେଇଥିବା ୫ଟି ବଡ଼ ବିପର୍ଯ୍ୟୟ । ଯାଇଛି ହଜାର ହଜାର ଲୋକଙ୍କ ଜୀବନ

ପ୍ରାକୃତିକ ବିପର୍ଯ୍ୟୟ ଦେବଭୂମି ଉତ୍ତରାଖଣ୍ଡକୁ ଅନେକ ସମୟରେ ଦୋହଲାଇ ଦେଇଛି । ଏହା ପୂର୍ବରୁ ଉତ୍ତରାଖଣ୍ଡର କେଦାରନାଥ ବିପର୍ଯ୍ୟୟ ରାଜ୍ୟ ପାଇଁ ମହା ସଙ୍କଟ ସୃଷ୍ଟି କରିଥିଲା । ତେବେ କେଦାରନାଥ ବିପର୍ଯ୍ୟୟରୁ ସରକାର ଯେଭଳି ଶିକ୍ଷା ଗ୍ରହଣ କରିବା କଥା ତାହା କରିନଥିବାରୁ ଏବେ ଆଉ ଏକ ବିପର୍ଯ୍ୟୟ ରାଜ୍ୟକୁ ଦୋହଲାଇ ଦେଇଛି । ଗ୍ଲାସିୟର ଅଧ୍ୟୟନ କରି ବିହୀତ ପଦକ୍ଷେପ ନେବା ଦୂରର କଥା ଏହାର ମୁହଁରେ ବନ୍ଧ ନିର୍ମାଣ କରି ପ୍ରକୃତି ସହିତContinue reading “ଉତ୍ତରାଖଣ୍ଡକୁ ଦୋହଲାଇ ଦେଇଥିବା ୫ଟି ବଡ଼ ବିପର୍ଯ୍ୟୟ । ଯାଇଛି ହଜାର ହଜାର ଲୋକଙ୍କ ଜୀବନ”

ଦିବ୍ୟାଙ୍ଗଙ୍କୁ କଲ୍ୟାଣ ନାଁରେ ଦିଆଯାଉଥିଲା କି ଯୌନ ନିର୍ଯାତନା ? ଏନେଇ ଅଧିକ ତଦନ୍ତ ପାଇଁ ମୁଖ୍ୟ ଅଭିଯୁକ୍ତ ସୁରେଶକୁ ରିମାଣ୍ଡରେ ଆଣିପାରେ ପୋଲିସ

କନକ ବ୍ୟୁରୋ : ଭୁବନେଶ୍ୱରରେ ଦିବ୍ୟାଙ୍ଗଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ନାଁରେ ଦିଆଯାଉଥିଲା କି ଯୌନ ନିର୍ଯାତନା । ଏହି ମାମଲାର ଅଧିକ ତଦନ୍ତ ପାଇଁ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କୁ ରିମାଣ୍ଡରେ ଆଣିପାରେ ପୋଲିସ । ରିମାଣ୍ଡରେ ନେବାକୁ ଆଜି ଆବେଦନ କରିପାରେ ପୋଲିସ । ସୁରେଶ ବେହେରାଙ୍କୁୁ ଗିରଫ କରିବା ପରେ ଗତକାଲି ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା । ତାପରେ ବଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ନିଖିଳ ଉତ୍କଳContinue reading “ଦିବ୍ୟାଙ୍ଗଙ୍କୁ କଲ୍ୟାଣ ନାଁରେ ଦିଆଯାଉଥିଲା କି ଯୌନ ନିର୍ଯାତନା ? ଏନେଇ ଅଧିକ ତଦନ୍ତ ପାଇଁ ମୁଖ୍ୟ ଅଭିଯୁକ୍ତ ସୁରେଶକୁ ରିମାଣ୍ଡରେ ଆଣିପାରେ ପୋଲିସ”

ଜେଲ‌ରେ ଲଭ୍‌ ସେକ୍ସ ଓ ଧୋକା : ଟିଟିଲାଗଡ ଥାନାରେ ଅଭିଯୋଗ ଆଣିଲେ ପୂର୍ବରୁ ସବ୍-ଜେଲରେ ଥିବା ଜଣେ ମହିଳା

କନକ ବ୍ୟୁରୋ : ଟିଟିଲାଗଡ଼ ଜେଲ୍‌ ଭିତରେ ଲଭ୍‌, ସେକ୍ସ ଓ ଧୋକାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ଟିଟିଲାଗଡ ଥାନାରେ ଏଭଳି ଅଭିଯୋଗ ଆଣିଛନ୍ତି ପୂର୍ବରୁ ଜେଲରେ ଥିବା ଜଣେ ଥିବା ମହିଳା । ଟିଟିଲାଗଡ ସବ ଜେଲରେ ଜଣେ ବିଚାରାଧୀନ କଏଦୀ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖି ଏବେ ପ୍ରତାରଣା କରିଥିବା ଅଭିଯୋଗ ଆଣିଛନ୍ତି ମହିଳା । ଅଭିଯୋଗ ଅନୁସାରେ, ପୀଡିତା ଜଣକ ଘରୋଇ କଳହ ମାମଲାରେ ଅକ୍ଟୋବର ୨୯ରେ ଜେଲContinue reading “ଜେଲ‌ରେ ଲଭ୍‌ ସେକ୍ସ ଓ ଧୋକା : ଟିଟିଲାଗଡ ଥାନାରେ ଅଭିଯୋଗ ଆଣିଲେ ପୂର୍ବରୁ ସବ୍-ଜେଲରେ ଥିବା ଜଣେ ମହିଳା”

Design a site like this with WordPress.com
Get started