କନକ ବ୍ୟୁରୋ : ପୁରୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ପରେ ପ୍ରଥମଥର ପାଇଁ ଶ୍ରୀମନ୍ଦିର ଆସିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପୂର୍ବରୁ ପୁରୀ ମନ୍ଦିର ପାଖକୁ ଯାଇଥିଲେ ମଧ୍ୟ କଟକଣା ପାଇଁ ମନ୍ଦିର ଭିତରକୁ ଯାଇନଥିଲେ ନବୀନ । କେବଳ ବିକାଶମୂଳକ କାର୍ଯ୍ୟର ତଦାରଖ କରି ପୁରୀ ମନ୍ଦିର ସାମ୍ନାରୁ ଫେରି ଆସିଥିଲେ ନବୀନ । ତେବେ ଶ୍ରୀମନ୍ଦିର ପାଇଁ ନ୍ୟାସନାଲ ମନୁମେଂଟContinue reading “ପୁରୀରେ ପହଞ୍ଚିଲେ ନବୀନ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରର ପ୍ରସ୍ତାବିତ ବାଇ ଲ ପରେ ଶ୍ରୀମନ୍ଦିର ବିକାଶ କାମର କରିପାରନ୍ତି ସମୀକ୍ଷା ।”
Tag Archives: News
ଧୋତି ଓ ଶାଢି ପିନ୍ଧି ସ୍କିଂ କଲେ ଦମ୍ପତି । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ, ଚାରିଆଡୁ ଛୁଟିଲା ପ୍ରଂଶସାର ସୁଅ ।
କନକ ବ୍ୟୁରୋ : ପୁରାତନ ଭାରତବର୍ଷର ପ୍ରମୁଖ ପୋଷାକ ଶାଢ଼ି ଓ ଧୋତି। ଧୀରେ ଧୀରେ ନୂଆ ନୂଆ ପୋଷାକ ସବୁ ବାହାରିବା ପରେ ପୁରୁଣା ପୋଷାକର ଚାହିଦା କମ୍ ହେବାରେ ଲାଗିଲା। ମାତ୍ର ଏବେ ବି କେହି କେହି ପୁରୁଣା ସଂସ୍କୃତିକୁ ତାଜା କରିବାକୁ ଚେଷ୍ଟା କଲେ ମନରେ ଅପୂର୍ବ ଆନନ୍ଦ ସୃଷ୍ଟି ହୁଏ। ଥରେ ଭାବନ୍ତୁ ତ ଭାରତବର୍ଷର ପ୍ରସିଦ୍ଧ ପୋଷାକ ଶାଢ଼ି ଓ ଧୋତିକୁ ଯଦି କେହି ବିଦେଶୀ ପରିଧାନ କରନ୍ତି ତାହାଲେContinue reading “ଧୋତି ଓ ଶାଢି ପିନ୍ଧି ସ୍କିଂ କଲେ ଦମ୍ପତି । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ, ଚାରିଆଡୁ ଛୁଟିଲା ପ୍ରଂଶସାର ସୁଅ ।”
ଗଜପତି ସୀମାରେ ଆନ୍ଧ୍ରର ନିର୍ବାଚନ ଚାଲକୁ ଶକ୍ତ ଝଟକା । ଲକ୍ଷ୍ମୀ ଶବରଙ୍କ ପରେ ପ୍ରଶାସନ ଚାପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଦ୍ରୌପଦୀ ଶବର
କନକ ବ୍ୟୁରୋ : ପଣ୍ଡ ହୋଇଛି ପଡୋଶୀର ଚାଲ । ଓଡିଶାରେ ପଶି ନିର୍ବାଚନ କରିବାକୁ ଚାହୁଁଥିବା ଆନ୍ଧ୍ର ପ୍ରଦେଶକୁ ଲାଗିଛି ଶକ୍ତ ଝଟ୍କା । ଗଜପତି ଜିଲ୍ଲା ପ୍ରଶାସନର ଚାପ ପରେ ଆନ୍ଧ୍ରପ୍ରଦେଶ ନିର୍ବାଚନରୁ ଓହରିଛନ୍ତି ଓଡିଶାର ପ୍ରାର୍ଥୀ । ପୂର୍ବରୁ ଗଜପତିର ଲକ୍ଷ୍ମୀ ସବର ନାମାଙ୍କନ ପ୍ରତ୍ୟାହାର କରିଥିବାବେଳେ ଏବେ ଅନ୍ୟଜଣେ ପ୍ରାର୍ଥୀ ଦ୍ରୌପଦୀ ସବର ମଧ୍ୟ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ଆନ୍ଧ୍ର ପ୍ରଦେଶର ସୋବା ପଂଚାୟତ ନିର୍ବାଚନରେ ୱାର୍ଡ ମେମ୍ବର ପ୍ରାର୍ଥୀContinue reading “ଗଜପତି ସୀମାରେ ଆନ୍ଧ୍ରର ନିର୍ବାଚନ ଚାଲକୁ ଶକ୍ତ ଝଟକା । ଲକ୍ଷ୍ମୀ ଶବରଙ୍କ ପରେ ପ୍ରଶାସନ ଚାପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଦ୍ରୌପଦୀ ଶବର “
ଲାଲକିଲ୍ଲା ହିଂସାକାଣ୍ଡର ମୋଷ୍ଟ ୱାଣ୍ଟେଡ ଅଭିଯୁକ୍ତଙ୍କୁ ଗିରଫ କଲା ସ୍ପେଶାଲ ଟାସ୍କ ଫୋର୍ସ । ସୁଖଦେବଙ୍କ ନାଁରେ ଘୋଷଣା ହୋଇଥିଲା ୫୦ ହଜାର ଟଙ୍କାର ପୁରସ୍କାର ।
କନକ ବ୍ୟୁରୋ : ଜାନୁଆରୀ ୨୬ ତାରିଖରେ କୃଷକମାନଙ୍କ ଟ୍ରାକ୍ଟର୍ ରାଲି ସମୟରେ ଲାଲକିଲ୍ଲାରେ ଘଟିଥିବା ହିଂସାକାଣ୍ଡରେ ସମ୍ପୃକ୍ତ ଆଉ ଜଣେ ‘ମୋଷ୍ଟ୍ ଓ୍ଵାଣ୍ଡେଡ୍’ ଅଭିଯୁକ୍ତଙ୍କୁ ରବିବାର ଦିନ ‘ସ୍ପେଶାଲ ଟାସ୍କ୍ ଫୋର୍ସ’ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ସୁଖଦେବ ସିଂ। ତାଙ୍କ ନାମରେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷିତ ହୋଇଥିଲା। ପ୍ରାୟ ୧୦୦ କିଲୋମିଟର୍ ଧାଁଦଉଡ଼ କରିବା ପରେ ପୁଲିସ ତାଙ୍କୁ ଚଣ୍ଡିଗଡ଼ରୁ ଗିରଫ କରିଛି। ଗତ ୧୦ ଦିନ ହେବ ଦିଲ୍ଲୀContinue reading “ଲାଲକିଲ୍ଲା ହିଂସାକାଣ୍ଡର ମୋଷ୍ଟ ୱାଣ୍ଟେଡ ଅଭିଯୁକ୍ତଙ୍କୁ ଗିରଫ କଲା ସ୍ପେଶାଲ ଟାସ୍କ ଫୋର୍ସ । ସୁଖଦେବଙ୍କ ନାଁରେ ଘୋଷଣା ହୋଇଥିଲା ୫୦ ହଜାର ଟଙ୍କାର ପୁରସ୍କାର ।”
ପ୍ରସ୍ତାବିତ ସ୍ୱତନ୍ତ୍ର ଚିଠା ଅଧିନିୟମକୁ ବିରୋଧ : ଶ୍ରୀମନ୍ଦିର ସେବାୟତଙ୍କ ପ୍ରବଳ ବିରୋଧ ପରେ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ପକ୍ଷରୁ ବିକ୍ଷୋଭ
କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରକୁ ନେଇ ନ୍ୟାସନାଲ ମନୁମେଂଟ ଅଥରିଟି ବା ଜାତୀୟ ସ୍ମାରକ କର୍ତୃପକ୍ଷ ଡ୍ରାଫ୍ ବାଇ-ଲ୍ ଜାରି କରିବା ପରେ ଓଡ଼ିଶାରେ ବଡ଼ ଧରଣର ପ୍ରତିକ୍ରିୟା ଦେଖାଦେଇଛି । ଶ୍ରୀମନ୍ଦିର ପ୍ରଶାସନ, ଜାତୀୟ ସ୍ମାରକ କର୍ତୃପକ୍ଷଙ୍କୁ ଚିଠି ଲେଖି ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ସେପଟେ ସେବାୟତମାନେ ମଧ୍ୟ ବାଇ-ଲ’କୁ ନେଇ ଚିହିଙ୍କି ଉଠିଛନ୍ତି । ଶୀଘ୍ର ଏହାକୁ ପ୍ରତ୍ୟାହାର ନକଲେ ବଡ଼ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତିContinue reading “ପ୍ରସ୍ତାବିତ ସ୍ୱତନ୍ତ୍ର ଚିଠା ଅଧିନିୟମକୁ ବିରୋଧ : ଶ୍ରୀମନ୍ଦିର ସେବାୟତଙ୍କ ପ୍ରବଳ ବିରୋଧ ପରେ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ପକ୍ଷରୁ ବିକ୍ଷୋଭ”
ପୁରୀ ଯିବେ ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିବେ ନବୀନ । କରୋନା ପରେ ପ୍ରଥମଥର ପାଇଁ ଶ୍ରୀମନ୍ଦିର ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଶ୍ରୀମନ୍ଦିର ପାଇଁ ନ୍ୟାସନାଲ ମନୁମେଂଟ ଅଥରିଟିଙ୍କ ପ୍ରସ୍ତାବିତ ସ୍ୱତନ୍ତ୍ର ବାଇ-ଲ ପରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଶ୍ରୀଜଗ୍ନନାଥ ହେରିଟେଜ କରିଡର ଗଠନ କରି ରାଜ୍ୟ ସରକାର ବିଭିନ୍ନ ବିକାଶମୂଳକ କାମ ଆଗେଇ ନେଉଥିବାବେଳେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବାଇ-ଲContinue reading “ପୁରୀ ଯିବେ ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ”
ରାୟଗଡାରୁ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୨ ଗିରଫ : କେନ୍ଦୁଗୁଡାରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା ଗଞ୍ଜେଇ
କନକ ବ୍ୟୁରୋ : ରାୟଗଡା ଜିଲ୍ଲା ମୁନିଗୁଡାରୁ ୧ କୁଇଣ୍ଟାଲ ୮ଶହ ଗ୍ରାମ ଓଜନର ଗଞ୍ଜେଇ ଜବତ । ଏଥିସହ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଛି ମୁନିଗୁଡା ପୋଲିସ । କେନ୍ଦୁଗୁଡାରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଯାଉଥିଲା ବୋଲି ଜଣାପଡିଛି । ଜବତ ଗଞ୍ଜେଇର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି । ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । from KanakContinue reading “ରାୟଗଡାରୁ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୨ ଗିରଫ : କେନ୍ଦୁଗୁଡାରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା ଗଞ୍ଜେଇ”
ନବମ ଓ ଏକାଦଶ ପାଠପଢା ଆରମ୍ଭ । କୋଭିଡ୍ କଟକଣାକୁ ଦିଆଯାଉଛି ଗୁରୁତ୍ୱ, କ୍ଲାସରୁମରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍ କଲେ ଛାତ୍ରଛାତ୍ରୀ
ଆଜିଠାରୁ ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଛି। ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଗୋଟିଏ ଦିନରେ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଛି। ସକାଳୁ ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀ ସ୍କୁଲରେ ପହଞ୍ଚିବା ସହ ସାମାଜିକ ଦୂରତା ଅବଲମ୍ବନ କରି ପ୍ରବେଶ କରିଛନ୍ତି। ଶ୍ରେଣୀରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍ କରିଛନ୍ତି। କୋଭିଡ୍-୧୯ ଗାଇଡ୍ଲାଇନ୍ ଆଧାରରେ କ୍ଲାସରୁମ୍ର ଆୟତ୍ତନ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ବସିବା ବ୍ୟବସ୍ଥା କରାଯାଇଛି । ୯ମ ଓ ଏକାଦଶ ଶ୍ରେଣୀContinue reading “ନବମ ଓ ଏକାଦଶ ପାଠପଢା ଆରମ୍ଭ । କୋଭିଡ୍ କଟକଣାକୁ ଦିଆଯାଉଛି ଗୁରୁତ୍ୱ, କ୍ଲାସରୁମରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍ କଲେ ଛାତ୍ରଛାତ୍ରୀ”
ବୌଦ୍ଧ ଜିଲ୍ଲା ପୁରୁଣାକଟକ ରେଞ୍ଜକୁ ବଡ ସଫଳତା : ୨ଟି ମିନିଟ୍ରକ ଭର୍ତ୍ତି ବିପୁଳ ପରିମାଣର କାଠ ସାମଗ୍ରୀ ଜବତ, ୬ ଗିରଫ
କନକ ବ୍ୟୁରୋ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ରେଞ୍ଜକୁ ଏକ ବଡ ଧରଣରୁ ସଫଳତା ମିଳିଛି । ସୂଚନା ଅନୁଯାୟୀ, ଶନିବାର ରାତିରେ ବୌଦ୍ଧ ରେଞ୍ଜ ଅନ୍ତର୍ଗତ ବିରିଗଡ ଗ୍ରାମରୁ ୨ଟି ମିନିଟ୍ରକରେ ବିପୁଳ ପରିମାଣରେ କାଠ ସାମଗ୍ରୀ ଚାଲାଣ ହେଉଥିବାବେଳେ ଧରାପଡିଛି । ଏହି କାଠସାମଗ୍ରୀ ସବୁ ନୟାଗଡ ଜିଲ୍ଲାକୁ ଚୋରା ଚାଲାଣ ହେଉଥିବାବେଳେ ଗାଡି ଦୁଇଟିକୁ ପୁରୁଣାକଟକ ବଜାରରୁ ଜବତ କରାଯାଇଛି । ଗାଡି ଦୁଇଟି ସହ ଗାଡିରେ ଥିବା ଅଢ଼େଇ ଲକ୍ଷ ଟଙ୍କାରୁContinue reading “ବୌଦ୍ଧ ଜିଲ୍ଲା ପୁରୁଣାକଟକ ରେଞ୍ଜକୁ ବଡ ସଫଳତା : ୨ଟି ମିନିଟ୍ରକ ଭର୍ତ୍ତି ବିପୁଳ ପରିମାଣର କାଠ ସାମଗ୍ରୀ ଜବତ, ୬ ଗିରଫ”
ଜଗନ୍ନାଥପ୍ରସାଦ ଅଞ୍ଚଳର ଏକ ପରିତ୍ୟକ୍ତ କୂଅରୁ ମିଳିଲା ମୃତଦେହ : ଭୋଜି ଖାଇବାକୁ ଡାକି ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ
କନକ ବ୍ୟୁରୋ : ଭୋଜି ଖାଇବାକୁ ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ । ଜଗନ୍ନାଥପ୍ରସାଦ ଯୁଧିଷ୍ଠିର ବିଦ୍ୟାପୀଠ ଏକ ପରିତ୍ୟକ୍ତ କୂଅରୁ ହାତଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ସୂଚନା ଅନୁଯାୟୀ, ଗତ ତିନି ତଳେ ଜଳିସାହିର ଶଙ୍କରଙ୍କୁ ତାଙ୍କ ସାଙ୍ଗ ଭୋଜି ଖାଇବାକୁ ଘରୁ ଡାକି ନେଇଥିଲେ । କିନ୍ତୁ ତାପରେ ଶଙ୍କର ଆଉ ଘରକୁ ଫେରିନଥିଲା । ପୁଅ ଘରକୁ ନଫେରିବାରୁ ପରିବାର ଲୋକେContinue reading “ଜଗନ୍ନାଥପ୍ରସାଦ ଅଞ୍ଚଳର ଏକ ପରିତ୍ୟକ୍ତ କୂଅରୁ ମିଳିଲା ମୃତଦେହ : ଭୋଜି ଖାଇବାକୁ ଡାକି ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ “