କନକ ବ୍ୟୁରୋ: ଆଜି ସକାଳେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଶିମଠ ନିକଟରେ ନନ୍ଦାଦେବୀ ଗ୍ଲାସିୟର ଭାଙ୍ଗିଯିବାରୁ ଧଉଳି ଗଙ୍ଗା ନଦୀରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ହଠାତ୍ ପାଣି ମାଡ଼ି ଆସିବାରୁ ୧୦୦-୧୫୦ଲୋକ ପାଣିରେ ବହିଯାଇଥିବା କୁହାଯାଉଛି। ଧଉଳି ଗଙ୍ଗା ନଦୀରୁ ୧୦ଜଣଙ୍କ ମୃତଦେହ ଉଦ୍ଧାର କରାଯାଇସାରିଛି। ଉତ୍ତରାଖଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ପଡୋଶୀ ରାଜ୍ୟ ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି। ଏହା ସହ ତପୋବନ ଡ୍ୟାମ ପାଖContinue reading “ହୃଦୟଥରା ହିମସ୍ଖଳନ । ତପୋବନ ଡ୍ୟାମ ଅଞ୍ଚଳରୁ ୧୦ ମୃତଦେହ ଉଦ୍ଧାର । ଟନେଲରେ ଫଶିଥିବା ୧୬ ଜଣଙ୍କୁ ଉଦ୍ଧାର କଲେ ଆଇଟିବିପି ଯବାନ ।”
Tag Archives: News
ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ । ଇନୋଭା କାରକୁ ଧକ୍କା ଦେଲା ବାଇକ୍ । ଡ୍ରାଇଭର ଆହତ, ମନ୍ତ୍ରୀ ସୁରକ୍ଷିତ
କନକ ବ୍ୟୁରୋ: ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କୋରାପୁଟ-ରାଣୀଗଡ-ବୋରିଗୁମ୍ମା ରାଜ୍ୟ ରାଜପଥ-୩୨୬ର ଛତର୍ଲା ନିକଟରେ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଇନୋଭା କାର ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ମନ୍ତ୍ରୀଙ୍କ କାର ଚାଳକ ସାମାନ୍ୟ ଆହତ ହୋଇଛନ୍ତି। କିନ୍ତୁ ବାଇକ୍ ଚାଳକଙ୍କ ବାମ ଗୋଡ଼ରେ ଗୁରୁତର ମାଡ ହୋଇଥିବା ସୂଚନା ମିଳିଛି। ମନ୍ତ୍ରୀଙ୍କ କାରର ସମ୍ମୁଖ ଭାଗ ଭାଙ୍ଗି ଯାଇଥିବାContinue reading “ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ । ଇନୋଭା କାରକୁ ଧକ୍କା ଦେଲା ବାଇକ୍ । ଡ୍ରାଇଭର ଆହତ, ମନ୍ତ୍ରୀ ସୁରକ୍ଷିତ”
ଭୁବନେଶ୍ୱରରେ ଦିବ୍ୟାଙ୍ଗଙ୍କୁ ଯୌନ ନିର୍ଯାତନା ମାମଲା । ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କ ସମେତ ୫ ଗିରଫ ।
କନକ ବ୍ଯୁରୋ: ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ମାମଲାରେ ବନ୍ଧା ହେଲା ସୁରେଶ ବେହେରା । ସୁରେଶ ସମେତ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ନିଖିଳ ଉକ୍ରଳ ଶାରିରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ ସୁରେଶ ବେହେରା ବନ୍ଧା ହୋଇଛି । ଏହାସହ ଖୋର୍ଦ୍ଧା ଡିଏସଏସଓ ସଂଗ୍ରାମ ଦାସ, କଟକର ଜଣେ ରାଣୀ ମହୁମାଛି, ଭୁବନେଶ୍ୱରର ଜଣେ ଦଲାଲ, ସଂପୃକ୍ତ ଅନୁଷ୍ଠାନର ଜଣେ କର୍ମୀ ରାକେଶ କୁମାର ଷଡଙ୍ଗୀଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତିContinue reading “ଭୁବନେଶ୍ୱରରେ ଦିବ୍ୟାଙ୍ଗଙ୍କୁ ଯୌନ ନିର୍ଯାତନା ମାମଲା । ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କ ସମେତ ୫ ଗିରଫ ।”
ଉତ୍ତରାଖଣ୍ଡ ଜଳପ୍ରଳୟକୁ ନେଇ ମତ ରଖିଲେ ମୋଦି । କହିଲେ, ସାରା ଦେଶ ଏବେ ଉତ୍ତରାଖଣ୍ଡ ସହିତ ଛିଡା ହୋଇଛି ।
କନକ ବ୍ୟୁରୋ: ଉତ୍ତରାଖଣ୍ଡର ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିିତି ଉପରେ ମୁଁ ଲଗାତାର ନଜର ରଖିଛି । ସାରା ଭାରତ ଆଜି ଉତ୍ତରାଖଣ୍ଡ ସହିତ ଛିଡା ହେଇଛି । ଫସି ରହିଥିବା ପ୍ରତିଟି ଲୋକଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ମୁଁ କଥାବାର୍ତ୍ତା ଜାରି ରଖିଛି । ରବିବାର ପଶ୍ଚିମବଙ୍ଗର ହଳଦିଆରେ ଆୟୋଜିତ ଏକ ଜନସଭାରେ ଯୋଗ ଦେଇ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ମୋଦୀContinue reading “ଉତ୍ତରାଖଣ୍ଡ ଜଳପ୍ରଳୟକୁ ନେଇ ମତ ରଖିଲେ ମୋଦି । କହିଲେ, ସାରା ଦେଶ ଏବେ ଉତ୍ତରାଖଣ୍ଡ ସହିତ ଛିଡା ହୋଇଛି ।”
ଉତ୍ତରାଖଣ୍ଡରେ ଭୟଙ୍କର ଜଳପ୍ରଳୟ । ଟୁଇଟ୍ କରି ଚିନ୍ତାପ୍ରକଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ଆଜି ଘଟିଥିବା ଭୟଙ୍କର ଜଳପ୍ରଳୟକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ପ୍ରଭାବିତ ହୋଇଥିବା ପ୍ରତିଟି ପରିବାର ପ୍ରତି ନବୀନ ନିଜର ସମବେଦନା ଜଣାଇଛନ୍ତି । ଟୁଇଟ୍ କରି ନବୀନ ଲେଖିଛନ୍ତି, ଉତ୍ତରାଖଣ୍ଡରେ ଘଟିଥିବା ଜଳପ୍ରଳୟକୁ ନେଇ ସେ ଚିନ୍ତିତ ଅଛନ୍ତି । ଏଥିସହ ଏଥିରେ ପ୍ରଭାବିତ ହୋଇଥିବା ପ୍ରତିଟି ପରିବାର ଓ ଲୋକଙ୍କ ପ୍ରତି ନବୀନ ସମବେଦନା ଜଣାଇଛନ୍ତି । Concerned to know about disappearanceContinue reading “ଉତ୍ତରାଖଣ୍ଡରେ ଭୟଙ୍କର ଜଳପ୍ରଳୟ । ଟୁଇଟ୍ କରି ଚିନ୍ତାପ୍ରକଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।”
ମାଓବାଦୀଙ୍କ ବଡ ଷଡଯନ୍ତ୍ର ବିଫଳ । ଛତିଶଗଡ ସୁକମା ପଲମଡାଗୁ ଜଙ୍ଗଲରେ ମାଓବାଦୀଙ୍କ ମରଣ ଯନ୍ତାରୁ ବର୍ତ୍ତିଲେ ଯବାନ ।
କନକ ବ୍ୟୁରୋ: ବିଫଳ ହେଲା ରକ୍ତମୁଖା ମାଓବାଦୀଙ୍କ ବଡ ଷଡଯନ୍ତ୍ର । ଛତିଶଗଡ ସୁକମା ପଲମଡାଗୁ ଜଙ୍ଗଲରେ ମରଣ ଯନ୍ତାରୁ ବର୍ତ୍ତିଗଲେ ଯବାନ । ସୁକୁମା ଜିଲ୍ଲା ପୋଲମପାଲି ଥାନା ଅନ୍ତର୍ଗତ ପଲମଡାଗୁ ଜଙ୍ଗଲରେ ଯବାନଙ୍କୁ ଟାର୍ଗେଟ କରି ନକ୍ସଲମାନେ କଂଟା ଜାଲ ବିଛାଇ ଦେଇଥିଲେ । ମାଟି ଖୋଳି ଲୁହା କଂଟା ପୋତି ସୁଖିଲା ପତ୍ର ଘୋଡେଇ ରଖିଥିଲେ । ଜଙ୍ଗଲ ଭିତରୁ ଲୁହା କଂଟା ପୋତା ସ୍ପାଇକ୍ ହୋଲ ଠାବ କରିଛନ୍ତି ସିଆରପିଏଫ ଯବାନContinue reading “ମାଓବାଦୀଙ୍କ ବଡ ଷଡଯନ୍ତ୍ର ବିଫଳ । ଛତିଶଗଡ ସୁକମା ପଲମଡାଗୁ ଜଙ୍ଗଲରେ ମାଓବାଦୀଙ୍କ ମରଣ ଯନ୍ତାରୁ ବର୍ତ୍ତିଲେ ଯବାନ ।”
କରୋନା ମହାମାରୀ ବେଳେ ବି ଦେଶରେ ବଢିଛି ବିଦେଶୀ ମୁଦ୍ରାଭଣ୍ଡାର । ଚଳିତ ବର୍ଷ ବଢିଛି ୧୧୯ ବିଲିୟନ ଡଲାର । ବୈଦେଶିକ ଋଣ ପରିମାଣକୁ ଟପିଲା ଏହି ବିଦେଶୀ ମୁଦ୍ରାଭଣ୍ଡାର
କନକ ବ୍ୟୁରୋ : ଯେତେବେଳେ କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିଛି, ଏହାର ପ୍ରଭାବରେ ଭାରତରେ ଅର୍ଥନୈତିକ ସ୍ଥିତି ମନ୍ଦାବସ୍ଥା ଦେଇ ଗତି କରୁଛି ତାହାରି ଭିତରେ ଏକ ଭଲ ଖବର ଆସିଛି । ଗତବର୍ଷ ତୁଳନାରେ ଭାରତରେ ବିଦେଶୀ ମୁଦ୍ରାଭଣ୍ଡାର ୧୧୯ ବିଲିୟନ ଡଲାର ବୃଦ୍ଧି ପାଇଁ ୫୯୦ ବିଲିୟନ ଆମେରିକାନ ଡଲାରରେ ପହଂଚିଛି । ଅନ୍ୟପଟେ ଭାରତର ମୋଟ ବୈଦେଶିକ ଋଣ ପରିମାଣ ୫୫୪ ବିଲିୟନ ଆମେରିକାନ ଡଲାର ଥିବା ବେଳେ ଏହାକୁContinue reading “କରୋନା ମହାମାରୀ ବେଳେ ବି ଦେଶରେ ବଢିଛି ବିଦେଶୀ ମୁଦ୍ରାଭଣ୍ଡାର । ଚଳିତ ବର୍ଷ ବଢିଛି ୧୧୯ ବିଲିୟନ ଡଲାର । ବୈଦେଶିକ ଋଣ ପରିମାଣକୁ ଟପିଲା ଏହି ବିଦେଶୀ ମୁଦ୍ରାଭଣ୍ଡାର”
ଓଡିଶାରେ ପଶି ନିର୍ବାଚନ କରିବାକୁ ଚାହୁଁଥିବା ଆନ୍ଧ୍ର ପ୍ରଦେଶକୁ ଝଟକା । ନିର୍ବାଚନରୁ ଓହରିଲେ ଓଡିଆ ପ୍ରାର୍ଥୀ ।
କନକ ବ୍ୟୁରୋ: ପଣ୍ଡ ହେଲା ପଡୋଶୀର ଚାଲ । ଓଡିଶାରେ ପଶି ନିର୍ବାଚନ କରିବାକୁ ଚାହୁଥିବା ଆନ୍ଧ୍ର ପ୍ରଦେଶକୁ ଲାଗିଛି ଝଟ୍କା । ଗଜପତି ଜିଲ୍ଲା ପ୍ରଶାସନର ଚାପ ପରେ ଆନ୍ଧ୍ରପ୍ରଦେଶ ନିର୍ବାଚନରୁ ଓହରି ଗଲା ଓଡିଶାର ପ୍ରାର୍ଥୀ । ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ଗଜପତିର ଲକ୍ଷ୍ମୀ ସବର । ଆନ୍ଧ୍ର ସୋବା ପଂଚାୟତ ନିର୍ବାଚନରେ ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ଭରିଥିଲେ ନାମାଙ୍କନ । ଗତ କିଛି ଦିନ ହେଲା ଆନ୍ଧପ୍ରଦେଶ ଜୋର ଜବରଦସ୍ତ ଓଡିଶାContinue reading “ଓଡିଶାରେ ପଶି ନିର୍ବାଚନ କରିବାକୁ ଚାହୁଁଥିବା ଆନ୍ଧ୍ର ପ୍ରଦେଶକୁ ଝଟକା । ନିର୍ବାଚନରୁ ଓହରିଲେ ଓଡିଆ ପ୍ରାର୍ଥୀ ।”
ପୋତା ହେଲା କଟକରେ ଜବତ ନକଲି ଘିଅ : ଜଗତପୁରରୁ ନକଲି ସୁବାଷ ଘିଅ ଜବତ କରିଥିଲା ପୋଲିସ
କନକ ବ୍ୟୁରୋ : ପୋତାହେଲା ଜବତ ନକଲି ଘିଅ । ଘିଅର ବ୍ରାଣ୍ଡ ଅସଲି ଥିବା ବେଳେ ନକଲି ଥିଲା ମାଲ। କଟକ ଜଗତପୁରରେ ସୁବାଷ ଘିଅ ଉପରେ ପୋଲିସ କିଛି ଦିନ ପୂର୍ବେ ଚଢଉ କରି ଅପମିଶ୍ରିତ ସସ୍ ଓ ଘିଅ ଜବତ କରିଥିଲା ପୋଲିସ । ଆଜି ସେହି ସାମଗ୍ରୀ ଗୁଡ଼ିକୁ ପୋଲିସ ମାଟିରେ ପୋତି ନଷ୍ଟ କରିଛି । କିଛି ଦିନ ତଳେ କମ୍ପାନୀର ମୁଖ୍ୟ ସୁବାଷ ନାୟକଙ୍କୁ ପୋଲିସ ଗିରଫ କରିଥିବାContinue reading “ପୋତା ହେଲା କଟକରେ ଜବତ ନକଲି ଘିଅ : ଜଗତପୁରରୁ ନକଲି ସୁବାଷ ଘିଅ ଜବତ କରିଥିଲା ପୋଲିସ”
ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର କରାଳ ରୂପ । ଚମୋଲି ଜୋଶୀମଠରେ ଜଳ ପ୍ରଳୟ ଯୋଗୁଁ ସବୁ ଛାରଖାର । ଉଦ୍ଧାର କାର୍ଯ୍ୟରେ ୨୦୦ ଯବାନଙ୍କ ସହ NDRF ଟିମ୍
କନକ ବ୍ୟୁରୋ: ଉତ୍ତରାଖଣ୍ଡ ଚମୋଲିରେ ଜଳ ପ୍ରଳୟ । ଏହି ଭୟଙ୍କର ହିମସ୍ଖଳନରେ ୧୦୦ରୁ ୧୫୦ ଆହତ ହୋଇଥିବା କହିଲେ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ । ସେପ୍ଣଙ୍କ ରିଲିଫ୍ ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ, ଗୃହମନ୍ତ୍ରଣାଳୟ ଅଧିକାରୀଙ୍କ ଉପସ୍ଥିତରେ ବସିବ ବୈଠକ । ସେପଟେ ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଗୃହ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନାContinue reading “ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର କରାଳ ରୂପ । ଚମୋଲି ଜୋଶୀମଠରେ ଜଳ ପ୍ରଳୟ ଯୋଗୁଁ ସବୁ ଛାରଖାର । ଉଦ୍ଧାର କାର୍ଯ୍ୟରେ ୨୦୦ ଯବାନଙ୍କ ସହ NDRF ଟିମ୍”