ରାମମନ୍ଦିରକୁ ନେଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ବିବାଦୀୟ ବୟାନ । କହିଲେ ଅଯୋଦ୍ଧାରେ ରାମମନ୍ଦିର ନୁହେଁ ନିର୍ମାଣ ହେଉଛି ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟାଳୟ

କନକ ବ୍ୟୁରୋ : ମର୍ଯ୍ୟଦାପୁରୁଷ ରାମଚନ୍ଦ୍ରଙ୍କୁ ହିନ୍ଦୁଧର୍ମର ଅରାଧ୍ୟ ଦେବାତା ଭାବେ ପ୍ରତ୍ୟେକ ଭାରତୀୟ ମନେ କରନ୍ତି । ହେଲେ ଜଣେ ହିନ୍ଦୁଧର୍ମର ବାବା ଏବେ ରାମମନ୍ଦିର ନିର୍ମାଣକୁ ନେଇ ଯେଭଳି ବିବାଦୀୟ ବୟାନ ଦେଇଛନ୍ତି ତାହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଅଯୋଦ୍ଧାରେ ରାମମନ୍ଦିର ନୁହେଁ ବରଂ ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟାଳୟ ନିର୍ମାଣ ହେଉଛି ବୋଲି କହିଛନ୍ତି ଦ୍ୱାରକାଶରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ । ମାଘ ମେଳାରେ ମୌନ ଅମାବାସ୍ୟାContinue reading “ରାମମନ୍ଦିରକୁ ନେଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ବିବାଦୀୟ ବୟାନ । କହିଲେ ଅଯୋଦ୍ଧାରେ ରାମମନ୍ଦିର ନୁହେଁ ନିର୍ମାଣ ହେଉଛି ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟାଳୟ”

ଶ୍ରୀମନ୍ଦିର ପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ଡ୍ରାଫ୍ଟ ଅଧିନିୟମକୁ ସେବାୟତଙ୍କ ବିରୋଧ : ଅଧିନିୟମ ଅନୁସାରେ, ଜଗନ୍ନାଥ ମନ୍ଦିରର ୧୦୦ ମିଟର ବ୍ୟାସାର୍ଦ୍ଧ ହେବ ନିଷିଦ୍ଧ ଅଂଚଳ, ହୋଇପାରିବନି କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ

କନକ ବ୍ୟୁରୋ : ଶ୍ରୀମନ୍ଦିର ପାଇଁ ପ୍ରଥମ ଥର କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ନାସନାଲ ମନୁମେଂଟ ଅଥରିଟି ବା ଜାତୀୟ କିର୍ତୀରାଜି କର୍ତୃପକ୍ଷ ଜାରି କରିଛି ପ୍ରସ୍ତାବିତ ବାଇ-ଲକୁ ବିରୋଧ କରୁଛନ୍ତି ସେବାୟତ । ଏହି ପ୍ରସ୍ତାବିତ ବାଇ-ଲ ବା ଅଧିନିୟମରେ ଶ୍ରୀମନ୍ଦିର ଚାରିପଟରେ ବିକାଶ ଉପରେ କଟକଣା ଲଗାଯାଇଛି । ଜାତୀୟ କିର୍ତୀରାଜି କର୍ତୃପକ୍ଷ ଏନେଇ ଡ୍ରାଫ୍ଟ ବାଇ-ଲ ବା ଅଧିନିୟମ ଡ୍ରାଫ୍ଟ ପ୍ରକାଶ କରିଛି । ଡ୍ରାଫ୍ଟ ନିୟମ ଅନୁସାରେ ଏଏସଆଇContinue reading “ଶ୍ରୀମନ୍ଦିର ପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ଡ୍ରାଫ୍ଟ ଅଧିନିୟମକୁ ସେବାୟତଙ୍କ ବିରୋଧ : ଅଧିନିୟମ ଅନୁସାରେ, ଜଗନ୍ନାଥ ମନ୍ଦିରର ୧୦୦ ମିଟର ବ୍ୟାସାର୍ଦ୍ଧ ହେବ ନିଷିଦ୍ଧ ଅଂଚଳ, ହୋଇପାରିବନି କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ”

ଭାରତ-ଇଂଲଣ୍ଡ ଟେଷ୍ଟ: ପ୍ରଥମ ଇନିଂସରେ ୫୭୮ ରନ୍ କରି ଇଂଲଣ୍ଡ ଅଲ୍-ଆଉଟ୍, ୫୯ ରନରେ ୨ ୱିକେଟ୍ ହରାଇ ଭାରତ କରୁଛି ବ୍ୟାଟିଂ

କନକ ବ୍ୟୁରୋ : ୫୭୮ ରନ୍‌ କରି ଇଂଲଣ୍ଡ ଅଲ୍‌-ଆଉଟ୍ । ଚେନ୍ନାଇର ଏମ୍‌ଏ ଚିଦମ୍ବରମ୍‌ ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ୍‌ ମଧ୍ୟରେ ଚାଲିଥିବା ଟେଷ୍ଟ୍‌ ମ୍ୟାଚ୍‌ର ତୃତୀୟ ଦିନରେ ୫୭୮ ରନ୍‌ କରି ଇଂଲଣ୍ଡ ପ୍ରଥମ ଇନିଙ୍ଗ୍‌ସ୍‌ର ପରିସମାପ୍ତି ହୋଇଛି । ୧୯୦.୧ ଓଭର୍‌ରେ ଇଂଲଣ୍ଡ ସଂଗ୍ରହ କରିଥିବା ଏହି ୫୭୮ ରନ୍‌ରେ ଜୋ ରୁଟ୍‌ଙ୍କର ଅବଦାନ ହେଉଛି ୨୧୮ ରନ୍ ‌। ସଦ୍ୟତମ ସୂଚନା ଅନୁସାରେ, ଭାରତ ବ୍ୟାଟିଙ୍ଗ୍‌ ଆରମ୍ଭ କରିବା ସହ ଲଞ୍ଚContinue reading “ଭାରତ-ଇଂଲଣ୍ଡ ଟେଷ୍ଟ: ପ୍ରଥମ ଇନିଂସରେ ୫୭୮ ରନ୍ କରି ଇଂଲଣ୍ଡ ଅଲ୍-ଆଉଟ୍, ୫୯ ରନରେ ୨ ୱିକେଟ୍ ହରାଇ ଭାରତ କରୁଛି ବ୍ୟାଟିଂ”

ଭୁବନେଶ୍ୱରରେ ପୁଣି ଆତଙ୍କ : ଘାଟିକିଆରୁ ପୁଣି ଝୁଲନ୍ତା ମୃତଦେହ ଠାବ; ଜଙ୍ଗଲ ଭିତରେ ଝୁଲିରହିଛି ମୃତଦେହ, ୧୫ରୁ ୨୦ ଦିନ ଧରି ଝୁଲିରହିଥିବା ଅନୁମାନ

କନକ ବ୍ୟୁରୋ : ରାଜଧାନୀରେ ଝୁଲନ୍ତା ମୃତଦେହ ଠାବ । ଭୁବନେଶ୍ୱର ଘାଟିକିଆ ଅଂଚଳରେ ଏକ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ଘାଟିକିଆ ଅଂଚଳର ଏକ ଜଙ୍ଗଲ ଭିତରେ ମୃତଦେହଟି ଝୁଲି ରହିଥିବା ସୁଚନା ମିଳିଛି । ମୃତଦେହଟି ୧୦ରୁ ୧୫ ଦିନ ହେଲା ଝୁଲି ରହିଥିବା ନେଇ ଅନୁମାନ କରାଯାଉଛି । ଏପରିକି ଝୁଲି ରହିଥିବା ମୃତ ଦେହର ଆଣ୍ଠୁ ତଳକୁ କୁକୁର ଖାଇଦେଇଥିବା ସନ୍ଦେହ କରାଯାଉଛି । from Kanak News viaContinue reading “ଭୁବନେଶ୍ୱରରେ ପୁଣି ଆତଙ୍କ : ଘାଟିକିଆରୁ ପୁଣି ଝୁଲନ୍ତା ମୃତଦେହ ଠାବ; ଜଙ୍ଗଲ ଭିତରେ ଝୁଲିରହିଛି ମୃତଦେହ, ୧୫ରୁ ୨୦ ଦିନ ଧରି ଝୁଲିରହିଥିବା ଅନୁମାନ”

ଭୁବନେଶ୍ୱରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା : ଟେର ପାଉନି ପୁଲିସ; ଓଡିଆ ପରେ ହିନ୍ଦୀରେ ପୋଷ୍ଟର ଜାରି

କନକ ବ୍ୟୁରୋ : ଚନ୍ଦକା ଦାସପୁର ରାସ୍ତାକଡରୁ ମୁଣ୍ଡ ବିହୀନ ମହିଳାଙ୍କୁ ଚିହ୍ନଟ ପାଇଁ ଓଡ଼ିଆ ପରେ ହୀନ୍ଦିରେ ପୋଷ୍ଟର ଜାରି କଲା ପୋଲିସ । ଏହି ପୋଷ୍ଟରୁକୁ ସର୍ବସାଧାରଣ ସ୍ଥାନରେ ଲଗାଇବ ପୋଲିସ । ପୋଷ୍ଟରରେ ମହିଳାଙ୍କ ସଂପର୍କରେ ତଥ୍ୟ ଦିଆଯାଇଛି । ମହିଳା ବୟସ ୩୦ରୁ ୩୫ ଓ ଡାହାଣ ହାତରେ ତ୍ରିଶୁଳ ଚିତା ରହିଛି । ମହିଳାଙ୍କ ଉଚ୍ଚତା ୫ ଫୁଟ ୩ ଇଂଚ ରହିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ମହିଳାଙ୍କContinue reading “ଭୁବନେଶ୍ୱରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା : ଟେର ପାଉନି ପୁଲିସ; ଓଡିଆ ପରେ ହିନ୍ଦୀରେ ପୋଷ୍ଟର ଜାରି”

କୋରାପୁଟ ଗସ୍ତରେ ପୁଲିସ ଡିଜି : ଦକ୍ଷିଣ-ପଶ୍ଚିମାଂଚଳ ରେଂଜର ୬ଟି ଜିଲ୍ଲା ଏସପିଙ୍କ ସହ କରିବେ ବୈଠକ

କନକ ବ୍ୟୁରୋ : କୋରାପୁଟ ଗସ୍ତରେ ପୋଲିସ ଡ଼ିଜି ଅଭୟ । ଆଇନ ଶୃଂଖଳା ଓ ମାଓ ମୁକାବିଲା ନେଇ କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମିକ୍ଷା କରିଛନ୍ତି ପୋଲିସ ଡ଼ିଜି । ଅତିରିକ୍ତ ଡ଼ିଜି ଯଶୋବନ୍ତ ଜେଟୁଆ ଏବଂ ୬ଟିଜିଲ୍ଲାର ଏସପିଙ୍କ ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ପୋଲିସ ରିଜର୍ଭ କାର୍ଯ୍ୟାଳୟର ନୂତନ କୋଠା ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ପୋଲିସ ଡ଼ିଜି । from Kanak News via <a href="https://ifttt.com/?

ନାଟକର ନାଁ ‘ଝରାଫୁଲ’ । ଚର୍ଚ୍ଚାରେ ଥିବା ଝରାଫୁଲଙ୍କ କାହାଣୀ ଏବେ କାଳ୍ପନିକ ଭାବେ ଦେଖିବେ ଦର୍ଶକ ।

କନକ ବ୍ୟୁରୋ: ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଏବେ ଚର୍ଚ୍ଚାରେ । ଏହି ମୃତ୍ୟୁର ରହସ୍ୟ ଏବେ ବି ରହସ୍ୟ ଘେରରେ । ଏହି ସମୟରେ ପ୍ରସ୍ତୁତ ହେଉଛି ଯାତ୍ରାନାଟକ ଝରାଫୁଲ । ଭୁବନେଶ୍ୱର ଉପକଣ୍ଠ ଏହାର ଚାଲିଛି ରିହର୍ସଲ । କଳାକାରମାନେ ଅଭ୍ୟାସ ଜାରି ରଖିଛନ୍ତି । ଯାତ୍ରା ଇନ୍ଦ୍ରଭୁବନ ଏହି ଯାତ୍ରା ପ୍ରସ୍ତୁତ କରୁଛି । ବାସ୍ତବ କାହାଣୀରୁ ଏହି ଯାତ୍ରା ପରିକଳ୍ପିତ ହୋଇଛି । କାହାଣୀର ରଚନା ଲିଲି ଦାସ କରିଥିବାବେଳେContinue reading “ନାଟକର ନାଁ ‘ଝରାଫୁଲ’ । ଚର୍ଚ୍ଚାରେ ଥିବା ଝରାଫୁଲଙ୍କ କାହାଣୀ ଏବେ କାଳ୍ପନିକ ଭାବେ ଦେଖିବେ ଦର୍ଶକ ।”

ଖୋର୍ଦ୍ଧା ସହର ଭିତରେ ପୁଣି ପଶିଲା ଦନ୍ତାହାତୀ : ବନବିଭାଗ ସହାୟତାରେ ଛଡାଗଲା ଜଙ୍ଗଲ

କନକ ବ୍ୟୁରୋ : ସହର ଭିତରେ ପଶିଲା ଦନ୍ତା ହାତୀ । ଗତକାଲି ରାତିରେ ଖୋର୍ଦ୍ଧା ସହର ଭିତରେ ଏକ ବଣୁଆ ହାତୀ ପଶି ଆସିଥିବା ବେଳେ ଲୋକେ ଟର୍ଚ୍ଚ ଲାଇଟ ଧରି ହାତୀକୁ ଘଉଡ଼େଇଥିଲେ । ସହର ଭିତରେ ହାତୀଙ୍କ ଉପଦ୍ରବ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଏମିତି ବାରମ୍ବାର ଖୋର୍ଦ୍ଧା ସହର ଭିତରକୁ ହାତୀ ପଶିଆସିଥିବା ଦେଖିବାକୁ ମିଳୁଛି । ଖୋର୍ଦ୍ଧା ମକୁନ୍ଦପ୍ରସାଦ ଅଂଚଳରେ ଦନ୍ତା ହାତୀ ପଶିଆସିଥିବା ବେଳେContinue reading “ଖୋର୍ଦ୍ଧା ସହର ଭିତରେ ପୁଣି ପଶିଲା ଦନ୍ତାହାତୀ : ବନବିଭାଗ ସହାୟତାରେ ଛଡାଗଲା ଜଙ୍ଗଲ”

ପୁରୀ କଣାସ ସହନା ଗାଁରେ ବିବାହ ଭୋଜି ଖାଇ ଅସୁସ୍ଥଙ୍କ ସଂଖ୍ୟା ୫ଶହକୁ ବୃଦ୍ଧି : ଆକ୍ରାନ୍ତଙ୍କ ଭିତରେ ଅଛନ୍ତି ୩୦ ଶିଶୁ; ସଂଗ୍ରହ ହେଲା ଖାଦ୍ୟ ଓ ପାଣି ନମୁନା

କନକ ବ୍ୟୁରୋ : ପୁରୀ କଣାସ ପଂଚାୟତ ସହନା ଗାଁରେ ବିବାହ ଭୋଜି ଖାଇ ଅସୁସ୍ଥଙ୍କ ସଂଖ୍ୟା ୫ଶହକୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ଭିତରେ ୩୦ ଶିଶୁ ଅଛନ୍ତି । ଜଣେ ପରେ ଜଣେ ଅସୁସ୍ଥ ହୋଇପଡିବା ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ପହଂଚି ତଦନ୍ତ କରିଥିବାବେଳେ ପାଣି ଓ ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି । ସହନା ଗାଁର ମାନଗୋବିନ୍ଦ ଜୟସିଂଙ୍କ ବଡପୁଅର ବିବାହ ହୋଇଥିଲା ଗତContinue reading “ପୁରୀ କଣାସ ସହନା ଗାଁରେ ବିବାହ ଭୋଜି ଖାଇ ଅସୁସ୍ଥଙ୍କ ସଂଖ୍ୟା ୫ଶହକୁ ବୃଦ୍ଧି : ଆକ୍ରାନ୍ତଙ୍କ ଭିତରେ ଅଛନ୍ତି ୩୦ ଶିଶୁ; ସଂଗ୍ରହ ହେଲା ଖାଦ୍ୟ ଓ ପାଣି ନମୁନା”

ତୋଷାଳି ସରିଲା, ଚାଲିଛି ଆଦିବାସୀ ମେଳା : ଖଣ୍ଡଗିରି ମେଳାରେ ଯାତ୍ରା ହେଲେ ବ୍ୟାପିଯିବ କରୋନା ! ବିଏମ୍‌ସିର ଅଜବ ଯୁକ୍ତି, ହୋଇପାରୁନି ନିଷ୍ପତ୍ତି

କନକ ବ୍ୟୁରୋ :  ଫେବ୍ରୁଆରି ୩ ତାରିଖରେ ଭୁବନେଶ୍ବର-ପୁରୀ ବାଇପାସ୍‌ରେ ବିଏମ୍‌ସି ପକ୍ଷରୁ ଆୟୋଜିତ ଆଲୋକୀକରଣ ପ୍ରକଳ୍ପର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଏକାଠି ହେଲେ। ସାମାଜିକ ଦୂରତା ରଖିବା ଦୂରର କଥା ଅଧିକାଂଶ ଲୋକ ମାସ୍କ ପିନ୍ଧି ନ ଥିଲେ । ରାଜଧାନୀରେ ଏବେ ସବୁ ଫିଲ୍ମ ହଲ୍‌ରେ ଯେତିକି ସିଟ୍‌ ଅଛି ସେତିକି ଲୋକ ବସି ଫିଲ୍ମ ଦେଖୁଛନ୍ତି । ଗୋଟିଏ ସୋ’ରେ ପ୍ରାୟ ୩୦୦ରୁ ୪୦୦ ଲୋକ ଏକାଠି ବସୁଛନ୍ତି ।Continue reading “ତୋଷାଳି ସରିଲା, ଚାଲିଛି ଆଦିବାସୀ ମେଳା : ଖଣ୍ଡଗିରି ମେଳାରେ ଯାତ୍ରା ହେଲେ ବ୍ୟାପିଯିବ କରୋନା ! ବିଏମ୍‌ସିର ଅଜବ ଯୁକ୍ତି, ହୋଇପାରୁନି ନିଷ୍ପତ୍ତି”

Design a site like this with WordPress.com
Get started