ମହଙ୍ଗା ପଡିଲା ପର୍ନ ଭିଡିଓ ସୁଟିଂ । ମୁମ୍ବାଇରୁ ଗିରଫ୍ ହେଲେ ଅଭିନେତ୍ରୀ ଗେହେନା ବଶିଷ୍ଟ । ପର୍ନ ଭିଡିଓ କରି ମୋବାଇଲ ଆପ୍ ରେ କରୁଥିଲେ ଅପଲୋଡ୍

କନକ ବ୍ୟୁରୋ : ସେମାନେ ସେଲିବ୍ରେଟି,ସେମାନେ ଆଇଡଲ, ହେଲେ ସେମାନଙ୍କ ମଧ୍ୟରୁ କିଛି କଳାକାରଙ୍କ କାମ ଯେ ଆମକୁ ଲଜ୍ଜିତ କରୁଛି ତାହା ବାରମ୍ବାର ଦେଖିବାକୁ ମିଳୁଛି । ୮୦ ଟି ବିଜ୍ଞାପନ, ୭ ଟି ୱେବ୍ ସିରିଜ୍ ଓ କିଛି ସିନେମାରେ କାମ କରିଥିବା ଗେହେନା ବଶିଷ୍ଟଙ୍କ କର୍ମ ଦେଶର କଳାକାରଙ୍କୁ ଅପମାନିତ କରିଛି । ଗେହେନା ପର୍ନ ଭିଡିଓ ସୁଟିଂ କରି ତାକୁ ମୋବାଇଲ ଆପ୍ ରେ ଅପଲୋଡ୍ କରିବା ଅଭିଯୋଗରେ ତାଙ୍କୁ ଗିରଫ୍Continue reading “ମହଙ୍ଗା ପଡିଲା ପର୍ନ ଭିଡିଓ ସୁଟିଂ । ମୁମ୍ବାଇରୁ ଗିରଫ୍ ହେଲେ ଅଭିନେତ୍ରୀ ଗେହେନା ବଶିଷ୍ଟ । ପର୍ନ ଭିଡିଓ କରି ମୋବାଇଲ ଆପ୍ ରେ କରୁଥିଲେ ଅପଲୋଡ୍”

ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ…୧୫୦ ଶ୍ରମିକ ନିଖୋଜ : ୧୦୦ରୁ ଅଧିକ ମୃତାହତ ଆଶଙ୍କା; ସତର୍କ ରହିବାକୁ ପରାମର୍ଶ

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ । ପାହାଡ ଉପରେ ବରଫଖଣ୍ଡ ତରଳି ସୁ-ସୁ ଗର୍ଜନ ଗର୍ଜନ କରି ବହି ଆସୁଛି ମାଟି ମିଶା ପାଣି । ଚମୋଲି ଜିଲ୍ଲାର ରେଣି ଗାଁ ନିକଟ ଜୋସିମଠ ନିକଟରେ ପାହାଡ଼ ଉପରୁ କ୍ଷୀପ୍ର ବେଗରେ ଜଳସ୍ରୋତ ମାଡି ଆସୁଛି । ଏହେଉଛି ସେହି ଭୟଙ୍କର ଦୃଶ୍ୟ । ହିମସ୍ଖଳନ ଯୋଗୁଁ ପାହାଡ ତଳେ ଥିବା ଗାଁ ପୁରା ଭାସି ଯାଇଛି । ଅନେକ ଘର ଦ୍ୱାର କ୍ଷତିଗ୍ରସ୍ତContinue reading “ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ…୧୫୦ ଶ୍ରମିକ ନିଖୋଜ : ୧୦୦ରୁ ଅଧିକ ମୃତାହତ ଆଶଙ୍କା; ସତର୍କ ରହିବାକୁ ପରାମର୍ଶ”

ଶ୍ରୀମନ୍ଦିର ପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ଡ୍ରାଫ୍ଟ ଅଧିନିୟମ ପ୍ରସଙ୍ଗ : ଜିଲ୍ଲାପାଳ କହିଲେ, ଭୟଭୀତ ହେବାର ନାହିଁ, ଲୋକଙ୍କ ମତାମତ ପରେ ହେବ ଆଲୋଚନା

କନକ ବ୍ୟୁରୋ : ଶ୍ରୀମନ୍ଦିର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ଜାତୀୟ କୀର୍ତିରାଜି କର୍ତୃପକ୍ଷ ନୂଆ ବାଇ-ଲ ବା ଉପନିୟମ ଆଣିବାକୁ କହିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ । ସେ କହିଛନ୍ତି , ଏହି ପ୍ରସଙ୍ଗ ଏବେ ପ୍ରାଥମିକ ଅବସ୍ଥାରେ ଅଛି । ଭୟଭୀତ ହେବାର ନାହିଁ । ଲୋକଙ୍କ ମତାମତ ପରେ ଆଲୋଚନା କରାଯିବ ।  ବାଇ-ଲରେ ସ୍ପଷ୍ଟ ଭାବେ କୁହାଯାଇଛିContinue reading “ଶ୍ରୀମନ୍ଦିର ପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ଡ୍ରାଫ୍ଟ ଅଧିନିୟମ ପ୍ରସଙ୍ଗ : ଜିଲ୍ଲାପାଳ କହିଲେ, ଭୟଭୀତ ହେବାର ନାହିଁ, ଲୋକଙ୍କ ମତାମତ ପରେ ହେବ ଆଲୋଚନା”

ଶ୍ରୀମନ୍ଦିର ପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ଡ୍ରାଫ୍ଟ ଅଧିନିୟମ ପ୍ରସଙ୍ଗ : ପ୍ରତିକ୍ରିୟା ରଖିଲା ବିଜେଡି; ସାଂସଦ ପିନାକୀ ମିଶ୍ର କହିଲେ, ଓଡିଆଙ୍କ ଭାବାବେଗକୁ ପହଂଚାଇଛି ଆଘାତ

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଓ ଅନ୍ୟ କିଛି ମନ୍ଦିରର ସଂରକ୍ଷଣ ନେଇ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ବାଇ-ଲ ବା  ଉପନିୟମ ଜାରି କରିବା ପରେ ବିଜେଡି ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି । ବରିଷ୍ଠ ସାଂସଦ ପିନାକୀ ମିଶ୍ର ଟ୍ୱିଟ କରି ଲେଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶ୍ରୀମନ୍ଦିର ପାଇଁ ଅସାଧାରଣ କାମକୁ କେନ୍ଦ୍ର ସରକାର ବାଧା ପଂହଚାଇବାକୁ ଚେଷ୍ଟା କରୁଛନ୍ତି । ମୁଖ୍ୟମନ୍ତ୍ରୀ ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପାଇଁ ଦିନContinue reading “ଶ୍ରୀମନ୍ଦିର ପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ଡ୍ରାଫ୍ଟ ଅଧିନିୟମ ପ୍ରସଙ୍ଗ : ପ୍ରତିକ୍ରିୟା ରଖିଲା ବିଜେଡି; ସାଂସଦ ପିନାକୀ ମିଶ୍ର କହିଲେ, ଓଡିଆଙ୍କ ଭାବାବେଗକୁ ପହଂଚାଇଛି ଆଘାତ”

ଚେନ୍ନାଇ ବିମାନବନ୍ଦରରୁ କରିନେଲେ ଅପହରଣ । ପାଲଘରର ବେବାଜୀ ଜଙ୍ଗଲରେ ହାତ ଗୋଡ ବାନ୍ଧି ଜିଅନ୍ତା ଜାଳିଦେଲେ । ପଢନ୍ତୁ ଏମିତି କାହିଁକି କଲେ ଦୁର୍ବୃତ୍ତ

କନକ ବ୍ୟୁରୋ : ସେ ଜଣେ ଯବାନ ଥିଲେ । ଜୀବନକୁ ବାଜି ଲଗାଇ ଦେଶବାସୀଙ୍କ ସୁରକ୍ଷା ପାଇଁ ଶତୃପକ୍ଷ ସହିତ ଲଢୁଥିଲେ । ହେଲେ ମାତ୍ର କିଛି ଟଙ୍କା ପାଇଁ କିଛି ଦୁର୍ବୃତ୍ତ ତାଙ୍କୁ ଗୋଡ ହାତ ବାନ୍ଧି ଜିଅନ୍ତା ଜାଳିଦେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପାଲଘର ଠାରେ   । ସୂଚନା ମୁତାବକ ମୃତ୍ୟୁ ହୋଇଥିବା ଯବାନ ଜଣଙ୍କ ଭାରତୀୟ ନୌସେନାର ଜଣେ ଅଧିକାରୀ ।  ତାଙ୍କ ନାମ ସୁରଜ କୁମାରContinue reading “ଚେନ୍ନାଇ ବିମାନବନ୍ଦରରୁ କରିନେଲେ ଅପହରଣ । ପାଲଘରର ବେବାଜୀ ଜଙ୍ଗଲରେ ହାତ ଗୋଡ ବାନ୍ଧି ଜିଅନ୍ତା ଜାଳିଦେଲେ । ପଢନ୍ତୁ ଏମିତି କାହିଁକି କଲେ ଦୁର୍ବୃତ୍ତ”

ଉତ୍ତରାଖଣ୍ଡ ଚମୋଲିରେ ଭୟଙ୍କର ହିମସ୍ଖଳନ : ପାହାଡ ଉପରୁ ବହି ଆସୁଥିବା ଜଳସ୍ରୋତ ଓ ମାଟି ଅତଡାରେ ଭାସିଗଲା ଘରଦ୍ୱାର; ନଦୀ କୂଳରୁ ଦୂରକୁ ଯିବାକୁ ଲୋକଙ୍କୁ ପରାମର୍ଶ

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚମୋଲିରେ ଭୁସ୍ଖଳନ । ଧସିଲା ପାହାଡ଼ । ଜିଲ୍ଲାର ରେଣି ଗାଁ ନିକଟରେ ଏହି ପାହାଡ଼ ଧସିଥିବା ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି । ପୁରା ଗାଁ ଉପରକୁ ପାହାଡ଼ରୁ ମାଟି ଅତଡ଼ା ମାଡ଼ି ଆସିଥିବା ବେଳେ ଏହାର ପ୍ରଭାବରେ ଅନେକ ଘର ଦ୍ୱାର କ୍ଷତିଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଂଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଏହାର ପ୍ରଭାବରେ ନିକଟରେ ପାୱାର ପ୍ରୋଜେକ୍ଟ କ୍ଷତିଗ୍ରସ୍ତ ହୋଇଛିContinue reading “ଉତ୍ତରାଖଣ୍ଡ ଚମୋଲିରେ ଭୟଙ୍କର ହିମସ୍ଖଳନ : ପାହାଡ ଉପରୁ ବହି ଆସୁଥିବା ଜଳସ୍ରୋତ ଓ ମାଟି ଅତଡାରେ ଭାସିଗଲା ଘରଦ୍ୱାର; ନଦୀ କୂଳରୁ ଦୂରକୁ ଯିବାକୁ ଲୋକଙ୍କୁ ପରାମର୍ଶ”

ରାଜଧାନୀରେ ଡ଼କାୟତି ଉଦ୍ୟମ ପଣ୍ଡ : ଘଟଣାସ୍ଥଳରୁ ପୋଲିସ ବନ୍ଧୁକ, ଖଣ୍ଡା ଓ ମାରଣାସ୍ତ୍ର ଜବତ; ୪ ଡ଼କାୟତ ଗିରଫ

କନକ ବ୍ୟୁରୋ : ରାଜଧାନୀରେ ଡ଼କାୟତି ଉଦ୍ୟମ ପଣ୍ଡ । ଡ଼କାୟତ ଗ୍ୟାଙ୍ଗକୁ ଧରିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଘଟଣା ସ୍ଥଳରୁ ୪ଜଣ ଡ଼କାୟତଙ୍କୁ ଗିରଫ କଲା ପୋଲିସ । ଏହା ସହ ଘଟଣାସ୍ଥଳରୁ ପୋଲିସ ବନ୍ଧୁକ, ଖଣ୍ଡା ଓ ମାରଣାସ୍ତ୍ର ଜବତ କରିଛି । ପୁଲିସକୁ ଦେଖି ୨ଜଣ ଅପରାଧି ଫେରାର ହୋଇଛନ୍ତି । ୩ଟି ସୁନା ଚେନ ଓ କାନଫୁଲ ଜବତ କରି ପୋଲିସ ତନାଘନା କରିଛି । ତେବେ ବିଡ଼ିଏ କଲୋନୀରେContinue reading “ରାଜଧାନୀରେ ଡ଼କାୟତି ଉଦ୍ୟମ ପଣ୍ଡ : ଘଟଣାସ୍ଥଳରୁ ପୋଲିସ ବନ୍ଧୁକ, ଖଣ୍ଡା ଓ ମାରଣାସ୍ତ୍ର ଜବତ; ୪ ଡ଼କାୟତ ଗିରଫ”

ଟିକରୀ ସୀମାରେ ଜଣେ କୃଷକଙ୍କ ଆତ୍ମହତ୍ୟା । ଅନ୍ୟ ୨ ଜଣ ଚାଷୀଙ୍କ ଅସ୍ୱଭାବିକ ମୃତ୍ୟୁ । ସେପଟେ ୨ କୃଷକ ନେତାଙ୍କୁ ନିଲମ୍ବିତ କଲା ସଂଯୁକ୍ତ କିଷାନ ମୋର୍ଚ୍ଚା

କନକ ବ୍ୟୁରୋ : ଗଡୁଛି ତାରିଖ, ବଢୁଛି ଦିନ, ଅସହ୍ୟ ହେଲାଣି ଚାଷୀ ଜୀବନ । ୨ ମାସରୁ ଅଧିକ ହେବ ଦିଲ୍ଲୀ ସୀମାରେ ଚାଲିଛି ଅନ୍ନଦାତାଙ୍କ ଆନ୍ଦୋଳନ । ଆନ୍ଦୋଳନ ଉପରେ ରୋକ୍ ଲଗାଇବାକୁ ନା ସରକାର ପ୍ରସ୍ତୁତ ନା ନିଜ ଜିଦ୍ ରୁ ଉହୁରିବାକୁ ଅନ୍ନଦାତା ପ୍ରସ୍ତୁତ । ଏହାରି ମଧ୍ୟରେ ଚାଲିଥିବା ଆନ୍ଦୋଳନରେ ଅନେକ ଚାଷୀଙ୍କର ମୃତ୍ୟୁ ହୋଇସାରିଥିବା ବେଳେ କିଛି ଚାଷୀ ଧର୍ଯ୍ୟହରା ହୋଇ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳିଛି ।Continue reading “ଟିକରୀ ସୀମାରେ ଜଣେ କୃଷକଙ୍କ ଆତ୍ମହତ୍ୟା । ଅନ୍ୟ ୨ ଜଣ ଚାଷୀଙ୍କ ଅସ୍ୱଭାବିକ ମୃତ୍ୟୁ । ସେପଟେ ୨ କୃଷକ ନେତାଙ୍କୁ ନିଲମ୍ବିତ କଲା ସଂଯୁକ୍ତ କିଷାନ ମୋର୍ଚ୍ଚା”

ମହାରାଷ୍ଟ୍ରରୁ ଉଦ୍ଧାର ହେଲେ ୪ ଓଡ଼ିଆ ଶ୍ରମିକ : ଚା’ କମ୍ପାନୀରେ କାମ ଦେବାକୁ କହି ମହାରାଷ୍ଟ୍ର ନେଇଯାଇଥିଲା ଦଲାଲ୍

କନକ ବ୍ୟୁରୋ : ମହାରାଷ୍ଟ୍ରରୁ ଉଦ୍ଧାର ହେଲେ ୪ ଓଡ଼ିଆ ଶ୍ରମିକ । ବିଜୟାୱାଡ଼ାର ରାମୁ ନାମକ ଜଣେ ଦଲାଲ ବ୍ରହ୍ମପୁରର ୫ଜଣ ଯୁବକଙ୍କୁ ଚା’କମ୍ପାନୀରେ କାମ ଦେବାର ପ୍ରଲୋଭନ ଦେଖାଇ ମହାରାଷ୍ଟ୍ରର ସୁଗା ଗାଁରେ ମାଛ ଧରିବା କାମରେ ଲାଗାଇଥିଲେ । ଆଉ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲା ଦଲାଲ । ତେବେ କୌଶଳ କ୍ରମେ ଜଣେ ଯୁବକ ସେମାନଙ୍କ କବଳରୁ ଖସି ଆସି ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ।Continue reading “ମହାରାଷ୍ଟ୍ରରୁ ଉଦ୍ଧାର ହେଲେ ୪ ଓଡ଼ିଆ ଶ୍ରମିକ : ଚା’ କମ୍ପାନୀରେ କାମ ଦେବାକୁ କହି ମହାରାଷ୍ଟ୍ର ନେଇଯାଇଥିଲା ଦଲାଲ୍”

ବଡ଼ ଖବର: ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ପାଇଁ ଚିଠି, ଜାତୀୟ କୀର୍ତ୍ତିରାଜି କର୍ତ୍ତୁପକ୍ଷଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

କନକ ବ୍ୟୁରୋ: ବଡ଼ ଖବର । ପୁରୀ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହାର ପାଇଁ ଜାତୀୟ କୀର୍ତ୍ତିରାଜି କର୍ତ୍ତୁପକ୍ଷଙ୍କୁ ଚିଠି । ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ପାଇଁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେବାୟତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି  ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହାର କରିବାକୁ ଜାତୀୟ କୀର୍ତ୍ତିରାଜି କର୍ତ୍ତୁପକ୍ଷଙ୍କୁ ଅନୁରୋଧ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ୍ କୁମାର ।  ତେବେ ଗତକାଲି ଶ୍ରୀମନ୍ଦିର ପାଇଁ ପ୍ରଥମ ଥର କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟContinue reading “ବଡ଼ ଖବର: ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ପାଇଁ ଚିଠି, ଜାତୀୟ କୀର୍ତ୍ତିରାଜି କର୍ତ୍ତୁପକ୍ଷଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।”

Design a site like this with WordPress.com
Get started