ଝରାଫୁଲକୁ ହତ୍ୟା କରିଛି କି ରାକେଶ? ପୋଷ୍ଟମୋର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ହେବା ଘଟଣା ଉଲ୍ଲେଖ କରାଯାଇଥିବା ସୂଚନା

କନକ ବ୍ୟୁରୋ: ସାରା ରାଜ୍ୟକୁ ଦୋହଲାଇଦେଇଥିବା ଝରାଫୁଲ ମୃତ୍ୟୁ ଘଟଣାର ମୁଖ୍ୟ ଆସାମୀ ରାକେଶ ସ୍ୱାଇଁ ଉପରେ ଏବେ ସବୁଠାରୁ ବଡ ପ୍ରଶ୍ନ । ଝରାଫୁଲକୁ ଭଲ ପାଇ ସବୁଠାରୁ ବଡ ବିଶ୍ୱାସଘାତ କରିଛି କି ଏହି ଧୋକାବାଜ ? ହୋଟେଲ ରୁମ ଭିତରେ ନିରୀହ ଝରାଫୁଲକୁ ହତ୍ୟା କରିଛି କି ରାକେଶ ? ଏଭଳି ଅନେକ ପ୍ରଶ୍ନ ଏବେ ରାକେଶ ଚାରିପଟେ ଘୁରିବୁଲୁଛି । ରିମାଣ୍ଡ ଅବଧି ସରିବା ପରେ ରାକେଶକୁ ଜେଲ ପଠାଇ ଦିଆଯାଇଛିContinue reading “ଝରାଫୁଲକୁ ହତ୍ୟା କରିଛି କି ରାକେଶ? ପୋଷ୍ଟମୋର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ହେବା ଘଟଣା ଉଲ୍ଲେଖ କରାଯାଇଥିବା ସୂଚନା”

ରେଳ ବଜେଟକୁ ନେଇ ରାଜନୀତି । ପ୍ରେସମିଟ କରି ବିଜେପିକୁ ବିତର୍କ ପାଇଁ ଆହ୍ୱାନ କଲା ବିଜେଡି ।

କନକ ବ୍ୟୁରୋ: ରେଳ ବଜେଟକୁ ନେଇ ତେଜିଲା ରାଜନୀତି । ଖୋଲା ବିତର୍କ ପାଇଁ ବିଜେପିକୁ ଆହ୍ୱାନ ଦେଲା ବିଜେଡି । ଏଥର ରେଳ ବଜେଟରେ ଓଡ଼ିଶା କେତେ ପାଇଲା, ଏହାର ପୂରା ହିସାବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଖିଥିବା ବେଳେ ଏହାକୁ ପ୍ରତ୍ୟାଖ୍ୟାନ କରି ଆଜି କାଉଂଟର ପ୍ରେସମିଟ୍ କରିଛି ବିଜେଡି । ବିଜେଡି ଅଭିଯୋଗ କରିଛି… ୨୦୨୧-୨୨ ରେଳ ବଜେଟରେ ବୈମାତୃକ ମନୋଭାବ ଦେଖାଇଛି କେନ୍ଦ୍ର ଦାବି ରହିଥିଲା ୭,୨୦୦ କୋଟି, ମିଳିଛି ମାତ୍ରContinue reading “ରେଳ ବଜେଟକୁ ନେଇ ରାଜନୀତି । ପ୍ରେସମିଟ କରି ବିଜେପିକୁ ବିତର୍କ ପାଇଁ ଆହ୍ୱାନ କଲା ବିଜେଡି ।”

ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରବିବାର ପଶ୍ଚିମବଙ୍ଗର ହଳଦିଆରୁ ୪ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ  

କନକ ବ୍ୟୁରୋ : ତିନିଦିଆ ଗସ୍ତରେ ପଶ୍ଚିମବଙ୍ଗ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ସେ ଏକ ପ୍ରେସମିଟ କରି କହିଛନ୍ତି, ପୂର୍ବ ଭାରତରେ ୨୦୧୪ ପର୍ଯ୍ୟନ୍ତ ପ୍ରାକୃତିକ ଗ୍ୟାସ ପାଇପଲାଇନ ନଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଦେଶରେ ଦାୟିତ୍ୱ ନେବା ପରେ ପୂର୍ବ ଭାରତକୁ ସର୍ବାଧିକ ପ୍ରାଥମିକତା ଦୋଇଛନ୍ତି । ପ୍ରଥମ ଥର ପାଇଁ ପ୍ରାକୃତିକ ଗ୍ୟାସ ପାଇପଲାଇନର କାମ ଆରମ୍ଭ କରାଯାଇଛି । ସେହିପରି ଆସନ୍ତା ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ରContinue reading “ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରବିବାର ପଶ୍ଚିମବଙ୍ଗର ହଳଦିଆରୁ ୪ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ  “

ରେଳ ବଜେଟକୁ ନେଇ ବିଜେପିକୁ ବିଜେଡିର ପ୍ରଶ୍ନ । ୭ ବର୍ଷରେ ରେଳ ବିଭାଗ ଓଡ଼ିଶାରୁ ପାଇଛି କେତେ, ଓଡ଼ିଶାକୁ ମିଳିଛି କେତେ? ବିଭିନ୍ନ ପ୍ରକଳ୍ପର କଥା ଉଠାଇ ବିଜେପି ନେତାଙ୍କୁ ଜବାବ ମାଗିଲା ବିଜେଡି ।

କନକ ବ୍ୟୁରୋ : ୨୦୨୧-୨୨ ପାଇଁ ଆଗତ ହେଇଥିବା ରେଳବାଇ ବଜେଟ୍ ଓଡ଼ିଶା ରାଜ୍ୟକୁ ନ୍ୟାୟ ଦେଇପାରିନାହିଁ । ରାଜ୍ୟ ସରକାରଙ୍କର ସମସ୍ତ ପ୍ରକାର ସହଯୋଗ ସତ୍ତେ୍ୱ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ରେ ବଜେଟ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବକୁ ଦର୍ଶାଉଛି । ଏହା ନୈରାଶ୍ୟଜନକ ଏବଂ ଉଦ୍ଦେଶ୍ୟମୂଳକ ଭାବେ ଲୁଣ୍ଠନ ପାଇଁ ଚେଷ୍ଟା କରୁଥିବା ରେଳ ବଜେଟ ଭଳି ଲାଗୁଛି ବୋଲି କହିଛି ବିଜେଡି । ଏନେଇ ବିଜେପି ସରକାରକୁ ପ୍ରଶ୍ନContinue reading “ରେଳ ବଜେଟକୁ ନେଇ ବିଜେପିକୁ ବିଜେଡିର ପ୍ରଶ୍ନ । ୭ ବର୍ଷରେ ରେଳ ବିଭାଗ ଓଡ଼ିଶାରୁ ପାଇଛି କେତେ, ଓଡ଼ିଶାକୁ ମିଳିଛି କେତେ? ବିଭିନ୍ନ ପ୍ରକଳ୍ପର କଥା ଉଠାଇ ବିଜେପି ନେତାଙ୍କୁ ଜବାବ ମାଗିଲା ବିଜେଡି ।”

ଆସନ୍ତାକାଲି ଚକାଜାମ୍ କରିବେ ଚାଷୀ । ଓଡିଶାରେ ଅଖ ଜାମ୍ ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ ।

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ସାରା ଭାରତରେ ଚକାଜାମ ଡାକରା ଦେଇଛନ୍ତି ଚାଷୀ । ଏଥିପାଇଁ ଦିଲ୍ଲୀର ସୀମାରେ ୩ଟି ଆନ୍ଦୋଳନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଧିକ ଫୋର୍ସ ମୁତୟନ କରାଯାଇଛି । ଏକାଧିକ ସ୍ତରୀୟ ବାରିକେଡ କରାଯିବା ସହିତ ରାସ୍ତାରେ କଂଟା ଓ ତାର ଲଗାଯାଇଛି । ଭାରତୀୟ କିଷାନ ୟୁନିଅନ ନେତା ରାକେଶ ଟିକାୟତ କହିଛନ୍ତି ଦେଶରେ ଏହି ଚକାଜାମ ଶାନ୍ତିପୂର୍ଣ୍ଣ ହେବContinue reading “ଆସନ୍ତାକାଲି ଚକାଜାମ୍ କରିବେ ଚାଷୀ । ଓଡିଶାରେ ଅଖ ଜାମ୍ ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ ।”

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କୋଟିଆ ପରେ ଗଂଜାମର ପାତ୍ରପୁର ବ୍ଲକର ୧୦ଟି ଗାଁରେ ହେବାକୁ ଯାଉଛି ଆନ୍ଧ୍ର ନିର୍ବାଚନ । 

କନକ ବ୍ୟୁରୋ: ଓଡିଶାର ଗଂଜାମ ଓ ଆନ୍ଧ୍ର ସୀମାନ୍ତ ଅଂଚଳରେ ଭଲ ରାସ୍ତା, ଭଲ ଘର ଏବଂ ଏକ ଭଲ ଜୀବନ ଶୈଳୀର ଘୋର ଅଭାବ । ଏହି କାରଣରୁ ବୋଧହୁଏ ସହଜରେ ଆନ୍ଧ୍ର ଏସବୁ ଗାଁରେ କବଜା କରିବାକୁ ଉଦ୍ୟମ କରୁଛି । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପାତ୍ରପୁର ବ୍ଲକର ୪ଟି ପଂଚାୟତରେ ଆନ୍ଧ୍ର ନିର୍ବାଚନ ପାଇଁ ଭୋଟ ହେବ । ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଆନ୍ଧ୍ର ପଂଚାୟତContinue reading “ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କୋଟିଆ ପରେ ଗଂଜାମର ପାତ୍ରପୁର ବ୍ଲକର ୧୦ଟି ଗାଁରେ ହେବାକୁ ଯାଉଛି ଆନ୍ଧ୍ର ନିର୍ବାଚନ । “

ସଂସଦରେ ବିଜେପି-ବିଜେପି ମୁହାଁମୁହିଁ । କେନ୍ଦ୍ରମନ୍ତ୍ରୀ କହିଲେ, ସ୍ୱାମୀନାଥନ କମିଟି ଲାଗୁ କରିବା ପୂର୍ବରୁ ତାକୁ ଆଗ ବୁଝନ୍ତୁ । ପାଲଟା ଜବାବ୍ ଦେଲେ ବିଜେଡି ସାଂସଦ ।

କନକ ବ୍ୟୁରୋ : ସଂସଦରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ସଂସଦରେ ଏବେ ଉଠିଛି ଓଡିଶା ତାତି । ଗତକାଲି ରାଜ୍ୟ ସଭାର ଦୁଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଓ ସସ୍ମିତ ପାତ୍ରଙ୍କୁ ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ସ୍ୱାମୀ ନାଥନ କମିଟି ସୁପାରିଶ ପ୍ରସଙ୍ଗରେ ବିଜେଡି ସାଂସଦ ସଠିକ ତଥ୍ୟ ଦେଖି ଗୃହରେ ଉତ୍ତର ରଖନ୍ତୁ । ବିଜେଡିର ଦୁଇ ଆଗୁଆ ସାଂସଦଙ୍କୁ ସମାଲୋଚନାContinue reading “ସଂସଦରେ ବିଜେପି-ବିଜେପି ମୁହାଁମୁହିଁ । କେନ୍ଦ୍ରମନ୍ତ୍ରୀ କହିଲେ, ସ୍ୱାମୀନାଥନ କମିଟି ଲାଗୁ କରିବା ପୂର୍ବରୁ ତାକୁ ଆଗ ବୁଝନ୍ତୁ । ପାଲଟା ଜବାବ୍ ଦେଲେ ବିଜେଡି ସାଂସଦ ।”

ଓଡ଼ିଶା ଗାଁ ଉପରେ ଆନ୍ଧ୍ରର ଆଖି । ଓଡ଼ିଶାର ଗାଁରେ ଆନ୍ଧ୍ରର ନିର୍ବାଚନକୁ ନେଇ ଚିନ୍ତା ପ୍ରକଟ କଲେ ଧର୍ମେନ୍ଦ୍ର, କହିଲେ ସ୍ଥାୟୀ ସମାଧାନ ପାଇଁ ଦଳ ମତ ନିର୍ବିଶେଷରେ ଏକ ହୁଅନ୍ତୁ ଓଡ଼ିଶାବାସୀ । 

କନକ ବ୍ୟୁରୋ : ଓଡ଼ିଶାର ଗାଁ  ଉପରେ ଆନ୍ଧ୍ର ଆଖି ପକାଇଥିବା ବେଳେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରି ଓଡ଼ିଶାର ଅନେକ ଗାଁ ଏବଂ ପଞ୍ଚାୟତ ଉପରେ ଅଧିକାର ଜାହିର୍ କରିବା ଚିନ୍ତାର ବିଷୟ ବୋଲି କହିଛନ୍ତି ଧର୍ମେନ୍ଦ୍ର ।  କୋଟିଆକୁ ନେଇ ଆନ୍ଧ୍ର ସହ ଆମର ବିବାଦ ଦୀର୍ଘ ବର୍ଷ ଧରି ଲାଗି ରହିଛି। ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ନହେବାContinue reading “ଓଡ଼ିଶା ଗାଁ ଉପରେ ଆନ୍ଧ୍ରର ଆଖି । ଓଡ଼ିଶାର ଗାଁରେ ଆନ୍ଧ୍ରର ନିର୍ବାଚନକୁ ନେଇ ଚିନ୍ତା ପ୍ରକଟ କଲେ ଧର୍ମେନ୍ଦ୍ର, କହିଲେ ସ୍ଥାୟୀ ସମାଧାନ ପାଇଁ ଦଳ ମତ ନିର୍ବିଶେଷରେ ଏକ ହୁଅନ୍ତୁ ଓଡ଼ିଶାବାସୀ । “

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଜୋ ରୁଟଙ୍କ ଦମଦାର ଶତକ । ପ୍ରଥମ ଦିନରେ ଇଂଲଣ୍ଡ ଦଳ ୨୬୩/୩

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଦମଦାର ବ୍ୟାଟିଂ କରିଛି ବ୍ରିଟିଶ ଦଳ । ଅଧିନାୟକ ଜୋ ରୁଟଙ୍କ ଅପରାଜିତ ଶତକୀୟ ଇଂନିସ ବଳରେ ଦଳ ପ୍ରଥମ ଦିନର ଖେଳ ଶେଷସୁଦ୍ଧା ୩ ୱିକେଟ୍ ହରାଇ ୨୬୩ ରନ୍ ସଂଗ୍ରହ କରିନେଇଛି । ଟିମ୍ ଇଣ୍ଡିଆ ପକ୍ଷରୁ ଦ୍ରୁତ ବୋଲର ଜଶପ୍ରୀତ ବୁମରା ସଫଳ ବୋଲର ଭାବେ ପ୍ରଥମ ଦିନରେ ୨ଟି ୱିକେଟ୍ ଅକ୍ତିଆର୍ କରିଛନ୍ତି । ଶୁକ୍ରବାର ଚେନ୍ନାଇର ଏମ୍ ଏ ଚିଦାମ୍ବରମContinue reading “ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଜୋ ରୁଟଙ୍କ ଦମଦାର ଶତକ । ପ୍ରଥମ ଦିନରେ ଇଂଲଣ୍ଡ ଦଳ ୨୬୩/୩”

କୃଷକଙ୍କ ହିତରେ ତାମିଲନାଡୁ ସରକାରଙ୍କ ବଡ ନିଷ୍ପତ୍ତି । ଛାଡ କଲେ ୧୨,୧୧୦ କୋଟି ଟଙ୍କାର କୃଷିଋଣ । ୧୬.୧୩ ଲକ୍ଷ ଚାଷୀ ହେବେ ଉପକୃତ

କନକ ବ୍ୟୁରୋ : ତାମିଲନାଡୁ ସରକାର ରାଜ୍ୟ କୋ-ଅପରେଟିଭ୍ ବ୍ୟାଙ୍କରୁ କୃଷକ ମାନେ ନେଇଥିବା ଶଷ୍ୟଋଣ ଛାଡ କରିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଏଡାପଡ୍ଡି କେ ପାଲାନିସ୍ୱାମୀ ମୋଟ ୧୨,୧୧୦ କୋଟି ଟଙ୍କାର ଶଷ୍ୟଋଣ ଛାଡ କରିବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଋଣଛାଡ ଘୋଷଣା ପରେ ରାଜ୍ୟରେ ୧୬.୧୩ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ଜଣାପଡିଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଦିନ ବିଧାନସଭା ଆଇନ ୧୧୦ ଆଧାରରେ ଏଭଳି ଘୋଷଣା କରିଛନ୍ତିContinue reading “କୃଷକଙ୍କ ହିତରେ ତାମିଲନାଡୁ ସରକାରଙ୍କ ବଡ ନିଷ୍ପତ୍ତି । ଛାଡ କଲେ ୧୨,୧୧୦ କୋଟି ଟଙ୍କାର କୃଷିଋଣ । ୧୬.୧୩ ଲକ୍ଷ ଚାଷୀ ହେବେ ଉପକୃତ”

Design a site like this with WordPress.com
Get started