କନକ ବ୍ୟୁରୋ : ଦିଲ୍ଲୀରେ ଚକା ଜାମ୍ ଆନ୍ଦୋଳନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ଚାଷୀ ସଂଗଠନ । ତଥାପି ପ୍ରସ୍ତୁତ ହୋଇ ରହିଛି ଦିଲ୍ଲୀ ପୋଲିସ । ୨୬ ଜାନୁଆରୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସା ଓ ଉପଦ୍ରବକୁ ଦେଖି ଆଗୁଆ ସତର୍କ ହୋଇଛି ଦିଲ୍ଲୀ ପୋଲିସ । ପୂର୍ବରୁ ଆପଣ ଦିଲ୍ଲୀକୁ ସଂଯୋଗ କରୁଥିବା ରାସ୍ତାରେ କଂଟା ବିଛା ଯାଇଥିଲା । ଏପରିକି କଂଟାଯୁକ୍ତ ତାର ବି ବିଛା ଯାଇଥିଲାContinue reading “ଦିଲ୍ଲୀରେ ହେବନି ଚକାଜାମ୍ ଆନ୍ଦୋଳନ : ଚାଷୀ ସଙ୍ଗଠନର ଘୋଷଣା ପରେ ବି ସଜାଗ ରହିଛି ଦିଲ୍ଲୀ ପୋଲିସ”
Tag Archives: News
ଚାଷୀ ଆନ୍ଦୋଳନକୁ ନେଇ ସଚିନଙ୍କ ଟ୍ୱିଟ୍ : ସୋସିଆଲ ମିଡିଆରେ ଲେଖିଥିଲେ, ଇଣ୍ଡିଆ ଟୁଗେଦର;ଚାଷୀଙ୍କୁ ଅପମାନ କହି ସଚିନଙ୍କ କଟଆଉଟରେ କାଳି ବୋଳିଲା କେରଳ ଯୁବ କଂଗ୍ରେସ
କନକ ବ୍ୟୁରୋ : କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ କଟଆଉଟରେ କଳା ବୋଳିଲା କଂଗ୍ରେସ । ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଟ୍ୱିଟ କରିଥିଲେ କିଛି ବିଦେଶୀ ସେଲିବ୍ରିଟି । ଏହାକୁ ବିରୋଧ କରି ଟ୍ୱିଟ କରିଥିଲେ ସଚିନ ତେନ୍ଦୁଲକର । ହଲିଉଡ ପପ୍ ସେନସେସନ ରିହାନା ଓ ପରିବେଷ କର୍ମୀ ଗ୍ରେଟା ଥନବର୍ଗଙ୍କ ଭଳି ଅନ୍ତର୍ଜାତୀୟ ହସ୍ତୀ ଭାରତରେ ଚାଷୀ ଆନ୍ଦୋଳନକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ । ହେଲେ ଏହାକୁ ଭାରତୀୟଙ୍କ ଆଭ୍ୟନ୍ତରୀଣ ପ୍ରସଙ୍ଗContinue reading “ଚାଷୀ ଆନ୍ଦୋଳନକୁ ନେଇ ସଚିନଙ୍କ ଟ୍ୱିଟ୍ : ସୋସିଆଲ ମିଡିଆରେ ଲେଖିଥିଲେ, ଇଣ୍ଡିଆ ଟୁଗେଦର;ଚାଷୀଙ୍କୁ ଅପମାନ କହି ସଚିନଙ୍କ କଟଆଉଟରେ କାଳି ବୋଳିଲା କେରଳ ଯୁବ କଂଗ୍ରେସ”
ସୁନା ନୁହେଁ କି ଟଙ୍କା ନୁହେଁ… ସାଙ୍ଗ ବାହାଘରେ ପେଟ୍ରୋଲ ଗିଫ୍ଟ । ପେଟ୍ରୋଲ୍ ମୂଲ୍ୟ ବୃଦ୍ଧି ନେଇ ଝାରସୁଗୁଡା ଯୁବକଙ୍କ ନିଆରା ପ୍ରତିବାଦ
ସାଙ୍ଗ ବାହାଘରେ ପେଟ୍ରୋଲ ଗିଫ୍ଟ । ସାଧାରଣତଃ ବାହାଘରରେ ସାଙ୍ଗମାନେ ହୁଅନ୍ତୁ ସମ୍ପର୍କିୟ, ଫୁଲ ବୁକେ, ଟଙ୍କା, ସୁନା ଜିନିଷ ଆଦି ଗିଫ୍ଟ ଦେଇଥାନ୍ତି । କିନ୍ତୁ ଝାରସୁଗୁଡାରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି ସାଙ୍ଗ ବାହାଘରେ ସାଙ୍ଗମାନେ ସାଙ୍ଗକୁ କୌଣସି ସୁନା ଜିନିଷ ନୁହେଁ ବରଂ ପେଟ୍ରୋଲ ଗିଫ୍ଟ କରିଛନ୍ତି ପେଟ୍ରୋଲିୟମ ଉତ୍ପାଦ ଗୁଡ଼ିକର ଦର ହୁ ହୁ ହୋଇ ବଢ଼ୁଛି। ପେଟ୍ରୋଲ ଓ ଡିଜେଲ ଦର ବଢ଼ୁଥିବାରୁ ପରିବହନ ଖର୍ଚ୍ଚ ମଧ୍ୟ ସେହିContinue reading “ସୁନା ନୁହେଁ କି ଟଙ୍କା ନୁହେଁ… ସାଙ୍ଗ ବାହାଘରେ ପେଟ୍ରୋଲ ଗିଫ୍ଟ । ପେଟ୍ରୋଲ୍ ମୂଲ୍ୟ ବୃଦ୍ଧି ନେଇ ଝାରସୁଗୁଡା ଯୁବକଙ୍କ ନିଆରା ପ୍ରତିବାଦ”
ବାହୁବଳୀ-୨ର ସବୁ ରେକର୍ଡ ଭାଙ୍ଗିଦେବ ଏସଏସ ରାଜାମୌଳିଙ୍କ ଆଗାମୀ ଫିଲ୍ମ ଆରଆରଆର : ଆଗାମୀ ଦଶହରାରେ ୧୦ଟି ଭାଷାରେ ହେବ ରିଲିଜ
କନକ ବ୍ୟୁରୋ : ବାହୁବଳୀର ସବୁ ରେକର୍ଡ ଭାଙ୍ଗିଦେବ ଏସଏସ ରାଜାମୌଳିଙ୍କ ଆଗାମୀ ଫିଲ୍ମ ଆରଆରଆର । ଜୁନିୟର ଏନଟିଆର ଓ ରାମଚରଣ ତେଜାଙ୍କ ଅଭିନୀତ ଏହି ଫିଲ୍ମ ସାରା ଭାରତରେ ୧୦ଟି ବାଷାରେ ରିଲଜ ହେବାକୁ ଯାଉଛି । ଆଗାମୀ ଦଶହରା ଅକ୍ଟୋବର ୧୩ ତାରିଖରେ ଫିଲ୍ମ ରିଲିଜ କରିବାକୁ ଘୋଷଣା ହେବାପରେ ଚର୍ଚ୍ଚାରେ ରହିଆସିଛି ଏହି ଫିଲ୍ମ । କୁହାଯାଉଛି ଫିଲ୍ମର ବଜେଟ୍ ରହିଛି ୪ଶହ କୋଟି । ହେଲେ ଫିଲ୍ମ ରିଲିଜ ହେବାContinue reading “ବାହୁବଳୀ-୨ର ସବୁ ରେକର୍ଡ ଭାଙ୍ଗିଦେବ ଏସଏସ ରାଜାମୌଳିଙ୍କ ଆଗାମୀ ଫିଲ୍ମ ଆରଆରଆର : ଆଗାମୀ ଦଶହରାରେ ୧୦ଟି ଭାଷାରେ ହେବ ରିଲିଜ”
ପଶ୍ଚିମବଙ୍ଗ ଦଖଲ ପାଇଁ ରଣନୀତିକୁ ଜୋରଦାର କରିବ ବିଜେପି : ନଦିଆର ନବଦ୍ୱୀପରୁ ପ୍ରଥମ ରଥଯାତ୍ରାର ଶୁଭାରମ୍ଭ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
କନକ ବ୍ୟୁରୋ : ପଶ୍ଚିମବଙ୍ଗ ଦଖଲ ପାଇଁ ରଣନୀତିକୁ ଜୋରଦାର କରିବ ବିଜେପି । ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ତୃଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସେତିକି ତୀବ୍ର ହେବାରେ ଲାଗିଛି । ପଶ୍ଚିମବଙ୍ଗବାସୀଙ୍କ ମନ ଜିତିବାକୁ ଆଜିଠାରୁ ରାଜ୍ୟବ୍ୟାପୀ ୫ଟି ପରିବର୍ତ୍ତନ ରଥଯାତ୍ରା କରିବ ବିଜେପି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନଦିଆର ନବଦ୍ୱୀପ ଅଂଚଳରୁ ପ୍ରଥମ ରଥଯାତ୍ରାର ଶୁଭାରମ୍ଭ କରିବେ । ହେଲେ ଏହିContinue reading “ପଶ୍ଚିମବଙ୍ଗ ଦଖଲ ପାଇଁ ରଣନୀତିକୁ ଜୋରଦାର କରିବ ବିଜେପି : ନଦିଆର ନବଦ୍ୱୀପରୁ ପ୍ରଥମ ରଥଯାତ୍ରାର ଶୁଭାରମ୍ଭ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା”
ଆଜି ରାଜ୍ୟରେ ଟିକା ନେବେ ଆଗଧାଡିର କରୋନା ଯୋଦ୍ଧା : ହସ୍ପିଟାଲ ନଯାଇ ଅଫିସରେ ଟିକାନେବେ ଅଧିକାରୀ ଓ କର୍ମଚାରୀ
କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ କୋଭିଡ ୱାରିୟର୍ସଙ୍କୁ ଦିଆଯିବ କରୋନା ଟିକା । ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦେବାକୁ କୁହାଯାଇଛି । ପୋଲିସ ଡିଜିଙ୍କ ସମେତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ବରିଷ୍ଠ ଅଧିକାରୀମାନଙ୍କୁ ଟିକା ଦିଆଯିବ । ଏପରିକି ବରିଷ୍ଠ ଅଧିକାରୀମାନେ ଟିକା ନେବାବେଳର ଫଟୋ ଟ୍ୱିଟରରେ ଅପଲୋଡ କରିବାକୁ କୁହାଯାଇଛି । ଏହାଦ୍ୱାରା ସାଧାରଣ ଲୋକେ ସଚେତନ ହେବାସହ ସେମାନଙ୍କ ମନରୁ ଭୟ ଦୂରହେବ ଓ ଆତ୍ମବିଶ୍ୱାସ ବଢିବContinue reading “ଆଜି ରାଜ୍ୟରେ ଟିକା ନେବେ ଆଗଧାଡିର କରୋନା ଯୋଦ୍ଧା : ହସ୍ପିଟାଲ ନଯାଇ ଅଫିସରେ ଟିକାନେବେ ଅଧିକାରୀ ଓ କର୍ମଚାରୀ”
ଆଜି ମହାନଦୀ ମାମଲାର ଶୁଣାଣି… କଣ ନିଆଯିବ ନିଷ୍ପତ୍ତି ତା ଉପରେ ସମସ୍ତଙ୍କର ନଜର
ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଆଜି ମାମଲାର ଶୁଣାଣି କରିବେ। ଶୁଣାଣିରେ ଉଭୟ ଓଡିଶା ଓ ଛତିଶଗଡ ପକ୍ଷରୁ ଟ୍ରିବ୍ୟୁନାଲଙ୍କୁ ଅନ୍ତରୀଣ ବ୍ୟବସ୍ଥା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଆପୋଷ ଆଲୋଚନାର ସ୍ଥିତି ସଂପର୍କରେ ଅବଗତ କରାଯିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଓଡିଶା ଦ୍ବାରା ଅଣମୌସୁମୀ ଋତୁ (ନଭେମ୍ବର ରୁ ମେ’ ପର୍ଯ୍ୟନ୍ତ) ହୀରାକୁଦ ଜଳ ଭଣ୍ଡାରକୁ ଅତି କମ୍ରେ ୧.୫ ନିୟୁତ ଏକର ଫୁଟ ଜଳ ସୁନିଶ୍ଚିତContinue reading “ଆଜି ମହାନଦୀ ମାମଲାର ଶୁଣାଣି… କଣ ନିଆଯିବ ନିଷ୍ପତ୍ତି ତା ଉପରେ ସମସ୍ତଙ୍କର ନଜର”
ବିଶ୍ୱବ୍ୟାପୀ ଜୋରଦାର ହୋଇଛି କରୋନା ଟିକାକରଣ : ହେଲେ କେତେଦିନ ଚାଲିବ ମହାମାରୀ ବିରୋଧରେ ମହାଲଢେଇ ?
କନକ ବ୍ୟୁରୋ : ଭାରତ ସମେତ ସାରା ବିଶ୍ୱରେ କରୋନା ଟିକାକରଣ ଜୋରସୋରରେ ଆଗେଇ ଚାଲିଛି । ଆଉ ପ୍ରଶ୍ନ ଉଠୁଛି- କେବେ କରୋନା ବିରୋଧୀ ଲଢେଇ ଶେଷ ହେବ ? ଅର୍ଥାତ କେତେ ପ୍ରତିଶତ ଲୋକଙ୍କ ଟିକାକରଣ ହେଲେ ମହାମାରୀକୁ ମାତ ଦେଇହେବ ? ଏବଂ ଏଥିପାଇଁ କେତେ ସମୟ ଲାଗିବ ? ବିଶେଷଜ୍ଞଙ୍କ କହିବା ହେଲା ବିଶ୍ୱବ୍ୟାପୀ ୭୫ରୁ ୮୫ ପ୍ରତିଶତ ଟିକାକରଣ ହେଲେ ଯାଇ କରୋନା ବିରୋଧୀ ନିର୍ଣ୍ଣାୟକ ଲଢେଇ ଜିତିହେବ ।Continue reading “ବିଶ୍ୱବ୍ୟାପୀ ଜୋରଦାର ହୋଇଛି କରୋନା ଟିକାକରଣ : ହେଲେ କେତେଦିନ ଚାଲିବ ମହାମାରୀ ବିରୋଧରେ ମହାଲଢେଇ ?”
କୃଷକଙ୍କ ‘ଚକାଜାମ୍’ ଆନ୍ଦୋଳନ ଆଜି : ଓଡ଼ିଶାରେ ଚକାଜାମର ମଙ୍ଗ ଧରିବ ନବ ନିର୍ମାଣ କୃଷକ ସଂଗଠନ
କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ଆଜି ଓଡିଶାରେ ମଧ୍ୟ ଅଖଚକ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଦିନ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ରାଜ୍ୟର ୨୨ରୁ ୨୩ଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବ ନବ ନିର୍ମାଣ କୃଷକ ସଂଗଠନ । ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ କେନ୍ଦ୍ର ସରକାର କୃଷକମାନଙ୍କ ଉପରେ କରୁଥିବା ଅତ୍ୟାଚାର ପ୍ରସଙ୍ଗରେ ବୁଝାଯିବ । ତେବେ ଏହି ଆନ୍ଦୋଳନକୁ ନେଇContinue reading “କୃଷକଙ୍କ ‘ଚକାଜାମ୍’ ଆନ୍ଦୋଳନ ଆଜି : ଓଡ଼ିଶାରେ ଚକାଜାମର ମଙ୍ଗ ଧରିବ ନବ ନିର୍ମାଣ କୃଷକ ସଂଗଠନ”
ଆଜି ଚାଷୀ କରିବେ ‘ଚକାଜାମ’ : ଦିନ ୧୨ଟାରୁ ୩ଟା ଯାଏଁ ରାସ୍ତା ଉପରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଆହ୍ୱାନ
କନକ ବ୍ୟୁରୋ : ଆଜି ଦେଶବ୍ୟାପୀ ଚକା ଜାମ୍ କରିବେ ଚାଷୀ । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ୩ ଘଂଟା ଧରି ଅଖ,ଚକ ଜାମ କରିବାକୁ ନିଷ୍ପତ୍ତି ନେଇଛି ଚାଷୀ ସଂଗଠନ । ତେବେ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଏହି ଚକା ଜାମ୍ ଆନ୍ଦୋଳନ ବନ୍ଦ ରହିବ । ଦେଶର ଅନ୍ୟାନ୍ୟ ଭାଗରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ, ଚାଷୀ ଆନ୍ଦୋଳନକୁ ଅଣଦେଖା, ଆନ୍ଦୋଳନ ସ୍ଥଳରେ ଇଂଟରନେଟ୍ ବ୍ୟାନ୍ ଏବଂContinue reading “ଆଜି ଚାଷୀ କରିବେ ‘ଚକାଜାମ’ : ଦିନ ୧୨ଟାରୁ ୩ଟା ଯାଏଁ ରାସ୍ତା ଉପରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଆହ୍ୱାନ”