ଚାଷୀ ଆନ୍ଦୋଳନକୁ ନେଇ ବିଦେଶରେ ଚର୍ଚ୍ଚା । ପପ ଷ୍ଟାର ରିହାନାଙ୍କ ଟୁଇଟ ପରେ ବହୁ ଅନ୍ତର୍ଜାତୀୟ ସେଲିବ୍ରିଟିଙ୍କ ସମର୍ଥନ । ବିଦେଶ ମନ୍ତ୍ରାଳୟ କହିଲା, ପ୍ରକୃତ କଥା ନବୁଝି କରାଯାଉଛି ଟୁଇଟ 

କନକ ବ୍ୟୁରୋ : ପପ୍ ଷ୍ଟାର ରିହାନା ଚାଷୀ ଆନ୍ଦୋଳନକୁ ନେଇ ଟ୍ୱିଟ କରିବା ପରେ ସେଲିବ୍ରିଟିଙ୍କ ମଧ୍ୟରେ ଜଙ୍ଗଲର ନିଆଁ ଭଳି ଖେଳିଗଲା । ଏହାପରେ ଜଣକ ପରେ ଜଣେ ଟ୍ୱିଟ କରିବାକୁ ଲାଗିଲେ । ବ୍ରିଟିଶ ସାଂସଦ, କ୍ଲାଉଡିଆ ୱେବ ଲେଖିଛନ୍ତି, ଏହା ଭାରତୀୟ କୃଷକଙ୍କ ଏକତାକୁ ଦର୍ଶାଉଛି । ଧନ୍ୟବାଦ ରିହାନା । ଏପରି ଏକ ଯୁଗ ଯେବେ ରାଜନୈତିକ ନେତୃତ୍ୱର ଅଭାବ ରହିଛି, ସେହି ସମୟରେ ଅନ୍ୟମାନେ ଆଗକୁ ଆସିବା ପାଇଁ ଧନ୍ୟବାଦContinue reading “ଚାଷୀ ଆନ୍ଦୋଳନକୁ ନେଇ ବିଦେଶରେ ଚର୍ଚ୍ଚା । ପପ ଷ୍ଟାର ରିହାନାଙ୍କ ଟୁଇଟ ପରେ ବହୁ ଅନ୍ତର୍ଜାତୀୟ ସେଲିବ୍ରିଟିଙ୍କ ସମର୍ଥନ । ବିଦେଶ ମନ୍ତ୍ରାଳୟ କହିଲା, ପ୍ରକୃତ କଥା ନବୁଝି କରାଯାଉଛି ଟୁଇଟ “

ପଡୋଶୀ ରାଜ୍ୟ ଆନ୍ଧ୍ରର ବଡ ଷଡଯନ୍ତ୍ର । କୋଟିଆ ଅଞ୍ଚଳରେ ୩ଟି ଗାଁରେ ନାଁ ବଦଳାଇ କରିଛି ନିର୍ବାଚନ ଯୋଜନା ।

କନକ ବ୍ୟୁରୋ : ପୁଣି ଥରେ ପଡୋଶୀ ରାଜ୍ୟ ଆନ୍ଧ୍ରର ବଡ ଷଡଯନ୍ତ୍ର । କୋଟିଆ ଅଞ୍ଚଳରେ ୩ଟି ଗାଁରେ ନାଁ ବଦଳାଇ ନିର୍ବାଚନ ଯୋଜନା । ଗାଁ ଗୁଡିକ ହେଲା ତଳଗଞ୍ଜେଇ ପବର, ଫଗୁଣ ସିନେରି, ଫାଟୁ ସିନେରି । ପଞ୍ଚାୟତ ନିର୍ବାଚନ କରିବାକୁ ଆନ୍ଧ୍ରପ୍ରଦେଶର ଘୋଷଣା । ଆନ୍ଧ୍ରପ୍ରଦେଶର ସାଲୁରୁ ବ୍ଲକ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ୧୩ ଓ ୧୭ ତାରିଖରେ ନିର୍ବାଚନ କରିବାକୁ ତାରିଖ ଘୋଷଣା ହୋଇଛି । ଆଜିଠୁContinue reading “ପଡୋଶୀ ରାଜ୍ୟ ଆନ୍ଧ୍ରର ବଡ ଷଡଯନ୍ତ୍ର । କୋଟିଆ ଅଞ୍ଚଳରେ ୩ଟି ଗାଁରେ ନାଁ ବଦଳାଇ କରିଛି ନିର୍ବାଚନ ଯୋଜନା ।”

ପାକିସ୍ତାନକୁ ଭରସା ନାହିଁ । ପାକିସ୍ତାନ ସେନାମୁଖ୍ୟଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା, କହିଲେ ଶାନ୍ତି ସ୍ଥାପନ କରିବାର ଆସିଛି ସମୟ ।

କନକ ବ୍ୟୁରୋ : ବଦଳୁଛି ପାକିସ୍ତାନର ସ୍ୱର। ସବୁବେଳେ ଭାରତ ଉପରକୁ ଆକ୍ରମଣର ଯୋଜନାରେ ଥିବା ପାକିସ୍ତାନ ଏବେ ନିଜର ଚାଲି ବଦଳାଇଛି। ହିଂସା ପଥ ଛାଡ଼ି ଅହିଂସା ପଥ ଆପଣାଉଛି ପାକିସ୍ତାନ। ଏହା ପାକିସ୍ତାନର ସେନାମୁଖ୍ୟ ଜାଭେଦ ବାଜୱାଙ୍କ କଥାରୁ ସ୍ପଷ୍ଟ ବାରିହୋଇପଡ଼ୁଛି। ସବୁବେଳେ ଭାରତକୁ ଟାର୍ଗେଟ କରିବା, ଆକ୍ରମଣ କରିବା ଏବଂ ହରାଇବାର କଥା କହୁଥିବା ବାଜୱା ଏବେ ଦୁଇ ଦେଶ ମଧ୍ୟ‌ରେ ଶାନ୍ତି ସ୍ଥାପନ କରିବାକୁ ଚାହୁଁଛନ୍ତି। ପାକିସ୍ତାନୀ ସେନାମୁଖ୍ୟ ଜେନେରାଲ ବାଜୱାContinue reading “ପାକିସ୍ତାନକୁ ଭରସା ନାହିଁ । ପାକିସ୍ତାନ ସେନାମୁଖ୍ୟଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା, କହିଲେ ଶାନ୍ତି ସ୍ଥାପନ କରିବାର ଆସିଛି ସମୟ ।”

ବୈଠକ ମଝିରେ ଶୋଷ ଲାଗିଲା, ପାଣି ଭାବି ସାନିଟାଇଜର ପିଇଦେଲେ ସରକାରୀ ବାବୁ । ଦେଖନ୍ତୁ ପୂରା ଭିଡ଼ିଓ ।

କନକ ବ୍ୟୁରୋ : ପାଣି ବଦଳରେ ସାନିଟାଇଜର ପିଇ ହଟହଟା ହେଲେ ବିଏମସି ଅଧିକାରୀ। ଭୁଲବଶତଃ ଏକ ବୈଠକରେ ଜଣେ ବରିଷ୍ଠ ଅଧିକାରୀ ପାଣି ବଦଳରେ ସାନିଟାଇଜର ପିଇବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଭଳି ଜଣେ ବରିଷ୍ଠ ଅଧିକାରୀ ଜଣକ ସାନିଟାଇଜର ପିଉଛନ୍ତି ଏବଂ ପିଇବା ପରେ ସେ କିଭଳି ପ୍ରତିକ୍ରିୟା ଦେଇଛନ୍ତି, ସେ ସବୁ ଭିଡିଓରେ କଏଦ ହୋଇଛି। ସୂଚନା ମୁତାବକ, ଘଟଣାଟି ଘଟିଛି ମୁମ୍ବାଇ ମୁନିସିପାଲ କର୍ପୋରେସନର ଯୁଗ୍ମ ମ୍ୟୁନିସିପାଲିଟିContinue reading “ବୈଠକ ମଝିରେ ଶୋଷ ଲାଗିଲା, ପାଣି ଭାବି ସାନିଟାଇଜର ପିଇଦେଲେ ସରକାରୀ ବାବୁ । ଦେଖନ୍ତୁ ପୂରା ଭିଡ଼ିଓ ।”

ଶୁକଶାରୀ ମନ୍ଦିର ଅନୁଧ୍ୟାନ କଲେ ଏସଆଇ ଯୁଗ୍ମ ନିର୍ଦ୍ଦେଶକ । କହିଲେ, ଖନନ ଠିକଠାକ ଚାଲିଛି, ଖନନ ବେଳେ କିଛି ଭାଙ୍ଗିଛି କି ନାହିଁ ତାହା ଦେଖାଯିବ ।

କନକ ବ୍ୟୁରୋ : ଶୁକଶାରୀ ମନ୍ଦିର ଅନୁଧ୍ୟାନ କଲେ ଏସଆଇ ଯୁଗ୍ମ ନିର୍ଦ୍ଦେଶକ । କହିଲେ, ଖନନ ଠିକଠାକ ଚାଲିଛି, କାମ ସରିଲେ ଆହୁରି ଭଲ ଦିଶିବ । ଖନନ ବେଳେ କିଛି ଭାଙ୍ଗିଛି କି ନାହିଁ ତାହା ଦେଖାଯିବ । ପୁରୁଣା ଫଟୋ ସହ ମ୍ୟାଚ କଲେ କଣ ଭାଙ୍ଗିଛି ଜଣାପଡିବ । ମନ୍ଦିର ପାଶ୍ୱର୍ କାର୍ଯ୍ୟ ପାଇଁ ଏସଆଇକୁ ଡକ୍ୟୁମେଣ୍ଟ ଯିବା ଦରକାର ଥିଲା । ଅନୁମତି ପାଇଁ କିଛି ନିର୍ଦ୍ଦେଶ ଆସିନି, ଆଲୋଚନାContinue reading “ଶୁକଶାରୀ ମନ୍ଦିର ଅନୁଧ୍ୟାନ କଲେ ଏସଆଇ ଯୁଗ୍ମ ନିର୍ଦ୍ଦେଶକ । କହିଲେ, ଖନନ ଠିକଠାକ ଚାଲିଛି, ଖନନ ବେଳେ କିଛି ଭାଙ୍ଗିଛି କି ନାହିଁ ତାହା ଦେଖାଯିବ ।”

ଗୋବର୍ଦ୍ଧନ ଯୋଜନାର ଏକୀକୃତ ପୋର୍ଟାଲ ଶୁଭାରମ୍ଭ । ଧର୍ମେନ୍ଦ୍ର ପ୍ରଧାନ କହିଲେ, ଦେଶର କୋଣ ଅନୁକୋଣରେ ସ୍ୱଚ୍ଛତାର କ୍ରାନ୍ତି ଆଣିବା ଲକ୍ଷ୍ୟ ।

କନକ ବ୍ୟୁରୋ : ଭାରତବର୍ଷର କୃଷକଙ୍କ ଅତିରିକ୍ତ ଆୟକୁ ବଢାଇବା ଓ ଦେଶର କୋଣ ଅନୁକୋଣରେ ସ୍ୱଚ୍ଛତାର କ୍ରାନ୍ତି ଆଣିବା ଦିଗରେ ବୁଧବାର ଗୋବର୍ଦ୍ଧନ ଯୋଜନାର ଏକୀକୃତ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ରତନ ଲାଲ୍ କଟ୍ଟରିଆଙ୍କ ଉପସ୍ଥିତିରେ ଗୋବର୍ଦ୍ଧନ ପୋର୍ଟାଲର ଶୁଭାରମ୍ଭ ହୋଇଥିଲାContinue reading “ଗୋବର୍ଦ୍ଧନ ଯୋଜନାର ଏକୀକୃତ ପୋର୍ଟାଲ ଶୁଭାରମ୍ଭ । ଧର୍ମେନ୍ଦ୍ର ପ୍ରଧାନ କହିଲେ, ଦେଶର କୋଣ ଅନୁକୋଣରେ ସ୍ୱଚ୍ଛତାର କ୍ରାନ୍ତି ଆଣିବା ଲକ୍ଷ୍ୟ ।”

ପଳାଶୁଣି ଛକରୁ ଲିଙ୍ଗିପୁର ଛକ ହେଲା ଆଲୋକୀକରଣ । ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ : କଟକ-ପୁରୀ ବାଇପାସ ରୋଡ ଆଲୋକୀକରଣ ବ୍ୟବସ୍ଥା । ପଳାଶୁଣି ଛକରୁ ଲିଙ୍ଗିପୁର ଛକ ହେବ ଆଲୋକୀକରଣ । ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୨ କି.ମି ରାସ୍ତାରେ ଲାଗିଛି ୭୭୪ଟି ଏଲଇଡି ଷ୍ଟ୍ରିଟ ଲାଇଟ । ୩ଟି ହାଇମାଷ୍ଟ ଲାଇଟ ମଧ୍ୟ ଲାଗିଛି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣContinue reading “ପଳାଶୁଣି ଛକରୁ ଲିଙ୍ଗିପୁର ଛକ ହେଲା ଆଲୋକୀକରଣ । ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ”

ଖଣ୍ଡଗିରି କୁମ୍ଭମେଳାରେ ଯାତ୍ରାକୁ ନେଇ ଅନିଶ୍ଚିତତା । ବିଏମସି, ପୋଲିସ ଓ ଆୟୋଜକ କମିଟି ମଧ୍ୟରେ ଚାଲିଛି ଆଲୋଚନା । ବାହାରି ପାରୁନି ନିଷ୍କର୍ସ 

କନକ ବ୍ୟୁରୋ : ଖଣ୍ଡଗିରିରେ ହେଉଥିବା ମାଘ ସପ୍ତମୀ  ମେଳାର ମୁଖ୍ୟ ଆକର୍ଷଣ ଯାତ୍ରାକୁ ନେଇ ଚଳିତ ବର୍ଷ ଦ୍ୱନ୍ଦ୍ୱ ଜାରି ରହିଛି । କରୋନା କଟକଣା ବଳବତ୍ତର ରହିଥିବା ବେଳେ ଯାତ୍ରା ହେବା କି ନାହିଁ ତାହାକୁ ନେଇ ଯାତ୍ରା କମିଟି ଓ ବିଏମସି ମଧ୍ୟରେ ମଙ୍ଗଳବାର ହେଇିଥିବା ବୈଠକରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ୫ଶହରୁ ଅଧିକ ଲୋକ ଏକତ୍ରତ ହୋଇ ପାରିବେ ନାହିଁ ବୋଲି ନିୟମ ହୋଇଥିବା ବେଳେ ଏତିକିContinue reading “ଖଣ୍ଡଗିରି କୁମ୍ଭମେଳାରେ ଯାତ୍ରାକୁ ନେଇ ଅନିଶ୍ଚିତତା । ବିଏମସି, ପୋଲିସ ଓ ଆୟୋଜକ କମିଟି ମଧ୍ୟରେ ଚାଲିଛି ଆଲୋଚନା । ବାହାରି ପାରୁନି ନିଷ୍କର୍ସ “

ଝରାଫୁଲ ମୃତ୍ୟୁ ମାମଲାରେ ଭୁବନେଶ୍ୱର ସ୍ଥିତ ଗେଷ୍ଟ ହାଉସକୁ ଆସିଲା ରାକେଶ । ପୋଲିସ ଆଗରେ ଦେଖାଇଲା ଡେମୋ, ଆଜି ୪ଟି ସ୍ଥାନକୁ ନେଇ ପୁରା ଘଟଣାକୁ ବର୍ଣ୍ଣନା କରାଇଲା ପୋଲିସ ।

କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଆଜି ଅଭିଯୁକ୍ତ ରାକେଶକୁ ୪ଟି ସ୍ଥାନକୁ ନେଇ ସିନ୍ ରିକ୍ରିଏଟ୍ କରାଇଛି କୁଆଖିଆ ପୋଲିସ । ଏଥିପାଇଁ ସିଧା ଯାଜପୁରରୁ ରାକେଶକୁ ଭୁବନେଶ୍ୱରକୁ ଆଣିଥିଲା ପୋଲିସ । ଆଜି ଧର୍ମବିହାର ସ୍ଥିତ ଶିବସାଇ ଗେଷ୍ଟ ହାଉସ, ସୁନ୍ଦରପଦାରେ ଥିବା ରାକେଶର ଘର, ପୋଖରୀପୁଟରେ ଥିବା ମଧୁସୂଦନ ପାର୍କ, ଫାଷ୍ଟଫୁଡ ଦୋକାନକୁ ନେଇ ସିନ୍ ରି-କ୍ରିଏଟ୍ କରାଯାଇଥିବା ସୂଚନା ମିଳିଛି । ସମସ୍ତଙ୍କ ନଜର ରହିଥିଲା ଶିବସାଇContinue reading “ଝରାଫୁଲ ମୃତ୍ୟୁ ମାମଲାରେ ଭୁବନେଶ୍ୱର ସ୍ଥିତ ଗେଷ୍ଟ ହାଉସକୁ ଆସିଲା ରାକେଶ । ପୋଲିସ ଆଗରେ ଦେଖାଇଲା ଡେମୋ, ଆଜି ୪ଟି ସ୍ଥାନକୁ ନେଇ ପୁରା ଘଟଣାକୁ ବର୍ଣ୍ଣନା କରାଇଲା ପୋଲିସ ।”

ମୋବାଇଲକୁ ଆସୁଛି ଭିନ୍ନ ଭିନ୍ନ ଲିଙ୍କ୍ । ଖୋଲିବା ପରେ ଆପ୍ ଡାଉନଲୋଡ କରିବା ପାଇଁ ଆସୁଛି ଅନୁରୋଧ । ଡାଉନଲୋଡ୍ କଲେ ଆପଣଙ୍କ ବ୍ୟାଙ୍କ ଖାତାରୁ କଟିଯାଇପାରେ ଟଙ୍କା ।

କନକ ବ୍ୟୁରୋ : ସାବଧାନ ଥାଅନ୍ତୁ, ନଚେତ୍ ଏଥର ଭାଲେଣ୍ଟାଇନ ଡେ’ରେ ଆପଣ ବି ସାଇବର ଠକେଇର ଶିକାର ହୋଇପାରନ୍ତି । ପ୍ରେମ ଦିବସରେ ଅନଲାଇନ ପ୍ରତାରଣା । ମୋବାଇଲକୁ ଆସୁଛି ଭିନ୍ନ ଭିନ୍ନ ଲିଙ୍କ୍ । ହ୍ୱାଟସଆପରୁ ହ୍ୱାଟସଆପକୁ ଘୁରି ବୁଲିଛି ଏକ ମେସେଜ ଲିଙ୍କ୍ । ଏହି ଲିଙ୍କକୁ ଖୋଲିବା ପରେ କିଛି ସହଜ ପ୍ରଶ୍ନ ଆସୁଛି । ଯାହାର ଉତ୍ତର ଦେଇସାରିବା ପରେ ଆପଣଙ୍କ ମୋବାଇଲରେ ଆପ୍ ଡାଉନଲୋଡ କରିବା ପାଇଁ ଆସୁଛିContinue reading “ମୋବାଇଲକୁ ଆସୁଛି ଭିନ୍ନ ଭିନ୍ନ ଲିଙ୍କ୍ । ଖୋଲିବା ପରେ ଆପ୍ ଡାଉନଲୋଡ କରିବା ପାଇଁ ଆସୁଛି ଅନୁରୋଧ । ଡାଉନଲୋଡ୍ କଲେ ଆପଣଙ୍କ ବ୍ୟାଙ୍କ ଖାତାରୁ କଟିଯାଇପାରେ ଟଙ୍କା ।”

Design a site like this with WordPress.com
Get started