ପରଲୋକରେ ବିବାଦୀୟ ବାବା ଓମ୍ ବାବା । ୨ ମାସ ପୂର୍ବରୁ କରୋନାରେ ହୋଇଥିଲେ ଆକ୍ରାନ୍ତ ।

କନକ ବ୍ୟୁରୋ : ବିଗ୍ ବସ-୧୦ର ବିବାଦୀୟ ପ୍ରତିଯୋଗୀ ଥିବା ସ୍ୱାମୀ ଓମଙ୍କର ଦେହାନ୍ତ ହୋଇଛି। ସ୍ୱାମୀ ଓମ୍ କିଛି ଦିନ ହେଲା ଅସୁସ୍ଥ ଥିଲେ । ଆଜି ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ପ୍ରାୟ ୨ମାସ ପୂର୍ବେ ସେ କରୋନା ଆକ୍ରାନ୍ତ ହୋଇଥିଲେ, ଯାହା ପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବା ପରେ ସେଠାରୁ ସେ ଘରକୁ ଫେରିଥିଲେ, କିନ୍ତୁ ଶାରୀରିକ ଦୁର୍ବଳତା ଏବଂ ଅନ୍ୟ ରୋଗContinue reading “ପରଲୋକରେ ବିବାଦୀୟ ବାବା ଓମ୍ ବାବା । ୨ ମାସ ପୂର୍ବରୁ କରୋନାରେ ହୋଇଥିଲେ ଆକ୍ରାନ୍ତ ।”

ମହାପଞ୍ଚାୟତ ମଞ୍ଚ ଭୁଶୁଡି ପଡିଲା, ତଳକୁ ଖସି ପଡିଲେ ଚାଷୀ ନେତା ରାକେଶ ଟିକାୟତ । ଭିଡ଼ିଓ ହେଲା ଭାଇରାଲ ।

କନକ ବ୍ୟୁରୋ : ନୂତନ କୃଷି ଆଇନ୍‌ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଥିବା କୃଷକ ନେତାମାନେ ଆଜି ଅପରାହ୍ନରେ ହରିୟାଣାର ଜିନ୍ଦ ଠାରେ ଏକ ‘ମହାପଞ୍ଚାୟତ’ର ଆୟୋଜନ କରିଥିବା ବେଳେ ମହାପଞ୍ଚାୟତର ମଞ୍ଚ ଭୁଶୁଡ଼ି ପଡ଼ିଛି। ଏବଂ ମଞ୍ଚ ଉପରୁ କୃଷକ ନେତା ରାକେଶ ଟିକାୟତ ତଳକୁ ଖସି ପଡ଼ିଛନ୍ତି। ତେବେ, ଏହି ଘଟଣାରେ କୃଷକ ନେତା ଟିକାୟତ ଆହତ ହୋଇ ନଥିବା ଜାଣିବାକୁ ମିଳିଛି। ଖବରରୁ ପ୍ରକାଶ, ନୂତନ କୃଷି ଆଇନ୍‌ ପ୍ରତ୍ୟାହାର ଦାବିରେ ଆନ୍ଦୋଳନContinue reading “ମହାପଞ୍ଚାୟତ ମଞ୍ଚ ଭୁଶୁଡି ପଡିଲା, ତଳକୁ ଖସି ପଡିଲେ ଚାଷୀ ନେତା ରାକେଶ ଟିକାୟତ । ଭିଡ଼ିଓ ହେଲା ଭାଇରାଲ ।”

ବଲାଙ୍ଗିର ଓ ବରଗଡ ଜିଲ୍ଲାରେ ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନୃସିଂହନାଥ ଓ ହରିଶଙ୍କର ମନ୍ଦିର ବିକାଶ କାମର କଲେ ସମୀକ୍ଷା ।

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରାଜ୍ୟର ମନ୍ଦିର ଉନ୍ନତିକରଣ । ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ଅଧିକାରୀମାନେ ବଲାଙ୍ଗିର ଓ ବରଗଡ ଜିଲ୍ଲା ଗସ୍ତରେ ଯାଇ ପହଞ୍ଚିଛନ୍ତି । ମୁଖ୍ୟ ଶାସନ ସଚିବ ଏବଂ ଫାଇଭ୍ ଟି ସଚିବଙ୍କ ସହ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ସଚିବ ଭିନୀଲ କ୍ରିଷ୍ଣା, ଅନୁ ଗର୍ଗ ମଧ୍ୟ ସାମିଲ ଅଛନ୍ତି । ଏହି ଗସ୍ତ କାଳରେ ବଲାଙ୍ଗିରର ନୃସିଂହନାଥ ମନ୍ଦିରContinue reading “ବଲାଙ୍ଗିର ଓ ବରଗଡ ଜିଲ୍ଲାରେ ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନୃସିଂହନାଥ ଓ ହରିଶଙ୍କର ମନ୍ଦିର ବିକାଶ କାମର କଲେ ସମୀକ୍ଷା ।”

ମାଟି ପାତ୍ରର ରୋଷେଇଶାଳ । ମାଟି ପାତ୍ରରେ ରୋଷେଇ କରିବା ସହ ଖିଆ-ପିଆ କରୁଛନ୍ତି ଶରିତା ପଣ୍ଡାଙ୍କ ପରିବାର । ଘରକୁ ବି ସଜେଇଛନ୍ତି ମାଟି ତିଆରି ଘର କରଣା ସାମଗ୍ରୀରେ ।

କନକ ବ୍ୟୁରୋ : ମାଟି ପାତ୍ରର ଗୃହିଣୀ ବ୍ରହ୍ମପୁର ସହରର ଶରିତା ପଣ୍ଡା । ଦୀର୍ଘ ୬ ବର୍ଷ ହେବ କେବଳ ମାଟିର ପାତ୍ରରେ ହିଁ ରୋଷେଇ କରୁଛନ୍ତି ଶରିତା । କେବଳ ମାଟି ପାତ୍ରରେ ରୋଷେଇ କରନ୍ତି ତା ନୁହେଁ, ମାଟି ପାତ୍ରରେ ବି ଖାଆନ୍ତି ଆଉ ଖୁଆନ୍ତି । ଏବଂ ମାଟିରେ ତିଆରି ସାମଗ୍ରୀକୁ ଘରେ ସାଇତି ରଖିବାକୁ ବେଶ ଭଲ ପାଆନ୍ତି ଏହି ମହିଳା । ମାଟି ପାତ୍ରର ରୋଷେଇଶାଳ । ଏକଥାContinue reading “ମାଟି ପାତ୍ରର ରୋଷେଇଶାଳ । ମାଟି ପାତ୍ରରେ ରୋଷେଇ କରିବା ସହ ଖିଆ-ପିଆ କରୁଛନ୍ତି ଶରିତା ପଣ୍ଡାଙ୍କ ପରିବାର । ଘରକୁ ବି ସଜେଇଛନ୍ତି ମାଟି ତିଆରି ଘର କରଣା ସାମଗ୍ରୀରେ ।”

ଜଙ୍ଗଲ ଜଗିବାକୁ ମହିଳାଙ୍କ ଠେଙ୍ଗା ପାଳି । ପରିବେଶ ସୁରକ୍ଷା ପାଇଁ ୧୧୬ ମତ୍ସ୍ୟଜୀବୀ ମହିଳାଙ୍କ ଉତ୍ସର୍ଗୀକୃତ ସେବା, ଗାଁ ଗୌରବ ‘ଗଙ୍ଗାଦେବୀ ବନ ସୁରକ୍ଷା ସମିତି’ ।

କନକ ବ୍ୟୁରୋ : ଜଙ୍ଗଲ ଜଗିବାକୁ ଗଠନ ହୋଇଥିଲା ବନ ସୁରକ୍ଷା ସମିତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ସହନ ଗାଁର ମତ୍ସ୍ୟଜୀବୀ ପରିବାରର ୧୧୬ ମହିଳା ଗଙ୍ଗାଦେବୀ ବନ ସୁରକ୍ଷା ସମିତି ଗଠନ କରିଛନ୍ତି । ଆଉ ୩ ବର୍ଷ ହେଲା ଅନବରତ ଠେଙ୍ଗା ପାଳି କରି ଜଙ୍ଗଲକୁ ସୁରକ୍ଷା ଦେବା ସହ ଜଙ୍ଗଲ ସଫା କରୁଛନ୍ତି । ଆଉ ପରିବେଶ ସୁରକ୍ଷା ସହ ପ୍ରାକୃତିକ ବିପର୍ଯ୍ୟୟରୁ ନିଜ ଅଂଚଳକୁ ବଂଚାଇବା ପାଇଁ ନୂତନContinue reading “ଜଙ୍ଗଲ ଜଗିବାକୁ ମହିଳାଙ୍କ ଠେଙ୍ଗା ପାଳି । ପରିବେଶ ସୁରକ୍ଷା ପାଇଁ ୧୧୬ ମତ୍ସ୍ୟଜୀବୀ ମହିଳାଙ୍କ ଉତ୍ସର୍ଗୀକୃତ ସେବା, ଗାଁ ଗୌରବ ‘ଗଙ୍ଗାଦେବୀ ବନ ସୁରକ୍ଷା ସମିତି’ ।”

ରାସ୍ତାରୁ ହଟିବ କୋଟିଏ ପୁରୁଣା ଗାଡି! ଜାଣନ୍ତୁ କେଉଁ କେଉଁ ଗାଡିକୁ ହଟାଇବାକୁ ପ୍ରସ୍ତୁତ ହେଉଛନ୍ତି ସରକାର, କୋଟିଏ ଗାଡି ଭିତରେ ଆପଣଙ୍କ ଗାଡି ଭିତରେ ନାହିଁ ତ?

କନକ ବ୍ୟୁରୋ : ରାସ୍ତାରୁ ହଟିବ କୋଟିଏ ପୁରୁଣା ଗାଡି! ୨୦୨୧-୨୨ ପାଇଁ ବଜେଟ ଘୋଷଣା ହେବା ସହ ପୁରୁଣା ଗାଡି ମାଲିକଙ୍କ ଚିନ୍ତା ବଢିଯାଇଛି । ଚଳିତ ବଜେଟରେ ପୁରୁଣା ଗାଡିମୋଟରକୁ ନେଇ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ବିଭିନ୍ନ କ୍ଷେତ୍ର ପାଇଁ ହୋଇଥିବା ଘୋଷଣା ମଧ୍ୟରୁ ଯେଉଁ ଘୋଷଣା ଉପରେ ସମସ୍ତଙ୍କର ଅଧିକ ଫୋକସ ରହିଥିଲା ତାହା ହେଲା ସ୍କ୍ରାପ ପଲିସି । ବାୟୁ ଓ ଶବ୍ଦ ପ୍ରଦୂଷଣକୁ କମ କରିବାକୁContinue reading “ରାସ୍ତାରୁ ହଟିବ କୋଟିଏ ପୁରୁଣା ଗାଡି! ଜାଣନ୍ତୁ କେଉଁ କେଉଁ ଗାଡିକୁ ହଟାଇବାକୁ ପ୍ରସ୍ତୁତ ହେଉଛନ୍ତି ସରକାର, କୋଟିଏ ଗାଡି ଭିତରେ ଆପଣଙ୍କ ଗାଡି ଭିତରେ ନାହିଁ ତ?”

ମାଟ୍ରିକ ପିଲାଙ୍କ ଫର୍ମ ପୂରଣ ଅବଧି ୧୦ ଫେବୃଆରୀ ଯାଏଁ ବୃଦ୍ଧି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା । 

କନକ ବ୍ୟୁରୋ : ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ମାଟ୍ରିକ ପିଲାଙ୍କ ଫର୍ମ ପୂରଣ ଅବଧି ୧୦ ଫେବୃଆରୀ ଯାଏଁ ବୃଦ୍ଧି କରାଯାଇଛି । ପୂର୍ବରୁ ୨ ଫେବୃଆରୀ ଯାଏଁ ଥିଲା ଫର୍ମ ପୂରଣ ଅବଧି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହୋଇ ସାରିଛି ମାଟ୍ରିକ ଫର୍ମ ପୂରଣ । ତେବେ ଏହା ଏବେ ଫେବୃଆରୀ ୧୦ ତାରିଖ ଯାଏଁ ଚାଲିବContinue reading “ମାଟ୍ରିକ ପିଲାଙ୍କ ଫର୍ମ ପୂରଣ ଅବଧି ୧୦ ଫେବୃଆରୀ ଯାଏଁ ବୃଦ୍ଧି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା । “

ବ୍ୟକ୍ତି ଏକ, ଚାକିରି ଦୁଇ । କରଞ୍ଜିଆ ସବସେଣ୍ଟରରେ ସ୍ୱାସ୍ଥ୍ୟ କର୍ମୀ ଭାବେ କାମ କରୁଥିବା ଦୀଲ୍ଲିପ କୁମାର ମହାନ୍ତ ଖୁଣ୍ଟା ଜୁନିଅର କଲେଜରେ ଚାକିରି କରୁଥିବା ଅଭିଯୋଗ । 

କନକ ବ୍ୟୁରୋ : ଜଣେ ବ୍ୟକ୍ତି, ୨ଟି ସରକାରୀ ଚାକିରୀ  । କଥାଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗୁଥିବ କାରଣ, ବର୍ତମାନ ସମୟରେ ରାଜ୍ୟରେ ଲକ୍ଷ ଲକ୍ଷ ଶିକ୍ଷିତ ପିଲାମାନେ ବେକାର ହୋଇ ବୁଲୁଛନ୍ତି । ସରକାରୀ ଚାକିରୀ ତ ସାତ ସପନ । ହେଲେ ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ଦୀର୍ଘ ବର୍ଷ ଧରି ଦୁଇ ଦୁଇଟି ସରକାରୀ ଚାକିରୀ କରି ଦରମା ନେଇ ଚାଲିଛନ୍ତି । ତାହା ପୁଣି ଶିକ୍ଷା ଓ ସ୍ୱାସ୍ଥ୍ୟContinue reading “ବ୍ୟକ୍ତି ଏକ, ଚାକିରି ଦୁଇ । କରଞ୍ଜିଆ ସବସେଣ୍ଟରରେ ସ୍ୱାସ୍ଥ୍ୟ କର୍ମୀ ଭାବେ କାମ କରୁଥିବା ଦୀଲ୍ଲିପ କୁମାର ମହାନ୍ତ ଖୁଣ୍ଟା ଜୁନିଅର କଲେଜରେ ଚାକିରି କରୁଥିବା ଅଭିଯୋଗ । “

ଖସିଗଲେ ମାଓବାଦୀ, ଗୁଳି ଖାଇଲେ ଗାଁ ଲୋକ । ମାଲକାନଗିରିରେ ମାଓ ଏନକାଉଣ୍ଟରକୁ ନେଇ ଉଠିଲା ପ୍ରଶ୍ନ । ନିରୀହ ଗ୍ରାମବାସୀଙ୍କ ମୃତ୍ୟୁ ପରେ ମିଥ୍ୟା ଏନକାଉଣ୍ଟର ଅଭିଯୋଗ ଆଣିଲେ ପରିବାର ।

କନକ ବ୍ୟୁରୋ : ମାଲକାନଗିରି ପୁଲିସର ମାଓ ଏନକାଉଣ୍ଟରକୁ ନେଇ ଉଠିଛି ପ୍ରଶ୍ନ । ପୁଲିସ ଗୁଳିରେ ଜଣେ ନିରୀହ ଗ୍ରାମବାସୀ ଟଳି ପଡିଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଜାନୁଆରୀ ୩୧ ତାରିଖରେ ମାଲକାନଗିରି ନୁନଖାରି ଜଙ୍ଗଲରେ ଏନକାଉଣ୍ଟର ହୋଇଥିଲା । ପୁଲିସ-ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ମାଡରେ ଜଣେ କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ବନ୍ଧୁକ ଓ ଗୁଳି ଜବତ ହୋଇଥିବା ଦାବି କରିଥିଲା ମାଲକାନଗିରି ପୁଲିସ । କିନ୍ତୁContinue reading “ଖସିଗଲେ ମାଓବାଦୀ, ଗୁଳି ଖାଇଲେ ଗାଁ ଲୋକ । ମାଲକାନଗିରିରେ ମାଓ ଏନକାଉଣ୍ଟରକୁ ନେଇ ଉଠିଲା ପ୍ରଶ୍ନ । ନିରୀହ ଗ୍ରାମବାସୀଙ୍କ ମୃତ୍ୟୁ ପରେ ମିଥ୍ୟା ଏନକାଉଣ୍ଟର ଅଭିଯୋଗ ଆଣିଲେ ପରିବାର ।”

ବୀରେନ୍ଦ୍ର ସେହୱାଗଙ୍କ ଦିନିକିଆ କ୍ରିକେଟରେ ସଫଳତା । ଡେବ୍ୟୁ ମ୍ୟାଚରେ ୭ ନମ୍ବରରେ ଆସୁଥିଲେ ବ୍ୟାଟିଂ । ପରେ ହୋଇଗଲେ ଭାରତର ଓପନର ବ୍ୟାଟ୍ସମ୍ୟାନ ।

କନକ ବ୍ୟୁରୋ : ବୀରେନ୍ଦ୍ର ସେହୱାଗ । କ୍ରିକେଟ ଜଗତର ବେତାଜ ବାଦଶାହ । ନିଜ ଖେଳରେ ସମସ୍ତଙ୍କ ମନ ଜିତିଛନ୍ତି ଏହି ଭାରତୀୟ କ୍ରିକେଟର । ଆମେ ଆଜି କହିବୁ ଏହି ଭାରତୀୟ କ୍ରିକେଟରଙ୍କ ଦିନିକିଆ କ୍ରିକେଟର ଇତିହାସ କଥା । ଜାନୁଆରୀ ୩ ତାରିଖ ୨୦୧୩ ମସିହାରେ ବିରେନ୍ଦ୍ର ସେହୱାଗ ଖେଳିଥିଲେ ତାଙ୍କ କ୍ୟାରିୟରର ଶେଷ ଦିନିକିଆ ମ୍ୟାଚ । ଆଉ ସେ ପୁଣି ପାକିସ୍ତାନ ବିପକ୍ଷରେ । ସବୁଠାରୁ ବଡ କଥା ହେଉଛିContinue reading “ବୀରେନ୍ଦ୍ର ସେହୱାଗଙ୍କ ଦିନିକିଆ କ୍ରିକେଟରେ ସଫଳତା । ଡେବ୍ୟୁ ମ୍ୟାଚରେ ୭ ନମ୍ବରରେ ଆସୁଥିଲେ ବ୍ୟାଟିଂ । ପରେ ହୋଇଗଲେ ଭାରତର ଓପନର ବ୍ୟାଟ୍ସମ୍ୟାନ ।”

Design a site like this with WordPress.com
Get started