ଝରାଫୁଲର ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । ଗେଷ୍ଟ ହାଉସର ୨୦୧ ନମ୍ବର ରୁମକୁ ସିଲ୍ କଲା ପୋଲିସ

କନକ ବ୍ୟୁରୋ: ଝରାଫୁଲଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ପଡୁଛି ଉଠୁଛି ରାଜଧାନୀ । ଯାଜପୁରର ତଦନ୍ତକାରୀ ଟିମ ଭୁବନେଶ୍ୱରରେ ଡେରା ପକାଇଛି । ତଦନ୍ତ ଯେତିକି ଆଗଉଛି, ସେତିକି ନୂଆ ନୂଆ ତଥ୍ୟ ଓ ପ୍ରମାଣ ସାମନାକୁ ଆସିବାରେ ଲାଗିଛି । ଝରାଫୁଲଙ୍କ ମୃତଦେହକୁ ସ୍କୁଟିରେ ବୁହାଇ ନେଉଥିବା ଚିତ୍ର ସାମନାକୁ ଆସିବା ପରେ ଗେଷ୍ଟ ହାଉସରେ ସାଇଂଟିଫିକ ଟିମ ସହ ରେଡ ମାରିଛି କୁଆଖିଆ ପୋଲିସ । ଗେଷ୍ଟହାଉସରେ ଲାଗିଥିବା ସିସିଟିଭି କ୍ୟାମେରା, ରେଜିଷ୍ଟରContinue reading “ଝରାଫୁଲର ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । ଗେଷ୍ଟ ହାଉସର ୨୦୧ ନମ୍ବର ରୁମକୁ ସିଲ୍ କଲା ପୋଲିସ”

ଜାନୁଆରୀ ୩୦ ତାରିଖ ୨୦୨୦ରେ ଦେଶରୁ ଚିହ୍ନଟ ହୋଇଥିଲା ପ୍ରଥମ କୋଭିଡ୍ ପଜିଟିଭ୍ । ଭାରତରେ କରୋନାକୁ ପୂରିଲା ବର୍ଷେ

କନକ ବ୍ୟୁରୋ: ଭାରତରେ କରୋନାକୁ ପୂରିଲା ବର୍ଷେ । ୨୦୨୦ ମସିହା ଜାନୁଆରୀ ୩୦ ତାରିଖ ଆଜିର ଦିନରେ ଦେଶରୁ ପ୍ରଥମ କରି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଜି ଏହାକୁ ଗୋଟିଏ ବର୍ଷ ପୂରଣ ହୋଇଛି । ବର୍ଷେ ତଳେ ଆଜିର ଦିନରେ କେରଳରୁ ଜଣେ ମେଡିକାଲ୍ ଛାତ୍ର କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେ ଉହାନରୁ ଫେରିଥିବାବେଳେ ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାର କିଛି ଦିନContinue reading “ଜାନୁଆରୀ ୩୦ ତାରିଖ ୨୦୨୦ରେ ଦେଶରୁ ଚିହ୍ନଟ ହୋଇଥିଲା ପ୍ରଥମ କୋଭିଡ୍ ପଜିଟିଭ୍ । ଭାରତରେ କରୋନାକୁ ପୂରିଲା ବର୍ଷେ”

ଅର୍ଥନୈତିକ ସର୍ଭେ ରିପୋର୍ଟରେ ମହାଭାରତ ଶ୍ଳୋକରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ବିଜୟର ଉଦାହରଣ । ବୁଝାଇଲେ ଲକଡାଉନର ଆବଶ୍ୟକତା, ଫୋକସରେ ରହିବ ସ୍ୱାସ୍ଥ୍ୟ ।

କନକ ବ୍ୟୁରୋ : ୨୦୨୦-୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହାଭାରତର ଏକ ଶ୍ଳୋକକୁ ଉଲ୍ଲେଖ କରିଛନ୍ତି । ଅର୍ଥମନ୍ତ୍ରୀ ଏହାକୁ ସଂସଦରେ ଉପସ୍ଥାପିତ କରିଥିବାବେଳେ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତି ସୁବ୍ରମଣ୍ୟନ । ଅର୍ଥନୀତିକୁ ସହଜରେ ବୁଝାଇବା ପାଇଁ ମହାଭାରତ ଶ୍ଳୋକରୁ ଆରମ୍ଭ କରି ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ୍ ଟିମର ଟେଷ୍ଟ ଶୃଙ୍ଖଳା ବିଜୟ ଯାଏଁ ବିଭିନ୍ନ ଉଦାହରଣ ଦେଇଛନ୍ତି ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା ।Continue reading “ଅର୍ଥନୈତିକ ସର୍ଭେ ରିପୋର୍ଟରେ ମହାଭାରତ ଶ୍ଳୋକରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ବିଜୟର ଉଦାହରଣ । ବୁଝାଇଲେ ଲକଡାଉନର ଆବଶ୍ୟକତା, ଫୋକସରେ ରହିବ ସ୍ୱାସ୍ଥ୍ୟ ।”

ଶନିବାର ବି ସିଂଘୁ ସୀମାରେ ଲାଗିରହିଛି ଚାପା ଉତ୍ତେଜନା । ସ୍ଥାନୀୟ ଲୋକେ ଓ ଚାଷୀଙ୍କ ଭିତରେ ଧସ୍ତାଧସ୍ତି

କନକ ବ୍ୟୁରୋ: ସିଂଘୁ ସୀମାରେ ଶୁକ୍ରବାର ସଂଘର୍ଷ ପରେ ଶନିବାର ବି ଚାପା ଉତେଜନା ଲାଗି ରହିଛି । ସ୍ଥାନୀୟ ଲୋକେ ଏବଂ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି, ପିଟାପିଟି ଏବଂ ପଥରମାଡ ପରେ ଶନିବାର ଆନ୍ଦୋଳନ ସ୍ଥଳରୁ ୩ କିଲୋମିଟର ପୂର୍ବରୁ ବାରିକେଟ କରାଯାଇଛି । ପୁରା ଅଂଚଳରେ ଇଂଟରନେଟ ଜାମ କରାଯାଇଛି । ସ୍ଥିତି ଏପରି ହୋଇଛି ଯେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଘଟଣାସ୍ଥଳକୁ ଯିବାକୁ ଦିଆଯାଉନାହିଁ । ଶୁକ୍ରବାର ସଂଘର୍ଷ ସମୟରେ ଖଣ୍ଡାରେ ଆକ୍ରମଣContinue reading “ଶନିବାର ବି ସିଂଘୁ ସୀମାରେ ଲାଗିରହିଛି ଚାପା ଉତ୍ତେଜନା । ସ୍ଥାନୀୟ ଲୋକେ ଓ ଚାଷୀଙ୍କ ଭିତରେ ଧସ୍ତାଧସ୍ତି”

ଗୁଜରାଟର ୪ଟି ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ। ରାତି ୧୧ରୁ ସକାଳ ୬ ପର୍ଯ୍ୟନ୍ତ କଟକଣା

କନକ ବ୍ୟୁରୋ: ଆସନ୍ତା ଫେବ୍ରୁଆରି ୧୫ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ୪ଟି ସହର ଅହମ୍ମଦାବାଦ, ସୁରଟ, ବଡ଼ୋଦରା ଓ ରାଜକୋଟରେ ରାତ୍ରିକାଳୀନ କର୍ଫ୍ୟୁ (ରାତି ୧୧ରୁ ସକାଳ ୬) ଲାଗୁ ହୋଇଛି। ମହାମାରୀ କରୋନା ଭାଇରସ୍‌କୁ ରୋକିବା ପାଇଁ ଗୁଜୁରାଟ ସରକାର ଏପରି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି। ଗୁଜୁରାଟର ଅତିରିକ୍ତ ମୁଖ୍ୟ ସଚିବ (ଗୃହ) ପଙ୍କଜ କୁମାର ଏହି ଘୋଷଣା କରି କହିଛନ୍ତି, ‘‘ ଯଦିଓ କୋଭିଡ -୧୯ ସୁସ୍ଥ ହାର ୯୬.୯୪ ପ୍ରତିଶତ ରହିଛି, କିନ୍ତୁContinue reading “ଗୁଜରାଟର ୪ଟି ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ। ରାତି ୧୧ରୁ ସକାଳ ୬ ପର୍ଯ୍ୟନ୍ତ କଟକଣା”

ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କଲା ‘ଜୈସ-ଉଲ ହିନ୍ଦ୍’ ଆତଙ୍କବାଦୀ ସଂଗଠନ । ବିସ୍ପୋରଣ ପୂର୍ବରୁ ରେକି କରିଥିଲେ ଆତଙ୍କୀ, ବନ୍ଦ ପଡିଥିଲା ସିସିଟିଭି ।

କନକ ବ୍ୟୁରୋ : ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କଲା ଜୈସ ଉଲ ହିନ୍ଦ୍ ଆତଙ୍କବାଦୀ ସଂଗଠନ । ନିଜକୁ ଦାୟୀ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛି ଆତଙ୍କବାଦୀ ସଂଗଠନ ଜୈସ-ଉଲ-ହିନ୍ଦ । ଦେଶର ଗୁଇନ୍ଦା ଏଜେନ୍ସି ଗୁଡ଼ିକ ଏହି ଦାବିର ଯାଂଚ ଚଳାଇଛନ୍ତି । ବିସ୍ପୋରଣ ପୂର୍ବରୁ ରେକି କରିଥିଲେ ଏହି ଆତଙ୍କୀ ସଂଗଠନ । ଏନଆଇଏ, ଏନଏସଜି ଓ ସ୍ପେଶାଲ ସେଲର ଟିମ ଘଟଣାସ୍ଥଳରେ ପହଂଚି ଯାଂଚContinue reading “ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କଲା ‘ଜୈସ-ଉଲ ହିନ୍ଦ୍’ ଆତଙ୍କବାଦୀ ସଂଗଠନ । ବିସ୍ପୋରଣ ପୂର୍ବରୁ ରେକି କରିଥିଲେ ଆତଙ୍କୀ, ବନ୍ଦ ପଡିଥିଲା ସିସିଟିଭି ।”

ଅଙ୍ଗନବାଡି ଖୋଲିବା ନେଇ ଜାରି ହେଲା ବିଜ୍ଞପ୍ତି । କେବଳ କଣ୍ଟେନମେଣ୍ଟ ଜୋନ ବାହାରେ ଖୋଲିବ ଅଙ୍ଗନବାଡି । 

କନକ ବ୍ୟୁରୋ : ଆସନ୍ତା ଫେବୃଆରୀ ୧ ତାରିଖଠାରୁ ରାଜ୍ୟର ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ଖୋଲିବ । ଏ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। କିନ୍ତୁ କେବଳ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ଖୋଲିବ। ମାସକରେ ୨୫ ଦିନ ଖୋଲିବ ଏବଂ ଦିନକୁ ୨ ଘଣ୍ଟା ପାଇଁ ଏହା ଖୋଲାଯାଇପାରିବ। ସକାଳ ୯ ରୁ ୧୧ ଟା ପର୍ୟ୍ୟନ୍ତ ଖୋଲିବା ପାଇଁ ନିର୍ଦ୍ଦେଶ ରହିଛି। ଅଙ୍ଗନବାଡ଼ି କେନ୍ଦ୍ରContinue reading “ଅଙ୍ଗନବାଡି ଖୋଲିବା ନେଇ ଜାରି ହେଲା ବିଜ୍ଞପ୍ତି । କେବଳ କଣ୍ଟେନମେଣ୍ଟ ଜୋନ ବାହାରେ ଖୋଲିବ ଅଙ୍ଗନବାଡି । “

ସଂଧ୍ୟା ସାଢେ ୫ଟା ସୁଦ୍ଧା ମହିଳା କର୍ମଚାରୀ ଅଫିସ ଛାଡିବା ପ୍ରସଙ୍ଗ । ନିର୍ମାଣ ସୌଧ ଅଫିସରେ ପୂର୍ତ୍ତ ବିଭାଗ ଉପସଚିବଙ୍କ ତନାଘନା 

କନକ ବ୍ୟୁରୋ: ଗତ ୨୭ ତାରିଖରେ ସର୍ବୋଚ୍ଚ ଯନ୍ତ୍ରୀ ସିଭିଲ୍ କାର୍ଯ୍ୟାଳୟ ପକ୍ଷରୁ ସଂଧ୍ୟା ସାଢେ ୫ଟା ସୁଦ୍ଧା ମହିଳା କର୍ମଚାରୀ ଅଫିସ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶନାମା ଜାରି ହେବା ପରେ ନିର୍ମାଣ ସୌଧରେ ଥିବା କାର୍ଯ୍ୟାଳୟକୁ ଯାଇଥିଲେ ପୂର୍ତ ବିଭାଗର ଉପସଚିବ ପାରୁଲ ପଟୁଆରି । ମହିଳା କର୍ମଚାରୀ ଓ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ  ।  ଏହା ପରେ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଲିଖିତ ଜବାବ ତଲବ କରିଛି ପୂର୍ତବିଭାଗContinue reading “ସଂଧ୍ୟା ସାଢେ ୫ଟା ସୁଦ୍ଧା ମହିଳା କର୍ମଚାରୀ ଅଫିସ ଛାଡିବା ପ୍ରସଙ୍ଗ । ନିର୍ମାଣ ସୌଧ ଅଫିସରେ ପୂର୍ତ୍ତ ବିଭାଗ ଉପସଚିବଙ୍କ ତନାଘନା “

ଚିନ୍ତା ବଢ଼ାଇଲା ଅର୍ଥନୈତିକ ସର୍ଭେ ରିପୋର୍ଟ ତଥ୍ୟ । ସର୍ବନିମ୍ନ ଆବଶ୍ୟକତା ସୂଚୀରେ ପଛରେ ପଡ଼ିଲା ଓଡ଼ିଶା

କନକ ବ୍ୟୁରୋ: ସର୍ବନିମ୍ନ ଆବଶ୍ୟକତା ପୂରଣ କ୍ଷେତ୍ରରେ ପଛରେ ପଡ଼ିଛନ୍ତି ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ତ୍ରିପୁରା ଆଦି ରାଜ୍ୟ । ୨୦୧୨ରେ ୧୧ଟି ରାଜ୍ୟର ସ୍ଥିତି ଭଲ ନଥିଲା, ତେବେ ୨୦୧୮ରେ ଏଥିରୁ ୬ଟି ରାଜ୍ୟରେ ଆଖିଦୃଶିଆ ଉନ୍ନତି ଘଟିଛି । ଶୂନ ଦଶମିକ ୫ରୁ କମ୍ ସ୍କୋର କରି ଓଡ଼ିଶା ସମେତ ୫ଟି ରାଜ୍ୟ ପଛରେ ପଡିଛନ୍ତି । ଜାତୀୟ ପରିସଂଖ୍ୟନ ସଂସ୍ଥାର ତଥ୍ୟକୁ ନେଇ ସର୍ବନିମ୍ନ ଆବଶ୍ୟକତା ସୂଚୀ ପ୍ରକାଶ କରାଯାଏ ।Continue reading “ଚିନ୍ତା ବଢ଼ାଇଲା ଅର୍ଥନୈତିକ ସର୍ଭେ ରିପୋର୍ଟ ତଥ୍ୟ । ସର୍ବନିମ୍ନ ଆବଶ୍ୟକତା ସୂଚୀରେ ପଛରେ ପଡ଼ିଲା ଓଡ଼ିଶା”

ଏସିଆନ କ୍ରିକେଟ କାଉନସିଲର ସଭାପତି ହେଲେ ଜୟ ଶାହା । ଟ୍ୱିଟ କରି ସୂଚନା ଦେଲା ଏସିଆନ କ୍ରିକେଟ କାଉନସିଲ ।

କନକ ବ୍ୟୁରୋ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ(ବିସିସିଆଇ)ର ସଂପାଦକ ଜୟ ଶାହା ଏସିଆନ୍ କ୍ରିକେଟ୍ କାଉନସିଲର ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ନାଜମୁଲ ହାସନ ପାପନଙ୍କ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି । ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୁମଲ “ଏସିଆନ୍ କ୍ରିକେଟ୍ କାଉନସିଲର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଟୁଇଟର ଜରିଆରେ ଜୟ ଶାହାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, ପ୍ରତି ଦୁଇ ବର୍ଷରେ ଏସିଆନ୍ କ୍ରିକେଟ୍ କାଉନସିଲର ସମସ୍ତContinue reading “ଏସିଆନ କ୍ରିକେଟ କାଉନସିଲର ସଭାପତି ହେଲେ ଜୟ ଶାହା । ଟ୍ୱିଟ କରି ସୂଚନା ଦେଲା ଏସିଆନ କ୍ରିକେଟ କାଉନସିଲ ।”

Design a site like this with WordPress.com
Get started