ବାଇଡେନଙ୍କ ଟିମରେ ଯୋଗଦେଲେ କାଶ୍ମୀର କଲି ସମୀରା ଫାଜଲି । ନ୍ୟାସନାଲ ଇକୋନୋମିକ କାଉନସିଲର ଉପ- ନିର୍ଦ୍ଦେଶିକା ଭାବେ ପାଇଲେ ନିଯୁକ୍ତି । ନୂଆ ଟିମ୍ ରେ ଯୋଗ ଦେଲେଣି ୧୧ ଭାରତୀୟ ବଂଶୋଦ୍ଭବ ।

କନକ ବ୍ୟୁରୋ : ସାରା ବିଶ୍ୱର ରାଜନୀତି ଠାରୁ ଆରମ୍ଭ କରି ଅର୍ଥନୀତି, ଗବେଷଣା ସବୁ କ୍ଷେତ୍ରରେ ଭାରତୀୟ ମାନଙ୍କର ଯୋଗଦାନ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏହି କ୍ରମରେ ଆମେରିକା ପ୍ରଶାସନିକ ଦଳରେ ବି ଭାରତୀୟ ମାନଙ୍କର ଯୋଗଦାନ ବିଶ୍ୱକୁ ଅଶ୍ଚର୍ଯ୍ୟ କରିଛି  । ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଜୋ- ବାଇଡେନଙ୍କ ଟିମ୍ ରେ ଜଣକ ପରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ପ୍ରାଧାନ୍ୟ ବଢୁଥିବା ଦେଖିବାକୁ ମଳିଛି ।Continue reading “ବାଇଡେନଙ୍କ ଟିମରେ ଯୋଗଦେଲେ କାଶ୍ମୀର କଲି ସମୀରା ଫାଜଲି । ନ୍ୟାସନାଲ ଇକୋନୋମିକ କାଉନସିଲର ଉପ- ନିର୍ଦ୍ଦେଶିକା ଭାବେ ପାଇଲେ ନିଯୁକ୍ତି । ନୂଆ ଟିମ୍ ରେ ଯୋଗ ଦେଲେଣି ୧୧ ଭାରତୀୟ ବଂଶୋଦ୍ଭବ ।”

ପୁଣି ଶବକୁ ଅସମ୍ମାନ… ମିଳିଲାନି ମହାପ୍ରୟାଣ ଗାଡ଼ି । ବାଇକରେ ଦେଢ଼ କିମି ବାଟ ମୃତଦେହକୁ ବୋହିଲେ ସଂପର୍କୀୟ

କନକ ବ୍ୟୁରୋ: ମିଳିଲାନି ମହାପ୍ରୟାଣ ଗାଡ଼ି । ବାଇକ୍ରେ ଦେଢ଼ କିଲୋମିଟର ବାଟ ବୁହା ହେଲା ଶବ । ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଂଚଳରେ ଦେଖିବାକୁ ମିଳିଛିି ଏହି ଅଭାବନୀୟ ଘଟଣା । ଖବର ଅନୁସାରେ ଜିରାବାଡ଼ି ଗାଁର ନୀଳ ମାଧବ ପ୍ରଧାନ ଗାଁ ଛକରେ ଚା ପିଇବାକୁ ଆସିଥିଲେ । ହଟାତ ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡ଼ି ଯାଇଥିଲେ । ସ୍ଥାନୀୟ ଲୋକ ଉଦ୍ଧାର କରି ତାଙ୍କୁ ମେଡ଼ିକାଲରେ ଭର୍ତି କରାଇଥିଲେ ।Continue reading “ପୁଣି ଶବକୁ ଅସମ୍ମାନ… ମିଳିଲାନି ମହାପ୍ରୟାଣ ଗାଡ଼ି । ବାଇକରେ ଦେଢ଼ କିମି ବାଟ ମୃତଦେହକୁ ବୋହିଲେ ସଂପର୍କୀୟ”

ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା । ପୁଣି ଆକ୍ସନ ମୋଡରେ ସିବିଆଇ । କମ୍ପାନୀ ମୁଖ୍ୟ ଗୌତମ କୁଣ୍ଡୁଙ୍କ ସ୍ତ୍ରୀକୁ ଓଡିଶା ଆଣିବା ସିବିଆଇ । ଖୋଲିବ ଗୁପ୍ତ ଧନର ରହସ୍ୟ ।

କନକ ବ୍ୟୁରୋ :  ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା ।  ଘଟଣାରେ ଖୋଳାତାଡ ପାଇଁ ଆଜି ଓଡିଶା ଆସୁଛନ୍ତି  ରୋଜଭ୍ୟାଲି ଗ୍ରୁପର ମୁଖ୍ୟ ଗୌତମ କୁଣ୍ଡଙ୍କ ପତ୍ନୀ ଶୁଭ୍ରାକୁଣ୍ଡୁ ।  ଶୁକ୍ରବାରଦିନ କୋଲକାତାରେ ଗିରଫ ହୋଇଥିଲେ  ଶୁଭ୍ରା କୁଣ୍ଡୁ ।  ଗତକାଲି ତାଙ୍କୁ  ଟ୍ରାଞ୍ଜିଟ ରିମାଣ୍ଡ ପାଇଁ ଅନୁମତି ପାଇଥିଲା ସିବିଆଇ ।  ଆଜି ଭୁବନେଶ୍ୱର ର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର  କରିବ ସିବିଆଇ । ଏହାପରେ ଶୁଭ୍ରାଙ୍କୁ  ପଚରାଉଚରା କରାଯିବ । କୋଲକାତା ଭିଆଇପିContinue reading “ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା । ପୁଣି ଆକ୍ସନ ମୋଡରେ ସିବିଆଇ । କମ୍ପାନୀ ମୁଖ୍ୟ ଗୌତମ କୁଣ୍ଡୁଙ୍କ ସ୍ତ୍ରୀକୁ ଓଡିଶା ଆଣିବା ସିବିଆଇ । ଖୋଲିବ ଗୁପ୍ତ ଧନର ରହସ୍ୟ ।”

୧୨ ଏକର ଜମିର ଧାନଫସଲ ପୋଡି ପାଉଁଶ: ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା; ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ କର୍ମଚାରୀ

କନକ ବ୍ୟୁରୋ: ଜଳିଗଲା ୧୨ ଏକରରୁ ଉଦ୍ଧ୍ୱର୍ ଧାନ ଫସଲ । ଧାନ ଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଛି । ସାନଖେମୁଣ୍ଡି ପାଟପୁର ମହାଲକ୍ଷୀ୍ମ ମନ୍ଦିର ସାହି ବିଲ ଖଳାରେ ନିଆଁ ଲାଗି ବ୍ୟାପକ ଧାନ ଫସଲ ପୋଡ଼ି ପାଉଁଶ ହୋଇଛି । କରେଂଟ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ପାଟପୁରର ରବି ସ୍ୱାଇଁଙ୍କର ପ୍ରାୟ ୧୨ ଏକରରୁ ଉର୍ଦ୍ଧ ଧାନ ଫସଲ ପୋଡ଼ି ପାଉଁଶ ହୋଇଛିContinue reading “୧୨ ଏକର ଜମିର ଧାନଫସଲ ପୋଡି ପାଉଁଶ: ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା; ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ କର୍ମଚାରୀ”

ଦେଶରେ ସଫଳ ହୋଇଛି ପ୍ରଥମ ପର୍ଯ୍ୟାୟ ଟିକାକରଣ: ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା, ୩ହଜାର ୩ଶହ ୫୧ଟି ସାଇଟରେ ୧ଲକ୍ଷ ୬୫ହଜାର ୭୧୪ଜଣଙ୍କୁ ଦିଆଯାଇଛି ଟିକା

କନକ ବ୍ୟୁରୋ : ଦେଶରେ ସଫଳ ହୋଇଛି ପ୍ରଥମ ପର୍ଯ୍ୟାୟ ଟିକାକରଣ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ସୂଚନା ଦେଇଛି । ସାରା ଦେଶରେ ୩ହଜାର ୩ଶହ ୫୧ଟି ସାଇଟରେ ଟିକାକରଣ କରାଯାଇଛି । ପ୍ରାଥମିକ ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଦେଶରେ ୧ଲକ୍ଷ ୬୫ହଜାର ୭୧୪ଜଣଙ୍କୁ ଦିଆଯାଇଛି ଟିକା । ତେବେ ଭ୍ୟାକସିନ ନେବା ପରେ କୌଣସି ପାଶ୍ୱର୍ ପ୍ରତିକ୍ରୀୟା ନଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ମନୋହର ଅଗନାନୀ ।Continue reading “ଦେଶରେ ସଫଳ ହୋଇଛି ପ୍ରଥମ ପର୍ଯ୍ୟାୟ ଟିକାକରଣ: ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା, ୩ହଜାର ୩ଶହ ୫୧ଟି ସାଇଟରେ ୧ଲକ୍ଷ ୬୫ହଜାର ୭୧୪ଜଣଙ୍କୁ ଦିଆଯାଇଛି ଟିକା”

ପ୍ରାଇଭେସି ପଲିସିକୁ ନେଇ ପୁଣି ସ୍ପଷ୍ଟୀକରଣ ଦେଲା ହ୍ୱାଟ୍ସଆପ: ଷ୍ଟାଟସ ମାଧ୍ୟମରେ ବ୍ୟବହାରକାରୀଙ୍କୁ ଦେଲା ବାର୍ତ୍ତା; କହିଲା, ୟୁଜର୍ସଙ୍କ ବ୍ୟକ୍ତିଗତ ଗୋପନୀୟତା ପାଇଁ ପ୍ରତିବଦ୍ଧ କମ୍ପାନୀ

କନକ ବ୍ୟୁରୋ: ପ୍ରାଇଭେସି ପଲିସିକୁ ନେଇ ପୁଣି ସ୍ପଷ୍ଟୀକରଣ ଦେଲା ହ୍ୱାଟ୍ସଆପ । ଷ୍ଟାଟସ ମାଧ୍ୟମରେ ବ୍ୟବହାରକାରୀଙ୍କୁ ଦେଲା ବାର୍ତା । କହିଲା, ୟୁଜର୍ସଙ୍କ ବ୍ୟକ୍ତିଗତ ଗୋପନୀୟତା ପାଇଁ ପ୍ରତିବଦ୍ଧ ରହିଛି କମ୍ପାନୀ । ଏପରିକି ଏଣ୍ଡ ଟୁ ଏଣ୍ଡ ଇନକ୍ରିପସନ ଯୋଗୁଁ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ କଥାବାର୍ତା ପଢି କିମ୍ବା ଶୁଣିପାରେ ନାହିଁ କମ୍ପାନୀ । ଏବଂ ଆପଣ ସେୟାର କରିଥିବା ଲୋକେସନକୁ ମଧ୍ୟ ଦେଖିପାରେ ନାହିଁ । ଏହାସହ ଫେସବୁକ ସହ ହ୍ୱାଟ୍ସଆପ୍ କମ୍ପାନୀ କୌଣସିContinue reading “ପ୍ରାଇଭେସି ପଲିସିକୁ ନେଇ ପୁଣି ସ୍ପଷ୍ଟୀକରଣ ଦେଲା ହ୍ୱାଟ୍ସଆପ: ଷ୍ଟାଟସ ମାଧ୍ୟମରେ ବ୍ୟବହାରକାରୀଙ୍କୁ ଦେଲା ବାର୍ତ୍ତା; କହିଲା, ୟୁଜର୍ସଙ୍କ ବ୍ୟକ୍ତିଗତ ଗୋପନୀୟତା ପାଇଁ ପ୍ରତିବଦ୍ଧ କମ୍ପାନୀ”

ରାଜସ୍ଥାନ ଜାଲୋରରେ ଯାତ୍ରୀବାହୀ ବସରେ ଭୟଙ୍କର ଅଗ୍ନୀକାଣ୍ଡ: ବିଦ୍ୟୁତ୍ ତାର ଲାଗିବା ପରେ ଜଳିଗଲା ବସ୍; ଘଟଣାସ୍ଥଳରେ ୭ ଯାତ୍ରୀ ଜୀବନ୍ତଦଗ୍ଧ, ୧୩ରୁ ଅଧିକ ଗୁରୁତର

କନକ ବ୍ୟୁରୋ: ଶନିବାର ରାତିରେ ରାଜସ୍ଥାନର ଜାଲୋର୍ ଜିଲ୍ଲା ଅନ୍ତର୍ଗତ ମହେଶପୁରରେ ବିଜୁଳି ତାର ସଂସ୍ପର୍ଶ ଆସି ଗୋଟାଏ ବସ୍ରେ ନିଆଁ ଲାଗିଯିବାରୁ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୩ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ୧୦.୩୦ରେ ଘଟଣାଟି ଘଟିଥିବା କଥା ଜାଲୋର୍ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଚଗନ ଲାଲ୍ ଗୋୟଲ୍ କହିଛନ୍ତି। ଘଟଣାସ୍ଥଳରେ ବସର ଡ୍ରାଇଭର୍ ଓ କଣ୍ଡକ୍ଟର୍‌ଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ଆଉContinue reading “ରାଜସ୍ଥାନ ଜାଲୋରରେ ଯାତ୍ରୀବାହୀ ବସରେ ଭୟଙ୍କର ଅଗ୍ନୀକାଣ୍ଡ: ବିଦ୍ୟୁତ୍ ତାର ଲାଗିବା ପରେ ଜଳିଗଲା ବସ୍; ଘଟଣାସ୍ଥଳରେ ୭ ଯାତ୍ରୀ ଜୀବନ୍ତଦଗ୍ଧ, ୧୩ରୁ ଅଧିକ ଗୁରୁତର”

ଖସୁଛି ପାରଦ, ବଢୁଛି ଶୀତ: ୧୦ ଡିଗ୍ରୀ ତଳେ ୬ ଜିଲ୍ଲାର ପାରା; ଆସନ୍ତା ୨ ଦିନ ଯାଏଁ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ହେବନି ବିଶେଷ ପରିବର୍ତ୍ତନ

କନକ ବ୍ୟୁରୋ: ରାଜ୍ୟର ତାପମାତ୍ରା ଏବେ ଧୀରେଧୀରେ ଖସିବାରେ ଲାଗିଛି। ଶୀତ ବି ବଢ଼ିଛି। ଫୁଲବାଣୀ ୫.୮ ଡିଗ୍ରି ସହ ପୁଣି ଥରେ ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରିଛି। ଗତକାଲି ରାଜ୍ୟର ୬ ସହର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଥିବା ବେଳେ ୮ ସହର ତାପମାତ୍ରା ୧୨ ଡିଗ୍ରି ତଳକୁ ଖସିଛି। ଏଥିସହ ରାଜ୍ୟର ପ୍ରାୟ ଅଞ୍ଚଳ ବିଳମ୍ବିତ ସମୟ ପର୍ଯ୍ୟନ୍ତ କୁହୁଡ଼ି ଚାଦରରେ ଢାଙ୍କି ହୋଇ ରହୁଛି। ଆଞ୍ଚଳିକ ପାଣିପାଗContinue reading “ଖସୁଛି ପାରଦ, ବଢୁଛି ଶୀତ: ୧୦ ଡିଗ୍ରୀ ତଳେ ୬ ଜିଲ୍ଲାର ପାରା; ଆସନ୍ତା ୨ ଦିନ ଯାଏଁ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ହେବନି ବିଶେଷ ପରିବର୍ତ୍ତନ”

ଭାଇ ତୀର ମାଡ଼ରେ ଭାଇ ଘାଇଲା: ଘରୋଇ କଳିରୁ କରଞ୍ଜିଆ ଅଂଚଳରେ ଭାଇର ତୀରମାଡରେ ଭାଇ ଗୁରୁତର; ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ: ଭାଇ ତୀର ମାଡ଼ରେ ଭାଇ ଘାଇଲା । ପାରିବାରିକ କଳହକୁ ନେଇ ଭାଇ ଉପରେ ଆକ୍ରମଣ କଲା ଭାଇ । ମୟୁରଭଂଜ କରଂଜିଆ ଥାନା କେନ୍ଦୁମୁଣ୍ଡି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଦୁଇ ଭାଇଙ୍କ ମଧ୍ୟରେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା । ମଝିଆ ଭାଇ ତିବରୁ ପିଙ୍ଗୁଆ ସଙ୍ଗେ ସଙ୍ଗେ ଘରୁ ଧନୁ ତୀର ଆଣି ବଡ଼ ଭାଇ ବୁଧୁରାମ ପିଙ୍ଗୁଆକୁ ଆକ୍ରମଣ କରିଥିଲା । ଘଟଣାContinue reading “ଭାଇ ତୀର ମାଡ଼ରେ ଭାଇ ଘାଇଲା: ଘରୋଇ କଳିରୁ କରଞ୍ଜିଆ ଅଂଚଳରେ ଭାଇର ତୀରମାଡରେ ଭାଇ ଗୁରୁତର; ମେଡିକାଲରେ ଭର୍ତ୍ତି”

ଟାଙ୍ଗରା ଭୂଇଁ ହେଲା ଜଙ୍ଗଲ: ଜଙ୍ଗଲ ସୁରକ୍ଷା ପାଇଁ ବାଉଁଶ ଭେଳା ଡ୍ୟାମରେ ପାର; ୨୦ ବର୍ଷ ହେଲା ଅନୁଗୁଳର କୁଲେଇ ଗାଁଲୋକେ ଜଙ୍ଗଲକୁ ଦେଉଛନ୍ତି ସୁରକ୍ଷା

କନକ ବ୍ୟୁରୋ: ଜଙ୍ଗଲ ରକ୍ଷା ପାଇଁ ବାଉଁଶ ଭେଳାରେ ବିପଦ ସଙ୍କୁଳ ଅବସ୍ଥାରେ ଡ୍ୟାମ ପାରି । ୨୦ବର୍ଷର ଜଙ୍ଗଲ ଜଗିବା ପରମ୍ପରା । ଘଂଚ ଜଙ୍ଗଲରେ ପରିଣତ ହେଲା ୫୯ଏକର ଭୂଇଁ । ଏପରି ଏକ ଭଲ ଖବର ଦେଖିବା ଅନୁଗୁଳରୁ । ଏପଟେ ଗାଁ ସେପଟେ ଜଙ୍ଗଲ, ମଝିରେ ଡେରେଜାଙ୍ଗ ଡ୍ୟାମ । କିନ୍ତୁ ଗାଁ ଲୋକଙ୍କୁ ଏମିତି ଜଙ୍ଗଲ ଚିନ୍ତା ଘାରିଛି ଯେ,ପ୍ରତିଦିନ ଡ୍ୟାମକୁ ଭେଳାରେ ପାରି କରି ଜଙ୍ଗଲ ଜଗୁଛନ୍ତି ।Continue reading “ଟାଙ୍ଗରା ଭୂଇଁ ହେଲା ଜଙ୍ଗଲ: ଜଙ୍ଗଲ ସୁରକ୍ଷା ପାଇଁ ବାଉଁଶ ଭେଳା ଡ୍ୟାମରେ ପାର; ୨୦ ବର୍ଷ ହେଲା ଅନୁଗୁଳର କୁଲେଇ ଗାଁଲୋକେ ଜଙ୍ଗଲକୁ ଦେଉଛନ୍ତି ସୁରକ୍ଷା”

Design a site like this with WordPress.com
Get started