କୋରାପୁଟ ଜଙ୍ଗଲରେ ସକ୍ରିୟ ବଜ୍ରକାପ୍ତା ଚୋରାଚାଲାଣକାରୀ: ଜୟପୁରରୁ ବିରଳ ବଜ୍ରକାପ୍ତା ଉଦ୍ଧାର; ଜଣେ ଗିରଫ

କନକ ବ୍ୟୁରୋ: ଜୟପୁରରୁ ବିରଳ ପ୍ରଜାତିର ବଜ୍ରକାପ୍ତା ଚୋରାଚାଲଣ ବେଳେ ଉଦ୍ଧାର । ଘଟଣ।।ରେ ଜଣେ ଗିରଫ । ବଜ୍ରକାପ୍ତା ଚୋରାଚାଲଣ ନେଇ ଏସସିଏଫଓଙ୍କ ନେତୃତ୍ୱରେ ବନବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ବୋରିଗୁମ୍ମା ବନାଂଚଳ ଅଧିନସ୍ଥ କାଠର ଗଡ଼ା ଜଙ୍ଗଲରୁ ବେଆଇନ ଭାବେ ଚାଲଣ ହୋଇଥିବା ବିରଳ ପ୍ରଜାତିର ବଜ୍ରକାପ୍ତାକୁ ଉଦ୍ଧାର ହୋଇଛି । ଚାଲଣକାରୀଙ୍କୁ ଗିରଫ କରିଛି ବନବିଭାଗ । ଉଦ୍ଧାର ବଜ୍ରକାପ୍ତାର ଓଜନ ୨ କେଜିରୁ ଅଧିକ ହେବContinue reading “କୋରାପୁଟ ଜଙ୍ଗଲରେ ସକ୍ରିୟ ବଜ୍ରକାପ୍ତା ଚୋରାଚାଲାଣକାରୀ: ଜୟପୁରରୁ ବିରଳ ବଜ୍ରକାପ୍ତା ଉଦ୍ଧାର; ଜଣେ ଗିରଫ”

ମଣ୍ଡିରେ ପଡିଛି ଧାନ, ରାଜରାସ୍ତାରେ ଅନ୍ନଦାତା: ସରୁନି ମଣ୍ଡି ସମସ୍ୟା…ପଶ୍ଚିମରୁ ଦକ୍ଷିଣ ଓଡିଶା ସବୁଠି ସମାନ ଅବସ୍ଥା; ଧାନ କିଣୁ ନାହାନ୍ତି ମିଲର, ଅଭିଯୋଗ କଲେବି ଶୁଣୁନି ପ୍ରଶାସନ

କନକ ବ୍ୟୁରୋ: ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାନ ଅମଳ କରିଛି ଚାଷୀ । ବସ୍ତାରେ ଭରି ବିକ୍ରି ପାଇଁ ମଣ୍ଡିକୁ ଆଣିଛନ୍ତି । ହେଲେ ଧାନ ବିକିବେ କଣ, ମଣ୍ଡିରେ ରାତ୍ରି ଜଗୁଆଳି ସାଜିଛନ୍ତି ଚାଷୀ । ଗୋଲାମୁଣ୍ଡା ବ୍ଲକ ଧାମନପୁର ମଣ୍ଡିରେ ଶୀତ କାକରରେ ପଡି ରହିଛି ଧାନ, ଜଗି ରହୁଛନ୍ତି ଚାଷୀ । ଧାନ କିଣିବା ଦାୟିତ୍ୱ ନେଇଥିବା ଅର୍ଣ୍ଣପୂର୍ଣ୍ଣ ରାଇସ ମିଲ, ବାସୁଦେବ ରାଇସ ମିଲ ଓ କଳିଙ୍ଗ ରାଇସ ମିଲ ଟାର୍ଗେଟContinue reading “ମଣ୍ଡିରେ ପଡିଛି ଧାନ, ରାଜରାସ୍ତାରେ ଅନ୍ନଦାତା: ସରୁନି ମଣ୍ଡି ସମସ୍ୟା…ପଶ୍ଚିମରୁ ଦକ୍ଷିଣ ଓଡିଶା ସବୁଠି ସମାନ ଅବସ୍ଥା; ଧାନ କିଣୁ ନାହାନ୍ତି ମିଲର, ଅଭିଯୋଗ କଲେବି ଶୁଣୁନି ପ୍ରଶାସନ”

ଚିଲିକାରେ ଆଜିଠାରୁ ଡଲଫିନ ଗଣନା: ୧୮ଟି ଦଳରେ ୭୨ ଜଣ ଗଣନା କାମରେ ସାମିଲ

କନକ ବ୍ୟୁରୋ: ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା । ୧୮ଟି ଦଳରେ ୭୨ ଜଣ ଏହି ଗଣନା କାମରେ ସାମିଲ ହୋଇଛନ୍ତି । ସେଥିରୁ ୧୦ଟି ଦଳରେ ବାଲୁଙ୍ଗା ରେଂଜରେ ଓ ୮ଟି ଦଳ ସାତପଡ଼ା ରେଂଜରେ ଡ଼ଲଫିନ ଗଣନାରେ ସାମିଲ ହୋଇଛନ୍ତି । ବାଲୁଙ୍ଗାଁ ବନ୍ୟପ୍ରାଣୀ ବିଭାଗ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ ଭୋର ୫ଟାରୁ ମାଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଚାଲିବ । ସେପଟେ, ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ ହୋଇଯାଇଛି ।Continue reading “ଚିଲିକାରେ ଆଜିଠାରୁ ଡଲଫିନ ଗଣନା: ୧୮ଟି ଦଳରେ ୭୨ ଜଣ ଗଣନା କାମରେ ସାମିଲ”

ଭୁବନେଶ୍ୱର ସ୍ଥିତ ୫ଟି ସ୍କୁଲ ବୁଲିଲେ ଭି.କେ.ପାଣ୍ଡିଆନ: ପରିଦର୍ଶନ ବେଳେ ଶିକ୍ଷକଙ୍କ ସହ କଲେ ଆଲୋଚନା; ସ୍କୁଲର ସର୍ବାଙ୍ଗୀନ ଉନ୍ନତି ପାଇଁ କଣ ଜରୁରୀ ପଚାରି ବୁଝିଲେ

କନକ ବ୍ୟୁରୋ: ସକାଳୁ ସକାଳୁ ଭୁବନେଶ୍ୱରରେ ସ୍କୁଲ ପରିଦର୍ଶନ କଲେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ । ବିଏମସି ଅଂଚଳରେ ଥିବା ୟୁନିଟ ୬, ୟୁନିଟ ୧, କ୍ୟାପିଟାଲ ହାଇସ୍କୁଲ, ୟୁନିଟ ୯ ବାଳିକା ବିଦ୍ୟାଳୟ ଏବଂ ଆଇଆରସି ଭିଲେଜ ହାଇସ୍କୁଲ ପରିଦର୍ଶନ କରିଛନ୍ତି ପାଣ୍ଡିଆନ । ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଶିକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା କରିଛନ୍ତି । ସାଇନ୍ସ ଲ୍ୟାବ, ସ୍ମାର୍ଟ କ୍ଲାସ ରୁମ୍, ଲାଇବ୍ରେରୀ ରିଡ଼ିଂ ରୁମ୍, ଓ ସ୍କୁଲ ଗୁଡ଼ିକରେContinue reading “ଭୁବନେଶ୍ୱର ସ୍ଥିତ ୫ଟି ସ୍କୁଲ ବୁଲିଲେ ଭି.କେ.ପାଣ୍ଡିଆନ: ପରିଦର୍ଶନ ବେଳେ ଶିକ୍ଷକଙ୍କ ସହ କଲେ ଆଲୋଚନା; ସ୍କୁଲର ସର୍ବାଙ୍ଗୀନ ଉନ୍ନତି ପାଇଁ କଣ ଜରୁରୀ ପଚାରି ବୁଝିଲେ”

ଉଚ୍ଚ ଶିକ୍ଷିତ ହୋଇବି ପୂଜା ଭୁଲିନାହାଁନ୍ତି ନିଜର ଦାୟିତ୍ୱ: ଚାକିରି ପଛରେ ନଧାଇଁ ବାପାଙ୍କ ବୃତ୍ତିକୁ ନେଇଛନ୍ତି ଆଦରି; କ୍ଷେତରେ ସୁନାର ଫସଲ ଫଳାଇବା ସହ ନିଜେ କରୁଛନ୍ତି ବେପାର

କନକ ବ୍ୟୁରୋ: ସିଏ ଜଣେ ଯୁବତୀ। ଉଚ୍ଚ ଶିକ୍ଷିତ ବି। କିନ୍ତୁ କାମରେ ସେ ଯେକୌଣସି କର୍ମଠ ଯୁବକଙ୍କୁ ଟିପିଯିବେ। କେବଳ ପୁରୁଷ ଲୋକ ଯେ ଘରର ତେଲ-ଲୁଣ ଖର୍ଚ୍ଚ ଉଠାଇବା ପାଇଁ କ୍ଷେତରେ ହାଡ଼ଭଂଗା ପରିଶ୍ରମ କରି ସୁନାର ଫସଲ ଫଳାଇ ପାରନ୍ତି, ଏ କଥାକୁ ଭୁଲ୍‌ ପ୍ରମାଣିତ କରି ଦେଖାଇଛନ୍ତି କେନ୍ଦ୍ରାପଡ଼ା ବ୍ଲକ୍ ଧୂମାତ ଗ୍ରାମର ଦେବସ୍ମିତା ଜେନା ଓରଫ୍ ପୂଜା ା ବୟସ ୨୪ ା ଗାଁର ଶିବରାମ ଜେନା ଓ ପ୍ରମିଳା ଜେନାଙ୍କ ତିନିContinue reading “ଉଚ୍ଚ ଶିକ୍ଷିତ ହୋଇବି ପୂଜା ଭୁଲିନାହାଁନ୍ତି ନିଜର ଦାୟିତ୍ୱ: ଚାକିରି ପଛରେ ନଧାଇଁ ବାପାଙ୍କ ବୃତ୍ତିକୁ ନେଇଛନ୍ତି ଆଦରି; କ୍ଷେତରେ ସୁନାର ଫସଲ ଫଳାଇବା ସହ ନିଜେ କରୁଛନ୍ତି ବେପାର”

ଦେଶର ସବୁଠୁ ବଡ଼ ଆଗ୍ନେୟଗିରିରୁ ଲାଭା ଉଦଗୀରଣ ! ଇଣ୍ଡୋନେସିଆର ଜାଭାଦ୍ୱୀପରେ ଆଗ୍ନେୟଗିରି ଉଦଗୀରଣ: ପାଖାପାଖି ସାଢ଼େ ୪ କିମି ଯାଏଁ ଗରମ ବାଷ୍ପ ବ୍ୟାପୀ ଯାଇଥିବା ସୂଚନା

କନକ ବ୍ୟୁରୋ: ଇଣ୍ଡୋନେସିଆର ଜାଭା ଦୀପରେ ଆଗ୍ନେୟଗିରି ଉଦଗୀରଣ । ଦେଶର ସିମେରୁ ପର୍ବତରେ ଥିବା ସବୁଠୁ ବଡ଼ ଆଗ୍ନେୟଗିରିରୁ ଲାଭା ଉଦଗୀରଣ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି । ପାଖାପାଖି ସାଢ଼େ ୪ କିଲୋମିଟର ପର୍ଯ୍ୟନ୍ତ ଗରମ ବାଷ୍ପ ବ୍ୟାପୀ ଯାଇଥିବା ସୂଚନା ମିଳିଛି । ଏଥିରେ କେତେ କ୍ଷୟକ୍ଷତି ହୋଇଛି, ଏ ନେଇ କିଛି ଜଣାପଡିନାହିଁ । ତେବେ ପାଖାପାଖି ଅଂଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଦେଶର ବିପର୍ଯ୍ୟୟ ପ୍ରଶମନContinue reading “ଦେଶର ସବୁଠୁ ବଡ଼ ଆଗ୍ନେୟଗିରିରୁ ଲାଭା ଉଦଗୀରଣ ! ଇଣ୍ଡୋନେସିଆର ଜାଭାଦ୍ୱୀପରେ ଆଗ୍ନେୟଗିରି ଉଦଗୀରଣ: ପାଖାପାଖି ସାଢ଼େ ୪ କିମି ଯାଏଁ ଗରମ ବାଷ୍ପ ବ୍ୟାପୀ ଯାଇଥିବା ସୂଚନା”

କେମିତି ହୁଏ କିଡନୀ ପ୍ରତ୍ୟାରୋପଣ ? କ’ଣ ରହିଛି ଅଙ୍ଗ ପ୍ରତ୍ୟାରୋପଣ ନିୟମ ? ଜାଣନ୍ତୁ କିଡନୀ ଦଲାଲଙ୍କଠୁ ବର୍ତ୍ତିବେ କେମିତି…

କନକ ବ୍ୟୁରୋ: କିଡନୀ ରୋଗରେ ପୀଡିତ ବ୍ୟକ୍ତି ଯେତେବେଳେ ଜୀବନ ମୃତ୍ୟୁର ସଂଘର୍ଷ କରୁଥାନ୍ତି, ସେତେବେଳେ ଏହାର ସୁଯୋଗ ନେଇଥାନ୍ତି ଦଲାଲ । କିଡନୀ ଯୋଗାଇ ଦେବାର ମିଛ ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥାନ୍ତି । ଠକେଇ ଅଭିଯୋଗରେ ଗିରଫ ହୋଇଥିବା ହିମାଂଶୁ ଭୂଷଣ ନନ୍ଦକୁ ରିମାଣ୍ଡରେ ନେଇଛି କମିଶନରେଟ୍ ପୁଲିସ । କିଡନୀ ରାକେଟର ଚେର କେତେ ପର୍ଯ୍ୟନ୍ତ ଲମ୍ବିଛି, ଏନେଇ ପଚରାଉଚରା କରି କିଡନୀ ଠକ ଠାରୁ ସତ ଓଗାଳିବContinue reading “କେମିତି ହୁଏ କିଡନୀ ପ୍ରତ୍ୟାରୋପଣ ? କ’ଣ ରହିଛି ଅଙ୍ଗ ପ୍ରତ୍ୟାରୋପଣ ନିୟମ ? ଜାଣନ୍ତୁ କିଡନୀ ଦଲାଲଙ୍କଠୁ ବର୍ତ୍ତିବେ କେମିତି…”

ମହାମାରୀ ମହାମୁକାବିଲାରେ ସାମିଲ ହେଲା ଓଡିଶା: ପ୍ରଥମ ଦିନରେ ରାଜ୍ୟରେ ୮୫%ରୁ ଅଧିକ ଲୋକ ନେଲେ ଟିକା; ଆଜି ବନ୍ଦ ରହିବ ଟିକାକରଣ

କନକ ବ୍ୟୁରୋ: ପ୍ରାୟ ୧୦ ମାସ ଧରି ଯାହାକୁ ସାରା ଦେଶବାସୀ ଅପେକ୍ଷା କରି ରହିଥିଲେ, କରୋନା ବିରୋଧରେ ସେହି ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ ହୋଇସାରିଛି । ଓଡିଶାରେ ଗତକାଲି ପ୍ରଥମ ଦିନରେ ୮୫ ପ୍ରତିଶତରୁ ଅଧିକ କୋଭିଡ ଟିକାକରଣ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ କରୋନା ଟିକା ବା ମହୌଷଧୀ ଦିଆଯାଇଛି । ରାଜ୍ୟର ୧୬୧ଟି ଟିକାଦାନ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ୧୬ ହଜାର ୪୦୫Continue reading “ମହାମାରୀ ମହାମୁକାବିଲାରେ ସାମିଲ ହେଲା ଓଡିଶା: ପ୍ରଥମ ଦିନରେ ରାଜ୍ୟରେ ୮୫%ରୁ ଅଧିକ ଲୋକ ନେଲେ ଟିକା; ଆଜି ବନ୍ଦ ରହିବ ଟିକାକରଣ”

ମହାମାରୀ ପାଇଁ ମହାକବଚ: ବିଶ୍ୱର ବୃହତ୍ତମ ଟିକାଦାନ ଅଭିଯାନ; ଦେଶରେ ପ୍ରଥମ ଦିନରେ ଟିକା ନେଲେ ୧ ଲକ୍ଷ ୯୧ ହଜାର ୧୮୧ରୁ ଅଧିକ ସ୍ୱାସ୍ଥ୍ୟକର୍ମୀ

କନକ ବ୍ୟୁରୋ: ଭାରତରେ ଆରମ୍ଭ ହୋଇଛି ବିଶ୍ୱର ସବୁଠୁ ବଡ ଟିକାକରଣ ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମେଗା ଟିକାକରଣର ଶୁଭାରମ୍ଭ କରିଛନ୍ତି । ସଂକଟ ସମୟରେ କୋଭିଡ୍ ଯୋଦ୍ଧାଙ୍କ ସେବାକୁ ମନେ ପକାଇ ଭାବ ବିହ୍ୱଳ ହୋଇପଡ଼ିଥିଲେ ନରେନ୍ଦ୍ର ମୋଦୀ । କହିଛନ୍ତି- ଭାରତର ଟିକା ଉପରେ ରହିଛି ଦୁନିଆର ନଜର । ଦେଶବ୍ୟାପୀ ୩ ହଜାର ୩୫୧ଟି କେନ୍ଦ୍ରରେ ଏକକାଳୀନ ଟିକାକରଣ ଆରମ୍ଭ ହୋଇଥିଲା । ଦିଲ୍ଲୀ ଏମ୍ସରେ ୩୪ ବର୍ଷୀୟContinue reading “ମହାମାରୀ ପାଇଁ ମହାକବଚ: ବିଶ୍ୱର ବୃହତ୍ତମ ଟିକାଦାନ ଅଭିଯାନ; ଦେଶରେ ପ୍ରଥମ ଦିନରେ ଟିକା ନେଲେ ୧ ଲକ୍ଷ ୯୧ ହଜାର ୧୮୧ରୁ ଅଧିକ ସ୍ୱାସ୍ଥ୍ୟକର୍ମୀ”

କଟକ ପରେ ଏବେ ସମ୍ବଲପୁରରେ ବି ନକଲି । ଅସଲି ବ୍ରାଣ୍ଡ ନାଁରେ ଚାଲୁଥିଲା ନକଲି ସର୍ଫ କାରଖାନା, ଚଢ଼ାଉବେଳେ ଜବତ ହେଲା ୨୫ ହଜାର ନକଲି ସର୍ଫ ପ୍ୟାକେଟ୍ ।

କନକ ବ୍ୟୁରୋ: କଟକ ପରେ ସମ୍ବଲପୁରରେ ଧରା ପଡିଛି ନକଲି ସାମଗ୍ରୀର ବେପାର । ସମ୍ବଲପୁର ସହରର ବରେଇପାଲି ମୁଙ୍ଗାପଡାର ଏକ ଗୋଦାମରେ ଚଢାଉ କରି ବିପୁଳ ପରିମାଣର ନକଲି ସର୍ଫ ଜବତ କରିଛି ପୁଲିସ । ସର୍ଫ ଏକ୍ସେଲ ଡିଟରଜେଂଟ ପାଉଡର ନାଁରେ ନକଲି ସାମଗ୍ରୀ ବିକ୍ରି ହେଉଥିବା ନେଇ ଅଭିଯୋଗ କରିଥିଲା ହିନ୍ଦୁସ୍ତାନ ଲିବର କଂପାନୀ । ଏନେଇ ଥାନାରେ କଂପାନୀ ଅଭିଯୋଗ କରିବା ପରେ ତଦନ୍ତ କରି ମୁଙ୍ଗାପଡାରେ ଥିବା ଏହି ଗୋଦାମରେContinue reading “କଟକ ପରେ ଏବେ ସମ୍ବଲପୁରରେ ବି ନକଲି । ଅସଲି ବ୍ରାଣ୍ଡ ନାଁରେ ଚାଲୁଥିଲା ନକଲି ସର୍ଫ କାରଖାନା, ଚଢ଼ାଉବେଳେ ଜବତ ହେଲା ୨୫ ହଜାର ନକଲି ସର୍ଫ ପ୍ୟାକେଟ୍ ।”

Design a site like this with WordPress.com
Get started