୨ ଦଫା ଦାବିରେ ରାଜ୍ୟ କଂଗ୍ରେସର ରାଜଭବନ ଘେରାଉ: ୩ କୃଷି ଆଇନ ପ୍ରତ୍ୟାହାର ଓ ତୈଳ ଦର ବୃଦ୍ଧିକୁ ନେଇ ଦଳର ବିରୋଧ; ରାଜ୍ୟପାଳଙ୍କୁ ଦେଲେ ସ୍ମାରକପତ୍ର

କନକ ବ୍ୟୁରୋ: ଦୁଇ ଦଫା ଦାବି ନେଇ ରାଜଭବନ ଘେରାଉ କରିଛି ଓଡିଶା ପ୍ରଦେଶ କଂଗ୍ରେସ କମିଟି । ୩ଟି କୃଷି ଆଇନକୁ କଳା ଆଇନ କହିବା ସହ ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଛି କଂଗ୍ରେସ । ଏହା ବାଦ୍ ପେଟ୍ରୋଲ ଡିଜେଲ ଦରବୃଦ୍ଧିକୁ ନେଇ ମଧ୍ୟ ଦଳ ପ୍ରତିବାଦ କରିଛି । ଦୁଇ ଦଫା ଦାବି ନେଇ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି ଓଡିଶା ପ୍ରଦେଶ କଂଗ୍ରେସ କମିଟି । ରାଜଭବନContinue reading “୨ ଦଫା ଦାବିରେ ରାଜ୍ୟ କଂଗ୍ରେସର ରାଜଭବନ ଘେରାଉ: ୩ କୃଷି ଆଇନ ପ୍ରତ୍ୟାହାର ଓ ତୈଳ ଦର ବୃଦ୍ଧିକୁ ନେଇ ଦଳର ବିରୋଧ; ରାଜ୍ୟପାଳଙ୍କୁ ଦେଲେ ସ୍ମାରକପତ୍ର”

ଭୁବନେଶ୍ୱରରେ ୬ଟି ସ୍ଥାନରେ ଟିକାକରଣ: ଟିକାକରଣ କେନ୍ଦ୍ର ଭାବେ ସାମିଲ ହେଲା ଏମ୍ସ; ପ୍ରତି କେନ୍ଦ୍ରରେ ଦୈନିକ ୧୦୦ଜଣଙ୍କୁ ଦିଆଯିବ ଟିକା

କନକ ବ୍ୟୁରୋ: ଆସନ୍ତାକାଲି ରାଜ୍ୟର ୧୬୧ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ । ଏଥିପାଇଁ ରାଜ୍ୟସରକାର ସବୁ ପ୍ରସ୍ତୁତି ସାରିଛନ୍ତି । ତେବେ କେଉଁମାନଙ୍କୁ କରୋନା ଟିକା ଦିଆଯିବ, କେଉଁମାନଙ୍କୁ ଦିଆଯିବ ନାହିଁ । ତାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି । ତେବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦେଶକ ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗର୍ଭବତୀ ମହିଳା, ଗୁରୁତର ଅସୁସ୍ଥ ବ୍ୟକ୍ତି, ମେଡିକାଲରେ ଭର୍ତି ହୋଇଥିବା ରୋଗୀ,Continue reading “ଭୁବନେଶ୍ୱରରେ ୬ଟି ସ୍ଥାନରେ ଟିକାକରଣ: ଟିକାକରଣ କେନ୍ଦ୍ର ଭାବେ ସାମିଲ ହେଲା ଏମ୍ସ; ପ୍ରତି କେନ୍ଦ୍ରରେ ଦୈନିକ ୧୦୦ଜଣଙ୍କୁ ଦିଆଯିବ ଟିକା”

ରାଜ୍ୟର ସଫଳ ଉଦ୍ୟୋଗୀଙ୍କୁ ପ୍ରଦାନ କରାଗଲା ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ-୨୦୨୧ : ଧର୍ମେନ୍ଦ୍ରଙ୍କ ଉଦବୋଧନ, ଜଗନ୍ନାଥ ହିଁ ଓଡିଶାର ବଡ ବ୍ରାଣ୍ଡ

କନକ ବ୍ୟୁରୋ : ସମ୍ବାଦର ଏକ୍ସିଲେନ୍ସ ଆୱାର୍ଡ଼-୨୦୨୧ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି ଓଡ଼ିଆଙ୍କ ପାଇଁ ପ୍ରଭୁ ଜଗନ୍ନାଥ ସବୁଠୁ ବଡ ବ୍ରାଣ୍ଡ । ଓଡ଼ିଆ ଲୋକମାନେ କୁଶଳୀ, ବୁଦ୍ଧୀଜୀବୀ ଓ ସଚ୍ଚୋଟ । ଓଡ଼ିଶାର ପୁଷ୍ଟିକର ଖାଦ୍ୟ ସମସ୍ୟାର ସମାଧାନ ଜରୁରୀ । ଏହି ସମସ୍ୟା ଆମ ସମସ୍ତଙ୍କୁ ସମାଧାନ କରିବାକୁ ପଡ଼ିବ । ରାଜ୍ୟର ୫୦ ପ୍ରତିଶତ ଶିଶୁ ପୁଷ୍ଟିକର ଖାଦ୍ୟରୁ ବଂଚିତ ଅଛନ୍ତି । ଆଗାମୀ ୧୫ ବର୍ଷ ଭିତରେContinue reading “ରାଜ୍ୟର ସଫଳ ଉଦ୍ୟୋଗୀଙ୍କୁ ପ୍ରଦାନ କରାଗଲା ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ-୨୦୨୧ : ଧର୍ମେନ୍ଦ୍ରଙ୍କ ଉଦବୋଧନ, ଜଗନ୍ନାଥ ହିଁ ଓଡିଶାର ବଡ ବ୍ରାଣ୍ଡ”

ନୂତନ କୃଷି ଆଇନକୁ ଆଇଏମ୍ଏଫ୍ ର ପ୍ରଶଂସା । ଆଇଏମ୍ଏଫ୍ କହିଲା ଏହି ଆଇନ କୃଷକ ମାନଙ୍କର ଅର୍ଥିକ ସୁଧାର ପାଇଁ ନିଭାଇବ ମହତ୍ୱପୂର୍ଣ୍ଣ ଭୂମିକା

କନକ ବ୍ୟୁରୋ : ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ବା ଆଇଏମଏଫ ନୂତନ କୃଷି କାନୁନକୁ ପ୍ରଶଂସା କରିଛନ୍ତି । ଆଇଏମ୍ଏଫ୍ ତରଫରୁ କୁହାଯାଇଛି କି ଏହି କାନୁନ୍ କୃଷି କ୍ଷେତ୍ରର ସୂଧାର ପାଇଁ ସରକାରଙ୍କ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଆଇଏମଏଫର ପ୍ରବକ୍ତା ଗୌରୀ ରାଇସ ଏଭଳି ମନ୍ତବ୍ୟ ଦେବା ସହ ଆହୁରି କହିଛନ୍ତି କି ଏହି ଆଇନ ଦ୍ୱାରା ଯେଉଁ କୃଷକ ମାନଙ୍କର କ୍ଷତି ହେବ ସେମାନଙ୍କୁ ସରକାର ସାମାଜିକ ସୁରକ୍ଷା ଯୋଗାଇ ଦେବାର ଆବଶ୍ୟକତା ରହିଛିContinue reading “ନୂତନ କୃଷି ଆଇନକୁ ଆଇଏମ୍ଏଫ୍ ର ପ୍ରଶଂସା । ଆଇଏମ୍ଏଫ୍ କହିଲା ଏହି ଆଇନ କୃଷକ ମାନଙ୍କର ଅର୍ଥିକ ସୁଧାର ପାଇଁ ନିଭାଇବ ମହତ୍ୱପୂର୍ଣ୍ଣ ଭୂମିକା”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଜଣ ବ୍ରାଣ୍ଡ: ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ

କନକ ବ୍ୟୁରୋ: ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ଼-୨୦୨୧ କାର୍ଯ୍ୟକ୍ରମରେ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମ୍ବୋଧନ । ଉତ୍କର୍ଷର ଉପାସକଙ୍କୁ ଉତ୍ସାହିତ କରିବାକୁ ଏଭଳି ଏକ ଯୋଜନା ବୋଲି କହିଛନ୍ତି ସମ୍ବାଦ ଗ୍ରୁପ୍ର ଅଧ୍ୟକ୍ଷ । ଏହି ଅବସରରେ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଜଣ ବ୍ରାଣ୍ଡ । ମୁଖ୍ୟମନ୍ତ୍ରୀ ଅପ୍ରତିଦ୍ୱନ୍ଦି ନେତା ଭାବେ ଲୋକପ୍ରିୟତା ହାସଲ କରିଛନ୍ତି । ଓଡ଼ିଆ ଲୋକ ହୋଇ ସାରା ବିଶ୍ୱରେ ନାଁContinue reading “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଜଣ ବ୍ରାଣ୍ଡ: ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ”

ଜାନୁଆରୀ ୨୯ ରୁ କେନ୍ଦ୍ରୀୟ ବଜେଟ୍ ଅଧିବେଶନ । ଉଭୟ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି । ଫେବୃଆରୀ ପହିଲାରେ ସାଧାରଣ ବଜେଟ୍

କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ଚଳିତ ମାସ ୨୯ ତାରିଖରୁ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଫେବୃଆରୀ ପହିଲାରେ ସାଧାରଣ ବଜେଟ୍ ପାରିତ ହେବ ବୋଲି ସୂଚନା ମିଳିଛି । ଏହି ବଜେଟ୍ ଅଧିବେଶନ ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୮ ତାରିଖ ଯାଏ ଚାଲିବContinue reading “ଜାନୁଆରୀ ୨୯ ରୁ କେନ୍ଦ୍ରୀୟ ବଜେଟ୍ ଅଧିବେଶନ । ଉଭୟ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି । ଫେବୃଆରୀ ପହିଲାରେ ସାଧାରଣ ବଜେଟ୍”

ସମ୍ବାଦ ଏକ୍ସଲେନ୍ସ ଆୱାର୍ଡ-୨୦୨୧: ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ଼ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ନବୀନ ପଟ୍ଟନାୟକ; ମୁଖ୍ୟମନ୍ତ୍ରୀ କହିଲେ, ବ୍ରାଣ୍ଡ ଅଫ୍ ଓଡିଶା ରାଜ୍ୟ ପାଇଁ ଗୌରବର କଥା

କନକ ବ୍ୟୁରୋ: ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ଼ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପିରି ଏକ କାର୍ଯ୍ୟକ୍ରମ ପାଇଁ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ବ୍ରାଣ୍ଡ ଅଫ୍ ଓଡ଼ିଶା ଗୌରବର ବିଷୟ ବୋଲି ସେ କହିଛନ୍ତି । ବ୍ୟବସାୟ ଓ ଶିଳ୍ପ ପାଇଁ ବ୍ରାଣ୍ଡିଂ ଓ ପ୍ରମୋଶନ ବହୁ ଗୁରୁତ୍ୱ ରଖେ । ଏହି ଅବସରରେ ଓୟୋର ପ୍ରତିଷ୍ଠାତା ଓଡ଼ିଆ ଯୁବକ ରିତେଶଙ୍କ କଥା କହିଛନ୍ତିContinue reading “ସମ୍ବାଦ ଏକ୍ସଲେନ୍ସ ଆୱାର୍ଡ-୨୦୨୧: ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ଼ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ନବୀନ ପଟ୍ଟନାୟକ; ମୁଖ୍ୟମନ୍ତ୍ରୀ କହିଲେ, ବ୍ରାଣ୍ଡ ଅଫ୍ ଓଡିଶା ରାଜ୍ୟ ପାଇଁ ଗୌରବର କଥା”

କାଲି ଦେଶରେ ହେବ କୋଭିଡ଼ ଟିକାକରଣ: ରାଜ୍ୟର ୫ଟି ମହାନଗରନିଗମ ସହ ସବୁ ଜିଲ୍ଲାରେ ସରିଛି ଟିକାକରଣର ପ୍ରସ୍ତୁତି

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ମହାମାରୀ ବିରୋଧରେ ମହା ଲଢେଇ । ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ କରୋନା ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଦେଶରେ ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ରାଜ୍ୟରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁନ୍ଦରଗଡ ଜିଲ୍ଲାରେ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଜିଲ୍ଲାକୁ ୧୧ ହଜାର ୫୦ ଡୋଜ ଟିକା ଆସିଛି । ମୋଟ ୮ଟିContinue reading “କାଲି ଦେଶରେ ହେବ କୋଭିଡ଼ ଟିକାକରଣ: ରାଜ୍ୟର ୫ଟି ମହାନଗରନିଗମ ସହ ସବୁ ଜିଲ୍ଲାରେ ସରିଛି ଟିକାକରଣର ପ୍ରସ୍ତୁତି”

ଆସନ୍ତା କାଲି ମହାମାରୀ ବିରୋଧରେ ଆରମ୍ଭ ହେବ ମହାଯୁଦ୍ଧ । ଟିକା କରଣ ପାଇଁ ପୁରା ଦେଶ ପ୍ରସ୍ତୁତ । ଜାଣନ୍ତୁ କାହାକୁ ଦିଆଯିବ ପ୍ରଥମ ଟିକା

କନକ ବ୍ୟୁରୋ : କାଲି ଠାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି କରୋନାକୁ ପ୍ରତିହତ କରିବାକୁ ଟିକାକରଣ । ଏନେଇ ସାରା ଦେଶବାସୀ ଉତ୍ସୁକତାର ସହ ଅନାଇ ବସିଛନ୍ତି ଆସନ୍ତା କାଲିକୁ । ଆସନ୍ତା କାଲି ପ୍ରଥମପର୍ଯ୍ୟାୟ ଟିକା କରଣ ଆରମ୍ଭ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ପ୍ରଥମେ ଆଗ ଧାଡିର କରୋନା ଯୋଦ୍ଧା ମାନଙ୍କୁ ଟିକା ଦିଆଯିବ । ଏହି ଟିକା କରଣର ଶୁଭାରମ୍ଭ କରିବେContinue reading “ଆସନ୍ତା କାଲି ମହାମାରୀ ବିରୋଧରେ ଆରମ୍ଭ ହେବ ମହାଯୁଦ୍ଧ । ଟିକା କରଣ ପାଇଁ ପୁରା ଦେଶ ପ୍ରସ୍ତୁତ । ଜାଣନ୍ତୁ କାହାକୁ ଦିଆଯିବ ପ୍ରଥମ ଟିକା”

ଗଣତନ୍ତ୍ର ଦିବସରେ ସେନା ସହ ସମାନ୍ତରାଳ ଭାବେ ଟ୍ରାକ୍ଟର ଶୋଭାଯାତ୍ରା କରିବେ ଆନ୍ଦୋଳନରତ କୃଷକ । ହରିଆଣା ଓ ପଞ୍ଜାବର ସମସ୍ତ ବିଧାୟକ ଓ ସାଂସଦଙ୍କୁ ପଦ ତ୍ୟାଗ କରିବାକୁ ଅନୁରୋଧ । ପ୍ୟାରେଡରେ ସାମିଲ ହେବ ୨ ଲକ୍ଷ ଟ୍ରାକ୍ଟର

କନକ ବ୍ୟୁରୋ : ଆସନ୍ତା ସାଧାରଣତନ୍ତ୍ର ଦିବସରେ ସେନା ସହ ସମାନ୍ତରାଳ ଭାବେ ପ୍ୟାରେଡ କରିବେ ଆନ୍ଦୋଳନରତ କୃଷକ ମାନେ । ଏନେଇ ଟ୍ରାକ୍ଟର ତଥା ତ୍ରିରଙ୍ଗା ଶୋଭାଯାତ୍ରା କରିବାକୁ କୃଷକ ମାନଙ୍କ ତରଫରୁ ପ୍ରସ୍ତୁତି ଜୋର ଧରିଛି । ଏହି ପ୍ୟାରେଡ ବା ତ୍ରିରଙ୍ଗା ଶୋଭାଯାତ୍ରାରେ ପାଖା ପାଖି ୨ ଲକ୍ଷ ଟ୍ରାକ୍ଟର ଅଂଶଗ୍ରହଣ କରିବ ବୋଲି ସୂଚନା ମିଳିଛି । ଏହି ଶୋଭାଯାତ୍ରା ବେଳେ ଯଦି ସରକାରଙ୍କ ତରଫରୁ ଶୋଭାଯାତ୍ରାକୁ ରୋକିବାକୁ ପିଲେଟ୍ ବନ୍ଧୁକ,Continue reading “ଗଣତନ୍ତ୍ର ଦିବସରେ ସେନା ସହ ସମାନ୍ତରାଳ ଭାବେ ଟ୍ରାକ୍ଟର ଶୋଭାଯାତ୍ରା କରିବେ ଆନ୍ଦୋଳନରତ କୃଷକ । ହରିଆଣା ଓ ପଞ୍ଜାବର ସମସ୍ତ ବିଧାୟକ ଓ ସାଂସଦଙ୍କୁ ପଦ ତ୍ୟାଗ କରିବାକୁ ଅନୁରୋଧ । ପ୍ୟାରେଡରେ ସାମିଲ ହେବ ୨ ଲକ୍ଷ ଟ୍ରାକ୍ଟର”

Design a site like this with WordPress.com
Get started