କନକ ବ୍ୟୁରୋ : ସରକାରୀ ଖାତାରୁ କୋଟି କୋଟି ଟଙ୍କା ଗାଏବ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅରିଲୋ ପଂଚାୟତ ସଦେଇପୁର ବଜାରରେ ଥିବା ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଥିବା ବାଲିକୁଦା ବ୍ଲକ ଆକାଂଟରୁ ଟଙ୍କା ଗାଏବ ହୋଇଛି । ବର୍ତମାନର ବିଡିଓ ଏନେଇ ବାଲିକୁଦା ଥାନାରେ ଅଭିଯୋଗ କରିବା ପରେ ତନାଘନା ଆରମ୍ଭ ହୋଇଛି । ସେପଟେ ଯେଉଁ ବ୍ୟାଙ୍କ୍ ମ୍ୟାନେଜରଙ୍କ ସମୟରେ ଟଙ୍କା ଗାଏବ ହୋଇଛି, ନିକଟରେ ତାଙ୍କର ମୃତ୍ୟୁContinue reading “ୟୁନିୟନ ବ୍ୟାଙ୍କରେ ଥିବା ସରକାରୀ ଖାତାରୁ ଟଙ୍କା ଗାଏବ : କୋଟି କୋଟି ଟଙ୍କା ହଡପ ନେଇ ବାଲିକୁଦା ଥାନାରେ ଅଭିଯୋଗ”
Tag Archives: News
କେଉଁଠି ଓ କେମିତି ବିଶ୍ରାମ ନିଅନ୍ତି ମାଓବାଦୀ ? ସ୍ୱାଭିମାନ ଅଂଚଳରେ ମାଓବାଦୀଙ୍କ ବିଶ୍ରାମଗାରର ଆସିଲା ଚିତ୍ର; ଲେଖାଅଛି ମୃତକ ମାଓବାଦୀଙ୍କ ନାଁ
କନକ ବ୍ୟୁରୋ : କେଉଁଠି ଆଉ କେମିତି ବିଶ୍ରାମ ନିଅନ୍ତି ମାଓବାଦୀ । ସ୍ୱାଭିମାନ ଅଂଚଳର ଘଂଚ ଜଙ୍ଗଲ ଭିତରେ ଭୟ ସୃଷ୍ଟି କରୁଥିବା ମାଓବାଦୀମାନଙ୍କ ବିଶ୍ରାମଗାର ଚିତ୍ର ଏବେ ସାମ୍ନାକୁ ଆସିଛି । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳ ସ୍ଥିତ ଓରାପଦର ଲଂଚ ଘାଟରେ ଏକ ବିଶ୍ରାମଗାର ନିର୍ମାଣ କରାଯାଇଛି । ଏଠାରେ ମାଓବାଦୀଙ୍କ ରେଷ୍ଟ ହାଉସ ବୋଲି ସ୍ପଷ୍ଟ ଭାବେ ଲେଖା ହୋଇଛି । ନାଲି ରଙ୍ଗର ଏହି ଘରେ ମୃତ ମାଓବାଦୀ ମିନା,Continue reading “କେଉଁଠି ଓ କେମିତି ବିଶ୍ରାମ ନିଅନ୍ତି ମାଓବାଦୀ ? ସ୍ୱାଭିମାନ ଅଂଚଳରେ ମାଓବାଦୀଙ୍କ ବିଶ୍ରାମଗାରର ଆସିଲା ଚିତ୍ର; ଲେଖାଅଛି ମୃତକ ମାଓବାଦୀଙ୍କ ନାଁ”
ନକଲି ଜିନିଷ: ଜାଣିବେ କେମିତି?
ଆପଣମାନେ ବିଭିନ୍ନ ସାମଗ୍ରୀର ବିଜ୍ଞାପନ ଦେଖୁଥିବେ । ଲକ୍ଷ୍ୟ କରିଥିବେ ଅନେକ ବିଜ୍ଞାପନରେ ଗ୍ରାହକଙ୍କ ପାଇଁ ସତର୍କବାଣୀଟିଏ ଥାଏ । ଯେମିତି କି, ନକଲି ପ୍ରତି ସାବଧାନ । ଅସଲି ସାମଗ୍ରୀ କିଣନ୍ତୁ ଇତ୍ୟାଦି । କଥା ହେଉଛି- ନକଲି ଅଛି ବୋଲି ଅସଲିକୁ ପ୍ରମାଣ ଦେବାକୁ ପଡୁଛି । ନକଲିର ପ୍ରାର୍ଦୁଭାବ ଏତେ ବଢ଼ି ଯାଇଛି ଯେ, ଅସଲି ଓ ନକଲି ଭିତରେ ଫରକ୍ ଜାଣିବା ବେଳେ କଷ୍ଟକର ହୋଇପଡୁଛି । ଆପଣମାନେ ଦେଖିଥିବେ ନିକଟରେContinue reading “ନକଲି ଜିନିଷ: ଜାଣିବେ କେମିତି?”
ଗଜପତି ଜିଲ୍ଲା ଗୁରାଣ୍ଡି ଅଂଚଳରେ ଜୁଆଡିଙ୍କ ହଙ୍ଗାମା : ଜୁଆ ଆଡ୍ଡା ଉପରେ ଚଢାଉ ବେଳେ ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣ, ଗାଡି ଭଙ୍ଗାରୁଜା
କନକ ବ୍ୟୁରୋ : ଜୁଆ ଆଡ୍ଡା ଉପରେ ଚଢାଉ ବେଳେ ଥାନା ଅଧିକାରୀଙ୍କୁ ଆକ୍ରମଣ ସହ ଗାଡି ଭଙ୍ଗାରୁଜା । ଏହି ଘଟଣା ଘଟିଛି ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅଂଚଳରେ । ଆକ୍ରମଣରେ ଓଆଇସି ମମତା ପଣ୍ଡାଙ୍କ ସମେତ ୪ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଦୀର୍ଘଦିନ ଧରି ଗୁରାଣ୍ଡି ଥାନା ଅଂଚଳର ଖରସଣ୍ଡା ଗାଁରେ ଜୁଆଆଡ୍ଡା ଚାଲିଥିବା ଖବର ମିଳିବା ପରେ ଥାନା ଅଧିକାରୀଙ୍କ ସହ ଅନ୍ୟ ପୁଲିସ କର୍ମଚାରୀ ଚଢାଉ କରିଥିଲେContinue reading “ଗଜପତି ଜିଲ୍ଲା ଗୁରାଣ୍ଡି ଅଂଚଳରେ ଜୁଆଡିଙ୍କ ହଙ୍ଗାମା : ଜୁଆ ଆଡ୍ଡା ଉପରେ ଚଢାଉ ବେଳେ ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣ, ଗାଡି ଭଙ୍ଗାରୁଜା”
ଶାଶୁଙ୍କ ସହ ମିଶି ଦେଶୀ ମଦ ରାନ୍ଧୁଥିଲେ ଇଂଜିନିୟର ବୋହୂ : ଶାଶୁ ଆଲାଦି ସିଂ ଓ ବୋହୂ ସରସ୍ୱତୀ ସିଂଙ୍କୁ ଗିରଫ ପରେ ସାମ୍ନାକୁ ଆସିଲା ଶାଶୁ-ବୋହୂଙ୍କ ମଦ ସାମ୍ରାଜ୍ୟ
କନକ ବ୍ୟୁରୋ : ଉଚ୍ଚଶିକ୍ଷିତ ବୋହୂଙ୍କ ବେଆଇନ୍ ମଦ କାରବାର । ଶାଶୁଙ୍କ ସହ ମିଶି ଦେଶୀ ମଦ ରାନ୍ଧୁଥିଲେ ଇଂଜିନିୟର ବୋହୂ । ଦେଶୀ ମଦ ସହ ବନ୍ଧା ହୋଇଛନ୍ତି ଶାଶୁ-ବୋହୂ । ଶାଶୁ ଆଲାଦି ସିଂ ଓ ବୋହୂ ସରସ୍ୱତୀ ସିଂଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଂଚଳ ପୁଲିସ । ଭଦ୍ରକ ରମ୍ଭିଲା ଘୁଷୁରୀ ଅଂଚଳରେ ଦେଶୀ ମଦ କାରବାର ଚାଲିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ସେହି ସୂଚନା ଆଧାରରେ ପୁଲିସContinue reading “ଶାଶୁଙ୍କ ସହ ମିଶି ଦେଶୀ ମଦ ରାନ୍ଧୁଥିଲେ ଇଂଜିନିୟର ବୋହୂ : ଶାଶୁ ଆଲାଦି ସିଂ ଓ ବୋହୂ ସରସ୍ୱତୀ ସିଂଙ୍କୁ ଗିରଫ ପରେ ସାମ୍ନାକୁ ଆସିଲା ଶାଶୁ-ବୋହୂଙ୍କ ମଦ ସାମ୍ରାଜ୍ୟ”
ସୁନ୍ଦରଗଡ଼ରେ ନିଖୋଜ ଗାଁ ସାଥିଙ୍କ ଖଣ୍ଡବିଖଣ୍ଡ ମୃତଦେହ ଉଦ୍ଧାର : ରାସ୍ତାରୁ ମିଳିଲା ହାତ, ପୋଖରୀରୁ ମିଳିଲା ଶରୀର; ଏଯାଏଁ ମିଳୁନି ମୁଣ୍ଡର ପତା
କନକ ବ୍ୟୁରୋ : ସୁନ୍ଦରଗଡ ଟାଉନ ଥାନା କିରେଇ ପଂଚାୟତର ନିଖୋଜ ଗାଁ ସାଥି ରମେଶ ସିଂଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ବୁଧବାରଠାରୁ ସେ ନିଖୋଜ ଥିଲେ । କଟାହାତ ବାଇପାସ ନିକଟରୁ ଉଦ୍ଧାର ହୋଇଥିଲା ବେଳେ ଶରୀର ଭବାନୀପୁର ଗାଁ ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର ହୋଇଛି । ମୁଣ୍ଡର ଏ ଯାଏଁ ପତ୍ତା ମିଳିନାହିଁ । ରମେଶ ପାଖାପଖି ୩ଟାବେଳେ ପଂଚାୟତରୁ ଘରକୁ ଫେରି ଘର ବାହାରେ ଜଣେ ଯୁବକଙ୍କ ସହିତContinue reading “ସୁନ୍ଦରଗଡ଼ରେ ନିଖୋଜ ଗାଁ ସାଥିଙ୍କ ଖଣ୍ଡବିଖଣ୍ଡ ମୃତଦେହ ଉଦ୍ଧାର : ରାସ୍ତାରୁ ମିଳିଲା ହାତ, ପୋଖରୀରୁ ମିଳିଲା ଶରୀର; ଏଯାଏଁ ମିଳୁନି ମୁଣ୍ଡର ପତା”
ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ : ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୨ ରେକର୍ଡ; ମାଜେନା ଠାରୁ ୧୦କିମି ଦୂରରେ ଭୂମିକମ୍ପର ଉତ୍ପତ୍ତିସ୍ଥଳ
କନକ ବ୍ୟୁରୋ : ଇଣ୍ଡୋନେସିଆରେ ଅନୁଭୂତ ହୋଇଛି ବଡଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଏଥିରେ ବର୍ତମାନ ସୁଦ୍ଧା ୭ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଶତାଧିକ ଘର ଭାଙ୍ଗିପଡିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୨ ଥିଲା । ସୁଲାୱାସି ଦ୍ୱୀପରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଏଥିରେ ସ୍ଥାନୀର ଗଭର୍ଣ୍ଣ୍ରର ହାଉସର ବ୍ୟାପକ କ୍ଷତି ହୋଇଛି । ଭୂମିକମ୍ପ ପରେ ଲୋକେ ବାହାରତୁ ବାହାରି ନିରାପଦ ସ୍ଥାନକୁContinue reading “ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ : ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୨ ରେକର୍ଡ; ମାଜେନା ଠାରୁ ୧୦କିମି ଦୂରରେ ଭୂମିକମ୍ପର ଉତ୍ପତ୍ତିସ୍ଥଳ”
ଖସୁଛି ପାରଦ, ବଢୁଛି ଶୀତ । ୧୦ ଦିନ ବ୍ୟବଧାନରେ ପୁଣି ଆସିଲା ଥଣ୍ଡାର ଲହରୀ, ଉପକୂଳ ଓଡିଶାରେ ନିମ୍ନଗାମୀ ପାରଦ
୧୦ ଦିନର ବ୍ୟବଧାନ ପରେ ଶୀତ ଲେଉଟିଛି । ଆଭ୍ୟନ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ଆଖିଦୃଶିଆ ହ୍ରାସ ଘଟିଛି । ୧୨ଟି କେନ୍ଦ୍ରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳକୁ ରେକର୍ଡ ହୋଇଛି । ଏଥିମଧ୍ୟରୁ ଝାରସୁଗୁଡ଼ାଠାରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରି ଓ ଫୁଲବାଣୀଠାରେ ୯.୫ ଡିଗ୍ରି ରେକର୍ଡ ହୋଇଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ଅଧିକ ହ୍ରାସ ଘଟିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଗତ ଦୁଇContinue reading “ଖସୁଛି ପାରଦ, ବଢୁଛି ଶୀତ । ୧୦ ଦିନ ବ୍ୟବଧାନରେ ପୁଣି ଆସିଲା ଥଣ୍ଡାର ଲହରୀ, ଉପକୂଳ ଓଡିଶାରେ ନିମ୍ନଗାମୀ ପାରଦ”
ଭିତରକନିକାରେ ଅଛନ୍ତି କେତେ କୁମ୍ଭୀର ? ଆଜିଠାରୁ ଆସନ୍ତା ୨୩ ତାରିଖ ଯାଏଁ ଚାଲିବ ଗଣନା
କନକ ବ୍ୟୁରୋ : ଭିତରକନିକାରେ ଆଜିଠାରୁ କୁମ୍ଭୀର ଗଣନା ଆରମ୍ଭ ହେବ । ଆଜିଠାରୁ ୨୩ ତାରିଖ ଯାଏଁ ଏହି କୁମ୍ଭୀର ଗଣନା ହେବ । ଭିତରକନିକାର ନଦୀନାଳ ବିଶେଷକରି ରାଜନଗର ବନଖଣ୍ଡ ଅନ୍ତର୍ଗତ ରାଜନଗର ରେଞ୍ଜ, କନିକା ରେଞ୍ଜ, ଗହୀରମଥା ଓ ମହାକାଳପଡା ରେଞ୍ଜରେ କୁମ୍ଭୀର ଗଣନା ହେବ । ଏହି ଗଣନାରେ ଫରେଷ୍ଟର, ଫରେଡଗାର୍ଡ ସହ କର୍ମଚାରୀମାନେ ସାମିଲ ହୋଇଛନ୍ତି । ଏହି ଗଣନା କାର୍ଯ୍ୟ ପାଇଁ ୨୨ଟି ଦଳ ଗଠନ କରାଯାଇଛି ।Continue reading “ଭିତରକନିକାରେ ଅଛନ୍ତି କେତେ କୁମ୍ଭୀର ? ଆଜିଠାରୁ ଆସନ୍ତା ୨୩ ତାରିଖ ଯାଏଁ ଚାଲିବ ଗଣନା”
ସୀମିତ ଅତିଥି ଓ କରୋନା ଯୋଦ୍ଧାଙ୍କୁ ନେଇ ପାଳନ ହେବ ସାଧାରଣତନ୍ତ୍ର ଦିବସ : ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଗୃହ ବିଭାଗ; ଭାଗ ନେଇପାରିବେନି ଜନସାଧାରଣ
କନକ ବ୍ୟୁରୋ : ଏଥର କରୋନା କଟକଣାରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ । ଏ ନେଇ ଗୃହ ବିଭାଗ ପକ୍ଷରୁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ସକାଳ ୮ଟା୩୦ ପରେ ମୁଖ୍ୟ ଅତିଥି ପତାକା ଉତୋଳନ କରିବେ । କରୋନାକୁ ଦୃଷ୍ଟିରେ ରଖି ଏଥର ସାଧାରଣତନ୍ତ୍ର ଦିବସରେ କେବଳ ପୁଲିସ ବାହିନଷ ଅଂଶଗ୍ରହଣ କରିବେ । ଛାତ୍ର ଓ ଏନସିସି କ୍ୟାଡେଟ ଅଂଶଗ୍ରହଣ କରିପାରିବେ ନାହିଁ । ସାଧାରଣତନ୍ତ୍ରContinue reading “ସୀମିତ ଅତିଥି ଓ କରୋନା ଯୋଦ୍ଧାଙ୍କୁ ନେଇ ପାଳନ ହେବ ସାଧାରଣତନ୍ତ୍ର ଦିବସ : ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଗୃହ ବିଭାଗ; ଭାଗ ନେଇପାରିବେନି ଜନସାଧାରଣ”