କନକ ବ୍ୟୁରୋ: ଖୋଲୁଛି କିଡନୀ ନାଁରେ ଦଲାଲଗିରି କରୁଥିବା ଠକର କାରନାମା । ଦଲାଲ ହିମାଂଶୁର ଗିରଫଦାରି ପରେ ଆସିଛି ମାଳମାଳ ଅଭିଯୋଗ । ଜଣେ ବ୍ୟକ୍ତିଙ୍କଠାରୁ କିଡନ ଦେବା ନାଁରେ ସାଢେ ୧୮ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିବା ନେଇ ମଂଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ପୁଲିସ ଖୋଜୁଛି ରାକେଟ ପଛରେ କିଏ । ନା ହିମାଂଶୁ ନନ୍ଦ । ବୟସ ୨୫ । ଘର କେନ୍ଦ୍ରାପଡା ଜିଲ୍ଲାର ଖଣ୍ଡପଡା । ଦେଖିବାକୁ ବେଶContinue reading “ଭୁବନେଶ୍ୱରରେ କିଡନୀ ରାକେଟ ନେଇ ଆସିଲା ସାଂଘାତିକ ତଥ୍ୟ । ଅଭିଯୁକ୍ତ ହିମାଂଶୁ ନନ୍ଦ ନାଁରେ ବଢିଲା ଅଭିଯୋଗ ସଂଖ୍ୟା । କିଡନୀ ଦେବାକୁ କହି ୧୮ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ।”
Tag Archives: News
କରୋନା ବେଳେ ନବୀନଙ୍କ ପ୍ରଥମ ଜନସଭା । ଉପର ଇଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୧୦୬ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ।
କନକ ବ୍ୟୁରୋ : ଯେଉଁ ପ୍ରକଳ୍ପକୁ ନେଇ କଳାହାଣ୍ଡିବାସୀ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ, ସେହି ସ୍ୱପ୍ନର ପ୍ରକଳ୍ପ- ଉପର ଇଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଜୟପାଟଣା ବ୍ଲକର ମଙ୍ଗଳପୁର ଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି, ଆଜି ଦେଶର ଭାତହାଣ୍ଡି ହୋଇଛି । କଳାହାଣ୍ଡି, ଗରିବୀର ପରୀକ୍ଷାଗାର ନୁହେଁ, ଆଜି ବିକାଶର ମଡେଲ ପାଲଟିଛି । ଧାନContinue reading “କରୋନା ବେଳେ ନବୀନଙ୍କ ପ୍ରଥମ ଜନସଭା । ଉପର ଇଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୧୦୬ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ।”
ଟିକା ନିର୍ମାଣକାରୀ କମ୍ପାନୀ ଭାରତ ବାୟୋଟେକ୍ କହିଲା, ଛୋଟ ପିଲାଙ୍କ ପାଇଁ ସଂପୂର୍ଣ୍ଣ ନିରାପଦ କୋଭାକ୍ସିନ୍ । ୧୦ ଦିନ ଭିତରେ କରାଯାଉଛି ଛୋଟ ଛୋଟ କ୍ଲିନିକାଲ୍ ଟ୍ରାଏଲ ।
କନକ ବ୍ୟୁରୋ : କୋଭିଡ ବିରୋଧରେ ଚାଲିଥିବା ଲଢେଇରେ ଯେତେବେଳେ ସମୂହ ଟିକାକରଣ ପାଇଁ ସବୁଦେଶ ଅଂଟା ଭିଡିଛନ୍ତି ସେତେବେଳେ ସବୁଠୁ ବଡ ପ୍ରଶ୍ନ ହେଲା, କମ ବୟସର ପିଲାମାନଙ୍କୁ କୋଭିଡ ଟିକା ଦିଆଯିବ ନା ନାହିଁ । ଯଦି ଦିଆଯିବ କେତେ ବୟସର ପିଲାଙ୍କୁ ଏହା ଦିଆଯିବ । ଆମେରିକାରେ ମଡନା ଟିକା ୨୦୨୨ ପର୍ଯ୍ୟନ୍ତ ଛୋଟ ପିଲାଙ୍କ ଉପରେ ପ୍ରୟୋଗ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ଭାରତ ବାୟୋଟିକ କହିଛି, ୨ରୁContinue reading “ଟିକା ନିର୍ମାଣକାରୀ କମ୍ପାନୀ ଭାରତ ବାୟୋଟେକ୍ କହିଲା, ଛୋଟ ପିଲାଙ୍କ ପାଇଁ ସଂପୂର୍ଣ୍ଣ ନିରାପଦ କୋଭାକ୍ସିନ୍ । ୧୦ ଦିନ ଭିତରେ କରାଯାଉଛି ଛୋଟ ଛୋଟ କ୍ଲିନିକାଲ୍ ଟ୍ରାଏଲ ।”
ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି । କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।
କନକ ବ୍ୟୁରୋ: ଏବର୍ଷର ଗଣତନ୍ତ୍ର ଦିବସ ପରେଡରେ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟ ଯୋଗ ଦେବେ ନାହିଁ । ଏ ସମ୍ପର୍କରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆଜି ଘୋଷଣା କରାଯାଇଛି । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ଏବର୍ଷ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟ ଯୋଗଦେବେ ନାହିଁ । ଏହି ସମାରୋହରେ ଅତିଥି ହେବାକୁ ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଆମନ୍ତ୍ରଣ କରାଯାଇଥିଲା । କିନ୍ତୁ ଗତ ୫Continue reading “ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି । କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।”
୨ ହାତୀଦାନ୍ତ ତସ୍କରଙ୍କୁ ଗିରଫ କଲା ଏସଟିଏଫ । ହାତୀଦାନ୍ତ ଚୋରାଚାଲାଣ ନେଇ କରୁଥିଲେ ଯୋଜନା ।
କନକ ବ୍ୟୁରୋ : ହାତୀ ଦାନ୍ତ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ଏସ୍ଟିଏଫ୍ର ଚଢ଼ାଉ ହୋଇଛି। ଏସ୍ଟିଏଫ୍ ଆଜି ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବରେଇପାଲି ନିକଟରେ ଅତର୍କିତ ଭାବେ ଚଢ଼ାଉ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କର ଠାରୁ ବହୁ ମୂଲ୍ୟବାନ ୨ଟି ହାତୀ ଦାନ୍ତ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ କେଉଟିବାହାଲି ଗାଁର ଗୋପାଳ କୃଷ୍ଣ ବୁଡାକ ଓContinue reading “୨ ହାତୀଦାନ୍ତ ତସ୍କରଙ୍କୁ ଗିରଫ କଲା ଏସଟିଏଫ । ହାତୀଦାନ୍ତ ଚୋରାଚାଲାଣ ନେଇ କରୁଥିଲେ ଯୋଜନା ।”
ଭୁବନେଶ୍ୱରରେ କିଡନୀ ରାକେଟ ନେଇ ଆସିଲା ଅଧିକ ତଥ୍ୟ । କିଡନୀ ଦେବାକୁ କହି ୧୮ ଲକ୍ଷ ୫୩ ହଜାର ଟଙ୍କା ଠକିଥିବା ଆଉ ଜଣେ ଲୋକ ଆଣିଲେ ଅଭିଯୋଗ ।
କନକ ବ୍ୟୁରୋ : କିଡନୀ ଯୋଗାଇ ଦେବେ କହି ହସପିଟାଲରେ ବୁଲୁଛନ୍ତି ଠକ । କିଡନୀ ରାକେଟ ନେଇ ଆସିଲା ଅଧିକ ତଥ୍ୟ । ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦ ନାଁରେ ବଢିଲା ଅଭିଯୋଗ ସଂଖ୍ୟା । ଆଉ ଜଣେ ଲୋକ ହିମାଂଶୁ ଭୂଷଣ ନନ୍ଦ ୧୮ ଲକ୍ଷ ୫୩ ହଜାର ଟଙ୍କାର ଠକେଇ ନେଇ ଅଭିଯୋଗ ଆଣିଛନ୍ତି । ଅକ୍ଟୋବର ୨୦୧୯ରୁ ଟଙ୍କା ନେଇଥିଲେ ଦୁବୃର୍ତ । କିଡନୀ ପ୍ରତିରୋପଣ କରିବ କହି ଟଙ୍କା ନେଇContinue reading “ଭୁବନେଶ୍ୱରରେ କିଡନୀ ରାକେଟ ନେଇ ଆସିଲା ଅଧିକ ତଥ୍ୟ । କିଡନୀ ଦେବାକୁ କହି ୧୮ ଲକ୍ଷ ୫୩ ହଜାର ଟଙ୍କା ଠକିଥିବା ଆଉ ଜଣେ ଲୋକ ଆଣିଲେ ଅଭିଯୋଗ ।”
କୃଷକ ଆନ୍ଦୋଳନର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ । କହିଲେ କୃଷକଙ୍କ ଭାବାବେଗ ସହ ଜଡିତ ରହିଛି ମୁଁ
କନକ ବ୍ୟୁରୋ : ୫୦ ଦିନରେ ପହଂଚିଛି ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି ନୂତନ କୃଷିବିଲ୍ କୁ ବିରୋଧ କରି ସାରା ଦେଶର କୃଷକ ମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ଏହାର ସମାଧାନ ପାଇଁ ସରକାର ଓ କୃଷକ ମାନଙ୍କ ମଧ୍ୟରେ ୮ ଥର ବୈଠକ ବସିଲା ପରେ ବି କିଛି ନିସ୍କର୍ଷ ବାହାରି ପାରୁ ନାହିଁ । ଏହାକୁ ନଜରରେ ରଖିContinue reading “କୃଷକ ଆନ୍ଦୋଳନର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ । କହିଲେ କୃଷକଙ୍କ ଭାବାବେଗ ସହ ଜଡିତ ରହିଛି ମୁଁ”
ଘାଟି ମଣିଷର ଝାଟି ପର୍ବ: ବଣ୍ଡାଘାଟିର ପଡା ଗାଁରେ ପାଳନ ହେଉଛି ଝାଟି ପର୍ବ; ପୂର୍ବ ଶତ୍ରୁତାକୁ ଭୁଲିବାକୁ ବଣ୍ଡା ଜନଜାତିଙ୍କ ରକ୍ତାକ୍ତ ସଂଘର୍ଷ
କନକ ବ୍ୟୁରୋ: ଉତ୍ସବ ମୁଖରିତ ବଣ୍ଡା ପାହାଡ । ରାଗରୁସା ଭୁଲିବାକୁ ବଣ୍ଡା ଜନଜାତିଙ୍କ ରକ୍ତାକ୍ତ ସଂଘର୍ଷ । ପୂର୍ବ ଶତ୍ରୁତାକୁ ଭୁଲାଇ ନୂତନ ସମ୍ପର୍କ ଯୋଡିବାର ନିଆରା ଆଦିମ ପରମ୍ପରା । ପରସ୍ପରକୁ ଲହୁଲୁହାଣ କରି ଝାଟିପର୍ବ ପାଳନ କରୁଛନ୍ତି ବଣ୍ଡାଘାଟିର ଆଦିବାସୀ । ସଲପ ଗଛର ଡାଳରୁ ଚାବୁକ ତିଆରି କରି ଗାଁ ଦାଣ୍ଡରେ ଚାଲେ ରକ୍ତର ଖେଳ । ମନରେ ଥିବା ଅଭିମାନ ଓ ରାଗରୋଷ ଛିଣ୍ଡାଇବା ଲାଗି ଘାଟି ଅଂଚଳରେ ଅନୁଷ୍ଠିତContinue reading “ଘାଟି ମଣିଷର ଝାଟି ପର୍ବ: ବଣ୍ଡାଘାଟିର ପଡା ଗାଁରେ ପାଳନ ହେଉଛି ଝାଟି ପର୍ବ; ପୂର୍ବ ଶତ୍ରୁତାକୁ ଭୁଲିବାକୁ ବଣ୍ଡା ଜନଜାତିଙ୍କ ରକ୍ତାକ୍ତ ସଂଘର୍ଷ”
ଚିତ୍ରକୋଣ୍ଡା ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବାଳିକା ବିଦ୍ୟାଳୟରେ ଅଭାବନୀୟ ଘଟଣା: ଛାତ୍ରୀଙ୍କ ଷ୍ଟାଇପେଂଟ ଟଙ୍କା ଦେବାକୁ କହିବାରୁ ଶିକ୍ଷୟିତ୍ରୀଙ୍କୁ ଗାଳି କଲେ ପ୍ରଧାନ ଶିକ୍ଷକ
କନକ ବ୍ୟୁରୋ: ଆଦିବାସୀ ଛାତ୍ରୀଙ୍କୁ ଷ୍ଟାଇପେଂଟ ଟଙ୍କା ଦେବାକୁ କହିବାରୁ ସହକାରୀ ଶିକ୍ଷୟିତ୍ରୀଙ୍କୁ ଗାଳି କଲେ ପ୍ରଧାନ ଶିକ୍ଷକ । କରୋନା କାଳରେ ଛାତ୍ରୀଙ୍କ ଘରକୁ ଯାଇ ଷ୍ଟାଇପେଂଟ ଟଙ୍କା ଦେବାକୁ କହିଥିଲେ ସରକାର । ହେଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଛାତ୍ରୀଙ୍କୁ ୧୦ ମାସ ହେଲା ଷ୍ଟାଇପେଂଟ ଟଙ୍କା ଦେଇନଥିଲେ ପ୍ରଧାନ ଶିକ୍ଷକ । ଏବେ ସ୍କୁଲ ଖୋଲିଥିବା ବେଳେ ଛାତ୍ରୀଙ୍କୁ ଟଙ୍କା ଦେବା ପାଇଁ କହିବାରୁ ସହଯୋଗୀ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଗାଳି ଗୁଲଜContinue reading “ଚିତ୍ରକୋଣ୍ଡା ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବାଳିକା ବିଦ୍ୟାଳୟରେ ଅଭାବନୀୟ ଘଟଣା: ଛାତ୍ରୀଙ୍କ ଷ୍ଟାଇପେଂଟ ଟଙ୍କା ଦେବାକୁ କହିବାରୁ ଶିକ୍ଷୟିତ୍ରୀଙ୍କୁ ଗାଳି କଲେ ପ୍ରଧାନ ଶିକ୍ଷକ”
ଯୌବନରେ ଜିର୍ଣ୍ଣଶୀର୍ଣ୍ଣ ଶରୀର, ଯନ୍ତ୍ରଣାରେ ଜଡସଡ ଜୀବନ: ୨ଟି ଯାକ କିଡନୀ ନଷ୍ଟ ହେବାପରେ ଯୁକ୍ତ ୨ରୁ ବନ୍ଦ ହୋଇଗଲା ପାଠପଢା; ଚାଳଘରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ରାଜେଶ
କନକ ବ୍ୟୁରୋ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ରାଜ୍ୟ ସରକାରଙ୍କ ମାଗଣା ସ୍ୱାସ୍ଥ୍ୟସେବା ପାଲଟିଛି ସାତ ସପନ । କିଡନୀ ରୋଗରେ ଜୀବନ ସହ ସଂଗ୍ରାମ କରୁଛନ୍ତି ଯାଜପୁର ଦଶରଥପୁର ବ୍ଲକ୍ ମୁରାରିପୁର ଗାଁର ୨୨ ବର୍ଷୀୟ ଯୁବକ ରାଜେଶ ଜେନା । ଅଭାବ ଅନଟନ ମଧ୍ୟରେ ଚିକିତ୍ସା ପାଇଁ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ରାଜେଶ । ପୁଅକୁ ଭଲ କରିବା ପାଇଁ ପରିବାର ଲୋକ ଯାଜପୁରରୁ କଟକ, କଟକରୁ ଦିଲ୍ଲୀ ନେଇଥିଲେ,Continue reading “ଯୌବନରେ ଜିର୍ଣ୍ଣଶୀର୍ଣ୍ଣ ଶରୀର, ଯନ୍ତ୍ରଣାରେ ଜଡସଡ ଜୀବନ: ୨ଟି ଯାକ କିଡନୀ ନଷ୍ଟ ହେବାପରେ ଯୁକ୍ତ ୨ରୁ ବନ୍ଦ ହୋଇଗଲା ପାଠପଢା; ଚାଳଘରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ରାଜେଶ”