କନକ ବ୍ୟୁରୋ : ଅନେକ ବାଦ ବିବାଦ ପରେ ଅନ୍ତର୍ଜାତୀୟ ଚାପ ଆଗରେ ମୁଣ୍ଡ ନୁଆଁଇଛି ଚୀନ । ଶେଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳଙ୍କୁ ଚୀନ ଆସିବା ପାଇଁ ଅନୁମତି ଦେଇଛନ୍ତି ବେଜିଂ ସରକାର । କରୋନା ଭୂତାଣୁର ଉତ୍ପତି ନେଇ ଅନୁଧ୍ୟାନ କରିବାକୁ ଚୀନରେ ପହଚିଂଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ । ତେବେ ଉହାନରେ ପହଚିଂବା ପରେ ଏମାନଙ୍କୁ ୨ ସପ୍ତାହ ପାଇଁ କ୍ୱାରେନଟିନ୍ରେ ରଖାଯାଇଛି । ଡବ୍ଲ୍ୟୁଏଚଓର ୧୦Continue reading “କରୋନା ଭୂତାଣୁର ଉତ୍ପତି ନେଇ ଅନୁଧ୍ୟାନ କରିବାକୁ ଚୀନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ : ଉହାନରେ ପହଚିଂବା ପରେ ୨ ସପ୍ତାହ ପାଇଁ ହେଲେ କ୍ୱାରେଣ୍ଟିନ୍”
Tag Archives: News
ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଜୀବନ ପ୍ରଦୀପ ଦାସ । ଉପନିର୍ବାଚନ ବେଳେ ଦଳ ବିରୋଧୀ କାର୍ଯ୍ୟ କରି ବିଜେଡିରୁ ହୋଇଥିଲେ ବହିଷ୍କୃତ
କନକ ବ୍ୟୁରୋ : ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ବାଲେଶ୍ୱର ସଦରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ । ଉପନିର୍ବାଚନ ସମୟରେ ସେ ବିଜେଡିରେ ରହି ଦଳ ବିରୋଧୀ କାର୍ଯ୍ୟ କରିଥିବା ନେଇ ଅଭିଯୋଗ ଆସିଥିଲା । ଏହା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ । ନିଲମ୍ବିତ ହେବାର ମାତ୍ର ତିନି ମାସ ମଧ୍ୟରେ ସେ ଆଜି ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ସୂଚନାContinue reading “ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଜୀବନ ପ୍ରଦୀପ ଦାସ । ଉପନିର୍ବାଚନ ବେଳେ ଦଳ ବିରୋଧୀ କାର୍ଯ୍ୟ କରି ବିଜେଡିରୁ ହୋଇଥିଲେ ବହିଷ୍କୃତ”
କଳାହାଣ୍ଡି ମଙ୍ଗଳପୁରରେ ମୁଖ୍ୟମନ୍ତ୍ରୀଙ୍କ ଭେଟି । ଇନ୍ଦ୍ରାବତୀ ପ୍ରକଳ୍ପ ନିକଟରେ ହେବ ମ୍ୟୁଜିୟମ ଓ ପାର୍କ । ଟୋପାଏ ଜଳ ନଷ୍ଟ ନ କରିବାକୁ ଚାଷୀଙ୍କୁ କରାଇଲେ ସଂକଳ୍ପ
କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇ ୫୪ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ୫୨ ଟି ପ୍ରକଳ୍ପର ଶିଳାନ୍ୟାସ ସହ କଳାହାଣ୍ଡିବାସୀଙ୍କୁ ୨ ହଜାର ୮୫ କୋଟି ଟଙ୍କାର ୧୦୬ ଟି ପ୍ରକଳ୍ପର ଭେଟି ଦେଇଛନ୍ତି । ଏନେଇ ମଙ୍ଗଳପୁର ଠାରେ ଆୟୋଜିତ ଜନସମାବେଶରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ବିକାଶରେ ଶ୍ରେୟ ଇନ୍ଦ୍ରାବତୀ ନଦୀକୁ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି କି ଇନ୍ଦ୍ରାବତୀ ଏକ ନଦୀ ନୁହେଁ ଏହାContinue reading “କଳାହାଣ୍ଡି ମଙ୍ଗଳପୁରରେ ମୁଖ୍ୟମନ୍ତ୍ରୀଙ୍କ ଭେଟି । ଇନ୍ଦ୍ରାବତୀ ପ୍ରକଳ୍ପ ନିକଟରେ ହେବ ମ୍ୟୁଜିୟମ ଓ ପାର୍କ । ଟୋପାଏ ଜଳ ନଷ୍ଟ ନ କରିବାକୁ ଚାଷୀଙ୍କୁ କରାଇଲେ ସଂକଳ୍ପ”
ମଙ୍ଗଳପୁର ଜନସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ: କହିଲେ, ଭୋକର ଭୂଗୋଳ ଆଜି ଭାତହାଣ୍ଡି ପାଲଟିଛି; କଳାହାଣ୍ଡିରେ ମୋର ଯେତିକି ରକ୍ତବିନ୍ଦୁ ପଡିଛି, ତା’ର ବିକାଶ ପାଇଁ ମୁଁ ୧୦ ଗୁଣା ଅଧିକ ପରିଶ୍ରମ କରିବି
କନକ ବ୍ୟୁରୋ: କଳାହାଣ୍ଡି ମଙ୍ଗଳପୁରରେ ଜନସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଭୋକର ଭୂଗୋଳ ଏବେ ରାଜ୍ୟର ଭାତହାଣ୍ଡି ପାଲଟିଛି । ନୂଆ ଓଡିଶା ପାଇଁ କଳହାଣ୍ଡି ଜିଲ୍ଲା ବାଟ ଦେଖାଇଛି । କୃଷି କ୍ଷେତ୍ରରେ ଜିଲ୍ଲା ଆଗେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେଥିପାଇଁ ସରକାରଙ୍କ ଫୋକସରେ ରହିଛି ଜିଲ୍ଲା । ୩ ଗୁଣା ଚାଷ ଜମି ଅଧିକ ଜଳସେଚତି ହେଉଛି । ଜିଲ୍ଲାରେ ଶିଶୁ ଓ ମାତୃ ମୃତ୍ୟୁହାର କମିଛି । ସ୍ୱାସ୍ଥ୍ୟ,Continue reading “ମଙ୍ଗଳପୁର ଜନସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ: କହିଲେ, ଭୋକର ଭୂଗୋଳ ଆଜି ଭାତହାଣ୍ଡି ପାଲଟିଛି; କଳାହାଣ୍ଡିରେ ମୋର ଯେତିକି ରକ୍ତବିନ୍ଦୁ ପଡିଛି, ତା’ର ବିକାଶ ପାଇଁ ମୁଁ ୧୦ ଗୁଣା ଅଧିକ ପରିଶ୍ରମ କରିବି”
ପୋଙ୍ଗଲ ପର୍ବ ଅବସରରେ ତାମିଲନାଡୁରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ : ଅବନୀପୁରମରେ ଆୟୋଜିତ ଜଲିକାଟ୍ଟୁ କାର୍ଯ୍ୟକ୍ରମରେ ହେଲେ ସାମିଲ
କନକ ବ୍ୟୁରୋ : ତାମିଲନାଡୁର ମଦୁରାଇରେ ପହଁଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେଠାରେ ପହଁଚି ପାରମ୍ପାରିକ ଜଲିକାଟୁ ବା ବଳଦ ଲଢେଇ ଖେଳରେ ସେ ସାମିଲ ହୋଇଛନ୍ତି । ଉତର ଭାରତରୁ ଦକ୍ଷିଣ ଭାରତ ଯାଏଁ ଆଜି ପର୍ବର ଦିନ । ମକର ସଂକ୍ରାନ୍ତି, ପୋଙ୍ଗଲ ପର୍ବ ଅବସରରେ ସେଠାରେ ପାରମ୍ପାରିକ ଖେଳ ଜଲିକଟୁର ଆୟୋଜନ କରାଯାଇଛି । ଯେଉଁଥିରେ ରାହୁଲ ଗାନ୍ଧି ସାମିଲ ହୋଇଛନ୍ତି । ସେଠାରେ ସାମିଲ ହୋଇ ରାହୁଲ ଗାନ୍ଧିContinue reading “ପୋଙ୍ଗଲ ପର୍ବ ଅବସରରେ ତାମିଲନାଡୁରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ : ଅବନୀପୁରମରେ ଆୟୋଜିତ ଜଲିକାଟ୍ଟୁ କାର୍ଯ୍ୟକ୍ରମରେ ହେଲେ ସାମିଲ”
ମୁଖ୍ୟମନ୍ତ୍ରୀ ଅଲଗା ମଂଚରେ ବସିବାକୁ ବିରୋଧ କରି କଳହାଣ୍ଡି ସମାବେଶକୁ ବିରୋଧୀ ଦଳ ନେତାଙ୍କ ବର୍ଜନ : କହିଲେ, ସାମନ୍ତବାଦ ପ୍ରଥା ଭଳି ମୁଖ୍ୟମନ୍ତ୍ରୀ ଅଲଗା ବସିବାକୁ କରୁଛନ୍ତି ବିରୋଧ
କନକ ବ୍ୟୁରୋ : କଳାହାଣ୍ଡି ସମାବେଶକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବର୍ଜନ । ମୁଖ୍ୟମନ୍ତ୍ରୀ ଅଲଗା ମଂଚରେ ବସିବାକୁ ବିରୋଧ କରି ସମାବେଶକୁ ବିରୋଧୀ ଦଳ ନେତା ବର୍ଜନ କରିଛନ୍ତି । ପ୍ରଦୀପ୍ତ ନାୟକ କହିଛନ୍ତି, ସାମନ୍ତବାଦ ପ୍ରଥା ଭଳି ମୁଖ୍ୟମନ୍ତ୍ରୀ ଅଲଗା ବସିବାକୁ ସେ ବିରୋଧ କରୁଛନ୍ତି । ଲୋକଙ୍କ ଟଙ୍କାକୁ ସରକାର ଦଳୀୟ ପ୍ରଚାରରେ ଲଗାଉଥିବା ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି । କହିଛନ୍ତି କଳାହାଣ୍ଡିରେ ଲୋକଙ୍କ ଅର୍ଥକୁ ଦଳୀୟ ପ୍ରଚାରରେContinue reading “ମୁଖ୍ୟମନ୍ତ୍ରୀ ଅଲଗା ମଂଚରେ ବସିବାକୁ ବିରୋଧ କରି କଳହାଣ୍ଡି ସମାବେଶକୁ ବିରୋଧୀ ଦଳ ନେତାଙ୍କ ବର୍ଜନ : କହିଲେ, ସାମନ୍ତବାଦ ପ୍ରଥା ଭଳି ମୁଖ୍ୟମନ୍ତ୍ରୀ ଅଲଗା ବସିବାକୁ କରୁଛନ୍ତି ବିରୋଧ”
ନକ୍ସା ବିବାଦ ପରେ ନେପାଳର ଉର୍ଚ୍ଚଅଧିକାରୀଙ୍କ ପ୍ରଥମ ଭାରତ ଗସ୍ତ । ବିଦେଶମନ୍ତ୍ରୀ ପ୍ରଦୀପ ଜବାଲି ଆଜି ଦିଲ୍ଲୀରେ ପହଂଚିବା ନେଇ ସୂଚନା । ଭ୍ୟାକସିନ୍ ଓ ସୀମା ବିବାଦକୁ ନେଇ ହୋଇପାରେ ଆଲୋଚନା ।
କନକ ବ୍ୟୁରୋ : ନେପାଳ ବିଦେଶ ମନ୍ତ୍ରୀ ପ୍ରଦୀପ ଜବାଲୀ ଆଜି ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଂଚିବା କଥା ସୂଚନା ମିଳିଛି । ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମାଓଲିଙ୍କ ବିଶେଷ ବାର୍ତ୍ତାବାହକ କୁହାଯାଉଥିବା ପ୍ରଦୀପ ଜବାଲୀ ଆଜି ଦିଲ୍ଲୀରେ ପହଂଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ । ଏହାପରେ ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଂକରଙ୍କ ସହିତ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମିଳିତ କମିଶନ ବୈଠକରେ ଜବାଲୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛିContinue reading “ନକ୍ସା ବିବାଦ ପରେ ନେପାଳର ଉର୍ଚ୍ଚଅଧିକାରୀଙ୍କ ପ୍ରଥମ ଭାରତ ଗସ୍ତ । ବିଦେଶମନ୍ତ୍ରୀ ପ୍ରଦୀପ ଜବାଲି ଆଜି ଦିଲ୍ଲୀରେ ପହଂଚିବା ନେଇ ସୂଚନା । ଭ୍ୟାକସିନ୍ ଓ ସୀମା ବିବାଦକୁ ନେଇ ହୋଇପାରେ ଆଲୋଚନା ।”
ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ସ୍କୁଲର ଦାୟିତ୍ୱ ନେବ ଜିଲ୍ଲା ପ୍ରଶାସନ : କଟକ ଜିଲ୍ଲାପାଳଙ୍କ ସୂଚନା; ପ୍ରକାଶ ରାଓଙ୍କ ମହତ ଉଦ୍ଦେଶ୍ୟକୁ ଜାରି ରଖିବାକୁ ପ୍ରଶାସନର ଉଦ୍ୟମ
କନକ ବ୍ୟୁରୋ : ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ । ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ କାଳିଆବୋଦା ଶ୍ମଶାନ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ ସମ୍ପନ୍ନ ହୋଇଛି । କଟକରେ ଚା ବିକି ଗୁଜୁରାଣ ମେଂଟାଉଥିବା ଡି.ପ୍ରକାଶ ରାଓ ଗରିବ ବସ୍ତି ପିଲାଙ୍କୁ ପାଠ ପଢାଇ ଆସିଥିଲେ ଚର୍ଚ୍ଚାକୁ । ସେ ଚାଲିଗଲା ପରେ ଗରିବ ପିଲାଙ୍କ ଦାୟିତ୍ବ ନେବ ଜିଲ୍ଲା ପ୍ରଶାସନ । ପ୍ରକାଶ ରାଓଙ୍କ ମହତ ଉଦ୍ଦେଶ୍ୟକୁ ଜାରି ରଖିବାକୁ ଜିଲ୍ଲା ପ୍ରଶାସନର ଉଦ୍ୟମContinue reading “ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ସ୍କୁଲର ଦାୟିତ୍ୱ ନେବ ଜିଲ୍ଲା ପ୍ରଶାସନ : କଟକ ଜିଲ୍ଲାପାଳଙ୍କ ସୂଚନା; ପ୍ରକାଶ ରାଓଙ୍କ ମହତ ଉଦ୍ଦେଶ୍ୟକୁ ଜାରି ରଖିବାକୁ ପ୍ରଶାସନର ଉଦ୍ୟମ “
ବିକାଶ ପଥେ କଳାହାଣ୍ଡି…ମଙ୍ଗଳପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ୨ ହଜାର ୮୫କୋଟି ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେଲେ ନବୀନ
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ମିଶନ ପଶ୍ଚିମଓଡିଶା । କଳାହାଣ୍ଡି ମଙ୍ଗଳପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କଳାହାଣ୍ଡିବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ହଜାର ୮୫ କୋଟିରୁ ଅଧିକ ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେଇଛନ୍ତି । ୧ ହଜାର ୬୫ କୋଟି ଟଙ୍କାର ୫୪ଟି ପ୍ରକଳ୍ପର ଉଦଘାଟନ କରିବା ସହ ୧ ହଜାର ୨୦ କୋଟିର ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରେ ରହିଛି, ୯୮୬ କୋଟି ୭୧ ଲକ୍ଷ ଟଙ୍କାରେContinue reading “ବିକାଶ ପଥେ କଳାହାଣ୍ଡି…ମଙ୍ଗଳପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ୨ ହଜାର ୮୫କୋଟି ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେଲେ ନବୀନ”
କଳାହାଣ୍ଡି ଜୟପାଟଣାରେ ମୁଖ୍ୟମନ୍ତ୍ରୀ : କୋଭିଡ୍ ପରେ ପ୍ରଥମ ଥର ପାଇଁ ମେଗା ସୋ’ରେ ଯୋଗଦାନ
କନକ ବ୍ୟୁରୋ : କଳାହାଣ୍ଡିରେ ଆଜି ସରକାରଙ୍କ ମେଗା ସୋ । କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ପରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟକ୍ରମ । କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ୫୪ଟି ପ୍ରକଳ୍ପର ଉଦଘାଟନ ଓ ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିବେ । କରୋନା ପରେ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ଜନ ସମାବେଶରେ ଲୋକଙ୍କୁ ସମ୍ବୋଧନ କରିବେ । ସେଇଥିପାଇଁContinue reading “କଳାହାଣ୍ଡି ଜୟପାଟଣାରେ ମୁଖ୍ୟମନ୍ତ୍ରୀ : କୋଭିଡ୍ ପରେ ପ୍ରଥମ ଥର ପାଇଁ ମେଗା ସୋ’ରେ ଯୋଗଦାନ”