ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ନୀତି ପାଳିତ: ମାଳ ଚୂଳ ଅଳଙ୍କାର ପିନ୍ଧି ମକର ଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

କନକ ବ୍ୟୁରୋ: ଆଜି ପବିତ୍ର ମକର ସଂକ୍ରାନ୍ତିରେ ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ମକର ନୀତି । ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ମକର ସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିଘଂଟ କରଯାଇଛି । ମାଳ, ଚୁଳ ଅଳଙ୍କାର ପିନ୍ଧି ମକର ଚୌରାଶୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଗତକାଲି ରାତିରୁ ଆଲମଚଣ୍ଡି ପକ୍ଷରୁ ସ୍ୱତନ୍ତ୍ର ମକର ଚାଉଳ ଭୋଗ ପାଇଁ ମକରContinue reading “ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ନୀତି ପାଳିତ: ମାଳ ଚୂଳ ଅଳଙ୍କାର ପିନ୍ଧି ମକର ଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ”

ବିସିସିଆଇର ଦାବି ଆଗରେ ମୁଣ୍ଡ ନୂଆଁଇଲା ଅଷ୍ଟ୍ରେଲିଆ : ହୋଟେଲରେ ସମସ୍ତ ସୁବିଧା ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି

କନକ ବ୍ୟୁରୋ : ବିସିସିଆଇର ଚାପ ଆଗରେ ମୁଣ୍ଡ ନୂଆଁଇଲା କ୍ରିକେଟ ଅଷ୍ଟ୍ରେଲିଆ । ହୋଟେଲରେ ସମସ୍ତ ସୁବିଧା ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି ଦେଲା ସିଏ । ବ୍ରିସ୍ବେନ୍ରେ ହୋଟେଲରେ ପହଂଚିବା ପରେ ଭାରତୀୟ ଖେଳାଳିମାନେ ସମ୍ମୁଖୀନ ହୋଇଥିବା ବିଭିନ୍ନ ଅସୁବିଧା ନେଇ ଅଭିଯୋଗ କରିବାରୁ ଭାରତୀୟ କ୍ରିିକେଟ ବୋର୍ଡ଼ ହସ୍ତକ୍ଷେପ କରିଥିଲା । ଏପରିକି କ୍ରିକେଟ ଅଷ୍ଟ୍ରେଲିଆ ଦେଇଥିବା ପୂର୍ବ ପ୍ରତିଶ୍ରୁତି ଉପରେ ଅଟଳ ରହିଥିଲା । ଶେଷରେ ବିସିସିଆଇର ଚାପ ଆଗରେ ମୁଣ୍ଡ ନୁଆଁଇଲାContinue reading “ବିସିସିଆଇର ଦାବି ଆଗରେ ମୁଣ୍ଡ ନୂଆଁଇଲା ଅଷ୍ଟ୍ରେଲିଆ : ହୋଟେଲରେ ସମସ୍ତ ସୁବିଧା ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି”

ଚୌଦ୍ୱାର ବୋଟିଂ ପାର୍କରେ ଡାକ୍ତରୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ପୁରୁଷ ବନ୍ଧୁଙ୍କୁ ମରଣାନ୍ତକ ଆକ୍ରମଣ କଲେ ଅସାମାଜିକ ଯୁବକ; ଚୌଦ୍ୱାର ଥାନାରେ ଏତଲା ଦେଲେ ପୀଡିତା

କନକ ବ୍ୟୁରୋ : ପାର୍କରେ ଡାକ୍ତରୀ ଛାତ୍ରୀଙ୍କୁ ଅସଦାଚରଣ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଅସାମାଜିକ ଯୁବକ । ଏନେଇ କଟକ ଚୌଦ୍ୱାର ଥାନାରେ ଏତଲା ଦେଇଛନ୍ତି ଛାତ୍ରୀ । ଗତକାଲି ବିରୁପା ବ୍ୟାରେଜ ନିକଟ ମାଗୁରା ବୋଟିଂ ପାର୍କରେ ବନ୍ଧୁଙ୍କ ସହ ବୁଲାବୁଲି କରୁଥିଲେ ଡାକ୍ତରୀ ଛାତ୍ରୀ । ଏହି ସମୟରେ କିଛି ଅସାମାଜିକ ଯୁବକ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ତାଙ୍କ ବନ୍ଧୁଙ୍କ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗContinue reading “ଚୌଦ୍ୱାର ବୋଟିଂ ପାର୍କରେ ଡାକ୍ତରୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ପୁରୁଷ ବନ୍ଧୁଙ୍କୁ ମରଣାନ୍ତକ ଆକ୍ରମଣ କଲେ ଅସାମାଜିକ ଯୁବକ; ଚୌଦ୍ୱାର ଥାନାରେ ଏତଲା ଦେଲେ ପୀଡିତା”

ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ବାଘମାରୀ ଅଟ୍ରିରେ ଶ୍ରଦ୍ଧାଳୁଙ୍କ ଭିଡ : ହଟକେଶ୍ୱରଙ୍କୁ ଆରାଧନା କରି କୁଣ୍ଡରେ ବୁଡ ପକାଇଲେ ଭକ୍ତ; ପୁଅ ପାଇଁ ଗୁଆ ଖୋଜିଲେ ମାନସିକଧାରୀ ମହିଳା

କନକ ବ୍ୟୁରୋ : ଆଜି ପବିତ୍ର ମକର ସଂକ୍ରାନ୍ତି । ଆସ୍ଥା ଓ ଧର୍ମୀୟ ବିଶ୍ୱାସର ଦିନ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ସ୍ଥିତ ଅଟ୍ରି ଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଏଣୁ ପବିତ୍ର ମକର ସଂକ୍ରାନ୍ତିରେ ମହାଦେବ ହଟେକଶ୍ୱରଙ୍କୁ ଆରାଧନା କରିଛନ୍ତି ଶ୍ରଦ୍ଧାଳୁ । ତେବେ ଖୋର୍ଦ୍ଧା ଜିଲ୍ଲା ଅଟ୍ରିଠାରେ ହେଉଥିବା ମକର ମେଳା ନିଆରା ଓ ଏହାର ସ୍ୱତନ୍ତ୍ର ଆକର୍ଷଣ କରିଛି । ବିଶ୍ୱାସ ଓ ପରମ୍ପରାରContinue reading “ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ବାଘମାରୀ ଅଟ୍ରିରେ ଶ୍ରଦ୍ଧାଳୁଙ୍କ ଭିଡ : ହଟକେଶ୍ୱରଙ୍କୁ ଆରାଧନା କରି କୁଣ୍ଡରେ ବୁଡ ପକାଇଲେ ଭକ୍ତ; ପୁଅ ପାଇଁ ଗୁଆ ଖୋଜିଲେ ମାନସିକଧାରୀ ମହିଳା”

ଜାନୁଆରୀ ୧୬ରୁ ସାରା ଦେଶରେ କରୋନା ଟିକାକରଣ : ପ୍ରଧାନମନ୍ତ୍ରୀ ମୋଦୀ କରିବେ ଟିକାକରଣର ଶୁଭାରମ୍ଭ

କନକ ବ୍ୟୁରୋ : ଜାନୁଆରୀ ୧୬ରେ ପ୍ରଧାନମନ୍ତ୍ରୀ ମୋଦି ସବୁଠାରୁ ବଡ ଟିକାକରଣ ଅଭିଯାନର ଶୁଭାରମ୍ଭ କରିବେ । ଓଡିଶା ମଧ୍ୟ ଏଥିପାଇଁ ପ୍ରସ୍ତୁତ ଥିବା, ସରକାରଙ୍କ ପକ୍ଷରୁ କୁହାଯାଇଛି । ଓଡିଶାରେ ଦୁଇ ପ୍ରକାରର ଟିକା ଦିଆଯିବ । ଅକ୍ସଫୋର୍ଡର କୋଭିସିଲଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ୍ । କେବଳ ରାଜଧାନୀ ଭୁବନେଶ୍ୱରରେ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ଏବଂ ଅନ୍ୟ ଜିଲ୍ଲାରେ କୋଭିସିଲଡ ଟିକା ଦିଆଯିବା ନେଇ ସରକାର ନିଷ୍ପତି ନେଇଛନ୍ତି । ସରକାରଙ୍କContinue reading “ଜାନୁଆରୀ ୧୬ରୁ ସାରା ଦେଶରେ କରୋନା ଟିକାକରଣ : ପ୍ରଧାନମନ୍ତ୍ରୀ ମୋଦୀ କରିବେ ଟିକାକରଣର ଶୁଭାରମ୍ଭ”

ପୁଣି ଗ୍ରାହକଙ୍କୁ କନ୍ଦାଇଲା ପେଟ୍ରୋଲ, ଡ଼ିଜେଲ ଦର : ୮୫ ପାର କଲା ପେଟ୍ରୋଲ, ଡ଼ିଜେଲ ୮୨ ଟଙ୍କା

କନକ ବ୍ୟୁରୋ : ପେଟ୍ରୋଲ ଦାମ୍ ପୁଣି ଗ୍ରାହକଙ୍କୁ କନ୍ଧାଇବା ଆରମ୍ଭ କରିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦାମ୍ ୮୫ ଟଙ୍କାରୁ ଅଧିକ ହୋଇଛି । ଆନ୍ତର୍ଜାାତିକ ବଜାରରେ ଅଶୋଧିତ ତୈଳର ଦାମ୍ ବୃଦ୍ଧି ପାଉଥିବାରୁ ଦେଶ ଭିତରେ ପେଟ୍ରୋଲ ଓ ଡ଼ିଜେଲ୍ ଦାମ୍ ବୃଦ୍ଧି ପାଇଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛିା ଦାମ୍ ୮୫ ଟଙ୍କା ୧୧ ପଇସା ରହିଛି । ଡ଼ିଜେଲ ଦାମ୍ ୮୧ ଟଙ୍କା ୩୧ ପଇସାContinue reading “ପୁଣି ଗ୍ରାହକଙ୍କୁ କନ୍ଦାଇଲା ପେଟ୍ରୋଲ, ଡ଼ିଜେଲ ଦର : ୮୫ ପାର କଲା ପେଟ୍ରୋଲ, ଡ଼ିଜେଲ ୮୨ ଟଙ୍କା”

ପୋଙ୍ଗଲ ପର୍ବ ଅବସରରେ ଆଜି ତାମିଲନାଡୁ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ : ଅବନୀପୁରମରେ ଆୟୋଜିତ ଜଲିକାଟ୍ଟୁ କାର୍ଯ୍ୟକ୍ରମରେ ହେବେ ସାମିଲ

କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ତାମିଲନାଡୁ ଗସ୍ତରେ ଯିବେ । ତାମିଲନାଡୁର ପୋଙ୍ଗଲ ପର୍ବ ଅବସରରେ ଗ୍ରାମାଂଚଳର ପାରମ୍ପାରିକ ଖେଳ ଜଲିକାଟ୍ଟୁ ଖେଳ କାର୍ଯ୍ୟକ୍ରମରେ ସାମିଲ ହେବେ । ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ କେଏସ ଅଲାଗିରି ଏହି ସୂଚନା ଦେଇଛନ୍ତି । ରାହୁଲ ଗାନ୍ଧୀ ମଦୁରେ ଜିଲ୍ଲାର ଅବନୀପୁରମରେ ଆୟୋଜିତ ହେବାକୁ ଥିବା ଜଲିକାଟ୍ଟୁ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିସହ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନContinue reading “ପୋଙ୍ଗଲ ପର୍ବ ଅବସରରେ ଆଜି ତାମିଲନାଡୁ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ : ଅବନୀପୁରମରେ ଆୟୋଜିତ ଜଲିକାଟ୍ଟୁ କାର୍ଯ୍ୟକ୍ରମରେ ହେବେ ସାମିଲ”

କରୋନା କଟକଣା ମଧ୍ୟରେ ଆସନ୍ତା ୨୧ରେ ହେବ ତୋଷାଳି ମେଳା । କମିବ ଷ୍ଟଲ ସଂଖ୍ୟା, ମୁତୟନ ରହିବେ ଅଧିକ ପୋଲିସ ଫୋର୍ସ

ଆସନ୍ତା ୨୧ତାରିଖରୁ ପଞ୍ଚଦଶ ତୋଷାଳି ମେଳା ଅନୁଷ୍ଠିତ ହେବ । ଜନତା ମଇଦାନରେ ହେବାକୁ ଥିବା‌ ଏହି ମେଳା ଫେବ୍ରୁଆରି ୫ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆନ୍ତଃବିଭାଗୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା । କୋଭିଡ୍‌ ନିୟମକୁ ଅନୁପାଳନ କରାଯିବା ସହ ସାମାଜିକ ଦୂରତା ରକ୍ଷା କରି ମେଳା ଆୟୋଜନ କରିବା ଉପରେ ଶ୍ରୀ ଜେନା ଗୁରୁତ୍ୱାରୋପContinue reading “କରୋନା କଟକଣା ମଧ୍ୟରେ ଆସନ୍ତା ୨୧ରେ ହେବ ତୋଷାଳି ମେଳା । କମିବ ଷ୍ଟଲ ସଂଖ୍ୟା, ମୁତୟନ ରହିବେ ଅଧିକ ପୋଲିସ ଫୋର୍ସ”

କଳାହାଣ୍ଡିରେ ଆଜି ରାଜ୍ୟ ସରକାରଙ୍କ ମେଗା ସୋ : କୋଭିଡ ପରେ ପ୍ରଥମ ଥର ପାଇଁ ଜନସମାବେଶରେ ମୁଖ୍ୟମନ୍ତ୍ରୀ ହେବେ ସାମିଲ

କନକ ବ୍ୟୁରୋ : କଳାହାଣ୍ଡିରେ ଆଜି ମେଗା ସୋ । କୋଭିଡ ପରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟକ୍ରମ । କଳାହାଣ୍ଡି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୫୪ଟି ପ୍ରକଳ୍ପର ଉଦଘାଟନ ଓ ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିବେ । କରୋନା ପରେ ପ୍ରଥମ ଥର ପାଇଁ ନବନୀ ପଟ୍ଟନାୟକ ଜନ ସମାବେଶରେ ଯୋଗ ଦେଇ ଲୋକଙ୍କୁ ସମ୍ବୋଧନ କରିବେ । ସେଥିପାଇଁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କନକପୁରContinue reading “କଳାହାଣ୍ଡିରେ ଆଜି ରାଜ୍ୟ ସରକାରଙ୍କ ମେଗା ସୋ : କୋଭିଡ ପରେ ପ୍ରଥମ ଥର ପାଇଁ ଜନସମାବେଶରେ ମୁଖ୍ୟମନ୍ତ୍ରୀ ହେବେ ସାମିଲ”

ଆଜି ମକର ସଂକ୍ରାନ୍ତି : କ’ଣ ରହିଛି ଏହି ପୂଜାର ମାନ୍ୟତା , କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି ?

କନକ ବ୍ୟୁରୋ : ଆମ ଦେଶରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି । ଯାହାକୁ ପ୍ରତିବର୍ଷ ଜାନୁୟାରୀ ମାସରେ ଖୁବ୍ ଧୂମଧାମରେ ପାଳନ କରାଯାଏ । ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ଅର୍ଥାତ୍ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଏContinue reading “ଆଜି ମକର ସଂକ୍ରାନ୍ତି : କ’ଣ ରହିଛି ଏହି ପୂଜାର ମାନ୍ୟତା , କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି ?”

Design a site like this with WordPress.com
Get started