କନକ ବ୍ୟୁରୋ : ରାଜ୍ୟରେ ଚିନ୍ତା ବଢାଉଛି ଶିକ୍ଷକ ପଜିଟିଭ ସଂଖ୍ୟା । ଆଜି ରାଜ୍ୟରେ ପୁଣି ୭ ଜଣ ଶିକ୍ଷକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ୭ ଜଣ ଛାତ୍ର ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଏଯାଏଁ ରାଜ୍ୟରେ ମୋଟ ୩୩ ଜଣ ଶିକ୍ଷକ ପଜିଟିଭ ଚିହ୍ନଟ ହୋଇସାରିଲେଣି । ଆଜି ରାଉରକେଲାରୁ ୩ ଜଣ ଓ କନ୍ଧମାଳରେ ୪ ଶିକ୍ଷକ, ୭ ଜଣ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି ।Continue reading “ଚିନ୍ତା ବଢାଉଛି ଶିକ୍ଷକ ପଜିଟିଭ ସଂଖ୍ୟା । ଆଜି ରାଉରକେଲାରୁ ୩, କନ୍ଧମାଳରେ ୪ ଶିକ୍ଷକ ପଜିଟିଭ ଚିହ୍ନଟ ।”
Tag Archives: News
ମାଟ୍ରିକ ପରୀକ୍ଷା ଫିସ୍ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବିଜୁ ଛାତ୍ର ଜନତା ଦଳର ସଭାପତି ।
କନକ ବ୍ୟୁରୋ : ଦଶମ ବୋର୍ଡ ପରୀକ୍ଷା ଫିସ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ । ଚିଠି ଲେଖିବା ସହ ଏହି ଦିଗରେ ଅଧିକ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି । କରୋନା ମହାମାରୀ ଯୋଗୁଁ ଏଥର ଅନେକ ଗରିବ ଲୋକ ପ୍ରଭାବିତ ହୋଇଛନ୍ତି । ତେଣୁ ପରୀକ୍ଷା ଫିସ୍୍Continue reading “ମାଟ୍ରିକ ପରୀକ୍ଷା ଫିସ୍ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବିଜୁ ଛାତ୍ର ଜନତା ଦଳର ସଭାପତି ।”
ସୁପ୍ରିମକୋର୍ଟଙ୍କ କମିଟି ଗଠନ ନିଷ୍ପତ୍ତିକୁ କୃଷକଙ୍କ ବିରୋଧ, ୨୬ରେ ଟ୍ରାକ୍ଟର ମାର୍ଚ୍ଚ କରିବାକୁ ଚାଷୀଙ୍କ ଜିଦ
କନକ ବ୍ୟୁରୋ: କୃଷି ଆଇନ୍ ସ୍ଥଗିତ ପରେ ବି ଥମୁନି କୃଷକଙ୍କ ଆକ୍ରୋଶ । ସୁପ୍ରିମକୋର୍ଟଙ୍କ ସୁପାରିଶରେ ଗଠନ ହୋଇଥିବା କମିଟିକୁ ବିରୋଧ କରିଛନ୍ତି କୃଷକ ସଂଗଠନ । ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ କୃଷକ ସଂଗଠନମାନଙ୍କ ମଧ୍ୟରେ ଚାଲିଥିବା ଅଚଳାବସ୍ଥାର ଅବସାନ ପାଇଁ ସୁପ୍ରିମକୋର୍ଟ ଆଜି ଏହି ଆଇନକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କୃଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଆଜି ଏକContinue reading “ସୁପ୍ରିମକୋର୍ଟଙ୍କ କମିଟି ଗଠନ ନିଷ୍ପତ୍ତିକୁ କୃଷକଙ୍କ ବିରୋଧ, ୨୬ରେ ଟ୍ରାକ୍ଟର ମାର୍ଚ୍ଚ କରିବାକୁ ଚାଷୀଙ୍କ ଜିଦ”
ଡୋଜ୍ ପିଛା ୨୯୫ ଟଙ୍କା ହିସାବରେ କିଣାଯିବ ୩୮ଲକ୍ଷ ୫୦ହଜାର ଡୋଜ୍ ଟିକା । ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।
କନକ ବ୍ୟୁରୋ : ଭାରତ ବାୟୋଟେକ ଠାରୁ ୫୫ ଲକ୍ଷ କୋଭାକସିନ୍ ଟିକା କିଣିବେ କେନ୍ଦ୍ର ସରକାର । ଡୋଜ୍ ପିଛା ୨୯୫ ଟଙ୍କା ହିସାବରେ ୩୮ଲକ୍ଷ ୫୦ହଜାର ଡୋଜ୍ କିଣାଯିବ । ଭାରତ ବାୟୋଟେକ୍ ୧୬ ଲକ୍ଷ ୫୦ ହଜାର ଟିକା ମାଗଣାରେ ଦେବ । ସେରମ୍ ଇନଷ୍ଟିଚ୍ୟୁଟରୁ ୧୧୦ ଲକ୍ଷ କୋଭିସିଲଡ୍ ଟିକା କିଣାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଏହାରି ଭିତରେ ଭୁବନେଶ୍ୱରରେ ପହଂଚିଲାContinue reading “ଡୋଜ୍ ପିଛା ୨୯୫ ଟଙ୍କା ହିସାବରେ କିଣାଯିବ ୩୮ଲକ୍ଷ ୫୦ହଜାର ଡୋଜ୍ ଟିକା । ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।”
ମାହାଙ୍ଗାରେ ବର୍ଷିଲେ ଧର୍ମେନ୍ଦ୍ର: କହିଲେ, ହତ୍ୟାକାଣ୍ଡ ଘଟଣା ନେଇ ମୋଦିଙ୍କୁ ଜଣାଇଛି, ନାଁ ନନେଇ ମନ୍ତ୍ରୀଙ୍କୁ କଲେ ଟାର୍ଗେଟ ।
କନକ ବ୍ୟୁରୋ: ମାହାଙ୍ଗା ହତ୍ୟାକାଣ୍ଡ ଘଟଣାକୁ ନେଇ ଥମୁନି ରାଜନୀତି । ମାହାଙ୍ଗାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ କି, ଏହି ହତ୍ୟାକାଣ୍ଡ ଘଟଣା ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ କରାଇଛି । ନାଁ ନନେଇ ମାହାଙ୍ଗା କାର୍ଯ୍ୟକ୍ରମରେ ପ୍ରତାପ ଜେନାଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର । କହିଲେ, ମାହାଙ୍ଗାକୁ ଦୁର୍ନୀତିର ପ୍ରୟୋଗଶାଳା କରିବାକୁ ଉଦ୍ୟମ କରାଯାଉଛି । ବୁଦ୍ଧିଜୀବି ସମ୍ମିଳନୀ କରି କୁଶପୁତ୍ତଳିକା ଦାହ କରୁଛନ୍ତି । ସେହିପରି ଉଦାହରଣ ନେଇContinue reading “ମାହାଙ୍ଗାରେ ବର୍ଷିଲେ ଧର୍ମେନ୍ଦ୍ର: କହିଲେ, ହତ୍ୟାକାଣ୍ଡ ଘଟଣା ନେଇ ମୋଦିଙ୍କୁ ଜଣାଇଛି, ନାଁ ନନେଇ ମନ୍ତ୍ରୀଙ୍କୁ କଲେ ଟାର୍ଗେଟ । “
ବ୍ରିସବେନ ଟେଷ୍ଟରେ ଖେଳିବ କିଏ? ୫ ଜଣ ସିରିଜରୁ ପଡିଲେଣି ବାଦ୍, ଏବେ ବି ୪ ଖେଳାଳି ଆହତ । କେଉଁ ଖେଳାଳିଙ୍କୁ ନେଇ ଅଷ୍ଟ୍ରେଲିଆ ବିପକ୍ଷରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ?
କନକ ବ୍ୟୁରୋ : ସିଡନୀ ଟେଷ୍ଟକୁ ଡ୍ର କରି ଟିମ୍ ଇଣ୍ଡିଆ ସମସ୍ତଙ୍କ ମନ ଜିଣିଥିବା ବେଳେ ବ୍ରିସବେନ ଟେଷ୍ଟ ପୂର୍ବରୁ ଚିନ୍ତାରେ ପଡିଛି । କାରଣ ଶେଷ ମ୍ୟାଚରେ କେଉଁ ୧୧ ଜଣଙ୍କୁ ନେଇ ଟିମ୍ ଇଣ୍ଡିଆ ମୈଦାନକୁ ଓହ୍ଲାଇବ ତାହା ଏବେ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆର ୧୫ ଖେଳାଳିଙ୍କ ମଧ୍ୟରୁ ୯ ଜଣ ଆହତ ହୋଇଛନ୍ତି । ଏପରିକି ଉମେଶ ଯାଦବ,Continue reading “ବ୍ରିସବେନ ଟେଷ୍ଟରେ ଖେଳିବ କିଏ? ୫ ଜଣ ସିରିଜରୁ ପଡିଲେଣି ବାଦ୍, ଏବେ ବି ୪ ଖେଳାଳି ଆହତ । କେଉଁ ଖେଳାଳିଙ୍କୁ ନେଇ ଅଷ୍ଟ୍ରେଲିଆ ବିପକ୍ଷରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ?”
ଟ୍ରମ୍ପଙ୍କୁ ବଡ଼ ଝଟକା । ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ, ବୁଧବାର ସଂସଦରେ ହେବ ଭୋଟ୍ ଗ୍ରହଣ ।
କନକ ବ୍ୟୁରୋ : ଆମେରିକାର ସଂସଦ ଭବନ, କ୍ୟାପିଟଲ ବିଲଡିଂରେ ହିଂସାକାଣ୍ଡ ଭିଆଇବାକୁ ନିଜ ସମର୍ଥକମାନଙ୍କୁ ଉସୁକାଇ ଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆମେରିକାର ସଂସଦରେ ମହାଅଭିଯୋଗ ଆଗତ ହୋଇଛି । ରାଷ୍ଟ୍ରପତି ପଦରୁ ତୁରନ୍ତ ଡୋନାଲ୍ଡ ଟ୍ରମ୍ପଙ୍କୁ ହଟାଇବା ପାଇଁ ଡେମୋକ୍ରାଟିକ୍ ଦଳ ପକ୍ଷରୁ ଏହି ମହାଅଭିଯୋଗ ପ୍ରସ୍ତାବକୁ ଆଗତ କରାଯାଇଛି । ଡେମୋକ୍ରାଟିକ୍ ଦଳ ନିୟନ୍ତ୍ରଣରେ ଥିବା ପ୍ରତିନିଧି ସଭାରେ ଆଗତ ମହାଅଭିଯୋଗ ଉପରେ ଆସନ୍ତା ବୁଧବାର ଦିନ ଭୋଟ ଗ୍ରହଣ କରାଯାଇContinue reading “ଟ୍ରମ୍ପଙ୍କୁ ବଡ଼ ଝଟକା । ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ, ବୁଧବାର ସଂସଦରେ ହେବ ଭୋଟ୍ ଗ୍ରହଣ ।”
ଶିକ୍ଷକ ହେବ ତ ଏମିତି । ପିଲାମାନେ ପାଠ ପଢିବେ ବୋଲି ଆଗେଇ ଆସିଲେ, ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ଗାଁ କାନ୍ଥକୁ ଚିତ୍ରରେ ଭରିଦେଲେ ।
କନକ ବ୍ୟୁରୋ : କୁହାଯାଏ ଜୀବନର ଅନ୍ଧକାରକୁ ଦୂରେଇ ଦେଇ ଆଲୋକ ଭରିଦେବା ବ୍ୟକ୍ତି ଜଣକ ହେଉଛନ୍ତି ଶିକ୍ଷକ । ପିଲାଙ୍କ ଭବିଷ୍ୟତକୁ ସୁନ୍ଦର କରି ଗଢ଼ି ତୋଳିବାରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସେହିପରି ଜଣେ ଆଦର୍ଶ ଶିକ୍ଷକ ହେଉଛନ୍ତି ବଙ୍କଥି ଉତ୍କ୍ରମିତ୍ ମଧ୍ୟ ବିଦ୍ୟାଳୟର ଶିକ୍ଷକ ଶ୍ୟାମ କିଶୋର ଗାନ୍ଧୀ । ସେ କାନ୍ଥରେ ଚିତ୍ର ଆଙ୍କି କୁନି କୁନି ପିଲାମାନଙ୍କୁ ପାଠ ପଢ଼ାଇବାର ପ୍ରୟାସ କରି ଚର୍ଚ୍ଚା ପାଲଟିଛନ୍ତି । ସେContinue reading “ଶିକ୍ଷକ ହେବ ତ ଏମିତି । ପିଲାମାନେ ପାଠ ପଢିବେ ବୋଲି ଆଗେଇ ଆସିଲେ, ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ଗାଁ କାନ୍ଥକୁ ଚିତ୍ରରେ ଭରିଦେଲେ ।”
ରାଜ୍ୟ ଟୀକା ଭଣ୍ଡାରରେ କୋଭିସିଲ୍ଡ ଟୀକା ସଂରକ୍ଷିତ । ବିମାନବନ୍ଦରରୁ ସୁରକ୍ଷା ବଳୟରେ ଟୀକା ଭଣ୍ଡାରରେ ପହଁଚିଲା ପ୍ରଥମ ଦଫାରେ ଆସିଥିବା ଭ୍ୟାକ୍ସିନ୍ ।
କନକ ବ୍ୟୁରୋ: ବିମାନବନ୍ଦରରୁ ସିଧା ରାଜ୍ୟ ଟୀକା ସଂଗ୍ରହାଳୟକୁ ଯାଇଛି କରୋନାର କୋଭିସିଲ୍ଡ ଟୀକା । ଅପରାହ୍ନ ୩ଟା ୪୦ ମିନିଟରେ ଭୁବନେଶ୍ୱରରେ ଟୀକା ପହଁଚିବା ପରେ ୩ଟି ସ୍ୱତନ୍ତ୍ର ଭ୍ୟାକ୍ସିନ୍ ଭ୍ୟାନ ଯୋଗେ ରାଜ୍ୟ ଟୀକା ଭଣ୍ଡାରକୁ ଆସିଛି ଟୀକା । ତେବେ କରୋନାର ପ୍ରତିଷେଧକ କୁହାଯାଉଥିବା ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଟିକା ଆସିଥିବା ବେଳେ ପ୍ରଥମ ପର୍ଯ୍ୟାୟ ଟୀକା ଓଡ଼ିଶାକୁ ମିଳିସାରିଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୪୦ ହଜାର ୮୦୦ ଭାୟାଲ ପଠାଇଛିContinue reading “ରାଜ୍ୟ ଟୀକା ଭଣ୍ଡାରରେ କୋଭିସିଲ୍ଡ ଟୀକା ସଂରକ୍ଷିତ । ବିମାନବନ୍ଦରରୁ ସୁରକ୍ଷା ବଳୟରେ ଟୀକା ଭଣ୍ଡାରରେ ପହଁଚିଲା ପ୍ରଥମ ଦଫାରେ ଆସିଥିବା ଭ୍ୟାକ୍ସିନ୍ ।”
ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ସେରମ ଇନଷ୍ଟିଚ୍ୟୁଟରୁ ଆସିଲା କୋଭିସିଲ୍ଡ ଟିକା ।
କନକ ବ୍ୟୁରୋ : କରୋନା କାଳରେ ସବୁଠୁ ବଡ ଖବର । ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା କୋଭିସିଲ୍ଡ ଟିକା । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଟିକା ଆସିଥିବା ବେଳେ ଏହା ଏବେ ଓଡ଼ିଶାରେ ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୪୦ ହଜାର ୮୦୦ ଭାୟାଲ ପଠାଇଛି ସେରମ । ଏହି ସମସ୍ତ ଟିକାକୁ ପ୍ରଥମେ ରାଜ୍ୟ ଔଷଧ ନିଗମରେ ରଖାଯିବ । ଆଉ ଏହିଠାରୁ ସମସ୍ତ ଜିଲ୍ଲାକୁContinue reading “ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ସେରମ ଇନଷ୍ଟିଚ୍ୟୁଟରୁ ଆସିଲା କୋଭିସିଲ୍ଡ ଟିକା ।”