ଆଜି ରାଜ୍ୟ ଔଷଧ ଭଣ୍ଡାରରୁ ବିଭିନ୍ନ ଜିଲ୍ଲାକୁ ଯାଉଛି କରୋନା ଟିକା : ଟିକା ନେବା ପାଇଁ ପ୍ରସ୍ତୁତ ରହିଛି ଗାଡ଼ି; ୪୮ ଘଂଟା ଭିତରେ ସାରା ରାଜ୍ୟରେ ଟିକା ପହଂଚାଇବାକୁ ଟାର୍ଗେଟ

କନକ ବ୍ୟୁରୋ : ପୁନେରୁ ଭୁବନେଶ୍ୱର କରୋନା ଟିକା ଆସି ପଂହଚିବା ପରେ ବିଭିନ୍ନ ଜିଲ୍ଲାକୁ ଏହା ପର୍ଯ୍ୟାୟକ୍ରମେ ପଠାଯିବା ପ୍ରକ୍ରିୟା ଚାଲିଛି । ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ଟିକା ଭଣ୍ଡାରରୁ କଟକ, ପୁରୀ ଓ ନୟାଗଡ ଜିଲ୍ଲାକୁ ଟିକା ଦିଆଯାଇଛି । କଟକକୁ ୧୯ ହଜାର ଶହେ ଡୋଜ, ନୟାଗଡକୁ ୪ ହଜାର ଡୋଜ ଓ ପୁରୀକୁ ଯାଇଛି ୭ ହଜାର ଡୋଜ । କଡା ସୁରକ୍ଷା ଭିତରେ ସ୍ୱତନ୍ତ୍ର ଭ୍ୟାନ ଯୋଗେ ଏହି ଟିକାContinue reading “ଆଜି ରାଜ୍ୟ ଔଷଧ ଭଣ୍ଡାରରୁ ବିଭିନ୍ନ ଜିଲ୍ଲାକୁ ଯାଉଛି କରୋନା ଟିକା : ଟିକା ନେବା ପାଇଁ ପ୍ରସ୍ତୁତ ରହିଛି ଗାଡ଼ି; ୪୮ ଘଂଟା ଭିତରେ ସାରା ରାଜ୍ୟରେ ଟିକା ପହଂଚାଇବାକୁ ଟାର୍ଗେଟ”

ଭିଜିଲାନ୍ସ ଜାଲରେ ମତ୍ସ୍ୟ ସଂପଦ ଅଧିକାରୀ : ମତ୍ସ୍ୟ ପ୍ରକଳ୍ପ ମଂଜୁରୀ କରାଇଦେବାକୁ ନେଇଥିଲେ ଲକ୍ଷେ ୧୦ ହଜାର ଲାଂଚ; ଟଙ୍କା ସହିତ ଧରିଲା ଭିଜିଲାନ୍ସ ଟିମ୍

କନକ ବ୍ୟୁରୋ : ବାରିପଦାରୁ ଆସିଛି ଭିଜିଲାନ୍ସ ଚଢାଉର ଖବର । ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ । ନଗଦ ଲକ୍ଷେ ୧୦ ହଜାର ଟଙ୍କା ସହିତ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ମୟୂରଭଂଜ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ସୁରେନ୍ଦ୍ର କୁମାର ଘଡେଇ । ତାଙ୍କର ବାସଭବନରେ ଚଢଉ କରି ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ବାରିପଦା ସହରର ଧରୁଜଟି ଦାସଙ୍କ ନିକଟରୁ ବାୟୋଫ୍ଲକ ଏବଂ ଅନ୍ୟ ଏକ ଯୋଜନାରେ ଦୁଇଟିContinue reading “ଭିଜିଲାନ୍ସ ଜାଲରେ ମତ୍ସ୍ୟ ସଂପଦ ଅଧିକାରୀ : ମତ୍ସ୍ୟ ପ୍ରକଳ୍ପ ମଂଜୁରୀ କରାଇଦେବାକୁ ନେଇଥିଲେ ଲକ୍ଷେ ୧୦ ହଜାର ଲାଂଚ; ଟଙ୍କା ସହିତ ଧରିଲା ଭିଜିଲାନ୍ସ ଟିମ୍”

କରୋନା ଟିକା ଦେବା ନାଁ ହୋଇପାରେ ବଡ ଧରଣର ସାଇବର ଠକେଇ । ଫୋନରେ କୌଣସି ବ୍ୟକ୍ତିଗତ ତଥ୍ୟ ନ ଦେବାକୁ ସତର୍କ କଲା କମିଶନରେଟ ପୋଲିସ ।

କନକ ବ୍ୟୁରୋ : କରୋନା ସଂକ୍ରମଣ ବ୍ୟାପି ଚାଲିଥିବାବେଳେ ହିଁ ସାଇବର ଠକମାନେ ଅଧିକ ସକ୍ରିୟ ହୋଇ ଉଠିଥିଲେ। ମଦ ହୋମ୍ ଡେଲିଭରି, ରେସ୍ତୋରାଁର ଲୋଭନୀୟ ଅଫର, ଘରେ ବସି କୋରିଅର ସେବା, ଅନଲାଇନ୍‌ କାରବାର ନାଁରେ ସାଇବର ଠକମାନେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲେ। ଏବେ ସେମାନଙ୍କ ପାଇଁ ସେମିତି ଏକ ସୁଯୋଗ ଆସିଛି। କରୋନା ଟିକା ନାଁରେ ସାଇବର ଠକମାନେ ଠକେଇ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ କମିସନରେଟ୍‌Continue reading “କରୋନା ଟିକା ଦେବା ନାଁ ହୋଇପାରେ ବଡ ଧରଣର ସାଇବର ଠକେଇ । ଫୋନରେ କୌଣସି ବ୍ୟକ୍ତିଗତ ତଥ୍ୟ ନ ଦେବାକୁ ସତର୍କ କଲା କମିଶନରେଟ ପୋଲିସ ।”

କିଡନୀ ଦେବା ନା’ରେ ସାଢେ ୫ଲକ୍ଷ ଲୁଟ୍ । ଠକକୁ ଗିରଫ କଲା ପୋଲିସ

ଲୋକଙ୍କୁ ଠକିବା ପାଇଁ ଠକ ବାହାର କରୁଛନ୍ତି ନୂଆ ନୂଆ ଫର୍ମୁଲା । କିଡନୀ ଦେବେ କହି ଠକିନେଲେ ସାଢେ ୫ଲକ୍ଷ ଟଙ୍କା । ଏହା କୌଣସି ବାହାର ରାଜ୍ୟର କଥା ନୁହେଁ ଏହି ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ । କିଡନୀ ଦେବାକୁ କହି ଜଣେ ବରିଷ୍ଠ ନାଗରିକଙ୍କଠାରୁ ୫ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ଆଜି ନୂଆପଲ୍ଳୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲା କେନ୍ଦ୍ରାପଡାContinue reading “କିଡନୀ ଦେବା ନା’ରେ ସାଢେ ୫ଲକ୍ଷ ଲୁଟ୍ । ଠକକୁ ଗିରଫ କଲା ପୋଲିସ”

କାଲି କୋଭିସିଲ୍ଡ ଆସିଲା, ଆଜି ଆସିପାରେ କୋଭାକ୍ସିନ । ପ୍ରଥମ ପର୍ଯ୍ୟାୟରେ ଆସିପାରେ ୨୦ ହଜାର ଡୋଜ ।

କନକ ବ୍ୟୁରୋ : ସେରମ ଇନଷ୍ଟିଚ୍ୟୁଟ ଠାରୁ ଟିକା କିଣିବା ପରେ ଦେଶର ଅନ୍ୟତମ ଟିକା ନିର୍ମାଣକାରୀ ସଂସ୍ଥା ଭାରତ ବାୟୋଟେକ ଠାରୁ ଟିକା କିଣିବେ ଭାରତ ସରକାର । ଭାରତ ବାୟୋଟେକ୍ ଠାରୁ ୫୫ ଲକ୍ଷ କୋଭାକସିନ୍ ଟିକା କିଣିବେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । କୋଭାକସିନ୍ ହେଉଛି ଭାରତର ସଂପୂର୍ଣ୍ଣ ଦେଶୀ ଟିକା । ପ୍ରତି ଡୋଜକୁ ୨୯୫ ଟଙ୍କା ହିସାବରେContinue reading “କାଲି କୋଭିସିଲ୍ଡ ଆସିଲା, ଆଜି ଆସିପାରେ କୋଭାକ୍ସିନ । ପ୍ରଥମ ପର୍ଯ୍ୟାୟରେ ଆସିପାରେ ୨୦ ହଜାର ଡୋଜ ।”

ଆଜି ଆସିବ କୋଭାକ୍ସିନ୍ ଟିକା : ପ୍ରଥମ ଦଫାରେ ଆସିପାରେ ୨୦ ହଜାର ଡୋଜ୍ 

କନକ ବ୍ୟୁରୋ : ସିରମ ଇନଷ୍ଟିଚ୍ୟୁଟ୍ ଠାରୁ ଟିକା କିଣିବା ପରେ ଦେଶର ଅନ୍ୟତମ ଟିକା ନିର୍ମାଣକାରୀ ସଂସ୍ଥା ଭାରତ ବାୟୋଟେକ ଠାରୁ ଟିକା କିଣିବେ ଭାରତ ସରକାର । ଭାରତ ବାୟୋଟେକ୍ ଠାରୁ ୫୫ ଲକ୍ଷ କୋଭାକ୍ସିନ୍ ଟିକା କିଣିବେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । କୋଭାକ୍ସିନ୍ ହେଉଛି ଭାରତର ସଂପୂର୍ଣ୍ଣ ଦେଶୀ ଟିକା । ପ୍ରତି ଡୋଜକୁ ୨୯୫ ଟଙ୍କା ହିସାବରେContinue reading “ଆଜି ଆସିବ କୋଭାକ୍ସିନ୍ ଟିକା : ପ୍ରଥମ ଦଫାରେ ଆସିପାରେ ୨୦ ହଜାର ଡୋଜ୍ “

ରାଜଧାନୀରେ ଘର କିଣୁଥିଲେ ସାବଧାନ…! ଗୋଟିଏ ଫ୍ଲାଟକୁ ୨ ଜଣଙ୍କୁ ବିକ୍ରି । ଜଣଙ୍କ ଠାରୁ ଟଙ୍କା ଆଣିଲେ, ଆଉ ଜଣଙ୍କୁ ବିକ୍ରି କରିଦେଲେ । ଜାଣନ୍ତୁ ବିଲ୍ଡରଙ୍କ କଳା କାରନାମାର ପୂରା କାହାଣୀ ।

କନକ ବ୍ୟୁରୋ : ଗୋଟିଏ ଫ୍ଲାଟ୍‌କୁ ବିଲ୍ଡର ଦୁଇ ଜଣଙ୍କୁ ବିକିଛି। ବ୍ୟାଙ୍କ୍ ମଧ୍ୟ ଉକ୍ତ ଫ୍ଲାଟ୍‌ ଉପରେ ୨ ଜଣ କ୍ରେତାଙ୍କୁ ଋଣ ମଞ୍ଜୁର କରିଛି। ବିଲଡରଙ୍କ ଏହି କଳା କାରନାମା ଜଣାପଡ଼ିବା ପରେ ଏବେ ଉକ୍ତ ଫ୍ଲାଟର ଦୁଇ କ୍ରେତା ହରଡ଼ଘଣାରେ। ଜଣେ ଟଙ୍କା ଫେରସ୍ତ ପାଇଁ ଚାହୁଁଥିଲେ ବି ବିଲଡର କର୍ଣ୍ଣପାତ କରୁନାହିଁ। ତେଣୁ କ୍ରେତା ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ସେହିଭଳି ବ୍ୟାଙ୍କ ମଧ୍ୟ ବିଲଡର ବିରୋଧରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ରେContinue reading “ରାଜଧାନୀରେ ଘର କିଣୁଥିଲେ ସାବଧାନ…! ଗୋଟିଏ ଫ୍ଲାଟକୁ ୨ ଜଣଙ୍କୁ ବିକ୍ରି । ଜଣଙ୍କ ଠାରୁ ଟଙ୍କା ଆଣିଲେ, ଆଉ ଜଣଙ୍କୁ ବିକ୍ରି କରିଦେଲେ । ଜାଣନ୍ତୁ ବିଲ୍ଡରଙ୍କ କଳା କାରନାମାର ପୂରା କାହାଣୀ ।”

ବିଲଡର ସଂସ୍ଥା ‘ଆସୋଟେକ’ର ନିର୍ଦ୍ଦେଶକ ଗିରଫ । ଘର ଦେବା ସ୍ୱପ୍ନ ଦେଖାଇ ଲୋକଙ୍କୁ ଠକୁଥିଲେ ।

କନକ ବ୍ୟୁରୋ : ଗିରଫ ହେଲେ ରିଅଲ ଇଷ୍ଟେଟ୍ ସଂସ୍ଥାର ‘ଆସୋଟେକ’ର ନିର୍ଦ୍ଦେଶକ ସଞ୍ଜୀବ ଶ୍ରୀବାସ୍ତବ । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଗିରଫ କରିଛି । ଚଳିତ ମାସ ୮ ତାରିଖରେ ନୋଏଡାରୁ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ସାଂଗାତିକ ଅଭିଯୋଗ ରହିଛି । ସେ ଗ୍ରାହକମାନଙ୍କୁ ଘର ଦେବା ସ୍ୱପ୍ନ ଦେଖାଇ ଠକୁଥିଲେ । ଗୋଟିଏ ପ୍ରକଳ୍ପ ପାଇଁ ଗ୍ରାହକଙ୍କଠାରୁ ଟଙ୍କା ନେଇଯିବା ପରେ ତାକୁ ଅନ୍ୟ ପ୍ରକଳ୍ପରେContinue reading “ବିଲଡର ସଂସ୍ଥା ‘ଆସୋଟେକ’ର ନିର୍ଦ୍ଦେଶକ ଗିରଫ । ଘର ଦେବା ସ୍ୱପ୍ନ ଦେଖାଇ ଲୋକଙ୍କୁ ଠକୁଥିଲେ ।”

ହ୍ୱାଟ୍ସଆପର ସୁରକ୍ଷା ନେଇ ଉଠୁଥିବା ପ୍ରଶ୍ନ ଭିତରେ ସ୍ପଷ୍ଟୀକରଣ ଦେଲା କଂପାନୀ । ବ୍ୟକ୍ତିଗତ ବ୍ୟବହାରକାରୀଙ୍କ ଉପରେ ପଡିବନି ପ୍ରଭାବ, ସେମାନଙ୍କ ଡାଟା ରହିବ ସୁରକ୍ଷିତ ।

କନକ ବ୍ୟୁରୋ : ହ୍ୱାଟ୍ସଆପର ନୂଆ ପ୍ରାଇଭେସୀ ପଲିସି ଚର୍ଚ୍ଚାରେ ରହିଛି । ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟ ରହିବ ନା ନାହିଁ ଏହାକୁ ନେଇ ଏବେ ବିତର୍କ ସୃଷ୍ଟି ହୋଇଛି । ୟୁଜର୍ସଙ୍କ ତଥ୍ୟ ସେୟାର ପାଇଁ ଅନୁମତି ଲୋଡିଛି ହ୍ୱାଟ୍ସଆପ । ଫେବୃୟାରୀ ୮ ତାରିଖ ସୁଦ୍ଧା ଡାଟା ସେୟାର ପାଇଁ ଅନୁମତି ନଦେଲେ ଆକାଉଂଟ ଡିଲିଟ ହେବ ବୋଲି କଂପାନୀ ପୂର୍ବରୁ ସ୍ପଷ୍ଟ କରିସାରିଛି । ତଥ୍ୟ ସେୟାର ନେଇ ହ୍ୱାଟସଆପର ବିଶ୍ୱସନୀୟତାContinue reading “ହ୍ୱାଟ୍ସଆପର ସୁରକ୍ଷା ନେଇ ଉଠୁଥିବା ପ୍ରଶ୍ନ ଭିତରେ ସ୍ପଷ୍ଟୀକରଣ ଦେଲା କଂପାନୀ । ବ୍ୟକ୍ତିଗତ ବ୍ୟବହାରକାରୀଙ୍କ ଉପରେ ପଡିବନି ପ୍ରଭାବ, ସେମାନଙ୍କ ଡାଟା ରହିବ ସୁରକ୍ଷିତ ।”

ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ ପ୍ରସଙ୍ଗ । ଭୁଲ୍ ମାଗିଲେ ଡେଭିଡ ୱାର୍ଣ୍ଣର ଓ ଟିମ୍ ପେନ୍ ।

କନକ ବ୍ୟୁରୋ : ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ ପ୍ରସଙ୍ଗ । ଏହି ପ୍ରସଙ୍ଗରେ ଭାରତୀୟ ଖେଳାଳିଙ୍କ ନିକଟରେ ଭୁଲ୍ ମାଗିଛନ୍ତି ଡେଭିଡ ୱାର୍ଣ୍ଣର ଓ ଟିମ୍ ପେନ୍ । ତୃତୀୟ ଟେଷ୍ଟରେ ଭାରତୀୟ ଖେଳାଳିଙ୍କୁ ହୋଇଥିଲା ଜାତିଆଣ ଆକ୍ଷେପ ହୋଇଥିଲା । ତୃତୀୟ ଦିନରେ ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ପରେ ଘଟଣା ଚର୍ଚା ସୃଷ୍ଟି କରଥିଲା । ଗୁରୁବାର ଦିନ ଅନ୍ତିମ ସେସନ୍ ଖେଳ ସମୟରେ ଷ୍ଟାଡିୟମରୁ ଅଷ୍ଟ୍ରେଲିଆ ଫ୍ୟାନ ଭାରତୀୟContinue reading “ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ ପ୍ରସଙ୍ଗ । ଭୁଲ୍ ମାଗିଲେ ଡେଭିଡ ୱାର୍ଣ୍ଣର ଓ ଟିମ୍ ପେନ୍ ।”

Design a site like this with WordPress.com
Get started