କନକ ବ୍ୟୁରୋ: ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ସାରା ଦେଶକୁ ଟିକାର ପ୍ରଥମ ଦଫା ପଠାଯାଉଥିବାବେଳେ, ଭୁବନେଶ୍ୱର ଅଭିମୁଖେ ମଧ୍ୟ ବାହାରିଛି ଟିକା । ପ୍ରଥମ ଦଫାରେ ଭୁବନେଶ୍ୱରରେ ପହଂଚିବ କୋଭିସିଲ୍ଡ ଟିକାର ୪୦ ହଜାର ୮ଶହ ଡୋଜ୍ । ସ୍ପାଇସଜେଟ୍ ବିମାନରେ ଏହାକୁ ପଠାଇବା ପାଇଁ ବନ୍ଦୋବସ୍ତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଅପରାହ୍ନ ୪ଟା ୨୫ରେ ଏହା ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତିContinue reading “ପୁଣେରୁ ଓଡିଶା ଆସୁଛି କରୋନା ଟିକା: ସ୍ପାଇସଜେଟ୍ ବିମାନରେ ଆସୁଛି କୋଭିସିଲ୍ଡ ଟିକା; ୪୦ହଜାର ୮୦୦ ଡୋଜ୍ ପଠାଇଲା ସେରମ ଇନଷ୍ଟିଚ୍ୟୁଟ”
Tag Archives: News
ମକର ସଂକ୍ରାନ୍ତି ପାଇଁ ଗଜପତିରେ କଟକଣା ଲଗାଇଲା ପ୍ରଶାସନ: ସୀତା ପାହାଡ଼ରେ ଲୋକଙ୍କ ଗହଳି ଆଶଙ୍କାରେ ଏସଓପି ଜାରି
କନକ ବ୍ୟୁରୋ: ଗଜପତିରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ଉପରେ ଲାଗିଲା କଟକଣା । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ରାଜ୍ୟରେ କୋଭିଡ ସଂକ୍ରମଣ କମିନଥିବାବେଳେ ସାମାଜିକ, ରାଜନୈତିକ ଓ କ୍ରୀଡା ସମାବେଶ ଉପରେ କଟକଣା ରହିଛି । ଏପଟେ ନୂଆ ରୁପରେ କରୋନା ଭୂତାଣୁ ବ୍ରିଟେନରୁ ବ୍ୟାପିବା ପରେ ଅଧିକ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ତେଣୁ ଆଗାମୀ ୧୪ ତାରିଖରେ ଗଜପତି ଜିଲ୍ଲାରେ ମକର ସଂକ୍ରାନ୍ତିContinue reading “ମକର ସଂକ୍ରାନ୍ତି ପାଇଁ ଗଜପତିରେ କଟକଣା ଲଗାଇଲା ପ୍ରଶାସନ: ସୀତା ପାହାଡ଼ରେ ଲୋକଙ୍କ ଗହଳି ଆଶଙ୍କାରେ ଏସଓପି ଜାରି”
ପୁଣେର ସିରମ୍ ଇନଷ୍ଟିଚ୍ୟୁଟରୁ ଆସୁଛି ଟିକା: କଡ଼ା ସୁରକ୍ଷା ମଧ୍ୟରେ ବିମାନ ଓ ଟ୍ରକ ଯୋଗେ ୪୮ ସ୍ଥାନରେ ପହଞ୍ଚାଇବାକୁ ଯୋଜନା
କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଠାରୁ ପରଚେଜ୍ ଅର୍ଡର ପାଇବା ପରେ ସିରମ୍ ଇନଷ୍ଟିଚୁଟ୍ ଆରମ୍ଭ ହୋଇଛି କୋଭିଡ୍ ଟିକା ପରିବହନ । ପୁଣେରେ ଥିବା ସିରମ୍ ଇନଷ୍ଟିଚୁଟ୍ର ମଂଜରୀ ଫ୍ୟାକ୍ଟ୍ରିରୁ ଏହି ଟିକାକୁ ପ୍ରଥମେ ବିମାନ ବନ୍ଦରକୁ ଅଣାଯାଇ, ଆକାଶମାର୍ଗରେ ପଠାଯିବ । ସୂଚନା ଅନୁସାରେ କିଛି କରୋନା ଟିକାକୁ ସଡକ ପଥରେ ପଠାଯିବ, କିଛି ଟିକାକୁ ଆକାଶପଥରେ ପଠାଯିବ । ସଡକ ପଥରେ ଟିକା ପରିବହନ ପାଇଁ ସ୍ୱତନ୍ତ୍ର କୋଲ୍ଡ ଚେନ୍ ବ୍ୟବସ୍ଥା ଥିବାContinue reading “ପୁଣେର ସିରମ୍ ଇନଷ୍ଟିଚ୍ୟୁଟରୁ ଆସୁଛି ଟିକା: କଡ଼ା ସୁରକ୍ଷା ମଧ୍ୟରେ ବିମାନ ଓ ଟ୍ରକ ଯୋଗେ ୪୮ ସ୍ଥାନରେ ପହଞ୍ଚାଇବାକୁ ଯୋଜନା”
ଲଦାଖ ସୀମାରେ ପ୍ରବଳ ଜାଡ ଦେଖି ପଛକୁ ହଟିଲା ଡ୍ରାଗନର ପାଦ: ପୂର୍ବ ଲଦାଖ ଅଂଚଳରୁ ୧୦ ହଜାର ସୈନ୍ୟ ପ୍ରତ୍ୟାହାର କଲା ଚୀନ
କନକ ବ୍ୟୁରୋ: ଲଦାଖରେ ପ୍ରବଳ ଜାଡରେ ପଛକୁ ହଟିଲା ଡ୍ରାଗନର ପାଦ । ଅସହ୍ୟ ଜାଡ ବଢିବା ପରେ ଲଦାଖର ବିବାଦୀୟ ଅଂଚଳରୁ ଚୀନ୍ ପ୍ରାୟ ୧୦ ହଜାର ସୈନ୍ୟ ପ୍ରତ୍ୟାହାର କରିନେଇଛିି । ଏହି ସୈନ୍ୟ ପ୍ରତ୍ୟାହାର ପରେ ମଧ୍ୟ ଭାରତ ଓ ଚୀନ୍ ମଧ୍ୟରେ ବିବାଦୀୟ ଏଲଏସିର ସ୍ଥିତିରେ କିଛି ପରିବର୍ତନ ହୋଇନାହିଁ । ଏବେ ବି ଲଦାଖର ଆଗୁଆ ଅଂଚଳ ଗୁଡିକରେ ଦୁଇ ଦେଶର ସେନା ଡେରା ପକାଇ ବସିଛନ୍ତି । ଲଦାଖରେContinue reading “ଲଦାଖ ସୀମାରେ ପ୍ରବଳ ଜାଡ ଦେଖି ପଛକୁ ହଟିଲା ଡ୍ରାଗନର ପାଦ: ପୂର୍ବ ଲଦାଖ ଅଂଚଳରୁ ୧୦ ହଜାର ସୈନ୍ୟ ପ୍ରତ୍ୟାହାର କଲା ଚୀନ”
ଧାନମଣ୍ଡିରେ ଧାନର ମାନ ଯାଂଚ କରୁଛନ୍ତି ପିଅନ୍ ଏବଂ ଡାଟା ଅପରେଟର: ନିଯୁକ୍ତି ପାଇଥିଲେ ମଧ୍ୟ କ୍ୱାଲିଟି ଆନାଲାଇଜରଙ୍କ ଦେଖା ମିଳୁନି, ଚାଷୀଙ୍କ ମଧ୍ୟରେ ଅସନ୍ତୋଷ
କନକ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲାର ଧାନ ମଣ୍ଡି ଗୁଡିକରେ ଲାଗି ରହିଛି ଅନେକ ଅବ୍ୟବସ୍ଥା । ଏହା ମଧ୍ୟରୁ ଆଜି ଆମେ ଆପଣଙ୍କ ସାମ୍ନାକୁ ଆଣିବୁ ଏକ ବଡ ସମସ୍ୟା । ଯାହାର ଶିକାର ହେଉଛନ୍ତି ଚାଷୀ । ୧୫ ଦିନ ହେବ ମଣ୍ଡି ଖୋଲିଲାଣି , କିନ୍ତୁ ଧାନ ମାପ ନିୟନ୍ତ୍ରକଙ୍କ ଦେଖାନାହିଁ । ତାଙ୍କର କାମ ତୁଲାଉଛନ୍ତି ପିଅନ୍ , ଡାଟା ଏଂଟ୍ରି । ଏହାକୁ ନେଇ ଦେଖାଦେଇଛି ଅସନ୍ତୋଷ । ଏ ହେଉଛିContinue reading “ଧାନମଣ୍ଡିରେ ଧାନର ମାନ ଯାଂଚ କରୁଛନ୍ତି ପିଅନ୍ ଏବଂ ଡାଟା ଅପରେଟର: ନିଯୁକ୍ତି ପାଇଥିଲେ ମଧ୍ୟ କ୍ୱାଲିଟି ଆନାଲାଇଜରଙ୍କ ଦେଖା ମିଳୁନି, ଚାଷୀଙ୍କ ମଧ୍ୟରେ ଅସନ୍ତୋଷ”
କୃଷି ଆଇନ ପ୍ରସଙ୍ଗରେ ସୁପ୍ରିମକୋଟଙ୍କ କଡ଼ା ଆଭିମୁଖ୍ୟ ପରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର : କହିଲେ ବିରୋଧ ପ୍ରଦର୍ଶନକାରୀଙ୍କ ମନରୁ ଦ୍ୱନ୍ଦ ଦୂର ହେବା ଦରକାର
କନକ ବ୍ୟୁରୋ : କୃଷି ଆଇନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଏଥିରେ ଆନ୍ଦୋଳନରତ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କରିବା ଆବଶ୍ୟକ ବୋଲି କୁହାଯାଇଛି । ସରକାର ସର୍ବୋଚ୍ଚ ଅଦାଲତଙ୍କୁ କହିଛନ୍ତି, ଚାଷୀମାନଙ୍କ ଭିତରେ ଧରଣା ରହିଛି ଯେ, କୌଣସି କମିଟି ସହିତ ଚର୍ଚ୍ଚା ଆଲୋଚନା ନକରି ଏହି କୃଷି ଆଇନ ଅଣାଯାଇଛି । ସେହିପରି ତରବରିଆ ଭାବେ ଏହି ଆଇନ ଅଣାଯାଇ ନାହିଁ । ବରଂContinue reading “କୃଷି ଆଇନ ପ୍ରସଙ୍ଗରେ ସୁପ୍ରିମକୋଟଙ୍କ କଡ଼ା ଆଭିମୁଖ୍ୟ ପରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର : କହିଲେ ବିରୋଧ ପ୍ରଦର୍ଶନକାରୀଙ୍କ ମନରୁ ଦ୍ୱନ୍ଦ ଦୂର ହେବା ଦରକାର”
ଆଜି ସିରମ୍ ଇନଷ୍ଟିଚୁଟରୁ ସାରା ଦେଶକୁ ଆସୁଛି ଟିକା : ବିମାନ ଓ ଟ୍ରକ ଯୋଗେ ବିଭିନ୍ନ ରାଜ୍ୟକୁ କରାଯାଉଛି ଟିକାର ପରିବହନ; ସ୍ୱତନ୍ତ୍ର କୋଲ୍ଡ ଚେନ୍ ଟ୍ରକର ହୋଇଛି ବ୍ୟବସ୍ଥା
କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଠାରୁ ପରଚେଜ୍ ଅର୍ଡର ପାଇବା ପରେ ସିରମ୍ ଇନଷ୍ଟିଚୁଟ୍ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ୍ ଟିକା ପରିବହନ କାମ । ପୁଣେରେ ଥିବା ସିରମ୍ ଇନଷ୍ଟିଚୁଟର ମଂଜରୀ ଫ୍ୟାକ୍ଟ୍ରିରୁ ଏହି ଟିକାକୁ ପ୍ରଥମେ ବିମାନ ବନ୍ଦରକୁ ଅଣାଯାଇ , ଆକାଶମାର୍ଗରେ ପଠାଯିବ । ସୂଚନା ଅନୁସାରେ କିଛି କରୋନା ଟିକାକୁ ସଡକ ପଥରେ ପଠାଯିବ, କିଛି ଟିକାକୁ ଆକାଶପଥରେ ପଠାଯିବ । ସଡକ ପଥରେ ଟିକା ପରିବହନ ପାଇଁ ସ୍ୱତନ୍ତ୍ରContinue reading “ଆଜି ସିରମ୍ ଇନଷ୍ଟିଚୁଟରୁ ସାରା ଦେଶକୁ ଆସୁଛି ଟିକା : ବିମାନ ଓ ଟ୍ରକ ଯୋଗେ ବିଭିନ୍ନ ରାଜ୍ୟକୁ କରାଯାଉଛି ଟିକାର ପରିବହନ; ସ୍ୱତନ୍ତ୍ର କୋଲ୍ଡ ଚେନ୍ ଟ୍ରକର ହୋଇଛି ବ୍ୟବସ୍ଥା”
ସୀମାରେ ସେନାକୁ କଲବଲ କରୁଛି ପ୍ରବଳ ଶୀତ: ଆଶ୍ୱସ୍ତି ଆଣିଲା ଡିଆରଡିଓର ହିଟର; ଅତ୍ୟନ୍ତ କମ୍ ତାପମାତ୍ରାକୁ କରିବ ପ୍ରତିହତ
କନକ ବ୍ୟୁରୋ: ସୀମାରେ ସେନାକୁ କଲବଲ କରୁଛି ପ୍ରବଳ ଶୀତ । ଏହାରି ଭିତରେ ଆଶ୍ୱସ୍ତି ଆଣିଛି ଡିଆରଡିଓର ହିଟର । ଅତ୍ୟନ୍ତ କମ୍ ତାପମାତ୍ରାକୁ ଏହି ହିଟର କରିବ ପ୍ରତିହତ । ଲଦାଖ ଓ ସିଆଚୀନର ଅତି ପ୍ରତିକୂଳ ପରିବେଶରେ ସହାୟକ ହେବ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ- ଡିଆରଡିଓ ନିର୍ମିତ ଏହି ସ୍ୱତନ୍ତ୍ର ହିଟର । ସୁଉଚ୍ଚ ଲଦାଖ, ସିଆଚୀନ ପରି ସ୍ଥାନରେ ମୁତୟନ ଅଛନ୍ତି ଭାରତୀୟ ସେନା । ଚୀନContinue reading “ସୀମାରେ ସେନାକୁ କଲବଲ କରୁଛି ପ୍ରବଳ ଶୀତ: ଆଶ୍ୱସ୍ତି ଆଣିଲା ଡିଆରଡିଓର ହିଟର; ଅତ୍ୟନ୍ତ କମ୍ ତାପମାତ୍ରାକୁ କରିବ ପ୍ରତିହତ”
ସିଡନୀ ଟେଷ୍ଟ ଡ୍ର ପରେ ସାମ୍ନାକୁ ଆସିଲା ଯନ୍ତ୍ରଣାର କାହାଣୀ : ପେନକିଲର ଓଭର ଡୋଜ୍ ନେଇ ଖେଳିଥିଲେ ଆହତ ପନ୍ତ ଓ ହନୁମା ବିହାରୀ
କନକ ବ୍ୟୁରୋ : ସିଡନୀ ଟେଷ୍ଟ ଡ୍ର ପରେ ସାମ୍ନାକୁ ଆସିଛି ଭାରତୀୟ ଖେଳାଳିଙ୍କ ଯନ୍ତ୍ରଣାର କାହାଣୀ । ମ୍ୟାଚରେ ଆହତ ହୋଇଥିବା ରିସଭ ପନ୍ତ ଓ ହନୁମା ବିହାରୀ ପେନକିଲର ନେଇ ଖେଳିଥିଲେ ବ୍ୟାଟିଂ ଜାରି ରଖିଥିଲେ । ପଂଚମ ଦିନରେ ପନ୍ତ, ହନୁମା ବିହାରୀଙ୍କ ସହିତ ଅଶ୍ୱିନଙ୍କ ଲଢୁଆ ପ୍ରଦର୍ଶନ ପାଇଁ ଆସନ୍ନ ପରାଜୟରୁ ବର୍ତି ସିଡନୀ ଟେଷ୍ଟ ଡ୍ର କରିବାରେ ସଫଳ ହୋଇଥିଲା ଟିମଇଣ୍ଡିଆ । ଆଉ ଅଷ୍ଟ୍ରେଲିଆର ମ୍ୟାଚ୍ ଜିତିବାର ସ୍ୱପ୍ନContinue reading “ସିଡନୀ ଟେଷ୍ଟ ଡ୍ର ପରେ ସାମ୍ନାକୁ ଆସିଲା ଯନ୍ତ୍ରଣାର କାହାଣୀ : ପେନକିଲର ଓଭର ଡୋଜ୍ ନେଇ ଖେଳିଥିଲେ ଆହତ ପନ୍ତ ଓ ହନୁମା ବିହାରୀ”
ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ: ଆମେରିକା ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ପ୍ରସ୍ତାବ ଆଣିଲା ଡେମୋକ୍ରାଟିକ ପାର୍ଟି
କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆସିଛି । ଡେମୋକ୍ରାଟିକ୍ ପାର୍ଟି ଏହି ପ୍ରସ୍ତାବ ଦେଇଛି । ହାଉସ୍ ଅଫ୍ ରିପ୍ରେଜେଂଟେଟିଭ୍ରେ ତୁରନ୍ତ ଏ ନେଇ ପଦକ୍ଷେପ ନେବ ବୋଲି ଅନୁମାନ କରାଯାଉଛି । ଏପରିକି ଦିନେ ଦୁଇ ଦିନ ଭିତରେ ଏ ନେଇ ଭୋଟ ହୋଇପାରେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାପଡିଛି । ରାଷ୍ଟ୍ରପତି ପଦରୁ ଟ୍ରମ୍ପଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଡେମୋକ୍ରାଟ୍ ମାନେ ଦାବି କରିଛନ୍ତିContinue reading “ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ: ଆମେରିକା ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ପ୍ରସ୍ତାବ ଆଣିଲା ଡେମୋକ୍ରାଟିକ ପାର୍ଟି”