କନକ ବ୍ୟୁରୋ : ନା ତାଙ୍କୁ ବାଉନ୍ସରର ଭୟ ଥିଲା ନା ୟର୍କରର । ଆହତ ହୋଇ ମଧ୍ୟ ନିଜ କଷ୍ଟକୁ ପଛରେ ପକାଇ ଟିମ ପାଇଁ ଶେଷ ଯାଏଁ ଲଢିଥିଲେ ରବିଚନ୍ଦ୍ରନ ଅଶ୍ୱିନୀ ଓ ହନୁମା ବିହାରୀ । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଏହି ଦୁଇ ଖେଳାଳି ଯେଉଁ ପାଳି ଖେଳିଥିଲେ ତାହା କ୍ରିକେଟ ଇତିହାସରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଅଶ୍ୱିନୀ ଓ ହନୁମା ବିହାରୀଙ୍କ ଯୋଡି ପଞ୍ଚମ ଦିନରେContinue reading “ଆହତ ଅଶ୍ୱିନୀଙ୍କ ସିଡନୀ କାହାଣୀ । ନଇଁକି ବାନ୍ଧି ପାରୁନଥିଲେ ଜୋତାର ଲେସ, ପୂରା ଦିନ ଛିଡା ହୋଇ କଲେ ବ୍ୟାଟିଂ ।”
Tag Archives: News
କାର ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ଗୁରୁତର, ପତ୍ନୀ ମୃତ । ଗୁରୁତର ଅବସ୍ଥାରେ ମନ୍ତ୍ରୀଙ୍କୁ ଗୋଆ ସ୍ଥାନାନ୍ତର ।
କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ଓ ତାଙ୍କ ପତ୍ନୀ ଏକ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏଥିରେ ମନ୍ତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ପତ୍ନୀଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକର ଅଙ୍କୋଲାରେ ଏହି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ପରେ ମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କୁ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ବହୁତ ସମୟ ଧରି କେନ୍ଦ୍ର ମନ୍ତ୍ରୀଙ୍କ ପତ୍ନୀ ବେହୋସ ରହିଥିଲେContinue reading “କାର ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ଗୁରୁତର, ପତ୍ନୀ ମୃତ । ଗୁରୁତର ଅବସ୍ଥାରେ ମନ୍ତ୍ରୀଙ୍କୁ ଗୋଆ ସ୍ଥାନାନ୍ତର ।”
‘ISI’ ଏଜେଣ୍ଟର ହନିଟ୍ରାପରେ ଫଶିଲେ ପୂର୍ବତନ ସରପଞ୍ଚ । ସେନାର ଗୁପ୍ତ ସୂଚନା ଦେଉଥିବା ଅଭିଯୋଗରେ ଗିରଫ କଲା ସୁରକ୍ଷା ଏଜେନ୍ସି ।
କନକ ବ୍ୟୁରୋ : ରାଜସ୍ଥାନରୁ ଏକ ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ଜଣେ ମହିଳା ଏଜେଣ୍ଟଙ୍କ ହନି ଟ୍ରାପରେ ଜୈସଲମେର ଜିଲ୍ଲାର ଜଣେ ପୂର୍ବତନ ସରପଞ୍ଚ ଫସି ଯାଇଥିଲେ। ଭାରତୀୟ ସେନାର ଗୋପନ ସୂଚନା ପାକିସ୍ତାନକୁ ପଠାଉଥିବା ଅଭିଯୋଗରେ ପୂର୍ବତନ ସରପଞ୍ଚଙ୍କୁ ସୁରକ୍ଷା ଏଜେନ୍ସି ଗିରଫ କରିଛି। ପ୍ରକାଶିତ ରିପୋର୍ଟ ମୁତାବକ, ଅଭିଯୁକ୍ତ ପୂର୍ବତନ ସରପଞ୍ଚଙ୍କ ନାମ ସତ୍ୟନାରାୟଣ ପାଲିୱାଲ ବୋଲି ଜଣାପଡ଼ିଛି। ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ଜୈସଲମେର ଜିଲ୍ଲାର ପୋଖରାନContinue reading “‘ISI’ ଏଜେଣ୍ଟର ହନିଟ୍ରାପରେ ଫଶିଲେ ପୂର୍ବତନ ସରପଞ୍ଚ । ସେନାର ଗୁପ୍ତ ସୂଚନା ଦେଉଥିବା ଅଭିଯୋଗରେ ଗିରଫ କଲା ସୁରକ୍ଷା ଏଜେନ୍ସି ।”
ନାଗାଲାଣ୍ଡବାସୀ ଦେଖାଇଲେ ଏକତାର ବଳ । ଖାଇରେ ଖସିପଡିଥିବା ଟ୍ରକକୁ ବାଉଁଶ ଓ ଦଉଡି ସାହାଯ୍ୟରେ ଟାଣି ଆଣିଲେ ।
କନକ ବ୍ୟୁରୋ : ଏକତା ହିଁ ବଳ । ଏହି କଥାକୁ ଆଉ ଥରେ ପ୍ରମାଣ କରିଛନ୍ତି ନାଗାଲାଣ୍ଡର ଲୋକେ । ପୂର୍ବୋତର ରାଜ୍ୟ ନାଗାଲାଣ୍ଡରେ ଏକ ଘାଟି ରାସ୍ତାରେ ଯାଉଥିବା ବେଳେ ଟ୍ରକଟି ଖାଇ ଭିତରକୁ ଖସି ପଡିଥିଲା । ଗାଁଲୋକେ ସାହସିକତାର ପରିଚୟ ଦେଇ ବିନା କୌଣସି ମେସିନର ସାହାଯ୍ୟ ନନେଇ ନିଜେ ଏକାଠି ହୋଇ ଏହାକୁ ଖାଇ ଭିତରୁ ଉପରକୁ ଟାଣି ଆଣିଛନ୍ତି । ବାଉଁଶ ଓ ଦଉଡି ସାହାଯ୍ୟରେ ଶତାଧିକ ଲୋକେContinue reading “ନାଗାଲାଣ୍ଡବାସୀ ଦେଖାଇଲେ ଏକତାର ବଳ । ଖାଇରେ ଖସିପଡିଥିବା ଟ୍ରକକୁ ବାଉଁଶ ଓ ଦଉଡି ସାହାଯ୍ୟରେ ଟାଣି ଆଣିଲେ ।”
ଟ୍ରମ୍ପଙ୍କ ପାଇଁ ବଢିବ ଅଡ଼ୁଆ ! କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଟ୍ରମ୍ପଙ୍କ ବିରୋଧରେ ଆସିପାରେ ମହାଭିଯୋଗ ।
କନକ ବ୍ୟୁରୋ : କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଟ୍ରମ୍ପଙ୍କ ବିରୋଧରେ ଆସିପାରେ ମହାଭିଯୋଗ । କ୍ୟାପିଟଲ ହିଲରେ ଯାହା ଘଟିଲା ତାକୁ ନେଇ ମହାଭିଯୋଗ ପ୍ରସ୍ତାବ ଜରିଆରେ ବହିଷ୍କାର କରିବାକୁ ବିରୋଧୀ ଦଳ ଡେମୋକ୍ରାଟିକ ଦାବି କରିଛି । ରିପବ୍ଲିକାନ ପାର୍ଟିର କିଛି ନେତା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଯଦି ଉପରାଷ୍ଟ୍ରପତି ମାଇକ ପେନ୍ସ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ସମ୍ବିଧାନରେ ୨୫ ତମ ସଂଶୋଧନ ପ୍ରୟୋଗ କରି ପଦକ୍ଷେପ ନନିଅନ୍ତି ତେବେ ମହାଭିଯୋଗContinue reading “ଟ୍ରମ୍ପଙ୍କ ପାଇଁ ବଢିବ ଅଡ଼ୁଆ ! କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଟ୍ରମ୍ପଙ୍କ ବିରୋଧରେ ଆସିପାରେ ମହାଭିଯୋଗ ।”
ଇତିହାସ ରଚିଲେ ୪ ପାଇଲଟ୍ । ୧୬ହଜାର କିଲୋମିଟରର ଦୀର୍ଘତମ ଉଡାଣ ଭରିଲେ ଏୟାର ଇଣ୍ଡିଆର ୪ମହିଳା କ୍ୟାପଟେନ୍ ।
କନକ ବ୍ୟୁରୋ : ଇତିହାସ ରଚିଲେ ୪ ପାଇଲଟ୍ । ବିଶ୍ୱର ସବୁଠୁ ଲମ୍ବା ଉଡାଣ ଭରିଛନ୍ତି ଏୟାର ଇଣ୍ଡିଆର ୪ମହିଳା ପାଇଲଟ୍ । ୧୬ହଜାର କିଲୋମିଟରର ଦୀର୍ଘତମ ଉଡାଣ ଭରି ବେଙ୍ଗାଲୁରୁର କାମ୍ପାଗୌଡା ବିମାନ ବନ୍ଦରରେ ଅବତରଣ କରିଛନ୍ତି । ଆମେରିକାର ସାନଫ୍ରାନସିସକୋରୁ ଉତ୍ତର ମେରୁ ଉପରେ ବିମାନ ଉଡାଇ ବେଙ୍ଗାଲୁରୁରେ ପହଂଚିଛନ୍ତି । ଏହି ଦୂରତା ଅତିକ୍ରମ କରିବା ପାଇଁ ୧୭ଘଂଟା ସମୟ ଲାଗିଛି । କ୍ୟାପଟେନ ଜୋୟା ଅଗ୍ରୱାଲଙ୍କ ନେତୃତ୍ୱରେ ଏହି ଦୀର୍ଘତମContinue reading “ଇତିହାସ ରଚିଲେ ୪ ପାଇଲଟ୍ । ୧୬ହଜାର କିଲୋମିଟରର ଦୀର୍ଘତମ ଉଡାଣ ଭରିଲେ ଏୟାର ଇଣ୍ଡିଆର ୪ମହିଳା କ୍ୟାପଟେନ୍ ।”
ଲୁଟେରା ସ୍ୱାମୀ… । ଧମକ ଦେଇ ବିବାହ କରିଲା, ପତ୍ନୀକୁ ହୋଟେଲରେ ଛାଡିଦେଇ ସୁନାଗହଣା, ଟଙ୍କା ଧରି ଛୁ ମାରିଲା ।
କନକ ବ୍ୟୁରୋ : ଫେସବୁକରେ ବନ୍ଧୁତା। ପରେ ହେଲା ପ୍ରେମ। ପ୍ରେମରେ ପାଗଳ ହୋଇ ଯୁବକ ଦେଲା ଆତ୍ମହତ୍ୟା ଧମକ। ବିବାହ ନକଲେ ବେକ କାଟିଦେବି ବୋଲି ଯୁବତୀଙ୍କୁ ଧମକ ଦେଇ ବିବାହ କଲା ଯୁବକ। ହେଲେ ବିବାହର କିଛି ଦିନ ପରେ ସାମ୍ନାକୁ ଆସିଲା ଯୁବକର ଅସଲ ଉଦ୍ଦେଶ୍ୟ। ପ୍ରେମ ନୁହେଁ, ପତ୍ନୀର ସୁନଗହଣା ଓ ଟଙ୍କାକ ଉପରେ ଥିଲା ଅଭିଯୁକ୍ତରର ନଜର। ବିବାହ ପରେ ପରେ ପତ୍ନୀକୁ ହୋଟେଲରେ ଛାଡ଼ିଦେଇ ସୁନଗହଣା ଓ ଟଙ୍କାContinue reading “ଲୁଟେରା ସ୍ୱାମୀ… । ଧମକ ଦେଇ ବିବାହ କରିଲା, ପତ୍ନୀକୁ ହୋଟେଲରେ ଛାଡିଦେଇ ସୁନାଗହଣା, ଟଙ୍କା ଧରି ଛୁ ମାରିଲା ।”
ଟିକାକରଣ ପୂର୍ବରୁ ଓଡିଶାବାସୀଙ୍କୁ ଆଶ୍ୱସ୍ତ କଲେ ଓଡିଶା ସରକାର । କହିଲେ, ସମ୍ପୂର୍ଣ୍ଣ ନିରାପଦ କୋଭିଡ ଟିକା । ପ୍ରଥମେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ କରାଯିବ ଟିକାକରଣ ।
କନକ ବ୍ୟୁରୋ : ଆସନ୍ତା ୧୬ ତାରିଖରେ ସାରା ଦେଶରେ ଟିକାକରଣ ଆରମ୍ଭ ହେଉଥିବା ବେଳେ କରୋନା ଟିକାକୁ ନେଇ ଆଶ୍ୱସ୍ତ କରିଛନ୍ତି ରାଜ୍ୟ ସରକାର । କୌଣସି ଉଡ଼ା ଖବରକୁ ବିଶ୍ୱାସ ନକରି, ମନରେ କୌଣସି ପ୍ରକାର ଦ୍ୱନ୍ଦ୍ୱ ନରଖି ଟିକା ନେବା ଉଚିତ୍ ବୋଲି କହିଛନ୍ତି ସରକାର । ଟିକାକୁ ନେଇ ସାଧାରଣ ଲୋକଙ୍କ ମନରେ ଉଠୁଥିବା ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜ୍ୟ କୋଭିଡ୍ ବୈଷୟିକ କମିଟିର ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡାContinue reading “ଟିକାକରଣ ପୂର୍ବରୁ ଓଡିଶାବାସୀଙ୍କୁ ଆଶ୍ୱସ୍ତ କଲେ ଓଡିଶା ସରକାର । କହିଲେ, ସମ୍ପୂର୍ଣ୍ଣ ନିରାପଦ କୋଭିଡ ଟିକା । ପ୍ରଥମେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ କରାଯିବ ଟିକାକରଣ ।”
ସ୍କୁଲ ଫି’ ହ୍ରାସ ନେଇ କ’ଣ କରିବେ ରାଜ୍ୟ ସରକାର ? ଘରୋଇ ସ୍କୁଲକୁ ହାଇକୋର୍ଟଙ୍କ ପରାମର୍ଶ । କହିଲେ ଲାଭ କରନ୍ତୁ, କିନ୍ତୁ ମୁନାଫାଖୋର ମନବୃତ୍ତି ନରଖନ୍ତୁ ।
କନକ ବ୍ୟୁରୋ : ସ୍କୁଲ ଫି ଛାଡ଼ ମାମଲାରେ ହାଇକୋର୍ଟଙ୍କ ସ୍ପଷ୍ଟ ରାୟ ପରେ ଏବେ ସମସ୍ତଙ୍କ ନଜର ରାଜ୍ୟ ସରକାରଙ୍କ ଉପରେ । ଘରୋଇ ସ୍କୁଲରେ କେତେ ପ୍ରତିଶତ ଫି ଛାଡ଼ ହେବ, ସେନେଇ ଚୂଡ଼ାନ୍ତ ନିଷ୍ପତି ନେବେ ରାଜ୍ୟ ସରକାର । ଗତକାଲି ଓଡ଼ିଶା ହାଇକୋର୍ଟ, ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଘରୋଇ ସ୍କୁଲଗୁଡିକ ଉପରେ ସରକାରଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣ ରହିଛି । ଏବଂ ଫି’ ଛାଡ଼ ପାଇଁ ସରକାର ନିର୍ଦ୍ଦେଶ ଦେଇପାରିବେ,Continue reading “ସ୍କୁଲ ଫି’ ହ୍ରାସ ନେଇ କ’ଣ କରିବେ ରାଜ୍ୟ ସରକାର ? ଘରୋଇ ସ୍କୁଲକୁ ହାଇକୋର୍ଟଙ୍କ ପରାମର୍ଶ । କହିଲେ ଲାଭ କରନ୍ତୁ, କିନ୍ତୁ ମୁନାଫାଖୋର ମନବୃତ୍ତି ନରଖନ୍ତୁ ।”
ଶବ ସହ ଷଡଯନ୍ତ୍ର । ଭୁବନେଶ୍ୱରରେ ହତ୍ୟା କରିବା ପରେ ଗଞ୍ଜାମରେ ଫିଙ୍ଗାଯାଇଥିଲା ମୃତଦେହ । ପୋଲିସକୁ ଦ୍ୱନ୍ଦରେ ପକାଇବା ପାଇଁ ଯୋଜନା କରିଥିଲେ ସ୍ୱାମୀ-ସ୍ତ୍ରୀ ।
କନକ ବ୍ୟୁରୋ : ଶବ ସହ ଷଡଯନ୍ତ୍ର । ଭୁବନେଶ୍ୱରରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଷଡଯନ୍ତ୍ର କହିଥିଲେ ହତ୍ୟାକାରୀ ସ୍ୱାମୀ ସ୍ତ୍ରୀ । ଗଂଜାମରେ ଫିଙ୍ଗି ଦେଇଥିଲେ ମୃତଦେହ । ଜଣେ ଘରୋଇ ସହାୟିକାଙ୍କୁ ଭୁବନେଶ୍ୱରରେ ହତ୍ୟା କରାଯାଇଥିଲା । ଆଉ ପୋଲିସକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ମୃତଦେହକୁ ଭୁବନେଶ୍ୱର ବାହାରେ ଗଂଜାମରେ ଫୋପାଡି ଦିଆଯାଇଥିଲା । ପୋଲିସ ଏହି ଘଟଣାର ହତ୍ୟାକାରୀଙ୍କୁ ଗିରଫ କରି ହତ୍ୟାକାଣ୍ଡ ପଛର ରହସ୍ୟ ଉନ୍ମୋଚନContinue reading “ଶବ ସହ ଷଡଯନ୍ତ୍ର । ଭୁବନେଶ୍ୱରରେ ହତ୍ୟା କରିବା ପରେ ଗଞ୍ଜାମରେ ଫିଙ୍ଗାଯାଇଥିଲା ମୃତଦେହ । ପୋଲିସକୁ ଦ୍ୱନ୍ଦରେ ପକାଇବା ପାଇଁ ଯୋଜନା କରିଥିଲେ ସ୍ୱାମୀ-ସ୍ତ୍ରୀ ।”