ଚାଷୀ ଆନ୍ଦୋଳନରେ ନୂଆ ମୋଡ । କୃଷି ଆଇନକୁ ସ୍ଥଗିତ ରଖିବା ପାଇଁ କେନ୍ଦ୍ରକୁ କହିଲେ ସୁପ୍ରିମକୋର୍ଟ, ନହେଲେ କରିବେ ହସ୍ତକ୍ଷେପ । 

କନକ ବ୍ୟୁରୋ : କୃଷକ ଆନ୍ଦୋଳନକୁ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ସ୍ଥଗିତ ରଖନ୍ତୁ, ନହେଲେ ନିଜେ ସୁପ୍ରିମକୋର୍ଟ ଏନେଇ ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି । କେନ୍ଦ୍ର ସରକାରଙ୍କୁ କଡା ଭାଷାରେ ସୁପ୍ରିମକୋର୍ଟ କହିଛନ୍ତି, ଏତେ ଦିନ ଯାଏଁ ଆଲୋଚନାରୁ କୌଣସି ବାଟ ବାହାରି ପାରିଲା ନାହିଁ ଏବଂ ପରିସ୍ଥିତି ଧିରେ ଧିରେ ବିଗିଡିବାରେ ମଧ୍ୟ ଲାଗିଛି । ତେଣୁ ସରକାର କୃଷି ଆଇନକୁContinue reading “ଚାଷୀ ଆନ୍ଦୋଳନରେ ନୂଆ ମୋଡ । କୃଷି ଆଇନକୁ ସ୍ଥଗିତ ରଖିବା ପାଇଁ କେନ୍ଦ୍ରକୁ କହିଲେ ସୁପ୍ରିମକୋର୍ଟ, ନହେଲେ କରିବେ ହସ୍ତକ୍ଷେପ । “

ସାହସ ଦେଖାଇଲେ ସାହସୀ ଝିଅ । ଲୁଟେରାଙ୍କ ସହ ଲଢିଲେ, ବୃଦ୍ଧ ବାପାଙ୍କ ଜୀବନ ବଞ୍ଚାଇଲେ ।

କନକ ବ୍ୟୁରୋ : ଲୁଟେରାଙ୍କ ସହ ଲଢିଲେ, ବୃଦ୍ଧ ବାପାଙ୍କ ଜୀବନ ବଞ୍ଚାଇଲେ । ଜଣେ ସାହାସୀ ଝିଅର କାହାଣୀ ବାବଦରେ ଜାଣିଲେ ଆପଣ ବି ତାଙ୍କ ସାହସିକତାକୁ ତାରିଫ ନ କରି ରହିପାରିବେନି । ଗତ ଶୁକ୍ରବାର ମୁମ୍ବାଇର ଡୋମ୍ବିବଲି ଅଞ୍ଚଳରେ ବସବାସ କରୁଥିବା ଜଣେ ବୃଦ୍ଧଙ୍କ ଘରେ କିଛି ଲୁଟେରା ପଶିଥିଲେ। ଆଉ ଏହି ଲୁଟେରାମାନଙ୍କ ସହିତ ଲଢ଼ି ଝିଅ ନିଜର ବୃଦ୍ଧ ବାପାଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିଥିବା ଘଟଣା ଚର୍ଚ୍ଚାରେ ରହିଛି।Continue reading “ସାହସ ଦେଖାଇଲେ ସାହସୀ ଝିଅ । ଲୁଟେରାଙ୍କ ସହ ଲଢିଲେ, ବୃଦ୍ଧ ବାପାଙ୍କ ଜୀବନ ବଞ୍ଚାଇଲେ ।”

କେନ୍ଦୁପତ୍ର ତୋଳାଳୀଙ୍କୁ ନୂଆ ବର୍ଷ ଭେଟି । ୯୨.୩୭ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । 

କନକ ବ୍ୟୁରୋ : କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯୨.୩୭ କୋଟି ଟଙ୍କାର ବୋନସ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି ।  କେବଳ ବୋନସର ପରିମାଣ ୫୯.୭୮ କୋଟି ଟଙ୍କା । ଏହା ସହିତ କେନ୍ଦୁପତ୍ର କର୍ମଚାରୀଙ୍କ ମୃତ୍ୟୁ ବା ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତା କ୍ଷେତ୍ରରେ ଅନୁକମ୍ପାମୂଳକ ସହାୟତାକୁ ମଧ୍ୟ  ମୁଖ୍ୟମନ୍ତ୍ରୀ  ଏକ ଲକ୍ଷ ଟଙ୍କାରୁ ଦୁଇ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଆଜି କେନ୍ଦୁପତ୍ର କଲ୍ୟାଣContinue reading “କେନ୍ଦୁପତ୍ର ତୋଳାଳୀଙ୍କୁ ନୂଆ ବର୍ଷ ଭେଟି । ୯୨.୩୭ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । “

ଏହି ୯ଟି ରାଜ୍ୟରେ ଦେଖାଦେଲାଣି ବାର୍ଡ ଫ୍ଲୁ… । ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି । 

କନକ ବ୍ୟୁରୋ : ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁର ପ୍ରକୋପ ଦେଖିବାକୁ ମିଳିଛି । କିଛି ସ୍ଥାନରେ କୁକୁଡା ଓ ପକ୍ଷୀ ଗୁଡିକ ଅସ୍ୱାଭାବିକ ଭାବେ ମୃତ୍ୟୁବରଣ କରୁଥିବାର ଖବର ସାମ୍ନାକୁ ଆସୁଛି । ଶହ ଶହ ସଂଖ୍ୟାରେ ପକ୍ଷୀ ଗୁଡିକ ମରୁଥିବାରୁ ଏବେ ଏହା ଚିନ୍ତାର କାରଣ ପାଲଟିଛି । ଏସବୁ ଭିତରେ ବାର୍ଡ ଫ୍ଲୁକୁ ନେଇ ବଡ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ୯ଟି ରାଜ୍ୟ ଓ କେନ୍ଦ୍ରContinue reading “ଏହି ୯ଟି ରାଜ୍ୟରେ ଦେଖାଦେଲାଣି ବାର୍ଡ ଫ୍ଲୁ… । ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି । “

ନିଶ୍ୱାସ ନେବାକୁ ମଣିଷକୁ କରିବାକୁ ପଡିବ ସଂଘର୍ଷ, କାରଣ କିଛି ଦଶନ୍ଧି ଭିତରେ ନଷ୍ଟ ହୋଇଯିବ ବିଶ୍ୱର ଫୁସଫୁସ କୁହାଯାଉଥିବା ଆମାଜନ ଜଙ୍ଗଲ!

କନକ ବ୍ୟୁରୋ : ନିଶ୍ୱାସ ନେବାକୁ ମଣିଷ କରିବ ସଂଘର୍ଷ । ଅମ୍ଲଜାନ ବିନା ହନ୍ତସନ୍ତ ହେବ ଜୀବଜଗତ । କିଛି ଏମିତି ସ୍ଥିତି ଆଉ ୪୦ ବର୍ଷ ପରେ ଦେଖିବାକୁ ମିଳିପାରେ । କାରଣ ବିଶ୍ୱର ଫୁସଫୁସ କୁହାଯାଉଥିବା ତଥା ସବୁଠୁ ବଡ ଜଙ୍ଗଲ ସମ୍ପୂର୍ଣ୍ଣ ରୂପେ ପଡିଆ ପାଲଟି ଯାଇପାରେ । ବିଶ୍ୱର ସବୁଠୁ ବଡ ଜଙ୍ଗଲ କୁହାଯାଉଥିବା ଆମାଜନ ଆଗାମୀ ୨୦୬୪ ମଧ୍ୟରେ ନିଶ୍ଚିହ୍ନ ହୋଇପାରେ ବୋଲି ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ଜିଓଲୋଜିଷ୍ଟ ରର୍ବଟContinue reading “ନିଶ୍ୱାସ ନେବାକୁ ମଣିଷକୁ କରିବାକୁ ପଡିବ ସଂଘର୍ଷ, କାରଣ କିଛି ଦଶନ୍ଧି ଭିତରେ ନଷ୍ଟ ହୋଇଯିବ ବିଶ୍ୱର ଫୁସଫୁସ କୁହାଯାଉଥିବା ଆମାଜନ ଜଙ୍ଗଲ!”

ସାଧାରଣତନ୍ତ୍ର ଦିବସ ପରେଡରେ ସମ୍ମାନିତ ହେବେ ଗଲୱାନ ସହିଦ । ଗତ ଜୁନ ୧୫ରେ ଲଦାଖର ଗଲୱାନରେ ସହିଦ ହୋଇଥିଲେ ୨୦ ଭାରତୀୟ ଯବାନ

କନକ ବ୍ୟୁରୋ : ଗତବର୍ଷ ଜୁନ୍‌ ୧୫ ତାରିଖ ଦିନ ପୂର୍ବ ଲଦାଖର ଗଲଓ୍ଵାନ୍‌ ଉପତ୍ୟକାରେ ଚୀନ୍‌ ସେନାକୁ ପ୍ରତିରୋଧ କରି ସହିଦ ହୋଇଥିବା ‘୧୬ ବିହାର ବାଟାଲିୟନ୍‌’ର କର୍ଣ୍ଣେଲ୍‌ ବି ସନ୍ତୋଷ ବାବୁଙ୍କ ସମେତ ଅନ୍ୟୂନ ୫ଜଣ ଭାରତୀୟ ସେନା ଯବାନଙ୍କୁ ସାଧାରଣତନ୍ତ୍ର ଦିବସରେ ମରଣୋତ୍ତର ଭାବେ ସୌର୍ୟ୍ୟ ପଦକ ପ୍ରଦାନ କରାଯିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ପ୍ରଦାନ କରାଯିବାକୁ ଥିବା ପଦକସଂଖ୍ୟା ବିଷୟରେ ପ୍ରତିରକ୍ଷା ମନ୍ତ୍ରାଳୟ ଏବଂ ଭାରତୀୟ ସେନା କିଛି କହୁ ନContinue reading “ସାଧାରଣତନ୍ତ୍ର ଦିବସ ପରେଡରେ ସମ୍ମାନିତ ହେବେ ଗଲୱାନ ସହିଦ । ଗତ ଜୁନ ୧୫ରେ ଲଦାଖର ଗଲୱାନରେ ସହିଦ ହୋଇଥିଲେ ୨୦ ଭାରତୀୟ ଯବାନ”

୨୧୦ ଟଙ୍କାରେ ମିଳିବ କୋଭିସିଲ୍ଡ ଟିକା । ଭ୍ୟାକସିନର ଦାମ ନେଇ ସୂଚନା ଦେଲା ସିରମ ଇନଷ୍ଟିଚ୍ୟୁ ଅଫ ଇଣ୍ଡିଆ ।

କନକ ବ୍ୟୁରୋ : କୋଭିସିଲ୍ଡ ଟିକାର ଦାମ ନେଇ ଟିକାର ଦାମ ନେଇ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସୂଚନା । ୨୦୧୦ ଟଙ୍କାରେ କୋଭିସିଲ୍ଡ ଟିକା ମିଳିବ ବୋଲି ସିରମ ପକ୍ଷରୁ ସୂଚନା ମିଳିଛି । ଟିକା ପାଇଁ ସରକାରଙ୍କଠାରୁ ପରଚେଜ ଅର୍ଡ ମଧ୍ୟ ମିଳିଛି । ଦେଶରେ ଦୁଇଟି ଟିକାକୁ ଅନୁମତି ମିଳିଛି । ଏହାସହ ଜାନୁଆରୀ ୧୬ରୁ ଟିକାକରଣ ହେବ ବୋଲି ସରକାର ଘୋଷଣା କରିସାରିଛନ୍ତି । ତେବେ ଟିକାକରଣ ନେଇ ଏବେଠୁContinue reading “୨୧୦ ଟଙ୍କାରେ ମିଳିବ କୋଭିସିଲ୍ଡ ଟିକା । ଭ୍ୟାକସିନର ଦାମ ନେଇ ସୂଚନା ଦେଲା ସିରମ ଇନଷ୍ଟିଚ୍ୟୁ ଅଫ ଇଣ୍ଡିଆ ।”

କରୋନା ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ । କହିଲେ ୨ ଟି ଯାକ ଟିକା ପ୍ରଭାବଶାଳୀ । ଟିକାକରଣ ବେଳେ କରୋନାଯୋଦ୍ଧାଙ୍କୁ ଦିଅ ଅଗ୍ରାଧିକାର

କନକ ବ୍ୟୁରୋ : ଭାରତରେ ୧୬ ଜାନୁଆରୀ ଠାରୁ କରୋନା ମାହାମାରୀ ପାଇଁ ଟିକାକରଣ ଆରମ୍ଭ କରାଯିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏନେଇ ସବୁ ରାଜ୍ୟ ସରକାରଙ୍କ ପ୍ରକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଟିକାକରଣ ନେଇ କିଭଳି ପ୍ରସ୍ତୁତି ଚାଲିଛି ତାହା ଉପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମାନଙ୍କୁ କହିଛନ୍ତି କିContinue reading “କରୋନା ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ । କହିଲେ ୨ ଟି ଯାକ ଟିକା ପ୍ରଭାବଶାଳୀ । ଟିକାକରଣ ବେଳେ କରୋନାଯୋଦ୍ଧାଙ୍କୁ ଦିଅ ଅଗ୍ରାଧିକାର”

ଶୋଇଥିବା ବେଳେ ଘରେ ଲାଗିଲା ନିଆଁ । ଗୁରୁତର ଅବସ୍ଥାରେ ୪ଜଣଙ୍କୁ କରାଗଲା ଉଦ୍ଧାର, ଅଳ୍ପକେ ବର୍ତ୍ତିଲା ଜୀବନ ।

କନକ ବ୍ୟୁରୋ : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ । ଶୋଇଥିବା ବେଳେ ହରିଓଁ ବିହାରର ଏକ ଘରେ ନିଆଁଁ ଲାଗିଛି । ଘଟଣାରେ ପରିବାରର ୪ଜଣ ସଦସ୍ୟ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ରାଉରକେଲା ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ଘରେ ନିଆଁ ଲାଗି ଥିଲା କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।Continue reading “ଶୋଇଥିବା ବେଳେ ଘରେ ଲାଗିଲା ନିଆଁ । ଗୁରୁତର ଅବସ୍ଥାରେ ୪ଜଣଙ୍କୁ କରାଗଲା ଉଦ୍ଧାର, ଅଳ୍ପକେ ବର୍ତ୍ତିଲା ଜୀବନ ।”

ଭୁବନେଶ୍ୱରରେ ହତ୍ୟା କରି ଗଂଜାମରେ ଫିଙ୍ଗିଲେ । ଭରତପୁରରେ ମାରିବା ପରେ ଜଗନ୍ନାଥ ପ୍ରସାଦ ପୁରରେ ଯୁବତୀଙ୍କୁ ଫିଙ୍ଗିଦେଲେ ଦଂପତି 

କନକ ବ୍ୟୁରୋ : ଭୁବନେଶ୍ୱରରେ ହତ୍ୟା କରି ଗଂଜାମରେ ଫିଙ୍ଗିଲେ ।  ଭୁବନେଶ୍ୱରରେ ହତ୍ୟା କରି ଗଂଜାମ ଜଗନ୍ନାଥପ୍ରସାଦ ପୁରରେ ଯୁବତୀଙ୍କୁ ଫିଙ୍ଗିଛନ୍ତି  ଦଂପତି । ଗଂଜାମ ପୁଲିସ  ଭୁବନେଶ୍ୱର ପୁଲିସ ସହାୟତାରେ ଏହି ଦଂପତିଙ୍କ ଗିରଫ କରିଛନ୍ତି । ଏକ ଓଲା କାର ଭଡା କରି  ଯୁବତୀଙ୍କୁ ଜଗନ୍ନାଥପ୍ରସାଦରେ ଫିଙ୍ଗିଛନ୍ତି । ହତ୍ୟା ଅଭିଯୋଗରେ ଦଂପତିଙ୍କୁ ଗିରଫ କରାଯାଇଥିବା ବେଳେ ବ୍ୟବହୃତ କାର ଜବତ ହୋଇଛି । ଡିସେମ୍ବର ୨ରେ ଭରତପୁରରେ ହତ୍ୟା କରାଯିବା ପରେContinue reading “ଭୁବନେଶ୍ୱରରେ ହତ୍ୟା କରି ଗଂଜାମରେ ଫିଙ୍ଗିଲେ । ଭରତପୁରରେ ମାରିବା ପରେ ଜଗନ୍ନାଥ ପ୍ରସାଦ ପୁରରେ ଯୁବତୀଙ୍କୁ ଫିଙ୍ଗିଦେଲେ ଦଂପତି “

Design a site like this with WordPress.com
Get started