କନକ ବ୍ୟୁରୋ : ଟିକାକରଣ ପାଇଁ କେତେ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ଏନେଇ ଜାନୁଆରୀ ୧୧ ତାରିଖ ଅର୍ଥାତ ସୋମବାର, ଅପରାହ୍ନ ୪ଟାରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ଟିକାକରଣ ପାଇଁ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଅନୁମତି ମିଳିବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । ଟିକାକରଣ ପାଇଁ ରାଜ୍ୟ ସରକାରମାନେ କେତେ ପ୍ରସ୍ତୁତିContinue reading “ଟିକାକରଣ ପାଇଁ କେତେ ପ୍ରସ୍ତୁତ ଅଛନ୍ତି ରାଜ୍ୟ : ମୁଖ୍ୟମନ୍ତ୍ରୀମାନଙ୍କ ସହ ସୋମବାର ଆଲୋଚନା କରିବେ ପ୍ରଧାନମନ୍ତ୍ରୀ; ଆସନ୍ତା ସପ୍ତାହରେ ଦେଶରେ ଆରମ୍ଭ ହୋଇପାରେ ଟିକାକରଣ”
Tag Archives: News
ଯାଜପୁର କେଲୁଅ ନଦୀ ବନ୍ଧ ଭାଙ୍ଗିବା ମାମଲା : ଦୁଇ ମାସରେ ପ୍ରାଥମିକ ତଦନ୍ତ ସାରିବାକୁ ଭିଜିଲାନ୍ସ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ
କନକ ବ୍ୟୁରୋ : ଯାଜପୁର କେଲୁଅ ନଦୀ ବନ୍ଧ ଭାଙ୍ଗିବା ମାମଲାରେ ଦୁଇ ମାସରେ ପ୍ରାଥମିକ ତଦନ୍ତ ସାରିବାକୁ ଭିଜିଲାନ୍ସ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ । ଜଣେ ଏସପି କିମ୍ବା ଆଡିସିନାଲ ଏସପି ସ୍ତରର ଅଫିସର ଏହି ତଦନ୍ତ କରିବେ । ୨୧.୯୯ କୋଟି ଟଙ୍କାର ନଦୀ ବନ୍ଧରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଦୁର୍ନୀତିକୁ ଚାପିବା ପାଇଁ ବନ୍ଧକୁ ଡିନାମାଇଟରେ ଭଙ୍ଗାଯିବା ଅଭିଯୋଗ ମଧ୍ୟ ହୋଇଥିଲା । ସୂଚନାଯୋଗ୍ୟ ଯେ ଜାତୀୟContinue reading “ଯାଜପୁର କେଲୁଅ ନଦୀ ବନ୍ଧ ଭାଙ୍ଗିବା ମାମଲା : ଦୁଇ ମାସରେ ପ୍ରାଥମିକ ତଦନ୍ତ ସାରିବାକୁ ଭିଜିଲାନ୍ସ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ”
ରାତିରେ କୋଲାବ ନଦୀର ପାଣିରେ ଜୟପୁରରେ ଭାଙ୍ଗିଲା କେନାଲ ବନ୍ଧ : ଚାଷ ଜମିରେ ମାଡିଲା ପାଣି; ଫସଲ ଅମଳବେଳେ ପାଣି ପଶିବାକୁ ନେଇ ଚିନ୍ତାରେ ଚାଷୀ
କନକ ବ୍ୟୁରୋ : ଜୟପୁରରେ ଗତକାଲି ରାତିରେ ହଠାତ୍ କେନାଲରେ ମାଡି ଆସିଲା କୋଲାବ ଡ୍ୟାମର ପାଣି । ଭାଙ୍ଗିଗଲା କେନାଲ ବନ୍ଧ । ଫଳରେ ବ୍ୟାପକ ଅଂଚଳରେ ଚାଷ ଜମିରେ ପାଣି ପଶି ଯାଇଛି । ଏପରିକି ଗାଁ ଭିତରକୁ ମଧ୍ୟ ପାଣି ପଶି ଯିବା ପରେ ଚିନ୍ତାରେ ପଡିଛନ୍ତି ଗ୍ରାମବାସୀ । କୋଲାବ ଡ୍ୟାମରୁ ଚାଷ ପାଇଁ ପାଣି ଛଡା ଯାଇଥାଏ । ତେବେ ଗତକାଲି ରାତିରେ ହଠାତ୍ କେନାଲରେ ପାଣି ମାଡିଆସିବା ପରେContinue reading “ରାତିରେ କୋଲାବ ନଦୀର ପାଣିରେ ଜୟପୁରରେ ଭାଙ୍ଗିଲା କେନାଲ ବନ୍ଧ : ଚାଷ ଜମିରେ ମାଡିଲା ପାଣି; ଫସଲ ଅମଳବେଳେ ପାଣି ପଶିବାକୁ ନେଇ ଚିନ୍ତାରେ ଚାଷୀ”
ବାରିପଦାରେ ଭାରସାମ୍ୟ ହରାଇ ଘରକୁ ପଶିଗଲା ଟ୍ରାକ୍ଟର : ଟ୍ରାକ୍ଟରରେ ଥିବା ଜଣେ ଶ୍ରମିକ ମୃତ, ୨ ଗୁରୁତଙ୍କୁ ହସ୍ପିଟାଲରେ ଭର୍ତ୍ତି
କନକ ବ୍ୟୁରୋ : ଭାରସାମ୍ୟ ହରାଇ ଘରକୁ ପଶିଗଲା ଟ୍ରାକ୍ଟର, ଘଟଣାସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ, ଅନ୍ୟ ଜଣେ ଶ୍ରମିକ ଗୁରୁତର । ମୟୁରଭଞ୍ଜ ଜିଲ୍ଲା ପାରିପଦା ଟାଉନଥାନା ଅନ୍ତର୍ଗତ ଚିପଟଅସ୍ତିଆରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଏକ ଘରକୁ ଧକ୍କା ଦେଇଥିଲା । ଟ୍ରାକ୍ଟରରେ ଥିବା ୩ଜଣ ଶ୍ରମିକଙ୍କ ମଧ୍ୟରୁ ଜଣେ ମହିଳା ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଡ୍ରାଇଭର ଓ ଅନ୍ୟ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଦୁର୍ଘଟଣାରେ ଘରContinue reading “ବାରିପଦାରେ ଭାରସାମ୍ୟ ହରାଇ ଘରକୁ ପଶିଗଲା ଟ୍ରାକ୍ଟର : ଟ୍ରାକ୍ଟରରେ ଥିବା ଜଣେ ଶ୍ରମିକ ମୃତ, ୨ ଗୁରୁତଙ୍କୁ ହସ୍ପିଟାଲରେ ଭର୍ତ୍ତି”
ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥାୟୀ ରୂପେ ବନ୍ଦ କଲା ଟ୍ୱିଟର : ନିଜସ୍ୱ ପ୍ଲାଟଫର୍ମ ତିଆରି କରିବେ କହିଲେ ଡୋନାଲ୍ଡ ଟ୍ରମ୍ପ
କନକ ବ୍ୟୁରୋ : ପ୍ରତ୍ୟକ ଦିନ ଆମେରିକାରୁ ଟ୍ରମ୍ପଙ୍କୁ ନେଇ ଆସୁଛି ରୋଚକ ଖବର । ଏହା ଭିତରେ ଆସିଛି ଆଉ ଏକ ଖବର, ଯାହା ଟ୍ରମ୍ପଙ୍କୁ ଦେବ ଶକ୍ତ ଝଟକା । ସବୁଦିନ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଂଟ ବନ୍ଦ କରିଦେଇଛି ଟ୍ୱିଟର । ଏନେଇ ଟୁଇଟର ପକ୍ଷରୁ ଘୋଷଣା କରାଯାଇଛି । ଗତ ବୁଧବାର ଦିନ ଆମେରିକାର ସଂସଦ ଭବନ ପରିସରରେ ଘଟିଥିବା ହିଂସାକାଣ୍ଡ ଘଟଣାକୁ ନେଇ ଟ୍ରମ୍ପଙ୍କ ଟୁଇଟର ଆକାଉଂଟକୁContinue reading “ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥାୟୀ ରୂପେ ବନ୍ଦ କଲା ଟ୍ୱିଟର : ନିଜସ୍ୱ ପ୍ଲାଟଫର୍ମ ତିଆରି କରିବେ କହିଲେ ଡୋନାଲ୍ଡ ଟ୍ରମ୍ପ “
ମହଙ୍ଗା ପଡିଲା କୋଭିଡ ଗାଇଡଲାଇନ ଉଲ୍ଲଂଘନ : କେନ୍ଦୁଝରର ୫ଟି ସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ
କନକ ବ୍ୟୁରୋ : କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିବା ଶିକ୍ଷକଙ୍କୁ ମହଙ୍ଗା ପଡିଛି । କେନ୍ଦୁଝରରେ କୋଭିଡ ଗାଇଡ ଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ୫ଟି ସ୍କୁଲର ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୫ଟି ସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । କୋଭିଡ ନିୟମ ଅନୁସାରେ ସ୍କୁଲର ସ୍ୱଚ୍ଛତା ଉପରେ ୫ଟି ସ୍କୁଲରେ ଧ୍ୟାନ ଦେଇନଥିଲେ । ସ୍କୁଲ ପରିଦର୍ଶନରେ ଆସିଥିବା ଜିଲ୍ଲା ଶିକ୍ଷାଧିକାରୀContinue reading “ମହଙ୍ଗା ପଡିଲା କୋଭିଡ ଗାଇଡଲାଇନ ଉଲ୍ଲଂଘନ : କେନ୍ଦୁଝରର ୫ଟି ସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ”
ଜୋ-ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ହେବେନି ଡୋନାଲ୍ଡ ଟ୍ରମ୍ପ : ଭିଡିଓ ବାର୍ତ୍ତା ଜାରି କରି ଦେଲେ ସୂଚନା;ବାଇଡେନ୍ କହିଲେ, ଆମେରିକା ଇତିହାସର ସବୁଠାରୁ ଅଯୋଗ୍ୟ ରାଷ୍ଟ୍ରପତି
କନକ ବ୍ୟୁରୋ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଉତ୍ସବରେ ସାମିଲ ହେବେ ନାହିଁ ଡୋନାଲ୍ଡ ଟ୍ରମ୍ପ । ଆସନ୍ତା ୨୦ ତାରିଖରେ ହେବାକୁ ଥିବା ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ଟ୍ରମ୍ପ ସାମିଲ ହେବେ ନାହିଁ ବୋଲି ନିଜେ ଘୋଷଣା କରିଛନ୍ତି । ଆମେରିକା ସଂସଦ ଭବନ ହିଂସାକାଣ୍ଡ ପରେ ଆମେରିକା କଂଗ୍ରେସର ଫଳାଫଳକୁ ଏବେ ବି ଟ୍ରମ୍ପ ସ୍ୱୀକାର କରୁନଥିବା ଏହି କଥାରୁ ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷରେ ଟ୍ରମ୍ପContinue reading “ଜୋ-ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ହେବେନି ଡୋନାଲ୍ଡ ଟ୍ରମ୍ପ : ଭିଡିଓ ବାର୍ତ୍ତା ଜାରି କରି ଦେଲେ ସୂଚନା;ବାଇଡେନ୍ କହିଲେ, ଆମେରିକା ଇତିହାସର ସବୁଠାରୁ ଅଯୋଗ୍ୟ ରାଷ୍ଟ୍ରପତି”
ଗୋଦାବରୀ ପାୱାର ଇସ୍ପାତରେ ବଡ ଧରଣର ଅଗ୍ନିକାଣ୍ଡ: ହୁତ ହୁତ ହୋଇ ଜଳୁଛି ନିଆଁ; ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି ଦମକଳ ଗାଡି
କନକ ବ୍ୟୁରୋ : ଛତିଶଗଡର ରାଇପୁର ଜିଲ୍ଲାରେ ଗୋଦାବରୀ ପାୱାର ଇସ୍ପାତରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ନିଆଁ ଏତେ ଜୋରରେ ଲାଗିଥିଲା ଯେ ଏକ ଅଗ୍ନିର ଏକ ବଳୟ ସୃଷ୍ଟି ହେବା ପରି ଦେଖାଯାଉଥିଲା । ଦମକଳ ଗାଡି ସେଠାରେ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଛନ୍ତି । ତେବେ ଏହି ଘଟଣାରେ କେହି ମୃତାହତର ଖବର ନାହିଁ । ଅଗ୍ନିକାଣ୍ଡର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେContinue reading “ଗୋଦାବରୀ ପାୱାର ଇସ୍ପାତରେ ବଡ ଧରଣର ଅଗ୍ନିକାଣ୍ଡ: ହୁତ ହୁତ ହୋଇ ଜଳୁଛି ନିଆଁ; ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି ଦମକଳ ଗାଡି”
ହସ୍ପିଟାଲରେ ଜଳିଗଲେ ୧୦ ଶିଶୁ : ୭ ନବଜାତକ ଜୀବନ୍ତ ଉଦ୍ଧାର; ମହାରାଷ୍ଟ୍ର ଭଣ୍ଡାରା ଜିଲ୍ଲା ହସ୍ପିଟାଲ ଏସଏନସିୟୁରେ ନିଆଁ ଲାଗି ଘଟିଛି ଦୁର୍ଘଟଣା
କନକ ବ୍ୟୁରୋ : ହସ୍ପିଟାଲରେ ନିଆଁ ଲାଗି ଜଳିଗଲେ ୧୦ ନବଜାତକ । ମହାରାଷ୍ଟ୍ର ଭଣ୍ଡାରା ଜିଲ୍ଲା ହସ୍ପିଟାଲରେ ଘଟିଛି ଏହି ହୃଦୟବିଦାରକ ଦୁର୍ଘଟଣା । ସୂଚନା ଅନୁଯାୟୀ ହସ୍ପିଟାଲର ନ୍ୟୁ ବର୍ଣ୍ଣ କେୟାର ୟୁନିଟ୍ ବା ଏସଏନସିୟୁରେ ୧୭ ଜଣ ନବଜାତଙ୍କୁ ରଖାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଅଚାନକ ନିଆଁ ଲାଗି ଯାଇଥିଲା । କିଛି ସମୟ ପରେ ୱାର୍ଡରୁ ଧୁଆଁ ବାହାରୁଥିବାର ଜଣେ ନର୍ସ ଦେଖିଥିଲେ । ଏନେଇ ସେContinue reading “ହସ୍ପିଟାଲରେ ଜଳିଗଲେ ୧୦ ଶିଶୁ : ୭ ନବଜାତକ ଜୀବନ୍ତ ଉଦ୍ଧାର; ମହାରାଷ୍ଟ୍ର ଭଣ୍ଡାରା ଜିଲ୍ଲା ହସ୍ପିଟାଲ ଏସଏନସିୟୁରେ ନିଆଁ ଲାଗି ଘଟିଛି ଦୁର୍ଘଟଣା”
ବିରଳ ଡଲଫିନକୁ ପିଟି ପିଟି ମାରିଦେବା ଘଟଣା : ୩ଜଣଙ୍କୁ ଗିରଫ କଲା ପୋଲିସ; ଡିସେମ୍ବର ୩୧ ତାରିଖରେ ଘଟିଥିଲା ଘଟଣା
କନକ ବ୍ୟୁରୋ : ଏକ ବିରଳ ଡଲଫିନକୁ ପିଟି ପିଟି ମାରିଦେଲେ ଲୋକେ । ଏହି ଅଭାବନୀୟ ଘଟଣା ଘଟିଛି ଉତରପ୍ରଦେଶର ପ୍ରତାପଗଡରେ । ଶୁକ୍ରବାର ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି । ଡିସେମ୍ବର ୩୧ ତାରିଖରେ ଏହି ଘଟଣା ଘଟିଥିଲା । କୋଠାରିଆ ଗାଁ ଅନ୍ତର୍ଗତ ସାରଦା କେନାଲରେ ଏହି ଡଲଫିନ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ । ବନ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଂଚି ମୃତ ଡଲଫିନ ଟିକୁ ନିଜContinue reading “ବିରଳ ଡଲଫିନକୁ ପିଟି ପିଟି ମାରିଦେବା ଘଟଣା : ୩ଜଣଙ୍କୁ ଗିରଫ କଲା ପୋଲିସ; ଡିସେମ୍ବର ୩୧ ତାରିଖରେ ଘଟିଥିଲା ଘଟଣା”