କନକ ବ୍ୟୁରୋ: ଗତ ୨୩ ନଭେମ୍ବରରେ ରାଜ୍ୟପାଳ ପ୍ରଫେସର ଗଣେଶଲାଲ ରାଜ୍ୟର ପ୍ରମୁଖ ୬ ଟି ବିଶ୍ୱବିଦ୍ୟାଳୟ ପାଇଁ କୁଳପତିଙ୍କ ନିଯୁକ୍ତି କରିଥିଲେ । ଉକ୍ତଳ ବିଶ୍ୱବିଦ୍ୟାଳୟ, ଉତର ଓଡିଶା ବିଶ୍ୱ ବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ,ଫକିରମୋହନ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପାଇଁ ନୁତନ କୁଳପତିଙ୍କୁ ରାଜ୍ୟପାଳ ଚୟନ କରି ନିଯୁକ୍ତି ଦେଇଥିଲେ । ତେବେ ଏହି ନୁତନ କୁଳପତିଙ୍କ ନିଯୁକ୍ତିକୁ ନେଇ ପ୍୍ରଶ୍ନ ଉଠାଇଛନ୍ତି ବିଭିନ୍ନ ବିଶ୍ୱବିଦ୍ୟାଳୟର ପୁର୍ବତନContinue reading “କୂଳପତି ଚୟନକୁ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ କୂଳପତି ଓ ଶିକ୍ଷାବିତ୍: କହିଲେ, ରାଜଭବନରେ ଭୁଲ ଥିଲା ଲିଖିତ ପରୀକ୍ଷାର ପ୍ରକ୍ରିୟା, ପଚରା ଯାଇଥିଲା ଅବାନ୍ତର ପ୍ରଶ୍ନ”
Tag Archives: News
କ୍ଷମତାର ଅପବ୍ୟବହାର ନେଇ ଆଉ ପାଦେ ଆଗେଇ ପାରନ୍ତି ଟ୍ରମ୍ପ: କ୍ୟାପିଟଲ ହିଲ୍ କାଣ୍ଡରେ ନିଜକୁ ନିଜେ କରିପାରନ୍ତି କ୍ଷମା, ରାଷ୍ଟ୍ରପତି ଭାବେ ରହିଛି ରାଜକ୍ଷମା ଅଧିକାର; ଆମେରିକୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ
କନକ ବ୍ୟୁରୋ: ଆମେରିକାରେ କ୍ଷମତା ହସ୍ତାନ୍ତରକୁ ନେଇ ରାଜନୈତିକ ଦଙ୍ଗା ଓ ହିଂସା ଘଟଣାରେ ନିଜେ ନିଜକୁ କ୍ଷମା ଦେଇପାରନ୍ତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତିଙ୍କ କ୍ଷମତା ବଳରେ ସେ ଏବେ ନିଜକୁ ରାଜକ୍ଷମା ଦେବା ଉପରେ ବିଚାର କରୁଥିବା ଆମେରିକୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଅନ୍ୟପଟେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣି କ୍ଷମତାରୁ ବହିଷ୍କାର କରିବାକୁ ଆମେରିକାରେ ଦାବି ହେଉଛି । ଯେଉଁ ଘଟଣାକୁ ସାରା ବିଶ୍ୱ ନିନ୍ଦା କରୁଛି, ଗଣତନ୍ତ୍ରରContinue reading “କ୍ଷମତାର ଅପବ୍ୟବହାର ନେଇ ଆଉ ପାଦେ ଆଗେଇ ପାରନ୍ତି ଟ୍ରମ୍ପ: କ୍ୟାପିଟଲ ହିଲ୍ କାଣ୍ଡରେ ନିଜକୁ ନିଜେ କରିପାରନ୍ତି କ୍ଷମା, ରାଷ୍ଟ୍ରପତି ଭାବେ ରହିଛି ରାଜକ୍ଷମା ଅଧିକାର; ଆମେରିକୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ”
ସୁନା ଭାଉରେ ବିକ୍ରି ହେବ କି ବାଲି? ଜଗତସିଂପୁରରେ ନୂଆ ବାଲିଘାଟ୍ ନିଲାମୀ ପରେ ଉଠିଲା ପ୍ରଶ୍ନ: ୧୦ ଗୁଣା ଅଧିକ ଦାମରେ ନିଲାମ ହେଲା ବାଲିଘାଟ
କନକ ବ୍ୟୁରୋ: ବାଲିର ଭାଉ, ସୁନା ଭଳି ବଢିଯିବ କି ? ଏଭଳି ଏକ ଆଶଙ୍କା ସୃଷ୍ଟି ହୋଇଛି, ଜଗତସିଂହପୁରରେ ବାଲିଘାଟ ନିଲାମି ଘଟଣା ପରେ । ଅତ୍ୟନ୍ତ ଚଢା ଦରରେ ବାଲିଘାଟ ନିଲାମ ହୋଇଛି । ଏହାର ପ୍ରଭାବରେ ଆଉ କିଛି ଦିନ ମଧ୍ୟରେ, ଜିଲ୍ଲାରେ ଯେଉଁ ବାଲିଟ୍ରକ, ୫ ହଜାର ଟଙ୍କା ପଡୁଥିଲା, ସେହି ବାଲିଟ୍ରକ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ପଡିଯାଇପାରେ । ଏଥିରୁ ଅନୁମାନ କରିହେବ, ସାଧାରଣ ଲୋକଙ୍କ ପାଇଁ ଘରContinue reading “ସୁନା ଭାଉରେ ବିକ୍ରି ହେବ କି ବାଲି? ଜଗତସିଂପୁରରେ ନୂଆ ବାଲିଘାଟ୍ ନିଲାମୀ ପରେ ଉଠିଲା ପ୍ରଶ୍ନ: ୧୦ ଗୁଣା ଅଧିକ ଦାମରେ ନିଲାମ ହେଲା ବାଲିଘାଟ”
ସରକାର-ଚାଷୀ ଆଲୋଚନାରେ ବାହାରିପାରିଲାନି ନିଷ୍କର୍ସ । ଆସନ୍ତା ୧୫ରେ ପରବର୍ତ୍ତୀ ପର୍ଯ୍ୟାୟ ବୈଠକ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ଅଟଳ
କନକ ବ୍ୟୁରୋ: ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ଶେଷ ହୋଇଛି ।ଆଜିର ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନି । ଆସନ୍ତା ବୈଠକ ଜାନୁଆରୀ ୧୫ରେ ବସିବ । ବିଜ୍ଞାନ ଭବନରେ ଦିନ ୧୨ଟାରେ ବସିବ ବୈଠକ । ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର । ଆଜିର ବୈଠକରେ କୌଣସି ଫଳାଫଳ ବାହାରିନଥିବା କହିଛନ୍ତି କୃଷିମନ୍ତ୍ରୀ । ସରକାର ଚାଷୀଙ୍କଠୁ ବିକଳ୍ପ ମାଗିଥିଲେContinue reading “ସରକାର-ଚାଷୀ ଆଲୋଚନାରେ ବାହାରିପାରିଲାନି ନିଷ୍କର୍ସ । ଆସନ୍ତା ୧୫ରେ ପରବର୍ତ୍ତୀ ପର୍ଯ୍ୟାୟ ବୈଠକ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ଅଟଳ”
ଦେଶକୁ କିଛି ଦିନ ଭିତରେ ମିଳିବ କରୋନା ଭ୍ୟାକସିନ: ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ; କରୋନା ଟିକାକରଣ ପୂର୍ବରୁ ଦେଶର ୭୩୬ ଜିଲ୍ଲାରେ ହେଲା ଡ୍ରାଏ ରନ
କନକ ବ୍ୟୁରୋ: କରୋନା ଟିକାକରଣ ପୂର୍ବରୁ ମହାଅଭ୍ୟାସ । ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ତେବେ ତା ପୂର୍ବରୁ ଦେଶର ସବୁ ଜିଲ୍ଲାରେ ଆଜି ପୁଣିଥରେ ଟିକାକରଣର ବଡ ଡ୍ରାଏ ରନ ହୋଇଛି । ଦେଶର ୭୩୬ ଜିଲ୍ଲାରେ ଟିକାକରଣର ରହର୍ସଲ ଚାଲିଛି । ଚେନ୍ନାଇରେ ଡ୍ରାଏନ ରନର ସ୍ଥିତି ପରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ରାଜୀବ ଗାନ୍ଧୀ ସରକାରୀ ଡାକ୍ତରଖାନାରେ ପହଂଚି ହର୍ଷବର୍ଦ୍ଧନ ଡ୍ରାଏ ରନର ତଦାରଖ କରିଛନ୍ତି । ଏହାସହContinue reading “ଦେଶକୁ କିଛି ଦିନ ଭିତରେ ମିଳିବ କରୋନା ଭ୍ୟାକସିନ: ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ; କରୋନା ଟିକାକରଣ ପୂର୍ବରୁ ଦେଶର ୭୩୬ ଜିଲ୍ଲାରେ ହେଲା ଡ୍ରାଏ ରନ”
କ୍ୟାପିଟଲ ହିଲରେ ଆକ୍ରମଣ ଘଟଣାରେ ନିଜେ ନିଜକୁ କ୍ଷମା ମାଗି ପାରନ୍ତି ଟ୍ରମ୍ପ: ରାଷ୍ଟ୍ରପତି ହିସାବରେ କ୍ଷମା କରିବାର ରହିଛି ଅଧିକାର
କନକ ବ୍ୟୁରୋ: ଆମେରିକାର କ୍ୟାପିଟଲ ହିଲରେ ଆକ୍ରମଣ ଘଟଣାରେ ନିଜେ ନିଜକୁ କ୍ଷମା ମାଗି ପାରନ୍ତି ଟ୍ରମ୍ପ । ରାଷ୍ଟ୍ରପତି ହିସାବରେ ନିଜେ ନିଜକୁ କ୍ଷମା କରିବାର ଅଧିକାର ଡୋନାଲ ଟ୍ରମ୍ପଙ୍କ ପାଖରେ ରହିଛି ଅଧିକାର । ଆମେରିକୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡିଛି, ଯେ ଟ୍ରମ୍ପ ନିଜେ ନିଜକୁ ରାଜକ୍ଷମା କରିବାକୁ ଚାହୁଁଛନ୍ତି । ବ୍ୟାପକ ହିଂସାକାଣ୍ଡ ଭିତରେ ଆମେରିକାରେ ଟ୍ରମ୍ପ ଯୁଗର ରକ୍ତାକ୍ତ ଅବସାନ ଘଟିଛି । କାର୍ଯ୍ୟକାଳ ଶେଷ ହେବାର ୧୩Continue reading “କ୍ୟାପିଟଲ ହିଲରେ ଆକ୍ରମଣ ଘଟଣାରେ ନିଜେ ନିଜକୁ କ୍ଷମା ମାଗି ପାରନ୍ତି ଟ୍ରମ୍ପ: ରାଷ୍ଟ୍ରପତି ହିସାବରେ କ୍ଷମା କରିବାର ରହିଛି ଅଧିକାର”
ପ୍ରେମିକାର ଆତ୍ମହତ୍ୟା ଧମକ ଶୁଣି ବେଦୀରୁ ଧାଇଁଲା ବର । ମଙ୍ଗୁଳା କନ୍ୟା ମଥାରେ ସିନ୍ଦୂର ଦେଇ ବାହା ହେଲା ଭୋଜିକୁ ଆସିଥିବା ବସ କଣ୍ଡକ୍ଟର । କର୍ଣ୍ଣାଟକରେ ରିପିଟ୍ ହେଲା ରବ ନେ ବନା ଦୀ ଯୋଡି…
କନକ ବ୍ୟୁରୋ: ଧମକ ଦେଲା ପ୍ରେମିକା, ବେଦୀ ଛାଡିଦେଲା ବର । ବାହାଘର ପୂର୍ବରୁ ପ୍ରେମିକା ସହ ବର ଫେରାର । ଚେତାବନୀ ଦେଲା ପ୍ରେମିକା, ବାହା ବେଦୀରୁ ଉଠି ପଳାଇଲା ବର । ପ୍ରେମିକାର ଆତ୍ମହତ୍ୟା ଧମକ ପାଇ ଆତ୍ମସମର୍ପଣ କଲା ବର । ତମେ ମୋର ହେବନି ତ ଆଉ କାହାର ହେବନି… ମୋ ଛଡା ଆଉ କାହାକୁ ବାହା ହେଲେ ବେଦୀ ଆଗରେ ଆତ୍ମହତ୍ୟା କରିବି, ତମରି ସାମ୍ନାରେ ବିଷ ପିଇଦେବି… ଫୋନରେContinue reading “ପ୍ରେମିକାର ଆତ୍ମହତ୍ୟା ଧମକ ଶୁଣି ବେଦୀରୁ ଧାଇଁଲା ବର । ମଙ୍ଗୁଳା କନ୍ୟା ମଥାରେ ସିନ୍ଦୂର ଦେଇ ବାହା ହେଲା ଭୋଜିକୁ ଆସିଥିବା ବସ କଣ୍ଡକ୍ଟର । କର୍ଣ୍ଣାଟକରେ ରିପିଟ୍ ହେଲା ରବ ନେ ବନା ଦୀ ଯୋଡି…”
ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜକିଓର ରେହମାନ ଲକଭିକୁ ୧୫ ବର୍ଷ ଜେଲ । ଲାହୋରର ଏକ ଅଦାଲତ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା କରୁଥିବା ମାମଲାରେ ବିଚାର କରି ଏହି ଦଣ୍ଡ ଶୁଣାଇଛନ୍ତି
କନକ ବ୍ୟୁରୋ : ଲସ୍କର ଏ-ତୋଇବାର ଅପରେଶନ ମୁଖ୍ୟ ତଥା ଆତଙ୍କବାଦୀ ଜକିଓର ରେହମାନ ଲକଭିକୁ ପାକିସ୍ତାନର ଲାହୋରର ଏକ ଅଦାଲତ ୧୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଆତଙ୍କୀ ସଂଗଠନକୁ ଅର୍ଥ ଯୋଗାଣ ମାମଲାରେ ଶୁଣାଣି କରି କୋର୍ଟ ଏହି ଦଣ୍ଡ ବିଧାନ କରିଛନ୍ତି । କହିରଖୁ କି ଏହା ପୂର୍ବରୁ ବି ସମାନ ଅଭିଯୋଗରେ ଲକଭି ଗିରଫ୍ ହୋଇଥିଲେ । ଆଜି (ଶୁକ୍ରବାର) ଏହି ମାମଲାର ଶୁଣାଣି କରି ଲାହୋରର ଆତଙ୍କବାଦContinue reading “ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜକିଓର ରେହମାନ ଲକଭିକୁ ୧୫ ବର୍ଷ ଜେଲ । ଲାହୋରର ଏକ ଅଦାଲତ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା କରୁଥିବା ମାମଲାରେ ବିଚାର କରି ଏହି ଦଣ୍ଡ ଶୁଣାଇଛନ୍ତି”
ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଆଜି ପୁଣି ବସିବ ବୈଠକ: ନିଷ୍କର୍ସ ନ ବାହାରିଲେ ୨୬ରେ ଟ୍ରାକ୍ଟର ପରେଡର ଚେତାବନୀ ଦେଲେ କୃଷକ ସଂଗଠନ
କନକ ବ୍ୟୁରୋ: ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିବ । ଚାଷୀ ନେତା ଓ ସରକାରଙ୍କ ମଧ୍ୟରେ ୭ଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ ସମାଧାନର ବାଟ ବାହାରି ନାହିଁ । ନୂଆ କୃଷି ଆଇନକୁ ପ୍ରତ୍ୟାହର ଓ ଏମଏସପିକୁ ନେଇ ଆନ୍ଦୋଳନ କରୁଛନ୍ତି ଚାଷୀ । ରାଜଧାନୀ ଦିଲ୍ଲୀରେ ୪୪ଦିନରେ ହେଲା ଆନ୍ଦୋଳନ କରୁଛନ୍ତି ଚାଷୀ । ଆଜିର ବୈଠକରୁ ନିଷ୍କର୍ସ ନ ବାହାରିଲେ ୨୬ ତାରିଖContinue reading “ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଆଜି ପୁଣି ବସିବ ବୈଠକ: ନିଷ୍କର୍ସ ନ ବାହାରିଲେ ୨୬ରେ ଟ୍ରାକ୍ଟର ପରେଡର ଚେତାବନୀ ଦେଲେ କୃଷକ ସଂଗଠନ”
ଏବେ ଇଂଜେକସନ୍ ନୁହେଁ କରୋନା ପାଇଁ ନାଜାଲ ଭ୍ୟାକସିନ । ପ୍ରସ୍ତୁତ କଲା ଭାରତ ବାୟୋଟେକ୍ । ପରୀକ୍ଷଣ ପାଇଁ ଡିସିଜିଆଇକୁ ମାଗିଲା ଅନୁମତି
କନକ ବ୍ୟୁରୋ : କରୋନା ଭୂତାଣୁ ବିରୋଧରେ ଚାଲିଥିବା ଲଢେଇରେ ଭାରତ ଆଉ ପାଦେ ଆଗକୁ ବଢିଛି । ଭାରତ ବାୟୋଟେକ୍ ନାଜାଲ ଭ୍ୟାକସିନର ପରୀକ୍ଷଣ ପାଇଁ ଡିସିଜିଆଇକୁ ଅନୁମତି ମାଗିଛି । ଯଦି ଏହି ନାଜାଲ ଭ୍ୟାକସିନର ପରୀକ୍ଷଣ ସଫଳ ହେବ ତାହେଲେ ଦେଶକୁ କରୋନା ବିରୋଧୀ ଲଢେଇରେ ସଫଳତାର ଆଉ ଏକ ଫର୍ଦ୍ଦ ଯୋଡି ହୋଇଯିବ । ଏହି ଭ୍ୟାକସିନ୍ ଇଂଜେକସନ୍ ଭଳି ଦିଆ ନଯାଇ ନାକରେ ପକାଇବାକୁ ପଡିବ । କୁହାଯାଉଛି କିContinue reading “ଏବେ ଇଂଜେକସନ୍ ନୁହେଁ କରୋନା ପାଇଁ ନାଜାଲ ଭ୍ୟାକସିନ । ପ୍ରସ୍ତୁତ କଲା ଭାରତ ବାୟୋଟେକ୍ । ପରୀକ୍ଷଣ ପାଇଁ ଡିସିଜିଆଇକୁ ମାଗିଲା ଅନୁମତି”