ମାହାଙ୍ଗା ଡବଲ ମର୍ଡର ଘଟଣାରେ ଜୋରଧରିଲା ରାଜନୀତି: ସମସ୍ତ ଅଭିଯୁକ୍ତଙ୍କ ଗିରଫ ସହ ଆଇନ୍ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପିର ଡିଜି ଅଫିସ ଘେରାଉ

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ରାଜନୀତି । ବିଜେପି ନେତା କୁଳମଣୀ ବରାଳ ଓ ତାଙ୍କ ସହଯୋଗୀ ହତ୍ୟାକାଣ୍ଡ ଘଟଣାରେ ବିଜେପି କର୍ମୀମାନେ ଆଜି କଟକ ଡିଜି ଅଫିସ ଘେରାଉ କରିଛନ୍ତି । ଦଳୀୟ ନେତାଙ୍କ ସହ ଶହଶହ କର୍ମୀ ଏକାଠି ହୋଇ ଡିଜି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।   ସମସ୍ତ ଅଭିଯୁକ୍ତଙ୍କ ଗିରଫ ସହ ଆଇନ୍ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପିର ଡିଜି ଅଫିସ ଘେରାଉ କରିଛି ।Continue reading “ମାହାଙ୍ଗା ଡବଲ ମର୍ଡର ଘଟଣାରେ ଜୋରଧରିଲା ରାଜନୀତି: ସମସ୍ତ ଅଭିଯୁକ୍ତଙ୍କ ଗିରଫ ସହ ଆଇନ୍ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପିର ଡିଜି ଅଫିସ ଘେରାଉ”

ସାଇବର ଠକେଇ ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି ହେଉ ହେଉ ଆସୁଛି ହଜାର ହଜାର କଲ୍: ୨୪ ଘଂଟା ଭିତରେ ୨ରୁ ୩ ହଜାର କଲ କରିଛନ୍ତି ଠକେଇର ଶିକାର ବ୍ୟକ୍ତି

କନକ ବ୍ୟୁରୋ: ସାଇବର ହେଲ୍ପ ଲାଇନ୍ ନମ୍ବର ଜାରି ହେବା ପରେ ଗତକାଲି ଠାରୁ ଆଜି ଭିତରେ ୨ ହଜାରରୁ ୩ ହଜାର ଫୋନ କଲ ଆସିଛି । ସେଥି ମଧ୍ୟରୁ ଭୁବନେଶ୍ୱରରୁ ଠେକଇ ହୋଇଥିବା ସଂଖ୍ୟା ୨୦ । ଯେଉଁ ବ୍ୟକ୍ତିମାନେ ଠକେଇର ଶିକାର ହେଉଛନ୍ତି ସେମାନେ ସିଧାସଳଖ ଏହି ହେଲ୍ପ ଡେସ୍କକୁ ଫୋନ କରିପାରିବେ । କିନ୍ତୁ ଏହି ହେଲ୍ପ ଡେସ୍କଟି କେବଳ ରାଜଧାନୀ ବାସୀଙ୍କ ପାଇଁ ଖୋଲାଯାଇଥିବା କହିଛନ୍ତି ଡିସିପି ଉମା ଶଙ୍କରContinue reading “ସାଇବର ଠକେଇ ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି ହେଉ ହେଉ ଆସୁଛି ହଜାର ହଜାର କଲ୍: ୨୪ ଘଂଟା ଭିତରେ ୨ରୁ ୩ ହଜାର କଲ କରିଛନ୍ତି ଠକେଇର ଶିକାର ବ୍ୟକ୍ତି”

ପୁଣି ଲୁଟିନେଲେ ସାଇବର ଠକ : ଏସକର୍ଟ ସର୍ଭିସ ନାଁରେ ଯୁବକଙ୍କଠାରୁ ଠକେଇ; ଗୁଗଲ ପେ’ରୁ ଠକିନେଲେ ୯୪ହଜାର ଟଙ୍କା

କନକ ବ୍ୟୁରୋ : ପୁଣି ଲୁଟିନେଲେ ସାଇବର ଠକ । ଏସ୍କର୍ଟ ସର୍ଭିସ ନାଁରେ ଗୁଗଲ ପେ’ରୁ ଠକିନେଇଛନ୍ତି ୯୪ ହଜାର  ୭୩୧ ଟଙ୍କା । ଭୁବନେଶ୍ୱରରେ ଏଭଳି ଯୁବକଙ୍କ ଠାରୁ ବଡ ଠକେଇ ହୋଇଛି । ଏସ୍କର୍ଟ ସର୍ଭିସରେ କର୍ଲଗାର୍ଲ ଦେବେ କହି ଯୁବକଙ୍କୁ ଠକି ନେଇଛନ୍ତି ଦୁର୍ବୃତ । ସିଲିଗୁଡିରୁ କର୍ଲଗାର୍ଲ ଦେବେ କହି  ଭୁବନେଶ୍ୱରରୁ  ଟଙ୍କା ଗାଏବ କରିଦେଇଛନ୍ତି ସାଇବର ଠକ । ୨୦ ମିନିଟର କଥାବାର୍ତା ଭିତରେ ଆକାଉଂଟକୁ ସଫା କରିଦେଇଛନ୍ତିContinue reading “ପୁଣି ଲୁଟିନେଲେ ସାଇବର ଠକ : ଏସକର୍ଟ ସର୍ଭିସ ନାଁରେ ଯୁବକଙ୍କଠାରୁ ଠକେଇ; ଗୁଗଲ ପେ’ରୁ ଠକିନେଲେ ୯୪ହଜାର ଟଙ୍କା”

ପରୀ ମୃତ୍ୟୁ ମାମଲାରେ ତଦନ୍ତାକାରୀ ଟିମକୁ ଝଟକା : ନାର୍କୋ ଟେଷ୍ଟ ପାଇଁ ରାଜି ହେଲାନି ନାବାଳକ; ସହମତି ନମିଳିବାରୁ ଅନୁମତି ଦେଲେନି ଜୁଭେନାଇଲ ଜଷ୍ଟିସ ବୋର୍ଡ

କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ତଦନ୍ତକାରୀ ଟିମକୁ ଝଟକା ଲାଗିଛି । ଅଭିଯୁକ୍ତ ନାବାଳକର ହେବ ନାହିଁ ନାର୍କୋ ଟେଷ୍ଟ । ନାର୍କୋ ଟେଷ୍ଟ ପାଇଁ ରାଜି ହେଲାନି ନାବାଳକ । ସହମତି ନମିଳିବାରୁ ଅନୁମତି ଦେଲେନି ନୟାଗଡ ଜୁଭେଇନାଲ ଜଷ୍ଟିସ ବୋର୍ଡ । ଅଭିଯୁକ୍ତ ନାବାଳକର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଆବେଦନ କରିଥିଲା ଏସଆଇଟି । ନାବାଳକକୁ ପୁଣି ଅନୁଗୁଳ ବାଳ ସୁଧାର ଗୃହରୁ ପଠାଇ ଦିଆଯାଇଛି । ଆଜି ଜୁଭେଇନାଲContinue reading “ପରୀ ମୃତ୍ୟୁ ମାମଲାରେ ତଦନ୍ତାକାରୀ ଟିମକୁ ଝଟକା : ନାର୍କୋ ଟେଷ୍ଟ ପାଇଁ ରାଜି ହେଲାନି ନାବାଳକ; ସହମତି ନମିଳିବାରୁ ଅନୁମତି ଦେଲେନି ଜୁଭେନାଇଲ ଜଷ୍ଟିସ ବୋର୍ଡ”

ଜଣେ ବରକୁ ଦୁଇ କନିଆ : ଗୋଟିଏ ବେଦିରେ ଦୁଇ ପ୍ରେମିକାଙ୍କୁ ବାହା ହେଲା ପ୍ରେମିକ; ଉତ୍ସବରେ ସାମିଲ ହେଲେ ଗାଁଲୋକେ

କନକ ବ୍ୟୁରୋ : ବର ଜଣେ କିନ୍ତୁ କନିଆ ଦୁଇ । ଗୋଟିଏ ହିଁ ମଣ୍ଡପରେ ଜଣେ ବର ଦୁଇଜଣ ଯୁବତୀଙ୍କ ବେକରେ ପକେଇଛନ୍ତି ବରଣମାଳା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଏହା ଆଇନ ବିରୋଧୀ ହେଲେ ବି ଯୁବକ ଜଣକ ଦୁଇ ଜଣ ଯୁବତୀଙ୍କୁ ବିବାହ କରିଛନ୍ତି ତାହା ପୁଣି ଗୋଟିଏ ମଣ୍ଡପରେ । ଛତିଶଗଡ ବସ୍ତରରେ ଏହି ନିଆରା ବିବାହ ହୋଇଛି । ଏଠାରେ ରହୁଥିବା ଚନ୍ଦୁ ନାମକContinue reading “ଜଣେ ବରକୁ ଦୁଇ କନିଆ : ଗୋଟିଏ ବେଦିରେ ଦୁଇ ପ୍ରେମିକାଙ୍କୁ ବାହା ହେଲା ପ୍ରେମିକ; ଉତ୍ସବରେ ସାମିଲ ହେଲେ ଗାଁଲୋକେ”

କ୍ରିକେଟ୍ ଇତିହାସରେ ପ୍ରଥମ ଘଟଣା । ଭାରତ -ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚରେ ଦେଖିବାକୁ ମିଳିଲା ମହିଳା ଅମ୍ପାୟାର । ଚତୁର୍ଥ ଅମ୍ପାୟାର ଭାବେ ତୁଲାଉଛନ୍ତି ଦାୟିତ୍ୱ

କନକ ବ୍ୟୁରୋ : ବିଶ୍ୱ କ୍ରିକେଟ ଇତିହାସରେ ଦେଖିବାକୁ ମିଳିଛି ଏକ ଅଶ୍ଚର୍ଯ୍ୟ ଘଟଣା । ୧୪୪ ବର୍ଷର ଟେଷ୍ଟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ପୁରୁଷ କ୍ରିକେଟ ମ୍ୟାଚରେ ଜଣେ ମହିଳା ଅମ୍ପାୟାର ଦାୟିତ୍ୱ ତୁଲାଉଛନ୍ତି । ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଭାରତ- ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚରେ ଚତୁର୍ଥ ଅମ୍ପାୟାର ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ନ୍ୟୁ ସାଉଥ୍ ୱେଲ୍ସର ୩୨ ବର୍ଷ ବୟସ୍କା ପୋଲୋସାକ୍ । ଘରୋଇ- ଅଷ୍ଟ୍ରେଲିଆ ମଧ୍ୟରେ ୪Continue reading “କ୍ରିକେଟ୍ ଇତିହାସରେ ପ୍ରଥମ ଘଟଣା । ଭାରତ -ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚରେ ଦେଖିବାକୁ ମିଳିଲା ମହିଳା ଅମ୍ପାୟାର । ଚତୁର୍ଥ ଅମ୍ପାୟାର ଭାବେ ତୁଲାଉଛନ୍ତି ଦାୟିତ୍ୱ”

ଆରମ୍ଭ ହେଲା କରୋନାର ବଡ଼ ଡ୍ରାଏ ରନ୍ : ଜାଣନ୍ତୁ ଡ୍ରାଏ ରନ୍ କ’ଣ ? କେମିତି ହୁଏ ଏହି ଡ୍ରାଏ ରନ୍ ?

କନକ ବ୍ୟୁରୋ : କରୋନା ଟିକାକରଣ ପୂର୍ବରୁ ମହାଅଭ୍ୟାସ । ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ତେବେ ତା ପୂର୍ବରୁ ଦେଶର ସବୁ ଜିଲ୍ଲାରେ ଆଜି ପୁଣିଥରେ ଟିକାକରଣର ବଡ ଡ୍ରାଏ ରନ ହୋଇଛି । ଡ୍ରାଏରନ ପ୍ରକ୍ରିୟା କଣ ? ଡ୍ରାଏରନର ଟିକାକରଣ କିଭଳି କରାଯାଏ ତାର ରିହର୍ସଲ କରାଯାଇଥାଏ ? ଡ୍ରାଏ ରନରେ ହସପିଟାଲ ଯାଏଁ ଯିବା, ଲୋକଙ୍କୁ ଡାକିବା ଭଳି ଅଭ୍ୟାସ କରାଯାଇଥାଏ ଡୋଜ ଦିଆଯିବାର ପୁରା ପ୍ରକ୍ରିୟା ପାଳନContinue reading “ଆରମ୍ଭ ହେଲା କରୋନାର ବଡ଼ ଡ୍ରାଏ ରନ୍ : ଜାଣନ୍ତୁ ଡ୍ରାଏ ରନ୍ କ’ଣ ? କେମିତି ହୁଏ ଏହି ଡ୍ରାଏ ରନ୍ ?”

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ଗୁରୁ ଦାୟିତ୍ୱ । ଆତଙ୍କବାଦ ନିରୋଧୀ ସହ ୩ଟି ଗୁରୁତ୍ୱପୂର୍ଣ୍ଣ କମିଟିର ଅଧ୍ୟକ୍ଷତା କରିବ ଭାରତ । ସୂଚନା ଦେଲେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି ।

କନକ ବ୍ୟୁରୋ : ଦିନକୁ ଦିନ ଜାତିସଂଘରେ ଭାରତର ଦବ୍ ଦବା ବଢିବାରେ ଲାଗିଛି । ସଦ୍ୟ ମିଳିଥିବା ସୂଚନା ମୁତାବକ ମିଳିତ ଜାତିସଂଘର ୩ ଟି ଗୁରୁତ୍ୱପୂର୍ଣ୍ଣ ସମିତିରେ ଭାରତ ଅଧ୍ୟକ୍ଷତା କରିବ । ଭାରତ ଅଧ୍ୟକ୍ଷତା କରିବାକୁ ଥିବା ଏହି ୩ ଟି ସମିତି ହେଲା ତାଲିବାନ ପ୍ରତିବନ୍ଧ ସମିତି, ଆତଙ୍କବାଦ ନିରୋଧ ସମିତି ଓ ଲିବ୍ୟା ପ୍ରତିବନ୍ଧ ସମିତି । ଏହି ୩ ଟି ସମିତିକୁ ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ସମିତିContinue reading “ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ଗୁରୁ ଦାୟିତ୍ୱ । ଆତଙ୍କବାଦ ନିରୋଧୀ ସହ ୩ଟି ଗୁରୁତ୍ୱପୂର୍ଣ୍ଣ କମିଟିର ଅଧ୍ୟକ୍ଷତା କରିବ ଭାରତ । ସୂଚନା ଦେଲେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି ।”

କରୋନା ଟିକାକରଣ ପୂର୍ବରୁ ଦେଶର ସବୁ ଜିଲ୍ଲାରେ ମହାଅଭ୍ୟାସ : ଦେଶର ୭୩୬ ଜିଲ୍ଲାରେ ଡ୍ରାଏ ରନ

କନକ ବ୍ୟୁରୋ : କରୋନା ଟିକାକରଣ ପୂର୍ବରୁ ମହାଅଭ୍ୟାସ । ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ତେବେ ତା ପୂର୍ବରୁ ଦେଶର ସବୁ ଜିଲ୍ଲାରେ ଆଜି ପୁଣିଥରେ ଟିକାକରଣ୍ର ବଡ ଡ୍ରାଏ ରନ ହୋଇଛି । ଦେଶର ୭୩୬ ଜିଲ୍ଲାରେ ଟିକାକରଣର ରହର୍ସଲ ଚାଲିଛି । ଚେନ୍ନାଇରେ ଡ୍ରାଏନ ରନର ସ୍ଥିତି ପରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ରାଜୀବ ଗାନ୍ଧୀ ସରକାରୀ ଡାକ୍ତରଖାନାରେ ପହଂଚି ହର୍ଷବର୍ଦ୍ଧନ ଡ୍ରାଏ ରନର ତଦାରଖ କରିଛନ୍ତି ।Continue reading “କରୋନା ଟିକାକରଣ ପୂର୍ବରୁ ଦେଶର ସବୁ ଜିଲ୍ଲାରେ ମହାଅଭ୍ୟାସ : ଦେଶର ୭୩୬ ଜିଲ୍ଲାରେ ଡ୍ରାଏ ରନ”

ସମ୍ବଲପୁର ରେଙ୍ଗାଲିରେ ରେଳ ରୋକ : ଧନବାଦ ଏଲେପି ଟ୍ରେନ ରହଣୀ ଦାବିରେ ରେଳ ରୋକ ଓ ବନ୍ଦ ପାଳନ

କନକ ବ୍ୟୁରୋ : ସମ୍ବଲପୁର ରେଙ୍ଗାଲିରେ ରେଳ ରୋକ । ଧନବାଦ ଏଲେପି ଟ୍ରେନ ରହଣୀ ଦାବିରେ ରେଳ ରୋକ କରାଯିବା ସହ ବନ୍ଦ ପାଳନ କରାଯାଇଛି । ସକାଳୁ ସକାଳୁ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଳ ଧାରଣା ଉପରେ ଶତାଧିକ ଲୋକେ ପ୍ରତିବାଦ କରିଛନ୍ତି । ଏହାସହ ୧୨ଘଂଟିଆ ବନ୍ଦ ପାଳନ କରୁଛନ୍ତି । ପୂର୍ବରୁ ଏଠାରେ ରେଳ ରହଣୀ ଥିବା ବେଳେ ଲକଡାଉନ ପରଠାରୁ ଟ୍ରେନ ରହୁନଥିବାରୁ ନାଗରିକ କ୍ରିୟାନୁଷ୍ଠାନ କମିଟି ଏହାରContinue reading “ସମ୍ବଲପୁର ରେଙ୍ଗାଲିରେ ରେଳ ରୋକ : ଧନବାଦ ଏଲେପି ଟ୍ରେନ ରହଣୀ ଦାବିରେ ରେଳ ରୋକ ଓ ବନ୍ଦ ପାଳନ”

Design a site like this with WordPress.com
Get started