କନକ ବ୍ୟୁରୋ : ୨୦ ଜାନୁଆରୀ ୨୦୧୭ରୁ ୪୫ ତମ ରାଷ୍ଟ୍ରପତି ଭାବେ ଆମେରିକାର ଦାୟିତ୍ୱ ଗ୍ରହଣ କରିଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଶାସନର ରକ୍ତାକ୍ତ ଅବସାନ ଘଟିଛି । ନିଜ ପରାଜୟକୁ ସ୍ୱୀକାର ନକରିବାରୁ ଶେଷରେ ରକ୍ତପାତ ଘଟିବା ସହ ୪ ଜଣଙ୍କ ମୁଣ୍ଡ ଗଡିଛି । ଜୋ ବାଇଡେନଙ୍କୁ ବିଧିବଦ୍ଧ ଭାବେ ନୂଆ ରାଷ୍ଟ୍ରପତି ଘୋଷଣା କରାଯାଇଛି । ଏହା ସହ ପରାଜୟ ସ୍ୱିକାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା କଂଗ୍ରେସ ଇଲେକ୍ଟୋରାଲ କଲେଜContinue reading “ରକ୍ତାକ୍ତ ସଂଘର୍ଷ ଭିତରେ ଟ୍ରମ୍ପ ଶାସନର ଅବସାନ । ଶେଷରେ ହାର ମାନିଲେ ଟ୍ରମ୍ପ । କହିଲେ, ଜାନୁୟାରୀ ୨୦ରେ ହସ୍ତାନ୍ତର ହେବ କ୍ଷମତା ।”
Tag Archives: News
ଜରୁରୀ ସୂଚନା… ହ୍ୱାଟସଆପ ଆଣିଲା ନୂଆ ସର୍ତ୍ତ, ନ ମାନିଲେ ଆକାଉଣ୍ଟ ହୋଇଯିବ ଡିଲିଟ । ଜାଣନ୍ତୁ ପୂରା ଘଟଣା କଣ ?
କନକ ବ୍ୟୁରୋ : ସୋସିଆଲ ମିଡିଆରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ କି ? ଏହି ପ୍ରଶ୍ନ ଉପରେ ପୁଣି ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିଛି ହ୍ୱାଟସଆପର ପପଅପ୍ ମେସେଜ । ହ୍ୱାଟ୍ସଅପ ତାହାର ପ୍ରାଇଭେସୀ ଟର୍ମ ଓ ପଲିସି ବଦଳାଇବାକୁ ଯାଉଛି । ହ୍ୱାଟ୍ସଆପ ୟୁଜର୍ସ ବା ବ୍ୟବହାରକାରୀଙ୍କ ଗୋପନୀୟ ତଥ୍ୟ ଫେସବୁକ ଓ ଫେସବୁକର ଅନ୍ୟ କଂପାନୀ ସହ ତଥ୍ୟ ସେୟାର କରିବ । ଏଣୁ ସମସ୍ତ ୟୁଜର୍ସଙ୍କୁ ପପଅପ୍ ମେସେଜ ପଠାଇ ଅନୁମତିContinue reading “ଜରୁରୀ ସୂଚନା… ହ୍ୱାଟସଆପ ଆଣିଲା ନୂଆ ସର୍ତ୍ତ, ନ ମାନିଲେ ଆକାଉଣ୍ଟ ହୋଇଯିବ ଡିଲିଟ । ଜାଣନ୍ତୁ ପୂରା ଘଟଣା କଣ ?”
କରୋନା ମୁକାବିଲାରେ ନମ୍ବର ୱାନ ଭାରତ । ଦେଶରେ ୯୬ ଦଶମିକ ୩୬ରେ ପହଞ୍ଚିଲା ଆରୋଗ୍ୟ ହାର । ୧କୋଟିରୁ ଅଧିକ ଲୋକ ହୋଇଛନ୍ତି ସୁସ୍ଥ
କନକ ବ୍ୟୁରୋ : ଦଶରେ କରୋନା ସୁସ୍ଥ ହାର ୯୬ ଦଶମିକ ୩୬ରେ ପହଂଚିଲା । ଦେଶରେ ୧କୋଟିରୁ ଅଧିକ ଲୋକ କରୋନା ଭୂତାଣୁ ଦ୍ୱାର ସଂକ୍ରମିତ ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ କୋଭିଡ ମୁକାବିଲାରେ ଭାରତ ଏକ ମାଇଲଖୁଂଟ ଅତିକ୍ରମ କରିଛି । ବର୍ତମାନ ସୁଦ୍ଧା କୋଭିଡରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ରା ଗୁରୁବାର ଦିନ ୧କୋଟି ୧୬ହଜାର ଅତିକ୍ରମ କରିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୨୫ହଜାରରୁ କମContinue reading “କରୋନା ମୁକାବିଲାରେ ନମ୍ବର ୱାନ ଭାରତ । ଦେଶରେ ୯୬ ଦଶମିକ ୩୬ରେ ପହଞ୍ଚିଲା ଆରୋଗ୍ୟ ହାର । ୧କୋଟିରୁ ଅଧିକ ଲୋକ ହୋଇଛନ୍ତି ସୁସ୍ଥ “
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର । ବେନାମୀ ଚିଠିରେ ଉଲ୍ଲେଖ ରହିଛି ଷଡଯନ୍ତ୍ରର ପୂରା ତଥ୍ୟ, ୧୭ଟି କାର ନମ୍ବର ରହିଛି ଉଲ୍ଲେଖ । ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ।
କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର । ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ ଏନେଇ ଏକ ଅଜଣା ଚିଠି ପହଞ୍ଚିବା ପରେ ସତର୍କ ହୋଇ ଉଠିଛି ଗୃହ ବିଭାଗ । ଯେଉଁଥିପାଇଁ ନବୀନଙ୍କ ସୁରକ୍ଷାକୁ ଆହୁରି କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା । ନବୀନ ନିବାସ ଠାରୁ ଆରମ୍ଭ କରି ଲୋକସେବା ଭବନ, ଏପରିକି ସମସ୍ତ ଗସ୍ତ ଓ କାର୍ଯ୍ୟକ୍ରମ ସମୟରେ ନବୀନଙ୍କ ସୁରକ୍ଷାକୁContinue reading “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର । ବେନାମୀ ଚିଠିରେ ଉଲ୍ଲେଖ ରହିଛି ଷଡଯନ୍ତ୍ରର ପୂରା ତଥ୍ୟ, ୧୭ଟି କାର ନମ୍ବର ରହିଛି ଉଲ୍ଲେଖ । ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ । “
ଟଙ୍କା ଦିଅ, ଚାକିରି ନିଅ । ଏଏନଏମ୍ ନାଁରେ ଠକେଇ ଅଭିଯୋଗ, ଭୁବନେଶ୍ୱରରେ ଧାରଣାରେ ବସିଥିବା କର୍ମଚାରୀଙ୍କୁ ପ୍ରଲୋଭିତ କରି ଟଙ୍କା ମଗାଯାଉଥିବା ଅଡ଼ିଓ କ୍ଲିପ ଭାଇରାଲ୍ ।
କନକ ବ୍ୟୁରୋ : ରାଜଧାନୀରେ ଏଏନଏମ୍ କର୍ମୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ସେପଟେ ଏଏନଏମଙ୍କ ଧାରଣାକୁ ନେଇ ବଡ ଖୁଲାସା କରିଛି କମିଶରେଟ୍ ପୁଲିସ । ଯିଏ ଧାରଣା ପାଇଁ ଭୁବନେଶ୍ୱର ଆସିବ, ତାକୁ ୧୫ ହଜାର ଟଙ୍କା ଆଗୁଆ ଦେବାକୁ ପଡିବ । ତାହାର ଚାକିରୀ ସ୍ଥାୟୀ ହେବ । ଏହିଭଳି ଏକ ଅଡିଓ ଲାଗିଛି କ୍ୟାପିଟାଲ ପୋଲିସ ହାତରେ । ଘଟଣାରେ କ୍ୟାପିଟାଲ ଥାନା ପୋଲିସ ନିଜ ଆଡୁ ମାମଲା ରୁଜ୍ଜୁContinue reading “ଟଙ୍କା ଦିଅ, ଚାକିରି ନିଅ । ଏଏନଏମ୍ ନାଁରେ ଠକେଇ ଅଭିଯୋଗ, ଭୁବନେଶ୍ୱରରେ ଧାରଣାରେ ବସିଥିବା କର୍ମଚାରୀଙ୍କୁ ପ୍ରଲୋଭିତ କରି ଟଙ୍କା ମଗାଯାଉଥିବା ଅଡ଼ିଓ କ୍ଲିପ ଭାଇରାଲ୍ ।”
ସାଇବର ଅପରାଧ ରୋକିବା କମିସନରେଟ ପୁଲିସର ହେଲପ ଡେସ୍କ । ପୁଲିସ କମିଶନର କହିଲେ, ଠକେଇର ଏକ ଘଂଟା ଗୁରୁତ୍ୱପୂର୍ଣ୍ଣ । ତୁରନ୍ତ ହେଲପ ଲାଇନ ନମ୍ବରରେ କଲ କରିବାକୁ ଦେଲେ ପରାମର୍ଶ
କନକ ବ୍ୟୁରୋ : କେବଳ ଭୁବନେଶ୍ୱରର ରାମଚନ୍ଦ୍ର ନୁହେଁ, ପ୍ରତିଦିନ ଏଭଳି ଅନେକ ବ୍ୟକ୍ତି ଠକାମୀର ଶିକାର ହେଉଥିବା ସାମ୍ନାକୁ ଆସୁଛି । ଏହାକୁ ମୁକାବିଲା କରିବା ପାଇଁ ସହାୟତା ଡେସ୍କର ଖୋଲିଛି କମିଶନରେଟ୍ ପୁଲିସ । ଏଥିପାଇଁ ଜାରି ହୋଇଛି ସ୍ୱତନ୍ତ୍ର ନମ୍ବର ୭୪୪୦୦୦୬୭୦୯ । ସମୟ ସହ ଟଙ୍କା କାରବାରର ଶୈଳୀ ବଦଳିଛି । ଅତ୍ୟାଧୁନିକ ଡିଜିଟାଲ କାରବାର ଭିତରେ ବଦଳିଛି ଠକେଇର ତରିକା । ସ୍ମାର୍ଟ ଫୋନ୍, ନେଟ୍ ବ୍ୟାଙ୍କିଂ ବ୍ୟବହାର କରିContinue reading “ସାଇବର ଅପରାଧ ରୋକିବା କମିସନରେଟ ପୁଲିସର ହେଲପ ଡେସ୍କ । ପୁଲିସ କମିଶନର କହିଲେ, ଠକେଇର ଏକ ଘଂଟା ଗୁରୁତ୍ୱପୂର୍ଣ୍ଣ । ତୁରନ୍ତ ହେଲପ ଲାଇନ ନମ୍ବରରେ କଲ କରିବାକୁ ଦେଲେ ପରାମର୍ଶ”
ଆସନ୍ତାକାଲିଠାରୁ ଖୋଲିବ ସ୍କୁଲ । କୋଭିଡ୍ କଟକଣା ଭିତରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଆରମ୍ଭ ହେବ ପାଠପଢ଼ା ।
କନକ ବ୍ୟୁରୋ : ସରକାରଙ୍କ ଅନୁମତି ପରେ ଦୀର୍ଘ ୮ ମାସ ପରେ ଖୋଲିବାକୁ ଯାଉଛି ବିଦ୍ୟାଳୟ ଓ କଲେଜ । ଏହି ଅବସରରେ ଭୁବନେଶ୍ୱର ସ୍ଥିତ ୟୁନିଟ ୯ ଗର୍ଲସ ହାଇସ୍କୁଲ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । କୋଭିଡ ଗାଇଡଲାଇନ ପାଳନ କରି ବିଦ୍ୟାଳୟରେ ପାଠପଢା ହେବ । ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବେ । ଶ୍ରେଣୀ ଗୃହରେ ପିଲାଙ୍କ ମଧ୍ୟରେ ସାମଜିକ ଦୂରତାContinue reading “ଆସନ୍ତାକାଲିଠାରୁ ଖୋଲିବ ସ୍କୁଲ । କୋଭିଡ୍ କଟକଣା ଭିତରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଆରମ୍ଭ ହେବ ପାଠପଢ଼ା ।”
ଆଗକୁ ଆସୁଛି ଟିକା, ହେଲେ ଟିକା ନେବାକୁ ଦ୍ୱନ୍ଦ୍ୱରେ ନେତା, ମନ୍ତ୍ରୀ । କଂଗ୍ରେସ ବିଧାୟକ କହିଲେ, ପ୍ରଥମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନିଅନ୍ତୁ ଟିକା ।
କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ଓଡ଼ିଶାକୁ ଟିକା ଆସିବ । ଟିକାକରଣ ପାଇଁ ସବୁ କିଛି ପ୍ରସ୍ତୁତି ବି ସରିଛି । ଆଉ ଯେତେବେଳେ ପ୍ରଶ୍ନ କରାଯାଉଛି, ଆପଣ ଟିକା ନେବେ ନା ନାହିଁ, ନେତାଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କରୋନା ଟିକାକୁ ନେଇ ସାରା ବିଶ୍ୱ ସନ୍ଦେହ କରୁଛି ବୋଲି କହିବା ସହ ପ୍ରଥମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଟିକା ନିଅନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରContinue reading “ଆଗକୁ ଆସୁଛି ଟିକା, ହେଲେ ଟିକା ନେବାକୁ ଦ୍ୱନ୍ଦ୍ୱରେ ନେତା, ମନ୍ତ୍ରୀ । କଂଗ୍ରେସ ବିଧାୟକ କହିଲେ, ପ୍ରଥମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନିଅନ୍ତୁ ଟିକା ।”
ଜାତୀୟ ସଙ୍ଗୀତ ଗାନ ବେଳେ ପଡିଆରେ କାନ୍ଦି ପକାଇଲେ ମହମ୍ମଦ ସିରାଜ । ମ୍ୟାଚ ପରେ କହିଲେ ମନକଥା…
କନକ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚ ବେଳେ ଦେଖିବାକୁ ମିଳିଲା ଏକ ଭାବବିହ୍ୱଳ ପରିବେଶ । ମ୍ୟାଚ ଆରମ୍ଭରୁ ଜାତୀୟ ସଙ୍ଗୀତ ଗାନ ବେଳେ କାନ୍ଦି ପକାଇଲେ ଭାରତୀୟ ପେସ ବୋଲର ମହମ୍ମଦ ସିରାଜ । ତେବେ ତାଙ୍କ କାନ୍ଦୁଥିବାର ଫଟୋକୁ ଟ୍ୱିଟରରେ ସେୟାର କରିଛି ବିସିସିଆଇ । ସେ କାହିଁକି ମ୍ୟାଚ ଆରମ୍ଭରୁ ଭାବବିହ୍ୱଳ ହୋଇ ପଡିଲେ ଏନେଇ ମ୍ୟାଚ ଶେଷରେ ନିଜ ମନ କଥା କହିଛନ୍ତି ମହମ୍ମଦ ସିରାଜ । ମ୍ୟାଚContinue reading “ଜାତୀୟ ସଙ୍ଗୀତ ଗାନ ବେଳେ ପଡିଆରେ କାନ୍ଦି ପକାଇଲେ ମହମ୍ମଦ ସିରାଜ । ମ୍ୟାଚ ପରେ କହିଲେ ମନକଥା…”
ସବୁଠି ପହଞ୍ଚିବ ଟୀକା: ବାୟୁସେନାର ବିମାନ ମାଧ୍ୟମରେ ଦେଶର ଦୁର୍ଗମ ସ୍ଥାନରେ ପହଞ୍ଚିବ କରୋନା ଟୀକା
କନକ ବ୍ୟୁରୋ: ଭାରତ ସରକାର ସାରା ଦେଶରେ ଟିକାକରଣ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଆସନ୍ତା ୧୩ ତାରିଖ ସୁଦ୍ଧା ଦେଶରେ ଟିକାକରଣ ଆରମ୍ଭ ହେବାର ଯୋଜନା ରହିଛି । ଏହା ପୂର୍ବରୁ ଟିକାଗୁଡ଼ିକୁ ଦେଶର କୋଣଅନୁକୋଣରେ ପହଞ୍ଚାଇବା ଲାଗି ସରକାର ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ସରକାର ଭାରତୀୟ ବାୟୁସେନାର ପରିବହନ ବିମାନ ମାଧ୍ୟମରେ ଟିକା ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଇବେ । ଏଥିପାଇଁ ଘରୋଇ ପରିବହନContinue reading “ସବୁଠି ପହଞ୍ଚିବ ଟୀକା: ବାୟୁସେନାର ବିମାନ ମାଧ୍ୟମରେ ଦେଶର ଦୁର୍ଗମ ସ୍ଥାନରେ ପହଞ୍ଚିବ କରୋନା ଟୀକା”