କନକ ବ୍ୟୁରୋ: ଜୁଲାଇ ୩ ତାରିଖରେ ହେବ ଜେଇଇ ଆଡଭାନ୍ସ ପରୀକ୍ଷା । ଜେଇଇ ଆଡଭାନ୍ସ ପରୀକ୍ଷା ପରିଚାଳନା କରିବ ଆଇଆଇଟି ଖଡଗପୁର । ଏନେଇ ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶି । ଆଇଆଇଟିରେ ପ୍ରବେଶ କରିବା ପାଇଁ ନିୟମ ଓ ଯୋଗ୍ୟତା ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ଶିକ୍ଷାମନ୍ତ୍ରୀ । କରୋନା ମହାମାରୀ ଯୋଗୁଁ ପରୀକ୍ଷା ସମୟରେ କୋଭିଡ ନିୟମ ପାଳନ କରାଯିବ । ଏହାସହ କରୋନା ପାଇଁ ପରୀକ୍ଷା ହୋଇପାରିନଥିଲାContinue reading “ଜୁଲାଇ ୩ ତାରିଖରେ ହେବ ଜେଇଇ ଆଡଭାନ୍ସ ପରୀକ୍ଷା । ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶି ।”
Tag Archives: News
ଆସୁଛି କରୋନା ଠାରୁ ଆହୁରି ଭୟଙ୍କର ରୋଗ ? ସାରା ବିଶ୍ୱକୁ ଘାରିଲା ଚିନ୍ତା । ଡାକ୍ତର କରାଇଲେ ସତର୍କ, କହିଲେ କରୋନାଠୁ ବି ହୋଇପାରେ ମାରାତ୍ମକ ।
କନକ ବ୍ୟୁରୋ : କୋଭିଡ୍-୧୯ ଠାରୁ ବି ଅଧିକ ଭୟଙ୍କର ରୋଗ ପୃଥିବୀବାସୀଙ୍କୁ ବ୍ୟାପିବାର ଆଶଙ୍କା ରହିଛି । କରୋନା ଭୂତାଣୁ ସଂକ୍ରମଣ ସହ ସାରା ବିଶ୍ୱ ଲଢୁଥିବା ବେଳେ ଏବେ ଏକ ନୂଆ ଭୂତାଣୁର ଭୟ ଦେଖାଦେଇଛି । ୪ଦଶନ୍ଧି ତଳେ ୧୯୭୬ରେ ଇବୋଲା ରୋଗର ଆବିଷ୍କାର କରିଥିବା ବୈଜ୍ଞାନିକ ଜିନ ଜ୍ୟାକ୍ସ ମୁୟେମ୍ବେ ତାମ୍ଫୁମ୍ ଏହି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ସାରା ବିଶ୍ୱରେ କ୍ଷୀପ୍ର ଗତିରେ ଆଉ ଏକ ଭୂତାଣୁContinue reading “ଆସୁଛି କରୋନା ଠାରୁ ଆହୁରି ଭୟଙ୍କର ରୋଗ ? ସାରା ବିଶ୍ୱକୁ ଘାରିଲା ଚିନ୍ତା । ଡାକ୍ତର କରାଇଲେ ସତର୍କ, କହିଲେ କରୋନାଠୁ ବି ହୋଇପାରେ ମାରାତ୍ମକ ।”
କୋଭିଡ ନିର୍ଦ୍ଦେଶାବଳୀ ସହ ପାଳନ ହେବ ଗଣତନ୍ତ୍ର ଦିବସ । ଜାନୁଆରୀ ୨୬ ସକାଳ ୮ଟା ୩୦ରେ ରାଜ୍ୟପାଳ କରିବେ ପତାକା ଉତ୍ତୋଳନ ।
କନକ ବ୍ୟୁରୋ : କୋଭିଡ ନିର୍ଦ୍ଦେଶାବଳୀ ସହ ପାଳନ ହେବ ଗଣତନ୍ତ୍ର ଦିବସ । ମହାତ୍ମା ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ । ଜାନୁଆରୀ ୨୬ ସକାଳ ୮ଟା ୩୦ ମିନିଟରେ କରିବେ ପତାକା ଉତ୍ତୋଳନ । ସମ୍ମାନୀତ ଅତିଥି ଭାବେ ଯୋଗୋଦେବେ ମୁଖ୍ୟମନ୍ତ୍ରୀ । କରୋନା ମହାମାରି ଯୋଗୁଁ ଏଥର ଗଣତନ୍ତ୍ର ଦିବସ କଟକଣାରେ ପାଳନ କରାଯିବ । ଅଗଷ୍ଟ ୧୫ ମଧ୍ୟ କରୋନା କଟକଣାରେ ପାଳନ କରାଯାଇଥିଲା । ସେହିପରି ଗଣତନ୍ତ୍ରContinue reading “କୋଭିଡ ନିର୍ଦ୍ଦେଶାବଳୀ ସହ ପାଳନ ହେବ ଗଣତନ୍ତ୍ର ଦିବସ । ଜାନୁଆରୀ ୨୬ ସକାଳ ୮ଟା ୩୦ରେ ରାଜ୍ୟପାଳ କରିବେ ପତାକା ଉତ୍ତୋଳନ ।”
ସ୍ୱାଭିମାନ ଅଞ୍ଚଳରେ ନିମ୍ନ ମାନର ରାସ୍ତାକାମ । ଆନ୍ଧ୍ର ସୀମାକୁ ସଂଯୋଗ କରୁଥିବା ରାସ୍ତା କାମରେ ବ୍ୟବହୃତ ବାଲି ଗୋଡି ଧରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଂଚଳବାସୀ ।
କନକ ବ୍ୟୁରୋ: ସ୍ୱାଧୀନତାର ସାତ ଦଶକ ପରେ ବି ମାଲକାନଗିରିର ବିଚ୍ଛିନ୍ନାଂଚଳରେ ବିକାଶ ପହଂଚି ପାରିନି । ସ୍ୱାଭିମାନ ଅଂଚଳରେ ନିମ୍ନମାନର ରାସ୍ତା କାମ ହେଉଥିବା ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଂଚଳବାସୀ । ସ୍ୱାଭିମାନ ଅଂଚଳ ବାସିନ୍ଦା ଅଖାରେ ବାଲି, ଗୋଡି ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସ୍ୱାଭିମାନ ଅଂଚଳରେ ନିମ୍ନମାନ ର ରାସ୍ତା ନିର୍ମାଣ ଅଭିଯୋଗ । ନିମ୍ନମାନର ବାଲି, ଗୋଡି ନେଇ ଜିଲ୍ଲାପାଳଙ୍କ ଦ୍ୱାରାସ୍ତ ହେଲେ ସ୍ୱାଭିମାନ ଅଂଚଳବାସିନ୍ଦା ।Continue reading “ସ୍ୱାଭିମାନ ଅଞ୍ଚଳରେ ନିମ୍ନ ମାନର ରାସ୍ତାକାମ । ଆନ୍ଧ୍ର ସୀମାକୁ ସଂଯୋଗ କରୁଥିବା ରାସ୍ତା କାମରେ ବ୍ୟବହୃତ ବାଲି ଗୋଡି ଧରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଂଚଳବାସୀ ।”
ବଣଭୋଜି ପାଇଁ ନବରଙ୍ଗପୁର ସାଇଧାରା ଜଳ ପ୍ରପାତରେ ଜମୁଛି ଭିଡ । ପ୍ରାକୃତିକ ପରିବେଶର ପର୍ଯ୍ୟଟକଙ୍କୁ ମିଳୁଛି ମାନସିକ ଶାନ୍ତି, ହେଲେ ବ୍ୟତିବ୍ୟସ୍ତ କରୁଛି ସମସ୍ୟା ।
କନକ ବ୍ୟୁରୋ : ସାରା ଜୀବନ କାମ ଧନ୍ଦା, ଧାଁ ଦଉଡ । କର୍ମମୟ ଜୀବନରୁ ଚାପ ମୁକ୍ତ ହେବା ପାଇଁ ମଣିଷ କିଛି ସମୟର ବିରତି ଚାହେଁ । ସବୁ କାମ ଛାଡି ସମୟକୁ ଉପଭୋଗ କରିବା ପାଇଁ ପ୍ରକୃତି କୋଳକୁ ଫେରେ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପରିବେଶରେ ନିଜକୁ ହଜେଇ ଦିଏ, କର୍ମମୟ ଜୀବନରେ ଥକି ପଡିଥିବା ମଣିଷ ଆଗକୁ ବଢିବା ପାଇଁ ଶକ୍ତ ସଂଚୟ କରେ । ନବରଙ୍ଗପରୁରରେ ରହିଛି ଏମିତିContinue reading “ବଣଭୋଜି ପାଇଁ ନବରଙ୍ଗପୁର ସାଇଧାରା ଜଳ ପ୍ରପାତରେ ଜମୁଛି ଭିଡ । ପ୍ରାକୃତିକ ପରିବେଶର ପର୍ଯ୍ୟଟକଙ୍କୁ ମିଳୁଛି ମାନସିକ ଶାନ୍ତି, ହେଲେ ବ୍ୟତିବ୍ୟସ୍ତ କରୁଛି ସମସ୍ୟା ।”
ଖୋଲିଲା ମୟୂରଭଞ୍ଜ ରାଜ ପ୍ରାସାଦ । ଜିଲ୍ଲା ପର୍ଯ୍ୟଟନର ବିକାଶ ପାଇଁ ପ୍ରାସାଦ ଖୋଲିଦେଲେ ରାଜପରିବାର ।
କନକ ବ୍ୟୁରୋ : ଜିଲ୍ଲାର ବିକାଶ ପାଇଁ ରାଜପରିବାର ଆରମ୍ଭ କରିଛନ୍ତି ନିଆରା ଉଦ୍ୟମ । ଜିଲ୍ଲାରେ ଥିବା ପର୍ଯ୍ୟଟନ ସ୍ଥଳି ସହିତ ରାଜ ବଂଶର କଳା, ସଂସ୍କୃତି,ଐତିହ୍ୟ ଓ ପରମ୍ପରାକୁ ବିକଶିତ କରିବା ପାଇଁ ଦୁଇ ଦଶନ୍ଧି ପରେ ଖୋଲା ହୋଇଛି ମୟୂରଭଞ୍ଜ ରାଜ ପ୍ରାସାଦର । ବିଗତ ଦିନରେ ରାଜପରିବାର ଓ କର୍ମଚାରୀଙ୍କୁ ଛାଡ଼ି ଦେଲେ ସାଧାରଣ ଲୋକଙ୍କ ପାଇଁ ପ୍ରାସାଦର ଦ୍ୱାର ବନ୍ଦ ଥିଲା । ହେଲେ ଏବେ ଯେ କେହି ବିContinue reading “ଖୋଲିଲା ମୟୂରଭଞ୍ଜ ରାଜ ପ୍ରାସାଦ । ଜିଲ୍ଲା ପର୍ଯ୍ୟଟନର ବିକାଶ ପାଇଁ ପ୍ରାସାଦ ଖୋଲିଦେଲେ ରାଜପରିବାର । “
ଆପଣ ୩୯୯ର ପ୍ରିପେଡ ପ୍ଲାନ ବ୍ୟବହାର କରୁଛନ୍ତି କି? ତେବେ ଜାଣନ୍ତୁ, କେଉଁ କମ୍ପାନୀ ଏହି ପ୍ରିପେଡ ପ୍ଲାନରେ କ’ଣ କ’ଣ ଅଫର ଦେଉଛି ।
କନକ ବ୍ୟୁରୋ : ଭାରତରେ ଟେଲିକମ କମ୍ପାନୀ ଗୁଡିକ ଗ୍ରାହକଙ୍କୁ ଖୁସି କରିବାକୁ ବିଭିନ୍ନ ପ୍ରିପେଡ ପ୍ଲାନର ସୁବିଧା ଦେଇଥାନ୍ତି । ଭୋଡାଫୋନ ଆଇଡିଆ ଓ ଏୟାରଟେଲରେ ପ୍ରିପେଡ ପ୍ଲାନ ଜିଓଠାରୁ ଅଧିକ ମହଙ୍ଗା । ଅର୍ଥାତ ଜିଓ ନିଜ ଗ୍ରାହକଙ୍କୁ ଶସ୍ତା ପ୍ଲାନ ଦେଇ ଅଧିକ ଆକର୍ଷିତ କରିଥାଏ । ହେଲେ ଏହି ୩ଟି କମ୍ପାନୀ ପାଖରେ ଏମିତି କିଛି ପ୍ଲାନ ଅଛି ଯାହା ପାଖାପାଖି ସମାନ । ତେବେ ଏହି କମ୍ପାନୀ ଗୁଡିକର ପ୍ଲାନContinue reading “ଆପଣ ୩୯୯ର ପ୍ରିପେଡ ପ୍ଲାନ ବ୍ୟବହାର କରୁଛନ୍ତି କି? ତେବେ ଜାଣନ୍ତୁ, କେଉଁ କମ୍ପାନୀ ଏହି ପ୍ରିପେଡ ପ୍ଲାନରେ କ’ଣ କ’ଣ ଅଫର ଦେଉଛି ।”
କ୍ୟାନସର କବଜାରେ ବାପା, ନେହୁରା ହେଉଛି କୁନିପୁଅ… ବାପା ଭଲ ହୋଇଗଲେ ଆମେ ପାଠ ପଢିବା, ଆମ ପେଟକୁ ଦାନା ଗଣ୍ଡେ ଯିବ…
କନକ ବ୍ୟୁରୋ: ବାପାର କଷ୍ଟର କାହାଣୀ କହିଲା ବେଳେ ବନ୍ଧବାଡ ମାନୁନି ପୁଅର ଲୁହ । ମୋ ବାପାଙ୍କୁ ବଞ୍ଚେଇ ଦିଅ, ମୋ ବାପାଙ୍କୁ ଭଲ କରିଦିଅ… ଏଇ ଦିପଦ କଥା କହିବା ବେଳେ ଦୁଇଧାର ଲୁହ ଝରିଆସୁଛି ତା ନିରିହ ଆଖିରୁ । ପୁଅର ଏ ବେଦନରୁ ଜାଣି ହେଉଛି ତା ବାପା କେତେ ଯନ୍ତ୍ରଣା ପାଉଥିବେ, କେତେ କ୍ୟାନସରର କବଜାରେ ରହି କେତେ କଲବଲ ହେଉଥିବେ… ଏଇ ଲୁହ ନିଗାଡିବା ଛଡା କୁନି ପୁଅContinue reading “କ୍ୟାନସର କବଜାରେ ବାପା, ନେହୁରା ହେଉଛି କୁନିପୁଅ… ବାପା ଭଲ ହୋଇଗଲେ ଆମେ ପାଠ ପଢିବା, ଆମ ପେଟକୁ ଦାନା ଗଣ୍ଡେ ଯିବ…”
ସାଇବର ଅପରାଧ ରୋକିବା ପାଇଁ ହେଲପ ଡେସ୍କ ଖୋଲିଲା କମିସନରେଟ ପୁଲିସ । ଜାରି କଲା ସହାୟତା ନମ୍ବର । କହିଲେ, ଠକେଇର ଏକ ଘଂଟା ଗୁରୁତ୍ୱପୂର୍ଣ୍ଣ
କନକ ବ୍ୟୁରୋ : ସାଇବର ଅପରାଧ ରୋକିବାକୁ ଜାରି ହେଲା ସହାୟତା ନମ୍ବର । ସହାୟତା ନମ୍ବର – ୭୪୪୦୦୦୬୭୦୯ ଜାରି । ଠକଙ୍କ ମୋବାଇଲ ନମ୍ବର ବ୍ଲକ ସହ ଆକାଉଣ୍ଟ ଖୋଲିଲେ ବ୍ଲକ କରାଯିବ । ଠକେଇ ଟଙ୍କା କୁଆଡେ ଯାଉଛି ଓ କୋଉ ଆକାଉଣ୍ଟକୁ ଯାଉଛି ଧରାଯିବ । ଠକେଇ ହେବାର ପ୍ରଥମ ଏକ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ପୋଲିସ କମିଶନର । ସଙ୍ଗେସଙ୍ଗେ ହେଲପ ଲାଇନ ନମ୍ବରରେ ଯୋଗାଯୋଗ କରିବାକୁContinue reading “ସାଇବର ଅପରାଧ ରୋକିବା ପାଇଁ ହେଲପ ଡେସ୍କ ଖୋଲିଲା କମିସନରେଟ ପୁଲିସ । ଜାରି କଲା ସହାୟତା ନମ୍ବର । କହିଲେ, ଠକେଇର ଏକ ଘଂଟା ଗୁରୁତ୍ୱପୂର୍ଣ୍ଣ”
ଶେଷରେ ପରାଜୟକୁ ସ୍ୱୀକାର କଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଲେ ଫଳା ଫଳରେ ନାହିଁ ଖୁସି ହେଲେ ୨୦ ତାରିଖରେ ଛାଡିଦେବି ପଦ । ସେପଟେ ଜୋ- ବାଇଡେନଙ୍କୁ ରାଷ୍ଟ୍ରପତି ଘୋଷଣା
କନକ ବ୍ୟୁରୋ : ଆମେରିକା କଂଗ୍ରେସ ଦ୍ୱାରା ଜୋ-ବାଇଡେନଙ୍କୁ ନିର୍ବାଚିତ ରାଷ୍ଟ୍ରପତି ଭାବେ ସାମ୍ବିଧାନିକ ମୋହର ଲଗାଇବା ପରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି ‘ମୁଁ ମୋର ପରାଜୟକୁ ସ୍ୱୀକାର କରୁଛି, ଏକ ଐତିହାସିକ ରାଷ୍ଟ୍ରପତି ଯୋଗର ଅନ୍ତ ହେଲା , ନିର୍ବାଚନର ଏଭଳି ଫଳାଫଳକୁ ନେଇ ମୁଁ ସମ୍ପୁର୍ଣ୍ଣ ଅସହମତି ପ୍ରକାଶ କରୁଛି ମାତ୍ର ମୁଁ ଜାନୁଆରୀ ୨୦ ତାରିଖରେ କ୍ଷମତାର ହସ୍ତାନ୍ତର କରିବି’ । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଟ୍ରମ୍ପ୍ ତାଙ୍କContinue reading “ଶେଷରେ ପରାଜୟକୁ ସ୍ୱୀକାର କଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଲେ ଫଳା ଫଳରେ ନାହିଁ ଖୁସି ହେଲେ ୨୦ ତାରିଖରେ ଛାଡିଦେବି ପଦ । ସେପଟେ ଜୋ- ବାଇଡେନଙ୍କୁ ରାଷ୍ଟ୍ରପତି ଘୋଷଣା”