ଆଗାମୀ ୩ ଦିନ ରାଜ୍ୟରେ ଘନ କୁହୁଡି ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ସତର୍କମୂଳକ ପଦକ୍ଷେପ ନେବାକୁ ଜିଲ୍ଲାମାନଙ୍କୁ ଚିଠି ଲେଖିଲେ ଏସଆରସି ।

କନକ ବ୍ୟୁରୋ : ଆଗାମୀ ତିନିଦିନ ଧରି ରାଜ୍ୟର ଅନେକ ଜିଲ୍ଳାରେ ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ଏହି ପୂର୍ବାନୁମାନ କୁହୁଡ଼ି ରିପୋର୍ଟକୁ ଦେଖି ରାଜ୍ୟର ଜିଲ୍ଲାଗୁଡ଼ିକୁ ସତର୍କତାମୂଳକ ପଦକ୍ଷେପ ନେବାକୁ ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆର୍‌ସି) ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ ରିପୋର୍ଟ ଅନୁଯାୟୀ, ଜାନୁଆରି ୪ତାରିଖ ସକାଳୁ ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର, ଜଗତସିଂହପୁର, କନ୍ଧମାଳ ଓ ଭଦ୍ରକରେContinue reading “ଆଗାମୀ ୩ ଦିନ ରାଜ୍ୟରେ ଘନ କୁହୁଡି ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ସତର୍କମୂଳକ ପଦକ୍ଷେପ ନେବାକୁ ଜିଲ୍ଲାମାନଙ୍କୁ ଚିଠି ଲେଖିଲେ ଏସଆରସି ।”

ସେଲଫି ନେବା ହେଲା କାଳ । ପିକନିକ ଯାଇ ଭାସିଗଲେ ଯୁବକ-ଯୁବତୀ । ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର, ଯୁବତୀଙ୍କ ମିଳୁନି ପତ୍ତା ।

କନକ ବ୍ୟୁରୋ : ସେଲଫି ନେବା ହେଲା କାଳ । ପିକନିକ ଯାଇ ଭାସିଗଲେ ଯୁବକ ଯୁବତୀ, ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ସୁନ୍ଦରଗଡ ତଲସରା ଘୋଘର ନିକଟ ଇବ ନଦୀର କାନାକୁଣ୍ଡରେ ପଥର ଉପରେ ଛିଡା ହୋଇ ସେଲଫି ନେଉଥିଲେ । ତେବେ ହଠାତ୍ ଗୋଡ ଖସିଯିବାରୁ ନଦୀର ସ୍ରୋତରେ ଭାସିଯାଇଥିଲେ । ସଂପର୍କୀୟ ଦେଖି ପାଟି କରିବା ପରେ ସ୍ଥାନୀୟ ଲୋକ ଖୋଜାଖୋଜି କରିଥିଲେ । ପୁଲିସ ଓ ଅଗ୍ନିଶମ ବିଭାଗContinue reading “ସେଲଫି ନେବା ହେଲା କାଳ । ପିକନିକ ଯାଇ ଭାସିଗଲେ ଯୁବକ-ଯୁବତୀ । ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର, ଯୁବତୀଙ୍କ ମିଳୁନି ପତ୍ତା ।”

ଯୁବପିଢି ପାଳିଲେ ନିଆରା ନୂଆବର୍ଷରେ । ହାଡଭଙ୍ଗା ଶୀତରେ ଅସହାୟଙ୍କୁ ହେଲେ ସାହା । ଶୀତ କାକର ଭିତରେ କଟକରୁ ଆସିଲା ମାନବିକତାର ଅସଲି ଚିତ୍ର ।

କନକ ବ୍ୟୁରୋ: ଆମେ ଥାଉ ଥାଉ ସେମାନେ ଥରିବେନି ଶୀତରେ କି କାଙ୍କୁରି କୁଙ୍କୁରି ହେବେନି କାକରରେ । ଜାଡର ଯନ୍ତ୍ରଣାରେ ବି ଜର୍ଜରିତ ହେବେନି ନିରାଶ୍ରୟୀ ଅସହାୟ ଲୋକ । ଏମିତି ଏକ ଭାବନା ନେଇ ରାସ୍ତାକଡର ଗରିବ ଲୋକଙ୍କୁ ନୂଆବର୍ଷରେ ଶୀତବସ୍ତ୍ର ଦେଇଛନ୍ତି କଟକର କିଛି ଯୁବପିଢି । ମାନବ ସେବା ହିଁ ମାଧବ ସେବା ଆଉ ନୂଆ ବର୍ଷକୁ ସ୍ୱାଗତ କରିବାକୁ ଏହି ନିରାଶ୍ରୟୀଙ୍କ ସେବା ପରି ରାତି କାଟିଛନ୍ତି ସହୃଦୟ ବ୍ୟକ୍ତିContinue reading “ଯୁବପିଢି ପାଳିଲେ ନିଆରା ନୂଆବର୍ଷରେ । ହାଡଭଙ୍ଗା ଶୀତରେ ଅସହାୟଙ୍କୁ ହେଲେ ସାହା । ଶୀତ କାକର ଭିତରେ କଟକରୁ ଆସିଲା ମାନବିକତାର ଅସଲି ଚିତ୍ର ।”

ଶ୍ମଶାନରେ ଶବ ସତ୍କାର କରୁଥିବା ବେଳେ ଭୁଶୁଡି ପଡିଲା ଶ୍ମଶାନର ଛାତ । ଘଟଣା ସ୍ଥଳରେ ୧୬ ମୃତ

କନକ ବ୍ୟୁରୋ : ମୃତ୍ୟୁ କାହାପାଇଁ ଯେ କେତେବେଳେ ଆସିବ ତାହା କହିବା ବା ଅନୁମାନ କରିବା ମାନବ ଦ୍ୱାରା ଜମା ବି ସମ୍ଭବପର ନୁହେଁ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିିଳିଛି ଉତ୍ତରପ୍ରଦେଶ ଗାଜିଆବାଦର ଏକ ମଶାଣୀରେ । ଏଠାରେ ଏକ ବଡଧରଣର ଦୁର୍ଘଟଣା ଘଟିଛି। ଶ୍ମଶାନର ଛାତ ଭୁଶୁଡି ପଡିବାରୁ ଶବଦାହ କରିବାକୁ ଆସିଥିବା ଲୋକମାନଙ୍କ ମଧ୍ୟରୁ ଛାତତଳେ ଚାପି ହୋଇ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଏହି ଦୁର୍ଘଟଣାରେContinue reading “ଶ୍ମଶାନରେ ଶବ ସତ୍କାର କରୁଥିବା ବେଳେ ଭୁଶୁଡି ପଡିଲା ଶ୍ମଶାନର ଛାତ । ଘଟଣା ସ୍ଥଳରେ ୧୬ ମୃତ”

ଭୁବନେଶ୍ୱରରୁ ଧରାପଡିଲା ଝାଡଖଣ୍ଡ ମୋବାଇଲ ଲୁଟେରା ଗ୍ୟାଙ୍ଗ । ଶହେରୁ ଅଧିକା ମୋବାଇଲ ଫୋନ ଜବତ, ୩ ଗିରଫ

କନକ ବ୍ୟୁରୋ : ଭୁବନେଶ୍ୱରରୁ ଧରାପଡିଲା ଝାଡଖଣ୍ଡ ମୋବାଇଲ ଲୁଟେରା ଗ୍ୟାଙ୍ଗ । ୧୦୩ଟି ମୋବାଇଲ ଫୋନକୁ ଜବତ କରାଯାଇଛି । ଏହାସହ ୩ ଜଣଙ୍କୁ ପୁଲିସ ଗିରଫ କରିଛି । ଆଇଫୋନ ଭଳି ନାମୀଦାମୀ ଫୋନକୁ ଟାର୍ଗେଟ କରିଥିଲେ ଲୁଟେରା । ମୋବାଇଲ ଚୋରି ନେଇ ବହୁ ଅଭିଯୋଗ ହେବା ପରେ ପୁଲିସ ଛାନଭିନ ଚଳାଇଥିଲା । ଆଜି ଏହି ଗ୍ୟାଙ୍ଗକୁ ଧରିବାରେ ପୁଲିସ ସକ୍ଷମ ହୋଇଛି । ଏହାପୂର୍ବରୁ ମଧ୍ୟ ଝାଡଖଣ୍ଡ ଜମତରାର ଅନଲାଇନContinue reading “ଭୁବନେଶ୍ୱରରୁ ଧରାପଡିଲା ଝାଡଖଣ୍ଡ ମୋବାଇଲ ଲୁଟେରା ଗ୍ୟାଙ୍ଗ । ଶହେରୁ ଅଧିକା ମୋବାଇଲ ଫୋନ ଜବତ, ୩ ଗିରଫ”

କରୋନା ଟିକା କୋଭାକ୍ସିନକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ କେମିତି ମିଳିଲା ମଞ୍ଜୁରୀ । ଶଶିଙ୍କ ଅଭିଯୋଗକୁ ଜୟରାମ ରମେଶଙ୍କ ସମର୍ଥନ

କନକ ବ୍ୟୁରୋ : ଡ୍ରଗ୍ସ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଖୁସି ଭରିଯାଇଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁର୍ ଓ ଜୟରାମ ରମେଶ ଅଭିଯୋଗ କରିଛନ୍ତି କି ଆନ୍ତରାଷ୍ଟ୍ରୀୟ ସୂଚକାଙ୍କକୁ ଆଧାର କରି ଏହି ଭ୍ୟାକସିନକୁ ଅନୁମତି ଦିଆଯାଇଛି । ହେଲେ ଏହା ଦେଶବାସୀଙ୍କ ସ୍ୱାସ୍ଥ୍ୟContinue reading “କରୋନା ଟିକା କୋଭାକ୍ସିନକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ କେମିତି ମିଳିଲା ମଞ୍ଜୁରୀ । ଶଶିଙ୍କ ଅଭିଯୋଗକୁ ଜୟରାମ ରମେଶଙ୍କ ସମର୍ଥନ”

ରାଜ୍ୟରେ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ । ମାର୍ଚ୍ଚ ୧୬ରୁ ଆରମ୍ଭ ହେବ ସେମିଷ୍ଟାର ପରୀକ୍ଷା ।

କନକ ବ୍ୟୁରୋ : ରାଜ୍ୟରେ ଜାନୁଆରୀ ୧୧ରୁ ଖୋଲିବ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ । ଏହାସହ ମାର୍ଚ୍ଚ ୧୬ରୁ ୩୧ ମାର୍ଚ୍ଚ ଯାଏଁ ଚାଲିବ ବିଶ୍ୱବିଦ୍ୟାଳୟ ଓ କଲେଜର ସେମିଷ୍ଟାର ପରୀକ୍ଷା । ୩୦ ଏପ୍ରିଲରେ ବାହାରିବ ସେମିଷ୍ଟାର ପରୀକ୍ଷା ଫଳ । ଫାଇନାଲ ସେମିଷ୍ଟାର ପାଇଁ ୨ ଏପ୍ରିଲରୁ ୧୫ ଜୁନ ଯାଏଁ ହେବ ପାଠପଢା । ୧୬ରୁ ୩୧ ଜୁନ ଯାଏଁ ଚାଲିବ ଫାଇନାଲ ସେମିଷ୍ଟାର ପରୀକ୍ଷା । ଏହାପରେ ଜୁଲାଇ ୧୫ରୁContinue reading “ରାଜ୍ୟରେ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ । ମାର୍ଚ୍ଚ ୧୬ରୁ ଆରମ୍ଭ ହେବ ସେମିଷ୍ଟାର ପରୀକ୍ଷା ।”

ରାଜ୍ୟରେ ୧୧ରୁ ଖୋଲିବ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ । କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ।

କନକ ବ୍ୟୁରୋ : ରାଜ୍ୟରେ ୧୧ରୁ ଖୋଲିବ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ । କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି । ୧୫ ମାର୍ଚ୍ଚ ଯାଏଁ ଚାଲିବ କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠପଢା । ଫାଇନାଲ ସେମିଷ୍ଟାର ପରୀକ୍ଷା ପାଇଁ ଖୋଲାଯିବ ବିଶ୍ୱବିଦ୍ୟାଳୟ । ୧୬ରୁ ୩୧ ମାର୍ଚ୍ଚ ଯାଏଁ ଚାଲିବ ବିଶ୍ୱବିଦ୍ୟାଳୟ ଓ କଲେଜର ସେମିଷ୍ଟାର ପରୀକ୍ଷା । ୩୦ ଏପ୍ରିଲରେ ବାହାରିବ ସେମିଷ୍ଟାର ପରୀକ୍ଷା ଫଳ । ଫାଇନାଲContinue reading “ରାଜ୍ୟରେ ୧୧ରୁ ଖୋଲିବ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ । କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ।”

ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ: ହେଲେ କରୋନା ନେଗେଟିଭ ରିପୋର୍ଟ ନଥିଲେ ଶ୍ରୀମନ୍ଦିରକୁ ପ୍ରବେଶ ମନା; ଏଥିପାଇଁ ଘରୋଇ ମେଡିକାଲରେ ଲାଗିଛି ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ

କନକ ବ୍ୟୁରୋ: କାଳିଆ ଦର୍ଶନ ପାଇଁ କରୋନା ନେଗେଟିଭି ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । କରୋନା ନେଗେଟିଭ ରିପୋର୍ଟ ସାଂଗରେ ନେଲେ ହିଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିଛି । ଏଥିପାଇଁ ଘରୋଇ ମେଡିକାଲରେ ଲୋକଙ୍କ ଲମ୍ବାଲାଇନ ଲାଗିଛି ରିପୋର୍ଟ ପାଇଁ । ଗତ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିଥିବା ବେଳେ ଆଜିଠୁ ସମସ୍ତଙ୍କ ପାଇଁ ମନ୍ଦିର ଖୋଲାଯାଇଛି । କୋଭିଡ କଟକଣା ମଧ୍ୟରେ ଜଗା ଦର୍ଶନ କରୁଛନ୍ତି ଭକ୍ତ । ଭକ୍ତ ଓ ଭଗବାନContinue reading “ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ: ହେଲେ କରୋନା ନେଗେଟିଭ ରିପୋର୍ଟ ନଥିଲେ ଶ୍ରୀମନ୍ଦିରକୁ ପ୍ରବେଶ ମନା; ଏଥିପାଇଁ ଘରୋଇ ମେଡିକାଲରେ ଲାଗିଛି ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ”

ଦେଶରେ ୨ ଟି କରୋନା ଟିକାକୁ ମଞ୍ଜୁରୀ ମିଳିବା ପରେ ଭାରତକୁ ଶୁଭେଚ୍ଛା ଜଣାଇଲା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ସେପଟେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ । କହିଲେ ଏହା ଦେଶପାଇଁ ଏକ ଗର୍ବର ମୁହୁତ୍ତ୍ୱ

କନକ ବ୍ୟୁରୋ : ଭାରତରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ସାର୍ବଜନୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଭାରତର ଏଭଳି ସଫଳତାକୁ ନେଇ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତକୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହାସହ ଭାରତ ଯେଭଳି ଭାବେ କରୋନା ଲଢେଇରେ ନିଜର ପାରଦର୍ଶିତା ଦେଖାଇଲା ତାହାକୁ ନେଇ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ବି ଭାରତକୁ ସ୍ୱାଗତ ଜଣାଇଛି । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣContinue reading “ଦେଶରେ ୨ ଟି କରୋନା ଟିକାକୁ ମଞ୍ଜୁରୀ ମିଳିବା ପରେ ଭାରତକୁ ଶୁଭେଚ୍ଛା ଜଣାଇଲା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ସେପଟେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ । କହିଲେ ଏହା ଦେଶପାଇଁ ଏକ ଗର୍ବର ମୁହୁତ୍ତ୍ୱ”

Design a site like this with WordPress.com
Get started