କନକ ବ୍ୟୁରୋ: ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଜାରି ରଖିବା ଏକ ବଡ଼ ଆହ୍ବାନ ହୋଇ ଉଭା ହୋଇଥିଲା। ସେଥିପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜକୁ ପ୍ରସ୍ତୁତ କରିବା ଲାଗି ଯଥା ସମ୍ଭବ ଉଦ୍ୟମ କରିଛନ୍ତି। ଅନଲାଇନ୍ ପାଠପଢ଼ା, ଶିକ୍ଷାଦାନରେ ପ୍ରଯୁକ୍ତିର ବ୍ୟବହାର ଏବଂ ନିଜ ଅନୁଷ୍ଠାନ ସମ୍ପର୍କରେ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ଦଶାରୀ ମୂରଲୀ କ୍ରିଷ୍ଣା ଯାହା କହିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ଲାଇନ୍ ପାଠପଢ଼ା କେତେ ପ୍ରଭାବଶାଳୀ? କୋଭିଡ୍Continue reading “ସ୍କୁଲ ସମୟ ପରେ ଛାତ୍ରଛାତ୍ରୀଙ୍କ ଘରେ ପାଠପଢ଼ାକୁ ପହଞ୍ଚାଇବୁ: ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ଦଶାରୀ ମୂରଲୀ କ୍ରିଷ୍ଣା”
Tag Archives: News
ରାଜଧାନୀରେ ଛୋଟ ବିଲ୍ଡିଂ ପାଇଁ ଅନୁମୋଦନ ସହଜ: ଲୋ ରିସ୍କ କୋଠା ପାଇଁ ଆଉ ଦରକାର ପଡିବନି ବିଲଣ୍ଡିଂ ପ୍ଲାନ ମଂଜୁରୀ
କନକ ବ୍ୟୁରୋ: ଭୁବନେଶ୍ୱର ଆଖପାଖରେ ଛୋଟ ବିଲଣ୍ଡିଂ ପାଇଁ ପ୍ଲାନ ଅନୁମୋଦନ ସହଜ ହେଲା । ଲୋ ରିସ୍କ କୋଠା ପାଇଁ ଆଉ ବିଲଣ୍ଡିଂ ପ୍ଲାନ ମଂଜୁରୀର ଆବଶ୍ୟକତା ପଡିବ ନାହିଁ । ସର୍ବାଧିକ ୧୦ମିଟର ଉଚ୍ଚତା ଓ ୫ହଜାର ୪ଶହ ବର୍ଗ ଫୁଟ ବିଶିଷ୍ଟ କୋଠା ନିର୍ମାଣ ପାଇଁ ପ୍ଲାନ ମଂଜୁରୀ ଦରକାର ନାହିଁ । ବିଡିଏ ୱେବସାଇଟରେ ୧୦୪ଟି ଅନୁମୋଦିତ ବିଲଣ୍ଡଂ ପ୍ଲାନ ରହିଛି । ଏଥିରୁ ଘର ମାଲିକ ମନପସନ୍ଦର ପ୍ଲାନ ଚୟନContinue reading “ରାଜଧାନୀରେ ଛୋଟ ବିଲ୍ଡିଂ ପାଇଁ ଅନୁମୋଦନ ସହଜ: ଲୋ ରିସ୍କ କୋଠା ପାଇଁ ଆଉ ଦରକାର ପଡିବନି ବିଲଣ୍ଡିଂ ପ୍ଲାନ ମଂଜୁରୀ”
କେବେ ଖୋଲିବ ସ୍କୁଲ ? କିଭଳି ହେବ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ? ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ
କନକ ବ୍ୟୁରୋ : ମେ’ ମାସରେ ସିବିଏସ୍ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଓଡ଼ିଶାର ଦୁଇ ବୋର୍ଡ ଯଥା ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍ସି) ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଉପରେ ଛାତ୍ରଛାତ୍ରୀଙ୍କ ନଜର। ଏ ପର୍ଯ୍ୟନ୍ତ କ୍ଲାସରୁମ୍ ପାଠପଢ଼ା ହୋଇ ନ ଥିବାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା କିଭଳି ହେବ, ତାହାକୁ ନେଇ ସମସ୍ତେ ଚିନ୍ତାରେ। ଏପ୍ରିଲ କିମ୍ବା ମେ’ ମାସରେ ପରୀକ୍ଷା ହେବContinue reading “କେବେ ଖୋଲିବ ସ୍କୁଲ ? କିଭଳି ହେବ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ? ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ”
କାଲିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ପାଇଁ ମିଳିବ ଅନୁମତି: ଦର୍ଶନ ବ୍ୟବସ୍ଥାର ସମୀକ୍ଷା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
କନକ ବ୍ୟୁରୋ: ଆସନ୍ତାକାଲି ଅର୍ଥାତ୍ ଜାନୁଆରି ୩ ତାରିଖରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ନୂଆବର୍ଷରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ସମୀକ୍ଷା କରିବା ପରେ କ୍ରିଷନ କୁମାର କହିଛନ୍ତି, ୩ ତାରିଖରୁ ଦୈନିକ ପ୍ରାୟ ୧୫ରୁ ୧୭ ହଜାର ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଏଥିରେ କୌଣସି ସମସ୍ୟା ହେବ ନାହିଁ । ପୂର୍ବରୁ ୫ ହଜାର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ କୁହାଯାଇଥିଲା ।Continue reading “କାଲିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ପାଇଁ ମିଳିବ ଅନୁମତି: ଦର୍ଶନ ବ୍ୟବସ୍ଥାର ସମୀକ୍ଷା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ”
ଆସନ୍ତା ୩ ଦିନ ଯାଏଁ ସ୍ବାଭାବିକ ରହିବ ତାପମାତ୍ରା । ୫ରୁ ବଢିବ ପାରଦ, କମିବ ଶୀତ । ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ରାଜ୍ୟର ତାପମାତ୍ରା
କନକ ବ୍ୟୁରୋ: ରାଜ୍ୟରେ ଏବେ ଶୀତପ୍ରବାହ ଜାରି ରହିଛି। ୪ ତାରିଖ ପର୍ଯ୍ୟନ୍ତ ଏଥିରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ୫ ତାରିଖ(ମଙ୍ଗଳବାର)ରୁ ତାପମାତ୍ରା ବୃଦ୍ଧି ପାଇବ ଓ ଶୀତ ଧୀରେ ଧୀରେ କମିବ। ରାଜ୍ୟର ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ଘଟିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏପରି ସୂଚନା ଦିଆଯାଇଛି। କେନ୍ଦ୍ରର ସୂଚନାନୁଯାୟୀ, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ରହିବ। ଫଳରେContinue reading “ଆସନ୍ତା ୩ ଦିନ ଯାଏଁ ସ୍ବାଭାବିକ ରହିବ ତାପମାତ୍ରା । ୫ରୁ ବଢିବ ପାରଦ, କମିବ ଶୀତ । ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ରାଜ୍ୟର ତାପମାତ୍ରା”
ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରକୁ ଚାଲିବ ବିମାନ: ୧୨ରୁ ବିମାନ ସେବା ଆରମ୍ଭ; ସ୍ପାଇଟ୍ ଜେଟ ପକ୍ଷରୁ ସମୟ ସାରଣୀ ପ୍ରକାଶ
କନକ ବ୍ୟୁରୋ: ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରକୁ ଚାଲିବ ବିମାନ । ଆସନ୍ତା ୧୨ ତାରିଖରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ମୁମ୍ବାଇ- ଝାରସୁଗୁଡା- ବେଙ୍ଗାଲୁର ବିମାନସେବା । ଏଥିପାଇଁ ସ୍ପାଇସ୍ ଜେଟ୍ ପକ୍ଷରୁ ସମୟ ସାରଣୀ ପ୍ରକାଶ ପାଇଛି । ଏହି ସେକ୍ଟରରେ ବୋଇଂ ୭୩୭ ଚଳାଚଳ କରିବ ବୋଲି ସ୍ପାଇସ୍ ଜେଟ୍ ସୂତ୍ରରୁ ଜଣାଯାଇଛି । ସପ୍ତାହକୁ ୪ ଦିନ ଏହି ବିମାନ ସେବା ଉପଲବ୍ଧ ହେବContinue reading “ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରକୁ ଚାଲିବ ବିମାନ: ୧୨ରୁ ବିମାନ ସେବା ଆରମ୍ଭ; ସ୍ପାଇଟ୍ ଜେଟ ପକ୍ଷରୁ ସମୟ ସାରଣୀ ପ୍ରକାଶ”
ନୂଆ ବର୍ଷର ପ୍ରଥମ ଦିନରେ ଆସିଲା ସବୁଠୁ ବଡ଼ ଖବର: ଭାରତରେ ଅକ୍ସଫୋର୍ଡ ଟିକାକୁ ମିଳିଲା ସବୁଜ ସଂକେତ; ସିରମ୍ ଇନଷ୍ଟିଚ୍ୟୁଟକୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ନବୀନ
କନକ ବ୍ୟୁରୋ: ନୂଆ ବର୍ଷର ପ୍ରଥମ ଦିନରେ କୋଭିଡ ବିରୋଧୀ ଲଢେଇ ଅଭିଯାନ ପାଇଁ ଭଲ ଖବର ଆସିଛି । ଯାହାକୁ ମାସ ମାସ ଧରି ସମସ୍ତେ ଅପେକ୍ଷା କରିଥିଲେ, ଶେଷରେ ସେହି ଭଳି ସମୟ ନିକଟବର୍ତି ହୋଇଛି । ଦେଶରେ ସିରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା ‘କୋଭିସିଲ୍ଡ’ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ସବୁଜ ସଂକେତ ଦେଇଛନ୍ତି ସରକାରଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟି । ଡ୍ରଗ୍ସ କଂଟ୍ରୋଲ ଅଫ ଇଣ୍ଡିଆରେ ବିଶେଷଜ୍ଞ କମିଟିରContinue reading “ନୂଆ ବର୍ଷର ପ୍ରଥମ ଦିନରେ ଆସିଲା ସବୁଠୁ ବଡ଼ ଖବର: ଭାରତରେ ଅକ୍ସଫୋର୍ଡ ଟିକାକୁ ମିଳିଲା ସବୁଜ ସଂକେତ; ସିରମ୍ ଇନଷ୍ଟିଚ୍ୟୁଟକୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ନବୀନ”
ଆଜି ଓଡିଶା ସମେତ ସାରା ଦେଶରେ ହେବ କରୋନା ଟିକାର ଡ୍ରାଏ ରନ୍: ରାଜ୍ୟର ୩୧ଟି ସ୍ଥାନରେ ଟିକାକରଣର ପ୍ରାକ୍ ଅଭ୍ୟାସ
କନକ ବ୍ୟୁରୋ: ଆଜିଠାରୁ ଓଡ଼ିଶା ସମେତ ସାରା ଦେଶରେ ହେବ କରୋନା ଟିକାର ଡ୍ରାଏ ରନ୍ ବା ପ୍ରାକ୍ ଅଭ୍ୟାସ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଏହି ଡ୍ରାଏ ରନ୍ ହେବ । ପୂର୍ବରୁ ଦେଶର ୪ଟି ରାଜ୍ୟରେ ଟିକାର ଏହି ମକ୍ ଡ୍ରିଲ୍ ସଫଳ ହୋଇଥିବାବେଳେ ଆଜି ସାରା ଦେଶରେ ଡ୍ରାଏ ରନ୍ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସାରା ଦେଶ ଭଳିContinue reading “ଆଜି ଓଡିଶା ସମେତ ସାରା ଦେଶରେ ହେବ କରୋନା ଟିକାର ଡ୍ରାଏ ରନ୍: ରାଜ୍ୟର ୩୧ଟି ସ୍ଥାନରେ ଟିକାକରଣର ପ୍ରାକ୍ ଅଭ୍ୟାସ”
ଜାନୁଆରୀ ୮ରୁ ବ୍ରିଟେନକୁ ଚାଲିବ ବିମାନ । ଟ୍ୱିଟ କରି ସୂଚନା ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ
କନକ ବ୍ୟୁରୋ : ଜାନୁଆରି ୮ରୁ ଭାରତରୁ ବ୍ରିଟେନକୁ ଚଳାଚଳ କରିବ ବିମାନ। ଇଂଲଣ୍ଡ୍ର ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ୍ ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଡିସେମ୍ବର ୩୧ ପର୍ୟ୍ୟନ୍ତ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଉଡ଼ାଣ ଉପରେ ରୋକ ଲଗାଇଥିଲେ। ଏହି ପ୍ରତିବନ୍ଧକ ଡିସେମ୍ବର ୨୨ତାରିଖ ରାତି ୧୧ଟା ୫୯ମିନିଟରୁ ଲାଗୁ ହୋଇ ଡିସେମ୍ବର ୩୧ ରାତି ୧୧ଟା୫୯ ମିନିଟ ପର୍ୟ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଥିଲା। କିନ୍ତୁ ପରେContinue reading “ଜାନୁଆରୀ ୮ରୁ ବ୍ରିଟେନକୁ ଚାଲିବ ବିମାନ । ଟ୍ୱିଟ କରି ସୂଚନା ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ”
ସୁନ୍ଦରଗଡ଼ରେ ଟୋକନ୍ ସ୍କାମ, ଦଲାଲଙ୍କ କବଜାରେ ମଣ୍ଡି । ମିଛ ଚାଷୀଙ୍କ ନାଁରେ ଦିଆଯାଉଛି ଟୋକନ୍ । ଅସାଧୁ କର୍ମଚାରୀ, ମିଲର୍ସ ଓ ଦଲାଲଙ୍କ ମଧୁଚନ୍ଦ୍ରିକାରେ ହଡପ୍ ହେଉଛି ସରକାରୀ ଅର୍ଥ
କନକ ବ୍ୟୁରୋ : ଚାଷୀଙ୍କ ଟୋକନ ପାଉଛନ୍ତି ଦଲାଲ । ଚାଷୀଙ୍କ ନାଁର ପଞ୍ଜୀକରଣ କରି ମଣ୍ଡିରେ କ୍ୱିଂଟାଲ କ୍ୱିଟାଂଲ ଧାନ ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ । ଆଉ ଏସବୁ ଚାଲୁଛି ସରକାରୀ ବାବୁ, ଲ୍ୟାମ୍ପସ ଅଧିକାରୀ ଓ ଦଲାଲଙ୍କ ମଧୁଚନ୍ଦ୍ରିକାରେ । ସୁନ୍ଦରଗଡରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ତେଣୁ ଧାନ କିଣାରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଆରମ୍ଭ କରିଥିବା ଟୋକନ ବ୍ୟବସ୍ଥା ବାଟବଣା ହୋଯାଇଛି । ଫାର୍ମର ରେଜିଷ୍ଟ୍ରେସନ କରିବାContinue reading “ସୁନ୍ଦରଗଡ଼ରେ ଟୋକନ୍ ସ୍କାମ, ଦଲାଲଙ୍କ କବଜାରେ ମଣ୍ଡି । ମିଛ ଚାଷୀଙ୍କ ନାଁରେ ଦିଆଯାଉଛି ଟୋକନ୍ । ଅସାଧୁ କର୍ମଚାରୀ, ମିଲର୍ସ ଓ ଦଲାଲଙ୍କ ମଧୁଚନ୍ଦ୍ରିକାରେ ହଡପ୍ ହେଉଛି ସରକାରୀ ଅର୍ଥ”