କନକ ବ୍ୟୁରୋ : ମୋନୋଲିଥକୁ ନେଇ ସାରା ବିଶ୍ୱରେ ରହସ୍ୟ ଓ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଗୁଜରାଟରେ ଏପରି ଏକ ମୋନୋଲିଥ ଠାବ ହୋଇଛି । ଅହମଦାବାଦର ଏକ ପାର୍କରେ ଏହାକୁ ଦେଖିବାକୁ ମିଳିଛି । ତେବେ ଏହା କିପରି ଏଠାକୁ ଆସିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ୭ଫୁଟ ଉଚ୍ଚର ପ୍ରିଜାମେଟିକ ଫିଗର ମୋନାଲିଥ ଯାହା ବିଶ୍ୱର ୩୦ରୁ ଅଧିକ ସହରରେ ରହସ୍ୟ ହୋଇ ରହିଛି । ଏହା ଭାରତରେContinue reading “ଗୁଜରାଟ ଅହମଦାବାଦରେ ରହସ୍ୟମୟ ମୋନୋଲିଥ । ସହରର ସିମ୍ପୋନୀ ପାର୍କରେ ହେଲା ଠାବ । ଏଲିଏନଙ୍କ ସହ ମୋନୋଲିଥର ସମ୍ପର୍କ ନେଇ ଅର୍ନ୍ତଜାତୀୟ ସ୍ତରରେ ଜାରି ରହିଛି ବିତର୍କ ।”
Tag Archives: News
ଥଣ୍ଡାରେ ଥରୁଛି ଉତ୍ତର ଭାରତ । ନୂଆ ବର୍ଷରେ ରାଜଧାନୀ ଦିଲ୍ଲୀରେ ରେକର୍ଡ ଶୀତ । ଦିନର ସର୍ବନିମ୍ନ ତାପମାତ୍ରା ୧ ଦଶମିକ ୧ ରେକର୍ଡ ।
କନକ ବ୍ୟୁରୋ : ଥଣ୍ଡାରେ ଥରୁଛି ଉତର ଭାରତ । ଦେଶର ଉତର ଭାଗରେ ରହିଥିବା ରାଜ୍ୟ ଗୁଡିକରେ ଏବେ ଜାରି ରହିଛି ଶୀତ ଲହରି । ଦିଲ୍ଲୀରେ ଜାନୁୟାରୀ ପହିଲାରେ ୧୫ବର୍ଷର ରେକର୍ଡ ଭାଙ୍ଗିଛି ଶୀତ । ସର୍ବନିମ୍ନ ତାପମାତ୍ରା ୧ଦଶମିକ ୧ଡିଗ୍ରୀ ରେକର୍ଡ କରାଯାଇଛି । ଖସୁଛି ପାରଦ, ଥରୁଛି ଦେଶ । ଦେଶର ଅଧିକାଂଶ ସ୍ଥାନରେ ଜାରି ରହିଛି ଶୀତ ଲହରି । ଜାଡରେ ଥରୁଛି ସାରା ଉତର ଭାରତ । ଦେଶରContinue reading “ଥଣ୍ଡାରେ ଥରୁଛି ଉତ୍ତର ଭାରତ । ନୂଆ ବର୍ଷରେ ରାଜଧାନୀ ଦିଲ୍ଲୀରେ ରେକର୍ଡ ଶୀତ । ଦିନର ସର୍ବନିମ୍ନ ତାପମାତ୍ରା ୧ ଦଶମିକ ୧ ରେକର୍ଡ ।”
ଅକ୍ସଫୋର୍ଡ ଟୀକାକୁ ଅନୁମତି ପରେ ଓଡିଶାରେ ଆରମ୍ଭ ହେଲା ସଜବାଜ । ଡିଏମଇଟି କହିଲେ ଟୀକାକରଣ ପାଇଁ ଆମେ ପ୍ରସ୍ତୁତ…
କନକ ବ୍ୟୁରୋ: ଅକ୍ସଫୋର୍ଡ ଟୀକାକୁ ଅନୁମତି ପରେ ଓଡିଶାରେ ଆରମ୍ଭ ହେଲା ସଜବାଜ । ଅକ୍ସଫୋର୍ଡ ଟୀକାନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା । ଅକ୍ସଫୋର୍ଡ ଟୀକା ଦେଶ ଓ ଦେଶବାସୀଙ୍କ ପାଇଁ ସୌଭାଗ୍ୟ । ପ୍ରଥମେ ଅ୍ଧଜ୍ଞଧାଡିର କର୍ମଚାରୀଙ୍କୁ ମିଳିବ ଟୀକା । ଟୀକା କେତେଦୂର ଫଳପ୍ରଦ ହେବ ସମୟ କହିବ । ୪ ସପ୍ତାହ ବ୍ୟବଧାନରେ ୨ ଡୋଜ ଦିଆଯିବ । ଯାହା ଶରୀରରେ ୭୦ ପ୍ରତିଶତ ପ୍ରତିଶେଧକ ଶକ୍ତି ବଢାଇବ । ୩Continue reading “ଅକ୍ସଫୋର୍ଡ ଟୀକାକୁ ଅନୁମତି ପରେ ଓଡିଶାରେ ଆରମ୍ଭ ହେଲା ସଜବାଜ । ଡିଏମଇଟି କହିଲେ ଟୀକାକରଣ ପାଇଁ ଆମେ ପ୍ରସ୍ତୁତ…”
୩୭ଦିନରେ ପହଂଚିଛି ଚାଷୀଙ୍କ ଆନ୍ଦୋଳନ । ଆଗାମୀ ଆଭିମୁଖ୍ୟ ନେଇ ୮୦ଟି ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ।
କନକ ବ୍ୟୁରୋ : ୩୭ଦିନରେ ପହଂଚିଛି ଚାଷୀଙ୍କ ଆନ୍ଦୋଳନ । ନୂଆବର୍ଷର ପ୍ରଥମ ଦିନରେ ମଧ୍ୟ ନିଜ ଜିଦରେ ଅଟଳ ଚାଷୀ ଦିଲ୍ଲୀର ପ୍ରବେଶ ପଥରେ ଆନ୍ଦୋଳନ କରୁଛନ୍ତି । ସରକାରଙ୍କ ସହ ଚାଷୀ ସଂଗଠନର ୬ଟି ପର୍ଯ୍ୟାୟରେ ଆଲୋଚନା ଶେଷ ହୋଇଥିଲେ ମଧ୍ୟ ଏଯାଏଁ ସମାଧାନର ବାଟ ବାହାରି ପାରିନାହିଁ । ବୁଧବାର ଦିନ ଅନୁଷ୍ଠିତ ଷଷ୍ଠ ପର୍ଯ୍ୟାୟ ଆଲୋଚନାରେ ଦୁଇଟି ପ୍ରସ୍ତାବ ବିଜୁଳି ବିଲ ଓ ନଡା ଜାଳିବା ପ୍ରସଙ୍ଗରେ ସହମତି ହୋଇଛି ।Continue reading “୩୭ଦିନରେ ପହଂଚିଛି ଚାଷୀଙ୍କ ଆନ୍ଦୋଳନ । ଆଗାମୀ ଆଭିମୁଖ୍ୟ ନେଇ ୮୦ଟି ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ।”
କେମିତି ତିଆରି ହୁଏ କରୋନା ଟିକା? ସିମ୍ପାଂଜିକୁ ଥଣ୍ଡା, କାଶ ହେବା ପରେ କ୍ରମଶଃ ଦୁର୍ବଳ ହୁଏ ଭୂତାଣୁ । ସେହି ଭୂତାଣୁରୁ ତିଆରି ହୁଏ ଅକ୍ସଫୋର୍ଡ ଟିକା ।
କନକ ବ୍ୟୁରୋ : କେମିତି ତିଆରି ହୁଏ ଅକ୍ସଫୋର୍ଡ ଭ୍ୟାକସିନ ଏବଂ ଏହା କେମିତି କାମ କରେ । ଏକ ସିମ୍ପାଜୀକୁ ଥଣ୍ଡା ଜ୍ୱର ହେବା ପରେ ସେହି ଭୂତାଣୁ କ୍ରମଶଃ ଦୁର୍ବଳ ହୋଇଯାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦୁର୍ବଳ ଭୂତାଣୁରୁ ତିଆରି ହୁଏ କରୋନା ଟିକା । ଅକ୍ସଫୋର୍ଡ ଆଷ୍ଟ୍ରାଜେନିକାର ଏହି ଟିକା ସିମ୍ପାଞ୍ଜିର ଶରୀରରେ ଥିବା ଏକ ଭୂତାଣୁରୁ ହିଁ ତିଆରି ହୁଏ । ସିମ୍ପାଞ୍ଜିର ଥଣ୍ଡା ଜ୍ୱର ଭଲContinue reading “କେମିତି ତିଆରି ହୁଏ କରୋନା ଟିକା? ସିମ୍ପାଂଜିକୁ ଥଣ୍ଡା, କାଶ ହେବା ପରେ କ୍ରମଶଃ ଦୁର୍ବଳ ହୁଏ ଭୂତାଣୁ । ସେହି ଭୂତାଣୁରୁ ତିଆରି ହୁଏ ଅକ୍ସଫୋର୍ଡ ଟିକା ।”
ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ସ୍ଥଳର ତାଲିକା ବିନିମୟ । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଗଲା ସୂଚନା ।
କନକ ବ୍ୟୁରୋ : ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ସ୍ଥଳର ତାଲିକା ବିନିମୟ । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ୩୦ବର୍ଷ ହେଲା ଜାରି ରହିଛି ଏହି ପରମ୍ପରା । ୧୯୮୮ରେ ହୋଇଥିଲା ଚୁକ୍ତି । ଭାରତ ଓ ପାକିସ୍ତାନ ପରସ୍ପରକୁ ନିଜ ନିଜ ଦେଶର ପରମାଣୁ ସ୍ଥଳ ଗୁଡ଼ିକର ତାଲିକା ଦେଇଛନ୍ତି । ଏନେଇ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିବର୍ଷ ଆରମ୍ଭରେ ଏହି ତାଲିକା ଦିଆନିଆ ହୋଇଥାଏContinue reading “ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ସ୍ଥଳର ତାଲିକା ବିନିମୟ । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଗଲା ସୂଚନା ।”
ଦେଶରେ ଜିଏସଟି ଆଦାୟରେ ହେଲା ରେକର୍ଡ । ଡିସେମ୍ବରରେ ମୋଟ୍ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ସାମଗ୍ରୀ ଏବଂ ସେବା କର ଆଦାୟ ।
କନକ ବ୍ୟୁରୋ : ଦେଶରେ ସାମଗ୍ରୀ ଏବଂ ସେବା କର ଜିଏସଟି ଲାଗୁ ହେବା ପରେ ଗତ ମାସରେ ରେକର୍ଡ ପରିମାଣର ରାଜସ୍ୱ ସଂଗ୍ରହ ହୋଇଛି । ରେକର୍ଡ ଛୁଇଁଛି ଜିଏସଟି ଆଦାୟ । ଡିସେମ୍ବର ମାସରେ ମୋଟ୍ ୧ ଲକ୍ଷ ୧୫ ହଜାର କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି । ଗତବର୍ଷ ଏହି ସମୟ ମଧ୍ୟରେ ଆଦାୟ ଜିଏସଟି ଠାରୁ ଏହା ୧୨ ପ୍ରତିଶତ ଅଧିକ । ମୋଟ୍ ଆଦାୟ ମଧ୍ୟରୁ କେନ୍ଦ୍ରୀୟ ଜିଏସଟିContinue reading “ଦେଶରେ ଜିଏସଟି ଆଦାୟରେ ହେଲା ରେକର୍ଡ । ଡିସେମ୍ବରରେ ମୋଟ୍ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ସାମଗ୍ରୀ ଏବଂ ସେବା କର ଆଦାୟ ।”
ଆସନ୍ତାକାଲି ରାଜ୍ୟରେ ହେବ କରୋନା ଟିକାର ଡ୍ରାଏ ରନ୍ । ୩୧ଟି ସ୍ଥାନରେ ଟିକାକରଣର ପ୍ରାକ୍ ଅଭ୍ୟାସ, ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସରିଛି ପ୍ରସ୍ତୁତି ।
କନକ ବ୍ୟୁରୋ : ଭାରତର ବିଶାଳ ଜନସଂଖ୍ୟାକୁ କିପରି ଟିକା ଦିଆଯିବ, ସେ ନେଇ ବଡ଼ ପ୍ରସ୍ତୁତି କରାଯାଇଛି । ଓଡ଼ିଶାରେ ଏହି ପ୍ରକ୍ରିିୟା କିପରି ହେବ, ଏ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଂଟ । ଦିଲ୍ଲୀରୁ ଓଡ଼ିଶା ଆସିବ ଭ୍ୟାକ୍ସିନ୍ । ଦିଲ୍ଲୀରୁ ଟିକା ଆସି ଷ୍ଟେଟ୍ ଭ୍ୟାକ୍ସିନ୍ ଷ୍ଟୋର ଭୁବନେଶ୍ୱରରେ ରହିବ ଟିକା । ଭୁବନେଶ୍ୱରରୁ ଆଂଚଳିକ ଟିକା କେନ୍ଦ୍ରକୁ ପଠାଯିବ । କଟକ, ଭୁବନେଶ୍ୱର, ଗଂଜାମ, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ, କନ୍ଧମାଳ ଓContinue reading “ଆସନ୍ତାକାଲି ରାଜ୍ୟରେ ହେବ କରୋନା ଟିକାର ଡ୍ରାଏ ରନ୍ । ୩୧ଟି ସ୍ଥାନରେ ଟିକାକରଣର ପ୍ରାକ୍ ଅଭ୍ୟାସ, ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସରିଛି ପ୍ରସ୍ତୁତି ।”
କରୋନାରୁ ଉପଶମ ଦେବ ନାଲି ପିମ୍ପୁଡିର ଆଚାର? ଏହାର ବ୍ୟବହାର ହେଉନାହିଁ ବୋଲି କୋର୍ଟରେ ହୋଇଥିଲା ମାମଲା । ତିନି ମାସ ଭିତରେ ନିଷ୍ପତି ନେବାକୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ
କନକ ବ୍ୟୁରୋ : ଆଦିବାସୀ ଇଂଜିନିଅର ନୟାଧର ପଡିଆଲ ରୁଜୁ କରିଥିବା ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଓଡିଶା ହାଇକୋର୍ଟ ଆୟୁଷ ମନ୍ତ୍ରାଳୟର ମହାନିର୍ଦ୍ଦେଶକଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଓଡିଶା, ଛତିଶଗଡ ସମେତ ଅନ୍ୟରାଜ୍ୟର ଆଦିବାସୀ ବହୁଳ ଅଂଚଳରେ ନାଲି ପିମ୍ପୁଡି ବା କାଈ ଆଚାର ବା ଚଟଣୀକୁ ଔଷଧ ଭାବେ ବ୍ୟବହାର କରାଯାଏ । ଏସବୁ ଅଂଚଳରେ ଥଣ୍ଡା, କଫ, ହାଲିଆ ଲାଗିଲେ, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା, ଫ୍ଲୁ ପରିContinue reading “କରୋନାରୁ ଉପଶମ ଦେବ ନାଲି ପିମ୍ପୁଡିର ଆଚାର? ଏହାର ବ୍ୟବହାର ହେଉନାହିଁ ବୋଲି କୋର୍ଟରେ ହୋଇଥିଲା ମାମଲା । ତିନି ମାସ ଭିତରେ ନିଷ୍ପତି ନେବାକୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ”
କେରଳ ପରେ ତାମିଲନାଡୁ ବିଧାନସଭାରେ ହୋଇପାରେ କୃଷି କାନୁନ୍ ବିରୋଧରେ ପ୍ରସ୍ତାବ ପାରିତ । ମୁଖ୍ୟମନ୍ତ୍ରୀ ପାଲାନୀ ସ୍ୱାମୀଙ୍କ ନିକଟରେ ଦାବି କଲେ ଷ୍ଟାଲିନ୍ । କହିଲେ ଅନ୍ନଦାତାଙ୍କ ସପକ୍ଷରେ ଛିଡା ହୁଅନ୍ତୁ ସମସ୍ତ ବିରୋଧୀ ଦଳ
କନକ ବ୍ୟୁରୋ : ତାମିଲନାଡୁ ବିଧାନସଭାର ମୁଖ୍ୟ ବିରୋଧୀଦଳ ଡି.ଏମ୍.କେ ମୁଖ୍ୟ ଏମ.କେ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ପାଲାନୀ ସ୍ୱାମୀଙ୍କୁ ଚିଠି ଲେଖି କୃଷି କାନୁନ ବିରୋଧରେ ତୁରନ୍ତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ପ୍ରସ୍ତାବ ପାରିତ କରିବାକୁ ଦାବି କରିଛନ୍ତି । ଷ୍ଟାଲିନ କହିଛନ୍ତି କି ଦେଶର ପ୍ରଥମ ରାଜ୍ୟ ଭାବେ ତାମିଲନାଡୁ ରାଜ୍ୟର କୃଷକ ମାନଙ୍କ ଋଣ ଛାଡ କରିବା ସହ ମାଗଣା ବିଜୁଳି ଯୋଗାଇ ଦେଉଛି । ତେଣୁ ସମୟ ଆସିଛି କି ରାଜ୍ୟସରକାରContinue reading “କେରଳ ପରେ ତାମିଲନାଡୁ ବିଧାନସଭାରେ ହୋଇପାରେ କୃଷି କାନୁନ୍ ବିରୋଧରେ ପ୍ରସ୍ତାବ ପାରିତ । ମୁଖ୍ୟମନ୍ତ୍ରୀ ପାଲାନୀ ସ୍ୱାମୀଙ୍କ ନିକଟରେ ଦାବି କଲେ ଷ୍ଟାଲିନ୍ । କହିଲେ ଅନ୍ନଦାତାଙ୍କ ସପକ୍ଷରେ ଛିଡା ହୁଅନ୍ତୁ ସମସ୍ତ ବିରୋଧୀ ଦଳ”