କନକ ବ୍ୟୁରୋ: ଆନ୍ଦୋଳନକାରୀ ଚାଷୀଙ୍କୁ ପୁଣି ଏକ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ଆଗାମୀ ଆଲୋଚନା ପାଇଁ ତାରିଖ ଓ ସମୟ ସ୍ଥିର କରିବାକୁ ଏଥିରେ ଚାଷୀମାନଙ୍କୁ କୁହାଯାଇଛି । ଏହାସହ ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଚିଠିରେ ଉଲ୍ଳେଖ ରହିଛି । ରାଜଧାନୀ ଦିଲ୍ଲୀରେ ୨୯ ଦିନରେ ପହଂଚିଛି ଚାଷୀଙ୍କ ଆନ୍ଦୋଳନ । ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ପରେ ବି ସମାଧାନ ବାଟ ଫିଟୁନାହିଁContinue reading “୨୯ ଦିନରେ ଚାଷୀ ଆନ୍ଦୋଳନ । ଆନ୍ଦୋଳନ ବନ୍ଦ ପାଇଁ ଆଲୋଚନା କରିବାକୁ ପୁଣି ଚାଷୀ ସଂଗଠନକୁ ଚିଠି ଲେଖି ଡାକିଲେ ସରକାର ।”
Tag Archives: News
କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ? ଅସିତ ତ୍ରିପାଠୀଙ୍କ ସ୍ଥାନ ନେବ କିଏ ? ପାୱାର କରିଡରରେ ଚର୍ଚ୍ଚା । ରେସର ଆଗରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ।
କନକ ବ୍ୟୁରୋ: କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଏନେଇ ପାୱାର କରିଡରରେ ଚର୍ଚ୍ଚା । ଅସିତ ତ୍ରିପାଠୀଙ୍କ ଜାଗା କିଏ ନେବ ସେନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଆଲୋଚନା । ମୁଖ୍ୟ ଶାସନ ସଚିବ ରେସରେ ଅଛନ୍ତି ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ତଥା ବର୍ତମାନର ଉନ୍ନୟନ କମିଶନର ସୁରେଶ ମହାପାତ୍ର । ଗତକାଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅସିତ ତ୍ରିପାଠୀଙ୍କୁ ଡିସେମ୍ବର ୩୧ରେ ଅବସର ନେବା ଲାଗି ବିଜ୍ଞପ୍ତି ପ୍ରକାଶContinue reading “କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ? ଅସିତ ତ୍ରିପାଠୀଙ୍କ ସ୍ଥାନ ନେବ କିଏ ? ପାୱାର କରିଡରରେ ଚର୍ଚ୍ଚା । ରେସର ଆଗରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ।”
କୋକେଇରେ ଶୋଇଛନ୍ତି ବାପା, ଅନ୍ତିମ ଶଯ୍ୟାରେ ଚିକିତ୍ସା କରି ବାପାଙ୍କ ଇଚ୍ଛା ପୂରଣ କଲା ଡାକ୍ତରୀ ପଢ଼ିଥିବା ପୁଅ । ରାୟଗଡ଼ାରୁ ଆସିଲା ଦୃହୟ ବିଦାରକ ଦୃଶ୍ୟ ।
କନକ ବ୍ୟୁରୋ: କୋକେଇରେ ବାପା, ଷ୍ଟେଥୋ ପକାଇ ନିଶ୍ୱାସ ଖୋଜୁଛି ପୁଅ । କାଳେ ବାପା ବଞ୍ଚିଥିବେ ସେଇ ଆଶାରେ ବାପାଙ୍କ ଛାତିରେ ଜୀବନ ଅଣ୍ଡାଳୁଛି ଡାକ୍ତରୀ ପୁଅ । ପୂରା କାହାଣୀ ଜାଣିଲେ ଆପଣଙ୍କ ଆଖିର ଲୁହ ଝରିପଡ଼ିବ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମିଳିଛି ରାୟଗଡ଼ା ଜିଲ୍ଳା ପଦ୍ମପୁର ବ୍ଳକ୍ର ଗୁଡ଼ିଆ ବନ୍ଧ ଗାଁରେ । କୋକେଇରେ ରହିଛି ବାପାଙ୍କ ମୃତଦେହ, ଷ୍ଟେଥୋସ୍କୋପ ପକାଇ ଚିକିତ୍ସା କରୁଛନ୍ତି ଡାକ୍ତରୀContinue reading “କୋକେଇରେ ଶୋଇଛନ୍ତି ବାପା, ଅନ୍ତିମ ଶଯ୍ୟାରେ ଚିକିତ୍ସା କରି ବାପାଙ୍କ ଇଚ୍ଛା ପୂରଣ କଲା ଡାକ୍ତରୀ ପଢ଼ିଥିବା ପୁଅ । ରାୟଗଡ଼ାରୁ ଆସିଲା ଦୃହୟ ବିଦାରକ ଦୃଶ୍ୟ ।”
ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରାରେ କଳାପତାକା ପ୍ରଦର୍ଶନ । ଭରତପୁରରେ ସ୍ଥାନୀୟ ବିଜେପି କର୍ମୀ ଦେଲେ ଗୋ ବ୍ୟାକ୍ ସ୍ଲୋଗାନ ।
କନକ ବ୍ୟୁରୋ: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଜନସଂପର୍କ ପଦଯାତ୍ରାରେ ଦେଖିବାକୁ ମିଳିଛି ଏଭଳି ବିରୋଧ ପ୍ରଦର୍ଶନ । ରାଜଧାନୀ ଉପକଣ୍ଠ ଭରତପୁରରେ ସାଂସଦ ଅପରାଜିତା ଜନସଂପର୍କ ପଦ ଯାତ୍ରା କରୁଥିବା ବେଳେ କିଛି ସ୍ଥାନୀୟ ବିଜେପି କର୍ମୀ ଅପରାଜିତାଙ୍କୁ ଗୋ ବ୍ୟା ଗୋ ବ୍ୟାକ ଅର୍ଥାତ ଫେରିଯାଅ ବୋଲି ନାରା ଦେଉଥିଲେ । ଏପଟେ ଠିକ ସେହି ସମୟରେ ଭରତପୁରରେ ପ୍ରବେଶ କରିଥିଲା ଅପରାଜିତାଙ୍କ ପଦଯାତ୍ରା । ନିଜ କର୍ମୀଙ୍କ ସହ ଯାଇ ଲୋକଙ୍କ କଥାContinue reading “ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରାରେ କଳାପତାକା ପ୍ରଦର୍ଶନ । ଭରତପୁରରେ ସ୍ଥାନୀୟ ବିଜେପି କର୍ମୀ ଦେଲେ ଗୋ ବ୍ୟାକ୍ ସ୍ଲୋଗାନ ।”
ଭାରତୀୟ କ୍ରିକେଟ ଟିମରେ ଖେଳିବ କିଏ, ବାଛିବେ ଓଡ଼ିଆ ପୁଅ ଦେବାଶିଷ ମହାନ୍ତି ।
କନକ ବ୍ୟୁରୋ : ଓଡ଼ିଶା କ୍ରିକେଟ ପାଇଁ ଖୁସିଖବର । ଏଣିକି ଭାରତୀୟ କ୍ରିକେଟ ଟିମ ବାଛିବେ ଓଡ଼ିଆ ପୁଅ ତଥା ପୂର୍ବତନ ଭାରତୀୟ କ୍ରିକେଟର ଦେବାଶିଷ ମହାନ୍ତି । ଭାରତୀୟ କ୍ରିକେଟ ଦଳର ଜାତୀୟ ଚୟନ କମିଟିରେ ସ୍ଥାନ ପାଇଛନ୍ତି ଦେବାଶିଷ । ଆଜି ବିସିସିଆଇର କ୍ରିକେଟ ଆଡଭାଇଜରି କମିଟି ଦେବାଶିଷଙ୍କ ସମେତ ଚୟନ କମିଟି ପାଇଁ ଅନ୍ୟ ଦୁଇ ଜଣଙ୍କ ନାଁ ମଧ୍ୟ ସୁପାରିଶ କରିଛି । ଚେତନ ଶର୍ମା ଓ ଆବେ କୁରୁଭିଲ୍ଲାContinue reading “ଭାରତୀୟ କ୍ରିକେଟ ଟିମରେ ଖେଳିବ କିଏ, ବାଛିବେ ଓଡ଼ିଆ ପୁଅ ଦେବାଶିଷ ମହାନ୍ତି ।”
ଓଡ଼ିଶାକୁ ଆସିଛି କି ବ୍ରିଟେନ୍ ଭୂତାଣୁ ? ନମୂନା ପରୀକ୍ଷା ପରେ ସ୍ପଷ୍ଟ ହେବ ଫେରନ୍ତା ବ୍ୟକ୍ତି ନୂଆ ଷ୍ଟ୍ରେନରେ ଆକ୍ରାନ୍ତ କି ନୁହେଁ ?
କନକ ବ୍ୟୁରୋ: ବ୍ରିଟେନ ଫେରନ୍ତାଙ୍କ ଠାରେ ଅଛି କେଉଁ ଷ୍ଟ୍ରେନ ? ପରୀକ୍ଷା ପାଇଁ ପୁନେ ପଠାଗଲା ନମୂନା । ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ପରେ ଲୋକଙ୍କ ମନରେ ଭୟ ପ୍ରବେଶ କରିଛି । ସଂପୃକ୍ତ ବ୍ୟକ୍ତି ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ନା ନୁହଁନ୍ତି ସ୍ପଷ୍ଟ ହୋଇ ନାହିଁ । ତେଣୁ ବ୍ରିଟେନ ଫେରନ୍ତା ଯୁବକଙ୍କ ସାମ୍ପୁଲ ପୁଣେରେ ଥିବା ଜାତୀୟ ନାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯାଇଛି । ସେଠାରେ ଆଇଏଲଏସ ସମେତ ୫ଟିContinue reading “ଓଡ଼ିଶାକୁ ଆସିଛି କି ବ୍ରିଟେନ୍ ଭୂତାଣୁ ? ନମୂନା ପରୀକ୍ଷା ପରେ ସ୍ପଷ୍ଟ ହେବ ଫେରନ୍ତା ବ୍ୟକ୍ତି ନୂଆ ଷ୍ଟ୍ରେନରେ ଆକ୍ରାନ୍ତ କି ନୁହେଁ ?”
ପରୀ ଗାଁରେ ପହଁଚିଲା ବିଜେପିର ପଦଯାତ୍ରା । ପରୀ ପାଇଁ ଲଢ଼େଇ ଜାରି ରଖିବାକୁ ନିଷ୍ପତ୍ତି ।
କନକ ବ୍ୟୁରୋ: ପରୀକୁ ନ୍ୟାୟ ଦାବିରେ ୫ଦିନ ଧରି ଚାଲିଥିବା ବିଜେପିର ପଦଯାତ୍ରା ଆଜି ଯଦୁପୁରରେ ପହଂଚିଛି । ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ପଦଯାତ୍ରା ଯଦୁପୁରରେ ପହଂଚିବା ପରେ ଏକ ବଡ ସଭାର ଆୟୋଜନ କରାଯାଇଥିଲା ଏବଂ ବିଜେପି ନେତାମାନେ କହିଥିଲେ, ପରୀ ପାଇଁ ଏହି ଲଢେଇ ଜାରି ରହିବ । ଅନ୍ୟ ୫ ହଜାର ପରୀଙ୍କ ନିଖୋଜ ନେଇ ଖୋଳତାଡ କରିବାକୁ ଦଳ ଦାବି କରିଛି । ଏଥିସହ ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତContinue reading “ପରୀ ଗାଁରେ ପହଁଚିଲା ବିଜେପିର ପଦଯାତ୍ରା । ପରୀ ପାଇଁ ଲଢ଼େଇ ଜାରି ରଖିବାକୁ ନିଷ୍ପତ୍ତି ।”
ପାପ କରିବା ପରେ ‘ପରୀ’ ଖବର ଉପରେ ନଜର ରଖୁଥିଲା ଅଭିଯୁକ୍ତ । ଟାଟା ସ୍କାଏ ରିଚାର୍ଜ ପାଇଁ କରୁଥିଲା ଜିଦ । ଏସଆଇଟି ମୁଖ୍ୟ ବୋଥ୍ରାଙ୍କ ଉପରେ ବି କରୁଥିଲା ରିସର୍ଚ୍ଚ ।
କନକ ବ୍ୟୁରୋ: ଯେତେବେଳେ ପରୀ ମାମଲାରେ ସରକାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ସେତେବେଳେ ଅଭିଯୁକ୍ତ ସରୋଜ ସେଠୀ କରୁଥିଲା କଣ ? ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ କହିବା ଅନୁସାରେ ଏସଆଇଟି ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରୁଥିଲା ସରୋଜ । ଖାଲି ସେତିକି ନୁହେଁ, ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କେଉଁଠି କାମ କରିଛନ୍ତି, କେଉଁ କେଉଁ ମାମଲାରେ ତଦନ୍ତ କରିଛନ୍ତି ଏବଂ କିପରି ଅପରାଧୀ ପାଖରେ ପହଂଚିଛନ୍ତି ସେ ସମ୍ପର୍କିତ ଟିକିନିଖି ତଥ୍ୟ ଖୋଜୁଥିଲାContinue reading “ପାପ କରିବା ପରେ ‘ପରୀ’ ଖବର ଉପରେ ନଜର ରଖୁଥିଲା ଅଭିଯୁକ୍ତ । ଟାଟା ସ୍କାଏ ରିଚାର୍ଜ ପାଇଁ କରୁଥିଲା ଜିଦ । ଏସଆଇଟି ମୁଖ୍ୟ ବୋଥ୍ରାଙ୍କ ଉପରେ ବି କରୁଥିଲା ରିସର୍ଚ୍ଚ ।”
କେମିତି ହୋଇଥିଲା ପରୀ ହତ୍ୟା ? ପିଶାଚ କହିଲା ପାପ କାହାଣୀ ! ଅପରାଧର ଆମୂଳଚୂଳ ଦେଖାଇଲା ଅଭିଯୁକ୍ତ ।
କନକ ବ୍ୟୁରୋ: କେମିତି ହୋଇଥିଲା ‘ପରୀ’ର ହତ୍ୟା…? କେମିତି ମୃତଦେହ ଲୁଚାଇବାକୁ କରିଥିଲା ଷଡ଼ଯନ୍ତ୍ର ? ଅପରାଧର ଡେମୋ ଦେଖାଇଲା ଅଭିଯୁକ୍ତ । ଯେଉଁ ଜଘନ୍ୟ ହତ୍ୟାକାଣ୍ଡ, ସାରା ରାଜ୍ୟକୁ ଦୋହଲାଇ ଦେଇଛି, ଯେଉଁ ଛାତିଥରା ଘଟଣା ଉପରେ ସାରା ରାଜ୍ୟର ନଜର ରହିଛି, ସେହି ନାରକୀୟ କାଣ୍ଡକୁ ରି-କ୍ରିଏଟ୍ କରିଛି ସରୋଜ ସେଠୀ । ଏସଆଇଟି ସହ ଯଦୁପୁର ଗାଁକୁ ଯାଇ, କିପରି ସଇତାନ ସାଜି ଜଣେ ନିଷ୍ପାପ ଶିଶୁର ଜୀବନ ନେଇଥିଲା, ନିଜେ ଦେଖାଇଛିContinue reading “କେମିତି ହୋଇଥିଲା ପରୀ ହତ୍ୟା ? ପିଶାଚ କହିଲା ପାପ କାହାଣୀ ! ଅପରାଧର ଆମୂଳଚୂଳ ଦେଖାଇଲା ଅଭିଯୁକ୍ତ ।”
ପରୀ ଗାଁରେ ସାମ୍ବାଦିକଙ୍କୁ ଆକ୍ରମଣ । ଖବର ସଂଗ୍ରହ ବେଳେ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ । ପ୍ରତିବାଦରେ ନୟାଗଡ ବଜାର ବନ୍ଦ ।
କନକ ବ୍ୟୁରୋ: ପରୀ ଗାଁରେ ସାମ୍ବାଦିକଙ୍କୁ ଆକ୍ରମଣ । ଖବର ସଂଗ୍ରହ ବେଳେ ଯଦୁପୁର ଗାଁରେ ସାମ୍ବାଦିକଙ୍କୁ ଆକ୍ରମଣ । ଆଜି ନୟାଗଡ ଯଦୁପୁରରେ ଖବର ସଂଗ୍ରହ କରିବାକୁ ଯାଇଥିବା କିଛି ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି । କିଛି ଲୋକ ଆକ୍ରମଣ କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ତେବେ ମିଳିଥିବା ସୂଚନା ଅନୁସାରେ ଏକ ଘରୋଇ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଏବଂ କ୍ୟାମେରାମ୍ୟାନ ଉପରେ ହୋଇଥିଲା ଆକ୍ରମଣ । ଏଥିସହ ଏକ ୱେବContinue reading “ପରୀ ଗାଁରେ ସାମ୍ବାଦିକଙ୍କୁ ଆକ୍ରମଣ । ଖବର ସଂଗ୍ରହ ବେଳେ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ । ପ୍ରତିବାଦରେ ନୟାଗଡ ବଜାର ବନ୍ଦ ।”