ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଖୁଲାସା : ଏସଆଇଟି ବିଷୟରେ ଗୁଗୁଲରେ ସର୍ଚ୍ଚ କରିଥିଲା ଅଭିଯୁକ୍ତ ସରୋଜ 

କନକ ବ୍ୟୁରୋ : ଆଜି ଏସଆଇଟି କରିଛି ବଡ ଖୁଲାସା । ‘ପରୀ’ ହତ୍ୟାକାଣ୍ଡକୁ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସରୋଜ ଜେରା ବେଳେ କେତେ ବେଳେ ରାଗି ଯାଉଥିବା କହିଛନ୍ତି ଅରୁଣ ବୋଥ୍ରା । ଏହାସହିତ ପରୀ ହତ୍ୟାର ତଦନ୍ତ ନେଇ ଏସଆଇଟି ଗଠନ ପରେ, ହତ୍ୟାକାରୀ ସରୋଜ ତାର ମୋବାଇଲରେ ଏସଆଇଟି ନେଇ ଗୁଗୁଲରେ କରିଥିଲା ସର୍ଚ୍ଚ ଓ ପରେ ସର୍ଚ୍ଚ ହିଷ୍ଟ୍ରିରୁ ଏହାକୁ ଡିଲିଟ୍ କରିଦେଇଥିଲାContinue reading “ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଖୁଲାସା : ଏସଆଇଟି ବିଷୟରେ ଗୁଗୁଲରେ ସର୍ଚ୍ଚ କରିଥିଲା ଅଭିଯୁକ୍ତ ସରୋଜ “

ଉଗ୍ରରୂପ ନେଉଛି ଚାଷୀ ଆନ୍ଦୋଳନ । ହରିଆଣା ମନ୍ତ୍ରୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ହେଲିପ୍ୟାଡ ଖୋଳି କଲେ ଶକ୍ତି ପ୍ରଦର୍ଶନ

କନକ ବ୍ୟୁରୋ : ଆଜିକୁ ପୁରା ଗୋଟିଏ ମାସ ପୁରିଗଲା । ବିଯୁକ୍ତ ତାପମାତ୍ରା, ଖୋଲା ଆକାଶ, ତଳେ ଜୀବନ ବିତାଉଛନ୍ତି ଲକ୍ଷ ଲକ୍ଷ ଅର୍ଣ୍ଣଦାତା । ନିଜର ଅଧିକାର, କୃଷକ ମାନଙ୍କର ସ୍ୱାର୍ଥ ଓ ଦେଶହିତରେ ସରକାର ପାରିତ କରିଥିବା ୩ କଳା ଆଇନକୁ ସମ୍ପୁର୍ଣ୍ଣ ପ୍ରତ୍ୟାହାର କରିବାକୁ ସେମାନେ ଏବେ ବି ଜିଦ୍ ରେ ଅଟଳ । ହେଲେ ସରକାର କୃଷକ ମାନଙ୍କ ସହିତ ଖେଳୁଛନ୍ତି ଲୁଚକାଳି । କେବେ ଆଲୋଚନାକୁ ଡାକୁଛନ୍ତି ତContinue reading “ଉଗ୍ରରୂପ ନେଉଛି ଚାଷୀ ଆନ୍ଦୋଳନ । ହରିଆଣା ମନ୍ତ୍ରୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ହେଲିପ୍ୟାଡ ଖୋଳି କଲେ ଶକ୍ତି ପ୍ରଦର୍ଶନ”

କେମିତି ‘ପରୀ’କୁ କରାଯାଇଥିଲା ହତ୍ୟା ? ହତ୍ୟାକାଣ୍ଡ ସ୍ଥଳରେ ଡେମୋ ଦେଖାଇଲା ଅଭିଯୁକ୍ତ ସରୋଜ ସେଠୀ

କନକ ବ୍ୟୁରୋ : ‘ପରୀ’ ହତ୍ୟା ମାମଲା । ଆଜି ଏସଆଇଟିକୁ ଡେମୋ ଦେଖାଇଲା ନାବାଳିକା ପରୀର ହତ୍ୟାକାରୀ ସରୋଜ ସେଠୀ । ଯଦୁପୁରକୁ ସରୋଜକୁ ନେଇଥିଲା ଏସଆଇଟି ଟିମ୍ । ଏହି ସମୟରେ ଏସଆଇଟି ଟିମ୍ , ଆଗରେ କପରି ପରୀକୁ ହତ୍ୟା କଲା , ପୁରି ମର୍ଡର ସିନ୍ ରି କ୍ରିଏଟ୍ କରିଛି ସରୋଜ ସେଠୀ । ପରୀ ହତ୍ୟା ଦିନ କେମିତି ପରୀ ସହ ହତ୍ୟାକାରୀ ଘଟାଇଥିଲା ବର୍ବର କାଣ୍ଡ , କେଉଁContinue reading “କେମିତି ‘ପରୀ’କୁ କରାଯାଇଥିଲା ହତ୍ୟା ? ହତ୍ୟାକାଣ୍ଡ ସ୍ଥଳରେ ଡେମୋ ଦେଖାଇଲା ଅଭିଯୁକ୍ତ ସରୋଜ ସେଠୀ”

ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରାରେ ବିଜେପି ଦୁଇ ଫାଳ : କଳାକପଡା ଦେଖାଇ ସାଂସଦଙ୍କୁ ଭରତପୁରରେ ବିରୋଧ ପ୍ରଦର୍ଶନ; ଦେଲେ ଗୋ ବ୍ୟାକ୍ ସ୍ଲୋଗାନ୍

କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରାରେ ବିଜେପି ଦୁଇ ଫାଳ । ଆଜି ରାଜଧାନୀ ଉପକଣ୍ଠ ଭରତପୁରରେ ଅପରାଜିତା ଜନସଂପର୍କ ପଦ ଯାତ୍ରା କରୁଥିବା ବେଳେ ବିରୋଧର ଶିକାର ହୋଇଛନ୍ତି । ତାଙ୍କୁ କଳା କପଡା ଦେଖାଇ ଭରତପୁରରେ ବିରୋଧ କରାଯାଇଛି । ଏହି ସମୟରେ କିଛି ଦଳୀୟ କର୍ମୀ ତାଙ୍କୁ ଗୋ ବ୍ୟାକ୍ ସ୍ଲୋଗାନ୍ ବି ଦେଇଥିଲେ । ଏହି ଘଟଣା ବିଜେପି ମଧ୍ୟରେ ଥିବା ଦଳୀୟ ବିବାଦକୁ ପୁଣି ସାମ୍ନାକୁContinue reading “ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରାରେ ବିଜେପି ଦୁଇ ଫାଳ : କଳାକପଡା ଦେଖାଇ ସାଂସଦଙ୍କୁ ଭରତପୁରରେ ବିରୋଧ ପ୍ରଦର୍ଶନ; ଦେଲେ ଗୋ ବ୍ୟାକ୍ ସ୍ଲୋଗାନ୍”

ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯିବା ବେଳେ ଅଟକାଇଲା ପୋଲିସ : କେବଳ ରାହୁଲ ଓ ଆଜାଦଙ୍କୁ ରାଷ୍ଟ୍ରପତିଙ୍କୁ ଭେଟିବାକୁ ମିଳିଲା ଅନୁମତି

କନକ ବ୍ୟୁରୋ : ସେପ୍ଟେମ୍ବର ମାସରେ ଆଇନ୍‌ରେ ପରିଣତ କରାଯାଇଥିବା କୃଷକ ବିରୋଧୀ, କୃଷି ବିରୋଧୀ ଏବଂ ଗରିବ ବିରୋଧୀ ତିନୋଟି କୃଷି ଆଇନକୁ ଉଚ୍ଛେଦ କରିବା ନିମନ୍ତେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଗୁରୁବାର ଦିନ କଂଗ୍ରେସ ଅନୁରୋଧ କରିଛି। ସ୍ୱେଚ୍ଛାଚାରୀ ମୋଦୀ ସରକାର କୃଷକମାନଙ୍କର ଦୁଃଖଯନ୍ତ୍ରଣା ପ୍ରସଙ୍ଗ ମଧ୍ୟ ଶୁଣିବାକୁ ଅଗ୍ରାହ୍ୟ କରୁଥିବା କଥା କଂଗ୍ରେସ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛି। ଏହି ଆଇନକୁ ପ୍ରତ୍ୟାହାର କରି ନେବାକୁ ସରକାର ସଂସଦର ସ୍ୱତନ୍ତ୍ର ମିଳିତ ଅଧିବେଶନ ଡାକନ୍ତୁContinue reading “ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯିବା ବେଳେ ଅଟକାଇଲା ପୋଲିସ : କେବଳ ରାହୁଲ ଓ ଆଜାଦଙ୍କୁ ରାଷ୍ଟ୍ରପତିଙ୍କୁ ଭେଟିବାକୁ ମିଳିଲା ଅନୁମତି”

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ରାଉରକେଲାରେ ହେବ ଦେଶର ସବୁଠାରୁ ବଡ ହକି ଷ୍ଟାଡିୟମ 

କନକ ବ୍ୟୁରୋ : ରାଉରକେଲାରେ ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଉରକେଲାରେ ୧୫ ଏକର ଜମିରେ ତିଆରି ହେବ ହକି ଷ୍ଟାଡିୟମ । ଏହାର ଦର୍ଶକ ବସିବା କ୍ଷମତା ପ୍ରାୟ ୨୦ ହଜାର ରହିବ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଷ୍ଟାଡିୟମରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଖେଳାଳିଙ୍କ ପାଇଁ ଉପଲବ୍ଧ କରାଯିବ । ଆଗାମୀ ହକି ବିଶ୍ୱକପ୍Continue reading “ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ରାଉରକେଲାରେ ହେବ ଦେଶର ସବୁଠାରୁ ବଡ ହକି ଷ୍ଟାଡିୟମ “

ଗାଁ ଭିତରେ ପଶି ଆଖିବୁଜା ଗୁଳି ଚାଳନା କଲେ ସଂନ୍ତ୍ରାସବାଦୀ । ଟଳିପଡିଲେ ୧୦୦ ଅଧିକ ଲୋକ । ଭୟରେ ଗାଁ ଛାଡି ସହର ମୁହାଁ ହେଉଛନ୍ତି ଗ୍ରାମବାସୀ

କନକ ବ୍ୟୁରୋ: ବିଶ୍ୱକୁ ଏବେ ଘାରିଛି ସଂନ୍ତ୍ରାସବାଦୀଙ୍କ ଚିନ୍ତା । ଧର୍ମୀୟ ଭାବନାକୁ ଉଜ୍ଜିବିତ ରଖିବା ସହ ରାଜନୀତିରେ ନିଜର ଆଦର୍ଶକୁ ପ୍ରତିପାଦିତ କରିବାକୁ ମୌଳବାଦୀ ମାନେ ନିଜ ନିଜର ସଂଗଠନ ତିଆରି କରି ବିଶ୍ୱରେ ହିଂସା ଘଟାଉଛନ୍ତି । ଏମାନଙ୍କୁ କିଛି ଧନିକ ଶ୍ରେଣୀ ଓ ରାଜନୈତିକଦଳ ମାନେ ପ୍ରୋତ୍ସାହନ ଦେଉଥିବା ବି ଅନେକ କ୍ଷେତ୍ରରେ ପ୍ରମାଣ ମିଳିଛି । ହେଲେ ଏବେ ଆଫ୍ରିକାରେ ଲୋକମାନେ ଆତଙ୍କବାଦୀଙ୍କ ହିଂସାରେ ସବୁଠାରୁ ବେସି ଶିକାର ହେଉଛନ୍ତି ।Continue reading “ଗାଁ ଭିତରେ ପଶି ଆଖିବୁଜା ଗୁଳି ଚାଳନା କଲେ ସଂନ୍ତ୍ରାସବାଦୀ । ଟଳିପଡିଲେ ୧୦୦ ଅଧିକ ଲୋକ । ଭୟରେ ଗାଁ ଛାଡି ସହର ମୁହାଁ ହେଉଛନ୍ତି ଗ୍ରାମବାସୀ”

‘ପରୀ’ ହତ୍ୟା ମାମଲା : ପରୀ ସେଦିନ କିପରି ଆସିଥିଲା, କେଉଁ ସ୍ଥାନରେ ଘଟାଇଥିଲା ଜଘନ୍ୟ କାଣ୍ଡ; ଡ଼େମୋ ଦେଖାଉଛି ଅଭିଯୁକ୍ତ ସରୋଜ ସେଠୀ

କନକ ବ୍ୟୁରୋ : ପରୀ ମୁୃତ୍ୟୁ ମାମଲା । ଆଜି ଏସଆଇଟିକୁ ଡେମୋ ଦେଖାଉଛି ନାବାଳିକା ପରୀର ହତ୍ୟାକାରୀ ସରୋଜ ସେଠୀ । ଯଦୁପୁରରେ କେମିତି ପରୀକୁ ହତ୍ୟା କରିଥିଲା ଏହି ପିଶାଚ, ତାହାର ପୁରୀ ଦୃଶ୍ୟ ପୁଣି ଥରେ ରିକ୍ରିଏଟ୍ କରିଛି ଏସଆଇଟି ଟିମ୍ । ପରୀ ହତ୍ୟା ଦିନ କେମିତି ପରୀ ସହ ସେ ଘଟାଇଥିଲା ବର୍ବର କାଣ୍ଡ ସେ ନେଇ ତଦନ୍ତକାରୀ ଟିମ୍ ଏସଆଇଟିକୁ ଡ଼େମୋ ଦେଖାଉଛି । ପରୀ ସେଦିନ କିପରିContinue reading “‘ପରୀ’ ହତ୍ୟା ମାମଲା : ପରୀ ସେଦିନ କିପରି ଆସିଥିଲା, କେଉଁ ସ୍ଥାନରେ ଘଟାଇଥିଲା ଜଘନ୍ୟ କାଣ୍ଡ; ଡ଼େମୋ ଦେଖାଉଛି ଅଭିଯୁକ୍ତ ସରୋଜ ସେଠୀ”

 କୃଷି ଆଇନ ପ୍ରତ୍ୟାହାର ଦାବିରେ ଆକ୍ସନମୋଡରେ କଂଗ୍ରେସ । ରାଲି ପାଇଁ ଅନୁମତି ନମିଳିବା ପରେ ରାଷ୍ଟ୍ରପତିଙ୍କୁ ଭେଟିଲେ ରାହୁଲ । ପ୍ରିୟଙ୍କାଙ୍କୁ ଉଠାଇନେଲା ପୋଲିସ ।

କନକ ବ୍ୟୁରୋ : ଆଜିକୁ ଗୋଟିଏ ମାସ ହେବ କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ଲକ୍ଷ ଲକ୍ଷ କୃଷକ ଧାରଣାରେ ବସିଛନ୍ତି । ଏହାକୁ ସମର୍ଥନ କରି ଦେଶର ବିଭିନ୍ନ ରାଜନୈତିକ ଦଳ ମାନେ ବି କେନ୍ଦ୍ରସରକାରଙ୍କୁ ଘେରିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି କଂଗ୍ରେସ ପକ୍ଷରୁ କୃଷି ଆଇନକୁ ବିରୋଧ କରି ଏକ ରାଲିର ଆୟୋଜନ କରାଯାଇଥିଲା । ହେଲେ ଏହି ରାଲିକୁ ଅନୁମତି ନମିଳିବା ସହContinue reading ” କୃଷି ଆଇନ ପ୍ରତ୍ୟାହାର ଦାବିରେ ଆକ୍ସନମୋଡରେ କଂଗ୍ରେସ । ରାଲି ପାଇଁ ଅନୁମତି ନମିଳିବା ପରେ ରାଷ୍ଟ୍ରପତିଙ୍କୁ ଭେଟିଲେ ରାହୁଲ । ପ୍ରିୟଙ୍କାଙ୍କୁ ଉଠାଇନେଲା ପୋଲିସ ।”

ଆଇଏଫଏସ ଅଭୟ ପାଠକଙ୍କ ୨ ଦିନିଆ ରିମାଣ୍ଡ ଅବଧି ଶେଷ : ଖବର ଅନୁସାରେ,  ସତ ଓଗାଳିଲେ ଅଭୟ; କହିଲେ, ଆକାଶ ଟାଟାର ଏମଡି ନୁହେଁ

କନକ ବ୍ୟୁରୋ : ସରିଲା ରିମାଣ୍ଡ, କୋର୍ଟରେ ହାଜର ପରେ ଜେଲ ଗଲେ ଅଭୟକାନ୍ତ ପାଠକ । ୨ ଦିନିଆ ରିମାଣ୍ଡରେ ଅଭୟକାନ୍ତ ପାଠକଙ୍କୁ ମାରାଥନ୍ ଜେରା କରିଥିଲା କମିଶନରେଟ୍ ପୋଲିସ । ଏହି ସମୟରେ ଅନେକ ସତ ଓଗାଳିଛନ୍ତି ସିନିୟର ପାଠକ । ଆକାଶ ପାଠକ ଟାଟା ଗ୍ରୁପର ଏମଡି ନୁହଁନ୍ତି । ପୁଅକୁ ଟାଟାର ନକଲି ଏମଡି ହେବାକୁ କହିଥିଲେ ବୋଲି ଜେରା ବେଳେ ସତ ଓଗାଳିଥିବା ପୋଲିସ ସୂଚନା ଦେଇଛି । ଅଭୟଙ୍କContinue reading “ଆଇଏଫଏସ ଅଭୟ ପାଠକଙ୍କ ୨ ଦିନିଆ ରିମାଣ୍ଡ ଅବଧି ଶେଷ : ଖବର ଅନୁସାରେ,  ସତ ଓଗାଳିଲେ ଅଭୟ; କହିଲେ, ଆକାଶ ଟାଟାର ଏମଡି ନୁହେଁ”

Design a site like this with WordPress.com
Get started