କନକ ବ୍ୟୁରୋ: ବ୍ରିଟେନ ଫେରନ୍ତାଙ୍କ ଭିତରେ ଭୁବନେଶ୍ୱରରୁ ସର୍ବାଧିକ । ଫେରିଥିବା ୪୩ ଜଣଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୨୧ । ସେହିପରି ଖୋର୍ଦ୍ଧା-୨, କଟକ-୫, କୋରାପୁଟ-୩, ବ୍ରହ୍ମପୁର-୩ । ନୟାଗଡ ଏବଂ ନବରଙ୍ଗପୁର ଜିଲ୍ଲାକୁ ୨ ଜଣ ଲେଖାଏଁ ଫେରିଛନ୍ତି । ଯାଜପୁର-୧, ରାଜଗାଙ୍ଗପୁର-୧, ସମ୍ବଲପୁର-୧, ଜଗତସିଂହପୁର-୧, ସାକ୍ଷୀଗୋପାଳ-୧ ସେପଟେ ବ୍ରିଟେନ ଫେରନ୍ତାଙ୍କୁ ନେଇ ତଥ୍ୟ ଦେଲେ ସରକାର । ଓଡିଶାକୁ ୪୩ ଜଣ ବ୍ରିଟେନରୁ ଫେରିଛନ୍ତି । ଗତ ୧୪ ଦିନ ଭିତରେ ଓଡିଶାକୁContinue reading “ବ୍ରିଟେନ ଫେରନ୍ତାଙ୍କ ଭିତରୁ ଭୁବନେଶ୍ୱରରୁ ସର୍ବାଧିକ । ମୋଟ ୪୩ ଜଣଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ୨୧ ।”
Tag Archives: News
ବ୍ରିଟେନ ଫେରନ୍ତାଙ୍କୁ ନେଇ ବଡ ଖବର । ବ୍ରିଟେନରୁ ଓଡିଶା ଫେରିଛନ୍ତି ୪୩ ଜଣ । ତଥ୍ୟ ଦେଲେ ସରକାର
କନକ ବ୍ୟୁରୋ: ବ୍ରିଟେନ ଫେରନ୍ତାଙ୍କୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ବ୍ରିଟେନ ଫେରନ୍ତାଙ୍କ ତଥ୍ୟ ଦେଲେ ସରକାର । ଓଡିଶାକୁ ୪୩ ଜଣ ବ୍ରିଟେନରୁ ଫେରିଛନ୍ତି । ଗତ ୧୪ ଦିନ ଭିତରେ ଓଡିଶାକୁ ଆସିଛନ୍ତି ୪୩ ଜଣ । ୟୁକେ ଫେରନ୍ତାଙ୍କ ଉପରେ ନଜର ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଚିଠି । ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ସିଡିଏଙ୍କୁ ଚିଠି । ଆରଟିପିସିଆର ଟେଷ୍ଟ, କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ୱ ଦେବାକୁContinue reading “ବ୍ରିଟେନ ଫେରନ୍ତାଙ୍କୁ ନେଇ ବଡ ଖବର । ବ୍ରିଟେନରୁ ଓଡିଶା ଫେରିଛନ୍ତି ୪୩ ଜଣ । ତଥ୍ୟ ଦେଲେ ସରକାର”
ଆଇପିଏଲ ନେଇ ବିସିସିଆଇର ବଡ ନିଷ୍ପତ୍ତି । ୨୦୨୨ ଆଇପିଏଲ ଖେଳିବେ ୧୦ ଟିମ୍ ।
କନକ ବ୍ୟୁରୋ: ଆସନ୍ତା ୨୦୨୨ ସିଜିନରୁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ୧୦ଟି ଟିମ ଖେଳିବେ । ଏ ନେଇ ଏକ ପ୍ରସ୍ତାବକୁ ବିସିସିଆଇ ପକ୍ଷରୁ ନୀତିଗତ ମଂଜୁରୀ ଦିଆଯାଇଛି । ଅହମଦାବାଦ ଠାରେ ଚାଲିଥିବା ବିସିସିଆଇର ୮୯ତମ ବାର୍ଷିକ ସାଧାରଣ ବୈଠକରେ ଦୁଇଟି ନୂଆ ଟିମକୁ ଖେଳାଇବା ଉପରେ ସହମତି ହୋଇଥିଲା । ଏହି ଦୁଇଟି ନୂଆ ଟିମର ଗଠନ ଓ ଆଇପିଏଲରେ ସାମିଲ କରିବା ସମ୍ପର୍କିତ ପ୍ରକ୍ରିୟା ଚୂଡ଼ାନ୍ତ କରିବାକୁ ବିସିସିଆଇ ପକ୍ଷରୁ ଆଇପିଏଲContinue reading “ଆଇପିଏଲ ନେଇ ବିସିସିଆଇର ବଡ ନିଷ୍ପତ୍ତି । ୨୦୨୨ ଆଇପିଏଲ ଖେଳିବେ ୧୦ ଟିମ୍ ।”
ସ୍ତ୍ରୀ କୁ ଓଡିଶାରେ ଛାଡି ଆମେରିକା ଚମ୍ପଟ ମାରିଲା ସ୍ୱାମୀ । ଲୁଚାଇଥିଲା ପ୍ରଥମ ବିବାହ , ଠକାମୀରେ ଶିକାର ହେଲା ଓଡିଆ ଝିଅ । ମହିଳା କମିଶନଙ୍କ ନିକଟରେ ଅଭିଯୋଗ କଲେ ପୀଡିତା
କନକ ବ୍ୟୁରୋ : ସେ ହୋମବେଦୀର ଚାରିପଟେ ୭ ଘେରା ବୋଲି ସାତ ଜନ୍ମର ସାଥି ହେବାକୁ କଥା ଦେଇଥିଲା । ହେଲେ ସାତ ଜନ୍ମତ ପରର କଥା ମାତ୍ର ୭୦ ଦିନରେ ତୁଟାଇ ଦେଲା ଦେଇଥିବା କଥା । ଆମେରିକାରେ ଉଚ୍ଚ ପଦବୀରେ ଚାକିରୀ ସାଙ୍ଗକୁ ମୋଟା ଅଙ୍କର ଦରମା । ସେ ଆକାଶରେ ଉଡାଇ ତାକୁ ନେଇଯିବ ଆମେରିକା । ସେଠାରେ ସେମାନେ ଗଢିବେ ସୁନାର ସଂସାର । ରାତି ପାହିଗଲା ସିନା ହେଲେContinue reading “ସ୍ତ୍ରୀ କୁ ଓଡିଶାରେ ଛାଡି ଆମେରିକା ଚମ୍ପଟ ମାରିଲା ସ୍ୱାମୀ । ଲୁଚାଇଥିଲା ପ୍ରଥମ ବିବାହ , ଠକାମୀରେ ଶିକାର ହେଲା ଓଡିଆ ଝିଅ । ମହିଳା କମିଶନଙ୍କ ନିକଟରେ ଅଭିଯୋଗ କଲେ ପୀଡିତା”
ବ୍ରିଟେନ ଫେରନ୍ତାଙ୍କ ନମୂନାରେ ଷ୍ଟ୍ରେନ୍ ଅଛି ନାହିଁ ? ପରୀକ୍ଷା ପାଇଁ ସାମ୍ପଲ ପଠାଗଲା ପୁଣେ ।
କନକ ବ୍ୟୁରୋ: ଓଡ଼ିଶାରେ ବ୍ରିଟେନର ନୂଆ ଷ୍ଟ୍ରେନ ଚିହ୍ନଟ ପାଇଁ ଏନଆଇଭି ପୁନେ ପଠାଗଲା ବ୍ରିଟେନ ଫେରନ୍ତା ଯୁବକଙ୍କ ସାମ୍ପୁଲ । ଏନେଇ ସୂଚନା ଦେଇଛନ୍ତି ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡ଼ା । ପୁନେରେ ଜିନମ ସିକ୍ୟୁଏନ୍ସ ପରେ ଜଣାପଡ଼ିବ ଓଡ଼ିଶାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଠାରେ ନୂଆ ଷ୍ଟ୍ରେନ ଅଛି କି ନାହିଁଁ । ସେହିପରି ବ୍ରିଟେନର ନୂଆ କରୋନା ଷ୍ଟ୍ରେନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ୟୁକେ ଫେରନ୍ତାଙ୍କ ଉପରେContinue reading “ବ୍ରିଟେନ ଫେରନ୍ତାଙ୍କ ନମୂନାରେ ଷ୍ଟ୍ରେନ୍ ଅଛି ନାହିଁ ? ପରୀକ୍ଷା ପାଇଁ ସାମ୍ପଲ ପଠାଗଲା ପୁଣେ ।”
ଅଜିତ୍ ଅଗରକର ହେବେ ବିସିସିଆଇ ଚୟନ କମିଟିର ମୁଖ୍ୟ । କମିଟିର ତାଲିକାରେ ପ୍ରକାଶ ପାଇଲା ନାମ । ଓଡିଶାରୁ ଶିବସୁନ୍ଦର ଦାସ ବି ହୋଇପାରନ୍ତି ସାମିଲ
କନକ ବ୍ୟୁରୋ : ଭାରତୀୟ ଟିମ୍ ର ନୂଆ ଚୟନକର୍ତ୍ତା ଚୟନ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି । ବିସିସିଆଇର ପୂର୍ବ କ୍ରିକେଟର ଅଜିତ ଅଗରକରଙ୍କ ସମେତ ୫ ପୂର୍ବତନ ଖେଳାଳୀଙକ ନାମ ସିଲେକ୍ସନ କମିଟି ପାଇଁ ଚୟନ କରାଯାଇଛି । ବିସିସିଆଇ ଅଗରକରଙ୍କ ବ୍ୟତିତ ଚେତନ ଶର୍ମା, ମନିନ୍ଦର ସିଂ, ନୟମ ମୋଙ୍ଗିଆ ଓ ଏସ୍.ଏସ. ଦାସଙ୍କ ନାମ କୁ ସର୍ଟଲିଷ୍ଟ କରିଛି । କହିରଖୁ କି ଏହି ପଦ ପାଇଁ ଅଗରକରଙ୍କ ସମେତContinue reading “ଅଜିତ୍ ଅଗରକର ହେବେ ବିସିସିଆଇ ଚୟନ କମିଟିର ମୁଖ୍ୟ । କମିଟିର ତାଲିକାରେ ପ୍ରକାଶ ପାଇଲା ନାମ । ଓଡିଶାରୁ ଶିବସୁନ୍ଦର ଦାସ ବି ହୋଇପାରନ୍ତି ସାମିଲ”
ଓଡିଶା- ଆନ୍ଧ୍ର ସୀମା ବିବାଦ ବୈଠକରୁ ବାହାରିଲାନି ସମାଧାନ । ଆଲୋଚନା ବେଳେ ଚକମା ଦେଖାଇଲେ ଆନ୍ଧ୍ର ଅଧିକାରୀ, ଦ୍ୱିତୀୟ ରାଉଣ୍ଡ ବୈଠକରୁ ଉଠିଗଲା ଆନ୍ଧ୍ର ।
କନକ ବ୍ୟୁରୋ : ଚାଲ୍ ଖେଳୁଛନ୍ତି ଆନ୍ଧ୍ର ସରକାର । ସୀମା ବିବାଦ ନେଇ ଓଡିଶା- ଆନ୍ଧ୍ର ସୀମା ନିର୍ଦ୍ଧାରଣର ଚୁକ୍ତିନାମାରୁ ଓହରି ଯାଇଛି ଆନ୍ଧ୍ର । ଏହା ସହିତ ଅଧାବାଟରେ ରହିଗଲା ବିବାଦର ସମାଧାନ । ଦୀର୍ଘ ଦିନ ଧରି ଲାଗି ରହିଥିବା ଓଡିଶା-ଆନ୍ଧ୍ର ସୀମା ବିବାଦ ତୁଟିବାକୁ ଯାଉଥିବା ବେଳେ ପୁଣି ଅଧାରେ ଅଟକି ଯାଇଛି । ଫଳାଫଳ ପାଇଁ ପୁଣି ଅପେକ୍ଷା ଆଗାମୀ ବୈଠକକୁ । ଅଧାରେ ଅଟକିଲା ସୀମା ବିବାଦର ସମାଧାନContinue reading “ଓଡିଶା- ଆନ୍ଧ୍ର ସୀମା ବିବାଦ ବୈଠକରୁ ବାହାରିଲାନି ସମାଧାନ । ଆଲୋଚନା ବେଳେ ଚକମା ଦେଖାଇଲେ ଆନ୍ଧ୍ର ଅଧିକାରୀ, ଦ୍ୱିତୀୟ ରାଉଣ୍ଡ ବୈଠକରୁ ଉଠିଗଲା ଆନ୍ଧ୍ର ।”
ଶୀତ ବଢୁଛି, ମଙ୍ଗଳାଯୋଡିରେ ବିଦେଶାଗତ ପକ୍ଷୀଙ୍କ ଭିଡ ଜମୁଛି । ପ୍ରତିବର୍ଷ ୨୦୦ରୁ ଅଧିକ ପ୍ରଜାତିର ପକ୍ଷୀଙ୍କ ହୁଏ ଆଗମନ, ଏଥର କରୋନା ପାଇଁ ଖାଁ ଖାଁ ପକ୍ଷୀ ଅଭୟାରଣ୍ୟ ।
କନକ ବ୍ୟୁରୋ : ଶୀତ ଆଗମନ ସହିତ ଆସିଛି ପର୍ଯ୍ୟଟନ ଋତୁ । ହେଲେ ଏଥର କରୋନା କଟକଣା କାରଣରୁ ଫିକା ପଡିଛି ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ପକ୍ଷୀ ଅଭୟାରଣ୍ୟ ମଙ୍ଗଳା ଯୋଡି । ଶୀତ ଆସିବା ସହିତ ପକ୍ଷୀଙ୍କ କଳରବରେ କମ୍ପି ଉଠୁଛି ମଙ୍ଗଳା ଯୋଡି । ହେଲେ ପର୍ଯ୍ୟଟକ ନଥିବାରୁ ମଙ୍ଗଳା ଯୋଡି ଲାଗୁଛି ଖାଁ ଖାଁ । ଖୋର୍ଦ୍ଧା ଜିଲା ଟାଙ୍ଗି ନିକଟ ମଙ୍ଗଳାଯୋଡି ପକ୍ଷୀ ଅଭୟାରଣ୍ୟ । ଶୀତ ଆଗମନ ସହContinue reading “ଶୀତ ବଢୁଛି, ମଙ୍ଗଳାଯୋଡିରେ ବିଦେଶାଗତ ପକ୍ଷୀଙ୍କ ଭିଡ ଜମୁଛି । ପ୍ରତିବର୍ଷ ୨୦୦ରୁ ଅଧିକ ପ୍ରଜାତିର ପକ୍ଷୀଙ୍କ ହୁଏ ଆଗମନ, ଏଥର କରୋନା ପାଇଁ ଖାଁ ଖାଁ ପକ୍ଷୀ ଅଭୟାରଣ୍ୟ ।”
ଜଣେ ଦିବ୍ୟାଙ୍ଗ ସଫଳ ଚାଷୀଙ୍କ କାହାଣୀ । ଦିବ୍ୟାଙ୍ଗ ହୋଇବି ଜମିରେ ଫଳାଉଛନ୍ତି ସୁନାର ଫସଲ, ୨୦ ପରିବାରକୁ ଯୋଗାଉଛନ୍ତି ରୋଜଗାର ।
କନକ ବ୍ୟୁରୋ : ଦୃଢ ଇଛାଶକ୍ତି ବଳରେ ମଣିଷ ଅସମ୍ଭବକୁ ସମ୍ଭବ କରିପାରେ । ଏହାର ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ବର୍ତମାନ ସମସ୍ତେ ଚାକିରୀ ପଛରେ ଗୋଡାଉଥିବା ବେଳେ ଜଣେ ଦିବ୍ୟାଙ୍ଗ ଯୁବକ ଚାଷ କରିବାକୁ ମନ ବଳାଇ ସଫଳ ବି ହୋଇଛନ୍ତି । ଜନ୍ମରୁ ଦିବ୍ୟାଙ୍ଗ ଥିବା ଯୁବକ ଜଣକ ନିଜସ୍ୱ ଉଦ୍ୟମରେ ଟମାଟୋ ଚାଷ କରି ସଫଳତା ପାଇଛନ୍ତି । ଏପରି ଗାଁର ୨୦ଟି ପରିବାରକୁ ସେ ରୋଜଗାର ମଧ୍ୟContinue reading “ଜଣେ ଦିବ୍ୟାଙ୍ଗ ସଫଳ ଚାଷୀଙ୍କ କାହାଣୀ । ଦିବ୍ୟାଙ୍ଗ ହୋଇବି ଜମିରେ ଫଳାଉଛନ୍ତି ସୁନାର ଫସଲ, ୨୦ ପରିବାରକୁ ଯୋଗାଉଛନ୍ତି ରୋଜଗାର ।”
ଜାଡ ମୁହଁରୁ ନିରାଶ୍ରୟୀଙ୍କ ଜୀବନ ବଞ୍ଚାଇବାକୁ ନୂଆ ପ୍ରୟାସ । ଶୀତବସ୍ତ୍ର ଦେବାକୁ ଆରମ୍ଭ ହେଲା ‘ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ…’ ଅଭିଯାନ ।
କନକ ବ୍ୟୁରୋ: ସଞ୍ଜ ନଇଁଲେ ମାଡି ଆସୁଛି ଶୀତ । ଦିନ ଗଡିଗଲେ ବାଘ ପରି ଡରାଉଛି ଡିସେମ୍ବରର ଶୀତ । ଶୀତ ଥରେଇ ଦେଉଛି, ଶୀତ ଡରେଇ ଦେଉଛି । କାଲୁଆ ପବନରେ କାନପାଟି କଞ୍ଚାପାଣି ହୋଇଯାଉଥିବା ବେଳେ ଜାଡ ଯନ୍ତ୍ରଣା ଜୀବନକୁ ଅସ୍ତବ୍ୟସ୍ତ କରୁଛି । ରାତି ଟିକେ ବଢିବା କ୍ଷଣି ଗାଁଠୁ ସହର ଯାଏଁ ଜାରି ହେଉଛି ଶୀତର ୧୪୪, ଲାଗୁଛି କୁହୁଡିର କର୍ଫ୍ୟୁ… ପ୍ରବଳ ଶୀତ ପାଇଁ ରାସ୍ତା ଘାଟ ପୂରାContinue reading “ଜାଡ ମୁହଁରୁ ନିରାଶ୍ରୟୀଙ୍କ ଜୀବନ ବଞ୍ଚାଇବାକୁ ନୂଆ ପ୍ରୟାସ । ଶୀତବସ୍ତ୍ର ଦେବାକୁ ଆରମ୍ଭ ହେଲା ‘ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ…’ ଅଭିଯାନ ।”