ଅନୁଭବଙ୍କ ପାଇଁ ବଢିଲା କି ଅଡୁଆ ? ବର୍ଷାଙ୍କ ବୟାନ୍ ରେକର୍ଡ କଲା ପୁରୀଘାଟ ଥାନା ପୋଲିସ । ଏତଲା ପରେ ଏତଲା ଦେବା ପରେ ରେକର୍ଡ ହେଲା ବୟାନ ।

କନକ ବ୍ୟୁରୋ: ଅନୁଭବ-ବର୍ଷା ବିବାଦ ମାମଲାରେ ବର୍ଷାଙ୍କ ବୟାନ୍ ରେକର୍ଡ କରିଛି ପୋଲିସ । ପୁରୀ ଘାଟ ଥାନାରେ ବୟାନ୍ ରେକର୍ଡ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ଆଣି ଥାନାରେ ଫେରାଦ ହୋଇଥିଲେ ବର୍ଷା । ଏନେଇ ସେ ଅନୁଭବଙ୍କ ବିରୋଧରେ ଏତଲା ଦେବାପରେ ପୋଲିସ ସାଂସଦ ଅନୁଭବଙ୍କ ନାଁରେ ମାମଲା ରୁଜୁ କରିଥିଲା । ବର୍ତ୍ତମାନ ଏହି ମାମଲାରେ ବର୍ଷାଙ୍କ ବୟାନ୍ ରେକର୍ଡ ହୋଇଛି । ତେବେ ଘରେContinue reading “ଅନୁଭବଙ୍କ ପାଇଁ ବଢିଲା କି ଅଡୁଆ ? ବର୍ଷାଙ୍କ ବୟାନ୍ ରେକର୍ଡ କଲା ପୁରୀଘାଟ ଥାନା ପୋଲିସ । ଏତଲା ପରେ ଏତଲା ଦେବା ପରେ ରେକର୍ଡ ହେଲା ବୟାନ ।”

ନିଶା ଏବେ ସାଜିଛି ପେଶା । ନବରଙ୍ଗପୁର ଆଲବେଦିନ୍ ତିଆରି କରୁଛନ୍ତି ଭଳିକି ଭଳି ଚକୋଲେଟ୍ । 

କନକ ବ୍ୟୁରୋ : ନବରଙ୍ଗପୁରର ଆଲବେଦିନ ବାଘ । ଘରେ ବିଭିନ୍ନ ପ୍ରକାର ଚକଲେଟ୍ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ଆଲବେଦିନ । କ୍ରିମି ଡ୍ରିମି ନାମକ ଚକଲେଟ୍ ବ୍ରାଣ୍ଡରେ ଘରେ ପ୍ରସ୍ତୁତ ଚକଲେଟ୍ ବିକ୍ରି କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପ୍ରେରଣା ଯୋଗାଉଛନ୍ତି । ଚର୍ଚ୍ଚାରେ ନବରଙ୍ଗପୁରର କ୍ରୀମି ଡ୍ରିମି ଚକଲେଟ । ସମ୍ପୂର୍ଣ୍ଣ ଭାବେ ଘରେ ପ୍ରସ୍ତୁତ ହେଉଥିବା ଏହି ଚକଲେଟର ଚାହିଦା ନବରଙ୍ଗପୁରରେ ବୃଦ୍ଧି ପାଇବାରେContinue reading “ନିଶା ଏବେ ସାଜିଛି ପେଶା । ନବରଙ୍ଗପୁର ଆଲବେଦିନ୍ ତିଆରି କରୁଛନ୍ତି ଭଳିକି ଭଳି ଚକୋଲେଟ୍ । “

ଘର ଅଗଣାର କୁଣ୍ଡରେ ମାଛ ଚାଷ କରି ଆତ୍ମନିର୍ଭରଶୀଳ ମହିଳା । ବାୟୋଫ୍ଲୋକ୍ସ ଜରିଆରେ ସଫଳତା ପାଇଛନ୍ତି ମହାକାଳପଡାର ସସ୍ମିତା । ଆଗ୍ରହୀ ଯୁବଗୋଷ୍ଠୀ ପାଇଁ ସାଜିଛନ୍ତି ପ୍ରେରଣା

କନକ ବ୍ୟୁରୋ : ବାୟୋଫ୍ଲୋକ୍ ପଦ୍ଧତିରେ ମାଛ ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ଜଣେ ମହିଳା । ଘର ଅଗଣାରେ ତିନୋଟି କୁଣ୍ଡ ପ୍ରତିଷ୍ଠା କରି ମାଛ ଚାଷ କରିବା ସହିତ ରୋଜଗାର କରୁଛନ୍ତି ଲକ୍ଷାଧୀକ ଟଙ୍କା  । ତାଙ୍କର ଏହି ସଫଳତା ପାଇଁ ପରିବାର ଲୋକ ଏବଂ ଗ୍ରାମବାସି ବେଶ୍ ଖୁସିଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆଗ୍ରହୀ ଯୁବକ ଯୁବତି ଏବଂ ମାଛ ଚାଷିମାନେ ଆସି ଚାଷ କରିବାର ପଦ୍ଧତି ପଚାରି ବୁଝିବାContinue reading “ଘର ଅଗଣାର କୁଣ୍ଡରେ ମାଛ ଚାଷ କରି ଆତ୍ମନିର୍ଭରଶୀଳ ମହିଳା । ବାୟୋଫ୍ଲୋକ୍ସ ଜରିଆରେ ସଫଳତା ପାଇଛନ୍ତି ମହାକାଳପଡାର ସସ୍ମିତା । ଆଗ୍ରହୀ ଯୁବଗୋଷ୍ଠୀ ପାଇଁ ସାଜିଛନ୍ତି ପ୍ରେରଣା”

କରୋନା କଟକଣା ଭିତରେ ଗଲାଣି କେତେ ପୂଜାପାର୍ବଣ । ବଡଦିନ ବଜାର ବି ମାନ୍ଦା । ତଥାପି ଘର ସଜା ସାମଗ୍ରୀ ବିକି ଦୁଇ ପଇସା ରୋଜଗାର ଲକ୍ଷ୍ୟରେ ବ୍ୟବସାୟୀ ।

କନକ ବ୍ୟୁରୋ : ଚଳିତ ବର୍ଷ କରୋନା କଟକଣା ଯୋଗୁଁ ପ୍ରାୟତଃ ସବୁ ପର୍ବପର୍ବାଣୀ ଫିକା ପଡିଛି । ଅନେକ କଟକଣା ଭିତରେ ଉତ୍ସବ ପାଳନ ହେଉଥିବା ବେଳେ ଚଳିତ ବର୍ଷ ବଡ ଦିନ ବି ଫିକା ପଡିଛି । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କର ଏହା ଏକ ପ୍ରମୁୁଖ ପର୍ବ ହୋଇଥିବା ବେଳେ ଏହାର ପାଳନ ଉପରେ ବି କଟକଣା ରହିଛି । ଏହାକୁ ନଜରରେ ରଖି ଚଳିତ ବର୍ଷ ଘରେ ବଡଦିନ ପାଳନ କରିବା ନେଇ ଅନେକContinue reading “କରୋନା କଟକଣା ଭିତରେ ଗଲାଣି କେତେ ପୂଜାପାର୍ବଣ । ବଡଦିନ ବଜାର ବି ମାନ୍ଦା । ତଥାପି ଘର ସଜା ସାମଗ୍ରୀ ବିକି ଦୁଇ ପଇସା ରୋଜଗାର ଲକ୍ଷ୍ୟରେ ବ୍ୟବସାୟୀ ।”

କାଇଁଚ ଦେଇଛି ରୋଜଗାର । ଯାଜପୁର ଚମ୍ପାପୁର ଗାଁ ମହିଳା ହେଲେ ସ୍ୱାବଲମ୍ବୀ । କରୋନା ଯୋଗୁଁ ପ୍ରଭାବିତ ବେଉସା

କନକ ବ୍ୟୁରୋ : କାଇଁଚ ଦେଉଛି ରୋଜଗାର । ମହିଳା ହୋଇଛନ୍ତି ସ୍ୱାବଲମ୍ବି । ଆମେ କହୁଛୁ ଯାଜପୁର ଛତିଆ ଚମ୍ପାପୁର ଗାଁର ମହିଳା କାଇଁଚ କାରିଗରଙ୍କ କଥା । ଏବେ କିନ୍ତୁ କରୋନା ଯୋଗୁଁ ପ୍ରଭାବିତ ହୋଇଛି ବ୍ୟବସାୟ । ଛତିଆ ଚମ୍ପାପୁର ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ସ୍ୱାବଲମ୍ବି ମହିଳା । ଗୋଲଡେନ ଗ୍ରାସ ବା କାଇଁଚରେ ତିଆରି ବିଭିନ୍ନ ସାମଗ୍ରୀ ତିଆରି କରି ଗୁଜୁରାଣ ମେଂଟାଇବାରେ ସକ୍ଷମ ହୋଇପାରିଛନ୍ତି । ୨୦୧୩ ମସିହାରେContinue reading “କାଇଁଚ ଦେଇଛି ରୋଜଗାର । ଯାଜପୁର ଚମ୍ପାପୁର ଗାଁ ମହିଳା ହେଲେ ସ୍ୱାବଲମ୍ବୀ । କରୋନା ଯୋଗୁଁ ପ୍ରଭାବିତ ବେଉସା”

ପାରମ୍ପରିକ ଖାଦ୍ୟର ହେଲା ବ୍ୟବସାୟୀ କରଣ । ମାଣ୍ଡିଆ ଆଣିଲା ଆଦିବାସୀଙ୍କ ମୁହଁରେ ହସ । ସରକାରଙ୍କ ମିଲେଟ ମିଶନ ଦେଖାଇଲା ନୂଆ ବାଟ 

କନକ ବ୍ୟୁରୋ : ଆଦିବାସୀଙ୍କ ମୁହଁରେ ଏବେ ହସ ଫୁଟାଇବାରେ ସକ୍ଷମ ହୋଇଛି ମାଣ୍ଡିଆ ଚାଷ  । ଯଦିଓ ମାଣ୍ଡିଆ ସେମାନଙ୍କ ପାରମ୍ପରିକ ଖାଦ୍ୟ ହୋଇ ରହି ଆସିଛି ହେଲେ ଏବେ ବ୍ୟବସାୟୀକରଣ ହେବା ସହ ସେମାନଙ୍କୁ ଯୋଗାଇଛି ଆର୍ଥିକ ସହାୟତା  । ଯେଉଁଥିପାଇଁ ସହାୟତାର ହାତ ବଢ଼ାଇଛି ସରକାରଙ୍କ ମିଲଟ ମିଶନ  । କାହିଁ କେଉଁ କାଳରୁ ଆଦିବାସୀମାନେ ମାଣ୍ଡିଆକୁ ନିଜର ପ୍ରମୁଖ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି  । ସେଇଥିପାଇଁ ଦିନ ଥିଲା ଧାନContinue reading “ପାରମ୍ପରିକ ଖାଦ୍ୟର ହେଲା ବ୍ୟବସାୟୀ କରଣ । ମାଣ୍ଡିଆ ଆଣିଲା ଆଦିବାସୀଙ୍କ ମୁହଁରେ ହସ । ସରକାରଙ୍କ ମିଲେଟ ମିଶନ ଦେଖାଇଲା ନୂଆ ବାଟ “

ଖବର ବାଜିଲା, ପ୍ରଶାସନ ଚେତିଲା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ କୁଚିଣ୍ଡା ମଣ୍ଡିରୁ ଉଠିଲା ଧାନ । 

କନକ ବ୍ୟୁରୋ : କନକନ୍ୟୁଜରେ ଖବର ପ୍ରସାରଣ ପରେ ଜାଗିଲା ପ୍ରଶାସନ । ମଣ୍ଡିରୁ ଆରମ୍ଭ ହୋଇଛି ଧାନ ବିକ୍ରି । ଏବେ ମିଲର୍ସ ଆସୁଛନ୍ତି, ଟ୍ରକ ଆସୁଛି, ଶହ ଶହ ବସ୍ତା ଧାନ ବିକ୍ରି ହେବା ଦେଖି ଚାଷୀ ବି ଖୁସି । ଏହିପରି ଦୁଇ ତିନି ଧରି ଧାନ ବିକ୍ରି ଚାଲିଲେ ମଣ୍ଡିରେ ଶୀତକାକରରେ ଧାନ ଜଗି ରହିଥିବା ଚାଷୀ ପୁରା ଧାନ ବିକ୍ରି କରିପାରିବେ ବୋଲି ଆଶା କରିଛନ୍ତି । ରାତିରେ ବିContinue reading “ଖବର ବାଜିଲା, ପ୍ରଶାସନ ଚେତିଲା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ କୁଚିଣ୍ଡା ମଣ୍ଡିରୁ ଉଠିଲା ଧାନ । “

ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ । ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷାଙ୍କ ଏତଲା ଭିତିରେ ମାମଲା ରୁଜୁ କଲା ପୋଲିସ ।

କନକ ବ୍ୟୁରୋ : କିଛି ଦିନ ତଳେ ଅନୁଭବ-ବର୍ଷାଙ୍କ ଏକ ଯୁକ୍ତି ତର୍କର ଭିଡିଓ ଭାଇରାଲ ହୋଇଥିଲା । ସେହି ଭାଇରାଲ ଭିଡିଓକୁ ନେଇ କଟକ ପୁରୀଘାଟ ଥାନାରେ ଏତଲା ଦେଇଥିଲେ ବର୍ଷା ପ୍ରିୟଦର୍ଶିନୀ । ଅଭିଯୋଗ କରିଥିଲେ, ଏପରି ଭିଡିଓ ଭାଇରାଲ କରି ତାଙ୍କ ବିରୋଧରେ ଅପପ୍ରଚାର କରାଯାଉଛି । ତାଙ୍କୁ ଭୁଲ ଭାବେ ଚିତ୍ରଣ କରିବାକୁ ଉଦ୍ୟମ ହେଉଛି । ଏହାପରେ ଶନିବାର ସଂଧ୍ୟାରେ ପୁଣିଥରେ ଥାନାକୁ ଯାଇ ତାଙ୍କ ରୁମରେ ତାଲା ପକାContinue reading “ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ । ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷାଙ୍କ ଏତଲା ଭିତିରେ ମାମଲା ରୁଜୁ କଲା ପୋଲିସ ।”

କାହିଁକି କରୋନା ସୂଚନା ଦେବାରୁ ବାଦ ପଡିଲେ ସୁବ୍ରତ ବାଗଚୀ? ନ୍ୟୁଜ ମେକର କାର୍ଯ୍ୟକ୍ରମରେ ସ୍ପଷ୍ଟ କଲେ ରାଜ୍ୟ ସରକାରଙ୍କ କୋଭିଡ ମୁଖପାତ୍ର ।

କନକ ବ୍ୟୁରୋ: ରାଜ୍ୟରେ ଯେତେବେଳେ କରୋନା ପାଦ ଦେଇଥିଲା ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟ ସରାକାରଙ୍କ ପକ୍ଷରୁ ଆଗକୁ ଆସିଥିଲା ଗୋଟିଏ ଚେହେରା । ସେ ହେଉଛନ୍ତି କୋଭିଡ ମୁଖପାତ୍ର ସୁବ୍ରତ ବାଗଚୀ । ପ୍ରତ୍ୟକ ଦିନ ଟିଭି ମାଧ୍ୟମରେ କୋଭିଡ୍ ସଂକ୍ରମଣର ଭୟାବହତା ଓ ଏଥିରୁ ରକ୍ଷା ପାଇବାକୁ ଲୋକଙ୍କୁ ଅତି ସାବଲୀଳ ଢଙ୍ଗରେ ବୁଝାଉଥିଲେ ସୁବ୍ରତ । ବାଗଚୀଙ୍କ ବୁଝାଇବା ଶୈଳୀ ଲୋକଙ୍କୁ ଏତେ ପ୍ରଭାବିତ କରିଥିଲା ଯେ , ପ୍ରତ୍ୟକ ଦିନContinue reading “କାହିଁକି କରୋନା ସୂଚନା ଦେବାରୁ ବାଦ ପଡିଲେ ସୁବ୍ରତ ବାଗଚୀ? ନ୍ୟୁଜ ମେକର କାର୍ଯ୍ୟକ୍ରମରେ ସ୍ପଷ୍ଟ କଲେ ରାଜ୍ୟ ସରକାରଙ୍କ କୋଭିଡ ମୁଖପାତ୍ର ।”

ବିଶ୍ୱର ଚିନ୍ତା ବଢାଇଲା ବ୍ରିଟେନର କରୋନା ନୂଆ ଷ୍ଟ୍ରେନ୍ । ପୁରୁଣା ଅପେକ୍ଷା ଅଧିକ ମାରାତ୍ମକ । ୭୦ ପ୍ରତିଶତରୁ ଅଧିକ ବେଗରେ ସଂକ୍ରମିତ ହେଉଛି ଭୂତାଣୁର ନୂଆ ରୂପ ।

କନକ ବ୍ୟୁରୋ : ଇଂଲଣ୍ଡବାସୀଙ୍କୁ ସ୍କଟଲାଣ୍ଡକୁ ପ୍ରବେଶ ଉପରେ କଟକଣା ଏବଂ ୱେଲ୍ସରେ ଆଉଏକ ଲକଡାଉନ ଘୋଷଣା ଭିତରେ କରୋନାକୁ ନେଇ ଯେଉଁ ନୂଆ ତଥ୍ୟ ସାମ୍ନାକୁ ଆସିଛି ତାହା, ସମଗ୍ର ବିଶ୍ୱର ଚିନ୍ତା ବଢାଇ ଦେଇଛି । ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ ହ୍ୟାନକକ ସ୍ୱୀକାର କରିଛନ୍ତି ଯେ, ଏଠାରେ କରୋନାର ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । କାରଣ କରୋନା ଭୂତାଣୁର ନୂଆ ଷ୍ଟ୍ରେନ ବା ପ୍ରକାର ସାମ୍ନାକୁ ଆସିଛି । ଯାହା ବୂତାଣୁରContinue reading “ବିଶ୍ୱର ଚିନ୍ତା ବଢାଇଲା ବ୍ରିଟେନର କରୋନା ନୂଆ ଷ୍ଟ୍ରେନ୍ । ପୁରୁଣା ଅପେକ୍ଷା ଅଧିକ ମାରାତ୍ମକ । ୭୦ ପ୍ରତିଶତରୁ ଅଧିକ ବେଗରେ ସଂକ୍ରମିତ ହେଉଛି ଭୂତାଣୁର ନୂଆ ରୂପ ।”

Design a site like this with WordPress.com
Get started