କନକ ବ୍ୟୁରୋ: ଭାବ ବିହ୍ୱଳ ହୋଇ ଆଖି ଛଳଛଳ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆବାସ ଯୋଜନାର ଏକ ସୋସାଇଟିକୁ ଉଦ୍ଘାଟନ କରିବା ବେଳେ ନିଜ ପିଲାଦିନର କଥା ମନେ ପକାଛନ୍ତି ମୋଦି । ଅସହାୟ ବ୍ୟକ୍ତିଙ୍କୁ ପକ୍କା ଘର ଦେବା ବେଳେ ନିଜ ପିଲାଦିନେ ଭୋଗିଥିବା ସମସ୍ୟାକୁ ମନେ ପକାଇ କାନ୍ଦି ପକାଇଛନ୍ତି ପ୍ରଧାନମନ୍ତ୍ରୀ । ମହାରାଷ୍ଟ୍ରର ସୋଲାପୁରରେ ଆଜି ଏକ ସୋସାଇଟ୍ ପାଇଁ ପିଏମ୍ ଆବାସ ଯୋଜାନରେ ନିର୍ମିତ କୋଠାକୁ ଉଦ୍ଘାଟନ କରିଛନ୍ତିContinue reading “ମହାରାଷ୍ଟ୍ରରେ ପିଏମ୍ ଆବାସ ଯୋଜନାର ଉଦଘାଟନ ବେଳେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ: ଲୁହ ଛଳ ଛଳ ଆଖିରେ ମନେ ପକାଇଲେ ତାଙ୍କ ପିଲା ଦିନ”
Tag Archives: News
ବିଲକିସ୍ ବାନୋଙ୍କ ମାମଲାରେ ଦୋଷୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଜାନୁଆରୀ ୨୧ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ ଆଦେଶ
କନକ ବ୍ୟୁରୋ : ଗୁଜରାଟର ମୁସଲିମ ମହିଳା ବିଲକିସ୍ ବାନୋ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି । କୋର୍ଟଙ୍କ ତରଫରୁ ଦୋଷୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନର ଶୁଣାଣି କରି କଡା ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀମାନେ ଆତ୍ମସମର୍ପଣ କରିବାକୁ ଅଧିକ ସମୟ ମାଗିଥିବା ବେଳେ କୋର୍ଟ ସିଧାସଳଖ ସମୟ ଦେବାକୁ ମନା କରିଦେଇଛନ୍ତି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କି, ସମସ୍ତ ଦୋଷୀମାନଙ୍କୁ ଜାନୁଆରୀ ୨୧ ତାରିଖ ସୁଦ୍ଧା କୋର୍ଟରେ ହଜାର ହେବାକୁContinue reading “ବିଲକିସ୍ ବାନୋଙ୍କ ମାମଲାରେ ଦୋଷୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଜାନୁଆରୀ ୨୧ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ ଆଦେଶ”
କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ । ଓସେପା କାର୍ଯ୍ୟାଳୟ ଆଗରେ ଶହ ଶହ ଚାକିରି ଆଶାୟୀଙ୍କ ଧାରଣା । ଓସେପା ପ୍ରକଳ୍ପ ନିର୍ଦ୍ଦେଶକ କହିଲେ…
କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଆଜି ବି ଧାରଣାରେ ଚାକିରୀ ଆଶାୟୀ । ଶହ ଶହ ଚାକିରୀ ଆଶାୟୀ ଓସେପା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । କେଉଁ ଆଧାରରେ କନିଷ୍ଠ ଶିକ୍ଷକଙ୍କ ପାଇଁ ହୋଇଥିବା ପରୀକ୍ଷା ଫଳ ପ୍ରକାଶ ପାଇଛି, ତାହା ଜାଣିବା ପାଇଁ ଓସେପା ଅଫିସ ସାମ୍ନାରେ ଭିଡ଼ ଜମିଛି । କାହାର କେତେ ମାର୍କ ରହିଛି ଜାଣିବା ପାଇଁ ଆରଟିଆଇରେ ଆବେଦନ କରିବାକୁ ଚାହୁଁଛନ୍ତି ପରୀକ୍ଷାର୍ଥୀ । ସେପଟେContinue reading “କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ । ଓସେପା କାର୍ଯ୍ୟାଳୟ ଆଗରେ ଶହ ଶହ ଚାକିରି ଆଶାୟୀଙ୍କ ଧାରଣା । ଓସେପା ପ୍ରକଳ୍ପ ନିର୍ଦ୍ଦେଶକ କହିଲେ…”
ସୁପ୍ରିମକୋର୍ଟରେ ଏଏସଓ ଚୟନ ଅନିୟମିତତା ମାମଲା । ରାଜ୍ୟ ସରକାର- ଓପିଏସସିକୁ ୪ସପ୍ତାହ ଭିତରେ ଜବାବ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ।
କନକ ବ୍ୟୁରୋ: ଓପିଏସସି ଚୟନ ପ୍ରକ୍ରିୟାକୁ ନେଇ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ । ଆଜି ମାମଲାର ଶୁଣାଣି କରି କୋର୍ଟ ଉଭୟ ରାଜ୍ୟ ସରକାର, ଓପିଏସସି ଓ ହାଇକୋର୍ଟରେ ରିଟ୍ ଅପିଲ୍ କରିଥିବା ଆବେଦନକାରୀଙ୍କୁ ନୋଟିସ୍ କରିଛନ୍ତି । ୪ ସପ୍ତାହ ମଧ୍ୟରେ ଏମାନେ ନୋଟିସର ଜବାବ ରଖିବେ । ଏହାପରେ ଚୂଡାନ୍ତ ରାୟ ଶୁଣାଇବେ ସୁପ୍ରିମକୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ । ପୂର୍ବରୁ ଡିସେମ୍ବର ୨୨ରେContinue reading “ସୁପ୍ରିମକୋର୍ଟରେ ଏଏସଓ ଚୟନ ଅନିୟମିତତା ମାମଲା । ରାଜ୍ୟ ସରକାର- ଓପିଏସସିକୁ ୪ସପ୍ତାହ ଭିତରେ ଜବାବ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ।”
ସାମ୍ନାକୁ ଆସିଲା ରାମଲାଲାଙ୍କ ପ୍ରତିମୂର୍ତ୍ତିିର ନୂଆ ଫଟୋ । ପରମ୍ପରା ଅନୁସାରେ ଆଖିରେ ବନ୍ଧାଯାଇଛି ପଟ । ୨୨ ତାରିଖରେ ହେବ ପ୍ରାଣ ପ୍ରତିଷ୍ଠା, ୨୩ଠାରୁ ସାଧାରଣ ଦର୍ଶନ ।
କନକ ବ୍ୟୁରୋ: ଅତି ସୁନ୍ଦର ଦିଶୁଛି ରାମଲାଲାଙ୍କ ପ୍ରତିମୂର୍ତ୍ତି ମନମୁଗ୍ଧକର ହୋଇଛି ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି । ସାମ୍ନାକୁ ଆସିଛି ରାମଲାଲାଙ୍କ ପ୍ରତିମୂର୍ତ୍ତିର ନୂଆ ଫଟୋ । ପ୍ରତିମୂର୍ତ୍ତିିର୍ର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ହେଲେ ପରମ୍ପରା ଅନୁସାରେ ଭଗବାନ ଶ୍ରୀରାମଙ୍କ ଆଖିରେ ପଟି ବନ୍ଧା ଯାଇଛି । ଆସନ୍ତା ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ସେହି ଦିନ ପ୍ରଭୁ ରାମଙ୍କ ଆଖିରୁ ପଟି ବାହାର କରାଯିବ । ଗତକାଲି ରାମContinue reading “ସାମ୍ନାକୁ ଆସିଲା ରାମଲାଲାଙ୍କ ପ୍ରତିମୂର୍ତ୍ତିିର ନୂଆ ଫଟୋ । ପରମ୍ପରା ଅନୁସାରେ ଆଖିରେ ବନ୍ଧାଯାଇଛି ପଟ । ୨୨ ତାରିଖରେ ହେବ ପ୍ରାଣ ପ୍ରତିଷ୍ଠା, ୨୩ଠାରୁ ସାଧାରଣ ଦର୍ଶନ ।”
ପାତ୍ର ଇଲେକ୍ଟ୍ରୋନିକସରେ ଆକର୍ଷଣୀୟ ଅଫର । ୫୫ ଇଞ୍ଚ ଏଲଇଡି ଟିଭିରେ ୩୨ ଇଞ୍ଚର ଟିଭି ମାଗଣା । ମିସଡ଼ କଲ କରନ୍ତୁ ପୁରସ୍କାର ଜିତନ୍ତୁ ।
କନକ ବ୍ୟୁରୋ : ୫୫ ଇଞ୍ଚ ଏଲଇଡି ଟିଭି ସହ ୩୨ ଇଞ୍ଚ ଟିଭି ମାଗଣାରେ । ୱାସିଂ ମେସିନ କିଣିଲେ ଗ୍ରାଇଣ୍ଡର ମାଗଣାରେ । କିଛି ଏମିତି ଅଫର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆଣିଛି ରାଜ୍ୟର ସର୍ବବୃହତ ଇଲେକ୍ଟ୍ରୋନିକସ ଚେନ ଷ୍ଟୋର ପାତ୍ର ଇଲେକ୍ଟ୍ରୋନିକସ । ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଓଡିଶା ବଜାରରେ ନିଜର ଦବଦବା ରଖିଥିବା ପାତ୍ର ଇଲେକ୍ଟ୍ରୋନିକସର ପରିଚାଳନା ନିର୍ଦେଶକ କୈଳାସ ଚନ୍ଦ୍ର ପାତ୍ର କୁହନ୍ତି ଗ୍ରାହକଙ୍କ ଚାହିଦାକୁContinue reading “ପାତ୍ର ଇଲେକ୍ଟ୍ରୋନିକସରେ ଆକର୍ଷଣୀୟ ଅଫର । ୫୫ ଇଞ୍ଚ ଏଲଇଡି ଟିଭିରେ ୩୨ ଇଞ୍ଚର ଟିଭି ମାଗଣା । ମିସଡ଼ କଲ କରନ୍ତୁ ପୁରସ୍କାର ଜିତନ୍ତୁ ।”
ଶେଷରେ ସରକାରୀ ବାସଭବନ ଛାଡିଲେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା ହାଇକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ଖାଲି କଲେ ଘର ।
କନକ ବ୍ୟୁରୋ: ଶେଷରେ ସରକାରୀ ଘର ଖାଲି କଲେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗରେ ବହିଷ୍କୃତ ହୋଇଥିବା ଲୋକସଭା ସାଂସଦ ମହୁଆ ମୋଇତ୍ରାଙ୍କୁ ଶେଷରେ ଦିଲ୍ଲୀ ସ୍ଥିତ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିଛି । ସରକାରଙ୍କ ନୋଟିସକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କୋର୍ଟ ଖାରଜ କରିଦେବା ପରେ ଆଉ କୌଣସି ରାସ୍ତା ନଥିଲା । ଆଉ ଶେଷରେ ଦିଲ୍ଲୀରେ ଥିବା ଟେଲିଗ୍ରାଫContinue reading “ଶେଷରେ ସରକାରୀ ବାସଭବନ ଛାଡିଲେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା ହାଇକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ଖାଲି କଲେ ଘର । “
ଓଡ଼ିଶାରୁ ଅଧିକ ଚାଉଳ ସଂଗ୍ରହ କରିବ କେନ୍ଦ୍ର । ୧୦ ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ହେବ ସଂଗ୍ରହ ।ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ କେନ୍ଦ୍ରର ପଦକ୍ଷେପ ।
କନକ ବ୍ୟୁରୋ: ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରିବ କେନ୍ଦ୍ର । କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରାଳୟ ଏନେଇ ମଞ୍ଜୁରୀ ଦେଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ପ୍ରତିଉତ୍ତରରେ ଏହା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ । ଅନୁରୋଧ ରକ୍ଷା କରି ତ୍ୱରିତ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ପଦକ୍ଷେପ ଦ୍ୱାରାContinue reading “ଓଡ଼ିଶାରୁ ଅଧିକ ଚାଉଳ ସଂଗ୍ରହ କରିବ କେନ୍ଦ୍ର । ୧୦ ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ହେବ ସଂଗ୍ରହ ।ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ କେନ୍ଦ୍ରର ପଦକ୍ଷେପ ।”
ଡଙ୍ଗାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ବିଶ୍ୱର ସର୍ବବୃହତ ଜନବସତି ମାଜୁଲି ଦ୍ୱୀପ ଅଭିମୁଖେ ଯାତ୍ରା କରୁଛନ୍ତି କଂଗ୍ରେସ ନେତା । ଅତିକ୍ରମ କଲେଣି ୧୫ଟି ରାଜ୍ୟର ୧୧୦ ଜିଲ୍ଲା ।
କନକ ବ୍ୟୁରୋ: ଡଙ୍ଗାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ଶୁକ୍ରବାର ସକାଳେ ଆସାମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସହଯୋଗୀଙ୍କ ସହ ବିଶ୍ୱର ସର୍ବବୃହତ ଜନବସତି ମାଜୁଲି ଦ୍ୱୀପ ଅଭିମୁଖେ ଯାତ୍ରା କରୁଛନ୍ତି । ଜୋରହାଟ ଜିଲ୍ଲାର ନିମାତିଘାଟରୁ ଅଫାଲାମୁଖ ଘାଟକୁ ଯାଉଛି ଏହି ଯାତ୍ରା । ରାହୁଲଙ୍କ ସହ ସାଧାରଣ ସମ୍ପାଦକ ଜୟରାମ ରମେଶ, ରାଜ୍ୟ ସଭାପତି ଭୂପେନ କୁମାର ବୋରା ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆଙ୍କContinue reading “ଡଙ୍ଗାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ବିଶ୍ୱର ସର୍ବବୃହତ ଜନବସତି ମାଜୁଲି ଦ୍ୱୀପ ଅଭିମୁଖେ ଯାତ୍ରା କରୁଛନ୍ତି କଂଗ୍ରେସ ନେତା । ଅତିକ୍ରମ କଲେଣି ୧୫ଟି ରାଜ୍ୟର ୧୧୦ ଜିଲ୍ଲା ।”
ଭକ୍ତଙ୍କ ଅର୍ପଣ ଚାଉଳରେ ପ୍ରସ୍ତୁତ ହେବ ଖେଚୁଡ଼ି, ପିଠା । ବିଡିଆ ପାନରେ ବ୍ୟବହୃତ ହେବ ଗୁଆ । ସୁଆର, ମହାସୁଆର ନିଯୋଗର ସଭାପତିଙ୍କ ସୂଚନା ।
କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ପାଇଁ ଗାଁ ଠୁ ସହର ସବୁଠି ବୁଲିଥିଲା ଅର୍ପଣ ରଥ । ଲୋକମାନେ ଭକ୍ତିର ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିବା ଅରୁଆ ଚାଉଳ ଓ ଗୁଆ ମହାପ୍ରଭୁଙ୍କ ସେବାରେ ଲାଗିବ । ଆସିଥିବା ଏହି ଅରୁଆ ଚାଉଳ ଓ ଗୁଆ ସୁଆର ମହାସୁଆର ନିଯୋଗ ଗ୍ରହଣ କରିବ । ଅର୍ପଣ ରଥରେ ମହାପ୍ରଭୁଙ୍କ ପାଇଁ ସଂଗୃହୀତ ସମସ୍ତ ସାମଗ୍ରୀ ଚାଉଳ, ଗୁଆ ଓ ଶ୍ରୀଫଳ ମହାପ୍ରଭୁଙ୍କ କାର୍ଯ୍ୟରେContinue reading “ଭକ୍ତଙ୍କ ଅର୍ପଣ ଚାଉଳରେ ପ୍ରସ୍ତୁତ ହେବ ଖେଚୁଡ଼ି, ପିଠା । ବିଡିଆ ପାନରେ ବ୍ୟବହୃତ ହେବ ଗୁଆ । ସୁଆର, ମହାସୁଆର ନିଯୋଗର ସଭାପତିଙ୍କ ସୂଚନା ।”