କନକ ବ୍ୟୁରୋ: ଘନ କୁହୁଡ଼ି ହେଲା କାଳ । ଟ୍ରକକୁ ପଛପଟୁ ପିଟିଲା ବାଇକ୍ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଭୋଗରାଇ ବ୍ଲକ କର୍ମଦା ଭଲୁଡ଼ା ଛକରେ ଘଟିଛି ଏହି ଦୁର୍ଘଟଣା । ରାସ୍ତାରେ ଥିବା ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ବାଇକ୍ । ଦୁର୍ଘଟଣାରେ ବସ୍ତା ଅଂଚଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ କର୍ମଦା ପୋଲିସ ପହଂଚି ମୃତଦେହ ଜବତ କରି ହସ୍ପିଟାଲକୁContinue reading “ଘନ କୁହୁଡି ହେଉଛି କାଳ । ଟ୍ରକକୁ ପଛପଟୁ ପିଟିଲା ବାଇକ୍ । ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ ।”
Tag Archives: News
ଗଞ୍ଜାମ ସୋରଡା ବାଇକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି । ଜଣେ ଗୁରୁତର ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ।
କନକ ବ୍ୟୁରୋ: ଗଂଜାମ ଜିଲ୍ଲା ସୋରଡା ଥାନା ବରାଡି ନିକଟ ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଏମ୍କେସିଜିରେ ଜଣେ ଗୁରୁତରଙ୍କ ଚିକିତ୍ସା ଚାଲିଛି । ମୃତକମାନେ ସୋରଡା, ଅସୁରବନ୍ଧ ଓ ଦୁଲାଡ ଗାଁର । ଏକ ବାଇକରେ ୩ ଜଣ ଅସୁରବନ୍ଧ ଠାରୁ ସୋରଡା ଆସୁଥିଲେ । ବିପରୀତ ଦିଗରୁ ବିଦ୍ୟୁତ ବିଭାଗର ୩ ଜଣ କର୍ମଚାରୀ ଗୋଟିଏ ସ୍କୁଟିରେ ଆସୁଥିବା ବେଳେ ବରାଡି ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା ।Continue reading “ଗଞ୍ଜାମ ସୋରଡା ବାଇକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି । ଜଣେ ଗୁରୁତର ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ।”
ପ୍ରଭୁ ଶ୍ରୀରାମଙ୍କ ପାଇଁ ଜଳିବ ୩୦୦ ଫୁଟର ମାଟି ଦୀପ, ମିଥିଳାରୁ ଆସିଛି ଘୃତ । ଏପଟେ ଶ୍ରଦ୍ଧାଳୁଙ୍କ ପାଇଁ ଅଯୋଧ୍ୟା ମହାନଗର ନିଗମର ସ୍ୱତନ୍ତ୍ର ବ୍ୟବସ୍ଥା ।
କନକ ବ୍ୟୁରୋ: ସରଜୁ ନଦୀର ରାମଘାଟରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ୩୦୦ ଫୁଟର ମାଟି ଦୀପ ପ୍ରସ୍ତୁତ ହେଉଛି । ପ୍ରତିଷ୍ଠା ଦିନ ଏହି ମାଟିଦୀପ ପ୍ରଜଳ୍ୱନ କରାଯିବ । ଏହି ମାଟି ଦୀପ ଜଳାଇବା ପାଇଁ ନେପାଳ ମିଥିଲା କ୍ଷେତ୍ରରୁ ତେଲ ସାଙ୍ଗରେ ଆଣିଛନ୍ତି ସାଧୁ ସନ୍ଥ । ସେପଟେ ରାମ ମନ୍ଦିର ପ୍ରତିଷ୍ଠାରେ ସାମିଲ ହେବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଅଯୋଧ୍ୟା ମହାନଗର ନିଗମର ସ୍ୱତନ୍ତ୍ର ବ୍ୟବସ୍ଥା । ପଂଚବଟୀ, କିସ୍କିନ୍ଧ୍ୟା ଓContinue reading “ପ୍ରଭୁ ଶ୍ରୀରାମଙ୍କ ପାଇଁ ଜଳିବ ୩୦୦ ଫୁଟର ମାଟି ଦୀପ, ମିଥିଳାରୁ ଆସିଛି ଘୃତ । ଏପଟେ ଶ୍ରଦ୍ଧାଳୁଙ୍କ ପାଇଁ ଅଯୋଧ୍ୟା ମହାନଗର ନିଗମର ସ୍ୱତନ୍ତ୍ର ବ୍ୟବସ୍ଥା ।”
ପୁଷ୍ଟି ଅପେକ୍ଷା ପ୍ରଚାର ବେଶି । ମଧ୍ୟାହ୍ନଭୋଜନରେ ମିଳୁଛି ପାଣିଆ ଡାଲି କିନ୍ତୁ ୱାଲ୍ ପେଣ୍ଟିଙ୍ଗରେ ଖର୍ଚ୍ଚ ହେଉଛି ହଜାର ହଜାର ଟଙ୍କା ।
କନକ ବ୍ୟୁରୋ:ମଧ୍ୟାହ୍ନ ଭୋଜନ ଥାଳିରେ ନିମ୍ନମାନର ସୋୟାବିନ୍, ପାଣିଆ ଡାଲିକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ପିଏମ୍ ପୋଷଣ ସଂପର୍କିତ ତଥ୍ୟ ସ୍କୁଲ କାନ୍ଥରେ ଲେଖିବାକୁ ଚିଠି ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ପିଏମ ପୋଷଣର ରାଜ୍ୟ ନୋଡାଲ ଅଧିକାରୀ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏହି ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି, ମଧ୍ୟାହ୍ନ ଭୋଜନ ସଂପର୍କିତ ତଥ୍ୟ ଲିଭି ଯାଇଥିବାରୁ ଏହାକୁ ପୁଣିଥରେ ଲେଖାଯିବ । ପ୍ରତ୍ୟେକ ପ୍ରାଥମିକ ଓ ଉଚ୍ଚContinue reading “ପୁଷ୍ଟି ଅପେକ୍ଷା ପ୍ରଚାର ବେଶି । ମଧ୍ୟାହ୍ନଭୋଜନରେ ମିଳୁଛି ପାଣିଆ ଡାଲି କିନ୍ତୁ ୱାଲ୍ ପେଣ୍ଟିଙ୍ଗରେ ଖର୍ଚ୍ଚ ହେଉଛି ହଜାର ହଜାର ଟଙ୍କା ।”
କେନାଲରୁ ମିଳୁନି ପାଣି । ଶୁଖିଗଲାଣି ଚାଷ ଜମି, ଏକର ଏକର ଫସଲ ଝାଉଁଳି ନଷ୍ଟ । ଚିନ୍ତାରେ ପୁରୀ ସଦର ବ୍ଲକର ଚାଷୀ ।
କନକ ବ୍ୟୁରୋ: କେନାଲରୁ ମିଳୁନି ପାଣି । ଜମି ଫାଟି ଆଁ କରିଥିବା ବେଳେ ଚିନ୍ତାରେ ପଡିଛି ଚାଷୀ । ପୁରୀ ସଦର ବ୍ଲକ ଅନ୍ତିକେରାରୁ ନେଇ ବେଣାକେରା ନରେନ୍ଦ୍ରପୁର ଭଳି ଗାଁର ଚାଷୀଙ୍କ ସମସ୍ୟା ବଢିଚାଲିଛି । ପାଣି ଅଭାବରୁ ଜମି ଶୁଖିଲା ପଡିଛି ତ ଆଉ କେଉଁଠି ଗଛ ସବୁ ଝାଉଁଳି ନଷ୍ଟ ହୋଇଗଲାଣି । ରକ୍ଷଣାବେକ୍ଷଣ ଅଭାବରୁ କେନାଲ ପୋତି ହୋଇଯାଇଛି । ଏନେଇ ଚାଷୀମାନେ ବହୁବାର ଅଭିଯୋଗ କରିଛନ୍ତି । ହେଲେContinue reading “କେନାଲରୁ ମିଳୁନି ପାଣି । ଶୁଖିଗଲାଣି ଚାଷ ଜମି, ଏକର ଏକର ଫସଲ ଝାଉଁଳି ନଷ୍ଟ । ଚିନ୍ତାରେ ପୁରୀ ସଦର ବ୍ଲକର ଚାଷୀ ।”
ଛତିଶଗଡ ଓ ଓଡିଶାରେ ପୁଣି ବଡ ଆଇଟି ରେଡ୍ । ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢଉ ।
କନକ ବ୍ୟୁରୋ: ଆୟକର ବିଭାଗର ବଡ଼ ଧରଣର ଚଢ଼ଉ । ଓଡ଼ିଶା ଓ ଛତିଶଗଡ଼ରେ ଏକକାଳୀନ ଚଢ଼ାଉ କରିଛି ଆୟକର ବିଭାଗ । ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ବିଭିନ୍ନ ଠିକଣାରେ ଚଢ଼ଉ ହୋଇଛି । ସୁନ୍ଦରଗଡ଼ ଓ ଛତିଶଗଡ଼ରେ ଘନଶ୍ୟାମଙ୍କ କୋଇଲା ବ୍ୟବସାୟ ରହିଛି । ଘନଶ୍ୟାମଙ୍କ ଓଡ଼ିଶା, ଛତିଶଗଡ଼, ମୁମ୍ବାଇ, ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ କୋଇଲା ବ୍ୟବସାୟ ଓ ହୋଟେଲ ରହିଛି । ଏହାସହ ଘନଶ୍ୟାମଙ୍କ ଗୋପାଳପୁରରେ ଥିବା ଦୁଇମହଲା କୋଠା ଓContinue reading “ଛତିଶଗଡ ଓ ଓଡିଶାରେ ପୁଣି ବଡ ଆଇଟି ରେଡ୍ । ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢଉ ।”
ଯାଜପୁରରେ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ । ପୂର୍ବତନ ସରପଞ୍ଚ ଓ ତାଙ୍କ ସମ୍ପର୍କୀୟ ମିଶି କଲେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ।
କନକ ବ୍ୟୁରୋ: ଯାଜପୁର ଜିଲ୍ଲା ଚଷାଖଣ୍ଡ ପଞ୍ଚାୟତର ଦଳିତ ମହିଳା ସରପଞ୍ଚ ପ୍ରତିଭା ମଲ୍ଲିକ ଓ ତାଙ୍କ ସ୍ୱାମୀ ରଂଜନ ମଲ୍ଲିକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଛନ୍ତି ଚଷାଖଣ୍ଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ଙ୍କ ସ୍ୱାମୀ ତଥା ବିଜେଡି ନେତା ସୁବାସ ମହଲା । ବିଜେଡି ନେତା ଓ ତାଙ୍କ ସାନ ଭାଇ ଆଶିଷ ମହଲା ମିଶି ବାଉଁଶ ଠେଙ୍ଗା ଓ ପଥରରେ ଆକ୍ରମଣ କରିଥିବା ଅଭିଯୋଗContinue reading “ଯାଜପୁରରେ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ । ପୂର୍ବତନ ସରପଞ୍ଚ ଓ ତାଙ୍କ ସମ୍ପର୍କୀୟ ମିଶି କଲେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ।”
ରାମ ମନ୍ଦିର ଗର୍ଭଗୃହରେ ବିରାଜମାନ ହେଲେ ରାମଲାଲା । ଗର୍ଭଗୃହରୁ ଆସିଲା ରାମଲଲାଙ୍କ ପ୍ରଥମ ଫଟୋ । ଆସନ୍ତାକାଲି ହେବ ମୂର୍ତ୍ତିର ଅନାବରଣ ।
କନକ ବ୍ୟୁରୋ: ରାମ ମନ୍ଦିର ଗର୍ଭଗୃହରେ ବିରାଜମାନ ହେଲେ ରାମଲଲା । ଗର୍ଭଗୃହରୁ ୫୧ ଇଂଚର ଶ୍ୟାମଳ ମୂର୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଏହାକୁ ଏବେ ବି ଆବରଣରେ ରଖାଯାଇଛି । ଆସନ୍ତାକାଲି ମୂର୍ତ୍ତିକୁ ଅନାବରଣ କରାଯିବ ବୋଲି ସୂଚନା ରହିଛି । ଆସନ୍ତା ୨୨ ତାରିଖରେ ରାମଲଲାଙ୍କ ଅଚଳମୂର୍ତିର ପ୍ରାଣପ୍ରତିଷ୍ଠା ହେବ । କିନ୍ତୁ ରାମଲଲାଙ୍କ ମୂର୍ତି ପ୍ରାଣପ୍ରତିଷ୍ଠାର ବିଧିବଦ୍ଧ କର୍ମକାଣ୍ଡ ଗୁରୁବାର ଗଣେଶ ପୂଜନରୁ ଆରମ୍ଭ ହୋଇଛି । ଗୁରୁବାର ମଧ୍ୟାହ୍ନContinue reading “ରାମ ମନ୍ଦିର ଗର୍ଭଗୃହରେ ବିରାଜମାନ ହେଲେ ରାମଲାଲା । ଗର୍ଭଗୃହରୁ ଆସିଲା ରାମଲଲାଙ୍କ ପ୍ରଥମ ଫଟୋ । ଆସନ୍ତାକାଲି ହେବ ମୂର୍ତ୍ତିର ଅନାବରଣ । “
ଗୁଜୁରାଟ ବଦୋଦରା ନିକଟ ହରନୀ ହ୍ରଦରେ ବଡ ଅଘଟଣ । ବୋଟ୍ ଓଲଟି ଯିବାରୁ ୧୬ ସ୍କୁଲ ଛାତ୍ରଛାତ୍ରୀ ଓ ୨ ଶିକ୍ଷକଙ୍କ ମୃତ୍ୟୁ ।
କନକ ବ୍ୟୁରୋ: ଗୁଜରାଟର ବଡୋଦରା ଜିଲ୍ଲା ହରନୀ ହ୍ରଦରେ ଡଙ୍ଗା ବୁଡି ୧୬ ସ୍କୁଲ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରଛାତ୍ରୀଙ୍କ ବୟସ ୧୪ରୁ ୧୫ ବର୍ଷ ଭିତରେ ଓ ଉଭୟ ଶିକ୍ଷକଙ୍କ ବୟସ ୪୫ ବର୍ଷ ବୋଲି ଜଣାପଡିଛି । ହ୍ରଦରେ ବୋଟ ଓଲଟି ପଡିବାରୁ ବଣଭୋଜି କରିବାକୁ ଯାଇଥିବା ସନରାଇଜ ସ୍କୁଲର ୧୬ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବୋଟ ହ୍ରଦରContinue reading “ଗୁଜୁରାଟ ବଦୋଦରା ନିକଟ ହରନୀ ହ୍ରଦରେ ବଡ ଅଘଟଣ । ବୋଟ୍ ଓଲଟି ଯିବାରୁ ୧୬ ସ୍କୁଲ ଛାତ୍ରଛାତ୍ରୀ ଓ ୨ ଶିକ୍ଷକଙ୍କ ମୃତ୍ୟୁ ।”
ଘନ କୁହୁଡି ହେଲା କାଳ । ବିଳମ୍ବିତ ରାତିରେ ଗଞ୍ଜାମ ସୋରଡା ଅଞ୍ଚଳରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୪ ମୃତ, ୨ ଗୁରୁତର ।
କନକ ବ୍ୟୁରୋ: ଘନ କୁହୁଡି ହେଲା କାଳ । ଗଞ୍ଜାମ ଜିଲ୍ଲା ସୋରଡା ଥାନା ବରାଡି ନିକଟ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଜଣ ବିଦ୍ୟୁତ ବିଭାଗର କର୍ମଚାରୀ ବୋଲି ଜଣାପଡିଛି । ମୃତକମାନେ ସୋରଡା, ଅସୁରବନ୍ଧ ଓ ଦୁଲାଡ ଗାଁର । ସୂଚନା ଅନୁସାରେ ଏକ ବାଇକରେ ୩ ଜଣ ବସିContinue reading “ଘନ କୁହୁଡି ହେଲା କାଳ । ବିଳମ୍ବିତ ରାତିରେ ଗଞ୍ଜାମ ସୋରଡା ଅଞ୍ଚଳରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୪ ମୃତ, ୨ ଗୁରୁତର ।”